'ତୋର ଏଡ଼େ ସାହସ ! ଲେଡି ଅଫିସରକୁ ହାତ ମାରିବୁ ?'

Поделиться
HTML-код
  • Опубликовано: 6 окт 2024
  • '#ତୋର_ଏଡ଼େ_ସାହସ_ଲେଡି_ଅଫିସରକୁ_ହାତ_ମାରିବୁ ?'
    'ଆରେ ତୋର ଏଡ଼େ ସାହସ ! ଲେଡି ଅଫିସରକୁ ହାତ ମାରିବୁ ? ତୁ ଜାଣିନୁ ମାଡ଼ାମ୍ ସୁପରିଣ୍ଟେଡେଣ୍ଟ ଅଫିସର ।'
    #Cuttack #Bhubaneswar #ExcisePolice #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 261

  • @SURENDRAKHURA
    @SURENDRAKHURA 3 месяца назад +19

    police officer ହାତ ଦେଖେଇ କି କଥା ହଉଛି ତତେ କିଏ ଅଧିକାର ଦେଲା ମୋ ହାତ ଦେଖେଇ କଥା ହେବୁ ଜନତାଙ୍କ ପଇସା ରେ ଦରମା ନେଇ ଆଙ୍ଗୁଠି ଦେଖାଉଛି police ପୁଣି ଦେଶ ସେବା କରିବ respect କିଛି ନାହିଁ ଜଣେ ନାରୀ ହେଇକି male police ନ ଥିଲେ କି ତୁ ସେଥିକୁ ଯାଇଛୁ ଏତେ vip ରେ କଥା କହୁଛୁ

  • @amrjitbiswal7243
    @amrjitbiswal7243 3 месяца назад +125

    ଥାନା ତୁମର ସମ୍ପତି ନୁହେଁ ହାତ ହଲାଇ କଥା କହିବା ଠିକ ନୁହେଁ ପୋଲିସ ମାଡାମ

    • @ajitray1958
      @ajitray1958 3 месяца назад +7

      Madua utpatkarinku thenga darkar.

    • @Hindustani90-p1o
      @Hindustani90-p1o 3 месяца назад +3

      Bhalare situation ta bujhuki comment kare . Ladies uparaku hata utheiba bar owner. Police kn chup rahiba

    • @SivaPrasad-x4o
      @SivaPrasad-x4o 3 месяца назад +3

      ମଦ ପିଇଛି ମାଲିକ

    • @lionbhai8860
      @lionbhai8860 3 месяца назад

      Ti

    • @amiya19277
      @amiya19277 3 месяца назад

      @@ajitray1958 CORRECT

  • @ashokkumarpal596
    @ashokkumarpal596 3 месяца назад +60

    ଗୋଟିଏ କାମ କରାଯାଉ ମହିଳା ଅଫିସର ମହିଳା ମାନଙ୍କ କେଶ ଧରନ୍ତୁ ଓ ପୁରୁଷ ଅଧିକାରୀ ପୁରୁଷ ମାନଙ୍କ କେଶ ଧରନ୍ତୁ .ମହିଳା ଅଧିକାରୀ କଣ ପୁରୁଷ ଅପରାଧୀ ଙ୍କୁ ପିଟୁ ନାହାଂତି କି ?

  • @rabindrakumarpanigrahi5946
    @rabindrakumarpanigrahi5946 3 месяца назад +7

    ଭାଇ 22 ବର୍ଷ ହେଲା ମାସିକିଆ ବେତନ ta ଦେଉଥିଲେ. ...ଏହି ମାସ ଟିକେ କମ ବ୍ୟବସାୟ ହେତୁ ମନା କଲେ ବୋଲି madam ଏମିତି ରାଗିବା କଥା ନୁହଁ. ..😂😂

  • @BasantaRout-su5jh
    @BasantaRout-su5jh 3 месяца назад +61

    ସିଏ ତ ପିଇଚି ନା ମୁଁ ଭାବୁଛି ସେ ପୁଲିସ ମାଡାମ ନିସାରେ ଅଛି

  • @Janaki___mukhi_97
    @Janaki___mukhi_97 3 месяца назад +14

    ଲେଡି ଅଫିସର ତଦନ୍ତ କମ୍ କରୁଛନ୍ତି କଳି ଅଧିକା କରନ୍ତି।

  • @BHARATCHANDRASAHOO-mw9oc
    @BHARATCHANDRASAHOO-mw9oc 3 месяца назад +44

    Madam ଲାଇସେନ୍ସ କପି ଆଜି ମଗୁ ଛନ୍ତି ।22ବର୍ଷ କୁଆଡେ ଯାଇ ଥିଲେ । Madam କହିଲେ ତତେ ଟିକେ ଫ୍ରି କରି ଥିବାରୁ ଆଜି ଏପରି କଲୁ । Madam ku ଲଜ୍ଜ୍ୟା ଲାଗିବ କଥା ।

    • @opjubul241
      @opjubul241 3 месяца назад

      Bar jau jaga re Saraswati nka samman nahin sethare lady officer saha heba kana ascharya katha lady officer jaithila kahinki ta pare jou lady officer asile se bar Malika ku kana se rakhi bandhitanta kana Gita bajithanta ki bhai tate Mora rahila Rana kahibuni katha pade bi Tana eita epari huanta ki baka dharmika hoigala gyana ra udaya hela

    • @Physicsteachersudarshan
      @Physicsteachersudarshan 2 месяца назад +1

      22barsha nabin sir thile ebe majhi sir agaru mada ban hei nathila ebe heigalani

    • @alokrout7968
      @alokrout7968 2 месяца назад

      Ebe govt thik bataku asichi

  • @soumyaranjanaik-ji6cb
    @soumyaranjanaik-ji6cb 3 месяца назад +5

    ଆରେ ଭାଇ 100 ଟଙ୍କା ଦେଇଦେ Police ପଳେଇବେ 😂😂😂😂😂😅😅😅😅😅

  • @gopanapradhan
    @gopanapradhan 3 месяца назад +9

    ଏଠି ଛୋଡ ପାଉଛି ଏଲିନା ବବି ପାଖରେ ପାଉନି ଓଡିଶା ପୋଲିସ କୁ କଲିକତା ପଠାଅ ଦିଅ

  • @sushantaswain3901
    @sushantaswain3901 3 месяца назад +64

    Lady officer ra bhul

  • @rockin-rk
    @rockin-rk 3 месяца назад +46

    ମଦୁଆ ର ମଦ ନିଶା ଛାଡ଼ିଗଲା 😂😂😂

    • @Jyotiprakashpali
      @Jyotiprakashpali 3 месяца назад +8

      Se madua hele bi .....thik kahuchhhi re bhai...ae police mane corrupted...

    • @Jyotiprakashpali
      @Jyotiprakashpali 3 месяца назад +1

      Paisa milini boli ea bar upare chadhau kale...aau sabu baar taa agare thila open Kain ...sethaku na jai ..ethiki asiba ta mane...are are milichhi para kichhi kmt jibe....

    • @rockin-rk
      @rockin-rk 3 месяца назад +1

      @@Jyotiprakashpali ବିୟର ବାର୍ ମାଲିକ କୋଉ ଭଦ୍ର ଲୋକ କି ? ? ?

    • @Jyotiprakashpali
      @Jyotiprakashpali 3 месяца назад +1

      @@rockin-rk sabu abhadra kehi bhadra loka nuhanti....

    • @sandhyatara1993
      @sandhyatara1993 3 месяца назад

      ପୋଲିସ କଣ ସୋଇଥିଲା ଆଜି ଯାଏଁ.. ଏବେ ଲାଇସେନ୍ସ କପି ମାଗୁଛି.. ସବୁ corrupted...

  • @bishnucharansukla9000
    @bishnucharansukla9000 3 месяца назад +24

    ସେ ବ୍ୟକ୍ତି କହୁ ଛନ୍ତି ଯାହା କରିବା କଥା କରନ୍ତୁ ,ଠିକ୍ ଅଛି କାହିଁକି ଅଯଥା ହେଲା ଗୁଲା ଚାଲିଛି।

    • @manasranjan5950
      @manasranjan5950 3 месяца назад +1

      ଇ ବୁଆ ଗୋ ଏ ପୁଲିସ ମାଇକିନା ମାନଙ୍କର କେଡେ କେଡେ ଗାଣ୍ଡୀ ଲୋ ମା।😂😂😂🥴🥴🤣🤣🤣👍👍

  • @shakaharipruthivi8696
    @shakaharipruthivi8696 3 месяца назад +10

    ଓ ଟିଭି ଏ ଭିଡିଓ କୁ ଛୋଟ କରି ଏବେ ଦେଖାଉଛି। କର୍ମଚାରୀମାନେ କି ପ୍ରକାର ମାଲିକ୍ ଭଳି ଧକ୍କା ମାରିବା ଓ ତୁ ତା ବ୍ୟବହାର କରିବା ଦେଖେଇଲା ପରେ ଲୋକଙ୍କ ମତ କୁ ଦେଖି ଭିଡିଓ କଟ୍ କରି ଚ୍ଛାଡୁଛି । ମୋହନ ସରକାର ଙ୍କୁ ଅନୁରୋଧ ଭାଇ ଏମିତି କର୍ମଚାରୀ ରଖନ୍ତୁ ନାହିଁ। ଅର୍ଥ ଓ କ୍ଷମତା ଅନ୍ଧ କଲା ପରେ ଇନ୍ଦ୍ର କି ଚନ୍ଦ୍ର ନ ମାନିବା ସାଧାରଣ କଥା। ମାଳିକା କହେ ଅମଲା ଶାସନ ଏ ଭଳି ହେବ ପ୍ରଜା ବିଦ୍ରୋହୀ ହେବାକୁ ବାଧ୍ୟ ହେବେ। ଏ ସବୁ ଭଲ ହେଉ ନାହିଁ। ମଣିଷକୁ ମଣିଷ ର ବ୍ୟବହାର ଦରକାର। ଅସୁର ମାନଙ୍କ ଠାରୁ ମାନବିକତା ଆଶା କରିବା ମୁର୍ଖତା।

    • @satyabhamasahoo1023
      @satyabhamasahoo1023 3 месяца назад +1

      B̊i̊p̊år̊j̊ẙås̊t̊å s̊ẙs̊t̊e̊m̊

  • @sulurout1864
    @sulurout1864 3 месяца назад +4

    ଶଳା କୁ ତୁରନ୍ତ ଗିରଫ କରାଯାଉ

  • @bhabanishankarpati466
    @bhabanishankarpati466 3 месяца назад +3

    Most welcome to Odisha police for doing all that things..

  • @liveforever6998
    @liveforever6998 3 месяца назад +3

    ଲେଡି ଅଫିସର ଚିଲେଇ ଛନ୍ତି କାହିଁକି...

  • @tomdaddy123
    @tomdaddy123 3 месяца назад +34

    Samastanku suspend kara jau

    • @anantanahak2718
      @anantanahak2718 3 месяца назад

      Han toh bapa deshara PM tha toh kathare,salla bhikari,

  • @dolagobindasahu4917
    @dolagobindasahu4917 3 месяца назад +2

    ଏବେ Male and Female ମଲ୍ଲଯୁଦ୍ଧ ଆନ୍ତର୍ଜାତିକ ସ୍ତରରେ ହେଉଛି । Male traffic ଖରାରେ ଛିଡ଼ା ହୋଇ duty କରୁଛି ସେହିପରି Female traffic ମଧ୍ୟ ଖରାରେ ଛିଡ଼ା ହୋଇ duty କରୁଛି। ଯଦି male criminal ladies police ସମୁଖରୁ ପଳାଇବା ପାଇଁ ଚେଷ୍ଟା କରେ ସେତେବେଳେ ladies police ତାଙ୍କୁ ଧରିବ ନା ଛାଡି ଦେବ ? ସମସ୍ତ ମଦ ଦୋକାନୀ, ବାର ମାଲିକ ମାନେ ମାସିକ ଚାନ୍ଦା ନିକଟସ୍ଥ Police station and Excise department ରେ ଦିଅନ୍ତି, ଯଦି ଚାନ୍ଦା କମିଯାଏ ଚଢଉ ଆରମ୍ଭ ହୁଏ। ପେଡ଼ିରୁ ସାପ ବାହାରିଲେ ଯେମିତି ଫଅ ଫଅ଼ ହୁଏ ସାପୁଆକେଳା ଗଦ ଶୁଙ୍ଘି ଲେ ଥମ୍ ପଡ଼ିଯାଏ ଠିକ୍ ସେହିପରି କିଛି ଗଦ ଶୁଙ୍ଘିଲେ ଏମାନେ ଥମ୍ ପଡିଯିବେ। କୋୖଣସି Lady police personnel public କୁ ତୁ ତା ବ୍ୟବହାର କରିବା IPC ରେ ଲେଖା ଅଛି କି ?

  • @Skgbul470
    @Skgbul470 2 месяца назад +2

    ଆଣ୍ଠୁ ଧରିଲା ବା ଏତେ ମାଡ଼ ଯଦି ଜଂଘ କିମ୍ବା ଜଙ୍ଘ ସନ୍ଧି ରେ ହାତ ମାରି ଥାଆନ୍ତା ତା ହେଲେ ତାର ପ୍ରାଣବାୟୁ ସେଇଠି ଚାଲି ଯାଇ ଥାନ୍ତା,

  • @yeshsahoo6027
    @yeshsahoo6027 3 месяца назад +2

    ତମେ ପୁରୁଷ ଙ୍କ ପାଖକୁ କଣ ପାଇଁ ଯାଉଛ ପୁରୁଷ ପୋଲିସ କୁ କୁହନ୍ତୁ ତମେ ଯାହା କହିବ ସିଏ ସେୟା କରିବ

  • @Bibhutibhusanrout-bc4zy
    @Bibhutibhusanrout-bc4zy 16 дней назад

    ଆଛା ଏଲେଡିଅଫିସରଙ୍କପାଇଅଦାଲତରଆଇନିଅଲକାକୀ🎉ଜୟହୋଭାଇଯବାନଜୟଜୟ🎉 ଯୁଦ୍ଧ ରଅଧାଓଳିଏବାକିଶିଘ୍ରସାରଶ୍ରୀକ୍ରୃଷ୍ଣକିଜୟଜୟ

  • @RSamal-mf3bk
    @RSamal-mf3bk 3 месяца назад +41

    Sabu corrupted officer

  • @User-yhjjgzz
    @User-yhjjgzz 3 месяца назад +29

    Very bad behaviour of these lady police officers.

  • @anilkumarbehera8151
    @anilkumarbehera8151 3 месяца назад +1

    ପୋଲିସ କଅଣ ବାଳ ନିଷ୍ପତି ନେଉଛି ଆମେ ଜାଣିଛୁ

  • @NandiniguruNandiniguru-qg1wf
    @NandiniguruNandiniguru-qg1wf 3 месяца назад +11

    ପେଟେଇ ମହିଳା ପୋଲିସ 😂

  • @truptiranjan863
    @truptiranjan863 2 месяца назад +3

    ନୂଆ ସରକାର ଆସିଛି ଅଧିକା ଚାନ୍ଧା ଦରକାର ସେଥି ପାଇଁ ଏମିତି ହଉଚି 😂ହୋଟେଲ , fast-food, ଷ୍ଟେସନାରୀ ସବୁଠି ଚଢ଼ାଉ ହଉଛି ବନ୍ଦ କରିବା ନାଁ ରେ 😂

  • @mohanpujari9135
    @mohanpujari9135 3 месяца назад +12

    ଲେଡି ସିଂଘମ

    • @Mohantakld
      @Mohantakld 13 дней назад

      Maha lanchua ...khali bati

  • @hemantamohanty4171
    @hemantamohanty4171 21 день назад

    ବାବୁ, ମ୍ୟାଡମ୍. ତମେ ଓଜେ ରେ କଥାଭାଷା ହୁଅନ୍ତୁ

  • @KabirajSahoo-xo8bv
    @KabirajSahoo-xo8bv 3 месяца назад +1

    ଯଦି ଲେଡି ଅଫିସର ଉପରେ ଛୁଇଁବା ମନା ତାହାଲେ ଲେଡି ଅଫିସର ପୁରୁଷ ଉପରେ ହାତ ଉଠାଉଛନ୍ତି କେମିତି, କାଇଁ ତୁମ ଅଫିସରଙ୍କ ଭିତରେ ପୁରୁଷ ଅଫିସର ନାହାନ୍ତି କି ଏ କେଉଁ ପ୍ରକାର ନିୟମ କାନୁନ, ତୁମେ ପାଠ ପଢି ଅଫିସର ହେଇଛ ନା ଲାଞ୍ଚ ଦେଇ ପୋଲିସ ଅଫିସର ହେଇଛ ଲଜ୍ୟା ତୁମ ଡିପାଟମେଟକୁ, ଆହୁରି ପୁଣି ଭିଡ଼ିଓ କରୁଛ ଛି ଛି ଛି

  • @responsiblecityzen2438
    @responsiblecityzen2438 3 месяца назад +10

    Leady officer don’t know how to behave

  • @OdiasabiCooking
    @OdiasabiCooking 2 месяца назад

    ଆମ ଦେଶ ଏଥର ନିଶ୍ଚିନ୍ତ ଆଗେଇବା,ଯଦି ମଦ ନ ଖାଇ a desa r loka ନିଶାରେ ନ ଶୋଇବବେ

  • @RanjanDwibedi
    @RanjanDwibedi 2 месяца назад

    ଭେଣ୍ଡର ଜଣଙ୍କ ୨୨ ବର୍ଷ ର ଅତ୍ୟନ୍ତ ଅହଙ୍କାର। ସୂପେରିତେଣ୍ଟ ଙ୍କ ଦ୍ଵାରା ବର୍ଷକୁ ବର୍ଷ ଲାଇସେନ୍ସ ନବୀକରଣ କରାଯିବା ପରେ ଅବକାରୀ ବିଭାଗ ର ଅଫିସର ମାନଙ୍କୁ କିଭଳି ଭାବରେ ବ୍ୟବହାର କରୁଛି। ଗିରଫ କରାଯିବା ସହିତ କଡ଼ା କାୟନୁଷ୍ଟନ

  • @pramodkumarnayak2720
    @pramodkumarnayak2720 2 месяца назад +1

    Lady official should be suspended

  • @niranjansahoo473
    @niranjansahoo473 3 месяца назад +2

    Lady police fitness check କର 😅😅

  • @HrishikeshJena
    @HrishikeshJena 3 месяца назад

    ଧଦା ବାଲୀ ବିଜେପି ପୋଲିସ

  • @bhabanishankarpati466
    @bhabanishankarpati466 3 месяца назад +1

    Strictly action taken against them who are giving rough comments & wording here..Be careful

  • @kichakeswarifilms
    @kichakeswarifilms 3 месяца назад +1

    ଲୋକଟା କୁ ଦଣ୍ଡ ମିଳିବା ଦରକାର

  • @GirijaMohapatra-e3q
    @GirijaMohapatra-e3q 3 месяца назад

    Good.odisha.police

  • @MSD_FANS579
    @MSD_FANS579 3 месяца назад +3

    Pana dokana re bhi khali Pana miliva katha loko puni snax kemiti rakhuchanti.?aita big question.

  • @tapasrout43z
    @tapasrout43z 3 месяца назад +4

    Being a lady officer, it is not right to talk in such a loud voice

    • @rockin-rk
      @rockin-rk 3 месяца назад +1

      ବାଳ ନାଁ ......

    • @tapasrout43z
      @tapasrout43z 3 месяца назад

      @@rockin-rk First watch the video and understand it well, then when will you give the answer

    • @rockin-rk
      @rockin-rk 3 месяца назад +1

      @@tapasrout43z just because she is a lady officer she shouldn't talk in loud voice. That is not right. .

  • @HimansuKumarDas-c8e
    @HimansuKumarDas-c8e Месяц назад

    May be issued warning directly & written notice for Govt reference & record.purpose OD News.

  • @jobinformationbysksir
    @jobinformationbysksir 3 месяца назад

    ବିଆ ନା

  • @sarojsahu4879
    @sarojsahu4879 3 месяца назад

    ନବିନ ସରକାର 22 ବରଷ୍ ରାଜ୍ କଲ ଏବେ ମହୋନ ସରକାର ନାମନୀଅ ମାମୁଘରଚାଲ ବେଟା

  • @haraprasadmahanta4657
    @haraprasadmahanta4657 3 месяца назад +1

    ଦାରୁ ବେପାର ଛାଡି କ୍ଷୀର ବେବାର କର

  • @Jun_bar_Odisha
    @Jun_bar_Odisha 3 месяца назад +2

    Madam last ku kahuchanty aita laxmi Sagar area re jauchi ki 😂😂ehi Bar kou area re jauchi jani nahanty hele ଚଢ଼ାଉ chalichi

  • @Snapshortseditorbadal
    @Snapshortseditorbadal 2 месяца назад +1

    ବାଳ ଚାକିରି। ରେ ଭାଇ ସରକାରୀ ଚାକିରି ମାନେ ଚାକର ବୁଝି ଯାଅ

  • @HariharaMohapatra-n8y
    @HariharaMohapatra-n8y Месяц назад

    Excise department adopting woung procedure.All licence are restaurant on shop.They have no right to open bar.There is provision a separate licence is required to operate Bar.

  • @hemantakumarsahoo8829
    @hemantakumarsahoo8829 3 месяца назад

    Ok

  • @JagannathSahoo-vb4rj
    @JagannathSahoo-vb4rj 3 месяца назад

    ଆମ ଦେଶର ବଡ଼ ରାଖିଆଷ କିଏ , ପୋଲିସ ଲେଦି ଭୋଉତୁ ବାଟି ଖାଇ ନେତା ମାନଙ୍କର କାମ କରି ବଡ଼ ଅଣ୍ଡା ଭଳି କଥା କହୁଛି

  • @SoudaminiRaitaCase
    @SoudaminiRaitaCase 3 месяца назад +1

    ଓସ୍ ଥିଲେ ତ ସେ ଲୁକ କଥା ଶୁଣିବ 😂😂😂😂😂😂

  • @sarbeswardas9828
    @sarbeswardas9828 3 месяца назад +6

    ଏଇଟା ନନେନସ ଟା ଗଲ କି ପାନେ ଦିଅ ମାଡାମ୍
    ଚୋର ମୁଁହ ଟାଣ

  • @MNDIGITALSARAKANA
    @MNDIGITALSARAKANA 3 месяца назад +3

    ପୋଲିସ ମାନଙ୍କ ବ୍ୟବହାର ଠିକ୍ ରହିବା ଦରକାର ଆପଣ ଡାକ୍ତର ନୁହନ୍ତି ଜଣଙ୍କୁ ଦେଖି ମେଡିକାଲ admit ପାଇଁ କହିବେ.
    ପରୋକ୍ଷରେ ଆପଣ ସେ ବ୍ୟକ୍ତି ଙ୍କୁ ଧମକ ଦେଉଛନ୍ତି ଅନେକ ପ୍ରକାର କଥା କହି ଯାହା video ରୁ ଜଣାପଡୁଛି

    • @anantanahak2718
      @anantanahak2718 3 месяца назад +1

      Bad comments deithanti kintu tume jannina boli delini,jie alcohol karithiba taku medical test karajae tapare cess,

    • @MNDIGITALSARAKANA
      @MNDIGITALSARAKANA 3 месяца назад

      @@anantanahak2718 ok kintu se thipi khola mada dokani malika rull anusare se sethare drink kari paribe

  • @hariharsingh3628
    @hariharsingh3628 3 месяца назад +1

    ଏ ମାଘିଆ ମହିଳା ପୋଲିସ ଙ୍କୁ ଆଗ ଗିହ

  • @DEEPANKAR_SINGH99
    @DEEPANKAR_SINGH99 2 месяца назад

    ଵଡଵଡିଆ ଲୋକେ ବଡବଡ ଭୁଲ୍ କଲେ ପୋଲିସ୍ ତାକୁ ଆପଣ କହି ସମ୍ମନ ଦେଇ ଵ୍ୟଵହାର କରୁଛି ଯଦି ମଧ୍ୟଵିତ କି ଗରୀଵ ଘର ଲୋକେ ସାମାନ୍ୟ ଟିଟେ ଭୁଲ୍ ହେଇଗଲେ ପୋଲିସ ର ତୁ ତା ବେବା ଭଳି ଶଦ୍ଦ ଵ୍ୟଵହାର ଚାଲିବ ।

  • @prakashdas2187
    @prakashdas2187 3 месяца назад +1

    Bar malika is right

  • @friend9449
    @friend9449 3 месяца назад

    ଭିଡିଓ ରେ ସ୍ପଷ୍ଟ ଦେଖାଯାଉଛି

  • @suryakantabehera7535
    @suryakantabehera7535 3 месяца назад +8

    Paisa deiki chakiri ra karamati

    • @anantanahak2718
      @anantanahak2718 3 месяца назад

      Police karamati dekhaibani aau kanna tu dekhaibu,halchal hebu tubi bhitaraku jibu dekhiki comments kare,

  • @muralidhardhal2524
    @muralidhardhal2524 Месяц назад

    ମଦମ୍ ଖୁନି କୁ ପିଟୁ ନାଁ ନ୍ତି କାହିଁକି

  • @sanjaynaik6849
    @sanjaynaik6849 3 месяца назад

    କାଉଣ୍ଟର ମାଲିକ ବିଜେପି ନାଇଁ ବୋଧେ

  • @MangaldanNachika-wb2xl
    @MangaldanNachika-wb2xl 14 дней назад

    Vry good sir lakanku amiti harrassment karuchanti Odisha police shop kariba pain b license😂😂😂

  • @RSamal-mf3bk
    @RSamal-mf3bk 3 месяца назад +10

    Ete bada pati karuchhi ta pati re puraideba darkar

  • @sekharpolia9386
    @sekharpolia9386 3 месяца назад

    ମିଛ କଥା

  • @dibya63
    @dibya63 3 месяца назад +2

    କଣ ଚାଲିଛି ଟିକେ କୁହ

  • @birojkumarram124
    @birojkumarram124 3 месяца назад +1

    New government, police women empowerment

  • @suryamohapatra88
    @suryamohapatra88 3 месяца назад

    Cm odisha sir ,please taje immediate action against this type of bustard police.

  • @rdcreation8948
    @rdcreation8948 3 месяца назад

    ଏବେ ଟିକେ ଫ୍ରି ହେଇଗଲେ ତୋ ଆଜି ଛୁଡି ହେଉଛନ୍ତି

  • @ppsahoo123
    @ppsahoo123 3 месяца назад

    ଏଇଟା କୁ ବାଡେଇ ବାଡେଇ ନିଅ 😂, କହିଲା ପ୍ରେସ କନଫରେନ୍ସ କରିବି 😂

  • @haraprasadmahanta4657
    @haraprasadmahanta4657 3 месяца назад

    ବିଜେଡି ଗୁଣ୍ଡା ବାହିନୀ ହୋଇଥିବ ପୂର୍ବରୁ ଅଭ୍ୟାସ ଅଛି

  • @OmmprakashRoutray-bw1jq
    @OmmprakashRoutray-bw1jq Месяц назад

    ବାର ବଦକରାଯାଉ ସେଟା ଫୁଲ ପିଛି ତାଗାଣ୍ଡିରେ ସେ ରୋଳଟା ପୁରା ସାଇଜିହୋଇଯିବ

  • @ashokchoudhury5067
    @ashokchoudhury5067 3 месяца назад

    Nice brave person kuch darne ka nahi

  • @ranjanpanda6282
    @ranjanpanda6282 3 месяца назад +1

    Teach him a good lesson.He doesn't know how to behave our mother and sister.

  • @UdayaParida-sb6kq
    @UdayaParida-sb6kq 3 месяца назад

    ଏଠି ତମେ ବହୁତ୍ ଚ୍ଛୁଡି ହଉଛ ପୋଲିସ ମାଡ଼ମ
    ତମେ ଏଠି ଆଇନ୍ ବିଚାର କରିବା ପାଇଁ ଆସିଛ ନାଁ ଏଠି କି ଛୁଡି ହେଇକି ଦାଦାଗିରି ମାରିବା ପାଇଁ ଆସିଛ

    • @anantanahak2718
      @anantanahak2718 3 месяца назад

      Tu magiha bhasha thik Kari comments kare, nahele sabu police tote gehibe,

  • @uksatapathy1
    @uksatapathy1 13 дней назад

    corrupt odisha police has lost every dignity

  • @shaktishankar49
    @shaktishankar49 2 месяца назад

    Odisha police best for helmet and alcohol check..for other works worthless

  • @Reverbmusic2686
    @Reverbmusic2686 3 месяца назад

    ପୋଲିସ କୁ କେତେ ବେଳେ ମାଡ ହବ 😅

  • @abhijitpatnaik7438
    @abhijitpatnaik7438 3 месяца назад +6

    Corrupted police

  • @ashokchoudhury5067
    @ashokchoudhury5067 3 месяца назад

    Kya bat bhai

  • @nilamanirana9082
    @nilamanirana9082 3 месяца назад

    ପୋଲିସ ବାଲି କେ ଗିହା ବେ

  • @ChocolatyGanesh-vm9pb
    @ChocolatyGanesh-vm9pb 3 месяца назад

    😊😊😊😊😊😊

  • @santoshswain3113
    @santoshswain3113 3 месяца назад +1

    Mohanty bar Owner bastad ku
    Arrest karantu, pitantu

  • @mantubaral8679
    @mantubaral8679 3 месяца назад

    Polis kebetharu ate sensuously kama kalani😢😢😢😢😅😅😅

  • @madhusmitaraut998
    @madhusmitaraut998 2 месяца назад

    Prasna pacharuchhanti Uttara sununahanti.

  • @himanshudas4577
    @himanshudas4577 3 месяца назад

    Sabu bhul karuchhi police',police department thik hele Sabu thik hoi jiba ape ape,,,

  • @PrakashBehera-n5m
    @PrakashBehera-n5m 3 месяца назад

    Lady police upare hata pakaeithila visual dekhantu

  • @bhesajapatel3019
    @bhesajapatel3019 3 месяца назад

    Police ku suspend karajau

  • @pravatipanda6688
    @pravatipanda6688 3 месяца назад

    Bhagaban bharasa sadharana lokanku

  • @Prabhuonyoutube
    @Prabhuonyoutube 3 месяца назад +1

    Police ra ki tagid
    Seithi pn loka jaunahanti police station ku jivaku

  • @shankarmohanty7652
    @shankarmohanty7652 3 месяца назад +1

    Liquor ban Kara

  • @SureshMohanty-ez2us
    @SureshMohanty-ez2us 3 месяца назад +6

    Eita kebe bjd sarkar re heinathila

  • @nikhilsahu381
    @nikhilsahu381 2 месяца назад

    Se bhai thik kahuchhanti.police rakhyaka na bhaksyak

  • @madhusmitaraut998
    @madhusmitaraut998 2 месяца назад

    Lady officers ete utyakta kaain hauchhanti. Jaha karibaa kathaa karantu. Kaama Kam kali besi karuchhanti.

  • @ashokchoudhury5067
    @ashokchoudhury5067 3 месяца назад

    We support u bhai

  • @brajakishorepadhi4022
    @brajakishorepadhi4022 3 месяца назад +3

    ମଦୁଆ କୁଂ ପିଟ।

  • @gourisankardash4788
    @gourisankardash4788 3 месяца назад +1

    Emankara Peta baharichi kie police job dela please mohon Babu look at these police employee 😊

    • @anantanahak2718
      @anantanahak2718 3 месяца назад

      Toh bouku toh bapa jetebelle baha hoithila setebelle Toka thila Na budha

  • @BijayKanungo
    @BijayKanungo 3 месяца назад

    Officers are not behaving properly as if they are thinking governor.

  • @sarojkumarsahu183
    @sarojkumarsahu183 3 месяца назад

    Jay shree Ram

  • @babulsahoo4212
    @babulsahoo4212 3 месяца назад

    Bhai pura amara bindasss😅

  • @BabuchuaaBarik
    @BabuchuaaBarik 2 месяца назад

    Bhai kono kahilo mo salut 😅😅😅😅

  • @biswanathpanda8228
    @biswanathpanda8228 3 месяца назад

    Nonsence owner dont know how to behave superior administrative authority, necessery to take action for which he will remain for life !

  • @drkp07
    @drkp07 3 месяца назад

    Mu bujhiparuni ae dui lady police ofcr se bar owner nka chari parswa re hali doholi kain hauchanti ? Bar owner janey female heithile emti dui male officer ta nku harass kariparithante ki ?