For him a people's elected politician is not favorable to him for ruling Odisha as co partner... But how could not he know that who is corrupt or not? All nonsense....
Best analysis. Thank you for your courage. This shameful phase of Odisha will go,but history will remember your courage sir. There is a saying ,No false image will last long,as it lasted long making people beleive this false image,the end will defintely be that terrible ,as he is to give the price for playing with the simplicity of Odias.
Very true fact. Excellent. People should understand the reality. Now i think in such a crucial period, Prabhu Sri Jagannath would save our odisha and make aware our people (voters) to go in a true way. Jai Sri Jagannath.
ନମସ୍କାର ଆଜ୍ଞା। ଓଡିଶାର ଲୋକ ମାନଙ୍କୁ ଭୁଆଁ ବୁଲାଇବା ଭଲ ଭାବରେ ଜାଣନ୍ତି ନବୀନ ପଟ୍ଟନାୟକ।
ସାର୍ ନମସ୍କାର ଏତେ ଦିନ ପରେ ଚମତ୍କାର ଖବରଟି ଆମ ଓଡ଼ିଆ ମାନଙ୍କୁ ଜଣାଉଥିବା ରୁ ଆପଣ ଙ୍କୁ ସତ କୋଟି ପ୍ରଣାମ
ପଖାଳଖିଆ, ଭିକାରୀ ଓ ଓଡ଼ିଆ କେବେ ସ୍ବାଭିମାନୀ ଥିଲେ, ଏହା କାଇଁ ବିଶ୍ବାସ ଲାଗୁନି
@@RashmitaDasBBSRyou are a communist ideology affected and culturally diverted shame on you, are you a outsider ?
Aabe tu nije dadan khati jauthibu, to family 2 Oli khaibaku paunathiba, ethi aasi prabachan kahiki dauchu@@RashmitaDasBBSR
1:58
ଦେଖରେ ନବୀନ ଉତ୍କଳ ଦାଦନ ରେ ପୂରିତ
ଶାସନ କରନ୍ତି ଗୁମାସ୍ତା ଜନ ହୁଏ ଶୋଷିତ
ଭୁଲୁଣ୍ଠିତ ଆଜି ଓଡିଆ ଭାଷା ଆଉ ସଂସ୍କୃତି
ଧନ୍ୟ ତୁମ ଲୁଙ୍ଗି ପିନ୍ଧା ଆଉ ତାମିଲ ପ୍ରୀତି
ଧିକ୍.....
Right sir
Badiya
ଆଉ କେତେ ଦିନ
ଭାଇ ଧନ୍ୟବାଦ
ପଖାଳଖିଆ, ଭିକାରୀ ଓ ଓଡ଼ିଆ କେବେ ସ୍ବାଭିମାନୀ ଥିଲେ, ଏହା କାଇଁ ବିଶ୍ବାସ ଲାଗୁନି
ଆଜିର ନିର୍ଭୟ ଗୁମର କଥା ଅତି ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ଉପରେ ଆଧାରିତ ଯାହା ଅତ୍ୟନ୍ତ ଶିକ୍ଷଣୀୟ ।
ଜୟ ଶ୍ରୀ ରାମ ଜୟ ଶ୍ରୀ ଜଗନ୍ନାଥ ବନ୍ଦେ ଉତ୍କଳଜନନୀ
Sir ଆପଣଙ୍କ ଚେହେରା ଲାଲ୍ କ୍ରୀଷ୍ଣ ଆଡଭାନୀ ଙ୍କ ପରି ଦେଖାଯାଉଛନ୍ତି
ବିଜୁ ବାବୁ ଙ୍କ ଦେହାନ୍ତ ସମୟରେ ଏ ଯୋଗ୍ୟ ପୁତ୍ର ନବୀନ , ତାଙ୍କ ମୁହଁରେ ଟିକେ ପାଣି ଦେଇନି,ସେଭଳି ଲୋକ ଓଡ଼ିଶାର କଣ କରିବ ? ଏ ଭଳି ପୁତ୍ର ର ବଞ୍ଚି ରହିବାର କିଛି ମାନେ ନାହିଁ, ପ୍ରଥମ କରି ଜନତା ଦଳର ପୁରୁଖା ନେତା ମାନେ ହିଁ ଏ ଭୁଲ କରିଛନ୍ତି,ସେ ଭୁଲଟି ପାଇଁ ଆ ଜି ଓଡ଼ିଶାବାସୀ ଭୋଗୁଛନ୍ତି, 👍👍👍👍👍👍👍👍👍👍
ଏ ଦୁଃସ୍ଥିତି ପାଇଁ ଓଡ଼ିଆମାନେ ହିଁ ଦାୟୀ l
ସାର୍ ଆପଣ ସଠିକ୍ ବିଶ୍ଲେଷଣ କରିଥିବାରୁ ଧନ୍ୟବାଦ
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ
ଯାହା ଶିଖାଇଛି ଜଟାଧାରୀରେ ବରାଙ୍ଗୀ
ମଦାରୀ ଇଙ୍ଗିତେ ହନୁ କରେ ଅଙ୍ଗଭଙ୍ଗୀ
😭😭
ନବୀନ ବାବୁ ତ ଦାୟୀ ପାଣ୍ଡିଆନଙ୍କ ସଂପୂର୍ଣ୍ଣ ଆଧିପତ୍ଯ ପାଇଁ,କିନ୍ତୁ ବିଜେଡିର ଅନ୍ଯ ଦିଗ୍ଦଜମାନେ ମଧ୍ଯ ସମପରିମାଣରେ ଦାୟୀ। ହାୟରେ କ୍ରୀତଦାସମାନେ।
ଆଜ୍ଞା ନବୀନ ବାବୁ ବହୁତ ଗର୍ବି ସେ ଓଡ଼ିଆ ଭାଷା ଓ ଲୋକଙ୍କୁ ଘୃଣା କରନ୍ତି
Randua rajaku garami mantri
ଏପରି ବିଶ୍ଳେଷଣ କୋଡ଼ିଏ ଦିନ ତଳୁ ହେବାର ଥିଲା ।
ଅପଣଂକୁ ବହୁତ ଧନ୍ୟବାଦ
ପ୍ରକୃତରେ ଯଦି ଓଡ଼ିଶା ବାସୀ ଙ୍କର ସ୍ୱାଭିମାନ ବଞ୍ଚାଇବାକୁ ଚାହୁଁଛନ୍ତି ତା ହେଲେ ସମସ୍ତ ଏମଏଲଏ
ଜିତିବା ପରେ ଏକାଠି ହୋଇ ଜବାବ ଦିଅନ୍ତୁ।
ସାର୍ ନମସ୍କାର, ଚମତ୍କାର ବିଶ୍ଲେଷଣ, ପାଇଁ ଅନ୍ତର ରୁ
ଧନ୍ୟବାଦ୍, ପଚିଶ ବର୍ଷ ର ନିନ୍ଦିତ ନବୀନ କୁ ନିଦିତକଲେ ନବୀନ କୁ କିଛି ନ ବୁଝି ଅନ୍ଧ ଭାବେ ଭୋଟ ଦେଉଥିବା କ୍ରୀତ ଦାସ ଓଡିଆ ମାନେ।
ଆପଣଙ୍କ କଥା ଓ ଉପସ୍ଥାପନା ଅତ୍ୟନ୍ତ ସୁନ୍ଦର. ତାମିଲ ସିନାମା ଦେଖୁଥିବା ଓଡ଼ିଆ ମୂର୍ଖ କୁ କଣ ପରିବର୍ତନ କରିପାରିବେ. ପ୍ରୟାସ ଜାରିରଖନ୍ତୁ. ଜୟ ଜଗନ୍ନାଥ
ବହୁତ ସୁନ୍ଦର ଉପସ୍ଥାପନା ପାଇଁ ଧନ୍ୟବାଦ ।।
ନବୀନ ପଟ୍ଟନାୟକ ଦାୟୀ ନୁହନ୍ତି, ଦଳର ଆଗଧାଡିର ନେତୃବୃନ୍ଦ ଦାୟୀ କାରଣ ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠତା ହି ସବୁକିଛି ।।
Completely agree with your analysis. Better late than never. Real character of the top leader has been exposed before the public.
ସାର୍ ନମସ୍କାର। ଆଜି ର ମନ୍ତବ୍ୟ ଖୁବ ହୃଦୟ ସ୍ପର୍ଶ କରି ଛି। ମୂଖ୍ୟ ମନ୍ତ୍ରୀ ଆଜି କଣ୍ଢେଇ । ତାକୁ ନଚାଉ ଛନ୍ତି ପାଣ୍ଡିଆନ ନିନ୍ଦିତ ହେଉଛି ଓଡ଼ିଆ ଜାତି । ଧନ୍ୟବାଦ ଆପଣଙ୍କ ସାହାସିକତା ।
Sir ଏହାକୁ ଶୁଣିଲା ପରେ ବହୁତ ଦୁଃଖ ଏବଂ ବ୍ୟସ୍ତ ଲାଗୁଛି । ନବୀନ ବାବୁଙ୍କ ପାଇଁ
More than 100% correct.
ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ।
ନବୀନ ବାବୁ ମଦ ପାଈଁ ନାଚୁଛନ୍ତି
Italian cigarette pain bi bhasuchhanti...
Jai jagannath
ନବୀନ ଦାସ - ନିର୍ଭୟରେ
ନବୀନ ପଟ୍ଟନାୟକ - ଭୟରେ 👻
Perfect analysis,Respected Sir.
Jay Jaganath sir ati sundar paribartan nichhit
ନବୀନ ପଟନାୟକ ଙ୍କୁ ଅଧିକାର କିଏ ଦେଲା ଓଡିଶାକୁ ବାହାର ଲୋକ ହାତରେ ଟେକିଦେବାକୁ
Yes odisha ku kahi ki bihari didi ku dela
Adhikari amma maganakhiya odia 112 seats deiki adhikar deidele
ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ନବୀନ ପଟନାୟକ 👍🏾
ସାର୍ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ସଠିକ୍ ବିଶ୍ଲେଷଣ।
ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିଶ୍ଚୟ ଜିତିବେ ଆଉ ରହିଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେପି ପଛୁଆ ଥିଲା ବର୍ତ୍ତମାନ ଆଗୁଆ ଅଛି ପ୍ରାୟ ସବୁ ପଞ୍ଚାୟତରେ ବିଜେପି ସପକ୍ଷରେ ଅଛନ୍ତି ଯୋଗୀ ଆଦିତ୍ୟନଥଙ୍କ ପାଇଁ ଆହୁରି ବଢିଯିବ।
ଯାହାବି ହଉ ଓଡ଼ିଶା ରୁ ପାଣ୍ଡୁ ର ଶାସନ ନ ରହିବା ଦରକାର । ଯଦି BJD ଆସିବ ତାହାହେଲେ ଓଡ଼ିଶା ଆହୁରି ତଳକୁ ଚାଲିଯିବ ।
Very nice episode and especially comments of Annamalai was perfect reply for M K Stalin.
ବର୍ତ୍ତମାନ ଓଡ଼ିଶାର ପରିସ୍ଥିତି ଏପରି ହୋଇଛି ଯେ ପ୍ରଥମେ ଯୋଗ୍ୟ କୁ ଭୋଟ ନ ଦେଇ ଅଯୋଗ୍ୟ କୁ ହଟେଇବା ପାଇଁ ଭୋଟ ଦେବାକୁ ପଡିବ.
Bahut bhala kahile
Excellent analysis
ନବୀନ ବାବୁ ଓଡ଼ିଆ ମାନଙ୍କୁ ଘୃଣା କରନ୍ତି l ଆମେ ନିରୀହ ନିଷ୍କପଟ ଓଡିଶା ବାସୀ ତାଙ୍କୁ 25 ବର୍ଷ ହେଲା ମୁଣ୍ଡ ରେ ବସେଇଛୁ l ସେ କେବଳ ଅଣ ଓଡ଼ିଆ ଇଂରାଜୀ କହୁଥିବା ଲୋକଙ୍କୁ ପସନ୍ଦ କରନ୍ତି l କେବେ ଦେଖିଛନ୍ତି କୌଣସି ଓଡ଼ିଆ ଲୋକ ତାଙ୍କର ନିକଟବର୍ତ୍ତୀ ହେବାର l ସେ ନିଜ ଦଳ ର ଓଡ଼ିଆ ନେତା ଅପେକ୍ଷା bureaucrat ମାନଙ୍କୁ ଅଧିକ ବିଶ୍ୱାସନୀୟ ଭାବନ୍ତି l ସେ ଅତୀତ ର ପ୍ୟାରୀମୋହନ ହୁଅନ୍ତୁ କି ବର୍ତ୍ତମାନ ର ପାଣ୍ଡିଆନ l ତେଣୁ ନିଜ ରାଜ୍ୟ ର ଜନତା, ନେତା ତଥା ଭାଷା ସାହିତ୍ୟ କୁ ଭଲ ପାଉଥିବା cm ଆମର ଦରକାର
For him a people's elected politician is not favorable to him for ruling Odisha as co partner...
But how could not he know that who is corrupt or not?
All nonsense....
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹
ଅନ୍ଦ ଭକ୍ତ ନବିନୀ ଙ୍କ ମନ ଦୁଖ ଆପଣ ଏମିତି ଖୁଲାସ କଲେ ଏଥିପାଇଁ । ଧନ୍ୟବାଦ ନମସ୍କାର ସାର
ଓଡ଼ିଆ ମାନେ ସତେଚନ ହୋଇ ବିଜୁ ଜନତା ଦଳକୁ କ୍ଷମାତାଚୁତ କରିବାର ବେଳ ର ସଦୁପଯୋଗ କରନ୍ତୁ.
ବନ୍ଦେ ମାତରଂ ବନ୍ଦେ ଉତ୍କଳ ଜନନୀ ଜୟ ମା ଉତ୍କଳ ଜନନୀ।
ଜୟ ଜଗନ୍ନାଥ 🙏🏻
ସାର୍ 🙏ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱର ରୋଡ ସୋ ରେ ଲୋକ ହେଉନାହାନ୍ତି ତାହାରି ଉପରେ ଗୋଟେ ଏପିସୋଡ କରନ୍ତୁ।❤❤❤❤
ନବୀନ ଓ ପାଣ୍ଡିଆ ଓଡିଶା ର କଳଙ୍କ l
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
❤❤❤❤❤
୧ପ୍ରଥମ
ନମସ୍କାର ନବୀନ ବାବୁ,ମୁଁ ଭାବୁଛି ଅମ ଓଡ଼ିଶା ର ଅସ୍ମିତା କ୍ଷୁର୍ଣ୍ଣ ହେବା ର ମୂଳ କାରଣ ହେଲା ଆମ ନେତାଙ୍କ ଶିକ୍ଷାର ଅଭାବ
Heart touching speech
ଛି ଶଳା ଓଡ଼ିଶାରେ ରହିବାକୁ ଲାଜ ଲାଗୁଛି। କଣ ଚାଲିଛି ଏସବୁ ଦେଖିଲେ ନିଜକୁ ଓଡ଼ିଆ ବୋଲି କହିବାକୁ ଘୃଣା ଲାଗୁଛି। ଏତେ ତଳକୁ ଖସିଗଲେକି ଓଡ଼ିଆ ଲୋକ? ମୁହଁ ଖୋଲିପାରୁ ନାହାଁନ୍ତି ଜଣେ ବାହାର ଲୋକ ଆଗରେ.... ଛି ଶଳା ଜୀବନ। ଥିଲେ କେତେ ମଲେ କେତେ?
ସାର୍ ଆପଣଙ୍କୁ ଶତ ଶତ ପ୍ରଣାମ
ଏ ଜାତି ଏବେ ମଧ୍ୟ ବଂଚିଛି। ଆଗାମୀ ସମୟ ତାହା ର ଜବାବ୍ ଦେବ।
ଶତଧିକ୍ ରେ ବିଜେଡି ନେତା,ପାର୍ଥୀମାନେ.......
ଦାସ ଦଳ ନୁହେଁ କ୍ରୀତଦାସ ଦଳ. ଗଧଙ୍କୁ ଲଜ୍ଜ୍ୟା ନାହିଁ କି ସରମ ନାହିଁ, ଧିକ ସତ ଧିକ ବିଜେଡି କ୍ରୀତଦାସ ମାନେ.
Right
Right 👍
ନିଜର ଓଡ଼ିଆ ପରିଷଦ ବର୍ଗଙ୍କୁ ହଟେଇ ନବୀନ ବାବୁ ନିଜ ଜାଲରେ ନିଜେ ଫସି ସାରିଛନ୍ତି। କଳଙ୍କ ର ଟୀକା ଲଗେଇ ବିଦାୟ ହେବେ ।
Really, well said 😊
ଜୟ ଜଗନ୍ନାଥ
ସାର୍ ଏ ହେଉଚି ଓଡ଼ିଆ ରାଜାଙ୍କ ନାଚ କୁ ତାମିଲ୍ ରିମୋଟ
ସବୁ ନାଟର ଗୋବର୍ଦ୍ଧନ ନବୀନ ପଟ୍ଟନାୟକ କର୍ମର ଫଳ ଏବେ ଭୋଗୁଛନ୍ତି ତାସଙ୍ଗେ ଓଡ଼ିଶା ବାସୀ ବି ଭୋଗୁଛନ୍ତି
Right sir
ନବୀନ ଦାସ ସାର୍ ନମସ୍କାର। ଗୋଟିଏ କଥା ମନକୁ ଆସୁଛି, ଯେତେବେଳେ ପାଣ୍ଡିଆନ ନବୀନ ପଟ୍ଟାୟକକନଙ୍କୁ ସାକ୍ଷୀ କଣ୍ଢେଇ କରି ନଚଉଥିଲେ ନବୀନ ପଟ୍ଟନାୟକଙ୍କ ପରିବାରରେ କେହିବି ଜାଣି ପାରୁନଥିଲେ କି?
ଜୟ ଶ୍ରୀ ଜଗନ୍ନାଥ 🌹🙏।
Bahuut badhia lagila, thank you.
Best analysis.
Thank you for your courage.
This shameful phase of Odisha will go,but history will remember your courage sir.
There is a saying ,No false image will last long,as it lasted long making people beleive this false image,the end will defintely be that terrible ,as he is to give the price for playing with the simplicity of Odias.
ବୟସ୍
Nice analysis.
Thanks sir
ମୁଁ ଆପଣଙ୍କ ଭିଡ଼ିଓ ପ୍ରତି ଦେଖେ କେଜାଣି କାହିଁକି ପ୍ରତିଦିନ ଦେଖିବାକୁ ଭଲ ଲାଗେ ବହୁତ ଭଲ ସୂଚନାକୁ ନେଇ କି ଆଣନ୍ତି ଏବଂ ତଥ୍ୟ ଓ ତର୍କ ସହ ସମାଲୋଚନା କରୁଥିବାରୁ
Excellent sir
ଆମ ଓଡ଼ିଶାରେ କଥାରେ ଅଛି ଲୋକମାନେ କହୁଛନ୍ତି ଆମ ଓଡିଶାର ରାଜାଙ୍କୁ ତାଙ୍କ ଉତରାଧୀକାରି ଉଲୁକ ମାଂସ ଖାଇବା ପାଇଁ ଦେଇଛନ୍ତି ତେଣୁ ଆମ ରାଜ୍ୟର ମୂଖ୍ୟ ଏପରି ନିରବ ହୋଇ ରହୁଛନ୍ତି
Sir, if bjp coming to power what will be the role of vkp, CM and other MLAs. Please make an episode for this. As earlier you have forecast for vkp.
ନମସ୍କାର ଆଜ୍ଞା। ବହୁତ ସୁନ୍ଦର କଥା ଓଡ଼ିଶାର ରାଜନୀତି ବିଷୟ ରେ କହିଲେ । ନିଛକ କଥା। ଏ ରାଜ୍ୟ ରେ ବିଜୁବାବୁ , ମହତାବ, ନନ୍ଦିନୀ ଶତପଥୀ ଜାନକୀବଲ୍ଲଭ ପଟ୍ଟନାୟକ ପରି ନେତା ଏ ରାଜ୍ୟ କୁ ଶାସନ କରୁଥିଲେ ଲୋକମାନଙ୍କ ସହିତ ରହି ଲୋକଙ୍କ ଭଲମନ୍ଦ ବୁଝୁଥିଲେ କିନ୍ତୁ କ'ଣ ହେଲା ଏବେ। ସରକାର ପୁରା କଣ୍ଢେଇ ହୋଇଗଲା ସମସ୍ତ ରାଜନେତା କ୍ରିତଦାସ ହୋଇଗଲେ କାହାର କିଛି କହିବାର ସାହସ ନାହଁ । କି ଅବସ୍ଥା ଓଡ଼ିଶାରେ। ଖାଲି ଜଗନ୍ନାଥ ଭରସା ।
Thank you so much sir for your effort... Apana nka pai ame ete mulyaban content pai paruchu 🙏🙏🙏
Very nice episode
ନିଦିତ ଗଜପତି ବିଷୟ ରେ ମୁଁ କିଛି ଜାଣିବାକୁ ଇଚ୍ଛା 🙏
Sir right
ଗୁମର କଥା କହିଲାବେଳେ ନବୀନ ସପକ୍ଷରେ କିଛି ପ୍ରଚାର କରିବା ଆମକୁ ଦୁଃଖ ଦଉଚି,, ଏ କାମ କାହାର
ଆପଣ ଭୁଲ କହୁଛନ୍ତି
ସେ ମୂଳରୁ ଗୋଟିଏ କଣ୍ଢେଇ ଥିଲେ
ନବୀନ ନିବାସ ଭିତରେ ନବୀନ ବାବୁ ପାଣ୍ଡିଆନ୍ ଏବଂ ତାଙ୍କ ପତ୍ନୀ ସୁଜାତା ଠାରୁ ଗୋଇଠା, ମାଡ,ଗାଳି ଖାଉ ନଥିବେ ବୋଲି କିଏ କହିପାରିବ । କିଏ ଦେଖୁଛି ନବୀନ ନିବାସ ଭିତରେ କଣ ଘଟୁଛି ।
ନବିନ ପାଣ୍ଡୁ ଯୋଡ଼ି ଦେଖିବ ସି ବି ଆଇ ଓ ଇ ଡି ର କରାଳ ରୂପ ଇଲେକ୍ସନ ପରେ l କାରଣ ଏହି ଦୁଇ ଆସାମୀ ବେଦାନ୍ତ ଜମି ଅଧିଗ୍ରହଣ ଓ କୋଇଲା ଖଣି ଘୋଟାଲା ମାମଲାରେ ଡାଇରେକ୍ଟ ଜଡିତ ଅଛନ୍ତି l ୟାଙ୍କର ସବୁ ସମ୍ପତି ଇ ଡି ଜବତ କରିବା ସହ ୟାଙ୍କୁ ଗିରଫ କରି ଜେଲ ଦଣ୍ଡ ଦେବ l RTI ତଥ୍ୟ ସମ୍ବଳିତ l
ନବୀନା, ପାଣ୍ଡୁ ଯୋଡି଼ କଲେ ଆମ ରାଜ୍ୟକୁ ଲାଣ୍ଡୁ
BJDର ନେତା / ନେତ୍ରୀ ଯେ ଗାଣ୍ଡୁ
ଭୋଟର ଛଡା଼ଇବେ ୟାଙ୍କର କଣ୍ଡୁ🤓
ସିଂହାସନ ଲୋଭ ଆଉ pandyan ମୋହ ପାଇଁ ନବିନ ର ପତନ ହେବ, ନାରୀ ମାନଙ୍କ ଅଭିଶାପ ନିଶ୍ଚିତ ପଡ଼ିବ
ମୁଖ୍ୟମନ୍ତ୍ରୀ ଅବସର ନେବା କଥା ମର୍ଜଦା ରହିଥାନ୍ତା
Democracy in danger ,Need for Change
Well analysed Sir 🙏
ବହୁତ୍ ଗୁପ୍ତ କଥା ଅଛି ଆପଣ ମଧ୍ୟ ଜାଣି ନାହାନ୍ତି।
ନିଶାଗ୍ରସ୍ତ ବ୍ୟକ୍ତି କୁ ନିଶା ଛଡ଼ାଇବା ପାଇଁ ଭୁବନେଶ୍ବର ର ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ଆୟୁର୍ବେଦିକ ଔଷଧ ମିଳୁଛି। ସେହି ଔଷଧ ର ମାତ୍ରାଧିକ ସେବନ ଯୋଗୁଁ ନିଶାଡି ବ୍ୟକ୍ତି ଟିଏ ନିଶା ଛା କିନ୍ତୁ ବାରମ୍ବାର ସେବନ କରିବା ଦ୍ଵାରା ସେ ବ୍ୟକ୍ତି ର ସ୍ମରଣ ଶକ୍ତି ହ୍ରାସ ପାଇଥାଏ ଓ ସେ ବ୍ୟକ୍ତି ପ୍ରାୟ ମୁକ ହେବାର ସମ୍ଭାବନା ରହିଛି। ତେଣୁ ଏହା ବି ଏକ କାରଣ ହେଇପାରେ।
ୟେ ସପ୍ତାହ ରେ ନିର୍ଭୟ ବନ୍ଦ କରନ୍ତୁ ନାହିଁ ସାର୍
Sir...hats off to your in depth analysis. Really awesome 👌 👏 👍
Very true fact. Excellent. People should understand the reality. Now i think in such a crucial period, Prabhu Sri Jagannath would save our odisha and make aware our people (voters) to go in a true way.
Jai Sri Jagannath.
We need a change in odisha
Now even illiterate people are with Navin and their votes will be the decisive factor in election as educated people do not cast their vote.
ଶିକ୍ଷିତ ସଚେତନ ଲୋକ ଭୋଟ ଦିଅନ୍ତୁ । ଆମେ ସରକାର ଗଢ଼ିବା। ଆଣ୍ଡୁ ପାଣ୍ଡୁ ଲୋକ କଣ ରାଜ୍ୟ ଚଳେଇବେ?
ଗେଣ୍ଡାଦଳିଆ ଗଦ୍ଦାର ତାମିଲକୁ ସାହାଯ୍ଯ କଲେ ନବୀନ କୁ ପାଗଳ କରି କଣ୍ଢେଇ ପରି ନଚାଇ ବାକୁ
Jay Shree Jagannath ❤
ଏପରି ଖବର ପ୍ରସାରିତ କରି ମୋର 🤩 ଖୋଲିଦେଲେ।
ତୁମେ BJD ରେ ଥିଲ କି 😂
ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି , ଉଠୁ ଗତ ଗୌରବ ହୃତ ଗୌରବ ମୃତ ଗୌରବ ରାଜି
ଭଲ କବିତା ଟେ ଲେଖିଲ ଭାଇ । ମୋ ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ କବି ଗୋଦାବରୀଶ ମହାପାତ୍ର
@@syamaprasadmahapatra ଓଡିଆ ମା କାନ୍ଦୁଛି! ଜାଗ ଓଡିଆ ! ଜାଗ ! ଜୟ ଓଡିଶା! ଜୟ ଜଗନ୍ନାଥ!
@@syamaprasadmahapatra କଳାପାହାଡ ପାଣ୍ଡୁ ଦଖଲରୁ ଆମର ଓଡିଶା ମାଆ କୁ ବଞ୍ଚାନ୍ତୁ |
ମୋତେ ଲାଗୁଛି ଏହା ଭିତରେ କିଛି ସାଂଘାତିକ ଗୁପ୍ତ ରହସ୍ୟ ନବୀନ ବାବୁ ଙ୍କ ର ପାଣ୍ଡିଆନ୍ ବାବୁ ଜାଣି ବ୍ଲାକ୍ ମେଲ୍ କରୁନାହାନ୍ତି ତ..?
ଓଡିଶା ବାସୀ ଅନୁସନ୍ଧାନ କରି ନବୀନ ବାବୁ ଙ୍କୁ ଗୃହ ବନ୍ଦୀ ରୁ ଉଦ୍ଧାର କରି ଓଡିଶା ରେ ଗଣତନ୍ତ୍ର କୁ ବଞ୍ଚାଇବାରେ ସାହାଯ୍ୟ କରନ୍ତୁ
ପାଣ୍ଡିୟାନ୍ ବାବୁଙ୍କୁ ଦୋଶଦେଇ କିଛି ଲାଭ ନାହିଁ। ତାଙ୍କୁ ଆମନେତା ଓ ମୁଖ୍ଯମନ୍ତ୍ରୀ ସେତିକି ସୁଯୋଗ ଦେଇଥିବାରୁ ଆଜି ପାଣ୍ଡିୟାନ୍ ବାବୁ ଏତେ କ୍ଷମତାଶାଳୀ ହୋଇପାରିଛନ୍ତି। ଏପରି ସୁଯୋଗ କିଏବା ନ ଚାହିବ। ଆପନା ସୁନା ଭେଣ୍ଡିଆ। Rather we should appreciate Pandian for his cleverness , making all odia people fool.
ସାର୍, ଦୁଃଖ ଲାଗୁଛି ଏବେ ବି ଆମ ଭିତରୁ କେତେଜଣ ବୁଝି ପାରୁ ନାହାଁନ୍ତି। ବର୍ତ୍ତମାନ ବି ସମୟ ଅଛି ଜୁନ୍ ଏକ ତାରିଖ ପର୍ଯ୍ୟନ୍ତ।
sir you are great journalist
ବିଜୁ ସ୍ବାସ୍ଥ୍ୟ card , ବିଜୁଳି ବିଲ୍, ମିଶନ ଶକ୍ତି ମା ମାନକୁ ଭତା ଏ ସବୁ କିଛି କାମ ଦେଉନି । ଲୋକ ପରିବର୍ତ୍ତନ ଆଡ଼କୁ ଧଳିଲେନି
100%ସତ କଥା sir 😮
Very very thanks for analysis
Good Analysis and observation ✅👍💯
BJP MLA 82 MP 17 🎉🎉🎉
BJP ସରକାର୍ ଗଢ଼ିବା ଥୟ
Ok Bhai
Jai Shree Ram 🚩🚩🚩
Only BJP Odisha
Sorry bhai bjp asuni