Woman gets agitated over police in Odisha CM’s grievance cell

Поделиться
HTML-код
  • Опубликовано: 6 окт 2024
  • ଲେଡି ପୋଲିସକୁ ଧମକାଇଲେ ଦବଙ୍ଗ ମହିଳା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ମହିଳାଙ୍କ ଅସନ୍ତୋଷ । ପୋଲିସକୁ ଦେଖାଇଲେ ନାଲି ଆଖି....
    #bhubaneswar #cmgrievance #dabanglady #OdishaTV #OTV OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 735

  • @guddukumarpangi6826
    @guddukumarpangi6826 Год назад +432

    Great women power 💪 ପୋଲିସମାନେ ସମସ୍ତ ମହିଳା ମାନଙ୍କୁ ବିନା ଭୁଲ୍ ରେ ଅତ୍ୟାଚାର କରୁଛନ୍ତି ତେଣୁ ସମସ୍ତ ମହିଳା ନିଜ power ଦେଖେଇବା ଦରକାର୍ । 🇮🇳🇮🇳

  • @pashupati55
    @pashupati55 Год назад +579

    ମାଉସି ଯାହା କରିଛି ଠିକ୍ କରିଛି। ପୋଲିସ୍ ମାନେ ଆଉ ମଣିଷ ମାନୁ ନାହାଁନ୍ତି 😡

  • @NrusinghaCharanRatha
    @NrusinghaCharanRatha Год назад +98

    କ୍ଷମତାର ଅପବ୍ୟବହାର କରୁଥିବା ସମସ୍ତ ପଦାଧିକାରୀମାନଙ୍କୁ ସାହାସର ସହିତ ଏଭଳି ଦୃଢ଼ ଜବାବ ଦେବା ଉଚିତ। ନହେଲେ ଏମାନେ ସାଇଜ୍ ହେବେନି ।ଜୟ ଜଗନ୍ନାଥ ,ଜୟ ଜଗନ୍ନାଥ, ... ... ...

  • @JagabandhuMalik-ck5fj
    @JagabandhuMalik-ck5fj Год назад +85

    ଏମାନେ ସେ ମହିଳାଙ୍କ କଥା ଠିକସେ ବୁଝୁନଥିଲେ କାହିଁକି?

    • @Jitu94_100k
      @Jitu94_100k Год назад +2

      Police ର ମନେ ମୂର୍ଖ ସେଥିପାଇଁ କାହାର କିଛି କଥା ବୁଝାନ୍ତୀ ନି 🤬

  • @raghumaninayak9593
    @raghumaninayak9593 Год назад +239

    ଭଉଣୀ ଠିକ୍ କହିଛନ୍ତି,ପୋଲିସମାନେ ଭାବୁଛନ୍ତି ଆମ ସର୍ବେସର୍ବା ।

  • @Jotrimay
    @Jotrimay 11 месяцев назад +25

    ନିଜ ହକ ପାଇବା ପାଇଁ ହେଲେ 🙏ସବୁ ବେଳେ ସବୁ ମହିଳା ଏମିତି ସାହସୀ ହେବା ଦରକାର 🙏 ସରଳ ହେଇ ଗୋଡ଼ ଧରିଲେ କେହି ବୁଝିବେ ନାହିଁ 🙏ବାରଙ୍ଗ ଗୋଡ଼ରେ ଦଳିଦେବେ ❤❤ଭଉଣୀ 🙏🙏ସବାସ 🙏💐

  • @BALARAMJENA-b7i
    @BALARAMJENA-b7i 8 месяцев назад +26

    🌹ଧନ୍ୟବାଦ ଦିଦି 🌹
    ଏ ରାଣ୍ଡି ପୋଲିସି ଙ୍କୁ
    ଖାଲି ରାତିଆ ମାଡ଼ ଦରକାର
    👌👌👌💫
    🙏🙏🙏

  • @jayramsanta
    @jayramsanta Год назад +62

    ପୋଲିସ ର କାର୍ଯ୍ୟ ନିୟମିତ ତାନ୍ତା
    ଏମିତି ଅପମାନ ପାଇନ ତାନ୍ତା, ଓଡିଶା ପୋଲିସ ର ନାମ 😄😄

  • @kshiroddharua8628
    @kshiroddharua8628 Год назад +107

    ସୁପର ଡାଇଲକ ବୁଲେଇ କି ଫୋପାଡ଼ି ଦେବି ସେପଟେ ପଡିବୁ ପୁଣି who are you😂😂😂

  • @jyotimanilimma-kx6dw
    @jyotimanilimma-kx6dw Год назад +157

    Brave and courageous lady ,every women should be strong like this

  • @ranjitxaxa215
    @ranjitxaxa215 Год назад +89

    ମାୱିଶି କୁ ମନି ବାକୁ ପଡି ବୋ,,,,୧୦୦ ରୁ ୧୦୦ ପ୍ରଣାମ। ପୋଲିସ ଲୋକ ନିଜ କାମ କରି ପାରୁ ନାହା,,,

  • @geetanjalimandal6460
    @geetanjalimandal6460 Год назад +75

    Vri GOOD ମାଉସୀ

  • @rabiparida9482
    @rabiparida9482 Год назад +19

    ଏ ଭିଡିଓ ଟିକିଏ ମିଶନଶକ୍ତି ର ମାଆ ମାନ କୁଂ ଦେଖାଇବା ଉଚିତ୍। ମାଆ ମାନକୁଂ ସମ୍ମାନ ର ନାରା ଦେଉଥିବା ସରକାର କଂ ଅସଲ ରୂପ କୁ କ।ଳେ ବୁଝି ପାରିବେ।

  • @suryakantamahalik3462
    @suryakantamahalik3462 Год назад +76

    ବୁଲେଇକି ଫୋପାଡ଼ି ଦେବି 😄😄😄😄

    • @Shree_.855
      @Shree_.855 Год назад +2

      Gate sepakhare padibu😁😁😁

    • @Heartbreak420
      @Heartbreak420 Год назад +5

      @@Shree_.855 ମାଛ ଖାଇବୁ ଚିଙ୍ଗୁଡ଼ି....
      ଦରକାର ନାହିଁ ମୋ ପୋଲିସି ଚାକିରୀ
      ବୁଲେଇକି ଦେବେ ଫୋଫାଡି....
      ଗେଟ ସେପଟେ ପଡିବି ଯାଇକି ମୁହଁମାଡି....

    • @Shree_.855
      @Shree_.855 Год назад

      @@Heartbreak420 🤣

    • @manoj-jb5lk
      @manoj-jb5lk Год назад

      ​@@Heartbreak420😂😂😂😂😂

    • @kingsankarjl3340
      @kingsankarjl3340 Месяц назад

      😊

  • @minatirout7523
    @minatirout7523 11 месяцев назад +15

    ମା ପଥର ର ଜବାବ ପଥର ରେ ଦିଅନ୍ତୁ ଜମା ପତର ହୁଅନା ନାରୀ ମା ନାରୀ ଦୁର୍ଗା ନାରୀ ବି କାଳୀ ହେଇ ପାରେ 💪💪💪💪👍👍👍

    • @manoj-jb5lk
      @manoj-jb5lk 11 месяцев назад

      Tume ehi pari heba sakta

  • @byangamanbalaram5651
    @byangamanbalaram5651 Год назад +12

    🌹ଵ୍ୟଙ୍ଗ ବାଣ 🌹
    ଏଇ ମହିଳା ପୋଲିସ ଙ୍କୁ
    ବର୍ଦୀ ଖୋଲି ଲଙ୍ଗଳା କରି
    ପିଟିବା କଥା,,,,,,
    🙏🙏🙏🙏

    • @sonalisahoo4020
      @sonalisahoo4020 10 месяцев назад

      Right 👍🙏👌🙏❤❤kata kahichanti. Bhai

    • @maari2535
      @maari2535 9 месяцев назад

      Ghoda gehi police ku giha darkar houchi😂😂😂

  • @subhashreejena4064
    @subhashreejena4064 Год назад +28

    ମାଉସୀ nka ଭଳି ସମସ୍ତେ ଏମିତି ସାହସ ଦେଖେଇବା ଉଚିତ୍ କାରଣ ଏଠି ପୋଲିସ ହଉଛି ଗୁଣ୍ଡା , ନିଜ ପାଇଁ ନିଜେ ଠିଆ ନହେଲେ କିଛି ହବନି ଏ ରାଜ୍ୟ ରେ salute mausi 👍

  • @suchitrasathapathy8592
    @suchitrasathapathy8592 Год назад +17

    ବଢିଆ 👍🙏

  • @ERJRPARIDAODIAVLOGS
    @ERJRPARIDAODIAVLOGS Год назад +10

    ଭାଇ ଏ ମାଉସୀ ଙ୍କ ଅବତାର ଦେଖି ନବୀନ sirଙ୍କ fan ଖଗେଶ୍ୱର କାବା ହୋଇ ଦେଖୁଛି😂😂see 3.46min

  • @amulyanayak8484
    @amulyanayak8484 Год назад +32

    ପୋଲିସ ମାନେ ସମସ୍ୟା ବୁଝିବା ଜାଣିନାହାନ୍ତି କେବଳ ଘୋଷଡିବା ଜାଣିଛନ୍ତି😢

  • @EntertainmentByDRaj
    @EntertainmentByDRaj Год назад +20

    ଦିଦି ଯାହା କରିଛ ଖୁବ ଭଲ କରିଛ....

  • @SWAGAT0123
    @SWAGAT0123 Год назад +40

    Sir ଙ୍କୁ full respect 🙏🙏😂😂

  • @ChandanJatta77
    @ChandanJatta77 Год назад +31

    No.1 women

  • @srikantanayak8491
    @srikantanayak8491 Год назад +21

    ବଢିଆ ଆଇନି କି ଡ୍ରାମା ଦିଦି ବଳିପଡିଗଲେ 🤪🤪🤪🤪

  • @prasantaparida8526
    @prasantaparida8526 Год назад +16

    ମାଉସୀ ପୁରା ଘାଣ୍ଟି ଦେଲ

  • @itsmebiswajit91roul37
    @itsmebiswajit91roul37 Год назад +11

    ପୋଲିସ ଏଇ ନରମ ଲୋକ ଉପରେ ଗରମ 😂

  • @Kishore-pf3zw
    @Kishore-pf3zw 5 месяцев назад +2

    ମାଉସୀ ଯାହା କରିଛି ଭଲ ଏମିତି ପୋଲିସ୍ ମାନେ ଆଉ ମଣିଶ ପରି ବ୍ୟବହାର କରୁ ନାହିଁ । ମହିଳା ହେଇ ମଧ୍ୟ ମହିଳା ଉପରେ ଏମିତି

  • @SUSHILARJUNNDAS
    @SUSHILARJUNNDAS 9 месяцев назад +2

    ଓଁ*****ଜୟ ଜବାନ୍ ଜୟ କିସାନ୍*****ଓଁ

  • @somanathkhara8368
    @somanathkhara8368 Год назад +24

    ଏଠି ପୋଲିସକୁ ଇଲିସି ଖାଉଛି ନା , ଇଲିସିକୁ ପୋଲିସ ଖାଉଛି ବୁଝିବା କାଟିକରପାଠ ହେଉଛି।

  • @PramodKumarPradhan-mw8vp
    @PramodKumarPradhan-mw8vp 8 месяцев назад +2

    ଠିକ୍ ଏମିତି ଦରକାର ଥିଲା

  • @himanshudas4577
    @himanshudas4577 Год назад +10

    ସେ police କୁ କାଢି ଦିଅ

  • @bikrampal784
    @bikrampal784 Год назад +1

    ଏଠି ପୋଲିସ ଦବଙ୍ଗ ଗିରି ଚାଲିବ ନାହିଁ ମାଉସୀ ଯାହା କହିଛନ୍ତି ଏକଦମ right କଥା

  • @alekhchandrabeja5578
    @alekhchandrabeja5578 Год назад +2

    ବଦମାସ୍ lady, ଏ ମହିଳା ସୁନ୍ଦର ବ୍ୟବହାର କରୁଛି

  • @Jitu94_100k
    @Jitu94_100k Год назад +5

    Police and ମିଡ଼ିଆ ଵାଲା ମନରଲେ ସବୁ ମୂର୍ଖ ଯାକ କାହିଁକିନା ସେଟାରେ ବଡ଼ିଆ ସିନେମା ଚାଲିଛି ସବୁ ମୁଣ୍ଡକୁ ଏଣ୍ଡୁଅ ବଲି ଦେଖୁ ଛନ୍ତି l

  • @BabuEntertainment.0
    @BabuEntertainment.0 Год назад +2

    ସବୁ police ଙ୍କ saha emiti. Haba darkar

  • @narendrakumarpradhan3719
    @narendrakumarpradhan3719 Год назад +17

    emiti prasasana rahile sabu sarswati maa kali sajibe

  • @divyajotiudya6141
    @divyajotiudya6141 Год назад +2

    ମାଉସୀ ତମକୁ କୋଟି କୋଟି ପ୍ରଣାମ ତମେ ଆମର ହିରୋ ତମେ mdam ଙ୍କୁ ବୋଲେଇ ପୋପଡ଼ି ଥିଲେ ଟିକେ ଅମେବୋହୁତ ଖୁସି ହେଇଥାନ୍ତୁ

  • @pradeepmohanty4807
    @pradeepmohanty4807 Год назад +29

    So beautiful ❤️

  • @pradeepparichha5374
    @pradeepparichha5374 Год назад +22

    Pllice should behave politely with public. What this lady has done commendable. Every body has self respect. This lady police should know that.

  • @kaberimajhi6930
    @kaberimajhi6930 Год назад +4

    Good mausi ....emiti bhv darkar

  • @Lazy__07
    @Lazy__07 6 месяцев назад +1

    Majhire majhire sir pranam 😂😂😂😂😂😂

  • @munathewriter1234
    @munathewriter1234 7 месяцев назад +1

    ର ଭଳି ପୋଲିସ ମାନଙ୍କ ବିଆ ଭିତରେ ଲୁଣ ଆଉ ଲଙ୍କା ପୁରେଇ ସିଲେଇ କରିଦିଆଯାଉ

  • @madhusudandas2630
    @madhusudandas2630 13 дней назад

    ଜନତା ଜାଗ୍ରତ ହେଲେଣି। ପରିବର୍ତ୍ତନ କର

  • @prasantaparida4266
    @prasantaparida4266 Год назад +6

    ଗରିବ ଲୋକଙ୍କ ଉପରେ ପୋଲିସର ଦୁର୍ବ୍ୟବହାର କଣ ଚାଲିଚି ଓଡିଶା ରେ

  • @kalandimurmu3303
    @kalandimurmu3303 3 месяца назад

    ମୁଖ୍ୟ ମନ୍ତ୍ରୀ ଗ୍ରିଭାନ୍ସ ସେଲ ରେ ଲୋକଙ୍କୁ ଏଭଳି କରିବା ଅନୁଚିତ

  • @SUSHILARJUNNDAS
    @SUSHILARJUNNDAS 9 месяцев назад +1

    ଓଁ*****ସତ୍ୟ*****ମେବ*****ଜୟତେ*****ଓଁ

  • @PratimaHansa
    @PratimaHansa 7 месяцев назад +2

    Salute to you 🙏👌👌

  • @prakashpinku2812
    @prakashpinku2812 Год назад +3

    Great patience by lady police

  • @padminisahu3095
    @padminisahu3095 8 месяцев назад +2

    1 lakh salute to this lady singham

  • @ChandanBehera-wc7cf
    @ChandanBehera-wc7cf 2 месяца назад +1

    Super duper nice video

  • @simanchalpattnaik3678
    @simanchalpattnaik3678 Год назад +2

    I am very proud and happy such as lady

  • @onlyssproduction
    @onlyssproduction Год назад +3

    Lady should be Awarded as MISS-INDIA award.

  • @childcomedy8817
    @childcomedy8817 Год назад +7

    Very good

  • @tapanpradhan412
    @tapanpradhan412 Год назад +2

    You are right mausi

  • @sayshivahommtr8845
    @sayshivahommtr8845 Год назад +2

    It's really shameful 😡

  • @jayakrishnapradhan-ms6tm
    @jayakrishnapradhan-ms6tm Год назад +2

    I'm salute you mm.Great women

  • @DeepakIndianprank
    @DeepakIndianprank Год назад

    ଏମାନୋକୋ ଝଗଡ଼ା ଦେଖି ମିଡ଼ିଆ ବାଲା ଫୁଲ ଫାଇଦା ଉଠାଇ ଦେଉଚୋନ୍ତି ଆଉ 😂😂😂😂

  • @JogeshwarMahanta-ut3fe
    @JogeshwarMahanta-ut3fe Год назад +7

    Good action

  • @bikramcharanrout2327
    @bikramcharanrout2327 Год назад +1

    ଘଟଣା କଣ ହୋଇଛି

  • @Nstar111
    @Nstar111 Год назад

    ସବାସ୍ ଲେଡି

  • @MRcreation2023
    @MRcreation2023 Год назад +7

    Outstanding 👍👍

  • @LokanathBagha-k1s
    @LokanathBagha-k1s Год назад

    Thanku

  • @pradiprout-o9f
    @pradiprout-o9f 5 месяцев назад

    Thanks mausi

  • @ramanibhue8904
    @ramanibhue8904 Год назад

    Dhanyawad didi

  • @ashokkisan215
    @ashokkisan215 Год назад +3

    ପୋଲିସ କୁଡରିବ ନାହି

  • @DasmuBhatra-zu1lk
    @DasmuBhatra-zu1lk Год назад +5

    Badiya mausi ame mausi sanghe Achu

  • @BabuEntertainment.0
    @BabuEntertainment.0 Год назад

    ଭଲ ହେଇଛି

  • @rinapatra4802
    @rinapatra4802 4 месяца назад

    You are right

  • @shyamaprasadswain814
    @shyamaprasadswain814 Год назад +16

    Request to all odisha's people once give a chance to other party to make govt. I am not suppoter of any political parties just for a trial one term give a chance to other party

    • @lituharichandan9218
      @lituharichandan9218 Год назад

      Bhai Rajanitik ra Birodhi Dala ku Satta dakhala pain proper Rananiti karibaku pade kintu ODISA Ra Dui Birodhi Dala nku sasaka Dala Manage kari neuchi lokanka Biswasa vajana hoiparunahanti Birodhi..

  • @dharmendrabehera6743
    @dharmendrabehera6743 Год назад +2

    Very good 👍👍👍

  • @kamaleshmoharana8868
    @kamaleshmoharana8868 4 месяца назад

    Emitପୋଲିସ ଙ୍କୁ ଲଜ୍ୟା ନାହିଁ,

  • @prakashviewsupdatesanalysi9759

    ଏଠି 25 ବର୍ଷ ହେଲା ଗୋଟିଏ ସରକାର ଅଛନ୍ତି , ଲୋକ ଙ୍କୁ ଏଇଆ ନ୍ୟାୟ ମିଳୁଛି?

  • @SatishKumar-fp2nn
    @SatishKumar-fp2nn Год назад +6

    This lady was not bad...she is telling truth

  • @successodisha2581
    @successodisha2581 Год назад +3

    Thik thik

  • @Skgbul470
    @Skgbul470 9 месяцев назад

    ଗୋଟେ ପତୋଲି ଲେଡୀ କୁ
    3 ଜଣ ଧୁଣ୍ଡି ଭୁସ୍କି ପାଲିସ ଆୟତ କରି ପାରୁ ନାହାଁନ୍ତି
    ଏଇ ଆମ ପୋଲିସ୍ ର ବଳ,

  • @BalaRana-qg8di
    @BalaRana-qg8di 4 месяца назад

    ପୋଲିସ ବୋଲି ଏମାନେ ବହୁତ ବଡ ଭାବୁନ୍ତି ସତ କହିବାକୁ ଗଲେ ତାଙ୍କ କଥାଟି କେଶୁଣିବା କଥା🎉🎉🎉🎉🎉

  • @RasikBariha-o2h
    @RasikBariha-o2h 5 месяцев назад

    ପଙ୍ଗୁ ପ୍ରଶାସନ ଗରିବ କୁ ଏମିତି ହଇରାଣ କରୁଛି

  • @Nandasanta66
    @Nandasanta66 5 месяцев назад

    କଣ ହୋଇଛି ଏତେ ଝଗଡ଼ା ଚାଲିଛି ମିଡ଼ିଆ ଵାଲା ମୋତେ ଟିକେ କହିବେ କି?

  • @santoshdakua6698
    @santoshdakua6698 11 месяцев назад

    ବିଜୁ ଜନତା ଦଳ ମା ଙ୍କୁ ଏମିତି ହିଁ ସନମାନ ଦଏ

  • @Krato70
    @Krato70 Год назад

    ଆ ରେ ଭାଇ ଫିଲ୍ମ୍ ଶୁଟିଁ ଚାଲିଛି କି କଣ 😮😅

  • @pintuvillagetour
    @pintuvillagetour Год назад

    ଓଡ଼ିଶା ପୋଲିସ୍ ସମ୍ବିଧାନ ନିୟମକୁ ଭୁଲି ରାଜନେତାଙ୍କର ପଇସା ଖିଆ କୁକୁର ସାଜିଛି
    ପୋଲିସ୍ ପ୍ରଶାସନ ଜନତାଙ୍କ ସେବାରେ ଆଉ ନାହିଁ ବେବଳ ଦେଶଦ୍ରୋହୀ ମାନଙ୍କର ସେବାରେ 👍👍

  • @ramakantamallick4625
    @ramakantamallick4625 11 месяцев назад

    କଣ ଆପଣ ମାନେ police ବୋଲି ଅନ୍ୟ ମାନଙ୍କୁ ସମ୍ମାନ କରିବା ଭୁଲି ଯିବ 🤔ଅନ୍ୟ ମାନଙ୍କୁ respect କରିବା ରକ୍ଷା କରିବା ହଉଚି police ର କାମ, କିନ୍ତୁ ଏଠି police ହିଁ ସବୁ ଅନର୍ଥ ର ମୂଳ ସାଜିଛି 😡 ଗୋଟେ ଅସହାୟ ନାରୀ ପ୍ରତି ଏମିତି ଦୁର୍ବ୍ୟବହାର କରୁଛନ୍ତି ଖରାପ୍ ଲାଗୁନି ଆପଣଙ୍କୁ,,,,ଗୋଟେ ସ୍ତ୍ରୀ କଣ ପାଇଁ ଆସିଚି ସେ କଣ କହୁଚି ପ୍ରଥମେ ଶୁଣ, ଆପଣ କିଛି ନ ଶୁଣି ଅତ୍ୟାଚାର କରୁଛନ୍ତି,police କୁ ରକ୍ଷକ ବୋଲି କୁହାଯାଏ କିନ୍ତୁ ଏଠି ରକ୍ଷକ ହିଁ ଭକ୍ଷକ ସାଜିବାରେ ଲାଗିଚି 😔😔 ସେ ସ୍ତ୍ରୀ ଲୋକ ଜଣକୁ ସାହାଯ୍ୟ ଯଦି ନ କରି ପାରିବ ତା ହେଲେ ତାଙ୍କ ଦେହରେ ହାତ ବି ଦିଅନ୍ତୁନି ।।

  • @pratapnayak6021
    @pratapnayak6021 Год назад

    ଭଲ ହେଲା

  • @ahmedm9770
    @ahmedm9770 Год назад +3

    Good 👍

  • @SurendramajhiMajhi-xi7vu
    @SurendramajhiMajhi-xi7vu 10 дней назад

    Great mam 🎉🎉🎉🎉🎉🎉🎉🎉

  • @dipakrout4476
    @dipakrout4476 Год назад +1

    Great work ...

  • @manojkumarsahoo2416
    @manojkumarsahoo2416 Год назад

    ଏ ହେଉଛି ଗାଁକୁ କାମ।ମା କୁ ସମ୍ମାନ ।ବିଜେଡି ସ୍ଲୋଗାନ

  • @kishorechandrabehera
    @kishorechandrabehera Год назад +3

    Right

  • @dibakarjani5788
    @dibakarjani5788 2 месяца назад

    ଏମିତି ମାଉସିଙ୍କୁ ମାନିବାକୁ ପଡ଼ିବ

  • @_issboyx07
    @_issboyx07 3 месяца назад +1

    Wow 1 nmr

  • @SarojKumar-mv5uv
    @SarojKumar-mv5uv Год назад +2

    ଯିଏ ପଛେ ଯାହା କହୁ ଏଇ bhali vdo ଟିକେ ବାଜିଲେ ଆତ୍ମା ରେ ଗଙ୍ଗା ବହିଲା bhali ଲାଗୁଚି

  • @SonitaSoni-yu9fk
    @SonitaSoni-yu9fk 3 месяца назад

    ପୋଲିସ୍ ମାଇ କେନା ଜେତସବୁ ଗୋଟେ ଗୋଟେ ବେଧ

  • @TankadharBhatra-fz7jb
    @TankadharBhatra-fz7jb 6 месяцев назад

    Very nice sister.many many thanks for your daring.

  • @GD1234jjk
    @GD1234jjk 11 месяцев назад

    Police ମାନଙ୍କୁ ଲଙ୍ଗଳା କରିକି ପିଟ 😂😂😂

  • @purusottamparhi7202
    @purusottamparhi7202 4 месяца назад

    Thanks OTV

  • @kalyanpanda5885
    @kalyanpanda5885 11 месяцев назад

    ପ୍ରକୃତ ମା କୁ ସମ୍ମାନ ର ଛୋଟିଆ ନମୁନା

  • @Jitu22488
    @Jitu22488 11 месяцев назад

    ଏ ଏମିତି କଣ ହୋଉଛି

  • @BALARAMJENA-b7i
    @BALARAMJENA-b7i 11 месяцев назад

    🌹ବ୍ୟଙ୍ଗ ବାଣ 🌹
    ଏଇ ମହିଳା ପୋଲିସି କୁ
    ବର୍ଦି ଖୋଲିକି ଲଙ୍ଗଳା କରିକି
    ପିଟିବା କଥା,,,,,
    🙏🙏🙏q

  • @Balaramgamango
    @Balaramgamango Месяц назад

    ଆଜି କାଲି ପୋଲିସ୍ ବାଉତ୍ ଗେର ବିଟ ଦେଖାଉଛନ୍ତି ଯଦି ବୁଲ କଲେ ମାର ସଲେକୁ , ପୁଲିସ୍ ବୁଜିବା କତା ମାଉସି ଜa କରିଛନ୍ତି ଟିକ କରି ଚନ୍ତି ୧୦୦/

  • @akashmunda1906
    @akashmunda1906 Год назад +1

    Great ❤