ଗୃହ ନିର୍ମାଣ ସମୟରେ ହଠାତ୍‌ କାମ ଅଟକି ଯିବା/ଆଗକୁ କାମ ନ ବଢିବା କାରଣ କଣ?

Поделиться
HTML-код
  • Опубликовано: 24 ноя 2024

Комментарии • 118

  • @kumarbulu6251
    @kumarbulu6251 Год назад +2

    ସାର୍ ନମସ୍କାର, ଜନ ମଙ୍ଗଳ କାମ ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍

  • @dallydhala4796
    @dallydhala4796 4 месяца назад

    ଅନାକ୍ରନ୍ତ ସ୍ଥାନ କେଉଁଟା ସାର୍

    • @vastusachetanata9394
      @vastusachetanata9394  4 месяца назад

      ଧନୁଶର ଦେଖିଥିବ । ଧନୁ ହେଉଛି ସାପ ବା ନାଗ । ଶରର ଯେଉଁ ପଟକୁ ଧରି ଆମେ ଟାଣନ୍ତି ତାହା ହିଁ ଅନାକ୍ରାନ୍ତ ଦିଗ ଅଟେ l

    • @dallydhala4796
      @dallydhala4796 4 месяца назад

      @@vastusachetanata9394 ok sir ତାହାଲେ ସେଇ ଜାଗା ଛାଡ଼ି କି ଅନ୍ୟ ଜାଗାରେ ଶୁଭ ଦେଲେ କଣ ଭୁଲ୍ କି ? ଅସୁବିଧା ଅଛି କି

    • @dallydhala4796
      @dallydhala4796 4 месяца назад

      ଅନାକ୍ରନ୍ତ ନ ଦେଇକି ଅଲଗା ଜାଗାରେ ଦେଲେ କଣ ଭୁଲ୍ କି ସାର୍ ଟିକେ ଜଣେଇବେ

    • @vastusachetanata9394
      @vastusachetanata9394  4 месяца назад

      @dallydhala4796 ଅନାକ୍ରାନ୍ତରେ ଶୁଭ ଦେବା ସବୁଠାରୁ ଭଲ ।

    • @dallydhala4796
      @dallydhala4796 4 месяца назад

      Okay sir

  • @durgaprasadbhol1181
    @durgaprasadbhol1181 9 месяцев назад +1

    ସାର ଆପଣଙ୍କ ନୁମ୍ବର ମିଳିପାରିବ

  • @jyotirmayeemohanty9890
    @jyotirmayeemohanty9890 Год назад +2

    ସାର୍ ନମସ୍କାର, ଆପଣ ଦୀର୍ଘାୟୁ ହୁଅନ୍ତୁ ସମାଜର ମଙ୍ଗଳ କରନ୍ତୁ

    • @vastusachetanata9394
      @vastusachetanata9394  Год назад

      ନମସ୍କାର, ଜୟ ଜଗନ୍ନାଥ । ଆପଣଙ୍କର ଦୀର୍ଘାୟୁ କାମନା କରୁଛି ।

  • @Jajati
    @Jajati Год назад

    Jay Jagannath

  • @chandandas8615
    @chandandas8615 Год назад +1

    ସାର୍ ନମସ୍କାର ମୋର ନୁଆ ଘର କରିବାର ଅଚ୍ଛି। ତ ସେ ଜାଗା ବିଷୟରେ କିଛି ଜାଣିବାକୁ ଚାହୁଁଚି। ଆପଣଙ୍କ ନମ୍ୱର୍ ଦେଇପାରିବ। କାରଣ ଆମ ଜାଗା ର ବହୁତ୍ ଅସୁବିଧା ଅଛି ସେଥି ପାଇଁ ମୁଁ କହିଲି ନମ୍ୱର୍ କଥା।।

  • @astrolaxmidhar1390
    @astrolaxmidhar1390 Год назад

    ଗୁରୁଜୀ ପ୍ରଣାମ 🙏

  • @lingarajswain3086
    @lingarajswain3086 7 месяцев назад

    ସାର୍ ପ୍ରଣାମ। ଘରର ପ୍ରଥମ ପିଲର ଅନୁକୂଳ କେଉଁ ଦିଗରେ କରିବା ? ଶିଳ୍ପଶାସ୍ତ୍ରି କହୁଛନ୍ତି ଐଷାନ୍ୟ କୋଣରେ, ବାସ୍ତୁଶାସ୍ତ୍ରି କହୁଛନ୍ତି ନ୍ୟରୁତ କୋଣରେ।

    • @vastusachetanata9394
      @vastusachetanata9394  7 месяцев назад

      ଯେଉଁଦିନ ଗୃହାରମ୍ଭ ଶୁଭ ଦିଆଯାଏ ସେହିଦିନ ନାଗର ମୁଣ୍ଡ କେଉଁ ଦିଗରେ ଓ ଲାଞ୍ଜ କେଉଁ ଦିଗରେ ଅଛି ତାହା ଜାଣି ଅନାକ୍ରାନ୍ତ ଦିଗରେ ଶୁଭ ଦିଆଯାଏ ଓ ସେହି ଦିଗରୁ ପ୍ରଥମ ପିଲାର ଆରମ୍ଭ କରାଯାଏ I ଏ ବିଷୟରେ ଆଗକୁ ଭିଡିଓ ହେବାର ଅଛି ।

  • @joynaik6876
    @joynaik6876 Год назад

    Sir thank you same problem

    • @vastusachetanata9394
      @vastusachetanata9394  Год назад

      ନିଜେ ନିଜେ ଘରକୁ ପରୀକ୍ଷା କରି 6ଦଖନ୍ତୁ ଓ ଜାଣନ୍ତୁ 6ଯ ଭୂଲ୍ କେଉଠି ଅଛି ? ନ ପାରିଲେ ବାସ୍ତୁ ବିତଙ୍କ ପରାମର୍ଶ ନିୟନ୍ତୁ ।

  • @laxmipangari9791
    @laxmipangari9791 9 месяцев назад

    Sir Pranam.apananka no darakar.

  • @nayakpradipta8963
    @nayakpradipta8963 Год назад

    Jay Jaganatha 👏

  • @dipakdipu9955
    @dipakdipu9955 5 месяцев назад

    ସାର୍ ନମସ୍କାର ପଶ୍ଚିମ ଦିଗକୁ ବଢେଇ ହେବ କି ପ୍ରତିକାର ଅଛି କି

    • @vastusachetanata9394
      @vastusachetanata9394  5 месяцев назад

      ଯେଉଁ ମାନଙ୍କର କୁଣ୍ଡଳୀରେ ଶନିଗ୍ରହ ଅଶୁଭ ଥିବେ ସେମାନେ ପଶ୍ଚିମ ଦିଗକୁ ବଢ଼େଇ ଘର କଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଗୃହ ବୃଦ୍ଧି ଓ ତାର ପ୍ରତିକାର ବିଷୟରେ ଭିଡ଼ିଓ ଅଛି, ଦେଖିବାକୁ ଅନୁରୋଧ ।

  • @sanskara279
    @sanskara279 8 месяцев назад +1

    ସାର୍ ଫୋନ୍ ନମ୍ୱର୍ ଦିଅନ୍ତୁ।

  • @kartikasahoo6253
    @kartikasahoo6253 Год назад

    ବହୁତ ବଢିଆ ଟିପ୍ସ ସାର👍🏻👍🏻🙏

  • @PujaSamal-np6jv
    @PujaSamal-np6jv 7 месяцев назад

    Sir 🙏jeje prathame 2 ti..kotha ghara kari thile .arthika parishiti thik n rahibaru au agaku ghara hei parila nahi ...bartaman .ame bapa au mu musi jete chesta karile madhya .ghara kari parunu 😔sabu subidha thae madhya hei paruni.,, kotha ghara 2 ta jaka bed room, 1.pashima diga
    2.dakhina diga
    Sir 🙏 kichi gote upaya diantu

  • @jai.shree.RAM....7
    @jai.shree.RAM....7 8 месяцев назад

    Sheptic tank prathame jadi karajae tahele tara ghara kama ataki Jaye tara pratikara kuhantu

    • @vastusachetanata9394
      @vastusachetanata9394  8 месяцев назад

      ତୁମର କ'ଣ ଘରକାମ ଅଟକି ଯାଇଛି କି?

  • @ratinarayanrout5897
    @ratinarayanrout5897 Год назад

    ଆଜ୍ଞା ନାଗ ଉପରେ ଶୁଭ ନଦେଇ ଯଦି ଅନାକ୍ରାନ୍ତ ର ଉପଯୁକ୍ତ ସ୍ଥାନରେ ଶୁଭ ଦେଲେ
    ନିଶ୍ଚିତ ଶୁଭ ହୋଇଥାଏ ବୋଲି ଯେଉଁ ଲେଖା
    ଅଛି ତାହା କେତେଦୂର ଯଥାର୍ଥ ?
    🙏

  • @Omgurbe
    @Omgurbe Год назад

    Sir pranam,, sir apankara video bahuta Dina helani video baneinathile,,,a thara continue video banantu apanka video bahut bahut badhai,,laguchhi,👌👌👌👌👌

    • @vastusachetanata9394
      @vastusachetanata9394  Год назад

      ଧନ୍ୟବାଦ, ଜୟ ଜଗନ୍ନାଥ । ଜୟହନୁମାନ ।

  • @ashokbarik3690
    @ashokbarik3690 Год назад

    Sir 🙏🙏🙏

  • @swarupkumarjena6585
    @swarupkumarjena6585 8 месяцев назад

    Sir Namaskar

    • @vastusachetanata9394
      @vastusachetanata9394  8 месяцев назад

      ନମସ୍କାର, ଜୟ ଶ୍ରୀ ଜଗନ୍ନାଥ ।

  • @niranjannayak1228
    @niranjannayak1228 Год назад

    Pranama

  • @ashokbarik3690
    @ashokbarik3690 10 месяцев назад

    Sir 🙏. ସାର ଝରକାର କବାଟ ବାହାର ପଟେ ଖୋଲିଲେ ଠିକ ନା ଭିତର ପଟେ ଖୋଲିବା ଠିକ ଦୟାକରି କହିବେ.

    • @vastusachetanata9394
      @vastusachetanata9394  10 месяцев назад

      ଝରକା ବିଷୟରେ ଥିବା ଭିଡ଼ିଓ ଦେଖନ୍ତୁୁ ।

  • @kanchanroutvlog9412
    @kanchanroutvlog9412 Год назад +3

    Sir pranam sir video banaiba banda କରିବେନି ଆପଙ୍କ କଥା ଆମ ଜୀବନ ବଦଳାଇ ଦେଇଛି

  • @nmohanty2284
    @nmohanty2284 10 месяцев назад

    Mina rasi ra subha diga koi diga

    • @vastusachetanata9394
      @vastusachetanata9394  10 месяцев назад

      ମୀନ ରାଶିର ଅଧିପତି ଗ୍ରହ ବୃହସ୍ପତି | ଗୃହରେ ବୃହସ୍ପତିଙ୍କ ବାସସ୍ଥାନ ଐଶାନ୍ୟ ଦିଗରେ | ତେଣୁ ଐଶାନ୍ୟ ମୀନ ରାଶିର ଶୁଭ ଦିଗ ।

  • @srifalaomsanti7710
    @srifalaomsanti7710 11 месяцев назад

    ଗୁରୁଜୀ କେଁଉ ମାସ ରେ ପୁରୁଣା ଘର ଭାଙ୍ଗିଯିବା ନୁଆ ଘର ତିଆରି କରିବା ଠିକ୍ ଏବଂ ଛାତ ର ଗଡନି ପାଣି ଯିବା ପାଇଁ କେଉଁ କୋଣ କୁ ଦେବା ଠିକ୍ ଏବଂ bathroom ଏବଂ ସିଦିଘର କାମ ଦିଗ ରେ ରହିବ ଦରକାର ଠାକୁର ଘର ଦକ୍ଷିଣା ମୁଖି କରିଲେ ଠିକ୍ ହେବ ନା ନାହିଁ

    • @vastusachetanata9394
      @vastusachetanata9394  11 месяцев назад

      ଯେବେ ନୂଆ ଘର ତିଆରିି କରିବାର ଶୁଭ ଦିନ ନିର୍ଘଣ୍ଟ କରାଯାଏ ତା ପୂର୍ବରୁ ଭଲ ଦିନ ବାର ଠିକ୍ କରି ପୁରୁଣା ଘର ଭଙ୍ଗା ଯାଏ। ଛାତ ର ପାଣି ଗଡିବା ପାଇଁ ଉତ୍ତର, ଐଶାନ୍ୟ ଓ ପୂର୍ବଦିଗ ଉତ୍ତମ । ଶୌଚାଳୟ ssw, ese ଓ wnw ରେ ଉତ୍ତମ । ଘରେ ଠାକୁରଙ୍କୁ ଐଶାନ୍ୟରେ ପଶ୍ଚିମକୁ ମୁଖ କରି ରଖାଯାଏ ଓ ନିଜେ ପୂର୍ବ କିମ୍ଵା ଉତ୍ତର କୁ ମୁଖ କରି ପୂୂଜା କରିବା ଉଚିତ।

  • @kritika5565
    @kritika5565 Год назад

    Sir amara prathame ghara majhire stair thila ta pare ame taku bhangiki daskina paschima diga nairuta kona re nua kari karilu au sidhi ghara seithi tiari kalu kintu sidhi ghara ama ghara tharu both north au west direction re extend hoichi , kichhi asubidha achhi ki❓

    • @vastusachetanata9394
      @vastusachetanata9394  Год назад +1

      Asubidha achhi ki nahi, sethipain nikatare thiba kounasi abhignya vastubitnku daki ghara dekhantu O tanka paramarsha niyantu. Ajatha bhaya karantu nahi.

    • @kritika5565
      @kritika5565 Год назад

      Semane kahuchanti jehetu sidhi ghara ra position seithi ta kichhi prblm nahi. But ama ghare kahari deha bhala hauni ki kichhi work re progress hauni

    • @vastusachetanata9394
      @vastusachetanata9394  Год назад +1

      Sethipain ghara ra anya vastudosha dai ate. Kebala Jane abhignya vastubit hin eha janiparibe.

    • @kritika5565
      @kritika5565 Год назад

      Thank u sir🙏🙏

  • @Odmacro111
    @Odmacro111 Год назад

    Sir ଘର ବାସ୍ତୁ ବିଷୟରେ ଜାଣିବାକୁ ଚାହୁଁଛି

    • @vastusachetanata9394
      @vastusachetanata9394  11 месяцев назад

      ଘରର କେଉଁ ବାସ୍ତୁ ଉପରେ ଜାଣିବାକୁ ଚାହୁଁଛନ୍ତି?

  • @prabhatlenka4592
    @prabhatlenka4592 3 месяца назад

    ସାର୍ ଆପଣଙ୍କ ଫୋନ୍ ନମ୍ବର ସୋ କରାନ୍ତୁ।

  • @sukadevpangi409
    @sukadevpangi409 10 месяцев назад

    ସାର ନିଜ ଜାଗା ଆଗରେ ମାଟି ଘର ଥିଲା, ଏବେ ଛାତ ଘର ଚାଲିଛି l ସେ ଘର ର ପ୍ଲଟ କେତେ ଶୁଭ ଜାଣିବା ପାଇଁ ଘାତ ଖୋଲି ପରୀକ୍ଷା କରି ପାରିବl କି?

  • @supravamishra5346
    @supravamishra5346 Год назад

    Sir namaskar

  • @Acreativechannel7140
    @Acreativechannel7140 Год назад

    ସାର ଆମ ଘର ଶୁଭ ଦେଇସାରୁସାରୁ କି ମୋ ସମ୍ପର୍କୀୟ ଜେଜେମା ର ନାତୁଣୀ ଶୁଭ ଦେଇଥିବା ଜାଗା ରେ ଝାଡ଼ା କରିଦେଇଥିଲା। ଗାଁ ପାଖରେ ଥିବା ଜଟିଷ୍କ କୁ ବୁଝାବୁଝି କଲୁ ସେ କହିଲା କି ଛଟ ଛୁଆ ଟା ଝାଡ଼ା କରିଛି କିଛି ହେବ ନାଇ କହିଲା । ଆପଣ ଙ୍କ ମତା ମତ ଦିଅନ୍ତୁ ସାର।

    • @vastusachetanata9394
      @vastusachetanata9394  Год назад

      ନା କୌଣସି ଅସୁବିଧା ନାହିଁ, ତଥାପି ଭୂମିର ଉର୍ଜା ପରୀକ୍ଷା କରି ଦିଅନ୍ତୁ I

    • @vastusachetanata9394
      @vastusachetanata9394  Год назад

      ସଦ୍ୟ ଝାଡ଼ା ଶୁଭ ସୂଚକ I

    • @Acreativechannel7140
      @Acreativechannel7140 Год назад

      @@vastusachetanata9394 ବହୁତ ବହୁତ୍ ଧନ୍ୟବାଦ ସାର

  • @mohapatrasitun8310
    @mohapatrasitun8310 Год назад +1

    Sir 🙏🙏 ନମସ୍କାର ଭଲ ଶୁଭଛି sir

  • @Hacker-em7bo
    @Hacker-em7bo Год назад

    SIR JEPARI SEPTIC TANKI RAHU HUYA ANEK JAGARE SIDHI PILLAR. SANGARE GADHA JAYA TEBE SIDI O CHHATA KU KEUN KEUN GRAHA KUHJAYA

  • @sukadevpangi409
    @sukadevpangi409 11 месяцев назад

    ସାର ଆମର ଠିକ ମଝିରୁ 3ଇଞ୍ଚ ଛାଡି କାନ୍ଥ ଆଉ 1ପୁଟ ଅଧା ଛାଡି ପିଲର ଓ କାନ୍ଥ ଅଛି l ଯେଉଁ 3ଇଞ୍ଚ ଛାଡି କାନ୍ଥ ଅଛି ତାକୁ ବାଙ୍ଗି ଦେବି, ତାହେଲେ ହେବ କି ସାର? Please reply🙏

    • @vastusachetanata9394
      @vastusachetanata9394  11 месяцев назад

      ସୁବିଧା ଥିଲେ ଭାଙ୍ଗନ୍ତୁ, ନ ହେଲେ ନାହିଁ।

    • @sukadevpangi409
      @sukadevpangi409 11 месяцев назад

      ବାଙ୍ଗିବା ପାଇଁ ସୁବିଧା ଅଛି ତାକୁ ବାଙ୍ଗିଲେ ବଡ ହୋଲ ହେବ l କିନ୍ତୁ ସାର ବ୍ରହ୍ମ ସ୍ଥାନ ପିଟିବ କି ନାହିଁ ଦୟାକରି କୁହନ୍ତୁ 🙏

    • @vastusachetanata9394
      @vastusachetanata9394  11 месяцев назад +1

      ପ୍ରଥମେ ବ୍ରହ୍ମ ବିନ୍ଦୁ ଓ ବ୍ରହ୍ମସ୍ଥାନ ବାହାର କରି ଦେଖ, ଯଦି ବ୍ରହ୍ମସ୍ଥାନ ଯାଗାରେ ହୋଲ କରିହେଉଛି ତେବେ ହୋଲ କରି ବାଟ ଫିଟାଅ l

    • @sukadevpangi409
      @sukadevpangi409 11 месяцев назад

      @@vastusachetanata9394 ସାର 🙏 ଠିକ ମଝିରୁ 3ଇଞ୍ଚ ଛାଡି ଯେଉଁ କାନ୍ଥ ଅଛି ତାକୁ ବାଙ୍ଗିବି ହେଲେ ତା ତଳେ ଯେଉଁ ବେଲ୍ଟ ପଡିଛି ତାକୁ ମଧ୍ୟ୍ୟ ବାଙ୍ଗିବି କି ସାର? ନା ଥିଲେ ମଧ୍ୟ୍ୟ କିଛି ଅସୁବିଧା ନାହିଁ, ନା ବାଙ୍ଗିବାକୁ ପଡିବ? ସାର ଦୟାକରି ଉତ୍ତର ଦିଅନ୍ତୁ 🙏🙏🙏

  • @sudhirakumarpradhan6284
    @sudhirakumarpradhan6284 Год назад

    Sir, 🙏 ମୋର ଘର ପଶ୍ଚିମ ମୁଖି ତିଆରି କରୁଛି l ଘରର ବାହାର ପଟ ଦକ୍ଷିଣ ଦିଗ କାନ୍ଥ ରେ ସିଡ଼ି ତିଆରି କରୁଛି, ସିଡ଼ି ପୂର୍ବଦିଗର ଅଗ୍ନି କୋଣ ରୁ 15 ଫୁଟ ଛାଡି ଆରମ୍ଭ କରି ପଶ୍ଚିମ ଦିଗ ଛାତ ରେ ମିଶିବାକୁ ଯୋଜନା କରିଛି l କିଛି ଅସୁବିଧା ହେବ ନା ଠିକ ଅଛି, ଦୟାକରି କୁହନ୍ତୁ.

    • @vastusachetanata9394
      @vastusachetanata9394  Год назад

      ବାକି କଣ ବାରଣ୍ଡା କରୁଛନ୍ତି?

    • @sudhirakumarpradhan6284
      @sudhirakumarpradhan6284 Год назад

      @@vastusachetanata9394🙏 ନା ସେମିତି ଫାଙ୍କା ରହିବ, ଘର ବାହାରେ ସିଡ଼ି ହେବ, ଘର ଭିତରେ ନୁହଁ

    • @vastusachetanata9394
      @vastusachetanata9394  Год назад

      ପଶ୍ଚିମର ୩/୪ ଭାଗରେ ମିଶିଲେ ଭଲ କିନ୍ତୁ ଅନ୍ୟଭାଗରେ ମିଶିଲେ ସମସ୍ୟା ଆସିପାରେ । ତାକୁ ଲୁହା ପାତଦ୍ୱାରା କଟ କରିବାକୁହେବ ।

    • @vastusachetanata9394
      @vastusachetanata9394  Год назад

      ଛାତରେ ମିଶେଇବେବୋଲି କହୁଛନ୍ତି । ଛତରେ ଲାଗିଲେ ପଶ୍ଚିମ ବୃଦ୍ଧି ହେବ । ଏହା ସମସ୍ୟା ଆଣି ପାରେ ।

    • @sudhirakumarpradhan6284
      @sudhirakumarpradhan6284 Год назад

      @@vastusachetanata9394ଆଜ୍ଞା ନମସ୍କାର ପଶ୍ଚିମ ଦିଗରେ 3.5 ଫୁଟ ବାଲକନୀ ହେବ, ସେହି ବାଲକନୀ ରେ ନୈରୁତ୍ୟ କୋଣ ରେ ସିଡ଼ି ମିଶିବ, ଅସୁବିଧା ହେବ କି

  • @sukantakumarsamal6111
    @sukantakumarsamal6111 Год назад

    Sir mu Aama Chhatia. Ghar ra dakhina pataku Dhana chaula rakhiba Pain Ajbast ghara karibaku chahuchi kariparibi ki nahi

    • @vastusachetanata9394
      @vastusachetanata9394  Год назад +1

      ହଁ କରିପାରିବେ, କିନ୍ତୁ ମୂଳ ଘର ସହିତ ମିଶାଇବେ ନାହିଁ ।

  • @PuspanjaliNayak-q9g
    @PuspanjaliNayak-q9g 3 месяца назад

    Sir pranam apananka phone no tike diantu please sir

  • @Hacker-em7bo
    @Hacker-em7bo Год назад

    SIR NAMASKAR BAHU UPAJOGI BISAYA JANIBAKU PAELU , SIR GRUHA KARTA RA KUNDALI ANUSARE KAN ROSEYE O MASTER BEDROOM O ANYANY ROOM HABA UCHIT NA SADHARANA VABE JADI ROSEYE AGNI KONA O MASTER BEDROOM NAIRUTYA KONRE HUYA MASTER BEDROOM RU ROSEYE GHARA KU DWARA THILE KICHI VASTU DOSA UPUJIBA KI ? ARTHAT ROSEYE O MASTER BEDROOM RA KANTH RE DWARA THAYA, DAYAKARI UTARA JANAYEBE . APEKHYARE RAHILI NAMASKAR .

    • @vastusachetanata9394
      @vastusachetanata9394  Год назад +1

      ରୋଷେଇ ଘର SE ଓ SSE ରେ ହେବା ଭଲ । Master Bedroom ଗୃହକର୍ତ୍ତ।ଙ୍କ କୁୁଣ୍ଡଳୀ ଅନୁସାରେ ହେଲେ ଭଲ ।

    • @Hacker-em7bo
      @Hacker-em7bo Год назад

      @@vastusachetanata9394 SIR NAMASKAR BAHUT KHUSI LAGUCHI APANAKA UTARA MILITHIBARU , EK CHOTIYA ANURODHA ODISHA EK NADI. NALA SAMUDRA PARBAT O KHANI KHADANA RAJYA KINTU AMMA TULANARE RAJASTAN VALI MARUBHUMI O BHUMIKAMPA PRAVABITA RAJYA HOETHILE B SATHAKARA GHARA BHUMIKAMPA RE KHYTIGRASTA HUYANAHI YAHARA VASTU SAMATA KARANA KICHI ACHHI KI ? 2. KAN ODISHA RA LOKAMANE SUKHI KIMBA ARTHIKA SWCHALA HOE PARU NATHIBARA KARANA VASTU DOSA JANITA KI ? JADI YAHA SATA TEBE KEMITI YAHARA PARIBARTANA HOEPARIBA ?

  • @kumarpramodmohanty3117
    @kumarpramodmohanty3117 6 месяцев назад

    Sir please apananku kemiti contact karibu kuchi phone number shate karantu

  • @santoshkumarpaul8427
    @santoshkumarpaul8427 Год назад

    Sir Namaskar 🙏 Apanka phone no darkar thila 🙏

  • @LocNaht
    @LocNaht Год назад

    Sir Apnaknar mobile nombar ta cha datnu

  • @ajaysethy142
    @ajaysethy142 Год назад

    Sir , contact no debe ki ?

  • @dhirendrakumarsahoo5858
    @dhirendrakumarsahoo5858 9 месяцев назад

    Apanaka phone no

  • @alokswain7693
    @alokswain7693 10 месяцев назад

    Sir ଆପଣଙ୍କର contact number ଦିଅନ୍ତୁ

  • @laxminarayanpalai1069
    @laxminarayanpalai1069 Год назад

    Sir, namaskar phone number please

  • @MrJit-vo4su
    @MrJit-vo4su 10 месяцев назад

    🙏ସାର୍ ଆପଣ WhatsApp number ଦେଇପାରିବ ମୋ ଘରର ବାସ୍ତୁ ଦୋଷ ବିଷୟ ରେ ଜାଣିବା କୁ ଚାହୁଁଛି

  • @ashwinikumarnayak6343
    @ashwinikumarnayak6343 4 месяца назад

    Sir namaskar

    • @vastusachetanata9394
      @vastusachetanata9394  4 месяца назад

      ନମସ୍କାର, ଜୟ ଶ୍ରୀ ଜଗନ୍ନାଥ । ବାହୁଡା ଯାତ୍ରାର ଅଭିନନ୍ଦନ ଓ ଶୁଭେଚ୍ଛା ।