VASTU SACHETANATA
VASTU SACHETANATA
  • Видео 51
  • Просмотров 1 873 117

Видео

ଗୃହରେ ଧନ ହାନୀର ପ୍ରମୁଖ ୬ ଟି କାରଣ ଓ ନିରାକରଣ।
Просмотров 2,1 тыс.Год назад
ଗୃହରେ ଧନ ହାନୀର ପ୍ରମୁ ୬ ଟି କାରଣ ଓ ନିରାକରଣ।
ମୁଖ୍ୟ ଦ୍ଵାର ଉପରେ ଶ୍ରୀଗଣେଷଙ୍କ ଫଟୋ ବା ମୂର୍ତ୍ତି ସ୍ଥାପନ ଯୁକ୍ତିଯୁକ୍ତ କି?
Просмотров 3,8 тыс.Год назад
ମୁଖ୍ୟ ଦ୍ଵାର ଉପରେ ଶ୍ରୀଗଣେଷଙ୍କ ଫଟୋ ବା ମୂର୍ତ୍ତି ସ୍ଥାପନ ଯୁକ୍ତିଯୁକ୍ତ କି?
ଆପଣଙ୍କର ପ୍ରତ୍ୟକ କାର୍ଯ୍ୟରେ ବିଳମ୍ବ ଘଟିବାର କାରଣ ଓ ତାର ବାସ୍ତୁ ପ୍ରତିକାର
Просмотров 3,1 тыс.Год назад
ଆପଣଙ୍କର ପ୍ରତ୍ୟକ କାର୍ଯ୍ୟରେ ବିଳମ୍ବ ଘଟିବାର କାରଣ ଓ ତାର ବାସ୍ତୁ ପ୍ରତିକାର
ଗୃହ ନିର୍ମାଣ ସମୟରେ ହଠାତ୍‌ କାମ ଅଟକି ଯିବା/ଆଗକୁ କାମ ନ ବଢିବା କାରଣ କଣ?
Просмотров 7 тыс.Год назад
ଗୃହ ନିର୍ମାଣ ସମୟରେ ହଠାତ୍‌ କାମ ଅଟକି ଯିବା/ଆଗକୁ କାମ ନ ବଢିବା କାରଣ କଣ?
ସମସ୍ତଙ୍କ ଭାଗ୍ୟରେ ଭୂମି କ୍ରୟ ଯୋଗ ଅଛି କି?
Просмотров 1,1 тыс.Год назад
ସମସ୍ତଙ୍କ ଭାଗ୍ୟରେ ଭୂମି କ୍ରୟ ଯୋଗ ଅଛି କି?
ଘର ର ନମ୍ବର(ସଂଖ୍ୟା) ଗୃହକର୍ତ୍ତା ଙ୍କୁ କ୍ଷତି କରିଥାଏ କିପରି ଆସନ୍ତୁ ଜାଣିବା
Просмотров 4,2 тыс.3 года назад
ଘର ର ନମ୍ବର(ସଂଖ୍ୟା) ଗୃହକର୍ତ୍ତା ଙ୍କୁ କ୍ଷତି କରିଥାଏ କିପରି ଆସନ୍ତୁ ଜାଣିବା
September 20, 2021
Просмотров 3,1 тыс.3 года назад
September 20, 2021
ଘରେ ବାସ୍ତୁ ସମସ୍ୟା ଥିଲେ କେଉଁ କେଉଁ ଅସୁବିଧା ଉପୁଜି ଥାଏ ଓ ତାର କଣ କଣ ପ୍ରତିକାର କରାଯାଇ ପାରିବ?
Просмотров 6 тыс.3 года назад
ଘରେ ବାସ୍ତୁ ସମସ୍ୟା ଥିଲେ କେଉଁ କେଉଁ ଅସୁବିଧା ଉପୁଜି ଥାଏ ଓ ତାର କଣ କଣ ପ୍ରତିକାର କରାଯାଇ ପାରିବ?
ରୋଷେଇ ଘର କେଉଁ ଦିଗ ରେ କରିବା ଉଚିତ୍ ଓ କେଉଁ ଦିଗ ରେ କରିବା ଉଚିତ୍ ନୁହେଁ ?
Просмотров 28 тыс.3 года назад
ରୋଷେଇ ଘର କେଉଁ ଦିଗ ରେ କରିବା ଉଚିତ୍ ଓ କେଉଁ ଦିଗ ରେ କରିବା ଉଚିତ୍ ନୁହେଁ ?
ବିଦିଶା ପ୍ଲଟ୍ କଣ?ବିଦିଶା ପ୍ଲଟ୍ ରେ ଘର କରିବା କ୍ଷତିକାରକ କି?
Просмотров 19 тыс.3 года назад
ବିଦିଶା ପ୍ଲଟ୍ କଣ?ବିଦିଶା ପ୍ଲଟ୍ ରେ ଘର କରିବା କ୍ଷତିକାରକ କି?
ଆପଣ ମାନେ ପଚାରିଥିବା ପ୍ରଶ୍ନ ର ଉତ୍ତର।
Просмотров 18 тыс.3 года назад
ଆପଣ ମାନେ ପଚାରିଥିବା ପ୍ରଶ୍ନ ର ଉତ୍ତର।
ଦକ୍ଷିଣ ଓ ପଶ୍ଚିମ ଦିଗ କୁ ଘର ବୃଦ୍ଧି କରିହେବ କି??
Просмотров 209 тыс.3 года назад
ଦକ୍ଷିଣ ଓ ପଶ୍ଚିମ ଦିଗ କୁ ଘର ବୃଦ୍ଧି କରିହେବ କି??
ମୁଖ୍ୟ ଫାଟକ/ମୁଖ୍ୟ ଦ୍ଵାର ର ସଠିକ୍ ସ୍ଥାନ ନିରୂପଣ
Просмотров 20 тыс.3 года назад
ମୁଖ୍ୟ ଫାଟକ/ମୁଖ୍ୟ ଦ୍ଵାର ର ସଠିକ୍ ସ୍ଥାନ ନିରୂପଣ
ସିଡିର ଯୁଗ୍ମ/ସମ ପାହାଚ ସଂଖ୍ୟା ବାସ୍ତୁ ଦୋଷ ସୃଷ୍ଟି କରେ କି ?
Просмотров 122 тыс.3 года назад
ସିଡିର ଯୁଗ୍ମ/ସମ ପାହାଚ ସଂଖ୍ୟା ବାସ୍ତୁ ଦୋଷ ସୃଷ୍ଟି କରେ କି ?
କ୍ଲକ୍ ୱାଇଜ୍‌ ଓ ଆଣ୍ଟି କ୍ଲକ୍ ୱାଇଜ୍‌ ସିଡି ।
Просмотров 58 тыс.3 года назад
କ୍ଲକ୍ ୱାଇଜ୍‌ ଓ ଆଣ୍ଟି କ୍ଲକ୍ ୱାଇଜ୍‌ ସିଡି ।
ଘର ର ଉତ୍ତର ଓ ପୂର୍ବ ଦିଗ ରେ ସିଡି କରି ହେବ କି ?
Просмотров 436 тыс.3 года назад
ଘର ର ଉତ୍ତର ଓ ପୂର୍ବ ଦିଗ ରେ ସିଡି କରି ହେବ କି ?
ଗୃହରେ ସିଡି କେଉଁ ଯାଗାରେ ହେବା ଉଚିତ୍ ?
Просмотров 38 тыс.3 года назад
ଗୃହରେ ସିଡି କେଉଁ ଯାଗାରେ ହେବା ଉଚିତ୍ ?
ବାସ୍ତୁ ଓ ସିଡି
Просмотров 22 тыс.3 года назад
ବାସ୍ତୁ ଓ ସିଡି
ବାସ୍ତୁ ଭୂମିରେ ଗୃହ ନିର୍ମାଣ ପୂର୍ବ ରୁ ଏହି ୧୦ଟି କଥା କୁ ନିଶ୍ଚିତ ଜାଣନ୍ତୁ
Просмотров 121 тыс.3 года назад
ବାସ୍ତୁ ଭୂମିରେ ଗୃହ ନିର୍ମାଣ ପୂର୍ବ ରୁ ଏହି ୧୦ଟି କଥା କୁ ନିଶ୍ଚିତ ଜାଣନ୍ତୁ
ଜାଣନ୍ତୁ କେଉଁ ଦିଗ ରେ ବସି ପାଠ ପଢିଲେ ସଫଳତା ପାଇବେ...
Просмотров 2,1 тыс.3 года назад
ଜାଣନ୍ତୁ କେଉଁ ଦିଗ ରେ ବସି ପାଠ ପଢିଲେ ସଫଳତା ପାଇବେ...
ବାସ୍ତୁ ସଚେତନତା:-ପାଠପଢା ରେ ବାସ୍ତୁର ଉପଯୋଗ
Просмотров 3,5 тыс.3 года назад
ବାସ୍ତୁ ସଚେତନତା:-ପାଠପଢା ରେ ବାସ୍ତୁର ଉପଯୋଗ
Tips for New Year 2021
Просмотров 2,3 тыс.3 года назад
Tips for New Year 2021
୨୦୨୧ ର ଭବିଷ୍ୟତ : part 3
Просмотров 2,2 тыс.3 года назад
୨୦୨୧ ର ଭବିଷ୍ୟତ : part 3
2021 ର ଭବିଷ୍ଯତ:-part 2
Просмотров 1,2 тыс.3 года назад
2021 ର ଭବିଷ୍ଯତ:-part 2
ବାସ୍ତୁ ସଚେତନତା:-2021-ର ଭବିଷ୍ୟତ,Part -1
Просмотров 2 тыс.3 года назад
ବାସ୍ତୁ ସଚେତନତା:-2021-ର ଭବିଷ୍ୟତ,Part -1
Diwali Tips
Просмотров 2 тыс.4 года назад
Diwali Tips
November 7, 2020
Просмотров 2,4 тыс.4 года назад
November 7, 2020
Covid-19
Просмотров 2534 года назад
Covid-19
ଠାକୁରଘର ବିଷୟରେ କିଛି ଜାଣିବା କଥା
Просмотров 14 тыс.4 года назад
ଠାକୁରଘର ବିଷୟରେ କିଛି ଜାଣିବା କଥା

Комментарии

  • @SumilataSethi-o7n
    @SumilataSethi-o7n 2 дня назад

    11.15×32=356.8 ଏହା 360 ଡିଗ୍ରୀ ହେଉ ନାହିଁ

    • @vastusachetanata9394
      @vastusachetanata9394 2 дня назад

      ପ୍ରଥମେ ୩୨x୧୧ ଡିଗ୍ରୀ = ୩୫୨ ଡିଗ୍ରୀ । ଏକ ଡିଗ୍ରୀ = ୬୦ ମିନିଟ୍ I ୩୨×୧୫ମିନିଟ =୪୮୦ ମିନିଟ I ୪୮୦÷୬୦=୮ ଡିଗ୍ରୀ । ୩୫୨ ଡିଗ୍ରୀ+୮ ଡିଗ୍ରୀ=୩୬୦ ଡିଗ୍ରୀ

  • @rebatisahoo935
    @rebatisahoo935 3 дня назад

    Can I get your phone number please

  • @rebatisahoo935
    @rebatisahoo935 3 дня назад

    Hi

  • @AjitDanta
    @AjitDanta 3 дня назад

    Thanku bhalakathakahila

    • @vastusachetanata9394
      @vastusachetanata9394 3 дня назад

      ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।

  • @RanjankumarNath-s6e
    @RanjankumarNath-s6e 5 дней назад

    ସାର ପଶ୍ଚିମକୁ କୋଉ ଷ୍ଟ୍ର ଦେବା

  • @rupalipala7605
    @rupalipala7605 5 дней назад

    Namaskar sir amr dakhina digaku badha heijaichi kn karajiba please reply me sir

    • @vastusachetanata9394
      @vastusachetanata9394 5 дней назад

      ଡରିବାର କିଛି ନାହିଁ, ଯଦି କୌଣସି ସମସ୍ୟା ସୃଷ୍ଟି ହେଉଥିବ ତେବେ ବର୍ଦ୍ଧିତ ଅଂଶକୁ ତମ୍ବାପାତ ଦ୍ୱାରା ଅଲଗା କରିଦେବେ, ନହେଲେ ନାହିଁ ।

  • @NRUSINGHCHARANMAHARANA
    @NRUSINGHCHARANMAHARANA 6 дней назад

    Many many thanks sir Pls Ur contact number mentioned in every episode sir, Thanks

    • @vastusachetanata9394
      @vastusachetanata9394 6 дней назад

      ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ । Ph no. ନ ଦେବାର କାରଣ ବହୁତ କାମ ଆସୁଛି I ତଥାପି ଯେଉଁମାନେ message ରେ Ph no. ମାଗୁଛନ୍ତି ସେମାନଙ୍କୁ ଦିଆଯାଉଛି ।

  • @HimansuSahoo-ej7rq
    @HimansuSahoo-ej7rq 6 дней назад

    ପ୍ରଣାମ ସାର୍, ମୋର ଅଗ୍ନି କୋଣରେ ସିଡ଼ି ହୋଇଛି। ମୋର ଅସୁବିଧା ହେଉଛି। ଦୟାକରି ମୋର ସମସ୍ୟା ଦୂର କରନ୍ତୁ।

  • @kalyaniswain2971
    @kalyaniswain2971 8 дней назад

    Sir mo gharara sidi dakhina purba kanthaku lagi anti clockwise re hoi paschim ba dakhina ku sariba taha thik achi ki please janantu

    • @vastusachetanata9394
      @vastusachetanata9394 7 дней назад

      ବ୍ୟସ୍ତ ହେବାର କିଛିନାହିଁ, ପ୍ରଥମେ ଦେଖନ୍ତୁ ଅସୁବିଧା କିଛି ହେଉଛି କି? ଯଦି ସମସ୍ୟା ଆସୁଥାଏ ତେବେ ପ୍ରତିକାର କରିବ ନହେଲେ ନାହିଁ ।

  • @pritampradhan6974
    @pritampradhan6974 10 дней назад

    Jnenu mane ghara bahare sidi karuchhanti tahara bastu bisayare kuhantu koupate kaleheba. Jnenum mane pura sidha sidi karuchhanti tahar bastu kipari heba darakara. Praya dokan manankare bahare sidi karithibe au sidha sidi karithibe. Esabura ki pravab padiba taupare gote vedio karantu please. Ame bahut upakruta hebu

  • @pritampradhan6974
    @pritampradhan6974 10 дней назад

    Share kalavali ati uchakotira vedio

  • @pritampradhan6974
    @pritampradhan6974 10 дней назад

    Guruji bahut school manankare bi ame dekhuchhu main gate pakhare pravu Ganesh nkara murti sthapana karuchhanti. Eha kariba thik ki vul janantu. School manankare heu ki office manakare heu kouthi basaiba

  • @pritampradhan6974
    @pritampradhan6974 10 дней назад

    Guruji mnu ghara bahare sidi karichhi. Gharara baharapate jou sidi karajaetahara bastu upare gote vedio karantu.

  • @pritampradhan6974
    @pritampradhan6974 10 дней назад

    Guruji bidisha plot re kemiti yaku hisab kariba please kuhantu

    • @vastusachetanata9394
      @vastusachetanata9394 10 дней назад

      ଏ ବିଷୟରେ ଭିଡ଼ିଓ ଅଛି ଦେଖନ୍ତୁ ।

    • @pritampradhan6974
      @pritampradhan6974 10 дней назад

      @vastusachetanata9394 thank you

  • @pritampradhan6974
    @pritampradhan6974 10 дней назад

    Jane bastubit kahithile jadi north re mean door karuchhanti tebe bari south ra tike side door karibe jemiti north ra door pakhare thia hele bari pata door dekhajaunathiba mane norh south samnasamni karahue nahi. Southdoor jadi main door heithae tebe ta samnare north door heipariba. .eha upare tike alokpata karibeki

    • @vastusachetanata9394
      @vastusachetanata9394 10 дней назад

      ମୁଖ୍ୟ ଦ୍ଵାର ସବୁବେଳେ ୪ ଦିଗର ୩ୟ/୪ର୍ଥ ଭାଗରେ ସ୍ଵସ୍ତିକ ଚିହ୍ନଭଳି କରାଯାଏ । ଏହାକୁ ଶୁଭ ଭାଗ କୁହାଯାଏ । ଏପରି କରାଗଲେ ମୁଖ୍ୟ ଦ୍ଵାର ସାମନାରେ ବାଡ଼ିଦ୍ଵାର ପଡ଼ିନଥାଏ । ଏ ବିଷୟରେ ଭିଡ଼ିଓ ଅଛି ଦେଖନ୍ତୁ ।

  • @jalandharpradhan5078
    @jalandharpradhan5078 13 дней назад

    Sir apananka phoon no diantu

  • @mrlenka8747
    @mrlenka8747 14 дней назад

    Sir ebe more house construction chalichi, South facing house, South side balcony Kari paribi ki sir

    • @vastusachetanata9394
      @vastusachetanata9394 13 дней назад

      ବାସ୍ତୁଶାସ୍ତ୍ର ମତରେ ଦକ୍ଷିଣରେ ଖୋଲା ସ୍ଥାନ ରଖିବା ଉଚ଼ିତ ନୁହେଁ ତାହା ଖୋଲା ଯାଗା ହେଉ କି ବାଲ୍ କୋନୀ ହେଉ, କିନ୍ତୁ ଆବଶ୍ୟକତା ପାଇଁଁ ବାଲକୋନୀ ରଖିଲେ ତାର ପ୍ରତିକାର କରି ରଖିବେ ଯଥା ହେଲିକ୍ସ, ହାର୍ମୋନାଇଜର, ପଟି, ଓଉରା ପାଉଡ଼ର ପ୍ରଭୃତି ଦେଇ ପ୍ରତିକାର କରିବେ । ଯେଉଁମାନଙ୍କର ଦକ୍ଷିଣରେ ବାଲ୍କୋନୀ ଥାଇ ସମସ୍ୟା ଭୋଗୁଛନ୍ତି ସେମାନେ ମଧ୍ୟ ଏହି ପ୍ରତିକାର କରିପାରିବେ । କୌଣସି ସମସ୍ୟା ରହିବ ନାହିଁ ।

  • @jagannathpattanaik6016
    @jagannathpattanaik6016 15 дней назад

    Sir apank nk tharu bahut kichhi sikhi baku miluchi sir 🙏🙏🙏

    • @vastusachetanata9394
      @vastusachetanata9394 14 дней назад

      ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।

  • @PKPK-ik7vs
    @PKPK-ik7vs 15 дней назад

    Sir,🙏🙏 ମୁଁ ଆପଣଙ୍କ ସହିତ ph ରେ କଥା ହେଇପାରିବିକି ।ମୋର ଘର ର ମୁଖ୍ୟଦ୍ୱାର ବିଷୟରେ ଟିକେ ଜାଣିବାର ଥିଲା ।

  • @antarjyamiprusty1956
    @antarjyamiprusty1956 18 дней назад

    Please share your contact number. Please.... Please..... Please.

  • @DibyasankarMoharana
    @DibyasankarMoharana 18 дней назад

    Sir, I have a main door problem,pls guide me, I'm sending you my home diagram below given number from comment section

  • @DibyasankarMoharana
    @DibyasankarMoharana 18 дней назад

    Service to mankind is service to God,pranaam sir ji, your service is really good for human society

    • @vastusachetanata9394
      @vastusachetanata9394 18 дней назад

      ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।

  • @ananitanarayana9504
    @ananitanarayana9504 19 дней назад

    Ye sabu ghara Kariba ku debe nanhi

  • @chudamanichhatria5426
    @chudamanichhatria5426 20 дней назад

    Sir gharaku lamba 8 bhaga kariba ki 9 bhaga kariba ples sir reply karantu🙏

    • @vastusachetanata9394
      @vastusachetanata9394 20 дней назад

      ଘରକୁ ନୁହଁ, ଦିଗକୁ ଆଠ ଭାଗ କରିବା ଉଚ଼ିତ ।

  • @Balaram9915
    @Balaram9915 21 день назад

    ସାର୍ ଘରର ମୁଖ୍ୟ ଦ୍ବାରର ଗ୍ରିଲ୍ ବାହାରକୁ ନ ଭିତରକୁ ଖୋଲା ଯିବା ଆବଶ୍ୟକ

    • @vastusachetanata9394
      @vastusachetanata9394 20 дней назад

      ମୁଖ୍ୟ ଗେଟର ଗ୍ରୀଲ ଭିତରକୁ ଓ ମୁଖ୍ୟ ଦ୍ୱାରର ଗ୍ରୀଲ ବାହାରକୁ ଖୋଲାଯିବ । ତାପରେ କାଠ କବାଟ ଥିଲେ ତାହା ଭିତରକୁ ଖୋଲାଯିବ ।

  • @kapuranaik3738
    @kapuranaik3738 22 дня назад

    Very good 👍👍

    • @vastusachetanata9394
      @vastusachetanata9394 22 дня назад

      ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।

  • @BapuBarik-be3vw
    @BapuBarik-be3vw 22 дня назад

    ସାର୍ ଉତ୍ତର ଦିଗୋକୁ ଉଠିକି ପୂର୍ବ ଦିଗ କୁ ଯାଇକି ପୁଣି ଥରେ ଦକ୍ଷିଣ ଦିଗକୁ ସିଡି କରି ହେବ କି

  • @vastushastraodia2348
    @vastushastraodia2348 22 дня назад

    ଆପଣଙ୍କ ଫୋନ ନମ୍ବର

  • @debasisnayak6228
    @debasisnayak6228 23 дня назад

    ଆଂଜ୍ଞା ପ୍ରଣାମ ମୁ ଭୁଲୁରେ ପଶ୍ଚିମ ଦିଗକୁ ମଡ଼େଇକି ଘରଟେ ଛାତ ପକେଇଚି କିନ୍ତୁ ମୋର ବହୁତ ଅସୁବିଧା ହେଉଛି କଣ କରିବି କୁହନ୍ତୁ

    • @vastusachetanata9394
      @vastusachetanata9394 23 дня назад

      ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଘର ଦେଖାନ୍ତୁ ଓ ଆବଶ୍ୟକୀୟ ପ୍ରତିକାର କରନ୍ତୁ I

  • @ParthSethi-f5e
    @ParthSethi-f5e 23 дня назад

    Sir ମହାଶୟ , ସମସ୍ୟା , ମୋର ପରିବାର ସହ ପୈତୃକ ଘର ଗାଁ ରେ ରହିଛି ସେଠାରେ ହଁ ବସ ବାସ କରୁଛୁ । ଗଁଆଉଳି ଘର ଚଉଡା କମ ଓ ଲମ୍ବା ଅଧିକ ରହିଛି. ସମୟ ବିତିବ ସହ ବାରିବର ବଢିଛି. ଗୃହ ର କୋଠରୀ ମଧ୍ୟ ବଢିଛି. ଯେଉଁଦିନଠୁ କୋଠରୀ ବଢିଛି ସମସ୍ୟା ଲଗାତାର ଲାଗିରହିଛି। ଗୃହ ର ଆକାର , 1. ଦକ୍ଷିଣ ମୁଖି ଗୃହ 2. ଘର ଚଉଡା 7ଫୁଟ ଓ ଲମ୍ବା 90ଫୁଟ (ପ୍ରାରମ୍ଭ ବାରଣ୍ଡା ରୁ ଲେଟିନ ଟାଙ୍କି ଶେଷ ) 3. ପୈତୃକ ବାସ ଗୃହ 4. ପୁରୁଣା (ଉତ୍ତର )କୋଠରୀ 3ଟି ନୂଆ କୋଠରୀ 3ଟି(ଦକ୍ଷିଣ ) 5. ବୋରିଙ୍ଗ ପଏଣ୍ଟ ଓ ଗୃହ ର ସିଡ଼ି ସମ୍ପୂର୍ଣ ଗୃହ ର ମଧ୍ୟ ଭାଗରେ । 6. ପରିବାର ର ସଦସ୍ୟ ସଂଖ୍ୟା 7 ସହଯୋଗ ଲୋଡୁଛି କିଛି ସାହାଯ୍ୟ କରନ୍ତୁ।

  • @swarnapravasahu8025
    @swarnapravasahu8025 24 дня назад

    Sir 🙏 ଦକ୍ଷିଣ ଦିଗରେ ସିଡି କରିହେବକି?

    • @vastusachetanata9394
      @vastusachetanata9394 23 дня назад

      ହଁ, ଦକ୍ଷିଣ ଦିଗରେ ଶିଡ଼ି କରିହେବ ।

  • @jayjagannathmusicalchandik9877
    @jayjagannathmusicalchandik9877 24 дня назад

    ଆପଣଙ୍କ ମୋବାଇଲ ନମ୍ବର ଦିଅନ୍ତୁ

  • @jayjagannathmusicalchandik9877
    @jayjagannathmusicalchandik9877 24 дня назад

    ଆପଣଙ୍କ ମୋବାଇଲ ନମ୍ବର ଦିଅନ୍ତୁ

  • @soubhagyaranjanbiswal
    @soubhagyaranjanbiswal 25 дней назад

    Ea scanner nuhn 😂😂😂 just a moving product 😮😅

    • @vastusachetanata9394
      @vastusachetanata9394 24 дня назад

      ଅଭ୍ୟାସ ବଳେ ସର୍ବ ସିଦ୍ଧି । ଦୈନିକ ଅଧଘଣ୍ଟା ଅଭ୍ୟାସ କଲେ ଓ ମାନସିକ ଏକାଗ୍ରତା ରଖିଲେ ଏହି ସ୍କାନର ଦ୍ୱାରା ଅନେକ କିଛି ଯାଣି ହୁଏ । ଏହା ଏକ ଆଡଭାନ୍ସ ଡାଉଜିଙ୍ଗ ଟୁଲ୍ ଅଟେ । ନ ହେଲେ ଏହା ଏକ ଖେଳନା ମାତ୍ର | ମୋନେମ୍ ମୂର୍ତ୍ତିଙ୍କ ସ୍କାନର ଓରିଜିନାଲ ଅଟେ । ବାକି ସବୁ ତାଙ୍କଠାରୁ ଶିଖି ଡୁପ୍ଲିକେଟ୍ କରି ବିକୁଛନ୍ତି ।

  • @sunilrath9098
    @sunilrath9098 25 дней назад

    Sir vayu kona bada achi tar prati kara kan karibaku padiba

    • @vastusachetanata9394
      @vastusachetanata9394 24 дня назад

      ବାୟୁ କୋଣ ଆର୍ଥିକ ସାହାଯ୍ୟର ଦିଗ । ଏହି ସମସ୍ୟା ଆସୁଥିଲେ ବର୍ଦ୍ଧିତ ଅଂଶକୁ ଲୁହା ପାତ ଦ୍ୱାରା କଟ୍ କରିଦେବ ।

  • @kaibalyaroul8276
    @kaibalyaroul8276 25 дней назад

    ସିର 🙏 ଆମର ଐସାନ୍ୟ କଣ ରେ ସିଢି ଘର ହେଇ ଯାଇଛି କଣ କିଛି ପ୍ରତିକାର କୁହନ୍ତୁ plz

    • @vastusachetanata9394
      @vastusachetanata9394 24 дня назад

      ଲୋକଙ୍କ ଘରେ ବହୁତ ବାସ୍ତୁ ଦୋଷ ଥାଇ ମଧ୍ୟ ସେମାନେ ଆରାମରେ ଚଳୁଛନ୍ତି । କୌଣସି ସମସ୍ୟା ଆସୁନଥିଲେ ଅଯଥାରେ ଘରେ ଛେଡ୍ ଛାଡ୍ କରିବା ଉଚ଼ିତ ନୁହେଁ ବରଂ ଏହା ଦ୍ୱାରା ସମସ୍ୟା ଆସିଥାଏ ।

  • @chhayakantasahoo2924
    @chhayakantasahoo2924 25 дней назад

    Sir mobile no.diantu

  • @chhayakantasahoo2924
    @chhayakantasahoo2924 25 дней назад

    Sir mob.no.diantu apankar

  • @RanjankumarNath-s6e
    @RanjankumarNath-s6e Месяц назад

    ସାରେ ଆପଣଙ୍କ ନମ୍ବର ଟିକେ ଦିଅ

  • @sanjaybehera5281
    @sanjaybehera5281 Месяц назад

    Contact no. Pls

  • @sanjaybehera5281
    @sanjaybehera5281 Месяц назад

    Phone no. Pls

  • @sadasivharijan8725
    @sadasivharijan8725 Месяц назад

    Sir 🙏 ମୋର ଦକ୍ଷିଣ ମୁହାଁ ଘର ହେଲେ ମୁଖ୍ୟ ଫାଟକ ଟି ଯୋମ ଦୁଆର ପଡୁଛି ତେଣୁ ମୁଁ ପଶ୍ଚିମ ଦିଗ ରେ ଗୃହ ବଡ଼ାଇ ତାର ପ୍ରତିକାର କରିବାକୁ ଛାହେ ହେବ କି ନାହିଁ। ଆଉ ପଶ୍ଚିମ ରେ ଝର୍କା ଅଛି ତାହାର ପ୍ରତିକାର ବ୍ୟବସ୍ଥା ଅଛି କି ନାହିଁ ଦୟାକରି ଏ ବିଷୟରେ ଜଣାଇଲେ ଭଲ ହୁଅନ୍ତା।

    • @vastusachetanata9394
      @vastusachetanata9394 Месяц назад

      ଆପଣ ଯେଉଁ ପ୍ରଶ୍ନ ପଚାରିଛନ୍ତି ସେ ସବୁ କରିହେବ । ଏଥିପାଇଁ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ ।

  • @Pinki-cy5zk
    @Pinki-cy5zk Месяц назад

    Sir ଆମାର ମୁଖ୍ୟ ଦ୍ଵାର ଦକ୍ଷିଣ ମୁଖା କୋଉ କୋଣ ରୁ ନଅ ଭାଗ କରିବେ ଆଗ୍ନି କୋଣରୁ ଦୟକରିକହିବେ

    • @vastusachetanata9394
      @vastusachetanata9394 Месяц назад

      ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କ ସହାୟତା ନିଅନ୍ତୁ ।

  • @Soubhagyakumarsahoo-u3j
    @Soubhagyakumarsahoo-u3j Месяц назад

    Sir.mor.puruna.ghara..ebe.pupar.ghara.karuchu.sir.amara.chataku.tike.dakhinaku.badhaiki.tike.bada.baranda.karibaku.chahuchu.sir.chatati.badhei.hebaki.pz.apana.kuhantu

  • @Pinki-cy5zk
    @Pinki-cy5zk Месяц назад

    ସାର୍ ନମସ୍କାର ଦକ୍ଷୀଣ ପଟକୁ ମୁଖ୍ୟ ଦ୍ଵାର ପଡୁଛି kn କରିବୁ ବୁଛିପରୁନୁ ଦୟ କରି ଫୋନ ନମ୍ବର ଦୀୟନ୍ତୁ

    • @vastusachetanata9394
      @vastusachetanata9394 Месяц назад

      କିଛି ଡରିବାର ନାହିଁ I ଦକ୍ଷିଣ ଦିଗର ୩ୟ/୪ର୍ଥ ଭାଗରେ ମୁଖ୍ୟ ଦ୍ଵାର କରନ୍ତୁ । ବୁଝି ନ ପାରିଲେ ନିକଟରେ ଥିବା କୌଣସି ଉତ୍ତମ ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ ।

    • @vastusachetanata9394
      @vastusachetanata9394 Месяц назад

      M-9337664861

  • @gsmrkmobile9073
    @gsmrkmobile9073 Месяц назад

    ସାର ....ବାୟୁ କୋଣ ରେ ଘର ବଢ଼ାଇ ଲେ କିଛି ଅସୁବିଧା ଅଛି କି

    • @vastusachetanata9394
      @vastusachetanata9394 Месяц назад

      ବାୟୁ କୋଣର ଅଧିପତି ଗ୍ରହ ଚନ୍ଦ୍ର ଅଟନ୍ତି । ଜନ୍ମ କୁଣ୍ଡଳୀରେ ଚନ୍ଦ୍ର ଅଶୁଭ ଥିଲେ ଏହି ଦିଗର ଗୃହ ବୃଦ୍ଧି ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ତେଣୁ ନିକଟରେ ଥିବା କୌଣସି ଉତ୍ତମ ଆଷ୍ଟ୍ରୋ ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ ।

  • @kaikeidevi1933
    @kaikeidevi1933 Месяц назад

    Jadi apana phone no / whatsap no debaku chahun nahanti tebe utube kholi e bhasanabaji kahinki ?

  • @anadicharansamal7033
    @anadicharansamal7033 Месяц назад

    ପ୍ରଣାମ ମହାଶୟ ପୂର୍ବ ଦିଗକୁ ଗୃହ ବୃଦ୍ଧି କରିହେବକି?

    • @vastusachetanata9394
      @vastusachetanata9394 Месяц назад

      ଅବଶ୍ୟ ବୃଦ୍ଧି କରିହେବ, କିନ୍ତୁ ଜନ୍ମକୁଣ୍ଡଳୀରେ ଯଦି ରବି ମହଗ୍ରହ ଅଶୁଭ ଥିବେ, ତେବେ ଗୃହବୃଦ୍ଧି ଅଶୁଭ ଫଳ ପ୍ରଦାନ କରିବ । ତେଣୁ ନିକଟରେ ଥିବା କୌଣସି ଉତ୍ତମ ବାସ୍ତୁବିତଙ୍କ ସହ ପରାମର୍ଶ କରନ୍ତୁ ।