ବାସ୍ତୁ ସଚେତନତା: -ଗୃହରେ ମୁଖ୍ୟ ପ୍ରବେଶ ଦ୍ଵାର ର ଅବସ୍ଥିତି

Поделиться
HTML-код
  • Опубликовано: 27 дек 2024

Комментарии • 531

  • @t.n.timepass9800
    @t.n.timepass9800 3 года назад +1

    ବହୁତ ବହୁତ ଧନ୍ୟବାଦ ସାର୍ lଆପଣଙ୍କ ଭିଡିଓ ମୋର ବହୁତ ପସନ୍ଦ l

  • @jitendrajena3299
    @jitendrajena3299 Год назад

    ସାର୍ 🙏 😭 ଆପଣଙ୍କୁ ମୋର ଅନୁରୋଧ ମୋ ପରିବାର କୁ ରକ୍ଷା କରନ୍ତୁ ମୋର ଘର ନୟାଗଡ ଅଳରେ ଆପଣଙ୍କର ଫୋନ ନମ୍ବର ଦିଅନ୍ତୁ ଆମ ଘରକୁ ଆସିବା ପାଇଁ ଅନୁରୋଧ ଯାହା ଅର୍ଥ ବା ପାରିଶ୍ରମିକ ଦେବାକୁ ମୁଁ ଆଗ୍ରହ କରୁଛି 🙏🙏🙏

  • @mamatajena1981
    @mamatajena1981 2 года назад +1

    ଗୁରୁଜୀ ଆପଣ ମୋ ର ମୁଖ୍ୟ ଦ୍ଵାର ଐ ଶ ନ୍ୟ କୋନ ରେ ଅଛି ତାହା ର ପ୍ରତିକାର

    • @vastusachetanata9394
      @vastusachetanata9394  7 дней назад

      ପୂର୍ବ ଦିଗର ୩ୟ /୪ର୍ଥ ଭାଗରେ ଐଶାନ୍ୟ ଆଡ଼କୁ ଥିଲେ ଉତ୍ତମ, କିନ୍ତୁ ୧ମ/୨ୟ ଭାଗରେ ଐଶାନ୍ୟରେ ଥିଲେ ଅଶୁଭ । ପ୍ରତିକାର ସ୍ୱରୂପ ମୁଖ୍ୟ ଦ୍ଵାର ତଳେ ସବୁଜ ରଙ୍ଗ ଅଠାପଟି ଦେଇ ଦିଅନ୍ତୁ କିମ୍ବା ଷ୍ଟେନ୍‌ଲେସ ଷ୍ଟିଲ ପାତ ପୋତି ଦିଅନ୍ତୁ ।

  • @debaprasadmohapatra9235
    @debaprasadmohapatra9235 3 года назад

    Very good information. ଧନ୍ୟବାଦ🙏🙏🙏🙏🙏

  • @prasantasena9669
    @prasantasena9669 Год назад

    ସାରେ ମୁଁ ଘର କରି ପାରୁନି ବ୍ବହୁତ ଅସୁବିଧା ହେଉଛି ଆମର ପୂର୍ବରୁ ସେଇ ଜାଗାରେ ଗୋଟିଏ ଘର ଅଛି ତାକୁ ଲଗେଇ ଘର କରିବାକୁ ଚାହୁଁଛି ହେଲେ ବହୁତ ଅସୁବିଧା ହଉଚି ସାରେ ସେଥିପାଇଁ କଣ କରାଯାଇପାରିବ

    • @vastusachetanata9394
      @vastusachetanata9394  Год назад

      Nikatare thiba kounasi abhignya vastubitnku jaga dekhantu O paramarsha niyantu.

  • @nirupamasingh2679
    @nirupamasingh2679 3 года назад +5

    Thank you sir necessary information and excellent presentation

  • @minakhirout6076
    @minakhirout6076 2 года назад

    । ସାର୍, ଅଗ୍ନି କୋଣ କାଟିବା ପାଇଁ ଅପର ପାତ କେଉଁ ଦୋକାନ ରେ ମିଳିବ କହିଲେ ଖୁସି ହେବି🙏🙏🙏🙏🙏

  • @sukadevpangi409
    @sukadevpangi409 11 месяцев назад

    ସାର ପ୍ରଣାମ 🙏 ସାର ନଈରୁତ କୋଣ ରୁମ ଛୋଟ ଥିବାରୁ ମଝି କାନ୍ଥ ଲିଣ୍ଟାଲ ଲେବେଲ ରେ ବାଙ୍ଗିଲି ସାର ଉପରେ ଭୀମ ସହିତ ତାଜା ଅଛି, ଥିଲେ କଣ ଅସୁବିଧା ହେବ କି? ପ୍ଲିଜ଼ ସାର କୁହନ୍ତୁ 🙏🙏

    • @sukadevpangi409
      @sukadevpangi409 11 месяцев назад

      ସାର 🙏 reply କିଛି ଦେଲେନି 👆

  • @kananbaladevi8601
    @kananbaladevi8601 2 года назад

    NAMASKAR MAHASHAYA BASTU SACHETANATA BISAYA JANI

    • @vastusachetanata9394
      @vastusachetanata9394  Год назад

      ଧନ୍ୟବାଦ, ଜୟ ଜଗନ୍ନାଥ । ଏହିପରି ଅନ୍ୟ ଭିଡ଼ିଓ ଗୁଡ଼ିକ ଦେଖି ମୂଲ୍ୟବାନ ମତାମତ ଦେବାକୁ ଅନୁରୋଧ ।

  • @laxmidharsenapati3313
    @laxmidharsenapati3313 Год назад +1

    ସାର୍ ଆପଣଙ୍କୁ କୋଟି ପ୍ରଣାମ। ମୁଖ୍ୟ ଦ୍ବାର କରିବା ପାଈଁ ଆମକୁ ଅସୁବିଧା ହେଉଛି। କାରଣ ଆମ ଘର କୋଣ ଅସୁବିଧା ହେଉଛି। ପୂର୍ବ ଦିଗ କୋଣରେ ପଡୁଛି। ପଶ୍ଚିମ ଓ ଦକ୍ଷିଣ ଉତ୍ତର ସବୁ କୋଣରେ ପଡୁଛି।ଏହା ଆମେ କିପରି କରିବୁ। ଏଣୁ ଆପଣଙ୍କ ସହ ସାକ୍ଷାତ କରି ଆପଣ ଆମ ଘରକୁ ଆସିବାପାଇଁ ଅନୁରୋଧ କରୁଛୁ। ଆପଣଙ୍କ ନମ୍ବର ନିହାତି ଦରକାର।ଆମ ନମ୍ବର ହେଉଛି।୯୮୬୧୪୧୨୪୧୬

  • @taranisendash3573
    @taranisendash3573 3 года назад

    ଜୟ ଜଗନ୍ନାଥ ସର

  • @sachalaparida8857
    @sachalaparida8857 2 года назад

    ଧନ୍ୟବାଦ, sir, ଅପଣଂକର ପରାମର୍ଶ ପାଇଁ.

  • @somyapatel6969
    @somyapatel6969 3 года назад +1

    Thanking you sir...very informative advice....

    • @vastusachetanata9394
      @vastusachetanata9394  Год назад

      ଧନ୍ୟବାଦ୍, ଜୟ ଜଗନ୍ନାଥ | .ଏହିପରି ଅନ୍ୟ ଭିଡ଼ିଓ ଗୁଡିକ ଦେଖି ମୂଲ୍ୟବାନ ମତାମତ ଦିଅନ୍ତୁ I

  • @jinulatamohanty9482
    @jinulatamohanty9482 Год назад

    ସାର୍ ‌ଘର ର ମୁଖ୍ୟ ଦ୍ୱାରା ‌ସିଢି ତଳେ ଅବସ୍ଥିତ ଏହା ଉପରେ ଏକ ଭିଡ଼ିଓ କରନ୍ତୁ 🙏🏻🙏🏻🙏🏻🙏🏻

    • @vastusachetanata9394
      @vastusachetanata9394  Год назад

      Thik achhi. Dhanyabad.

    • @hrudanandapadhi9463
      @hrudanandapadhi9463 Месяц назад

      Sir gote ghare 3 ti mukhya dyara heiparibaki na.
      Jidi karaheichhi tar pratikar Kan achhi dayakari tike kuhantu

    • @vastusachetanata9394
      @vastusachetanata9394  Месяц назад

      ଅତି ଆବଶ୍ୟକ ଥିଲେ ନିର୍ଦ୍ଦିଷ୍ଟ ଦିଗର ୩ୟ/୪ର୍ଥ ଭାଗରେ କରିପାରିବେ, ନହେଲେ ନାହିଁ । ଯଦି ହେଇଯାଇଛି ପ୍ରଥମେ ଦେଖିବେ କେଉଁ ଦ୍ବାର ସମସ୍ୟା ଦେଉଛି ସେହି ଦ୍ୱାରର ପ୍ରତିକାର କରିବେ । ପ୍ରତିକାର ପାଇଁ ସେହି ନିର୍ଦ୍ଦିଷ୍ଟ ଦିଗର ରଙ୍ଗର ଟେପ ଦ୍ୱାରା ପ୍ରତିକାର କରିବେ । ସୁଫଳ ପାଇଲେ ଗରମାନେଣ୍ଟ ପ୍ରତିକାର ସେହି ଦିଗର ମେଟାଲ ଷ୍ଟ୍ରିପ ଲଗାଇବେ ।

  • @pradiptasahoo2296
    @pradiptasahoo2296 2 года назад +1

    ସାର୍ ନମସ୍କାର,ମୋ ରଶି ମକର, ଶ୍ରବଣ ନକ୍ଷତ୍ର ଘର ପାଇଁ କେଉଁଦିନ ଭୂମିପୂଜନ କଲେ ଭଲ ହେବ

  • @harshitapradhan4211
    @harshitapradhan4211 2 года назад +1

    Sir namaskar🙏. Bidisa plot ra mukhya dyara kemiti bahar karajiba sethipai gote video banantu please.

  • @jagabandhubehera346
    @jagabandhubehera346 Год назад

    Jay jagannaath🙏🙏🙏🙏🙏🙏

  • @diptiranisa3782
    @diptiranisa3782 7 месяцев назад

    East facing home ...main door east re hin kintu boundary gate south re rahile thik na nahi . Sir pls reply karantu

  • @haraharidas4907
    @haraharidas4907 Год назад

    JAY JAGANNATH SIR 🙏🙏

  • @ashokbarik3690
    @ashokbarik3690 Год назад

    ସାର ନମସ୍କାର 🙏🙏🙏

  • @sarojinichayani5315
    @sarojinichayani5315 2 года назад

    Bahut valalaguchi ama ghara north and east re situated

  • @ashokbarik3690
    @ashokbarik3690 Год назад

    ସାର 🙏🙏🙏

  • @asitbehera6388
    @asitbehera6388 10 месяцев назад

    ଗୁରୁ ଜି ,,, ନମସ୍କାର,,,, ମୋର ଘରର ମୁଖ୍ୟ ଦ୍ବାର ,,, ଅଗ୍ନି ରୁ କମ ଐଶ୍ଵାନ ରୁ ଅ ଅଧିକ ଅଛି ,,,, ମଝିରେ ଦ୍ବର ତେଣୁ ଠିକ୍ ଅଛିକି ଭୁଲ ଟିକେ କୁହନ୍ତୁ

    • @vastusachetanata9394
      @vastusachetanata9394  10 месяцев назад

      ଯେ କୌଣସି ଦିଗ ହେଉ ନା କାହିଁକି, ଦିଗର ୩/୪ର୍ଥ ଭାଗରେ ଥିବା ଦ୍ଵାର ସର୍ବୋତ୍କୃଷ୍ଟ । ଦେଖନ୍ତୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାର କେଉଁ ଭାଗରେ ପଡୁଛି l

  • @sachalaparida8857
    @sachalaparida8857 2 года назад

    Sir ପ୍ରଣାମ gharpratistha sarswatii puja re kale rabisudhi chandra ସୁଧୀର darkarnahi.???

    • @vastusachetanata9394
      @vastusachetanata9394  2 года назад

      Loka matare Akshaya tritiya, Srigundicha O Sreepanchami ati subha dina hoithibaru subhakarya Chandra/rabi sudhi nathile madhya karajaipariba. Kintu eha sabubele thick nuhe.

  • @gadadharbhue2510
    @gadadharbhue2510 3 года назад +2

    Nua Ghara shubha debara video Banantu guruji

  • @RajendraBehera-u5l
    @RajendraBehera-u5l 4 месяца назад

    Sir,is there any book written by you, please mention.

    • @vastusachetanata9394
      @vastusachetanata9394  4 месяца назад

      ନା, ଏ ପର୍ଯ୍ୟନ୍ତ ବାସ୍ତୁ ଉପରେ କୌଣସି ବହି ଲେଖିନାହିଁ l କିଛି ଷ୍ଟୁଡେଣ୍ଟ ମୋ ଭିଡ଼ିଓକୁ ଅବିକଳ ପ୍ରିଣ୍ଟ କରି ରଖିଛନ୍ତି । ସେଗୁଡ଼ିକ ପଛରେ ବହି ରୂପେ ପ୍ରକାଶ ପାଇବ ।

  • @chakadolafashion5205
    @chakadolafashion5205 9 месяцев назад

    Sir, pranaam, east face house ra main door open inout side,but it is a shop of our house,what kind of prevention and solve that

    • @vastusachetanata9394
      @vastusachetanata9394  9 месяцев назад

      ପୂର୍ବର ୩ୟ /୪ର୍ଥ ଭାଗରେ ମୁଖ୍ୟ ଦ୍ଵାର ଥିଲେ କୌଣସି ଅସୁବିଧା ନାହିଁ |

  • @nibeditabiswal4206
    @nibeditabiswal4206 2 года назад

    Namaskar sir.Dhanyabad

  • @rajalaxmikhuntia5480
    @rajalaxmikhuntia5480 2 года назад

    Main door clockwise open ହେବା ଅର୍ଥ କଣ କବାଟ ଟି ଭିତର ପଟୁleft side wallରେ ରହିବ କି?

  • @minakhirout6076
    @minakhirout6076 2 года назад

    Sir kindly advise me if my Agnee corner of my house is 10,, bigger than Ishan corner please give me the remed

  • @sanjeetsahoo7811
    @sanjeetsahoo7811 3 года назад

    ସାର୍ ସୂର୍ଯ୍ୟ ଡିଆଁ ଘର ବିଷୟ ରେ ବର୍ଣ୍ଣନା କରନ୍ତୁ

  • @SubhaShree-c4b
    @SubhaShree-c4b 11 месяцев назад

    Sir 🙏.sir amara plot bahut chot, amara men dwar utar digaku achi,purba pate bi gote dwat achi seita bari pata and men pata 2 side jai haba,amara sidi ghara dakhila au paschima konare achi ama space bi bahut Kam so amara sidi tale latin bathroom hei pariba ki pariba ki,

    • @vastusachetanata9394
      @vastusachetanata9394  11 месяцев назад

      ଦକ୍ଷିଣ ଓ ପଶ୍ଚିମ ଦିଗ ମଧ୍ୟରେ SSW ବୋଲି ଏକ ଅଶୁଭ ସ୍ଥାନ ଅଛି I ପ୍ରଥମେ ସେହି ସ୍ଥାନକୁ କମ୍ପାସ୍ ଦ୍ଵାରା ଚିହ୍ନଟ କରି ସେଠାରେ ଲାଟିନ ବାଥରୁମ୍ କରନ୍ତୁ ତାହା ସିଡ଼ ତଳ ହେଉ ବା ସେହି ପାଖାପାଖି କେଉଁଠି ହେଉ ।

    • @SubhaShree-c4b
      @SubhaShree-c4b 11 месяцев назад

      Sir apanka sahit katha hei paribi ki

  • @kamalkantasamanta2263
    @kamalkantasamanta2263 3 года назад

    Bahutu bhala

  • @sachalaparida8857
    @sachalaparida8857 2 года назад

    Aisanya kona re thakurank ghara achi, ta pakha re bedroom, ta pakha re bathroom achi, purba ru paschima diga ku, utara diga pate, heba ki????

    • @vastusachetanata9394
      @vastusachetanata9394  2 года назад

      Uttara digare bathroom chaliba, kintu pariskar parichhanna rahiba uchit.

  • @bapunakumarbehera3652
    @bapunakumarbehera3652 3 года назад +1

    Sir ama ghara west ku badhajaichi....kichhi pratikara diantu plz

  • @tapankumar941
    @tapankumar941 3 года назад

    Ati sundar upastapana

  • @ganeshchandrarath942
    @ganeshchandrarath942 2 года назад +1

    Sir apanku dakile apana asibe sir

  • @swapnalenka7653
    @swapnalenka7653 26 дней назад

    Sir ama ghara mukhya dwara utara digaku achhi, utara ku vaga thhu badheiki putika baranda karichhu, thik ki vul tike kuhantu sir,

    • @vastusachetanata9394
      @vastusachetanata9394  26 дней назад

      ଏଥିପାଇଁ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତକୁ ଡାକି ଘର ଦେଖାନ୍ତୁ ଓ ନିଜ ସମସ୍ୟା ମଧ୍ୟ କୁହନ୍ତୁ । ସେ ମହାଶୟ ଘର ଦେଖି ସମସ୍ୟାକୁ ବୁଝି ଯାହା ପ୍ରତିକାର ଆବଶ୍ୟକ କହିବେ ।

  • @karttikmarandi4087
    @karttikmarandi4087 3 года назад +1

    🙏 purubh digoh re rashtaa nahee rashtaa tee poshchemo digoh re poduche tahole kon koragebo sir tekey kuhontu na sir🙏

    • @vastusachetanata9394
      @vastusachetanata9394  3 года назад

      Mo channel re thiba Paschima digara Mukhyadwar O tahara phala dekhantu.

  • @binayaksamantaray6014
    @binayaksamantaray6014 3 года назад

    Dakhinamukhi gruhare ditiya o tritiya bhagare mukhyadwar Kariba chalanla. Ki ? Dayakari vldio deba.pranam .

  • @neriyabhuyanneriyabhuyan2314
    @neriyabhuyanneriyabhuyan2314 3 года назад

    Nice poit sar

  • @manojsenapati8122
    @manojsenapati8122 3 года назад

    pooja room upare 1st floor re kau room heipariba..plz suggest

  • @mrutyunjayadas5950
    @mrutyunjayadas5950 2 года назад

    Agni Kona (kitchen) side badhiki rahile kichhi kharap ki...???

  • @ranjanbaisakh6000
    @ranjanbaisakh6000 3 года назад

    ଗୁରୁଜୀ ମୁଁ ଘର ଦକ୍ଷିଣ ଦିଗକୁ ବଢାଇବାକୁ ଚାଁହୁଛି. କିପରି ସମ୍ଭବ ଆପଣଙ୍କର ପରାମର୍ଶ ଚାଁହୁଛି.

    • @vastusachetanata9394
      @vastusachetanata9394  3 года назад

      ଜାତକ ରେ ମଙ୍ଗଳ ଅଶୁଭ ଥିଲେ ଦକ୍ଷିଣ ଦିଗକୁ ଘର ବୃଦ୍ଧି କରାଯାଏ ନାହିଁ

  • @aswininagrajvlog490
    @aswininagrajvlog490 3 года назад

    ମୋବାଇଲ ନମ୍ବର ସାର

  • @shubhramohanty09
    @shubhramohanty09 2 месяца назад

    Sir ghoro ro utara digo ku ghoro brudhi korihebo ki
    Ghoro ro main entrance

    • @vastusachetanata9394
      @vastusachetanata9394  2 месяца назад

      ଘର ବୃଦ୍ଧି କରିବା ପୂର୍ବରୁ କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଘର ଓ ନିଜ କୁଣ୍ଡଳୀ ଦେଖାନ୍ତୁ । ଘର କେତେ ବୃଦ୍ଧି କରିବେ ତାର ଶୁଭ ମାପ, ବ୍ରହ୍ମବିନ୍ଦୁ ଠିକ୍ ଯାଗାରେ ଅଛି କି ନାହିଁ, ଉତ୍ତର ଦିଗର ଅଧିପତି ଗ୍ରହ ନିଜ ପାଇଁ ଶୁଭ ଅଛନ୍ତି କି ନାହିଁ, କେବେ କଲେ ଶୁଭ ହେବ ତାହା ତାଙ୍କଠାରୁ ଜାଣି ଗୃହ ବୃଦ୍ଧି କରିପାରିବେ ।

  • @Sahoo5009
    @Sahoo5009 2 года назад

    North face House ra entrance re stair thile kichhi problem achhi ki ?

    • @vastusachetanata9394
      @vastusachetanata9394  2 года назад

      Kebe tharu staircase achhi? Kichhi asubidha heuchiki? Heuthile pratikara karibe, nahele nahi.

    • @Sahoo5009
      @Sahoo5009 2 года назад

      @@vastusachetanata9394 ଏଯାବତ୍ କିଛି ଅସୁବିଧା ନାହିଁ ଆଜ୍ଞା । ସବୁ ଠିକ୍ ଚାଲିଛି । ଆମେ ସମସ୍ତେ ଭଲ ଅଛୁ । ସିଡି ଟି ଉତ୍ତର ଦିଗକୁ ମୁହଁ ହୋଇ ପୂର୍ବ କୁ ବାଟ ଅଛି । ସିଡି ତଳେ ଘରର ମୁଖ୍ୟ ପ୍ରବେଶ ଦ୍ବାର ରହିଛି ଏବଂ ଆମେ ସମସ୍ତେ ତାର ତଳେ ଯିବା ଆସିବା କରୁଛୁ । ସିଡିର ବାମ ପଟେ ଗୋଟେ master bedroom ଅଛି ଆଉ ଡାହାଣ ପଟେ ଐଶନ୍ୟ କୋଣରେ ଠାକୁର ଘର ରହିଛି । ସିଡି ଟି ସେଇ ମଝିରେ ବାଟ ଘରେ ଅଛି । କିଛି ଅସୁବିଧା ହେବ କି ? କଣ ପ୍ରତିକାର ରହିଛି କୁହନ୍ତୁ ଆଜ୍ଞା ।

    • @vastusachetanata9394
      @vastusachetanata9394  2 года назад

      Kichhi asubidha nahi ta pratikara abashyaka nahi. Deha bhala thile kete thara doctor pakhaku jaichhanti? Bhalare achhanti mane ghare hata marantu nahi. Bhala kharapa heijaipare.

    • @Sahoo5009
      @Sahoo5009 2 года назад

      @@vastusachetanata9394ମୁଁ ଆପଣଙ୍କ ଭିଡିଓ ଦେଖି ହିଁ ଘର ବନେଇଛି । କିନ୍ତୁ ସିଡି ବାବଦରେ ଟିକେ ସନ୍ଦେହ ଥିଲା, କାରଣ ସେତେବେଳକୁ ଆମେ ସିଡି ଘର ବନେଇ ସ।ରିଥିଲୁ । ଆପଣଙ୍କ ଉତ୍ତର ପାଇବା ପାରେ ଆଶ୍ୱସ୍ତି ବୋଧ ହେଉଚି । ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା । ପ୍ରଣାମ । 🙏

    • @vastusachetanata9394
      @vastusachetanata9394  2 года назад

      Dhanyabad.

  • @madhabkhara3238
    @madhabkhara3238 3 года назад

    Jay Jagannath

  • @debamohanty5894
    @debamohanty5894 3 года назад +2

    Sir,
    Namaskar.
    Sir thank you for Vastu tips.
    I would like to say regarding GOMUKHI PLOT.
    Keteka Vastuvit kahuchhanti je GOMUKHI plot re East & North is very best.
    South, West is very bad

  • @sachalaparida8857
    @sachalaparida8857 Год назад

    Sir ପ୍ରଣାମ, ଆପଣଙ୍କ ପରାମର୍ଶ ମୋପାଇଁ ମୂଲ୍ୟବାନ. ଏଣୁ ଆପଣ କିଛି ପରାମର୍ଶ ଦିଅନ୍ତୁ.

  • @sandhyaranibarik8718
    @sandhyaranibarik8718 2 года назад

    Sir ama ghara ra south pate gharaku chhadiki gote nua rosei ghara kariparibu ki ???

  • @sakuntalapanigrahi9475
    @sakuntalapanigrahi9475 3 года назад

    Sir osousto brukhya jodi ghoro kantho re bodhi jai kou dino katibu .....antho ru gocho ta katili saithi puni kantho teki paribu ki

    • @vastusachetanata9394
      @vastusachetanata9394  3 года назад +1

      Rabi kimba budhabarare subha bela dekhi puja kari katibe O puni.kantha teki paribe.

    • @sakuntalapanigrahi9475
      @sakuntalapanigrahi9475 3 года назад

      @@vastusachetanata9394 tq sir dhanabad sir 🙏🙏

  • @uncalbluu7757
    @uncalbluu7757 2 года назад

    Namskar sir otar digako door kety bhagr rakha jaie

  • @sunilrath9098
    @sunilrath9098 Месяц назад

    Sir vayu kona bada achi tar prati kara kan karibaku padiba

    • @vastusachetanata9394
      @vastusachetanata9394  Месяц назад +1

      ବାୟୁ କୋଣ ଆର୍ଥିକ ସାହାଯ୍ୟର ଦିଗ । ଏହି ସମସ୍ୟା ଆସୁଥିଲେ ବର୍ଦ୍ଧିତ ଅଂଶକୁ ଲୁହା ପାତ ଦ୍ୱାରା କଟ୍ କରିଦେବ ।

  • @LuxePihu
    @LuxePihu 3 года назад

    Sir namaskar,main gate duita rakhiba darkar ki?gote bada & gote chhota

    • @vastusachetanata9394
      @vastusachetanata9394  3 года назад

      Gote rakhiheba, abasyaka anujai 2ta madhya rakhiheba, gote bada O gote sana.

    • @LuxePihu
      @LuxePihu 3 года назад

      Thank you sir

  • @rupalisingha8119
    @rupalisingha8119 2 года назад

    Sir flat re house ra mukhya dwara west facing hele kn haba

    • @vastusachetanata9394
      @vastusachetanata9394  2 года назад

      Paschimara 3/4th bhagare thile bhala, Anya bhagare thile colour, colour Patti kimba metal strip dwara sansodhana karibaku padiba. Taa purbaru kan asubidha heuchi taha janibaku padiba.

    • @rupalisingha8119
      @rupalisingha8119 2 года назад

      @@vastusachetanata9394 new house te kini ba ku jau chu ,ago ku asu bidha habo ki

    • @rupalisingha8119
      @rupalisingha8119 2 года назад

      3/4 kn bhujhi Pari li ni

    • @vastusachetanata9394
      @vastusachetanata9394  2 года назад +1

      Bastu sastrare biswas thile kiniba purbaru kounasi abhignya vastubitnku daki dekhantu.

    • @vastusachetanata9394
      @vastusachetanata9394  2 года назад

      Digaku 8 bhaga kari trutiya O chaturtha bhaga.

  • @chudamaninag4654
    @chudamaninag4654 2 года назад

    ସାର୍ ମୋର ଘର ଉତ୍ତର ମୁଖା କଲେ କ'ଣ ଅସୁବିଧା ଅଛିକି

  • @skrout2566
    @skrout2566 9 месяцев назад

    Sir plot ro agni kona re borwell khola heichi kn pratikar karibaku padibo ki ??

    • @vastusachetanata9394
      @vastusachetanata9394  9 месяцев назад

      କେବେଠାରୁ ବୋରୱେଲ ଖୋଳା ହୋଇଛି? ଏ ପର୍ଯ୍ୟନ୍ତ କୌଣସି ଅସୁବିଧା (ଆର୍ଥିକ ଅସୁବିଧା, ଦୁର୍ଘଟଣା) ଆସିଛି କି?

    • @skrout2566
      @skrout2566 9 месяцев назад

      @@vastusachetanata9394 ଗତ ବର୍ଷ.

    • @skrout2566
      @skrout2566 9 месяцев назад

      Amy sei jaga re permanently shipt heinu sir. Kintu maaa nko operation heichi taporo thu

  • @minaketansahoo6642
    @minaketansahoo6642 7 дней назад

    sir, 2ta plot ku
    misaiki ghar karihebaki

    • @vastusachetanata9394
      @vastusachetanata9394  7 дней назад

      ହଁ, କରିହେବ । ଅନେକ ଯାଗାରେ ଏପରି ହେଉଚ଼ି ।

  • @kapuranaik3738
    @kapuranaik3738 5 месяцев назад

    🌹👌👍♥️

  • @sandhyaranibehera2191
    @sandhyaranibehera2191 Год назад

    Sir namaskar mu gote plot kinibaku chahunchi but sei plot ra face west adaku rahuchi ....kichi asubidha heba ki

  • @sachalaparida8857
    @sachalaparida8857 Год назад

    Sir ପ୍ରଣାମ, ଇସାନ ଠାକୁର. ଠାକୁର ଙ୍କ ଘରେ ରହିପାରିବେତ.? ଆପଣଙ୍କ ପରାମର୍ଶ ମୋର ଆବଶ୍ୟକ.

  • @rajalaxmikhuntia5480
    @rajalaxmikhuntia5480 2 года назад +1

    ଆମ ମୁଖ୍ୟ ଦ୍ଵାର Southପଟେ । ମୁଖ୍ୟ ଦ୍ଵାରକୁ ଲାଗି Southwest ପଟକୁ master bedroom,,କିନ୍ତୁ ତା door east ପଟେ,ଯାହାକି entranceରେ ବାହାର ପଟୁ ଆସିଲେ left side ପଡୁଛି ।is it right

  • @sukadevpangi409
    @sukadevpangi409 Год назад

    ସାର 🙏 ପୂଜା ରୁମ ର କେଉଁ ଦିଗରେ ବେଣ୍ଟିଲେସନ ଦେଇହେବ? ସାର ଦୟାକରି କୁହନ୍ତୁ l 🙏

    • @vastusachetanata9394
      @vastusachetanata9394  Год назад

      ପୂଜାଘରେ ଉତ୍ତର କିମ୍ବା ପୂର୍ବ ଯେଉଁ ଦିଗରେ ସୁବିଧା ଥିବ ଛୋଟ ଝରକା କିମ୍ଵା ଭେଣ୍ଟିଲେସନ ରଖିପାରିବ I

    • @sukadevpangi409
      @sukadevpangi409 Год назад

      @@vastusachetanata9394 ସାର 🙏 ସାର tv stand ବା tv କେଉଁ ଦିଗରେ ରଖି ପାରିବୁ?

    • @vastusachetanata9394
      @vastusachetanata9394  11 месяцев назад +1

      @sukadevpangi409 ଟିଭି ପାଇଁ ଉତ୍ତମ ଦିଗ ହେଉଛି ENE , ତା ଛଡ଼ା ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଯାହା ଘରର ଯେଉଁଠି ସୁବିଧା ଟିଭି ରଖିପାରିବେ। କୌଣସି ଅସୁବିଧା ନାହିଁ l ଏ ବିଷୟରେ ଆଗକୁ ଏକ ଭିଡିଓ ହେବାର ଅଛି I ଧନ୍ୟବାଦ୍, ଜୟ ଜଗନ୍ନାଥ ।

    • @sukadevpangi409
      @sukadevpangi409 11 месяцев назад

      @@vastusachetanata9394 ଧନ୍ୟବାଦ ସାର 🙏🙏🙏

    • @sukadevpangi409
      @sukadevpangi409 11 месяцев назад

      @@vastusachetanata9394 ସାର ଘର ର ଦୁଆର ବନ୍ଦ କେଉଁ ବାର, ଜଗ, ନକ୍ଷତ୍ର, ତିଥି ରେ ପକାଇ ବାକୁ ହେବ? କୁହନ୍ତୁ 🙏

  • @sukadevpangi409
    @sukadevpangi409 Год назад

    ସାର 🙏ଆମର ଦକ୍ଷିଣ ମୁଖ୍ୟ ଦୁଆର ଅଛି ଏବଂ ଜଣେ ତେଲୁଗୁ ବାସ୍ତୁ ବିତ କୁ ଡାକି ଥିଲି l ମୁଖ୍ୟ ଦୁଆର ସାମନା ୱାଲ କୁ ଲକ କରିବା ପାଇଁ ଏବଂ ଅଗ୍ନି କୋଣ ରେ grill କବାଟ ଲଗାଇବା ପାଇଁ ସାର ଏତିରେ କୌଣସି ଅସୁବିଧା ଅଛି କି? Grill ଟି ମୁଖ୍ୟ ଦୁହାର ହିସାବ ହେବ କି? କାହିଁକି କି ନା ଭାଷା ପାଇଁ ଅଡୁଆ ହେଇଗଲି l plese reply🙏

    • @vastusachetanata9394
      @vastusachetanata9394  Год назад

      ଏମିତି ଜାଗା ନଦେଖିଲେ କିଛିି ଜାଣି ହେବ ନାହିଁ । ଯିଏ ଦେଖିଥିଲେ ସିଏ ହିଁ କହିପାରିବେ I Grill Gate ମୁଖ୍ୟ Gate ହେଇ ପାରିବ । ଅଗ୍ନି କୋଣରେ stainless steel Gate ଶୁଭଫଳ ଦେଇଥାଏ।

    • @sukadevpangi409
      @sukadevpangi409 Год назад

      ସାର 🙏 ସାର ଉତ୍ତର ପଟେ ତାଜା କରି ଦେଇଚୁ ତାହା ବାଙ୍ଗିବାକୁ କହିଲେ ନ ବାଙ୍ଗିଲେ କଣ ସମସ୍ୟା ହେବ ଦୟାକରି କୁହନ୍ତୁ ସାର 🙏

    • @vastusachetanata9394
      @vastusachetanata9394  Год назад +1

      ତାଜାକୁ ନଭାଙ୍ଗି ତା ଉପରେ ହାଲୁକା ଜିନିଷ ରଖିପାରିବେ ।

    • @sukadevpangi409
      @sukadevpangi409 Год назад

      @@vastusachetanata9394 🙏ବହୁତ ବହୁତ ଧନ୍ୟବାଦ ସାର 🙏

    • @sukadevpangi409
      @sukadevpangi409 Год назад

      @@vastusachetanata9394 ସାର 🙏 ସାର ମୋର ଦକ୍ଷିଣ ମୁକ ଦୁହାର ଅଛି l ଜଣେ ତେଲୁଗୁ ବାସ୍ତୁ ବିତ ଆସି ଥିଲେ ଏବଂ ଦକ୍ଷିଣ ପଟକୁ ବନ୍ଦ କରି ପୂର୍ଵ ପଟକୁ କରିବା ପାଇଁ l ଯେଉଁ ପଟ କୁ ଦେଖେଇ ଛନ୍ତି ତାହା ଅଗ୍ନି କୋଣ କିନ୍ତୁ ମୋବାଇଲ କମ୍ପାସ ରେ ପୂର୍ଵ ଦିଗ ଦେକଉଛି l ଐସାନ୍ୟ କୋଣ ରୁ 28ପୁଟ l ଶେଷ 6ପୁଟ ରେ ବାଟ ଅଛି l 22+6=28 l ସାର ଆପଣ ଦୟାକରି କୁହନ୍ତୁ କଣ କରିବି 🙏

  • @jyosnamohanty8175
    @jyosnamohanty8175 Год назад

    If plot is south direction, can we buy if it is good or not

    • @vastusachetanata9394
      @vastusachetanata9394  Год назад

      ଯଦି ୩/୪ ଭାଗରେ ମୁଖ୍ୟ ଦ୍ଵାର ମିଳିଯାଉଥାଏ, ତେବେ ଦକ୍ଷିଣ ଦିଗ ପ୍ଳଟ କିଣିପାରିବେ ।

  • @sunilkumarjena4105
    @sunilkumarjena4105 2 года назад +1

    Sir namaskar nauruta kono khandia hoichi abaun pare maila tanki hoichi pratikara

    • @vastusachetanata9394
      @vastusachetanata9394  2 года назад

      Khandia pain brass helix 3t nairuta kanthare lagantu O kanthaku yellow colour karantu. Septic tank ku brass strip dwara sansodhana karantu.

  • @anilkumarsahoo12
    @anilkumarsahoo12 2 года назад

    🙏sir right katha

  • @Pàrësh_kúmâr_Bãrík
    @Pàrësh_kúmâr_Bãrík 3 года назад

    ସାର୍, ବାସ୍ତୁଶାସ୍ତ୍ର ଅନୁଯାୟୀ ଗାଇ 🐄 ଘର 🏠 କେଉଁ ହେବା ଉଚିତ

  • @kartikakumardanasana8428
    @kartikakumardanasana8428 3 года назад

    Sir moghara Ra Dwara uttarare achhi kichhi asubidha heba ki

  • @manojkumarsamal.902
    @manojkumarsamal.902 Год назад

    ସାର୍ ନମସ୍କାର,ଘରର ଛାତ କୁ ପଶ୍ଚିମ ଓ ଦକ୍ଷିଣ କୁ ବାଲକୋନୀ ପାଇଁ ବଢାଇ ହେବ କି?🙏🙏

    • @vastusachetanata9394
      @vastusachetanata9394  Год назад

      କାହିଁକି ହେବ ନାହିଁ? ନିଶ୍ଚିତ ହେଇ ପାରିବ । କିନ୍ତୁ ପଶ୍ଚିମର WNW ଓ ଦକ୍ଷିଣର ssw ର ବାଲକୋନୀ ଶୁଭ ନୁହେଁ। ଏହାକୁ ବିଚାର କରି କରିବେ ।

  • @KonalaDigala
    @KonalaDigala 9 месяцев назад

    Sir mukhy dwara dakhina digare heipariba ki nanhi😊😊😊😊

    • @vastusachetanata9394
      @vastusachetanata9394  9 месяцев назад

      ହଁ ହେଇପାରିବ, କିନ୍ତୁ ଦକ୍ଷିଣର ଅନ୍ୟ ଭାଗ ଅପେକ୍ଷା ୩/୪ର୍ଥ ଭାଗରେ ମୁଖ୍ୟଦ୍ୱାର ଶୁଭଫଳ ଦେଇଥାଏ ।

  • @SubhaShree-c4b
    @SubhaShree-c4b 11 месяцев назад

    And ama ghara agaru hei sarichi,ama latin ghara tharu bahut dura, marriage pare mu bhabuchi sidi tale latin bathroom karibaku,and latin tanki amara uttar paschim konare karibaku chahuchi so please please sir mote kichi upaya kahile mu upakruta heiparibi,and jadi apanka sahit katha hei paribi mo asibidha mu kahi paranti

    • @vastusachetanata9394
      @vastusachetanata9394  11 месяцев назад

      ସେପଟିକ ଟ୍ଯାଙ୍କ ଉତ୍ତର-ପଶ୍ଚିମ ଓ ପଶ୍ଚିମ ମଧ୍ୟରେ WNW ବୋଲି ଏକ ଅଶୁଭ ସ୍ଥାନ ଅଛି, ସେଠାରେ କରନ୍ତୁ । କୌଣସି ବସ୍ତୁ ଦୋଷ ଉତ୍ପନ୍ନ ହେବନାହିଁ । ଜାଣି ନ ପାରିଲେ ନିକଟସ୍ଥ କୌଣସି ଅଭିଜ୍ଞ ବାସ୍ତୁ ବିତଙ୍କ ପରାମର୍ଶ ନଅନ୍ତୁ ।

  • @nityananda8558
    @nityananda8558 3 года назад +1

    Thankyou sir 🙏💯 ru 💯 right

  • @sachalaparida8857
    @sachalaparida8857 Год назад

    ଗୁରୁଜୀ ପ୍ରଣାମ. ଇସାନ ଠାକୁରଙ୍କ ଘରେ ରହିବେତ?

  • @deepakadhya
    @deepakadhya 3 года назад

    Sir moro toilet&bathroom NNW karichhi is it ok or bed if it wrong what's the remedies

  • @bhagirathimohanta2041
    @bhagirathimohanta2041 9 месяцев назад

    Sir paschima purba dwara sidha sidha rahile kana kichi asubidha achhi amaku tikia kuhantu

    • @vastusachetanata9394
      @vastusachetanata9394  9 месяцев назад

      ମୁଖ୍ୟ ଦ୍ଵାର ଓ ବାଡ଼ିଦ୍ଵାର ସାମନା ସାମନି ରହେ ନାହିଁ, କାରଣ ଦ୍ଵାର ଯଦି ଶୁଭ ଭାଗରେ ଥାଏ ତେବେ ଶୁଭ ଉର୍ଜା ଏପଟେ ପଶି ସେପଟେ ବାହାରିଯାଏ । ଘରକୁ କିଛି ଲାଭ ମିଳି ନ ଥାଏ ।

  • @diptimayeenayak5383
    @diptimayeenayak5383 Год назад

    Sir🙏.. Mun ghara karichhi kan bhul achi jani paruni... Apanaka number diantu sir🙏

  • @sureshchandrasethi7317
    @sureshchandrasethi7317 3 года назад

    32 debatankanama guruji gote video kartu e mora anurodha

    • @vastusachetanata9394
      @vastusachetanata9394  3 года назад

      Bartaman a video kale lokamananku biraktikara bodha heba. Vastu sikshya debabela a bisayare kahibi.

    • @vastusachetanata9394
      @vastusachetanata9394  3 года назад

      Mo channel re a bisayare video achhi, dekhantu.

  • @sushilparida9503
    @sushilparida9503 3 года назад

    pani tanki kou digare rahiba bhala plz ?

    • @vastusachetanata9394
      @vastusachetanata9394  3 года назад

      Mo channel re thiba underground water tank O overhead water tank video dekhantu.

  • @santoshkumarjena3283
    @santoshkumarjena3283 3 года назад

    ବହୁତ ସୁନ୍ଦର ଆଲୋଚନା ଆଜ୍ଞା । ସାର ଆପଣଙ୍କ ph no ମିଳିପାରିବ ?

  • @sibupatra3287
    @sibupatra3287 Год назад

    Sir ନମସ୍କାର 🙏🙏 ଆପଣ ଦୟାକରି କହିବେ କି କଉ କଣ ରେ ଶୁଭ ଦିୟା ଯିବ 🙏

    • @vastusachetanata9394
      @vastusachetanata9394  Год назад

      Jeun masare gruharambha karibe sehi masa O Dina ku dekhi nagasudhi Jani keunthi subha diajiba janapadithai.

    • @sibupatra3287
      @sibupatra3287 Год назад

      @@vastusachetanata9394 sir ai masa 14 tarikh subha padiba mane sukrabar,, ai ghara ti heuchi bichha rasi amo maa nka rasi re

  • @padmininaik2603
    @padmininaik2603 2 года назад

    Sir date 16 ku subha achi ki nhi plz tike kahibe..

  • @God14366
    @God14366 3 года назад

    ସାର ଆମ ଘର ଦକ୍ଷିଣ ପଶ୍ଚିମ 244° ରେ ଅଛି ତାର କିଛି ଉପାୟ ବତନ୍ତୁ sir ଆଉ stair anticlockwise au stair tale Latin ranking achi...Kochi upaya batantu sir..

    • @vastusachetanata9394
      @vastusachetanata9394  3 года назад

      Eha bidisha plot ra ghara. Asubidha heuthile jane uttama vastubitnku daki ghara dekhantu.

    • @God14366
      @God14366 3 года назад

      @@vastusachetanata9394 hau sir..

  • @monalisamohanty809
    @monalisamohanty809 8 месяцев назад

    Sir ghara ra front re latin bathroom door achi kichi problem habaki kuhantu sir please

    • @amazin263
      @amazin263 8 месяцев назад +1

      Not good

  • @bikramnayak1976
    @bikramnayak1976 3 года назад

    Sir main door chhadiki gharara another door ku ame ama subidha anusare kari paribu ki

  • @abhilashmishra1806
    @abhilashmishra1806 3 года назад

    Sir direction (Kona) Ghar Ra mukha and Pacha dwar vitare stira haba jadi boundary nathae?
    Pacha dwar pakhare north-east Kona re toilet Achi any problem?

  • @sanjitdash9674
    @sanjitdash9674 2 года назад

    Sir ନମସ୍କାର l ଆପଣଙ୍କ ଯୋଗାଯୋଗ ନୁମ୍ବର ଦିଅନ୍ତୁ l ମୋର ଘର ପାଇଁ planning କରିବାର ଅଛି l 🙏

  • @sachalaparida8857
    @sachalaparida8857 2 года назад

    Sir ପ୍ରଣାମ. ଘରେ ତିନିଭାଇ ଭିତରୁ ସଭାସାନଭାଇ ମରିଯାଇଛନ୍ତି. ବଡଭାଇ ଛାମାସ ପରେ ଘର ପ୍ରତିଷ୍ଠା କରି ପାରିବେତ???

  • @sachalaparida8857
    @sachalaparida8857 2 года назад +2

    ଆପଣଙ୍କ ପରାମର୍ଶ ପାଇଁ ଧନ୍ୟବାଦ. କଣକଣ ଦେଖି ଘର ପ୍ରତିଷ୍ଠା କରିବୁ????.

  • @digambarrout375
    @digambarrout375 3 года назад +2

    ସାର ଆମଗାଉଁଲି ମତରେ mandoor ଡାହାଣକୁ ବେଶୀ ବାମକୁ କମ ରଖି କରିବା କଥା କେତେ ଭଲ

  • @deepakodiayoutubchannel3675
    @deepakodiayoutubchannel3675 2 года назад

    ସାର୍ ପ୍ରଣାମ ଆପଣଙ୍କ nbr diantu janiheuni

  • @sandharraut2643
    @sandharraut2643 3 года назад

    ସାର 100%

  • @artandpainting8618
    @artandpainting8618 3 года назад

    Sir pani tank koupata konare rakhiba

    • @vastusachetanata9394
      @vastusachetanata9394  3 года назад

      Mo channel re thiba underground/overhead water tank video dekhantu.

  • @BhagyashreeDaslovedestiny
    @BhagyashreeDaslovedestiny Год назад +1

    Hi Sir, our house is under construction , can we extend the house beyond the layout area in the northwest direction for the purpose of garage?

  • @gayadharsagadia4940
    @gayadharsagadia4940 3 года назад

    Sir ghara ra mukhyadwar dakhina ku achhi pratikar kan heiparib karan ghare kaha deha valarahuni asanti lagirahuchi

    • @vastusachetanata9394
      @vastusachetanata9394  3 года назад

      Dakhina dwara 3/4 bhagare thile bhala, anya bhagare thile cupper strip re pratikara karibe. Sabubele dehapaa kharap lagi rahuthile kounasi uttam vastubitnku daki ghara dekhantu.

  • @sripatisahu7752
    @sripatisahu7752 3 года назад

    Excellent boss

  • @PrinceBhutia-w6w
    @PrinceBhutia-w6w Год назад

    Sir ଆମୋ ଘର ର ମୁଖ୍ୟ ପ୍ରବେଶ ବାଟ 5 ଭାଗ ରେ ଅଛି । Sir କଣ କରିବ ଉଚିତ୍।ଆଉ କୌଣସି ଭାଗ ରେ ହେଇପାରିବ। ଏହାର ପ୍ରତିକାର କୁହନ୍ତୁ।

    • @vastusachetanata9394
      @vastusachetanata9394  Год назад

      Ghara ku bhaga nakari digaku bhaga kari jeun diga heithau na kahinki 3/4th bhagare Mukhya dwara kariparibe. Na jani parile nikatare thiba kounasi abhignya vastubitnka paramarsha niyantu.

  • @rudrapratap01
    @rudrapratap01 3 года назад

    How to contact you?sir

  • @jaminikantadash1208
    @jaminikantadash1208 2 года назад

    Badhia bisaya