Odia Bhasa Faces Insult In Naveen's Meeting | Nirbhay Gumara Katha

Поделиться
HTML-код
  • Опубликовано: 26 окт 2024
  • Odia Bhasa Faces Insult In Naveen's Meeting | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / ni
    PH NO -9124469621

Комментарии • 594

  • @thirdeye9492
    @thirdeye9492 8 месяцев назад +39

    ନଵୀନ ସଭାରେ ଵିଵସ୍ତ୍ର ଭାଷା
    ଓଡ଼ିଆ କୋଢିଆ କି ଲୋକହସା
    ଅଣ ଓଡ଼ିଆଙ୍କ ଓଡ଼ିଆ ରକ୍ଷା 🤣
    ଗେଣ୍ଡାଳିଆଙ୍କର ମିନ ସୁରକ୍ଷା
    😢😢😭

  • @chitraguptadas2921
    @chitraguptadas2921 8 месяцев назад +19

    ଆମ ଅଣଓଡିଆ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗତ ପଚିଶ ବର୍ଷ ଧରି ଓଡିଆ ଭାଷାକୁ ସର୍ବ ସମକ୍ଷରେ ଧର୍ଷଣ କରି ଚାଲିଛନ୍ତି ଓ ଆହୁରି କିଛି ବର୍ଷ ଓଡିଆ ଭାଷା ଏହିପରି ଧର୍ଷିତା ହେବା ପାଇଁ ନବୀନ ଓ ତାଙ୍କ ଦଳ ରାଜ୍ୟସାରା ସୁଆଙ୍ଗ କରୁଛନ୍ତି I ନବୀନ ସରକାରରେ ଆମ ଧର୍ମ, ଭାଷା, ଶିକ୍ଷା, ସଂସ୍କୃତି, ଆଞ୍ଚଳିକ ଅଖଣ୍ଡତା ବିପନ୍ନ ସତ୍ତ୍ୱେ ଛତରଖିଆମାନେ ଏମାନଙ୍କର ଜୟଗାନ କରୁଛନ୍ତି I

    • @pramodmahananda1505
      @pramodmahananda1505 14 дней назад

      Sir, abe ra CM Or minister kna karuchhanti... Se odia ra maabhauni karu nahanti ki..

  • @biprapriya
    @biprapriya 8 месяцев назад +25

    ଲାଗୁଛି ଏ ଭାଷା ସମ୍ମିଳନୀ ର ଉଦ୍ଧେଶ୍ୟ ହେଉଛି ଆମ ଓଡିଆ ଭାଷାର ସୁରକ୍ଷା ପାଇଁ ନୁହେଁ ବରଂ ଓଡିଆ ଭାଷାର ବିନାଶ କରିବା ପାଇଁ।

  • @MrPpcops
    @MrPpcops 8 месяцев назад +13

    ଓଡ଼ିଆ ଭାଷାକୁ ଯଦି ମାତୃଭାଷା ବୋଲି ଭାବନ୍ତି ଓ ଏହା ପ୍ରତି ଯଦି ଶ୍ରଦ୍ଧା ଥାଏ ତାହେଲେ ସମସ୍ତେ ଓଡ଼ିଆ କହିବା, ପଢିବା ଓ ଲେଖିବା । ଭାଷା ଧନ୍ୟ ହେବ ଓ ସମୃଦ୍ଧ ହେବ ।

  • @laxmidharapanda6086
    @laxmidharapanda6086 8 месяцев назад +27

    କାନ୍ତକବି କଣ୍ଠକବି ହୋଇଗଲେ, ସୁଜାତା ରାଉତ କହିଲେ ସମ୍ମିଳନୀ କୁ ସମ୍ମିଳଣୀ ! ଦୁଃଖଲାଗୁଛି ଓଡ଼ିଶାର ବରେଣ୍ୟ ଜ୍ଞାନୀଗୁଣି ଓ ତଥାକଥିତ ବୁଦ୍ଧିଜୀବୀ ମାନଙ୍କ ଉପସ୍ଥିତରେ ଅଣଓଡ଼ିଆଙ୍କ ଦ୍ୱାରା ଓଡ଼ିଆଭାଷାକୁ ବଳାତ୍କାର କରାଗଲା, ଅତ୍ୟନ୍ତ ଲଜ୍ୟା ର ବିଷୟ !
    ପିଲାବେଳେ ପଢିଥିବା ଗୋଟେ କବିତା ମନେପଡୁଛି.....
    ବରଜିବରଷେ ଦେଇ ମାନସ
    ବରଜି ବରଷେ ଅମେଧ୍ୟ ଗ୍ରାସ
    ଦେହେ ମନ୍ଦାକିନୀ ରଜ ଲଗାଇ
    ଗ୍ରାମ ଶୂକରୀ କି ହୋଇବ ଗାଈ ?
    ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ

    • @shivom9286
      @shivom9286 8 месяцев назад

      tamaku swargaru swayam indra deba asile bi tame sethire 1000 kharap guna bahara karidaba... khali youtybe re BJP ra propaganda channel ku dekhi mata dei diontu nahi... bhasa sanmilani ku jaithie jani parante kemiti thila seita..

    • @chittaranjansahoo181
      @chittaranjansahoo181 8 месяцев назад

      ତାହେଲେ ଆପଣ କହୁଛନ୍ତି କଣ୍ଠ କବି 😂😂

    • @shivom9286
      @shivom9286 8 месяцев назад

      @@chittaranjansahoo181 modi ta bahut thara ଓଡ଼ିଶା badalare ଉଡିଶା kahuchanti... Tahele kn kahuchanti BJP au modi ku odisha ru hatei deba katha na nai??

    • @laxmidharapanda6086
      @laxmidharapanda6086 8 месяцев назад

      @@chittaranjansahoo181 ବୁଝି ବୁଝି ବୁଝିଗଲ ସୈନ୍ଧବ ଲୁଣ

    • @laxmidharapanda6086
      @laxmidharapanda6086 8 месяцев назад

      @@shivom9286 ଠିକ କଥା ହଜମ କରିବାକୁ କଷ୍ଟ ହେଉଛି ! ବାରିପଡ଼ା, ଚଡ଼ିଖୋଲ, ଚାଉଲଦେଉଚି ରାଣ୍ଡି ଖାଇବ, ଚୁଡା ବେଧେଇ କାରି ଖାଇବ ଇତ୍ୟାଦି ଶୁଣିଲେ ହାର୍ଟ ଚୋକ ହୋଇଯିବ ଭାବୁଛି !ଆଉ କୁଟୁ... କୁଟ.. କୁ.... ତୁ..! ହେଲାନାହିଁ ଦାନ୍ତ ସନ୍ଧିରେ ପଶି.. ଗ ଅ.. ଲା...

  • @kailashchandramohanty4776
    @kailashchandramohanty4776 8 месяцев назад +18

    ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନ ର ଉପସ୍ଥାପିକା ଙ୍କ ଉପସ୍ଥାପନା ଅତ୍ୟନ୍ତ ନିମ୍ନ ମାନର l ଆମର ପ୍ରଥିତଯଶl କବି ଙ୍କ ନାମକୁ ସଠିକ୍ ଭାବେ ଉଚ୍ଚାରଣ କରି ନପାରିବା ଓ ତାଙ୍କର ପ୍ରାରମ୍ଭିକ ଅଭିଭାଷଣରେ ଅନେକ ଶବ୍ଦର ଭୁଲ୍ ଉଚ୍ଚାରଣ ଅତ୍ୟନ୍ତ ଲଜ୍ୟା ଜନକ l

    • @indramanisahu4595
      @indramanisahu4595 5 месяцев назад

      Nabina o tanka dala odissa ku saridele odissa 100barsa talaku gala

  • @SharatKumar-pl4yr
    @SharatKumar-pl4yr 8 месяцев назад +10

    ଓଡ଼ିଆ ଓ ଓଡ଼ିଆ ର ଇତିହାସ ଏମାନଙ୍କୁ ଯଦି ଜଣା ନାହିଁ ଯେତେ ଦୁଃଖ ଲାଗୁନି ବେଶୀ ଦୁଃଖ ଆଗଧାଡି ର ଶେଷ୍ଠ ଭାଷା ବିତ ର ସମ୍ମାନ ଅପେକ୍ଷା ରେ ବସିଥିବା ନୀରବ ଦ୍ରଷ୍ଟା ଲୋକ ଙ୍କ ଆଗରେ ଭାଷା ର ଅପମାନ ଏଯାତି ଏକଥା ନବୁଝିଲେ ଓଡ଼ିଆ ଓଡିଶା ଓ ଏଯାତି ର ବରପୁତ୍ର ଏମିତି ବାରମ୍ବାର ଅପମାନିତ ହେଇ ଚାଲିଥିବେ ସାମୁହିକ ଜାଗରଣ ଦରକାର

  • @jyotirmayjena1869
    @jyotirmayjena1869 8 месяцев назад +36

    ନବୀନ ଓଡିଶା ର ନବୀନ ଓଡ଼ିଆ ଭାଷା ।
    ଲଜ୍ଜା.. ଲଜ୍ଜା..

    • @baikunthabehera3971
      @baikunthabehera3971 8 месяцев назад

      Bahudhina dhhari nabina katha sunhile .abe modhinka upare kuhantu sir .modhi asithile kanha tadile taha kuhantu sir

    • @AllhaSuarwala
      @AllhaSuarwala 8 месяцев назад

      ​@@baikunthabehera3971 କିନ୍ତୁ ଓଡ଼ିଆ ଭାଷାର ଅପମାନ ସମ୍ନା ରେ ଏଗୁଡିକ କିଛି ନୁହେଁ

  • @rabindarnathdash2512
    @rabindarnathdash2512 8 месяцев назад +10

    ଡାକବାଜି ଯନ୍ତ୍ରରେ ନିର୍ଦେଶ ଦିଆଯାଉଛିଯେ ଦୋକାନ ହୋର୍ଡିଙ୍ଗ ଓଡ଼ିଆ ଭାଷାରେ ଲେଖା ଯାଉ, ମାତ୍ର ଦୁଃଖରବିଷୟ, ବିଭାଗୀୟ ଚିଠି, କେଙ୍ଉଁ ଭାଷାରେ ପଠାଯାଉଛି?

  • @prakash.donk.p7215
    @prakash.donk.p7215 8 месяцев назад +10

    ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ।ଆଉ ସେଇ ଭୋଗରାଇର ବିଶିଷ୍ଟ ସାହିତ୍ୟିକ ମନୋଜ ଦାଶ।ମାତ୍ର ସଂସ୍କୃତି ମନ୍ତ୍ରୀ ମୂର୍ଖ ଛିଃ ଛିଃ ଛିଃ 😡😡😡😡😡😡🤬😡

  • @bhabanisankarrath1994
    @bhabanisankarrath1994 8 месяцев назад +37

    ଓଡ଼ିଶା ର ଓଡ଼ିଆ ଙ୍କୁ ଏତେ ଅପମାନ ଦେଲେ ମଧ୍ୟ ଆଉ ପାଞ୍ଚ ଥର ସେହି ଜଣଙ୍କୁ ଭୋଟ ଦଉ ଥିବା।ଛି ଛି ଛି ଧନ୍ୟ ଓଡ଼ିଶାବାସୀ। !

  • @SunilPatel-nk1lc
    @SunilPatel-nk1lc 8 месяцев назад +8

    ଜାତି ନନ୍ଦିଘୋଷ ଚାଲିବ କି ଭାଇ
    ସ୍ୱାର୍ଥ କୁ ସାରଥୀ କଲେ
    ଶାଗୁଣା ବିଲୁଆ ଚିକିତ୍ସିକ ହେଲେ
    ଭାଷା କି ପାଇବ ପ୍ରାଣ ?

  • @kastucharansahu6656
    @kastucharansahu6656 8 месяцев назад +44

    ଓଡ଼ିଆ ଭାଷାକୁ ସର୍ବାଧିକ କ୍ଷତିଗ୍ରସ୍ତ କରିଥିବା ବ୍ୟକ୍ତି ହେଉଛନ୍ତି ନବୀନ ପଟ୍ଟନାୟକ

    • @baikunthabehera3971
      @baikunthabehera3971 8 месяцев назад

      MAGANHA NISADI KEBALL ODISSARE DHEKHIBAKU MILLE ... MOHAR MARILE GALE DHADHAN..AHA THHARU KHUSI KUHANTI

    • @dharmudharpodha5405
      @dharmudharpodha5405 8 месяцев назад +1

      100% Right

    • @tapasmohanty1132
      @tapasmohanty1132 8 месяцев назад +1

      ଆମେ ନିଜେ ଭୋଟ ଦେଇଥିବା ହେତୁ ଆମେ ମଧ୍ୟ ଦାୟୀ ।

    • @kalyanpanda5885
      @kalyanpanda5885 6 месяцев назад

      ସଞ୍ଚଳିକା ଜଣେ third grade ଓଡ଼ିଆ

    • @kalyanpanda5885
      @kalyanpanda5885 6 месяцев назад

      ସବୁ ମହାମୂର୍ଖ କେବଳ ମଞ୍ଚ ଓ ସମାନ୍ନ ଆଶା ରେ ସେଠି ଚୁପ ବସିଥିଲେ

  • @Er.AnkeshKumarBehera1999
    @Er.AnkeshKumarBehera1999 8 месяцев назад +63

    ମୋଦୀ ଆଇଲେ କିଛି କହିଲେନି ୟା ଉପରେ ଗୋଟେ ଉପସ୍ଥାପନା ହଉ ଆଉ ଆଗକୁ ବିଜେଡ଼ି ବିଜେପି ଗତି କୁଆଡେ ଟିକେ ଆଲୋଚନା କରନ୍ତୁ

    • @ashokswain2901
      @ashokswain2901 8 месяцев назад +6

      Modi bhakta se bisaya re kichi kahibe nahi

    • @rohitkumarjena356
      @rohitkumarjena356 8 месяцев назад +3

      Friendly match haba BJD aau BJP bhitare .

    • @pabitranath5075
      @pabitranath5075 8 месяцев назад

      ​@@ashokswain2901modi ra smt vul thile sina kahibe naa jabardasti ki katha m

    • @batchelorlife7895
      @batchelorlife7895 8 месяцев назад +4

      ଆପଣ pm ଙ୍କ ବିଜେଡି ପ୍ରେମ ବିସୟରେ ଗୋଟେ episod କରନ୍ତୁ

    • @hiteshkumarpradhan254
      @hiteshkumarpradhan254 8 месяцев назад

      ​@@rohitkumarjena356sure, picture clear heigala sambalpur ru

  • @saheblenka2788
    @saheblenka2788 8 месяцев назад +3

    ବହୁତ ବହୁତ୍ ଧନ୍ୟବାଦ ନିର୍ଭୟରେ ନିର୍ଭିକ ଉପସ୍ଥାପନା ପାଇଁ ! 🙏

  • @SusilPradhan-l6x
    @SusilPradhan-l6x 8 месяцев назад +42

    Nabin Das sir,Your presentation on 5th of February is the best one as I remember. So courageous and sharp.Really you are the gems of journalism. My salute to you sir.

    • @subhankarsi6244
      @subhankarsi6244 4 месяца назад

      Most of the journalists are getting afraid off and mute on this. Mr Nabin Das is a very courageous journalist ever seen .

  • @PRADEEPKUMAR-hc9zz
    @PRADEEPKUMAR-hc9zz 8 месяцев назад +2

    ଓଡ଼ିଆ ଭାଷା ପ୍ରତି ସରକାରଙ୍କର ଆନ୍ତରିକତା ବହୁତ କମ୍,,କିନ୍ତୁ ଦେଖେଇହବା ବେଶୀ,,,ଓଡ଼ିଆ ଲୋକ ଠିକ୍ ଜବାବ ଦେବେ

  • @trilochanpatnaik6321
    @trilochanpatnaik6321 8 месяцев назад +6

    ଓଡ଼ିଆ ଭାଷା ର ଭବିଷ୍ୟତ ଅଣଓଡ଼ିଆ ମାନଙ୍କ ହାତରେ। ମାଙ୍କଡ ହାତରେ ଶାଳଗ୍ରାମ ସହିତ ସମାନ। ଯେଉଁ ମାନ୍ୟ ଓଡ଼ିଆ ସାହିତ୍ୟିକ ମାନେ ସେଠାର ଓଡ଼ିଆ ଭାଷା ର ଅପମାନ ଦେଖିଲେ ସେମାନେ ସେଠାରେ ପ୍ରଶଂସା ପତ୍ର ପାଇବା ଓ ପୁରସ୍କୃତ ହେବାକୁ ଅପେକ୍ଷା କରି ରହିଲେ କିପରି? ସେ ସ୍ଥାନ ଯଥା ଶୀଘ୍ର ତ୍ୟାଗ କରି ଫେରି ଆସିଥିଲେ ଉଚିତ ହେଇଥାନ୍ତା ବୋଧେ।

    • @kabitasundari-1234
      @kabitasundari-1234 8 месяцев назад

      ନିଶ୍ଚୟ... କହିବାକୁ ସାହସ ନାହିଁ... ପୁରସ୍କାର ପାଗଳ... ଓଡ଼ିଆ ଭାଷା ବିବସ୍ତ୍ର ହେଉ..ତାଙ୍କର କି ଯାଏ..

  • @sibasisgouda7273
    @sibasisgouda7273 8 месяцев назад +4

    କଣ ଏ ଦିନ ଦେଖିବା ପାଇଁ ଆମ ପୂର୍ବପୁରୁଷ ମାନେ ଭାଷା ଆନ୍ଦୋଳନ ର ମଙ୍ଗ ଧରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଯାଇଥିଲେ...ସ୍ଵର୍ଗରୁ ଆସୁଥିବା ତାଙ୍କ ଆର୍ତ୍ତ ନାଦ ଏ ଜାତିକୁ କିପରି ଆଗକୁ ନେବ ଶ୍ରୀ ଜଗନ୍ନାଥ ହିଁ ଜାଣନ୍ତି...ଧନ୍ୟ ରେ ତୁ ଓଡ଼ିଆ ଜାତି...ଧନ୍ୟ ତୋର ଭାଷା ପ୍ରୀତି।😭😭

  • @ashutoshmeher7352
    @ashutoshmeher7352 8 месяцев назад +3

    ଯେତେବେଳେ ଗୋଟାଏ ଜାତି ର ବଡ ଅଂଶ ମାଗିଖିଆ ହୋଇଯାଏ.......ନିଜକୁ ଶିକ୍ଷିତ କହୁଥିବା ଭାଗ ଦରବାରୀ ହୋଇ ପୁରସ୍କାର ପାଇବାର ଳାଳସା ରଖେ...ଯେଉଁଠି ସରକାରୀ କଳ ଅବସରପରେ ସରକାରୀ ସୁଖସୁବିଧା ପାଇଁ ଚାଟୁକାର ହୁଏ....ସେଇଠି ଗୋଟାଏ ସେ ଜାତି ମରଣମୁଖୀ ହୁଏ । ଆମର ଅବସ୍ଥା ଏବେ ଏଇଆ । ଜଗନ୍ନାଥେ ଆମକୁ ସଦବୁଦ୍ଧି ଦିଅନ୍ତୁ ।

  • @dhaneswardas548
    @dhaneswardas548 8 месяцев назад +2

    ଅଣ ଓଡିଆ ମାନେ ରାତିରେ ବିଦେଶୀ ମଦ ପିଇ ଏସବୁ ଆୟୋଜନ କରି ଥିବା ଅନୁମେୟ...
    ଆପଣଙ୍କ ଉପସ୍ଥାପନା ଖୁବ୍ ଉଚ୍ଚ କୋଟୀର, ଧନ୍ୟବାଦ

  • @anadicharansamal7033
    @anadicharansamal7033 8 месяцев назад +3

    ମଦ ଓଡ଼ିଆ ଭାଷ ସଂସ୍କୃତି ଜଣକ ହାତରେ ସେଥିପାଇଁ ନିଶା ଚଢିଯାଇଛି।

  • @bimalkantatripathy2776
    @bimalkantatripathy2776 8 месяцев назад +3

    ବିଶ୍ଵ ଭାଷା ସମ୍ମିଳନୀରେ ଓଡିଆ ଭାଷାର ବିକୃତ,ଅତି ଲଜ୍ଜାଜନକ।

  • @BatakrushnaSwain-hj8qr
    @BatakrushnaSwain-hj8qr 8 месяцев назад +5

    ଓଡିଆ ଭାଷାକୁ ଆଉ କେତେ ଅପମାନ ଦେଲେ,ବିଭତ୍ସ କଲେ ଆମେ ସହି ଚାଲିବା?ଜାଗ ଓଡିଆ ଜାଗ, ନବୀନ ପାଣ୍ଡିଆନ୍ ଭାଗୋ।

  • @sagarodisha
    @sagarodisha 8 месяцев назад +2

    ମାନନୀୟ ନବୀନ ଦାସ ସାର,
    ଆପଣ ବିଗତ ଦିନରୁ ଆପଣ ବହୁତ ବିଷୟ ବସ୍ତୁ ଉପରେ ଆଲୋକପାତ କରି ଓଡିଶା ବାସୀ ଙ୍କ ଆଖି ଖୋଲିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ବୋଧ ହୁଏ ଏହି ଉତ୍କଳ ଭୂମି ଲୋକେ ଏହାକୁ ବୁଝିବାକୁ ଅସମର୍ଥ। ମାନିବାକୁ ପଡ଼ିବ ଯେ ଶାସନ ବିରୋଧରେ ଏତେ ତୀବ୍ର ଶବ୍ଦ ପ୍ରୟୋଗ କରି ପାରୁଛନ୍ତି ଯାହା ବିରୋଧୀ ଦଳ ଙ୍କ କାମ ହେବା କଥା ଥିଲା।

  • @viewsgodlevel5557
    @viewsgodlevel5557 8 месяцев назад +17

    ଅଣ ଓଡ଼ିଆ ମୁଖ୍ୟ ମନ୍ତ୍ରୀ ଓ ଅଣ ଓଡ଼ିଆ ଅଧିକାରୀ ମାନଙ୍କ ଠାରୁ ଅଧିକ ଆଶା କଣ କରାଯାଏ

  • @PKNath-dg9mw
    @PKNath-dg9mw 8 месяцев назад +8

    ଖୁବ୍ ସୁନ୍ଦର ଭାବେ ସରକାର ଙ୍କ ପ୍ରଯୋଜିତ "ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ" ଉପରେ ସମୀକ୍ଷା କରି ନିର୍ଭୟରେ ଆଲୋଚନା କରିଛନ୍ତି, ଜଣେ ସ୍ୱାଭିମାନୀ ଓଡ଼ିଆ ଭାବେ ଆପଣ ଙ୍କୁ ହୃଦୟ ଭରା ଧନ୍ୟବାଦ ଦେବା ସହିତ ଆପଣଙ୍କୁ ଯୋଡ ହସ୍ତରେ ପ୍ରଣାମ ଜଣାଉଛି। ନିରାଟ ସତ କଥା କହିଛନ୍ତି ଆଜ୍ଞା। ରାଜ୍ୟର ସାଧାରଣ ଜନତାଙ୍କ ଅର୍ଥ କିପରି ବେପରୁଆ ଭାବେ ଖର୍ଚ୍ଚ କରାଯାଇଛି, ସେକଥା ପ୍ରତ୍ୟେକ ଓଡିଆ ବୁଝି ପାରୁ ଥିବେ । କିନ୍ତୁ ସମସ୍ତେ ଯେପରି ମୁହଁ ରେ ତୁଣ୍ଡି ଦେଇ କିଛି ନ କହିବାର ପ୍ରତିଜ୍ଞାବଦ୍ଧ ଅଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ। ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ଓଡ଼ିଆ ଭାଷା ଉପରେ ଏ ଅତ୍ୟାଚାର ପ୍ରକୃତରେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆପଣଙ୍କୁ ଆଉଥରେ ହାର୍ଦ୍ଦିକ ଧନ୍ୟବାଦ ସହ ପ୍ରଣାମ ଜଣାଉଛି।

    • @baikunthabehera3971
      @baikunthabehera3971 8 месяцев назад

      KENDHRA RA MODHI ASITHILE AAME DHEKHILE .NABIN KU 22 BARSA HELA DHEKHIASUCHE . DHEKHI ASIBA MADHHYA ..ABE VOTA DHEISARI CHIKEN MADHA TANKA NEI DHADHAN J8BAKU READY HEBA

  • @subashmishra5616
    @subashmishra5616 8 месяцев назад +1

    ବାହାର ସୁନ୍ଦର ଭିତର ଅନ୍ଧାର ଓଡ଼ିଆ ଭାଷା ସାହିତ୍ୟର ନଗ୍ନ ଧର୍ଷଣ ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ ହେ ମହାବାହୁ ତୁମରି ଇଚ୍ଛା ପୂର୍ଣ୍ଣ ହେଉ। ଜୟ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ଜଗନ୍ନାଥ।

  • @jayantakumardas1382
    @jayantakumardas1382 8 месяцев назад +7

    ବହୁତ ସୁନ୍ଦର ବ୍ଯାଖ୍ଯା କରିଛନ୍ତି। ପ୍ରତିଭା ତାଙ୍କ ପ୍ରତିଭା ପାଇଁ ବ୍ଯସ୍ତ। ସତ କହିଛନ୍ତି ଆପଣ।

    • @baikunthabehera3971
      @baikunthabehera3971 8 месяцев назад

      AAU KAHAKU BISWASA NANHI .DHADHAN HEUCHHI SARKATHA .JUHAR

  • @surendranathsahu3152
    @surendranathsahu3152 8 месяцев назад +2

    ଆପଣଙ୍କ ନିର୍ଭୀକ ଆଲୋଚନା ପାଇଁ ପ୍ରଣାମ 🎉

  • @brajakishorepadhi4022
    @brajakishorepadhi4022 8 месяцев назад +3

    ଯେତେ ଚେଇଁଲେ ବି ଓଡ଼ିଆ ଜାତି ଯୋଗ ନିଦ୍ରାରେ...

  • @RanjanKumar-mx1ki
    @RanjanKumar-mx1ki 8 месяцев назад +1

    ଆଜ୍ଞା ଏସବୁ ଶୁଣି ଓଡ଼ିଆ ହିସାବରେ ମୋର ରକ୍ତ ଗରମ ହୋଇ ଯାଉଛି
    ଛି ଛି ଛି

  • @sripatisamal6142
    @sripatisamal6142 8 месяцев назад +2

    ଆପଣଙ୍କ ଆଲୋଚନା ହୃଦୟସ୍ପର୍ଶୀ। କିନ୍ତୁ ବର୍ତ୍ତମାନ ଓଡ଼ିଶାର ଅନ୍ଧ ଶାସନ ବ୍ୟବସ୍ଥାରେ ସମସ୍ତେ ପ୍ରାୟ ଅନ୍ଧ ହୋଇଯାଇଛନ୍ତି। ତାହାର ଉଦାହରଣ ମଞ୍ଚରେ ପାଣ୍ଡିଆ ତଳେ ଲୋକ ପ୍ରତିନିଧି।

  • @skjofficial5076
    @skjofficial5076 8 месяцев назад +2

    ମନ୍ଦ ଉଦେଶ୍ୟରେ କରାଯାଉଥିବା କାର୍ଯ୍ୟର ଫଳ ସର୍ବଦା ଓଲଟା ହୋଇଥାଏ

  • @prakash.donk.p7215
    @prakash.donk.p7215 8 месяцев назад +4

    ଏଥିପାଇଁ ଦାୟୀ ମୁଖିଆ। ମୁଖିଆ ଏଠି ଅଯୋଗ୍ୟ । ଛିଃ ଛିଃ ଛିଃ 😡😡😡😡😡😡😡

  • @dr.purnendutripathy5263
    @dr.purnendutripathy5263 8 месяцев назад +3

    ସଙ୍କର ଓଡ଼ିଆ ମାନେ ଆଜି ଭାଷା ସୁରକ୍ଷାପାଇଁ ଆଗଭର। ଲଜ୍ଜା ଘୋର ଲଜ୍ଜା।ବିଡମ୍ବନା ର ବିଷୟ ସେଠାରେ ଉପସ୍ଥିତ ଥିବା ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର ଆଦି କାହିଁକି ଚୁପ୍ ରହିଥିଲେ? ଦେବୀପ୍ରସନ୍ନ ପଟ୍ଟନାୟକ ବି କାହିଁକି ଚୁପ ରହିଲେ? ଏମାନେ ଶ୍ରେଷ୍ଠ ଲେଖକ ଓ ଭାଷାବିତ୍। ପୁରସ୍କାର ବିକଳିଆ ଏ ସମସ୍ତ ବ୍ଯକ୍ତି।

  • @harekrushnajayapuria6840
    @harekrushnajayapuria6840 8 месяцев назад +2

    ବହୁତ ବଢିଆ ଅଜ୍ଞ୍ୟା ଅମିତି ଲୋକଙ୍କୁ ଓଡ଼ିଶା ରୁ ବାହର କରିଦେବା କଥା

  • @sukumarrana9091
    @sukumarrana9091 8 месяцев назад +1

    ନବୀନ ବାବୁ, ଆପଣଙ୍କ ଅନୁଶୀଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

  • @balaihansdah9320
    @balaihansdah9320 8 месяцев назад +11

    ଯିଏ ଜାଣି କି ଅଜଣା,ସେ ମୁର୍ଖ ଠାରୁ ଉର୍ଦ୍ଧ୍ଵ ରେ...

  • @suvendumukhi9933
    @suvendumukhi9933 8 месяцев назад +2

    ନବୀନ ଓଡ଼ିଆ ଙ୍କ ଠାରୁ ଅଧିକ କଣ୍ ଆଶା କରିବା

  • @trilochanpatnaik6321
    @trilochanpatnaik6321 8 месяцев назад +3

    ବିଶ୍ଵ ଓଡିଆ ସମ୍ମିଳନୀ ଅଣ ଓଡିଆ ମାନେ କଲେ। ଓଡ଼ିଶା ରାଜ୍ୟ ରାଜ କୋଷ ରୁ ଖର୍ଚ୍ଚ କଲେ। କାହା ନିଜ ବୋପା ଧନ ତ ଖର୍ଚ୍ଚ ହୋଇନାହିଁ। ତେଣୁ ସେମାନଙ୍କ ର କଣ ଯାଉଛି। ଯାହାହେଉ ଯେଉଁ ମାନେ ସେଠାକୁ ସମ୍ମାନିତ ହେବାକୁ ନିମନ୍ତ୍ରିତ ହୋଇ ଯାଇଥିଲେ ସେମାନେ ସମ୍ମାନିତ ହେଲେ କି ନିନ୍ଦିତ ହେଲେ ତାହା ଜଣାପଡିନି ଉପସ୍ଥାପନା କରୁଥିବା ଭଦ୍ର ମହିଳାଙ୍କ ଭାଷଣ ରୁ। ଜଣାପଡ଼ିଲା ଏବେ ଓଡିଆ ଭାଷା ଉପରେ ତାମିଲ ର ଅତ୍ୟାଚାର ଚାଲିଛି। ଦେଖାଯାଉ ଆଗକୁ ନବୀନ ଓଡ଼ିଶାରେ ତାମିଲ ମାତୃଭାଷା ହେବ କି କଣ ଭବିଷ୍ୟତ କହିବ।

  • @pradiptakumarsatapathy3599
    @pradiptakumarsatapathy3599 8 месяцев назад +2

    ଭାଷା ସମ୍ମିଳନୀ ର ପ୍ରାୟଯୋକ ମାନେ ବର୍ଣ୍ଣବୋଧ ପଢ଼ିବା ଆବଶ୍ୟକ ।

  • @jyotirmayjena1869
    @jyotirmayjena1869 8 месяцев назад +5

    ଭାଷା ଓ ସଂସ୍କୁତି ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର ମହାଶୟଙ୍କ ଗ୍ରାମ (ଘର)ଠାରୁ ଅଳ୍ପ କେତେ ମିଟର ଦୁରରେ ପଶ୍ଚିମବଙ୍ଗ ରାଜ୍ଯ ଆରମ୍ଭ । ତାଙ୍କ ଗାଁରେ ତ ଲୋକେ ଓଡିଆ ଅଳ୍ପ ବଙ୍ଗଳାରେ ବେଶି କଥାବାର୍ତ୍ତା କରନ୍ତି । ମନ୍ତ୍ରୀ ମହୋଦୟ ସଭାରେ ନିଜେ ମୁହଁ ଖୋଲି କଣ୍ଠକବି ବଦଳରେ କାନ୍ତକବି କହି ସଂଶୋଧନ କରିଦେଇଥିଲେ କଣ ବେଦ ଅଶୁଦ୍ଧ ହୋଇଯାଇଥାନ୍ତା । ପାଣ୍ଡିଆନ ସମସ୍ତଙ୍କ ମୁହଁ ରେ ତାଲା ପକେଇ ଦେଇଛି ।

    • @sunilkumarsahoo7823
      @sunilkumarsahoo7823 8 месяцев назад

      ପଶ୍ଚିମ ବଙ୍ଗ ହୋଇଥିଲେ ଲୋକ stage ରେ ନିଆଁ ଲଗାଇ ଦେଇଥାନ୍ତେ,ଓ ମମତା ବାନେର୍ଜୀ ସେହି stage ରେ କ୍ଷମା ମାଗି ଦେଇ ଥାନ୍ତେ,😊

  • @simanchalmaharana3252
    @simanchalmaharana3252 8 месяцев назад +2

    Really you are a great Eye Opener🙏🙏🙏

  • @pratapdash4863
    @pratapdash4863 8 месяцев назад +5

    ଜୟ ଶ୍ରୀରାମ

    • @baikunthabehera3971
      @baikunthabehera3971 8 месяцев назад

      Jagannatha nku ta mohara maruthile abe rama nka jagare mohar mariba ..hasakhusire dhadhan jiba

  • @prabhatipatel6026
    @prabhatipatel6026 8 месяцев назад +7

    The best analysis sir.Heart touching

  • @padmalayaprusty4526
    @padmalayaprusty4526 8 месяцев назад +11

    ସାହିତ୍ୟ ସଂସ୍କୃତି ସମ୍ପନ୍ନ ବିଦ୍ବାନ ମହାନ ବ୍ୟକ୍ତିବିଶେଷ ମାନଙ୍କର ସ୍ମରଣୀୟ କାର୍ଯ୍ୟକ୍ରମ।ଓଡିଆ ପ୍ରାଣ ଓଡିଆ ମାନେ କେବଳ ହାହତୋଅସ୍ମି-----

  • @rabindramohanty1959
    @rabindramohanty1959 8 месяцев назад +1

    I respect your opinion and analysis Sir ଆପଣଙ୍କୁ ମୋର ଅଶେଷ ଅଶେଷ ଶୁଭେଚ୍ଛା ସହିତ ମଙ୍ଗଳ କାମନା କରିବା ସହ ଜଗନ୍ନାଥ ପାଖରେ ଆପଣଙ୍କ ଦୀର୍ଘାୟୁ କାମନା କରି ରହୁଛି ଜୟ ଜଗନ୍ନାଥ 🙏🙏🙏🙏

    • @ashokkumarbehera4775
      @ashokkumarbehera4775 8 месяцев назад

      ତୁ ଶଳା ଟି ଯୋଗଦେଇ ଥିବା ବଦଳରେ ଯୋଗ୍ କହୁଛୁ

  • @niharranjannayak8168
    @niharranjannayak8168 8 месяцев назад +4

    ବରଜି ବରସେ ଦେଇ ମାନସ , ବରଜି ବରସେ ଅମେଧ୍ୟ ଗ୍ରାସ , ଦେହେ ମନ୍ଦାକିନି ରଜ ଲଗାଇ ,ଗ୍ରାମ ଶୁକରି କି ହୋଇବ ଗାଈ ନଵୀନ ବାବୁ ଶୁକରି ରହିବେ କେବେ ଗାଈ ହୋଇ ପାରିବେନି

  • @Gayatricreations8151
    @Gayatricreations8151 8 месяцев назад

    ପୁରା ସତକଥା ବ୍ୟକ୍ତ କରିଛନ୍ତି । ବେଲଜ୍ଜା ହେଲେ କଥା ସରେ । ଆମ ଭାଷାର ମୃତ୍ୟୁ ହେବାକୁ ବେଶୀ ଦିନ ନାହିଁ । ସବୁ news channel ରେ ଓଡ଼ିଆ ଭାଷାର ଅସଂଖ୍ୟ ବନାନର ଅଶୁଦ୍ଧି ଲେଖାରେ ଓ ଉଚ୍ଚାରଣରେ ।କଣ ସମାଧାନ ଈଶ୍ବର ଭରସା । ସବୁଥିରେ ରାଜନୀତି । ଅତି ସୁନ୍ଦର ନିର୍ଭୀକ ଉପସ୍ଥାପନା ଆପଣଙ୍କର । ଧନ୍ୟବାଦ । ନମସ୍କାର ।

  • @biswajitdhal4398
    @biswajitdhal4398 8 месяцев назад

    ଆପଣଙ୍କର ଆଲୋଚନା ଅତି ସୁନ୍ଦର୍

  • @User5-z6m
    @User5-z6m 8 месяцев назад

    Ekdam right katha sir

  • @susilsahu5858
    @susilsahu5858 8 месяцев назад +14

    You are really a great analyst sir. May God Jagannath Bless you with a healthy life. You are long live sir.

  • @rjitmitalivlogs6494
    @rjitmitalivlogs6494 8 месяцев назад +2

    ନବୀନ ବିରୋଧ ରେ କିଛି କିଛି କହିଲେ ନି ମୋଦି ଭାବୁଛି ଭୋଟ ଟା କାହାକୁ ଦେବି

  • @AkshayaMohanty-o4y
    @AkshayaMohanty-o4y 8 месяцев назад

    ଅତି ସୁନ୍ଦର ସମାଲୋଚନା। ଧନ୍ୟବାଦ୍ ଆପଣଙ୍କୁ।

  • @basantinayak1660
    @basantinayak1660 8 месяцев назад +1

    Jay jagannath

  • @1984sib
    @1984sib 8 месяцев назад +1

    ଉପସ୍ଥାପିକା ଙ୍କ ନାମ ଓଡ଼ିଆ ଭାଷା ଓ ସାହିତ୍ୟ ରେ ନୋବେଲ ପୁରସ୍କାର ପାଇଁ ଅନୁମୋଦନ କରାଯାଉ😅😅😅

  • @b.c.pradhan8930
    @b.c.pradhan8930 8 месяцев назад +1

    ସାର, ଏମିତି ଚଲେଇଲେ ନିର୍ବାଚନ ପରେ ଆପଣ ଜେଲ ଯିବା ଥୟ 🙏

  • @ranjannayak8948
    @ranjannayak8948 8 месяцев назад +5

    Thank you for this informative episode 🙏🙏🙏

  • @HrudayanandaJena
    @HrudayanandaJena 8 месяцев назад +4

    Praise worthy analysis.Thanks a lot.

  • @debiprasadpanda3490
    @debiprasadpanda3490 8 месяцев назад +3

    Your anticipation is correct and analysis is wonderful.

  • @sasmahapatra2654
    @sasmahapatra2654 8 месяцев назад +3

    Very good analysis ! Praiseworthy

  • @tanmaysahu6996
    @tanmaysahu6996 8 месяцев назад +3

    Respected Naveen sir,... perhaps it's one of your best episodes I've ever watched 🙏🙂Your videos inspire me to be a fearless truth speaker

  • @sambitranjan1598
    @sambitranjan1598 8 месяцев назад +1

    ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଗୋଟେ ବର୍ଣ୍ଣବୋଧ ପ୍ରତିକୃତିରେ ସ୍ଵରବର୍ଣ୍ଣ ଭିତରେ ଅତିରିକ୍ତ ବର୍ଣ୍ଣ ଲେଖାଯାଇଛି ।😮😮😮ଅ, ଆ ଭିତରେ ଲ

  • @pintugouda3833
    @pintugouda3833 8 месяцев назад

    ଆଜ୍ଞା, କିଛି ଖରାପ ଭାବିବେନି ଆପଣ ଓଡ଼ିଆ ବୋଲି ଉଚାରଣର କରୁଛନ୍ତି ନା ଉଡିଆ ବୋଲି କହୁଛନ୍ତି ବୁଝି ହେଉନି ନଚେତ୍ ବହୁତ ଭଲ ଉପସ୍ଥାପନା ଟି।

  • @dhanurjayahantal500
    @dhanurjayahantal500 8 месяцев назад

    ନିର୍ଭୟ ଗୁମର କଥା ର ଉପସ୍ଥାପକ ଙ୍କୁ ମୋର ଆନ୍ତରିକ ହାର୍ଦ୍ଦିକ ଅଭିନନ୍ଦନ।
    ସାର୍ ଆପଣଙ୍କ ର ଉପସ୍ଥାପନା ମୋତେ ବହୁତ୍ ବହୁତ ପ୍ରଭାବିତ କରୁଅଛି।
    ସେହି ଭଳି ସାରା ଓଡ଼ିଶା ବାସୀ ଯଦି ସମ୍ମତି ପ୍ରଦାନ କରିଥାଆନ୍ତେ, ତାହେଲେ ମୁଁ ଭାବୁଛି ସମସ୍ତଙ୍କର ମଙ୍ଗଳ ହୋଇ ପାରନ୍ତା। କ୍ଷମା ଚାହୁଁଛି ସାର୍ ମୋର ଟାଇଟଲ ହେନ୍ତାଳ ନୁହଁ, ଦୟାକରି ଧନୁର୍ଜୟ ହନ୍ତାଳ କହିବା ହେବେ।
    ନମସ୍କାର । 🎉🎉🎉

  • @satchipanigrahi1985
    @satchipanigrahi1985 8 месяцев назад +1

    କବିବର ରାଧାନାଥ ରାୟ

  • @surendrakumarsethy8816
    @surendrakumarsethy8816 8 месяцев назад +5

    Thank you very much sir 🙏🏾

  • @brundabankumbhar4626
    @brundabankumbhar4626 8 месяцев назад +1

    ଅତି ସୁନ୍ଦର ସତକଥା

  • @jenamanikanhar3686
    @jenamanikanhar3686 8 месяцев назад

    Nirbayaku dhanyabad.

  • @sudhirkhatei6660
    @sudhirkhatei6660 8 месяцев назад

    ଜୟ ଜଗନ୍ନାଥ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଜ୍ଞା ଏ ପରା ନବୀନ ଓଡିଶା ଓ

  • @basantapattnaik7812
    @basantapattnaik7812 8 месяцев назад +1

    ସାର ପ୍ରଣାମ 🙏🌹

  • @snayak7840
    @snayak7840 8 месяцев назад

    You have appropriately pointed out Sir !

  • @dr.jagannathadas8675
    @dr.jagannathadas8675 8 месяцев назад

    ଧନ୍ୟବାଦ ଉତ୍ତମ ମତ ଦେଇଥିଲେ ଜୟ ଜଗନ୍ନାଥ

  • @tribikrampanda938
    @tribikrampanda938 8 месяцев назад +1

    One of the best analysis

  • @sarojkar1469
    @sarojkar1469 8 месяцев назад

    ଏଥିରେ ପ୍ରମାଣିତ ହେଲା ଯେ ଓଡ଼ିଶା କୁ ଶାସନ କରୁଥିବା ଶାସକ ଏବଂ ସେମାନଙ୍କ ଓଡ଼ିଆ ଭାଷା ପ୍ରତି ରାଜନୈତିକ ପ୍ରଚାର ର ଅସଲ ଚିତ୍ର। ଯାହାହେଉ ଓଡିଶାବାସୀଙ୍କୁ ଧନ୍ୟବାଦ ଦେବା ଦରକାର ଯେ ଆମେମାନେ ଦୀର୍ଘ ୨୪ ବର୍ଷ ଧରି ଏମାନଙ୍କୁ ଶାସନରେ ରଖିଛୁ।

  • @prakashchandradharua2140
    @prakashchandradharua2140 8 месяцев назад

    Great fact ,thank you sir

  • @pradiptatripathy4478
    @pradiptatripathy4478 8 месяцев назад

    Excellent Comment Sir !

  • @lambodarsahoo5643
    @lambodarsahoo5643 8 месяцев назад

    ଓଡ଼ିଆ ଭାଷା ସାହିତ୍ୟକୁ ପୁରସ୍କାର ପ୍ରଦୂଷଣ ବେଶି ପ୍ରଦୁଷିତ କରୁଛି ।

  • @choudhuryajayakumarpattnai3497
    @choudhuryajayakumarpattnai3497 8 месяцев назад +1

    Very true & energetic explanation..

  • @bimalmishra3240
    @bimalmishra3240 7 месяцев назад

    Very good discussion.U r sea of knowledge of politics

  • @rabindrakumardash7157
    @rabindrakumardash7157 8 месяцев назад

    ଓଡ଼ିଆ ଭାଷାର ବିକୃତ ଓ ବିଲୁପ୍ତ କରିବା ପାଇଁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏକ ସୁଚିନ୍ତିତ ପରିକଳ୍ପନା ।ମହାପ୍ରଭୁ ଶ୍ରୀଜଗନ୍ନାଥ ଏମାନଙ୍କୁ କେବେମଧ୍ୟ କ୍ଷମା କରିବେନି ।

  • @parthasarathiajayabarik569
    @parthasarathiajayabarik569 8 месяцев назад +2

    Beautiful....
    I mostly admire your revolutionary attitude. ❤

  • @bibhumishra9959
    @bibhumishra9959 8 месяцев назад

    Wonderful Analysis.

  • @RadhakantaKar
    @RadhakantaKar 5 месяцев назад

    ଯେବେ ସଫଳତା ମିଳିଲା ପରେ ମଧ୍ୟ ମାଟି ସହ ଯୋଡ଼ି ହୋଇ ରହିବା କଥା ସେବେ ଏହି ଓଡ଼ିଆ ଭାଷା ର କଥା କଥିତ ବଡ଼ ବଡ଼ ଲେଖକ ଓ ଲେଖିକା ମାନେ ପୁରସ୍କାର ଆଗରେ ଓଡ଼ିଆ ଭାଷା କୁ ତଳେ ପକେଇଲେ..

  • @therepublichindustan1
    @therepublichindustan1 8 месяцев назад

    ଏମିତି ବିଭତ୍ସ ବିକାର ଓଡ଼ିଆ ଶବ୍ଦ ଶୁଣିବାକୁ ଆମକୁ ଭଲ ଲାଗୁଛି ଆଜ୍ଞା!
    କାନ୍ତ କବି ଲକ୍ଷ୍ମୀକାନ୍ତ ଙ୍କୁ ଆଜି ଅସମ୍ମାନ ହେଲାନି ଯେ ଓଡିଆ ଭାଷାକୁ ଅଧିକ ଜରାଜୀର୍ଣ୍ଣ କରିଦେଲେ। ଆଗାମୀ ଭବିଷ୍ୟତ ପାଇଁ ଏକ ବିପଦ ସଂକେତ 😢

  • @dwarikanathmohanty179
    @dwarikanathmohanty179 8 месяцев назад +1

    Odisha is proud to have Kabi Samrat Upendra Bhanja after whom Russel Konda was renamed as Bhanjanagar to perpetuate his all time greatness. Another was Kabisurya Baladev Rath in whose name Boirani has been named as Kabisurya Nagar. Both hail from Ganjam district. Naveen babu too hails from Nuagaon near Bhanjanagar. Nuagaon only few kilometres from Bhanjanagar. Mr. Pandyan is a native to Tamil Nadu. Luckily for people of Odisha, he was Collector of Ganjam before becoming private secretary to chief minister. You may consider him as a domicile of Ganjam. Both are like Ganga Jamuna. Bada Nadi,which flows near village Nuagaon, confluences with Rusukulya at Aska like Ganga and Jamuna at Prayagraj. Chhatrapur is not far from river Rusukulya. Like Kabi Samrat and Kabisurya both Naveen babu and Mr. Pandyan are great exponents of Odia literature, language and culture.'Sone pe sohega' one may say. Why discredit their marvellous effort.

  • @upendrakumarbiswal4682
    @upendrakumarbiswal4682 8 месяцев назад

    ନବୀନ ଦାସ ମହୋଦୟ ଅପଣଂକ 5 ଫେବୃଆରୀ ଏପିସୋଡି ଓଡ଼ିଆ ଭାଷାର ଉନ୍ନତି ପଥରେ ହେଉ ଏହାହିଁ ବାକଦେବୀ ଝଙ୍କଡ ଶାରଳା ଦେବୀ ଙ୍କ ପାଖରେ ପ୍ରାର୍ଥନା ଆପଣଙ୍କ ସ୍ୱର ହିଁ ରାଜ୍ୟବାସୀ ଙ୍କ ଦୃଷ୍ଟି ଗୋଚର ନିଶ୍ଚୟ ହେବ 👍

  • @shreyashsivaditya3113
    @shreyashsivaditya3113 8 месяцев назад

    ନବୀନ ଓଡିଶା ନବୀନ ଓଡ଼ିଆ

  • @madanmahapatrajayramjaysiy7209
    @madanmahapatrajayramjaysiy7209 8 месяцев назад

    ନବୀନ ଏବେ ଜଣେ ଜିଅନ୍ତା ଶବ କହିଲେ କିଛି ଅତ୍ୟୁକ୍ତି ହେବନାହିଁ,ସେ ତ ନିଜେ ଓଡିଆ ଶିଖି ନାହାନ୍ତି ସେପୁଣି ଓଡ଼ିଆଙ୍କୁ ଶିଖାଉଛନ୍ତି ଓଡ଼ିଆ।କି ଲଜ୍ଜା , ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଏ ସବୁର ବ୍ୟବସ୍ଥା ଛଡ଼ା ଅନ୍ୟକିଛି ନୁହେଁ।

  • @salilkumar9703
    @salilkumar9703 8 месяцев назад +1

    ଚାଲୁ ପୂର୍ବ ଅଙ୍ଗ ହଲାଇ ବକୀ
    ତେବେ ସେ ମରାଳୀ ବୋଲାଇବ କି ?
    ଆଜ୍ଞା ଓଡ଼ିଶାକୁ ଆଉ କେତେ ଅପମାନ କଲେ ତାଙ୍କ ମନ ବୁଝିବ ଓ ଆଉ କେତେ ଲୋକହସା ହେବେ ?
    ମୁଁ ବୁଝି ପାରୁନି ଏହାର ପରିସମାପ୍ତି କେଉଁଠି

  • @ManasMallick-fc3bq
    @ManasMallick-fc3bq 8 месяцев назад

    Best analyst's Nabin Dash❤

  • @subashmishra5616
    @subashmishra5616 8 месяцев назад

    ବର୍ଣ ଶଙ୍କର ଓଡ଼ିଆ ଭାଷା ସାହିତ୍ୟର ଶ୍ରୀ ଗଣେଶ ପାଇଁ ନବୀନ ପାଣ୍ଡୁ ଶାସନ କାଳରେ ପ୍ରଶାସନିକ ସ୍ବୀକୃତି ଗଣତନ୍ତ୍ର ପ୍ରତି ଧର୍ଷଣ ଅପରାଧ । ଜୟ ଜଗନ୍ନାଥ

  • @prakashkumarjena8271
    @prakashkumarjena8271 8 месяцев назад

    ବହୁତ ଉଚ୍ଚକୋଟିର ଉପସ୍ଥାପନା🙏

  • @netajidash9367
    @netajidash9367 8 месяцев назад +1

    ମାଙ୍କଡ଼ ହାତରେ ଶାଳଗ୍ରାମ.........

  • @NimainCharanRay
    @NimainCharanRay 5 месяцев назад

    A heart choking analysis of a true odia.

  • @geetaranisamal6638
    @geetaranisamal6638 8 месяцев назад +10

    Heart touching analysis

  • @satyabratpanda545
    @satyabratpanda545 8 месяцев назад +1

    Alas! If we had a few more people like you, the situation arising in the state would have been different!

  • @prasantapanda1703
    @prasantapanda1703 8 месяцев назад +2

    ହେ ନିର୍ଭୟର ନବୀନ ଦାସ ବୁଢା ମୋଦି ଆସିଲେ ସମ୍ବଲପୁର ଓ ନବୀନକୁ ତାଙ୍କ ମିତ୍ର କୃଷ୍ଣ ସୁଦାମ ଯେପରି କହିଲେ ସେ କିଛି କହ, ଓଡିଶାରେ କେତେ ହତ୍ୟା ଦୁର୍ନୀତି ଚୋରି ଗୁଣ୍ଡାଗିରି ଧର୍ଷଣ କୋଇଲା ଦୁର୍ନୀତି ଚିଟ୍ଫଣ୍ଡ ଦୁର୍ନୀତି ହେଇଚି, କେନ୍ଦ୍ର ଯୋଜନାକୁ ହଇଜାକ କରି ନବୀନ ବିଜୁ ଯୋଜନା ନାମରେ ନାମିତ କରିଛି କିନ୍ତୁ ମୋଦି ସେ ବିଷୟରେ କିଛି ବି ପଦେ କହିଲେନି, ସେ ବିଷୟରେ ତୁ ନବୀନ ଦାସ ବୁଢା କିଛି କହୁନୁ କଣ ପାଇଁ, କଣ ଭୟ କରୁଛୁ ନା ବିଜେପିର ତେଲ ମାରୁଛୁ

    • @SkynetCyber
      @SkynetCyber 8 месяцев назад

      Se kan election campaign karuthile naa kichi inauguration karibaku asithile ? Mu gote hospital fita katibaku jibi & 1st line kahibi bebina, kunduli, itishree,pari, soumya, Aditya das hatya ra cbi janch heba. Bhai emiti kan normal brain loka kariba ki ? Tame jani jani issue tanucho ? Election time asu ethara BJP jadi bjd corruption against re action neba boli campaign re prachar na Kariba mu janibi BJP BJD bhai bhai & BJP ku vote debini au

    • @prasantapanda1703
      @prasantapanda1703 8 месяцев назад

      @@SkynetCyber ଯେତେବେଳେ ମୋଦି ପଶ୍ଚିମ ବଙ୍ଗ, କେରଳ ଭଳି ରାଜ୍ୟ ଯାଉଛି ସେ ଯେ କୌଣସି କାମରେ ବି ଗଲେ ସେଠିକାର ସରକାରଙ୍କୁ ଟାର୍ଗେଟ କରୁଛି କିନ୍ତୁ ଓଡିଶାରେ କଣ ପାଇଁ ନୁହେଁ, ଆଉ ତମେ ଯୋଉ କହୁଛ ମୋଦି ଇଲେକ୍ସନ campaign କରିବାକୁ ଆସି ନଥିଲା, ତେବେ ଠିକ ସେହି ଜାଗାରେ କଂଗ୍ରେସକୁ ତ ତାଚ୍ଛଲ୍ୟ କରି କହିଲା, କିନ୍ତୁ ବିଜେଡିକୁ କହିଲାନି, ସେହି ଗୋଟେ ମଞ୍ଚରେ କଂଗ୍ରେସକୁ ଟାର୍ଗେଟ କରୁଛି ଓ ବିଜେଡିକୁ ଟେକୀକି ମିତ୍ର ବୋଲି କହୁଛି ଆଉ ତମଭଳି ଅନ୍ଧଭକ୍ତ ମାନଙ୍କୁ ଜଣାପଡ଼ୁନି

    • @SkynetCyber
      @SkynetCyber 8 месяцев назад

      @@prasantapanda1703 election asu ete byasta huani

  • @rabindrapatra8223
    @rabindrapatra8223 8 месяцев назад

    Very good afternoon sir. Thanks for awareness.