ମୁଖ୍ୟ ଫାଟକ ଭାଗ : - ୨,ଆଷ୍ଟ୍ରୋ ବାସ୍ତୁବିତ୍‌ ଶ୍ରୀଯୁକ୍ତ ସତ୍ୟବାଦୀ ପଣ୍ଡା

Поделиться
HTML-код
  • Опубликовано: 20 ноя 2024

Комментарии • 241

  • @laxmidharsenapati3313
    @laxmidharsenapati3313 2 года назад +5

    ସାର୍ ଆପଣଙ୍କ ଙ୍କୁ କୋଟି ପ୍ରଣାମ। ନିଃସ୍ୱାର୍ଥପର ସେବା ଓ ସାହାଯ୍ୟ ପାଇ ଆମେ ଚିର ରୁଣି।

    • @vastusachetanata9394
      @vastusachetanata9394  2 года назад

      Samay bahara kari video gudika dekhuthibaru bahut bahut dhanyawad.

    • @techideawithhimansu5232
      @techideawithhimansu5232 4 месяца назад

      ସାର ମୁଁ ଆପଣଙ୍କ ଭିଡ଼ିଓ ଟି ଆଜି ଦେଖିଲି ବହୁତ ଭଲ ଓପଦେଶ, ପୁରୁଣା ସୁତା ରେ ଘର ଅଛି, ଆଉ କିଛି ଦଘ୍ୟ ଆଉ ପ୍ରସ୍ଥ୍ୟ ବାଡେଇବା ପାଇଁ ଚାହଁଉଛି, ଆପଣଙ୍କ ଭିଡ଼ିଓ ହିସାବରେ ହେବକି?

    • @vastusachetanata9394
      @vastusachetanata9394  4 месяца назад

      ହଁ ହେଇପାରିବ, କିନ୍ତୁ ପାଖରେ ଥିବା କୌଣସି ଉତ୍ତମ ଅଭିଜ୍ଞ ବାସ୍ତୁ ବିତଙ୍କ ପରାମର୍ଶ ନିଅନ୍ତୁ I

  • @devaduttadas6866
    @devaduttadas6866 2 года назад +2

    Awesome 👍👍👍👍👍 Details...Sir.......Thank You ...

  • @sachalaparida8857
    @sachalaparida8857 2 года назад +2

    ଧନ୍ୟବାଦ sir ଆପଣଙ୍କ ପରାମର୍ଶ ପାଇଁ

  • @dibakarmahanto8058
    @dibakarmahanto8058 Год назад

    Dhanyawad sir paramarsh pai rite 🙏🙏🙏

  • @jugunumurmu7081
    @jugunumurmu7081 2 года назад +1

    Sir namaskar . Sir apanaka tips mote bahuta bhala laguchi. sir apana kundali madhya banantiki.....

    • @vastusachetanata9394
      @vastusachetanata9394  2 года назад

      Vastu Sachetanata video gudika dekhuthibaru bahut bahut dhanyawad. Bartaman Mu kundali banaunahi.

  • @jagabandhubehera346
    @jagabandhubehera346 Год назад

    Jay🙏🙏 jagannaath🙏🙏

  • @MunaSahu-q5u
    @MunaSahu-q5u 11 месяцев назад

    ପଶ୍ଚିମ ପୁର୍ବ

  • @pabitrakumar5607
    @pabitrakumar5607 Год назад

    ପ୍ରଣାମ ସାର

  • @laxmipriyamishra4508
    @laxmipriyamishra4508 3 года назад +1

    Thanku sir

  • @Art_by_Bapuni_from_Dhenkanal
    @Art_by_Bapuni_from_Dhenkanal 9 месяцев назад

    ସାର୍ ପ୍ରଣାମ 🙏
    ମୋର ଗୋଟେ ପ୍ରଶ୍ନ ଥିଲା
    ୧. ସାର୍ ଆପଣ ଙ୍କ କଥା ଅନୁସାରେ ଘରର ଯେଉଁ ଦିଗରେ ରୋଡ଼ ଥିବ ସେଇ ଅନୁସାରେ ମୁଖ୍ୟ ଫାଟକ ହେବ ପୁଣି ମୁଖ୍ୟ ଦିଗରେ ଏହା ତ ଠିକ୍ ।
    ଯଦି ପୂର୍ବରୁ ଦକ୍ଷିଣ ପଶ୍ଚିମ ପଟେ ଘର ସରିଛି ତ ବାୟୁ କୋଣ ରେ ଫାଟକ ହେଇ ପାରିବ କି ନା ହେଇ ପାରିବନି।

    • @vastusachetanata9394
      @vastusachetanata9394  9 месяцев назад +1

      ବାୟୁ କୋଣରୁ ଉତ୍ତର ଦିଗ ଆଡ଼କୁ ୩ୟ/୪ର୍ଥ ଭାଗରେ ମୁଖ୍ୟ ଫାଟକ କରି ପାରିବେ ।

    • @vastusachetanata9394
      @vastusachetanata9394  4 месяца назад +1

      ପଶ୍ଚିମର ୩/୪ର୍ଥ ଭାଗ କିମ୍ବା ଉତ୍ତରର ୩/୪ର୍ଥ ଭାଗରେ ହେଇପାରିବ । ବାୟୁ କୋଣ ଦ୍ଵାର ଅଶୁଭ ଅଟେ ।

    • @Art_by_Bapuni_from_Dhenkanal
      @Art_by_Bapuni_from_Dhenkanal 4 месяца назад

      @@vastusachetanata9394 ସାର୍ ପ୍ରଣାମ 🙏
      ଆମ ଘରର ପଶ୍ଚିମ ଦିଗରେ ରୋଡ଼ ଅଛି ତ କେବଳ ବାୟୁ କୋଣରେ ହିଁ କିଛି ଜାଗା ବାକି ଅଛି ଆଉ ସବୁ ଜାଗାରେ ଘର ହେଇ ଯାଇଛି ତ ବାୟୁ କୋଣରେ ମୁଖ୍ୟ ଫାଟକ କଲେ ଅଶୁଭ ତେବେ ତାର ପ୍ରତିକାର କଣ ହେବ

  • @chandrakantaparida9134
    @chandrakantaparida9134 9 месяцев назад

    Bidisa ghare mukhya dwara keuthi rahiba

    • @vastusachetanata9394
      @vastusachetanata9394  9 месяцев назад

      ବିଦିଶା ଘରେ ମୁଖ୍ୟ ଦ୍ଵାର ବାହାର କରିବା ଏକ କଷ୍ଟକର ବ୍ୟାପାର । ଅନେକ ବିଦିଶା ଘରେ ମୁଖ୍ୟ ଦ୍ଵାର ମିଳିଯାଇଥାଏ । ଅନେକ ବିଦିଶା ଘରେ ମୁଖ୍ୟ ଦ୍ଵାର ମିଳିନଥାଏ I

  • @kshirodkumardash9794
    @kshirodkumardash9794 3 года назад +3

    ମହାଶୟ ପ୍ରଣାମ
    ପ୍ରବେଶ ଦ୍ୱାର ଠାରୁ ଅଧିକ ଅଂଶ ଦକ୍ଷିଣ ରହିବ ଠିକ କି ? ଆପଣଙ୍କ ଏହି ତଥ୍ୟରେ ଦ୍ୱାର ର ବାମରେ ଅଥିକ ଭାଗ ବାମରେ ରହୁଛି । ଦୟାକରି ଏହି ସନ୍ଦେହ ଦୂର କରିବା ହେବେ । ବାସ୍ତୁ ଶାସ୍ତ୍ର ଅନୁଶାରେ ଦ୍ୱାର ଦକ୍ଷିଣ ଭାଗ ଅଧିକ ରହିବ ଠିକ କି?
    ଦୟାକରି ଆପଣ ଙ୍କ ଯୋଗାଯୋଗ ନମ୍ବର ପ୍ରଦାନ କରିବେ

  • @gajendrabarik6605
    @gajendrabarik6605 2 года назад

    Good

  • @kshirodnayak926
    @kshirodnayak926 2 года назад

    Kuch bat he

  • @samirpradhan5097
    @samirpradhan5097 3 года назад +2

    Sar Ram ram

  • @pradiptasahoo2296
    @pradiptasahoo2296 2 года назад

    ମକର ରାଶି ବ୍ୟକ୍ତିଙ୍କ ପାଇଁ ଉତ୍ତର ମୁଖା ଘର ଭଲ ହେବ କି ସାର୍

    • @vastusachetanata9394
      @vastusachetanata9394  2 года назад

      Makara Rashi ra adhipati graha Sani O uttara diga ra adhipati graha Budha. Ubhaya paraspara Mitra atanti. Tenu Makara Rashi ra byaktinka pain uttara mukha ghara bhala.

  • @aloksahu7058
    @aloksahu7058 Год назад

    Pranam sir

  • @ashoksahu-uf5mf
    @ashoksahu-uf5mf 2 года назад +1

    Which color to be used for other direction to stop negative energy.

  • @pradiptasahoo2296
    @pradiptasahoo2296 2 года назад

    ମକର ରାଶି ପାଇଁ ଫାଲଗୁନ ମସରେ ଭୂମି ପୂଜା ହୋଇପାରିବ କି ସାର୍

  • @pradiptasahoo2296
    @pradiptasahoo2296 2 года назад

    ସାର୍ ନମସ୍କାର ମକର ରାଶି ପାଇଁ ଉତ୍ତରମୁଖା ବସୋପଯୋଗି ଘାର ନିମନ୍ତେ ଭୂମିପୂଜନ ବୈଶାଖ ମାସରେ କେବେ ଅଛି

    • @vastusachetanata9394
      @vastusachetanata9394  2 года назад

      Srabana makara pain baisakhare gruharambha nahi. Ashadha masa sreegundicha dina achhi.

  • @gupteswar6472
    @gupteswar6472 Год назад

    ଆଜ୍ଞା ଦକ୍ଷିଣ ଦିଗରେ ଘର ର ଜାଗା ଛାଡି ହେଇ ଛି ତାର ପ୍ରତିକାର କେମିତି କରିହେବ

    • @vastusachetanata9394
      @vastusachetanata9394  Год назад

      ପ୍ରଶ୍ନଟି ବୁଝି ହେଉନି ।

    • @gupteswar6472
      @gupteswar6472 Год назад

      ଆଜ୍ଞା ଘର ର ଦକ୍ଷିଣ ଦିଗରେ open place ଅଧିକ ଅଛି ତାର ପ୍ରତିକାର କଣ

    • @vastusachetanata9394
      @vastusachetanata9394  Год назад

      ଯତିକ ଅଧିକ ଅଛି ତାକୁ କଞ୍ଚାବାଡ କିମ୍ବା ପାଚେରୀ ଦେଇ ଅଲଗା କରିଦିଅନ୍ତୁ I ଯିବାଆସିବା ପାଇଁ ଏକ ଫାଟକ ରଖି ପାରିବେ I

  • @sangramnaik7953
    @sangramnaik7953 3 года назад

    Thank u sirr

  • @chandrasahoo4878
    @chandrasahoo4878 3 года назад

    Namaskar sir

  • @pratyushpradhan3275
    @pratyushpradhan3275 3 года назад

    Thanks

  • @pradiptasahoo2296
    @pradiptasahoo2296 2 года назад

    ସାର୍ ମିଥୁନ ରାଶି ପାଇଁ ବୈଶାଖ ମାସରେ ଭୂମିପୂଜନ ଅଛି କି

  • @ratnaprabhanath9409
    @ratnaprabhanath9409 3 года назад +2

    ସାର ନମସ୍କାର, ଆପଣଙ୍କ ଆଡ୍ରେସ ଦିଅନ୍ତୁ

  • @ci7019
    @ci7019 Год назад

    Dakhina ku ucha kari haba ki nahin

  • @minakhirout6076
    @minakhirout6076 2 года назад

    ଗୁରୁ ଜୀ ପ ଣାମ,ଗୁରୁଜୀ ତଳମହଲାର ଐଶାନ କୋଣରେ ରୋଷେଇ ଘର ଅଛି, ଠିକ୍ ସେଇ କୋଣରେ ଉପର ମହଲାରେ ଠାକୁର ଘର ଅଛି , କିଛି ଅସୁବିଧା ଅଛି କି,ଦୟା କରି ତାର ପ୍ରତିକାର ବତାନୁ

    • @vastusachetanata9394
      @vastusachetanata9394  2 года назад

      Thakura Ghara thik jagare achhi kintu Roseighara thik jagare nahi. Subidha thile Roseighara SE, SSE ku sift karidiyantu.

  • @basantdas5874
    @basantdas5874 3 года назад

    Sir 20/30

  • @amitkumar-yq2vh
    @amitkumar-yq2vh 2 года назад

    Dakhina pate ki colour pati lagiba

  • @sambitkumar7341
    @sambitkumar7341 Год назад

    Which side gate is better??
    West or South??
    We have two side option...

  • @manaswinikhatai3960
    @manaswinikhatai3960 3 года назад

    ହରେ କୃଷ୍ଣ 🙏sir ଆପଣଙ୍କ ଘର ଏବଂ ଯୋଗାଯୋଗ ନମ୍ବର ଦିଅନ୍ତୁ ଦୟାକରି

  • @harishdas8972
    @harishdas8972 3 года назад +1

    ସାର୍ ଜୟ ଜଗନ୍ନାଥ। ଆପଣ ମୁଖ୍ୟଦ୍ଵାର ବିଷୟ ରେ ଛାଡିଥିବା ଭିଡିଓ ଟି ଦେଖିଲୁ। କିନ୍ତୁ କମ୍ପାସ ଅନୁସାରେ ମୁଖ୍ୟଦ୍ଵାରର ସ୍ଥାନ କେଉଁଠାରେ ହେବ ଆମେ ଜାଣିପାରୁନୁ। କମ୍ପାସ ଅନୁସାରେ ମୁଖ୍ୟଦ୍ଵାରର ସ୍ଥାନ ବଦଳି ଯିବ କି ନା ସେହି ସ୍ଥାନରେ ରହିବ ? ଦୟାକରି ଜଣାଇବେ।

    • @vastusachetanata9394
      @vastusachetanata9394  3 года назад +1

      Mo channel re thiba ମୁଖ୍ୟ ଫାଟକ/ମୁଖ୍ୟ ଦ୍ଵାର ର ସଠିକ୍ ସ୍ଥାନ ନିରୂପଣ ଭିଡ଼ିଓ ଟିକୁ ଦେଖନ୍ତୁ ।

    • @amitkumar-yq2vh
      @amitkumar-yq2vh 2 года назад

      Dakhina diga pai keu pati lagiba

    • @vastusachetanata9394
      @vastusachetanata9394  2 года назад

      Red colour pati.

  • @priyabratapanda4311
    @priyabratapanda4311 8 месяцев назад

    Sir plot ku rasta pashima dakhina kona re achi kana karibaku padiba

    • @vastusachetanata9394
      @vastusachetanata9394  8 месяцев назад

      ରାସ୍ତା ତ ବଦଳେଇ ହେବନି, କିନ୍ତୁ ଘରର ମୁଖ୍ୟ ଦ୍ଵାର ଦକ୍ଷିଣ କିମ୍ଵା ପଶ୍ଚିମ ଦିଗର ୩ୟ /୪ର୍ଥ ଭାଗରେ କଲେ ଦକ୍ଷିଣ ପଶ୍ଚିମ ଦିଗରେ ଥିବା ରାସ୍ତାର କୁ ପ୍ରଭାବ ଘର ଉପରେ ପଡ଼ିନଥାଏ।

  • @setpeacelifestyle23
    @setpeacelifestyle23 3 года назад +1

    Sir, Purba paschim 32 rakhichhanti, south & north 48 thik ki...?

  • @pradipkumarswain4682
    @pradipkumarswain4682 2 года назад +1

    Sir NamaskarMu Appananku annibaku chahunchhi

  • @rakeshkumarmallick1496
    @rakeshkumarmallick1496 3 года назад +5

    ମହାଶୟ ପ୍ରଣାମ,
    ଆପଣ ପତି କାର ସ୍ୱରୁପ କୋଉ ଦିଗରେ କୋଉ କଲର ର ପଟି ଦିଆ ଯିବ ସେ ବିଷୟରେ ଦୟା କରି ମହାଶୟ କହିବେ କି।

  • @rusiasahu1310
    @rusiasahu1310 10 месяцев назад

    Sir jadi dukan+mukhy duara 15ft re haba taha hele kemiti haba

    • @vastusachetanata9394
      @vastusachetanata9394  10 месяцев назад

      ଦୋକାନ ଯେଉଁ ଦିଗକୁ ମୁହଁ କରିଥିବା ସେହି ଦିଗକୁ (ଦୋକାନକୁ ନୁହ ଦିଗକୁ) ଆଠ ଭାଗ କରି 3/4ର୍ଥ ଭାଗରେ ମୁଖ୍ୟ ଦ୍ଵାର କଲେ ଶୁଭ ହେବ l

  • @srikantibehera9533
    @srikantibehera9533 3 года назад

    Main phataka east ku rahile north ku kam rahiba na south ku kam rahiba

    • @vastusachetanata9394
      @vastusachetanata9394  3 года назад

      Mo channel re thiba bivinna digare Mukhyadwar O tahara phala dekhantu.

  • @chudamanichhatria5426
    @chudamanichhatria5426 17 дней назад

    Sir gharaku lamba 8 bhaga kariba ki 9 bhaga kariba ples sir reply karantu🙏

    • @vastusachetanata9394
      @vastusachetanata9394  17 дней назад

      ଘରକୁ ନୁହଁ, ଦିଗକୁ ଆଠ ଭାଗ କରିବା ଉଚ଼ିତ ।

  • @itpublisher446
    @itpublisher446 8 месяцев назад

    ସାର୍ ପୂର୍ବ ଦିଗ ରେ 1ମ ଓ 2ଯ ରେ ଫାଟକ ନର୍ମାଣ କରିବା ପାଇ କଣ ପତିକାର କରିବାକୁହେବ.

    • @vastusachetanata9394
      @vastusachetanata9394  8 месяцев назад

      ପୂର୍ବର ୧ମ ଓ ୨ୟ ଫାଟକ ଅଗ୍ନି ଦୁର୍ଘଟଣା, ଦୁର୍ଘଟଣା , ଆଶା କରି ନ ଥିବା କ୍ଷତି ଓ ବଦଖର୍ଚ୍ଚ ପ୍ରଦାନ କରିଥାଏ । ଯଦି ଏପରି ଅନୁଭବ କରୁଥାନ୍ତି ତେବେ ମୁଖ୍ୟ ଫାଟକ ତଳେ ୪ ଇଞ୍ଚ ଚଉଡାର ସବୁଜରଙ୍ଗ ଦେଇ ଦିଅନ୍ତୁ କିମ୍ବା ଷ୍ଟେନ୍‌ଲେସ୍ ଷ୍ଟିଲ୍ ପାତ ଦେଇ ଦିଅନ୍ତୁ I

    • @itpublisher446
      @itpublisher446 8 месяцев назад

      ଧନ୍ୟବାଦ ସାର

    • @vastusachetanata9394
      @vastusachetanata9394  8 месяцев назад

      ଧନ୍ୟବାଦ । ଜୟ ଶ୍ରୀ ଜଗନ୍ନାଥ ।

  • @Pinki-cy5zk
    @Pinki-cy5zk Месяц назад

    ସାର୍ ନମସ୍କାର ଦକ୍ଷୀଣ ପଟକୁ ମୁଖ୍ୟ ଦ୍ଵାର ପଡୁଛି kn କରିବୁ ବୁଛିପରୁନୁ ଦୟ କରି ଫୋନ ନମ୍ବର ଦୀୟନ୍ତୁ

    • @vastusachetanata9394
      @vastusachetanata9394  Месяц назад

      କିଛି ଡରିବାର ନାହିଁ I ଦକ୍ଷିଣ ଦିଗର ୩ୟ/୪ର୍ଥ ଭାଗରେ ମୁଖ୍ୟ ଦ୍ଵାର କରନ୍ତୁ । ବୁଝି ନ ପାରିଲେ ନିକଟରେ ଥିବା କୌଣସି ଉତ୍ତମ ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ ।

    • @vastusachetanata9394
      @vastusachetanata9394  Месяц назад

      M-9337664861

  • @prahalladsahu927
    @prahalladsahu927 3 года назад +1

    ତିଯୁବୟେଲ ର ମୁହଁ କୋଉ ଦିଗକୁ ଓ ହ୍ୟାଣ୍ଡେଲ କୋଉ ପଟକୁ ରହିବ?

  • @bijayamallick5597
    @bijayamallick5597 2 года назад

    Sir Vehicle keu digare rakhiba uchita, front keu pata rahib.

  • @santoshnayak1040
    @santoshnayak1040 Год назад

    3 ,4 bhagare men dwar haba janilu sir hele bujhi helani mapa kouthu karibu ? Mejia hauchi 15' wall hauchi 10" , Mejia ru mapibu na wall ru ?

    • @vastusachetanata9394
      @vastusachetanata9394  Год назад +1

      Mejia nuhe ki wall nuhe, digaku 8 bhaga karajiba. Diga janiba pain compas tia nihati darakara O compas gyana thiba nihati abasyaka.

    • @santoshnayak1040
      @santoshnayak1040 Год назад

      @@vastusachetanata9394 ok sir jami jadi 60' achhi ghar 32 ' re hue sei 32' ghar pain ta thik jaha paibu kemiti?

    • @vastusachetanata9394
      @vastusachetanata9394  Год назад +1

      Plot ku dekhi maingate O gharaku dekhi mukhya dwara bahara karajaithai, taha puni compass dekhi.

    • @santoshnayak1040
      @santoshnayak1040 Год назад

      @@vastusachetanata9394sir mo jami ti 3 konia rasta achhi pashimare jami mapa ta paibini hele video ru sabu thik jagare sabu rakhi men dwar purbaku kale kharap prabhab kichhi padibaki sir?

  • @ramakrushnagiri6082
    @ramakrushnagiri6082 Год назад

    Sir, diga ku bhaga kala bele, clock wise direction re kara jiba ki,
    Jemiti Apana karichhanti ?

  • @ranjankhatua1161
    @ranjankhatua1161 Год назад

    Sir, ମୋ ଘର ର ପଶ୍ଚିମ ରେ ରାସ୍ତା,ଘର ଦକ୍ଷିଣ ମୁଖି,boundary ରେ maingate କେମିତି ହେବା ଦରକାର

    • @vastusachetanata9394
      @vastusachetanata9394  Год назад

      Jeun digare subidha achhi, Main Gate kariheba Plot ra se digaku 8 bhaga Kari 3/4th bhagare Gate karantu.

  • @sachalaparida8857
    @sachalaparida8857 2 года назад +1

    Sir ପ୍ରାଣାମ ଐସାନ୍ୟାକୋଣରେ ଠାକୁରଙ୍କ ଘର ତାପାଖକୁ ବେଡ଼ରୁମ ତାପରେ ପାଇଖାନା ପୁର୍ବରୁ ପଶ୍ଚିମ କୁ ଉତ୍ତର ଦିଗରେ ହେଵତ???

    • @vastusachetanata9394
      @vastusachetanata9394  2 года назад

      Uttara digare paikhana karajainahi. Purbaru jadi heithai tara pratikara karajaithai.

  • @dhusasan-ayuscience
    @dhusasan-ayuscience 2 года назад

    Sir dakhina pate ki colour pati deba..plz reply...

  • @raja.suryakanta3107
    @raja.suryakanta3107 3 года назад

    Ghar r mukhya dwar udar diga ku hei chi .
    Purba dakhin muha heichi dwar
    Kichhi problem achhi ki ?

  • @biswamohanroul9894
    @biswamohanroul9894 2 года назад

    Sir South face ghara re kan karajiba, tk kuhantu please

  • @Santosh-ck2nf
    @Santosh-ck2nf 6 месяцев назад

    ସାର୍ 🙏
    ଆମ ଘରଟି ବାସ୍ତୁ ହିସାବରେ ସୁଝୁଛି ଲମ୍ବ ୩୪'୯"୩/୪ ଓ ପ୍ରସ୍ଥ ୨୬'୨"୧/୪ ତେଣୁ ଘରର ମୁଖ୍ୟ ଫାଟକ ୩,୪ ଭାଗରେ କେତେ ପଡ଼ିବ??

    • @vastusachetanata9394
      @vastusachetanata9394  6 месяцев назад

      ଏହା ଜାଣିବା ପାଇଁ ନିକଟରେ ଥିବା କୌଣସି ଉତ୍ତମ ବାସ୍ତୁ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ଡାକି ଯାଗା ଦେଖାନ୍ତୁ । ସିଏ ହିଁ କହିପାରିବେ ୩ୟ/୪ର୍ଥ ଭାଗ କେଉଁଠି ପଡ଼ିବ, କାରଣ ଏହା ଏକ ପ୍ରାକ୍ଟିକାଲ୍ ବିଷୟ । ଯାଗା ର କମ୍ପାସ ଡ଼ିଗ୍ରୀ ଓ ସେଣ୍ଟର କୁ ଧରି ଏହା କରାଯାଇଥାଏ । ଜୟ ଶ୍ରୀ ଜଗନ୍ନାଥ ।

  • @KeshabPradhan-xm7cn
    @KeshabPradhan-xm7cn Год назад

    Plz sir apana nka adress tk send karantu

  • @PKPK-ik7vs
    @PKPK-ik7vs 12 дней назад

    Sir,🙏🙏 ମୁଁ ଆପଣଙ୍କ ସହିତ ph ରେ କଥା ହେଇପାରିବିକି ।ମୋର ଘର ର ମୁଖ୍ୟଦ୍ୱାର ବିଷୟରେ ଟିକେ ଜାଣିବାର ଥିଲା ।

  • @sunaramkishan4935
    @sunaramkishan4935 3 года назад

    Sir ma plot agnikoaru 18 kodi uttarko achhi 2nd bikopanahin upay kohantu

  • @chandrakantaparida9134
    @chandrakantaparida9134 9 месяцев назад

    Apananka contact no miliba ki

  • @dhirendrabarik9445
    @dhirendrabarik9445 10 месяцев назад

    Phon no milibaki

  • @kalakarsagarsangam547
    @kalakarsagarsangam547 Год назад

    Sir pranam, ama ra puruna chapar ghara achhi..khanja ghara, amar sei ghara re agaru besi asubidha heithila...bastu hisabare... sabu paribartan kara jaichi...hele dina ku dina ame...down heiki jauchu...development kichhi hauni, hele...auu 2ti jinisa ame thik kari pari nahu..tubewll NW re achhi, auu NW corner gote puruna ghara ama se chapar gharaku conect heichi...jete chesta karuchu..taku rectify kariba paai..kichhi..kai hei paruni....tenu ame decide kari gote new house banei chu sei ghara ku sift heba paai but....delay hauchi ame sethiki b jai parunu...plz tk kichhi suggest karibe

    • @vastusachetanata9394
      @vastusachetanata9394  Год назад

      Nija anchalara kounasi abhignya vastubitnku jaga dekhantu O paramarsha niyantu.

  • @Always-n3t
    @Always-n3t 3 года назад

    Sir , ଅନେକ ବାସ୍ତୁ channel 9 ଭାଗରେ ବିଭକ୍ତ କରି main door ର location କରୁଛନ୍ତି କିନ୍ତୁ ଆପଣ 8 ଭାଗରେ ବିଭକ୍ତ karuchhanti।

  • @jugunumurmu7081
    @jugunumurmu7081 2 года назад

    Sir suppose plot ti koniya achhi abong aisanya kana ku face au rasta ochhi tebe koniya plot re fataka kaithi heba......

    • @vastusachetanata9394
      @vastusachetanata9394  2 года назад

      Han, kariheba. Sethipain nija anchalara kounasi abhignya vastubitnka paramarsha niyantu. Se jai jagaku anudhyana kari fatakara sathik sthana nirupana kariparibe.

    • @jugunumurmu7081
      @jugunumurmu7081 2 года назад

      Sir mu jadi plot ra darghya prasta abong degree lekhiki pakhaku anibi apana plot ra fataka ghara ra fataka bahar kari dei paribe....

    • @jugunumurmu7081
      @jugunumurmu7081 2 года назад

      Sir please tell me.....karana ama ariea re bhala vastubid mo hisabare nahanti karana semane 32ti debata jaga ku 9 bhagare bibhakta karuchanti.

    • @vastusachetanata9394
      @vastusachetanata9394  2 года назад +1

      Tume jadi bhul tathya nei asiba, tebe sabu bhul heijiba.

  • @sachalaparida8857
    @sachalaparida8857 2 года назад

    Thakurank sihasan kathare heba na cimentare heb.

  • @prahalladsahu927
    @prahalladsahu927 3 года назад

    Mor sampurna plot 6 decimal,kintu mu chhota ghara te karibaku chahunchhi,bandha mapa purbaru paschima ku 20' o utra ru dakina ku 23'3",utara ku mukhya dwara rakhibaku chahunchhi,mokhya o ulata Stana 27 o 28 ghara hele 4'10" hauchhi,taha bahut bada dwara heijiba,kan karibi?

  • @rudraprasadrana1975
    @rudraprasadrana1975 3 года назад +1

    Sir, Please provide your address.Your vedios are very nice and informative.Keep it up🙏

  • @jbsahoo2060
    @jbsahoo2060 3 года назад +1

    Sir i want to contact u how it possible

  • @babulunanda7550
    @babulunanda7550 2 года назад

    5 and 6 me kare kiy hoga

  • @shradhanjalibiswal7263
    @shradhanjalibiswal7263 3 года назад

    Sir mu Katha hebaku chauchhi

  • @mohapatrasitun8310
    @mohapatrasitun8310 3 года назад +2

    Sir ନମସ୍କାର ଫୋନ ନମ୍ବର ଦଉନ

  • @hritikumardash9877
    @hritikumardash9877 Год назад

    Sir no douna

  • @kaliprasanadash4221
    @kaliprasanadash4221 5 месяцев назад

    Sir, Namaskar, apananka video bhala laguchhi. Please apananka address o Telephone number dele tike katha hoi dekha karanti

  • @tapandash7513
    @tapandash7513 3 года назад

    Sir purba pate keun cooler dia heba please kuhantu

  • @jadabkalo512
    @jadabkalo512 3 года назад

    Sir jadi trikona plot hoithai

    • @vastusachetanata9394
      @vastusachetanata9394  3 года назад +1

      Tinikonia plot vastu pain subha nuhe, kintu plot bada thile ta madhya ru 4 konia plot bahar kari ghara karajaipare.

  • @pratapkumarsahoo6343
    @pratapkumarsahoo6343 2 года назад

    Sir, I am Pratap Sahoo from Phulnakhara Nuapatna . Ama plot 3 decimile. Lamba purba paschima , Uttara au Dakhina ku nahin jaga . Ama mukhya dwara dakhina pata ku road pata ku karichu. Alaga pate kichhi bata nahin. Bastu anusare mukhya phataka kou diga re rahiba ?
    Mun apananka saha contact karibaku chahunchi. Kichhi contact number nahele address provide karantu.

  • @adweetbehera1615
    @adweetbehera1615 3 года назад +1

    ସାର୍ ଆପଣଙ୍କ ଲେଖା ବାସ୍ତୁ ବହିଅଛି କି? ଯଦି ଅଛି କେଉଁଠି ମିଳିବ

    • @vastusachetanata9394
      @vastusachetanata9394  3 года назад

      ବର୍ତ୍ତମାନ ବହି ନାହିଁ, ଆଗକୁ କରିବାର ଯୋଜନା ଅଛି।

    • @sukrukumarpradhan8237
      @sukrukumarpradhan8237 3 года назад

      sir Asubha phatakara ପ୍ରତିକାର ରଙ୍ଗ କୁହନ୍ତୁ

    • @vastusachetanata9394
      @vastusachetanata9394  3 года назад

      ଦିଗ ଅନୁସାରେ ଅଶୁଭ ଫାଟକ ର ପ୍ରତିକାର ପାଇଁ ରଙ୍ଗ ଦିଆଯାଇଥାଏ ଯଥା:- north-blue, east-green, South-red, west-white

    • @mohanbehera3625
      @mohanbehera3625 3 года назад

      ସାର୍ ଯଦି ଆପଣ ଜଣଙ୍କ ଘରକୁ ଯାଇ ବାସ୍ତୁ ସମସ୍ୟା ର ସମାଧାନ କରିବାକୁ ଯିବେ ତେବେ କେତେ ଟଙ୍କା ନେବେ। ଆପଣ ଙ୍କୁ ଜଣେ ଗରୀବ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକ ନେବାକୁ ଚାହିଁଲେ କେତେ ଟଙ୍କା ପ୍ରଦାନ କରିବ। ଦୟାକରି ଜଣାଇବେ ସାର୍

  • @divyadarshi8838
    @divyadarshi8838 2 года назад

    Sir i want your private consultancy for my home and shop,
    please provide some details about it so i could connect with you

  • @user-ci3zy6kr4y
    @user-ci3zy6kr4y 3 года назад

    ସାର୍ ମୁଁ ଆପଣଙ୍କ ସହିତ କଥା ହେବାକୁ ଚନୁଅଛି ମୋବାଇଲ ନମ୍ବର ଦିଅନ୍ତୁ ପ୍ଲଟ ଯଦି ବର୍ଗ କ୍ଷେତ୍ର ହୋଇନଥାଏ ତାହାଲେ କେମିତି କେନ୍ଦ୍ର ଜାଣିବା

  • @debabrataswain1583
    @debabrataswain1583 Год назад

    Sir ଆପଣଙ୍କୁ ଯୋଗାଯୋଗ କରିବା ପାଇଁ ଆପଣଙ୍କର ଫୋନ ନଂ ଟିକେ ଦିଅନ୍ତୁ

  • @jugunumurmu7081
    @jugunumurmu7081 2 года назад

    Sir namaskar. Sir apana madhya kundali banantiki...

  • @sakuntalapanigrahi9475
    @sakuntalapanigrahi9475 3 года назад

    Sir amoro Uttar muhore 8 hato jaga ochi
    Ago pote 8 hato but pocho potu 7 hato houchi measurement kole
    Mane ago potu chouda ..pochopote soru..
    Saithi ame ghoro teki rohi paribu ki ..
    pls sir kohibe tike pls 🙏🙏

  • @akshayakumarsahoo1383
    @akshayakumarsahoo1383 3 года назад +2

    Sir,Pranam.Apananka contact no. Diantu.Mora plot bisayare kichhi pacharibi.

  • @anilkumarsahoo12
    @anilkumarsahoo12 2 года назад

    🙏 ସାର୍ ଆପଣଙ୍କର ଫୋନ ନମ୍ବର ଦିଅନ୍ତୁ

  • @setpeacelifestyle23
    @setpeacelifestyle23 3 года назад

    Panda Sir, ketebele 9 bhaga karuchhanti, 8 bhaga Madhya karuchhanti...

  • @baidharsinghsanatan1064
    @baidharsinghsanatan1064 Год назад

    Sir ଆମେ ଉତ୍ତର ଦକ୍ଷିଣ ଲମ୍ବ କରି ଘର କରିପାରିବ। କି ନାହିଁ? ନ। ସୂର୍ୟ ଡିୟା ହେବ?

    • @vastusachetanata9394
      @vastusachetanata9394  Год назад

      Jaga semiti thile karibaku badhya hebe. Ama ghara semiti heichi, kintu vastu niyama anusare karantu, kichhi asubidha hebanahi.

  • @narayandalai8414
    @narayandalai8414 2 года назад

    Mahabhag namaskar, mote dayakari kahiparibeki mora plot 21 '6" × 70' jagati achhi jou jagara uttar digare road achhi , uttar digare mu mukhya phatak karibaku chahunchi , uttar digare mora plot ra osar 21 '6" , tebe paschimaru kete feet re mukhya phatak kimba mukhya dwar karibaku heba? Eha byatita mu kendrare uttara ku muhan kari chhida hebi tapare 90 deegri jeunthare heba tapare kan karibi

    • @vastusachetanata9394
      @vastusachetanata9394  2 года назад

      Tuma jagara thik samanare uttara diga kete degree re achhi?

    • @narayandalai8414
      @narayandalai8414 2 года назад

      @@vastusachetanata9394 21deegri west ku modi hoi achhi , jadi 21deegri west ku jainathanta tebe jagatira sidha north ku gramya road thanta

    • @narayandalai8414
      @narayandalai8414 2 года назад

      Sir namaskar dayakari kuhantu mora main gate , door 21 '.5" osara jagare kouthi rahiba

  • @Jyotiranjan1010Liton
    @Jyotiranjan1010Liton 3 года назад

    Sir tike number ta deithante contact kariba paine

  • @narayan3381
    @narayan3381 Год назад

    Sir pls no diantu 🙏

  • @kirtitoshbehera2903
    @kirtitoshbehera2903 3 года назад +1

    This 8 pada rule only applicable for square plot..This can't be applicable on rectangular plot.. Totally wrong procedure.

  • @adweetbehera1615
    @adweetbehera1615 3 года назад

    ଆପଣଙ୍କ ମୋବାଇଲ୍ ନମ୍ବର ଦିଅନ୍ତ

  • @sureshkumarjena2350
    @sureshkumarjena2350 2 года назад

    Sir which book is best for vastu learning

    • @kalicharanchoudhury7334
      @kalicharanchoudhury7334 Год назад

      SIR ୧୧' ଚଉଡ଼ା ଘରେ କେମିତି ଭାଗ କରିବେ

  • @kshirodnayak926
    @kshirodnayak926 2 года назад

    Guruji bat kese karna Aapka sath no dejeye

  • @debkumarbehera4824
    @debkumarbehera4824 Год назад

    Good morning sir.
    Pls. Mob no debe ...

  • @bijaypradhan1909
    @bijaypradhan1909 Год назад

    sir apananka adress pH no.lekhantu

  • @chandankumarmati1919
    @chandankumarmati1919 Год назад

    Sir address and mobile no.

  • @chhayakantasahoo2924
    @chhayakantasahoo2924 22 дня назад

    Sir mobile no.diantu

  • @kshirodnayak926
    @kshirodnayak926 2 года назад

    Cont no dejeye

  • @deepanjalisethy8309
    @deepanjalisethy8309 8 месяцев назад

    Sir apanka number deantu

  • @milidehury8872
    @milidehury8872 3 года назад

    Latini keui digare kariba darakar

  • @susantabehera306
    @susantabehera306 3 года назад

    Sir apanka phone no dia

  • @sarbeswarsubudhi223
    @sarbeswarsubudhi223 3 года назад

    Aapananka mobile number diantu

  • @sachalaparida8857
    @sachalaparida8857 2 года назад

    Sir ପ୍ରାଣାମ.pratham linetabujhiparilini

  • @swainchandan549
    @swainchandan549 3 года назад

    Sir mobile number