Guruji ma plot south facing o plot ra main entrance ra bama pakhaku baundry ra 2feet bhitaraku 11kv electric pale rahichhi kn pratikar kn heipariba plz reply
Sir mora ghara tale smashan achi. Already chata padilani. Mu construction kama start kalapare janili je seithi Cristian smashana thila. Pujapatha kale vastu dosha dura hebaki?
Sabu prakara jami bikri hoie jauchhi. Jadi kichhi asubidha achhi tebe aji kali ra bastibit ananku daki kichhi tanka kharcha kale ,bastu ra sabu dosha ra pratikara jaie paruchhi. Epari ki debatwoo, smasana, nibansha jaga re bi ghara tyari hoieparuchhi.
ସୁନ୍ଦର ଉପସ୍ଥାପନା । ଧନ୍ୟବାଦ ଭାଇ ।
Most welcome dear
Sir I know you!
I am one of your student sir
From KV Chilka.
Btw great initiative sir!!
Congratulations to you for your Utube journey.
Thank you very much dearie.
Your name and what do you do?
@@prakashchandradas015Sir,I'm Asutosh Biswal.
Just finished my Grad. in Physics this year.
Now preparing for Civil Services.
Bahut badia dhanyabad sir
Most welcome dear
No.1 touter
ଧନ୍ୟବାଦ ମହାଶୟ.
@@susantakumarmohanty950 Most welcome dear
Thanks sir for your valuable advice of the constitution of house.
God bless you sir...long live
Thank you very much sir 🙏🙏
Thanks you sir❤❤❤❤
Most welcome
Bahut vala lagila sir...pranam,
🙏🙏
Nice
Most welcome dear
ସାର ଆପଣ ଠିକ ହହିଛନ୍ତି । ଧନ୍ୟବାଦ। ମାତ୍ର Builder ମାନେ ତାହା ମାନୁନାହାଁନ୍ତି।
Most welcome 🙏🙏
ଅନେକ ଅନେକ ଧନ୍ୟବାଦ ସାର୍
@@kumarbulu6251 Most welcome dearie.
Sir,mind blowing explain
@@janmejayapattnaik6405 Thank you dear.
Thank you sir
@@hadibandhusubuddhi60 Most welcome sir.
Jay Jagannath Sir
Thanks
Most welcome
ଏ ବାସ୍ତୁ ବାଲା କେବଳ ଲୋକଙ୍କୁ ଭ୍ରମ ସ୍ରୁଷ୍ଠି କରୁଛନ୍ତି, ଆଗରୁ ଏହା ନଥିଲା ,ଲୋକ ଯେତେ ଟେକ୍ନୋଲୋଜି କୁ ଆପଣାଉଛନ୍ତି ସେତେ ଅନ୍ଧ ବିଶ୍ବାସ କରୁଛନ୍ତି,ଯା ପାଖରେ ଟଙ୍କା ଅଛି (ନୋଟ) ସେ ବାସ୍ତୁ ଖୋଜୁଛି,ଯା ପାଖରେ ନାହିଁ ସେ ତାର ସୁବିଧା ଦେଖି ଘରଖଣ୍ଡେ କରୁଛନ୍ତି।
Guruji ma plot south facing o plot ra main entrance ra bama pakhaku baundry ra 2feet bhitaraku 11kv electric pale rahichhi kn pratikar kn heipariba plz reply
Call me
Aapananka video bahut bhala lagila.
Thank you.
ଏଭଳି ଭିଡିଓ ସର୍ବଦା ଆଣ ନ୍ତୁ ଯାହା ସଭିଙ୍କୁ ମାର୍ଗଦର୍ଶନ କରିବ , ସଠିକ୍ ବାସ୍ତୁ ଉପଯୋଗୀ ଗୃହ ନିର୍ମାଣରେ । ଅନନ୍ୟ ତମ ଜ୍ଞାନ ସର୍ବଦା ସମଗ୍ର ଓଡ଼ିଆ ବାସି ଙ୍କୁ ନିଶ୍ଚୟ ସହାହେବ। Beautiful vdo.
Most welcome.
Many many thanks
Sir mora ghara tale smashan achi. Already chata padilani. Mu construction kama start kalapare janili je seithi Cristian smashana thila. Pujapatha kale vastu dosha dura hebaki?
Kindly reply me
@@basudevraita9630 talk to me
Sir, plz tell me about L--Type land. Is it suitable or not. Kumbha Rasi.
I'll plan a video on L - Shape house soon.
ଘର ଯେ କୌଣସି ସ୍ଥାନରେ କରାଯାଇପାରେ. ତେଣୁ ଆପଣଙ୍କ କଥା ମୂଲ୍ୟହୀନ. ଲୋକଙ୍କୁ ଭ୍ରମିତ କରି ପଇସା ନେବାହିଁ ଉପାୟ. ଆଉ କିଛିନୁହେଁ.ଅନେକ ନିଷିଦ୍ଧ ଭୂମିରେ ରହି ଖୁବ ଆନନ୍ଦରେ ଓ ଉନ୍ନତି କରୁଛନ୍ତି ମଧ୍ୟ. ଏହାରୋଜଗାରର ଏକ ମାଧ୍ୟମ.
Guruji pranam ueehunka plot ra pratikar kn gate video kale bhala huonta
Okay
Bahaut sunder katha aapana kahile..🎉🎉🎉 next video re eha upare gote video aanantu... topic ti heuchhi -- ଆମେ ନୂତନ ଗୃହ ନିର୍ମାଣ କରିବା ପୂର୍ବରୁ ସମସ୍ତେ idea ଲଗାଇ ଥାନ୍ତି, କିନ୍ତୁ ମୋ ପ୍ରଶ୍ନ ହେଉଛି ବନ୍ଧ ଧରିବା କୁ ଆସିଥିବା ନନା ଙ୍କ ଅପେକ୍ଷା ଆପଣ ଭଲ ଭାବରେ ବୁଝିପାରିବେ, ଆଶାକରୁଛି କି ନିହାତି ଏହା ଉପରେ ଭିଡିଓ ଆଣି ସବୁ ଯୁବାବର୍ଗ ଙ୍କୁ ମାର୍ଗ ଦର୍ଶାଇବେ।
ମୋ ପ୍ରଶ୍ନ ର ଉତ୍ତର ବାସ୍ତୁ ର ପ୍ରକୃତ ନିୟମ କୁ ଆଧାର କରି ଏବଂ ପଞ୍ଚତତ୍ଵ ଙ୍କ ସହିତ ସର୍ବ ଦେବା ଦେବୀ ଏବଂ ହିନ୍ଦୁ ଧର୍ମ ଅନୁଯାୟୀ ପ୍ରଦାନ କରିବେ ଯାହା ଆଗାମୀ ଦିନରେ ସବୁ mordern ଚିନ୍ତା ଧାରାର ଯୁବପିଢି ଙ୍କୁ ସାହାଯ୍ୟ କରିବ ।
ଏବେ ମୋ ପ୍ରଶ୍ନ ହେଉଛି - 1.ଗୋଟେ ଘରର କେତୋଟି ମୁଖ୍ୟ ଦ୍ଵାର ରଖିବା ଠିକ୍ ପ୍ରବେଶ ଏବଂ ବାହାରିବା ନିମନ୍ତେ ? ଏବଂ ତାହାର ସଠିକ୍ ଦିଗ ନିର୍ଦ୍ଧାରଣ କିପରି କରିବା ସକାଳ ସୂର୍ଯ୍ୟଙ୍କ ଉଦୟ କୁ ଦେଖି? ଯଦି ଦୁଇଟି ପ୍ରବେଶ ଦ୍ଵାର ରଖିବା ତାହେଲେ ତୁଳସୀ ଗଛ ର ଚଉଁରା କେଉଁ ଦ୍ଵାର ପାଖରେ ସ୍ଥାପିତ ହେବ ଦରକାର? ଘର ର ବାଡିପଟ ଦ୍ଵାର ର ଦିଗ କଣ ରହିବା ଉଚିତ୍? ଘର ମୁଖ୍ୟ ଦ୍ଵାରର ଡାହାଣ ପଟ, ନାମ ପଟ ନିୟମ କଣ ?
2.ଘର ର ନଳକୂପ ଭିତରେ ହେଲେ ଠିକ୍ ନା ବାହାରେ ହେଲେ ଠିକ୍? ଯଦି ଭିତରେ ହେବ ତାହେଲେ କେଉଁ ଦିଗରେ ମଧ୍ୟ ଭାଗରେ ନା କେଉଁ corner re ,jadi bahare ହେବ ତାହେଲେ କେଉଁ ଦିଗରେ, ଆଉ ସୂର୍ଯ୍ୟ ଉଦୟ ସହିତ ନଳକୂପର ସମ୍ବନ୍ଧ କଣ ରହିବ ଉଚିତ୍?
3.ଗୃହର ଠାକୁର ଘର , ଗାଧୁଆ ଘର, ରୋଷେଇ ଘର, ସିଡି ଘର , children study room bedroom, washroom , drawing room , storeroom, meeting room, service room, working room, special occasion re Puja ପର୍ବରେ ଘର ଭିତରେ ଖାଇବାକୁ ଦେବା ର planning thile, room ra combination kemiti heba ଦରକାର,?
4.ଘର ର business କି dokana jadi ଥାଏ, ତାହେଲ କେଉଁ ଦିଗ କୁ ମୁଖ୍ୟ ଦ୍ଵାର ହେବା ଉଚିତ୍, ଏଇଟା ଘର ଠାରୁ separate heba ଉଚିତ୍ ନା connect kari kale bhala heba ?
5. ଘର ଯେତେ ମହଲା ହେଉ ନ କାହିଁକି ସବୁଥିରେ ବାସ୍ତୁ ଫର୍ମାଟ same rahiba na 1st floor pare ମନ ଇଛା change କରିହେବ ।
ମୁଁ ଜଣେ ଯୁବ ବର୍ଗ ଭାବରେ ଜାଣିବାକୁ ଚାହେଁ , ଆଶା କରୁଛୁ ଆପଣ ନିହାତି ଏ ବିଷୟ କୁ ଗୁରୁତ୍ଵ ଦେବେ।
ମୋ ପରି interested (ଇଛୁକ) ବ୍ୟକ୍ତି ମାନେ , ଅଧିକରୁ ଅଧିକ like, and comment କରନ୍ତୁ, ଯାହାକି promote କରିବ, motivate କରିବ, sir nku ପରବର୍ତ୍ତୀ ଭିଡିଓ ଆଣି ବାରେ।
OK
🙏🙏
sir pranam, physical kemiti dekha kari heba
Call me
Sir pranam
Ghara South East corner plot achi
Kan pratikara darkar please kuhantu
Call me
Sabu prakara jami bikri hoie jauchhi. Jadi kichhi asubidha achhi tebe aji kali ra bastibit ananku daki kichhi tanka kharcha kale ,bastu ra sabu dosha ra pratikara jaie paruchhi. Epari ki debatwoo, smasana, nibansha jaga re bi ghara tyari hoieparuchhi.
Better advìse
Sir pranam , can we purchase ghara badi plot or land of brahmans
Yes
Sir aapana astrology b dekhanti ki?
Yes
@@prakashchandradas015 mora tike dekhibe ki...jataka
Corner plot solution how
Talk to me
Sir, Ame ଗୋଟିଏ ଜଗା କିନୁଛୁ କିନ୍ତୁ ଘର କରିବା ପାଇ କିଛି ଲୋକ ଆମକୁ କହୁଛନ୍ତି ପଶ୍ଚିମ ପାଖରେ ଗୋଟିଏ ବର ଗଛ ଅଛି ତ ସେମାନେ କହିଛନ୍ତି ଗୋଟିଏ ଦେବୀ ଯିବା ଆସିବା କରୁଛି ବୋଲି କହୁଛନ୍ତି । ତ ଆମେ ସେ ଜଗା ରେ ଘର କରିପାରିବୁ କୁ ନାହିଁ । ଦୟାକରି ପରାମର୍ଶ ଦିଅନ୍ତୁ
Talk to me
Talk to me
@@prakashchandradas015 pls give your number sir
Sir ghar bari pate puskarani achhi please val ki nahi kuhantu sir
@@PurnachandraPurnachandra-mk5bj In which direction?
ᴛ𝚃𝚑𝚊𝚗𝚔 𝚢𝚘𝚞
Most welcome dear
Corner plot milichi kn kariba
Aie sir nku gift Kari diantu❤
@@AstroVastuBySubhranshu-n5q East and South corner
@@AstroVastuBySubhranshu-n5qsir any solutions
ସାର୍ ମୋ ବାପା ଙ୍କ ପିସା ଜାଗା ରେ ଘର କରିଚୁ ତାଙ୍କର କେହି ସନ୍ତାନ ନ ଥିଲେ ସେ ମୋ ବାପା ଙ୍କୁ ପୁଅ କରି ରଖିଥିଲେ/ସେ ଜାଗା ର କଣ ପ୍ରତିକାର କରିବା ଟିକେ କହିବେ
Call me
Sir phone number debe
Hello sir apananka number ta tike debeki
It's there in the video
ସାର୍, ଅନେକ ଅନେକ ଧନ୍ୟବାଦ
@@rabindrakumarsahoo1203 most welcome.
Thanks sir
Most welcome, sir
Thank u
Most welcome
Sir, Ame ଗୋଟିଏ ଜଗା କିନୁଛୁ କିନ୍ତୁ ଘର କରିବା ପାଇ କିଛି ଲୋକ ଆମକୁ କହୁଛନ୍ତି ପଶ୍ଚିମ ପାଖରେ ଗୋଟିଏ ବର ଗଛ ଅଛି ତ ସେମାନେ କହିଛନ୍ତି ଗୋଟିଏ ଦେବୀ ଯିବା ଆସିବା କରୁଛି ବୋଲି କହୁଛନ୍ତି । ତ ଆମେ ସେ ଜଗା ରେ ଘର କରିପାରିବୁ କୁ ନାହିଁ । ଦୟାକରି ପରାମର୍ଶ ଦିଅନ୍ତୁ