Pandian's Restless Ego Drowns BJD | Nirbhay Gumara Katha

Поделиться
HTML-код
  • Опубликовано: 29 сен 2024
  • Pandian's Restless Ego Drowns BJD | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 471

  • @gopalsamall8365
    @gopalsamall8365 3 месяца назад +16

    ମୁଖ୍ୟମନ୍ତ୍ରୀ ଯିଏ ହୁଅନ୍ତୁ office ଦଲାଲ ଟାଉଟର ମୁକ୍ତ ରାଜ୍ୟ ମଦ ମୁକ୍ତ ହେଉ l

  • @sridharjagannathkarkoundin4616
    @sridharjagannathkarkoundin4616 3 месяца назад

    अति दर्पे हता लंका अति मानेश्च कौरवाः ! अति दाने बलिः बध अति सर्वत्र गर्हितम् !

  • @sarojshankarmishra8223
    @sarojshankarmishra8223 3 месяца назад

    ଆପଣଙ୍କ ବର୍ଣଣା ଅତି ଚମତ୍କାର। ବବି ଦାସ କ୍ରୀତଦାସ ବିଶୟ ରେ କୁହନ୍ତୁ।

  • @manjupravamishra8000
    @manjupravamishra8000 3 месяца назад

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @bhagirathimohapatra7621
    @bhagirathimohapatra7621 3 месяца назад

    Sir thanks as a advisor right way of people odisha

  • @narendrapradhan3511
    @narendrapradhan3511 3 месяца назад

    Bahut dhanyabad

  • @sujatapatnaik5421
    @sujatapatnaik5421 3 месяца назад

    Sahi pakda! 😀 Some one is in possession of “adua “ secret!

  • @himansupatra9717
    @himansupatra9717 3 месяца назад

    ନବୀନ ପଟ୍ଟନାୟକ ହେଲେ ଧୃତରାଷ୍ଟ୍ର. ରାଜ୍ଯ କୁ ଭାଗ ଚାଷ ଦେଇ ନିଜେ ଆରlମ କରୁଥିଲ. ପାଣ୍ଡୁ କୁ ଦୋଷ ଦେଇ ଲାଭ ନାହିଁ. ସେ ତ ଲାଗିପାତି ଶୋଷlଡି ଦେଲା ରାଜ୍ୟ କୁ.
    ଗେରସ୍ତ ଅଯୋଗ୍ୟ ପାଇଁ
    ସ୍ତ୍ରୀ ଶୁଏ ଚାକୁଣ୍ଡା ବନେ

  • @sunilkumarpatra7925
    @sunilkumarpatra7925 3 месяца назад

    Welcome bjp govt

  • @pradippradhan4388
    @pradippradhan4388 3 месяца назад +10

    ମୋଦୀ ଗାରେଣ୍ଟି କାମ କରିଛି, ନବୀନଙ୍କ ୫ବର୍ଷର ଦୁଷ୍କର୍ମ, ପାଣ୍ଡିଆନ୍ ର ଅହଂକାର କୁ ସାହାଯ୍ୟ କରିଥିବା ନବୀନ ପଟ୍ଟନାୟକ

  • @AlekhMohapatra-lg4qt
    @AlekhMohapatra-lg4qt 3 месяца назад +20

    ମହାଶୟ, ବାସ୍ତବିକ ଆପଣଙ୍କ ତର୍ଜମା ଖୁବ ସୁନ୍ଦର l ସତେ ଯେମିତି ଅନୁଭବ ହୁଏ ଯେ ଆପଣ ଆମ ହୃଦୟ ର କଥା କୁ ପ୍ରକାଶ କରୁଛନ୍ତି l ଆପଣଙ୍କ ବିଶ୍ଳେଷଣ ରେ ନିରପେକ୍ଷତା ଓ ନିର୍ଭିକତା ସ୍ପଷ୍ଟ ବାରିହୋଇ ପଡ଼େ l 🙏

  • @surendranarayanpanda8021
    @surendranarayanpanda8021 3 месяца назад +7

    ସାଧାରଣ ଲୋକଙ୍କ ଭିତରେ ଖାଲି ପରିବର୍ତ୍ତନ ପରିବର୍ତ୍ତନ ହାୱା ଭରିଗଲା.ସେଥିପାଇଁ ବିଜେଡିର ପତନ ର କାରଣ.

  • @Er.AnkeshKumarBehera1999
    @Er.AnkeshKumarBehera1999 3 месяца назад +13

    ରାଜ୍ୟର ଅଣ ଓଡ଼ିଆ ମାଫିଆ, ବ୍ୟବସାୟୀ, ଠିକାଦାର ଙ୍କ ଉପରେ ଏକ ଆଲୋଚନା ହଉ

  • @prafullamohanty5557
    @prafullamohanty5557 3 месяца назад +6

    କେବଳ ସରକାରୀ କଳ ର ଅପ ବ୍ୟବହାର କରି ଆଜି ପର୍ଯ୍ୟନ୍ତ ନିର୍ବାଚନ ଜିତୁ ଥିଲେ। ୨ୟ ପାଳି ଠାରୁ ଏମନେ ଏପରି କରୁଥିଲେ। କିନ୍ତୁ ସେଣ୍ଟ୍ରାଲ ନେତୃତ୍ୱ ଏମାନଙ୍କୁ ଅତି ଜଟିଳ ଭାବେ ନେଇ ନ ଥିଲେ।

  • @raghumaninayak9593
    @raghumaninayak9593 3 месяца назад +14

    ଗର୍ବ ଗଞ୍ଜନ ନରହରି,ଗର୍ବ ନ ସହନ୍ତି କାହାରି

  • @AmilyaPradhan
    @AmilyaPradhan 3 месяца назад +4

    ପଂଚାୟତ, tahasil, block office ପୁରା corruption.... ଲୋକେ ଅନୁଭବ କରିସାରିଥିଲେ....

  • @rabinarayanpradahan9380
    @rabinarayanpradahan9380 3 месяца назад +11

    ଏ ନିର୍ବାଚନ ପ୍ରକ୍ରିୟାରେ ମୋର ଗୋଟେ ଭଲ ଉପଲବ୍ଧି ହେଉଛି, "ଜନତା ଖାଇଲେ କୈାରବ ଘରେ, ଶୋଇଲେ ପାଣ୍ଡବ ଘରେ" ... 😂

    • @Manoranjansahoo34680
      @Manoranjansahoo34680 3 месяца назад

      ନିଶ୍ଚିତ, ପ୍ରତି ନିର୍ବାଚନ ରେ ଏପରି କରାଇ ବିଜେଡି ତାର ଅଧର୍ମର ସାମ୍ରାଜ୍ୟ ଗଢିଥିଲା ତେଣୁ ଜନତା ଯେତେବେଳେ ଜାଗ୍ରତ ହେଲେ କୌରବ ଶିବିର ଛାଡି ଧର୍ମର ପକ୍ଷ ନେଇ ପାଣ୍ଡଵ ଶିବିରରେ ଯୋଗଦେଇ ଅଧର୍ମର ସମ୍ରାଜ୍ୟକୁ ଧୂଳିସାତ କରିଦେଲେ

  • @bhaskarjena7664
    @bhaskarjena7664 3 месяца назад +5

    ଉଦ୍ଧବ ଅହଂକାର - କ'ଣ କରୁଥିଲେ ଦଳ, ମୁଖ୍ୟମନ୍ତ୍ରୀ ଓ ସରକାର ❤

  • @nabinbeura3225
    @nabinbeura3225 3 месяца назад +6

    ଲୋକେ ପ୍ରତ୍ୟେକ୍ଷ ଦେଖିଲେ ନବୀନ ବାବୁଙ୍କ ହାତ ଥରିଲାଣି, କଥା କହିବ କଷ୍ଟ ହେଲାଣି, ହାତ ଧରି ବା ଠେଲି ନେବାକୁ ପଡୁଛି.ବିଜେଡି ବହୁ ବ୍ୟବଧାନରେ ହରିବାର କାରଣ ସବୁ.

  • @chakradharmishra5274
    @chakradharmishra5274 3 месяца назад +56

    BJD ସବୁ election ରେ ସରକାରୀ କଳକୁ ବ୍ୟବହାର କରି ଜିତୁଥିବାରୁ Pandian ଙ୍କ ଅହଂକାର ଓ BJD ଜିତିବାର confidence ଅନେକ ବଢିଯାଇଥିଲା l

  • @nrushinghnathsahu1630
    @nrushinghnathsahu1630 3 месяца назад +11

    ଠିକ୍ କହିଲେ, ଜଣେ ବ୍ୟକ୍ତି ର ଅହଙ୍କାର.
    ସେଇ ବ୍ୟକ୍ତି ଟି ହେଲେ ନବୀନ୍ ପଟନାୟକ.
    ପାଣ୍ଡିଆନ୍ କେବଳ ମୋହରା

  • @swadhikarbetaj3768
    @swadhikarbetaj3768 3 месяца назад +11

    ଆପଣା ହସ୍ତେ ଜିହ୍ଵା ଛେଦି ନଥାଏ କେହି ପ୍ରତିବାଦୀ

  • @KUMAR-P1020
    @KUMAR-P1020 3 месяца назад +9

    BJD ର ପରାଜୟ ସେଇଦିନୁ ଆରମ୍ଭ ହୋଇଥିଲା, ଯେଉଁଦିନ bjd bjp ମେଣ୍ଟ ରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ।

  • @jaygaming2240
    @jaygaming2240 3 месяца назад +9

    ଆପଣଙ୍କ ବେଶ୍ଲେଷଣ ଓଡିଶା ବାସୀଙ୍କ ହୃଦୟକୁ ଛୁଇଁ ଯାଇଛି sir

  • @pritankshyi2024
    @pritankshyi2024 3 месяца назад +31

    ଆପଣଙ୍କର ଏ ପ୍ରୟାସ ଜାରି ରଖିଥାଆନ୍ତୁ l
    ସଲାମ

  • @saratnayak2016
    @saratnayak2016 3 месяца назад +37

    ନବିନ ହାରିବା ଦରକାର ଥିଲା। ଏକ ରେ ଅହଂକାର ବଢ଼ି ଯାଇଥିଲା। ଉଭୟଙ୍କର ଅହଂକାର ଥିଲା। ୨୦୦୯ ରେ ହାରିବାର ଥିଲା। ତେବେ ଓଡିଶାରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା

  • @AdiluPatra
    @AdiluPatra 3 месяца назад +8

    Sir ଗର୍ବ ଅଂକାର ହିଂସା ଲୋଭ ଏହି ଚାରିଟା ଯେଉ ମଣିଷ ପାଖରେ ଅଛି ଭଗବାନ ସହି ପାରନ୍ତିନାହିଁ ଅମିଥି ଦୋସାହନ୍ତି ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏

  • @arabindamishra4045
    @arabindamishra4045 3 месяца назад +2

    ଓଡ଼ିଶାର ନୂତନ ଓ ପ୍ରଥମ ବିଜେପି ସରକାର। ଶୁଭାୟୁ ଭବତୁ।

  • @arabindamishra4045
    @arabindamishra4045 3 месяца назад +47

    ଓଡ଼ିଶାର ନୂତନ ଓ ପ୍ରଥମ ବିଜେପି ସରକାର। ଶୁଭାୟୁ ଭବତୁ।

  • @Narmada-h2k
    @Narmada-h2k 3 месяца назад +4

    ଦୁଇ ଜଣ ବ୍ଯକ୍ତିଙ୍କର ଉଦ୍ଧତ ଅହଂକାର ଯୋଗୁଁ😅😅😅

  • @BishnucharanRay-xy5ox
    @BishnucharanRay-xy5ox 3 месяца назад +10

    ଓଡିଶା ବାସୀଙ୍କରେ BJP ଉପରେ ବହୁତ ଭରସା

    • @gudlutripathy3283
      @gudlutripathy3283 3 месяца назад

      Sobu vorosa vangijibo

    • @knisha-qq8if
      @knisha-qq8if 3 месяца назад

      Sabu biswas bisa hei jiba

    • @User32271
      @User32271 3 месяца назад

      Bharsa bangile Congress asiba bjd au asibani

  • @jchoudhury274
    @jchoudhury274 3 месяца назад +4

    ମୁ 2009ମସିହା ରୁ ପ୍ରୟାସ ଜାରି ରଖିଥିଲି BJP ସରକାର କୁ ଭୋଟ ଦେବା ପାଇଁ 2024 ସଫଳ ହେଲା jay jagannath

  • @soumyaranjansahoo2194
    @soumyaranjansahoo2194 3 месяца назад +59

    ଓଡ଼ିଶାରେ ବିଜେପି ସରକାର ଆସିଲା.. ପ୍ରଥମ କ୍ୟାବିନେଟର ପ୍ରଥମ ଯୋଜନା (👏ଜେଲ ଯୋଜନା 👏) ରୁ ଆରମ୍ଭ ହେଉ... ପ୍ରଥମେ ଦୁର୍ନୀତି ଆଉ ଅରାଜକତା ଓଡ଼ିଶାରେ ବନ୍ଦ ହେଉ..

    • @gudlutripathy3283
      @gudlutripathy3283 3 месяца назад +6

      Na...asobu pai nabin das nko time nhi...sobubale pandu aau bjd pochhore podichhonti...lajo lagiba kotha...bjp ro gunogano chalichhi

    • @pradoshnayak999
      @pradoshnayak999 3 месяца назад

      🙏👏👏💐

    • @laxmidharhasda6209
      @laxmidharhasda6209 3 месяца назад

      ​@@gudlutripathy3283ତମେ ବିଜେଡି କୁଜିନେତା ନିଶ୍ଚୟ । ନ ହେଲେ ବିଜେଡି ର ଦୁର୍ନୀତି କଥା କହିଲେ କାହିଁକି ବାଧୁଛି ନାରେ?

    • @anvlog1851
      @anvlog1851 3 месяца назад

      Prathame Mada banda heu ,
      Madhua sara kara jaichi bjd
      Bjp sarakara mada birodha karichhanti bjd sarakara ku madhua sarakara Nama karana karichhanti

    • @Manoranjansahoo34680
      @Manoranjansahoo34680 3 месяца назад

      ​@@gudlutripathy3283ଗୁଣ ଚି଼ହ୍ନଇ ଗୁଣିଆ, ସୁନା ଚି଼ହ୍ନଇ ବଣିଆ, ନବୀନ ଦାସଙ୍କୁ ଏତେ ହାଲକା ଭାବନି, ସେ ଜଣେ ଜ୍ଞାନୀ ଗୁଣୀ ଏବଂ ବରିଷ୍ଠ ସାମ୍ବାଦିକ, ତାଙ୍କର କାମ ହେଲା ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚକୁ ଆଣିବା, ବିଜେଡି ସରକାର ତ କମ୍ବଳ ସଦୃଶ, ତେଣୁ ତମକୁ ଲାଗୁଛି ସେ ବିଜେଡି ଓ ତାଙ୍କର ପିୟାଦା ପାଣ୍ଡିଆନ ଙ୍କ ପଛରେ ପଡିଛନ୍ତି

  • @ankitcreation5282
    @ankitcreation5282 3 месяца назад +5

    ସାର ଏବେ ବିଜେପି ବିଷୟରେ କୁହନ୍ତୁ
    ପାଣ୍ଡୁ କଥା ଛାଡ଼ନ୍ତୁ

  • @gunanidhinaik3699
    @gunanidhinaik3699 3 месяца назад +2

    ପାପର ମାଠିଆ ପୁର୍ଣ୍ଣ ହେବା ପରେ ହିଁ ବି.ଜେ.ଡି କୁ କ୍ଷମତାରୁ ବିଦାୟ ନେବାକୁ ପଡିଲା।ଆଗାମୀ ଦିନରେ ଯିଏ ବି ପୁର୍ବସରକାର ଭଲି କାର୍ୟ୍ଯ କରିବ ତାଙ୍କର ଅବସ୍ଥା ମଧ୍ୟ ଅନୁରୁପ ହେବ।

  • @sribastabapanigrahi9009
    @sribastabapanigrahi9009 3 месяца назад +9

    ଆଜ୍ଞା ପାଣ୍ଡିଆନ ନିଶ୍ଚୟ କିଛି ଗୁପ୍ତ ଫୋଟୋ ଓ ଦସ୍ତାବିଜ ରଖିଛନ୍ତି, ଯାହା ଲୋକଙ୍କ ସମ୍ମୁଖରେ ରଖିଦେଲେ, ନବୀନଙ୍କ ଭାବମୂର୍ତ୍ତି ମାଟିରେ ମିଶିଯିବ | ନବୀନ ଙ୍କ ଭୟ ସେଇଠି, ପାଣ୍ଡିଆନ କେତେବେଳେ ନବୀନଙ୍କ ମୁଖା ଖୋଲିଦେବ |

  • @kcr4public
    @kcr4public 3 месяца назад +3

    ନବୀନ ସରକାର ହଟିବାରେ ଆପଣଙ୍କର ବହୁତ ବଡ଼ ହାତ ରହିଛି। ସେଥିପାଇଁ ଆପଣଙ୍କୁ ହାର୍ଦ୍ଦିକ ଧନ୍ଯବାଦ। ଜୟ ଜଗନ୍ନାଥ 🙏 🙏

  • @AmilyaPradhan
    @AmilyaPradhan 3 месяца назад +3

    50lakh କୁ ନେଇ ପଂଚାୟତ ରେ କାମ ପାଇଁ worker ମାନଙ୍କ ଭିତରେ ଅସନ୍ତୋଷ ଥିଲା...

  • @gunanidhinaik3699
    @gunanidhinaik3699 3 месяца назад +2

    ଜୁନ ୯ ରେ ବି.ଜେ.ଡି ସରକାର ର ଶପଥ ଗ୍ରହଣ ଉତ୍ସବ ହେବାକୁ ଥିଲା।ତାହାତ ହୋଇ ପାରିଲା ନାହିଁ ।ନିର୍ବାଚନ ରେ ଜନତା ଜନାର୍ଦ୍ଦନ ହିଁ ସର୍ବେସର୍ବା ।ଏହାକୁ ନ ବୁଝି ସେ କିପରି କହିପାରିଲେ ଯେ ଜୁନ ୯ ରେ ବି.ଜେ.ଡି ର ସରକାର ହେବ ବୋଲି ।

  • @Bnbwq7133
    @Bnbwq7133 3 месяца назад +53

    ଆପଣଙ୍କ ଗୁମର କଥା କେବଳ ଓଡ଼ିଶାର ମଙ୍ଗଳ ପାଇଁ ବହୁତ ମୂଲ୍ୟବାନ।

    • @sasthakumarpurohit2580
      @sasthakumarpurohit2580 3 месяца назад +2

      ଅହଙ୍କାରୀ ପଣ୍ଡିଆଁ ଯେ।ପର୍ଯ୍ୟନ୍ତ b j d ଦଳରୁ ବହିଷ୍କାର ନ ହୋଇଛନ୍ତି,ଓଡ଼ିଶା ବାସୀ b j d କୁ ବିଶ୍ୱାସ କରିବେ ନାହିଁ,।।

    • @KhiraSwain
      @KhiraSwain 3 месяца назад +1

      ଆପଣଙ୍କ ଗୁମରକଥାଓଡିଶାରମଙ୍ଗଳପାଇ

  • @bidhubhusandas4146
    @bidhubhusandas4146 3 месяца назад +4

    ଯେଉଁ ମାନେ ସଦ୍ୟ ଅନ୍ୟ ଦଳ ଛାଡି bjd କୁ ଯାଇ ହାରି ଯାଇଛନ୍ତି ସେମାନଙ୍କ ଦୁଃଖ କହିଲେ ନ ସରେ

  • @chakradharswain9603
    @chakradharswain9603 3 месяца назад +2

    ଓଡ଼ିଶା ଲୋକ ତାମିଲ ବଦମାସୀ ର ବଦଲା ନେଲେ, କେବଳ ବାକି ରହିଲା ପାଣ୍ଡିଆ କେବେ ଜେଲରେ ରହିବ, 👍👍👍👍

  • @tanmaysahu6996
    @tanmaysahu6996 3 месяца назад +3

    Pandian ଯେଉଁ ପର୍ଯ୍ୟନ୍ତ BJD (ନବୀନ ପଟ୍ଟନାୟକ) ଙ୍କ ସହ ଅଛନ୍ତି ସେ ପର୍ଯ୍ୟନ୍ତ BJD ର ଖରାପ ସମୟ ଚାଲିଥିବ 😂
    ଆଉ ନିର୍ଭୟ channel and co. ଯେତେ grow କରିବ ଓଡିଶାବାସୀ ସେତେ ଅଧିକ ସଚେତନ ହେଉଥିବେ👍

  • @arabindamishra4045
    @arabindamishra4045 3 месяца назад +16

    ନବୀନଙ୍କ ପାଣ୍ଡିଆନ ପାଖରେ ଦୁର୍ବଳତା ଓ ଅସହାୟତା ସମ୍ପର୍କରେ ତଦନ୍ତ ହୋଇ ଲୋକଲୋଚନକୁ ଆସିବା ଆବଶ୍ୟକ।

  • @debashishacharya3814
    @debashishacharya3814 3 месяца назад +5

    ବିଜେଡି ନିଜ ଦୋଷକୁ ଏପର୍ଯ୍ୟନ୍ତ ବୁଝିବାକୁ ଅସମର୍ଥ ବୋଧହୁଏ ।

    • @Manoranjansahoo34680
      @Manoranjansahoo34680 3 месяца назад

      ସେମାନେ କେବେବି ବୁଝିପାରିବେ ନାହିଁ, କାରଣ ବୁଝିବା ତାଙ୍କର ମାନସିକତା ନୁହେଁ

  • @chandipadapanda4707
    @chandipadapanda4707 3 месяца назад +2

    ପାଣ୍ଡିଆନ ସରକାରୀ କ୍ବାଟର୍ସ କଣ ପାଇଁ ଅଧିକାର କରି ଏଠାରେ ଅବସ୍ଥାନ କରିଛନ୍ତି,ସେ ନେଇ ଏକ ସ୍ପଷ୍ଟୀକରଣ ଆବଶ୍ଯକ ହେଉଛି ।

  • @Dr.HemantaKumar
    @Dr.HemantaKumar 3 месяца назад +11

    ବିଳମ୍ୱ ହେଲେ ମଧ୍ୟ କର୍ମ ଫଳ ଫଳେ ୨୦୦୦ ମସିହା ରୁ ପର୍ଯ୍ୟାୟକ୍ରମେ ଯେଉଁ ବିଶ୍ୱାସଘାତକତାର ପ୍ରକ୍ରିୟା ବଳବତ୍ତର ଥିଲା [ ବିଜୟ ମହାପାତ୍ର ଠାରୁ ପ୍ରଦୀପ ପାଣିଗ୍ରାହୀ ପର୍ଯ୍ୟନ୍ତ ତା'ର ଫଳ ଗତ ୪ ତାରିଖରେ ପ୍ରକାଶିତ ହେଲା । ଏହାକୁ ଆପଣ ଅହଂକାର କୁହନ୍ତୁ ବା ଭାଗ୍ୟଫଳ କୁହନ୍ତୁ ଚଳିବ।

  • @Narmada-h2k
    @Narmada-h2k 3 месяца назад +2

    ଲୁଂଗି ଡ୍ୟାନ୍ସ😂😂

  • @annapurnasahoo7184
    @annapurnasahoo7184 3 месяца назад +3

    ଆପଣଙ୍କ ଉପସ୍ଥାପନା ଅତିସୁନ୍ଦର ଏବଂ ସଠିକ୍ ତଥ୍ୟ ପ୍ରଦାନ ପାଇଁ ଅନେକ ଅନେକ ଶୁଭେଚ୍ଛା

  • @LaxmikantaPradhan-h1d
    @LaxmikantaPradhan-h1d 3 месяца назад +1

    ଅତି ଦର୍ପେ ହତ ଲଙ୍କା ଅତିମାନେଚ କୌରବା ଅତି ଦାନେ ବଳି ର୍ବଧ .......

  • @SurendraMishara-h1p
    @SurendraMishara-h1p 3 месяца назад +2

    ସାଦର ପ୍ରଣାମ, କଥାରେ ଅଛି, "ଅତି ଗର୍ବେ ହତଲଙ୍କା..."ଆପଣଙ୍କ ବିସ୍ଲେଷଣ ଶତପ୍ରତିଶତ ଠିକ... ଅହଙ୍କାରୀ ପାଣ୍ଡିଆନ ଯୋଗୁଁ ନବୀନ ସରକାରର ପତନ ଘଟିଲା. ଜୟ ଶ୍ରୀରାମ 🙏🙏🙏

  • @Jagannath-oc9ht
    @Jagannath-oc9ht 3 месяца назад +1

    ନବିନ ଭାଇ, ଚଥା କ'ଣକି ପାଣ୍ଡିଆନ୍ ବେଙ୍କ ବାଲାନ୍ସ ତ ବଡିନାହିଁ ଏମିତି କିଚଚେନ୍ ମିଚେନ୍ ଫିଚେନ୍ ଖର୍ଚ୍ଚ କରିବାରୁ ଖାତାରେ ବାଲାନ୍ସଟା ବଢି ପାରୁନି । ଲେଖା ଟା ସେଇଠି ଅଛି। ଚାରି ତାରିଖରେ ଛିଣ୍ଡି ଗଲା। ଲୋକେ ଲେଖା ଛିଣ୍ଡାଇ ଦେଲେ। 3. ତଥାପି ଶେଷରେ କହିବି ମୋର ଆଶା ଅପରାଜିତାଙ୍କୁ ଶୁଯୋଗ ଦେବେ । ତାହାହାଲେ ବରପକ୍ଷଙ୍କୁ ସାମନା କରିବା କଷ୍ଟକର ହେବନାହିଁ । ସେ ବିଜେଡି ର ଗୋଇ ଭଲଭାବରେ ଜାଣନ୍ତି, ତା' ଛଡା ସରକାରୀ ଘଡିକୁ କେମିତି ଚାବିଦିଆଜିବ ନିଜ ଅନୁଭୂତିରୁ ଭଲଭାବରେ ଜାଣନ୍ତି ।ତେଣୁ ବିଜେପି ମୁକ୍ଷପାଇଁ ସେ ଉପଯୁକ୍ତ ।

  • @niranjannayak6173
    @niranjannayak6173 3 месяца назад +1

    ସାର ଆପଣଙ୍କ ବିସ୍ଲେସଣ ବହୁତ ସୁନ୍ଦର,
    ଭଗବାନ ଜଗନ୍ନାଥ ଆପଣଙ୍କୁ କୃପା କରନ୍ତୁ.
    ନିର୍ଭୟ ଆଗକୁ ଆଗକୁ ବଢୁ.

  • @mantoshmohanty3712
    @mantoshmohanty3712 3 месяца назад +2

    BJP Should invite to Respected Nabin Das Sir to the oath ceremony of Odisha CM. He is an honest,layal and daring person. He is giving much awareness and knowledge to Odisha people. Jay Nabin Das❤

  • @ashokkumardash7824
    @ashokkumardash7824 3 месяца назад +1

    ଆପଣ ଆଜି ଯେଉଁ ଶଦ୍ଦ ଟି କହିଲେ ଉଦ୍ଧତ ଅହଙ୍କାର ଏହା ସତ ପ୍ରତିଶତ ଠିକ୍

  • @narayanmohanty5100
    @narayanmohanty5100 3 месяца назад +2

    ସାର, ଆପଣଙ୍କ ଏପିସୋଡ୍ ଟି ବହୁତ୍ ଭଲ ଲାଗିଲା।

  • @BijoyKumarDas-rc1ss
    @BijoyKumarDas-rc1ss 3 месяца назад +1

    ନୂତନ ସୂର୍ଯ୍ୟ ର ଆଲୋକ ଆସିଲା

  • @Narmada-h2k
    @Narmada-h2k 3 месяца назад +1

    ମାଗଣାରେ ବିଜୁଳି କରେଣ୍ଟ😂😂😂

  • @AdiluPatra
    @AdiluPatra 3 месяца назад +5

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @MultiDiptiranjan
    @MultiDiptiranjan 3 месяца назад +2

    Sir apana Bahu gapuchanti but tike bekari samasya kemiti dura heba ta upare kuhantu. Sei katha ku kete thara kahibe.

  • @ODISHA_KUHE
    @ODISHA_KUHE 3 месяца назад

    ପ୍ରଣାମ sir, 24 yr ହେଲା କାଗଜ କଲମ ରେ ଓଡ଼ିଶା 1 number ଥିଲା, ଏବେ ଓଡ଼ିଶା କାମରେ 1 ନମ୍ବର ହବ.... ଜୟ ଜଗନ୍ନାଥ 🙏

  • @bijanmishra5021
    @bijanmishra5021 3 месяца назад +1

    ସେଥିପାଇଁ ଆପଣଙ୍କ ର ପ୍ରଚେଷ୍ଟା ଅଭିନନ୍ଦନୀୟ।

  • @PURNA7382
    @PURNA7382 3 месяца назад +1

    Both under confidence and over confidence is harmful. Over confidence of V K Pandian is the cause of BJD destruction.

  • @prasantaswain8431
    @prasantaswain8431 3 месяца назад +1

    ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ 🙏

  • @deepanjalimohanty9756
    @deepanjalimohanty9756 3 месяца назад

    ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻

  • @AmilyaPradhan
    @AmilyaPradhan 3 месяца назад

    Sir bjd ହାରିବାର ଗୋଟିଏ କାରଣ..... ପଞ୍ଚାୟତ କୁ 50 lakh ଦେବା ଯାହାଦ୍ୱାରା party worker ମାନେ ଝଗଡା ଲାଗିଥିଲା କାମ ପାଇଁ ଗା ଗା ରେ.... Mla ମାନେ ଗୋଟେ ଗ୍ରୁପ କୁ ସପୋର୍ଟ କରୁଥିଲେ......

  • @ganeswarpattnaik6393
    @ganeswarpattnaik6393 3 месяца назад

    ଏକଛତ୍ରବାଦ,autelianetaankjoguhrila

  • @sanjaynaik1442
    @sanjaynaik1442 3 месяца назад +3

    Salute to you sir. You are the only channel who predicted the fall of BJD far before. No body might acknowledge but everybody has realised it

  • @dilipkumarmishra253
    @dilipkumarmishra253 3 месяца назад

    Dash Sir.
    ଦୟା କରି ଗୋଟିଏ Episode ରେ ସୁର ରାଉତରାୟ ଙ୍କ ବିଷୟ ରେ କିଛି କହିଲେ ଜ୍ଞାନ ବଢିବ.....

  • @bhimasenrana7208
    @bhimasenrana7208 3 месяца назад

    1st କତ୍ତୱ "SSS" सुस्त्य, सिख्या, सुराख्या ,,, ଏବେ ତ ମୁଖ୍ଯ ରୋଲ BJDର

  • @basantapattnaik7812
    @basantapattnaik7812 3 месяца назад

    ସାର ଜନତା ଙ୍କ ବଳ ବିଜେଡି ର କାଳ l ଗର୍ବ ଅହଂକାରୀ ଭୈରବ କାର୍ତିକେୟନ ପାଣ୍ଡିଆନ ଓରଫ ପାଣ୍ଡୁ କୁ ଧନ୍ୟବାଦ

  • @NoDaddyIssues
    @NoDaddyIssues 3 месяца назад

    ଲୋକେ ଜେଲ ଯୋଜନା ପାଇଁ,, ଭୋଟ ଦେଇଛନ୍ତି

  • @arabindamishra4045
    @arabindamishra4045 3 месяца назад

    ନବୀନଙ୍କ ପାଣ୍ଡିଆନ ପାଖରେ ଦୁର୍ବଳତା ଓ ଅସହାୟତା ସମ୍ପର୍କରେ ତଦନ୍ତ ହୋଇ ଲୋକଲୋଚନକୁ ଆସିବା ଆବଶ୍ୟକ।

  • @santoshbiswal6256
    @santoshbiswal6256 3 месяца назад +3

    Sir namaskar. Samastaku anurodha sapatha samahara ku asantu. Cbi and ed lagai dosi manaku dharantu.

  • @surendranathlenka3599
    @surendranathlenka3599 3 месяца назад

    ସଠିକ୍ ସମୀକ୍ଷା। ବାସ୍ତବିକ ଲୋକଙ୍କର ମନର କଥାକୁ ଆପଣ ନିର୍ଭୁଲ ଭାବରେ ପଢ଼ିଛନ୍ତି।

  • @SumantaKumarPradhan-dm1tk
    @SumantaKumarPradhan-dm1tk 3 месяца назад

    ଶ୍ରୀଜଗନ୍ନାଥ ମହାପ୍ରଭୁ ସରକାର ବଦଳେଇ ଦେଲେ

  • @SasmitaParida-m6p
    @SasmitaParida-m6p 3 месяца назад

    ନବୀନ୍ ଭଲା କିନ୍ତୁ ତାଙ୍କର chamachakari ତାଙ୍କୁ ହରାଇଲେ

  • @saratsahoo268
    @saratsahoo268 3 месяца назад

    ମେଣ୍ଟ ଯୋଜନା ପାଣ୍ଡୀ ୟାନ ଙ୍କ ଗେମେ ପ୍ଲାନ ନ ଥିଲା କି ? ପ୍ରଥମରୁ ଏ ଚକର ରେ ନ ପଡ଼ିଥିଲେ BJP ଆଉ ଅଧିକ mla ପାଦ ପାଇଥାନ୍ତେ।

  • @rajendrajena6915
    @rajendrajena6915 3 месяца назад +1

    BJD govt hatiba pachhare Amara nirbhay channel ra bahut bada role achhi

  • @snitaentertainment
    @snitaentertainment 3 месяца назад

    ଆଜ୍ଞା, କାଞ୍ଚି ଅଭିଯାନର ପ୍ରତିଶୋଧ ତ ନେଇଗଲେ ...ସେଥିପାଇଁ ସବୁବେଳେ ଧଳା ଘୋଡା କଳାଘୋଡ଼ା ଚିତ୍ର background ରେ ରଖୁଥିଲେ... କିଏ ବୁଝିଲେ ସିନା... ଏବେ ରତ୍ନ ଅଳଙ୍କାର ସବୁର ହିସାବ ନିଆଯାଉ ଓ ଉଦ୍ଧାର କରାଯାଉ ...

  • @ganeswarnayak7161
    @ganeswarnayak7161 3 месяца назад

    ଅହଂକାର ପାଇଁ ପାଣ୍ଡିଆ ଓଡିଆମାନଂକୁ ଚଡ଼ି ପିନ୍ଧେଇ ଦେଇ ଥାନ୍ତେ। ଭାଗ୍ୟ ଭଲ ଠିକଣା ସମୟରେ ଓଡ଼ିଆମାନେ ସଚେତନ ହେଇଗଲେ। ଜୟ ଶ୍ରୀ ଜଗନ୍ନାଥ, ଚକା ଆଖି ସବୁ ଦେଖୁଛି 🙏🙏🙏 ନମସ୍କାର 🙏🙏🙏🙏🙏🙏🙏🙏❤️

  • @pramodkumarrout7641
    @pramodkumarrout7641 3 месяца назад +1

    There is no place of Ego in Democracy.

  • @DR.B.NAYAK1980
    @DR.B.NAYAK1980 3 месяца назад

    🙏ନିରାକାର ପରଂବ୍ରହ୍ମ ଜଗନ୍ନାଥ ଅନନ୍ତ ଶକ୍ତିର ମାଲିକ 🙏 l ତାଙ୍କ ବିଚାରରେ ଯାହାହୁଏ ପ୍ରାଣୀର. ମଙ୍ଗଳ ପାଇଁ l🙏

  • @IswarChandra-us3go
    @IswarChandra-us3go 3 месяца назад

    Bjd ସରକାର କାଳରେ ବହୁତ ଅପରାଧ ହୋଇଛି cbi ତଦନ୍ତ ପାଇଁ bjp ସରକାର ଙ୍କୁ ଅନୁରୋଧ ରହିଲା

  • @ଗଜାନନ
    @ଗଜାନନ 3 месяца назад

    ଆପଣଙ୍କ ଗୁମର କଥା ବହୁତ ଭଳ ଲାଗୁଛି ଶୁଣିବାକୁ ବିଭଳ ସମୟ ବଢ଼ାଈ ଳେଉଳ ହୁଅନ୍ତା।

  • @SudamaBhue
    @SudamaBhue 3 месяца назад

    ମୁଁ ପ୍ରଥମ ରୁ ଭାବୁଥିଲି ନବୀନ ବାବୁ କଂର କିଛି viral videos ବୋଧେ ପଣ୍ଡିୟନ୍ ରଖି ଛନ୍ତି,,, ବୋଧେ ସେଥି ପାଇଁ ନବୀନ ବାବୁ କଣ୍ଢେଇ

  • @sadanandamohapatra1281
    @sadanandamohapatra1281 3 месяца назад +1

    Kebal Pandia joge Nabinababu Odishare Patan Hela.Jadi Odishara Jane Bjdi Adhakhiya Nabinababu Sathire Thanta.Nabinababu Hariba Ak Tamil Joge. Odishabasi Vote Deithile Nabinababunku Pandiya Kon Hey Odishaku lutuchhi Janta Confidence Haraile Nabinababutharu.

  • @arabindamishra4045
    @arabindamishra4045 3 месяца назад +2

    ଓଡ଼ିଶାର ନୂତନ ଓ ପ୍ରଥମ ବିଜେପି ସରକାର। ଶୁଭାୟୁ ଭବତୁ।

  • @SimanchalChaudhuri
    @SimanchalChaudhuri 3 месяца назад

    ସମୟ ଆସିବ କେନ୍ଦ୍ରରୁ ପୋଛି ହେଇଯିବ bjp l ମୋଦି ଆଉ ତମରଭଳି କୁକୁର ମାନଙ୍କ ଗର୍ବ ଭାଙ୍ଗିଜିବ

  • @SimanchalChaudhuri
    @SimanchalChaudhuri 3 месяца назад

    ସମୟ ଆସିବ କେନ୍ଦ୍ରରୁ ପୋଛି ହେଇଯିବ bjp l ମୋଦି ଆଉ ତମରଭଳି କୁକୁର ମାନଙ୍କ ଗର୍ବ ଭାଙ୍ଗିଜିବ

  • @SimanchalChaudhuri
    @SimanchalChaudhuri 3 месяца назад

    ସମୟ ଆସିବ କେନ୍ଦ୍ରରୁ ପୋଛି ହେଇଯିବ bjp l ମୋଦି ଆଉ ତମରଭଳି କୁକୁର ମାନଙ୍କ ଗର୍ବ ଭାଙ୍ଗିଜିବ

  • @SimanchalChaudhuri
    @SimanchalChaudhuri 3 месяца назад

    ସମୟ ଆସିବ କେନ୍ଦ୍ରରୁ ପୋଛି ହେଇଯିବ bjp l ମୋଦି ଆଉ ତମରଭଳି କୁକୁର ମାନଙ୍କ ଗର୍ବ ଭାଙ୍ଗିଜିବ

  • @SimanchalChaudhuri
    @SimanchalChaudhuri 3 месяца назад

    ସମୟ ଆସିବ କେନ୍ଦ୍ରରୁ ପୋଛି ହେଇଯିବ bjp l ମୋଦି ଆଉ ତମରଭଳି କୁକୁର ମାନଙ୍କ ଗର୍ବ ଭାଙ୍ଗିଜିବ

  • @SimanchalChaudhuri
    @SimanchalChaudhuri 3 месяца назад

    ସମୟ ଆସିବ କେନ୍ଦ୍ରରୁ ପୋଛି ହେଇଯିବ bjp l ମୋଦି ଆଉ ତମରଭଳି କୁକୁର ମାନଙ୍କ ଗର୍ବ ଭାଙ୍ଗିଜିବ

  • @SimanchalChaudhuri
    @SimanchalChaudhuri 3 месяца назад

    ସମୟ ଆସିବ କେନ୍ଦ୍ରରୁ ପୋଛି ହେଇଯିବ bjp l ମୋଦି ଆଉ ତମରଭଳି କୁକୁର ମାନଙ୍କ ଗର୍ବ ଭାଙ୍ଗିଜିବ

  • @gunanidhinaik3699
    @gunanidhinaik3699 3 месяца назад

    ଶାସ୍ତ୍ର ରେ କୁହା ଯାଇଛି ;ଅନ୍ୟାୟ କରୁଥିବା ଲୋକଙ୍କ ଠାରୁ ଅନ୍ୟାୟ ସହିବା ଲୋକ ଅଧିକ ପରିମାଣରେ ଦୋଷୀ।

  • @AmilyaPradhan
    @AmilyaPradhan 3 месяца назад

    50 lakh ପ୍ରତି ପଂଚାୟତକୁ bjd ପାଇଁ ବୁମରାଓଂ ସାଜିଥିଲା.. Mla ra ନିକଟତର ଲୋକ କାମ କରିଥିଲାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଦଳ ପ୍ରତି ବିତୃଷ୍ନା ମନୋଭାବ ଆସିଥିଲା..... ଏଇଠୁ ଆରମ୍ଭ ହୋଇଥିଲା bjd ବିରଧ ରେ କାମ

  • @jayaprakashsahu319
    @jayaprakashsahu319 3 месяца назад

    ଧନ୍ୟବାଦ ସାର ମୁଁ ନୁଆଁ ମୁଖ୍ୟମନ୍ତ୍ରୀ କୁ ଭେଟିବା ପାଇଁ ଚାହୁଁଚି ଭେଟି ପାରିବି କି

  • @arjunbag5441
    @arjunbag5441 3 месяца назад

    ଯଦି ପାଣ୍ଡିଆନ୍ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରା ନ ଯାଏ, ତାହେଲେ ଓଡ଼ିଶାର ଲୋକ ଜାଣିବେ ଯେ ବି,ଜେ,ପି,ହାତ ପାଣ୍ଡିଆନ ଙ୍କ ମୁଣ୍ଡରେ ଅଛି। ଧନ୍ୟବାଦ ନିର୍ଭୟ,,,

  • @baradaprasannabhuyan4723
    @baradaprasannabhuyan4723 3 месяца назад

    ଓଡ଼ିଆ ଲୋକଙ୍କୁ ଶସ୍ତା ଭାବିଲେ, ଗୋଟେ ବିରାଟ ମୂଲ୍ୟ ଦେବାକୁ ପଡ଼ିବ । ଆଜି ଆମେ ଓଡ଼ିଶାବାସୀ କାମରେ କରି ଦେଖେଇଦେଲୁ।