Jai jagannath🙏🏵🌻🌼🌸 Aagya bahut sundar katha kahichhanti. Kintu aau gote katha kahile ki jadi kehi se lata ku clock wise ghuraidie se alaga katha. Kintu sir clock wise ghurei dle madhya semane kevehele jibeni. Mu parikshya kari dekhi sarichhi Kahinkina aamara chasha kamare jeun lata jatiya gachha-simba,baragudi,lata beans ityadi lage se anti clock wise made,taku clock wise kareile madhya se gachha ai nathae puni olati aasi anti clock wise madibaku lagithae. Tar karana mun ta janiparu nathili,ebe jaha jana gala,hueta taha thick hei pare. So you are Right sir,namaste.Jai shri krishna🙏⚙️🌻🌼🌸
Sir, odia re loka katha, Dhana, jan ,maran ra kichhi value achhi ki. Amara 21 pahacha heichhi but mora bapa kahuchhanti ,21 pahacha (maran) re paduthibaru bapa mana karuchhanti. Pls sir suggest me 21 pahacha hele kichhi asubidha haba ki .
Sir Apananka Consultation Ra abasyakata achi.. Sir apanankara Bhadrak Ranital re Vastu Paridarshan Ra Subidha Achhi ki? Plz sir kindly confirm so that I could get all the remedies of the Vastu of my Home.
Sir namaskar Sir bastu compass re sathik diga kemiti janiparibi ethireta W E N S lekha achhi hele Jeun field re ghara karibi compassku kou jagare rakhi Kemiti sathik digaku janiparibi
Sir JAY JAGANNATH Sir mu gotaye factory Kariba ku jauchi......tenu mu apananka paramarsa nebaku uchit mane karuchi....dayakari apana nka mobile no ta diantu....
ଅତି ସୁନ୍ଦର କଥା ଜୟ ଶ୍ରୀ ଜଗନ୍ନାଥ 🙏
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
How 22 steps in Jagannath Temple ?
Bahut badhia description
Thank you
Bahut badhia tapick sir
Dhanyabad.
Jai jagannath🙏🏵🌻🌼🌸
Aagya bahut sundar katha kahichhanti.
Kintu aau gote katha kahile ki jadi kehi se lata ku clock wise ghuraidie se alaga katha.
Kintu sir clock wise ghurei dle madhya semane kevehele jibeni.
Mu parikshya kari dekhi sarichhi
Kahinkina aamara chasha kamare jeun lata jatiya gachha-simba,baragudi,lata beans ityadi lage se anti clock wise made,taku clock wise kareile madhya se gachha ai nathae puni olati aasi anti clock wise madibaku lagithae.
Tar karana mun ta janiparu nathili,ebe jaha jana gala,hueta taha thick hei pare.
So you are Right sir,namaste.Jai shri krishna🙏⚙️🌻🌼🌸
ନମସ୍କାର, ଜୟ ଜଗନ୍ନାଥ । ଏହିପରି ଅନ୍ୟ ଭିଡ଼ିଓ ଗୁଡିକୁ ଦେଖି ଆପଣଙ୍କର ମୂଲ୍ୟବାନ ମତାମତ ଦେବକୁ ଅନୁରୋଧ ।
Bahut pranjal bhabare bhujaichanti sir
Thank you
Bahut sunder bhabe aapan bujhaile thank you
Dhanyabad.
Sir namaskar.bahut bahut dhanya bad.
Dhanyabad.
Sir🙏saral bhabare upastapana karithibaru dhanyabad
Dhanyabad. Jay Jagannath.
ସାର୍ ଆପଣଙ୍କ ଦୟାରୁ ଆମେ ମାନେ ସବୁ ବାସ୍ତୁ ଠିକ୍ ଭାବରେ କରିପାରୁଛୁ। ଆପଣଙ୍କୁ କୋଟି ପ୍ରଣାମ।ଜୟ ଜଗନ୍ନାଥ।
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
Very nice 🎉🎉🎉
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
ସାର୍ ନମସ୍କାର୍। ଏହି ଯୁଗ୍ମ ଅଯୁଗ୍ମ ବିଷୟରେ ମୁଁ ଜଣେ ଵାସ୍ତୁବିତ୍ ଙ୍କୁ ପଚାରିବାରୁ ସେ ସାର୍ ମୋତେ କହିଲେ ଦେବତା ମାନଙ୍କ ପାଇଁ ଯୁଗ୍ମ ଏବଂ ମାନବ ମାନଙ୍କ ପାଇଁ ଅଯୁଗ୍ମ। ଉଦାହରଣ ସ୍ୱରୂପ ମୋତେ ପୁରୀ ଶ୍ରୀମନ୍ଦିର ୨୨ ପାହାଚ କଥା କହିଥିଲେ।
ଆପଣଙ୍କର ଏହି video ଦେଖିବାପରେ ଏହି ଦ୍ଵନ୍ଦ ଦୂର ହେଲା। ଯୁଗ୍ମ ଅଯୁଗ୍ମ ରେ କୌଣସି ଅସୁବିଧା ନାହିଁ। ଧନ୍ୟବାଦ୍। ଏହିପରି video ଜାରୀ ରଖନ୍ତୁ।
Video dekhi matamata deithibaru dhanyabad. Ama ghara eka mandira jeunthare Thakura O Manaba.uvaya rahuchanti.
Very nice information sir....
Video tiku dekhithibaru dhanyabad.
@@vastusachetanata9394 sir apanku mo ghara dekheibaku chanhe, apanka number kahibe ki??
Dhanyabad.
9337664861.
Sir apannku koti koti pranam
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ '
ଆଞା ନମସ୍କାର 🙏
ନମସ୍କାର, ଜୟ ଜଗନ୍ନାଥ । ଅନ୍ୟ ଭିଡିଓ ଗୁଡିକ ଦେଖନ୍ତୁ ଓ ଆପଣଙ୍କ ମୂଲ୍ୟବାନ ମତାମତ ଦିଅନ୍ତୁ I
Ati sundara
Bahut bahut Dhanyavad.
Sir bahut bahut danybad Mora sidi dout apananka video dekhi dura hela
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
Bohut Bholo bhabore kohichonti
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
Very very nice explanation,sir.
Dhanyabad.
Jay Jagannath 🙏
ଜୟ ଜଗନ୍ନାଥ । ଅନ୍ୟ ଭିଡ଼ିଓ ଗୁଡ଼ିକ ଦେଖି ମୂଲ୍ୟ ବାନ ମତାମତ ଦେବାକୁ ଅନୁରୋଧ ।
Good Morning Sir
Sir apank nk tharu bahut kichhi sikhi baku miluchi sir 🙏🙏🙏
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
ଦୟାକରି ପଶ୍ଚିମ ମୁଖୀ ଘରର ଶିଢୀ କେଉଁ ସ୍ଥାନରେ ହେବ ଜଣାଇଲେ ଉପକୃତ ହେବି ସାର୍ ନମସ୍କାର।
SW ru NW madhyare jeunthi subidha heba karanti.
Pranam sir 🙏🙏
Loko kuhanti paschima digaku ghara badha jae nahin, kintu actually paschima digaku badha jai pariba ki.
Reply must 👍👍
Mo channel re thiba “ଦକ୍ଷିଣ ପଶ୍ଚିମ ଦିଗକୁ ଘର ବୃଦ୍ଧି କରି ହେବ କି ?” ଏହି ଭିଡିଓଟିକୁ ଦେଖନ୍ତୁ ।
Jnenu mane ghara bahare sidi karuchhanti tahara bastu bisayare kuhantu koupate kaleheba. Jnenum mane pura sidha sidi karuchhanti tahar bastu kipari heba darakara. Praya dokan manankare bahare sidi karithibe au sidha sidi karithibe. Esabura ki pravab padiba taupare gote vedio karantu please. Ame bahut upakruta hebu
Sir, odia re loka katha, Dhana, jan ,maran ra kichhi value achhi ki. Amara 21 pahacha heichhi but mora bapa kahuchhanti ,21 pahacha (maran) re paduthibaru bapa mana karuchhanti. Pls sir suggest me 21 pahacha hele kichhi asubidha haba ki .
ଯୁଗ୍ମ ଅଯୁଗ୍ମ ନୁହେଁ, ସିଡ଼ିର କ୍ଲକ୍ ୱାଇଜ୍ ଓ ଆଣ୍ଟି କ୍ଲକ୍ ୱାଇଜ୍ ହିଁ ସମସ୍ୟା ଦେଇଥାଏ । ୨୧ ଟି ପାହାଚ କୌଣସି ଅସୁବିଧା ଦେବ ନାହିଁ । ବିଶ୍ୱାସ ଭଲ କିନ୍ତୁ ଅନ୍ଧବିଶ୍ଵାସ ଭଲନୁହେଁ l
Respected sir, I made clockwise.... What is the solution for this.... As I have already done
ଅସୁବିଧା କିମ୍ବା ସମସ୍ୟା ଦେଖାଦେଉଥିଲେ କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଦେଖାଇ ପ୍ରତିକାର କରନ୍ତୁୁ । ସମସ୍ୟା ନ ଥିଲେ ପ୍ରତିକାର ର ଆବଶ୍ୟକ ନାହିଁ ।
ଜୟ ଜଗନ୍ନାଥ ନମସ୍କାର ସାର୍ ଠିକ୍ କହିଛନ୍ତି
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
ସାର ଉତ୍ତର ପଶ୍ଚିମ ଦିଗରେ ସିଡ଼ି ଅଛି ଠିକ୍ ନା ଭୁଲ୍ ଅଛି
ଉତ୍ତର-ପଶ୍ଚିମ ଦିଗରେ ସିଡ଼ି ରହି ପାରିବ, କିନ୍ତୁ ଉତ୍ତର - ପଶ୍ଚିମ କୋଣରୁ ସିଡ଼ି ଆରମ୍ଭ ହେବ ନାହିଁ। ଏହା ଏକା କଥା ନୁହେଁ ।
ପୁର୍ବ ମୁଖି ଘର 3 ବେଡ୍ ରୁମ୍ ବିଶିଷ୍ଟ ଘର ର ନକ୍ସା ଗୋଟେ ଲୋଡ କରନ୍ତୁ
Sir apananka contact kemiti kari paribu
M-9337664861
Siramagharem
Pls confirm Sir, Stairs should be clock wise or anti clock wise as per Odia vastu, I need to construct
I have already discussed about it in one of my video.
Sir Namaskar kantha banka rahile kichi heba
Kintu kona thik achhi please sir tike kahibe
ଘର ଏକ ଶୁଭ ମାପ (ବନ୍ଧ)ରେ ତିଆରି ହୋଇଥାଏ । ଏହା ଆୟତାକାର କିମ୍ଵା ବର୍ଗାକାର ଜ୍ୟାମିତିକ ଫର୍ମୁଲାରେ ହୋଇଥାଏ । ଏହି ମାପରେ କାନ୍ଥ କେବେ ବଙ୍କା ହୋଇ ନ ଥାଏ । ସାମାନ୍ୟ ବଙ୍କା ଚଳିବ, କିନ୍ତୁ ଅଧିକ ବଙ୍କା ବେଳେ ବେଳେ ଦିଗ ନେଇକି ଅଶୁଭ ପ୍ରଭାବ ଦେଇଥାଏ । ଲକ୍ଷଣ ଦେଖି ବାସ୍ତୁ ପ୍ରତିକାର କରାଯାଇଥାଏ ।
Sir very very nice
Dhanyabad.
Sir apanaka adress ta kemiti paibu au apanaka mobile no
Bhubaneswar, M-9337664861
Sir ghara sarichhi kana karajib
ମନରେ ଯଦି ସନ୍ଦେହ ରହୁଛିି ଯେ ଘରେ କିଛି ବାସ୍ତୁ ଦୋଷ ରହିଛିି ବୋଲି, ତେବେ କୌଣସି ଅଭିଜ୍ଞ ବାସ୍ତୁ ବିତଙ୍କୁ ଡାକି ଘର ଦେଖାଇ ଦିଅନ୍ତୁ । ଆଜିକାଲି ବିନା ଭଙ୍ଗାରୁଜାରେ ଅତି ସରଳ ଉପାୟରେ ବାସ୍ତୁ ଦୋଷ ନିରାକରଣ କରାଯାଇପାରୁଛି ।
Dear Sir,
Jay Jagannath.
How can we contact you for our house problems?
9337664861.
Sir Apananka Consultation Ra abasyakata achi..
Sir apanankara Bhadrak Ranital re Vastu Paridarshan Ra Subidha Achhi ki?
Plz sir kindly confirm so that I could get all the remedies of the Vastu of my Home.
9337664861
Sir apananka phoon no diantu
Pranam Sir
Namaskar.
Sir amara sidi utara re achi kichi pratikara kuhantu
Clockwise or anticlockwise
Sir amo gara ra 20 steps achi kn karibu
କୌଣସି ଅସୁବିଧା ନାହିଁ I
Sir dakhina digare purbaru paschima ku sidi kari heba ki,kindly reply sir
Han, kariheba.
Sir mor gotia sidi kari barachhi apanankar mobalinombar debe
9337664861.
Very nice explanation sir
Dhanyabad.
କିଛି ଜଣା ନାହିଁ 💯
Sir sidhi ra direction paschima pate karibaku chahuchu direction clockwise haba na anticlockwise haba
Sidighara vastu video achhi, dekhantu.
Sir ghoro majhir puja room achhi kn asubhida ki
Kn asubhida thile prati karo khontu
Thakur ghara Aisanya kimba Paschima digare kariba uchit, ghara majhi re nuhe. Apanakara kichhi asubidha heichiki?
Hnn sir rojagari antuni auu runa bhi sujhi heuni
Kn gate pratikaro kuhontu
@@vastusachetanata9394 sir apnkar no mili paribki
Mu dhenkanal kahuchi
Sir Bayu kunare sidi hebaki nahi
କୌଣସି କୋଣରେ ସିଡି ଆରମ୍ଭ ହୁଏନି କିନ୍ତୁ କୋଣ ଦେଇ ସିଡି ଯାଇ ପାରିବ
Sidi tale kitchen kari pariba ki sir
Na.
୩ ଭାଗ ସିଡ଼ି ଘର କଲେ ଶୁଭ ନା ଅଶୁଭ
୨୧ଟି ପାହାଚ ହେବେ ବୋଲି କହିଛନ୍ତି ମିସ୍ତ୍ର ୧୦,୩,୮, କରି ହେବ କି
ହଁ' ହେବ l
କୌଣସି ଦୋଷ ନାହିଁ l
@@vastusachetanata9394
ଆଜ୍ଞା ଅଗ୍ନି କୋଣରେ ରୋଷେଇ ଘର ୬ପୁଟ୍ ଛାଡ଼ିକି ସିଡ଼ି ଘର କରିବୁ ଠିକ୍ ଅଛିତ
ଆଜ୍ଞା ମୋର୍ ପଶ୍ଚିମ ଦିଗରେ ସିଡି ରହିଛି , ସିଡି ତଳେ ଲାଟିନ କରିହେବ କି । ଦୟାକରି କହିବେ।
ନା, ପଶ୍ଚିମ (west) ରେ ସିଡିତଳେ ଲାଟିନ କରିହେବ ନାହିଁ । କଲେ ଆର୍ଥିକ ଅବନତି ଘଟିବ । ପଶ୍ଚିମ ଓ ଉତ୍ତର-ପଶ୍ଚିମକୁ ଲାଗି wnwରେ ଲାଟିନ୍ କରିହେବ ।
Sçn
Sir, agaaru ghara utar dakhina re thila..
Abe utara re kichhi ghara rakhi dakhina ru sabu bhangi new design ghara karibi, ,, kemiti Subha
Han, uttama vastu planre kariheba. Jane bhala vastubitnku daki jaga dekhantu O tanka paramarsha anusare ghara karantu.
Sir, namaskar. Jahaheu sangsaya dura hela.
Dhanyabad.
nice explanation
ଧନ୍ୟବାଦ, ଜୟ ଜଗନ୍ନାଥ I ଏହିପରି ଅନ୍ୟ ଭିଡ଼ିଓ ଗୁଡିକ ଦେଖନ୍ତୁ ଓ ଆପଣଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରନ୍ତୁୁ ।
ଘର ନିର୍ମାଣବେଳେ ଘରର ଐଶାନ୍ଯ ଓ ନୈରତ ଦିଗ ଯୋଡୁଥିବା କର୍ଣ କୁ ଅଗ୍ନି ଓ ବାୟବ୍ଯ ଦିଗ ଯୋଡୁଥିବା କର୍ଣ ଠାରୁ ବଡ କରି କାନ୍ଥ କରନ୍ତି ା
ଯଦ୍ବାରା ଆକ୍ରୁତି ଆୟତାକାର ବା ବର୍ଗାକାର ନହୋଇ ରମ୍ବସ ଆକାରର ହୋଇଯାଏ
ତେଣୁ ସାର୍ ଏହା ଉପରେ ଏକ VIDEO କରନ୍ତୁ
Jeun mistri mane karna sathik kariba padhati jani nathanti sethare ghara rambus pari heba hin heba.
Sir
ନମସ୍କାର
ଆପଣଙ୍କ ପରାମର୍ଶ ଅତ୍ୟନ୍ତ ଉପକାରୀ ।
"ଶିଢି ଘର ଟି ଉତ୍ତର ଦିଗରେ ଓ left turn ରେ ଯାଇ ଛାତ ଉପରକୁ ଦକ୍ଷିଣ ଦଗକୁ ମୂଖ କରି ବାହାରି ବାକୁ ପଡ଼ିବ । ଶିଢିର base ଟି ଆରମ୍ଭ ହୋଇଛି ।ଦୟାକରି ପରାମର୍ଶ ଦେଇ ପାରିବେ କି ।
ଯାହା କରୁଛନ୍ତି ଠିକ୍ ଅଛି ।
Sir very nicely explained with logic.sir please tell me in which I can learn the vastu sastra.Best institute in odisha
Odisha re paibenahi, Delhi re sikhantu.
Agni konore cd achhi ,ta ro prati kari kuhantu,
Kounasi asubidha heuchi ki?
Asubidha mu jani parunahi
Maa ra deho kharap rahuchi
Kounasi bhala janithiba vastubitnka paramarsha niyantu. Thanku tk daki ghara dekhantu.
Sir namaskar
Sir bastu compass re sathik diga kemiti janiparibi ethireta W E N S lekha achhi hele
Jeun field re ghara karibi compassku kou jagare rakhi
Kemiti sathik digaku janiparibi
Nice video sir
Dhanyabad.
Siramagharetwentypahachakanheba
କିଛି ଅସୁବିଧା ହେବନାହିଁ l
Sir old age person ଙ୍କ ପାଇ 5 inch ପାହାଚ କରିଛୁ କିଛି problem ହେବନି ତ
କୌଣସି ଅସୁବିଧା ନାହିଁ, ବହୁତ ବଢିଆ । ଏହାଦ୍ଵାରା କୌଣସି ବାସ୍ତୁଦୋଷ ସୃଷ୍ଟି ହୁଏନାହିଁ l
Sir 🙏 ଆମର ଉତ୍ତର୍ମୁଖି ଘର ସିଡି ଘର କରିବା ପାଇଁ ଚାହୁଁଚୁ, ଉତ୍ତର -ପଶ୍ଚିମ ମରେ କରିପାରିବୁ କି? ଯଦି କରିହେବ ତେବେ ସିଡି ପାହାଚ କେଉଁ ଠାରୁ ଆରମ୍ଭ କରି ପାରିବୁ?
ଉତ୍ତରରୁ ଆରମ୍ଭ ହେବ କିମ୍ଵା ପୂର୍ବରୁ ଆରମ୍ଭ ହେବ ।
@@vastusachetanata9394 ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ sir। ପୂର୍ବ ପାଖ ରୁ ଆରମ୍ଭ କରିବା ପାଇଁ କୌଣସି କାନ୍ଥ ନାହିଁ, ପଶ୍ଚିମ କାନ୍ଥ କୁ ସିଡି ଲଗାଇବା ପରି ବା ଡେରି କି ରଖିବା ପରି କରିହେବକି? ସିଡି କୁ clockwise କରିବୁ ନା anticlockwise କରିବୁ? Sir answer please 🙏
ହଁ କରି ହେବ । Clockwise କରିପାରିବେ ।
Thank you sir 🙏 ପ୍ରଭୁ ଜଗନ୍ନାଥ ଆପଣ ଙ୍କୁ ଏମିତି ସୁସ୍ଥ ଓ ନିରୋଗ ରଖି ଥାଆନ୍ତୁ, ଆପଣ ଏମିତି ସମସ୍ୟା ସବୁ କୁ ସମାଧାନ କରି ଆମ ମନକୁ ନିଶ୍ଚିତ କରୁଥାନ୍ତୁ।
@@swarnapravasahu8025 ଧନ୍ୟବାଦ୍ ଜୟ ଶ୍ରୀ ଜଗନ୍ନାଥ ।
ପୁରୁଣା ଘର ଟି ପୂର୍ବ ଦିଗରେ ଅଛି ପୁରୁଣା ଘର ଠୁ 10 ଫୁଟ ଛାଡି ପଶ୍ଚିମ ଦିଗରେ ଘର କଲେ ହବ କି ନାହିଁ ଦୟା sir ଜଣାଇବେ
ହଁ ହେବ, କିନ୍ତୁ ନୂଆ ଘରର ମୁଖ୍ୟ ଦ୍ଵାର ଯେପରି ଠିକ୍ ଭାଗରେ ରହେ ସେଥିପ୍ରତି ନଜର ଦେବାକୁ ପଡ଼ିବ ।
Sir rosei ghara ra sthana au guna bisayare video dianti plz
ଖୁବ୍ ଶୀଘ୍ର ହେବାକୁ ଯାଉଛି ।
Sir Namaskar how can I measure my center place my east is 38 west is 42 north is 38 south is 41
ପ୍ରଥମେ ପ୍ଲଟ୍ କୁ square or rectangular kari center bahara karantu
20 ta Steps bhala na kharap?
ଭଲ ଖରାପ ଷ୍ଟେପ୍ ଗଣିବାରେ ନଥାଏ ସିଡ଼ି clockwise ନା anticlockwise ରେ ଥାଏ l
ClockWise achi but total 20 ta Steps achi
Clockwise ସିଡ଼ି କେଉଁ ଦିଗରୁ ଆରମ୍ଭ ହୋଇଛି?
West to East taa'pare East to West
ଭୟ କରିବାର କିଛି ନାହିଁ, 20ଟା ଷ୍ଟେପ୍ ଚଳିବ ।
Sir Pranam apanka adress au phone number ta diantu.
ଭୁବନେଶ୍ୱର, M-9337664861
Sir ନମସ୍କାର ମୋର ଘର ର ମୁହଁ ଉତ୍ତରକୁ, ଘର ର ଦୁଆର ମୁହଁରୁ ସେଢ଼ି ଘର ବାହାରିଛି, ପୂର୍ବରୁ କୁ ମୁଁହ କରି ସେଡି ଘର ଷ୍ଟାର୍ଟ, ପଚିମା ଲାଷ୍ଟ ତା ପରେ ପୁଣି ଡାହାଣ କୁ ବୁଲିବୁ ଉତ୍ତରକୁ ପୁଣି ସିଧା ଛାତକୁ ପୂର୍ବ ଦିଗ ପଡ଼ିବ sir କହିବେ କି ପାହାଚ ସଂଖ୍ୟା କେତେ ହେବ ଆଉ ଠିକ୍ ଜାଗାରେ ସେଢ଼ି ଘର ହେଇଛି କି ନାହିଁ ଘର ର ଉଚ୍ଚତା ୧୧ଫୁଟ
୧୧ X ୧୨=୧୩୨ ଇଞ୍ଚ । ଗୋଟିଏ ପାହାଚ଼ର ଉଚ୍ଚତା ୬ଇଞ୍ଚ । ୧୩୨ ହରଣ ଛଅ = ୨୨ ଟି ପାହାଚ଼ । ତା ମଧ୍ୟରୁ ଲାଣ୍ଡିଙ୍ଗ ଗୋଟିଏ ପାହାଚ଼ ଗଲେ ବାକି ୨୧ଟି ପାହାଚ ରହିଲା | ତେଣୁ ୧୧ଫୁଟ ଉଚ୍ଚତା ଘରେ ୬ଇଞ୍ଚର ୨୧ଟି ପାହାଚ଼ ଓ ଗୋଟିଏ ଲାଣ୍ଡିଙ୍ଗ ରହିବ । ।
ଆଣ୍ଟିକ୍ଲକ୍ ୱାଇଜ୍ ସିଡ଼ି ଉତ୍ତର ଦିଗରେ ଶୁର ।
Sir JAY JAGANNATH
Sir mu gotaye factory Kariba ku jauchi......tenu mu apananka paramarsa nebaku uchit mane karuchi....dayakari apana nka mobile no ta diantu....
9337664861.
Sir नमस्कार, ଆପଣଙ୍କ ମୋବାଇଲ ନମ୍ବର ଦେବେ .ମୋର ଆପଣକୁ ଦେଖା କରିବାର ଅଛି .
9337664861.
Sir tama no tikia daba
9337664861.
Sar Plise apananka number dantu
9337664861
ସାର୍ ପୂର୍ବ ଉତ୍ତର ଦିଗ କୋଣ ରେ ସିଡି କରି ହେବ କି
Na, karana eha 2 digara milina sthala O bahuta sensitive.
Sir apanku dhanyawad kii bahut bhala kare describe karuchantii au bahut slowly bujhauchantii .... Sir apanka pH no tike miliparibakiii...🙏
9337664861.
Thank you sir
Sir apana nka number diantu
9337664861
କାହିଁକି ଐଶାନ୍ଯ କର୍ଣ ଲମ୍ବ ବ୍ରୁଦ୍ଧି କରି ମିସ୍ତ୍ରୀମାନେ ଘର କରନ୍ତି
Sir ଅଗ୍ନିକୋଣ ରେ bed ରୁମ୍ ବନାଇହବ କି...?
Agni O Dakhina re room kari Dakhina digare Dakhinaku munda kari soiparibe.
Aponokaro no ta sir milibo
I can do your house plan as per proper vastu.U Can contact me 9439274892
9337664861
Aangya uparaghara karibaa samayare thakur ghara aisana konare thiba thakur ghar upate kariba thik na bhul
Tala ghare Thakuraghara karibaku subidha nathile uparghara aisanyare Thakuraghara kariparibe. Kichhi asubidha nahi.
Sir Aponokaro no ta dele mun jogajog korithanti
9337664861
Respected Sir I want to talk with you, please allow me.
9337664861.
ଆପଣ ଠିକ୍ କହିଛନ୍ତି . କେତେକ ଵାହାଦୁରିଆ ବାସ୍ତୁବିଦ୍ ମିଛ କଥା କହି TV ରେ ଗପୁଛନ୍ତି. ମୁଁଆପଣଙ୍କ କଥାରେ ଏକମତ.
Bahut bahut dhanyawad.
Sir apan nk mobaile no debe
9337664861
Sir ମୋର ଘରେ pachima ଦିଗରେ ଅଛି ସେଧି କିଛି problm nhnita
Na.
ସାର୍ ପ୍ରଣାମ। ପୂର୍ବ ପଟେ ଅଗ୍ନି କୋଣରେ ସିଡି କରିବା କୁ ଚାହୁଛି ।(ପୁର୍ବ ମୁଖି ଜାଗା) କିଛି ଜଣ କହୁଛନ୍ତି ପୁର୍ବ ପଶ୍ଚିମ ଭାବରେ ପୁର୍ବ କାନ୍ଥ କୁ ନ ଲଗାଇ ସିଡି କରିଵା ପାଇଁ।ମାତ୍ର ଜାଗା କମ ସୁବିଧା ପାଇଁ ମୁଁ ଉତ୍ତର ଦକ୍ଷିଣ ଭାଵରେ ସିଡି କରିଵିକୁ ଚାହୁଛି । କିଛି ଅସୁବିଧା ହେବନି ତ।
ESE ରୁ ଉତ୍ତର ରୁ ଦକ୍ଷିଣ କୁ Clock wise ସିଡ଼ି କରିହେବ । କିଛି ଅସୁବିଧା ନାହିଁ ।
ପ୍ରଥମେ ମନକୁ ସ୍ବଚ୍ଛ ଓ ନିର୍ମଳ ରଖନ୍ତୁ, ତାପରେ ସିଡ଼ି କରନ୍ତୁ I ମନ ଯଦି ଗୁଡୁପୁତୁ ଅସୁବିଧା ସେଇଠି ଆସିଥାଏ ।
@@vastusachetanata9394 ଧନ୍ୟବାଦ ସାର୍
ସାର୍ ପ୍ରଣାମ। ଆପଣଙ୍କ କଥାରେ ମନରୁ ସଂଦେହ ଦୂର ହୋଇ ମନ ସ୍ଵଛ ହୋଇଯାଉଛି।
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
ସାର୍ ଆପଣଙ୍କ nbr plz
9337664861.
Mo jaga 20/38north Face sir tike kohibe kemiti koriba Ghoro duplex
Sir ଅମଘର ଭାଗରେ ହେଇସାରିଛି ଦକ୍ଷିଣ ଦିଗକୁ ବାରଣ୍ଡା ସିଡିଘର କରିହେବ କି
Please Name & ph--no
9337664861
Good Morning Sir
Sir, ଘର ମାନଙ୍କରେ ଯେଉଁ ଗେଟରେ ଚଉକାଠ ଲାଗୁଚି ତାହା 3 କାଠ ବିଶିଷ୍ଟ ହେବ ନା 4 କାଠ ବିଶିଷ୍ଟ ହେବା ଠିକ ସେ ବିଷୟରେ ଗୋଟିଏ ଭିଡ଼ିଓ ବନାନ୍ତୁ.
4 କାଠ ବିଶିଷ୍ଟ ହେବ
Massage pls to call
7381251955
9337664861
Apana andha biswaku durakarichanti
Dhanyabad.
Mobile number diantu
9337664861.
Sir namaskar....sir aisanya konare
Rosei ghara rahile kan kharap....plz reply
Roseighara video dekhantu.
Sir apananka phone no diyantu.
ମୋ-9337664861