Sorry State of Police Affairs in Odisha; ASI Roaming in Shorts in IIC Chamber
HTML-код
- Опубликовано: 9 ноя 2024
- #IICଙ୍କ_ଚାମ୍ବରରେ_ହାଫ୍_ପ୍ୟାଣ୍ଟ_ପିନ୍ଧି_ବୁଲୁଛନ୍ତି_ASI
ଇନଫୋଭାଲି ଥାନାର ବିକଳ ଚିତ୍ର । IIC ଙ୍କ ଚାମ୍ବରରେ ହାଫ୍ ପ୍ୟାଣ୍ଟ ପିନ୍ଧି ବୁଲୁଛନ୍ତି ASI । ଥାନାରେ ନାହାନ୍ତି ଡିସିଓ...ଦୁଇ ଜଣ କର୍ମଚାରୀରେ ଚାଲୁଛି ରାତିରେ ଚାଲୁଛି ଥାନା । ଓଟିଭି କଲା ରିଅଲିଟି ଚେକ୍...
#PoliceStation #OdishaPolice #Infovally #Bhubaneswar #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ବୋହୁତ ସୁନ୍ଦର news otv ପ୍ରତିନିଧିଙ୍କୁ କ୍ୟାମେରା ମ୍ୟାନ ଭାଇଙ୍କୁ ବୋହୁତ ବୋହୁତ ଧନ୍ୟବାଦ.❤❤❤
Bhai tame reality Jani na sethi paien emiti kahucha se dina rati re actually kana heithila se katha nucha jauchi au ye otv mo Bala katha kahuchi
Khali natak jauthi faidha seithee media
Otv bala jay narayan mishra upare video tiari kari paru nahanti. Mg bjp dalal
ମାଲ ପି ରେଷ୍ଟ ନଉଚି 🤣😁🤣
ମାଡିଚାଲ
ସଚେତନ ମିଡିଆ ଭାଇମାନଙ୍କୁ ସଚେତନତା ଜାଗ୍ରତ କରୁଥିବାରୁ ବହୁତ ଧନ୍ଯବାଦ , ଅତ୍ଯନ୍ତ ଦୁଃସାହସିକ ଓ ବହାଦୁରୀ ଭାବରେ reporting କରିବାର କାର୍ୟ୍ଯ ଅଟେ।
OTV best 🎉
ଓଟିଭି ଧନ୍ୟବାଦ୍ ନିର୍ଭୟ ଖବର ପ୍ରସାରଣ ପାଇଁ।
Pura micha
Abe ghatana ghatichi Bhai
Alert ta rahibe na ..
Otv mo Bala..
Reality kana se katha bujha bujhi nahi otv sabu chodi dauchi
Tu kana dig ki
ବହୁତ ସୁନ୍ଦର.. ମଝିରେ ମଝିରେ ସମସ୍ତ ସରକାରି ଅଫିସ ମାନଙ୍କରେ ବି ଏହି ଭଲି ବୁଲନ୍ତୁ ଏବଂ ଚେକ୍ କରନ୍ତୁ..
ପ୍ରତିଦିନ ଏଇଭଳି ରାତିରେ ବୁଲ ଓଡିଶାର ସମସ୍ତ ସାମ୍ବାଦିକ ଭାଈ । ଶାବାଡ ହୋଇଯିବେ , ଧନ୍ୟବାଦ୍ ଆପଣଙ୍କୁ
U don't know reality of these reporters ....they are a pet of govt and police...we seen them very close..
Tame dine bhai rati jaka anidra heeki dekha ta kn abasta hauchi,ta samastanku deha pa aau manisa bhaba naki superman
@@SushilSilu-yn2jrhele bhai gharaku jaiki soipadu nahanti .. nua pila waiting re achanti semane duty kriki di Paisa rojagara karibe
@@kumarsankar203 bhai ratire kebe anidra heeki dekha jana padiba,ta para dina aau kama kari b paribani.bhai jeteki kama bariba darkar setiki limit vitare govt loka mane kale sabu thik hee jiba mora atiki kahiba katha
I ask few questions to the police officials who are backing up the horrific act of the people of their department and expect them to answer with conscience and honesty if it is left anymore.
1. Is it wrong to party late night with your boy friend fiancée or husband in a pub or restaurant remember that’s not a public place but a place meant for this purpose only ?
2. How should a girl behave in her personal space inside her home or car , does she need to act how public wants ?
3. What will a couple do upon altercation and physical brawl with goons , do they ignore it or report to the police?
4. What is police supposed to do ? Write a complaint/FIR and investigate by sending PCR on the spot or just ignore it as was too late in the night for them be in senses ? Even if the girl is playing victim card , who is accountable to investigate?
5. Who gives right to police to lock up a serving army officer? Are they not aware about the law of the land and CRP regulations?
Even if the lady was mis behaving, which she wasn’t though, the policy should hv kept her in vigilance and custody in presence of lady constables , and not lock up the army officer .
6. What will be your reaction when you get assaulted by the police constable on duty . Will you not try to safeguard yourself? Who give authority to police to beat a woman inside a police station premises?
7. Why did the lady was taken inside a separate room where she was assaulted and sexually molested by the policesubinspector ? Wasn’t every proceeding required to be carried out under the vigilance of CCTV cameras ?
8. What was the reason for police to keep them in lockup for 14 hours , instead of assisting them as public servants?
9. Now my last question
Think of a situation if a daughter of DIG and an SP rank officer take refuge in an army Cantonment for their safety, what is Army suppose to do ?
ଓଟିଭି କୁ ଧନ୍ୟବାଦ ବେଇମାନ ମାନଙ ବେଡରୂମ ହୋଇଛି ଥାନା
To ghore soithante mg
😂😂😂
ଥାନା ନୁହେଁ, ଏ ଶଳା ଏଠି oyo hotel ଭାବିଛନ୍ତି
ଭାଇ ଆପଣ ଜାଣି ନାହାନ୍ତି ସେମାନେ 24 hrs on duty.. ତାଙ୍କୁ ବି rest ଦରକାର.. So minimun 10 hrs duty ରଖା ଯାଉ
@@spicyupdates Shift achhi.
@@spicyupdatespolice station bhitare bina uniform re ganji half pant pindhi rest nabara b niyama achi ki !
ପୁଲିସଙ୍କର ଡ୍ୟୁଟି ଓଭର୍ ହେଲେ ତାଙ୍କର separate ରେଷ୍ଟ ରୁମ୍ ଅଛି ସବୁ police station ରେ, ହେଲେ ଏଠି ସେ ଗୋଟେ duty table ଉପରେ police uniform ଓ ଗାମୁଛା ରଖି short pant ଓ half ଗଞ୍ଜି ପିନ୍ଧି name board ଲେଖା ଥିବା office room ରେ କଣ ପାଇଁ ରେଷ୍ଟ ନେଉଥିଲେ ? ପୁଣି ମିଛ କହିଲେ ବାହାରକୁ ବାହାରି ଯେ door ଭିତରୁ ଦିଆ ଯାଇ ନଥିଲା, Door closure ରେ door band ଥିଲା ବୋଲି । home guard door କୁଣ୍ଡି ଖୋଲିବାର sound ଓ OTV ରିପୋର୍ଟର ବାହାରୁ door କୁ ଖୋଲିବା ପାଇଁ ପେଲିବାର ତୁମେ ଦେଖି ପାରିଲନି କି video ରୁ @@spicyupdates
Shift wise duty hi sabu karanti ..
ଥାନା କୁ ନିଜ ସ୍ତ୍ରୀ କୁ ନେଇ ଆସ କୁଣ୍ଢେଇକି ଶୋଇବ
😂🤣😂😂
ନିଜ ସ୍ତ୍ରୀ ସହିତ ନୁହେଁ... ବେଶ୍ୟା ମାନଙ୍କ ସହିତ 😂
No hele tumo ghoru jibe
ବହୁତ୍ ବଢିଆ ଜୀବନ ପାଇଛନ୍ତି ପୋଲିସ୍ ବାବୁ ମାନେ
ସବୁ ଥାନା ର ଅବସ୍ଥା ଏହିଭଳି । ଥରେ ପୋଲିସ ଚାକିରି ପାଇଲା ପରେ ଆଉ ଇନ୍ଦ୍ର ଚନ୍ଦ୍ର ମାନନ୍ତିନି, ନିଜକୁ ସୁପର୍ powerful ଭାବନ୍ତି। ଆଉ ସାଧାରଣ ଜନତାଙ୍କୁ କୁକୁର ବିଲେଇ ଭଳି ବ୍ୟବହାର କରନ୍ତି । ଏବେ ସମୟ ଆସିଛି ୟେ ଦୂରବସ୍ଥା ର ସୁଧାର ଆଣିବା ପାଇଁ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିହିତ ପଦକ୍ଷେପ ନିଅନ୍ତୁ ନହେଲେ ଓଡ଼ିଶାବାସୀ କ୍ଷମା କରିବେନି ।
Yes
Yes
Yes
Right
Thik kahila
ଆମ ଓଡ଼ିଶା ପ୍ରଶାସନ ଧନ୍ୟ ଆମ ସରକାର ଧନ୍ୟ
ଶଳା ଵୋପା ସମ୍ପତି ଭାବୁ ଛନ୍ତି।
ଆରେ ଭାଇ ଏଟା ଥାନା ନା ରାଣ୍ଡି ଶାଳ😂😂😂
ଥାନାକୁ ଆଉ ଥାନା ଭଳିଆ ଦେଖିନାହାନ୍ତି ପୋଲିସ୍ ବାବୁ, ରାଣ୍ଡି ପାଲା ଭଳିଆ ମନେ କରୁଛନ୍ତି 😁
😂😂😂😂
ଏଇଟା ଥାନା ଭଳି ଲାଗୁନି ଇଏ ଗୋଟିଏ Guest house.
ଯୋଉ କନଷ୍ଟେବଳ କବାଟ ଖୋଲିଲେ ।ସିଏ ଧଡ ପଡ଼ ହେଇ ପ୍ୟାଣ୍ଟ୍ ସାର୍ଟ ପିନ୍ଧିଛନ୍ତି । ପ୍ୟାଣ୍ଟ୍ ରେ ବେଲ୍ଟ ପିନ୍ଧିନାହାନ୍ତି ଭଲସେ ଦେଖ 😂😂😂😂😂
Bhai ama gan police chuka gura
ଠିକ୍ କହୁଛ ଭାଇ। କନେଷ୍ଟବଳ ସୋଇଥିଲେ। ତାଙ୍କୁ OTV ଭାଇ ହଇରାଣ କରିଲେ।
😂😂😂😂😂
ଧନ୍ୟବାଦ ମିଡ଼ିଆ ଭାଇ ଜୟ ଜଗନ୍ନାଥ
2:16 ଆ ରେ ଭାଇ ଇଏ କଣ...??🤣
ଇଏ ଥାନାରେ ଗଞ୍ଜି କେବେ ୟୁନିଫର୍ମ ହେଲାଣି 😂😂😂😂
ନୂଆ uniform😂😂😂😂
Athi Half Pant aau Night re kaama Chaluchi .Besi asubidha nahin.
6I
😅😅😅😅😅😅
@@theworldscience1170😂😂😂😂😂
ଭରତପୁର ଘଟଣା ନିନ୍ଦନୀୟ କିନ୍ତୁ ପୋଲିସ ବିଭାଗରେ ୮ ଘଣ୍ଟିଆ କାମ କରିବାର ନୀୟମ ଲlଗୁହେଉ l
Right👍👍
ଧନ୍ୟବାଦ ଭାଇ ଏହା ହେଇଛି ପ୍ରକୃତ news ଯାହା ସାଧାରଣ ଜନତା ଚାହେଁ
ଆରେ ଭାଇ ଏଟା ଥାନା ନା ପୋଲିସ bedroom
ମିଡିଆ ଭାଇ ମାନଙ୍କୁ ଏହି ଅନୁରୋଧ କି ଯେମିତି ଥାନା ରେ ଯାଇ କଭରେଜ କରିପାରୁଛନ୍ତି ସେ ସାହସ ନେଇ ଟିକେ ନେତା ମନ୍ତ୍ରୀ ମାନଙ୍କୁ ପ୍ରଶ୍ନ ପଚାରିଲେ ଟିକେ ଭଲ ହୁଅନ୍ତା ଯେ ସେମାନେ ଜନସାଧାରଣ ଙ୍କ ପାଇଁ କି କି କାମ କରୁଛନ୍ତି 🙏🙏
ଏଇଟା ଥାନା ନା ସେ ଲୋକର ଘର short paint ଆଉ inner ରେ ଧାନ୍ୟରେ ତୁମ ଚିନ୍ତାଧାରା... ଦୃଢ଼ ନିନ୍ଦା କରୁଛି ମୁଁ ଏମିତି କେତେଜଣ police ଙ୍କ... Mohan sarkar look out the setuation and take proper action against this type of police
Are bhai Rati 1 helani semane kn tk rest nebeni ,au rest pai tankara cabin aachi pagala nka bhali katha haucho,Baki rahila Tanka ra FIR pai Jane constable shift wise always duty re ruhanty
Tu kede murka te kire,nightduty jahar thiba se ta duty kariba,doing Baku kn asiba 😊😊
Odisha chadile baki jagare emiti nahi
Sabu thik hela je bhai ,,but tuma English re tike mistake achhi ,,, that is ," look at the situation " don't mind bro 👍🏻🙏🏻
@@debrajmishra9978 thik ta kn Kuha tahele
ଥାନାରେ ଥିବା ବାବୁ ମାନେ ଥାନାକୁ ନିଜ ଶଶୁର ଘର ଭଳି ଭାବୁଛନ୍ତି ଏବଂ ସାଧାରଣ ଲୋକ ମାନଙ୍କୁ ଶଳା ଶାଳୀ ଶଶୁର ଶାଶୁ ବୋଲି ଭାବୁଛନ୍ତି।
ଭରତପୁର ଥାନାରେ ଲେଡିସ ନାଇଟ୍ ପିନ୍ଧି ରହୁଛନ୍ତି 😂 ଆଉ ଏଇ ଥାନାରେ ଜେନ୍ସ ହାପ୍ ପ୍ୟାଣ୍ଟ୍ 😃
😂😂😂😊
😀😀
What combination
Amane sudhiri be ni
😂😂😂😂
Bahaut bahaut dhanyabad apananku emiti news dekheithibaru
Very mice journalist brother
ଥାନା ରେ ହାଫ ପେଣ୍ଟ ଆଉ ଗଞ୍ଜୀ ପିନ୍ଧିଚି 😂
Bhai new uniform
@@AmitDas-tk3hf😅😅
♥️♥️♥️ସରକାର ସୋଇଛନ୍ତି ♥️♥️♥️
♥️♥️♥️ଶାସନ ବିଭାଗ ସୋଇଛନ୍ତି ♥️♥️♥️
ସାମ୍ବାଦିକ ବନ୍ଧୁ ଏତେ ସବୁ ପ୍ରମାଣ ଦେଲା ପରେ ସରକାର କ'ଣ କରୁଛନ୍ତି।
Tume kn bhabucha nabeen govt. Bele emiti no thila.
ନବୀନ ଏ କୁକୁର ପୋଲିସ ମାନଙ୍କୁ ଟ୍ରେନିଂ ଦେଇ ଛାଡିଛି। ଏମାନେ ବଟି ଆଦାୟ କରି କ୍ରୀତଦାସ ମାନଙ୍କୁ ଦିଅନ୍ତି ନା।
@@gobindachandraswain3060 acha tume kohucha nabeen bele amane Jana seva koru thile ki?
Nothing
ଭଲ ଖବର👍
Bhai bhul re oyo paleicha. 😜😜😜😜
Thanks 🙏otv
Good news...
Ki media 😂 lo bhai... police manankara gandi Mari dauchanti 😂😂😂😂 be bhagwan
😂😂😂😂
😂😂😂
😂😂😂😂
ଆଉ ଟିକେ ଭିତରକୁ ଯାଇଥିଲେ ମହିଳା ପୋଲିସ ବି ଥିବେ ଆପଣ ସାମ୍ବାଦିକ ଭାଈ ଜାଣି ପାରିଲେ ନାହିଁ table ଉପରେ ପ୍ୟାଣ୍ଟ୍ shirt ରହିଛି ଆଉ ବୁଝିବାରେ କଣ ଅଛି 😊
Many many thanks to O TV .reporter .
OTV emiti news dekhantu bahut loka subidha paibe,thank u OTV,aku kahanti real news
Eita thana na Oyo?
😂
❤
Bhai oyo room rete kete ochhi tike bujhaa ntu
@@Labani-x4w 500
Oyo
Hats off to otv great reporting
Dhanyabad sambdik bhai,
Keep going otv ...emiti sabu jagara reality check dekhantu kindly
OTV ku bahut bahut dhanyabad.
❤ ନମସ୍କାର, ଓଟିଭି ପ୍ରୟାସ କୁ ବହୁତ ବହୁତ ଧନ୍ୟବାଦ ❤ ବାସ୍ତବ ଚିତ୍ର ଜନସାଧାରଣ ଜାଣିପାରୁଛି ❤ ଜୟଜଗନ୍ନାଥ ❤
Police station ❎ ନିଜ ଘର ✅
Oyo
O TV କୁ ବହୁତ୍ ବହୁତ୍ ଧନ୍ୟବାଦ୍......
କାହିଁକି ପୋଲିସ duty ରେ ଥିଲା ବେଳେ ୟୁନିଫର୍ମ ରେ ରାହୁନାହାନ୍ତି
ଧନ୍ୟବାଦ ଓ ସମ୍ମାନର ଠ ଟିଭି ଚ୍ୟାନେଲ
Suspend nuho fasi dio
@@DurgaCharanMurmu-ym6uk Ki chinta dhara re ama odia manakar sethi pai aji India ra Poor state re 1no achhi Odisha
Jemiti loka semiti rajya 🙏
ସାହସୀ ଏବଂ ସଚ୍ଚୋଟ ମିଡ଼ିଆ ଭାଇ ଙ୍କୁ ବହୁତ୍ ବଡ ଧନ୍ୟବାଦ ....
ଜୟ ଜଗନ୍ନାଥ
ଦରମା ମୋଟା ପାଉଛନ୍ତି ଆଉ kn କାଟିବେ ଶୋଇବେ ତାଙ୍କ ହାତରେ ସବୁ ଆମେ kn କରି ପାରିବ କିଛି ନୁହଁ
OTV ku reporter ଭାଇଙ୍କୁ ଧ୍ୟନ୍ୟ ବାଦ
Best reporter of odisha atulya sir 🙏
OTV news great thankyou so much.
ଟୋକି ଆଣିକି ପେଲୁ ଛନ୍ତି ପା 😄
😂😂😂
Satara ame kendra pada re gote thana re houchi semiti , se police ta se thana pakhare gote jhiaku vl paichi rati hele taku thana ku neiki peluchi 😂
😂😂😂😂😂😂@@socialtalks0.225
To bhauni asithila
Otv bhai mananku bahut bahut dhanyawad
Great Repoter Bhai🙏
Bandi repoter mg
ଯୋଉ ଥାନାରେ ଦେଖ ସବୁ ପେଟୁଆ ପୋଲିସ ଶଳା ବଟି ଆଦାୟକରି ଖାଇଖାଇ ଏଡ଼େଏଡେ ପେଟ
Salute for that reporter 🇮🇳🙏🏻
DHANYABAD BHAI (OTV)
ଧନ୍ୟବାଦ OTv
ଏଠି ମିଡିଆ ର ଆଚରଣ କେମିତି,, ଆଉ ଗୋଟିଏ ବିଦ୍ୟାଳୟ ରେ ମିଡ଼ିଆର ଆଚରଣ,,କେମିତି,,,, ତଫାତ୍ ଜାଣି ପାଉଛନ୍ତି ତ,,,
Fake certificate re bahut teachers achhanti.. checking heu 😅😅
So many thanks to OTV and team.
Thank you OTV ❤❤❤
Good 👍
sabas otv... police nka nida hajeideithibaru.. jie duty karuchhi thik semananku koti koti pranam...au jou mane babu sajiki enjoy karuchhanti,, tanku evalia expose karajaau
ବହୁତ୍ ସୁନ୍ଦର୍.... ଧନ୍ୟବାଦ୍ ଓଟିଭି
ସବୁ ଥାନା ରେ ବ୍ୟବସ୍ଥା ଏମିତି
Otv members apana mananku bohut bohut dhanyabad🙏👍❤️
Shoitan sob, soboku suspend karo
TQ OTV news channel....aapan ahi vali news dekhei chalantu🙏🙏🙏
24yrs A bhali chalithila
Now Odisha is old Bihar 😂😂 Dhanya 25 barsha ra government
ଧନ୍ୟବାଦ ଆମ ଦେଶର ରକ୍ଷକ
Hey vai half pant pindhile ta vitaraku tk paban jiba ,,,😅,,kan chanchha OTV babu,,kan garam re vitara jinisha taralei debe😜
😂😂😂😂
Dhanyabad midia bhai manaknu very very good
ସମସ୍ତ ଙ୍କୁ ସସ୍ପେଣ୍ଡ କରା ଯାଉ.. ସୋଇ ବା ପାଇଁ ପଇସା ନଉ ଛନ୍ତି..
E thana ra sabu staff nku suspend kara jau. Mohan babu dhyan diantu.
Aguta Kana Dharmasala.
Salaa Bhala ...
Amiti Half Pant, Night Pindhi Bhala Duty karuthiba Janapaduchi.
Thank you OTV NEWS
Soibaku asichanti khali duty ku
Atleast ASI is available is PS....Salute of OTV Reporter....
😂😂😂😂 Netflix webseries chalichi 😅😅
ଆରେ ଭାଇ ସେଇ ମାନେ ବିତ ମଣିଷ , ସରକାର ପଇସା ଖାଇ ବଞ୍ଚନ୍ତୁ । ଏଠିତ ଲୋକ ହିଁ ମୁର୍ଖ 😊😊😊
BJP re ଏମିତି ହୁଏ
BJD amalaru Sabu Start heichi.
BJP Aasichi Sabu Dhonsa Paiba.OTV Lagichi,BJP TV
ଓଟିଭି ଭାଇ ଧନ୍ୟବାଦ
Thank you OTV news.
Very very good reporting.expose the real thing to public
Dhanyawad dhanyawad
ଧନ୍ୟବାଦ otv
Thanks OTV Correspondent
ବୋହୁତ ବୋହୁତ ଧନ୍ୟବାଦ OTV କୁ ଏମିତି ପ୍ରତେକ ଥାନାକୁ ଅବେଳରେ ମିଡ଼ିଆ ପଶିଲେ ସଚେତନ ହେବେ
ଧନ୍ଯ ରେ ତମେ ଓଡିଶାର ପୋଲିସ୍
First tym m feeling proud for OTV news good job
OTV ku Dhanyawad
ଧନ୍ୟବାଦ Otv
Thanks otv midia brother
ଧିକ୍କାରଯୋଗ୍ୟ ଜ୍ଞାନଶୂନ୍ୟ ଓଡ଼ିଆ ଓ ମାଗଣାଖିଆ ବିଜଦର ସମର୍ଥଥକମାନଙ୍କ ଦ୍ଵାରା ନବୀନ ପ୍ରେମର ବାସ୍ତବ ସ୍ଥିତି ବାବଦ ଗୃହ ବିଭାଗ ସମ୍ପର୍କିତ କଳାକାରନାମା ଏବେ ସବୁ ଧୀରେ ଧୀରେ ସାମାଜିକ ହିତ ସାଧନରେ ବ୍ରତୀ ମିଡିଆ ମାନଙ୍କ ଯୋଗୁଁ ହିଁ ସର୍ବସାଧାରଣରେ ଜଣାପଡୁଅଛି...
ଥାନାରେ OTV ଲାଗିଚି 😂😂😂
ଆଗରୁ JANEI ଦେଇଛନ୍ତି ଆମେ ଆସିବୁ
ସେଥିପାଇଁ OTV ଲାଗିଛି 😂😂
ବହୁତ ସୁନ୍ଦର ଖବର ପ୍ରସାରଣ। ଏଥରୁ ଜଣାପଡୁଛି କେତେ ସୁରକ୍ଷା ଦଉଥିବେ 😂😂😂😂
Great OTV news reporter 👍👍👍👍👍