Naveen Turns Friend In Modi's Government Meeting, Restrictions For Pandian | Nirbhay Gumara Katha

Поделиться
HTML-код
  • Опубликовано: 26 окт 2024

Комментарии • 289

  • @jasobantamishra1012
    @jasobantamishra1012 8 месяцев назад +15

    ଜୟ ଶ୍ରୀ ରାମ। ମୋଦୀ ଜି ଆସିଥିଲେ ଏକ ସରକାରୀ କାର୍ଯ୍ୟକ୍ରମ ଏଠାରେ ରାଜନୀତି କରିବାକୁ ନୁହେଁ ।ପରବର୍ତ୍ତୀ ଯେତେବେଳେ ଆସିବେ ତାପରେ ମଜା ଆସିବ । ଜୟ ଜଗନ୍ନାଥ।

  • @padmacharandash8249
    @padmacharandash8249 8 месяцев назад +12

    ଆଜ୍ଞା Modi-Saha ଙ୍କ ଲାଗି ଆଜି ଓଡିଶାରେ ଦୁର୍ନୀତିଗ୍ରସ୍ତ ଶାସନ ଚରମ ସୀମାରେ ।ଆଉ ରହିଲା Modi guarantee ର ମାନେ ଓଡିଶା ପାଇଁ ଯେ, ରାଜ୍ୟସରକାର ଆଖିବୁଜା ଯେତେଯାହା ଦୁର୍ନୀତିକଲେ ମଧ୍ଯ ଆମର deal ଅନୂଯାୟୀ ତୁମର safe guarantee କରିବୁ ।

  • @hardworkneverdies5679
    @hardworkneverdies5679 8 месяцев назад +15

    କାହାକୁ କଷ୍ଟ ହଉ ନ ହଉ ଆପଣଙ୍କୁ ଭାରି କଷ୍ଟ ହେଉଥିବ କାରଣ ଆପଣ ବିଜେପି ର ଚାଟୁକାରିତା କରନ୍ତି ସୋସିଆଲ ମିଡ଼ିଆ ରେ😅😅😅

    • @Pk2018-d2h
      @Pk2018-d2h 8 месяцев назад

      Mo mana katha kahile...
      Se chuli ku jau bjd , congress ki bjp ..
      Baki...e sambadika sir..sabubele Chatukarita..
      Nirbhaya..puni

  • @umakantsethi8909
    @umakantsethi8909 8 месяцев назад +25

    Sir ମୋଦି ଆସିଥିଲେ ନବୀନ ପଟ୍ଟନାୟକଙ୍କ ବିଷୟରେ କିଛି କହିଲେନି କାହିଁକି bjp ନେତା କାହିଁକି ଭୋକ ଚନ୍ତି

    • @hiteshkumarpradhan254
      @hiteshkumarpradhan254 8 месяцев назад

      As expected modi ji keeping calm

    • @dilunayak8123
      @dilunayak8123 8 месяцев назад +1

      Bhai Modi hele anaodiya amanku ama swabhiman rakhibadarkar

  • @jogendramishra243
    @jogendramishra243 8 месяцев назад +15

    ରାଜ୍ୟର ଭାରତୀୟ ଜନତା ପାର୍ଟି ନିଜକୁ ନିଜେ କୁତୁକୁତୁ ହେଉଛି ରାଜ୍ୟରେ ଶାସନ କରିବା ପାଇଁ। କିନ୍ତୁ କେନ୍ଦ୍ରୀୟ ନେତୃବୃନ୍ଦ ଚାହୁଁନାହାନ୍ତି ନବୀନ ପଟ୍ଟନାୟକଙ୍କୁ ଛାଡି ରାଜ୍ୟରେ ଶାସନ କରିବା ପାଇଁ। ଯାହାର ଅନେକ ଉଦାହରଣ ଜଳଜଳ ହୋଇ ଦେଖାଯାଉଛି। ଏଭଳି ସ୍ଥିତିରେ ଭାରତୀୟ ଜନତାପାର୍ଟିର ଓଡିଶା ଦଖଳ ଓ ଶାସନ କରିବା ର ସ୍ବପ୍ନ ସ୍ବପ୍ନରେ ହିଁ ରହିଯିବ।

    • @piyushrajkumar15
      @piyushrajkumar15 8 месяцев назад +2

      କାରଣ ମୋଦି ସରକାର ଭଲ ଦି ପଇସା ପାଉଛନ୍ତି ନବୀନ ପଟ୍ଟନାୟକ ଠାରୁ. କିନ୍ତୁ ଓଡିଶାବାସୀ ନିଶ୍ଚିତ ଏହାର ଜବାବ ଦେବେ

    • @bijaymohanty2248
      @bijaymohanty2248 8 месяцев назад

      କାରଣ ସେମାନେ ଜାଣନ୍ତି ଯେ ନିଜ ରାଜ୍ଯ ନେତା ମାନଙ୍କର ଜନତା ଙ୍କ ମତ ପରିବର୍ତ୍ତନ କରାଇବାକୁ ଦକ୍ଷତା କେତେ !! ଯେମିତି ପୁଅର ଶକ୍ତି କେତେ ତା ବାପ ଭଲରେ ଜାଣେ ।

    • @sontoshnanda5398
      @sontoshnanda5398 8 месяцев назад

      100% right

  • @mohanharijan7091
    @mohanharijan7091 8 месяцев назад +26

    ମୋ ହୃଦୟ କୁ ବହୁତ ଆଘାତ ଦେଲା ପ୍ରଧାନମନ୍ତ୍ରୀ ଙ୍କ ଅଭିଭାଷଣ। ଯାହା ଉପରେ ବିଶ୍ୱାସ ଥିଲା ସେ ବିଶ୍ଵାସ ଭାଙ୍ଗିଗଲା।😔😔🥺

    • @jyotisankardandapat83
      @jyotisankardandapat83 8 месяцев назад +2

      ମନ ଦୁଖ କରିବାର କିଛି ନାହିଁ କାରଣ ହେଉଛି ସାଧାରଣ ଜନତା କଂ ଚିନ୍ତାଧାରାକ ଠାରୁ ପ୍ରଧାନମନ୍ତ୍ରୀ କଂ ଚିନ୍ତାଧାରା ଟିକିଏ ଭିନ୍ନ ରହିବ। ଏମିତି ବି ନିର୍ବାଚନ Declare ହେଇନି ତା ପରେ ବି ସମ୍ବଲପୁର ଗସ୍ତ ସମ୍ପୂର୍ଣ୍ଣ ରାଜନୈତିକ ନ ଥିଲା।

    • @SUJiT...5168
      @SUJiT...5168 8 месяцев назад

      ଭାଇ ପ୍ରଧାନ ମନ୍ତ୍ରୀ ଉଦଘାଟନ କରିବାକୁ ଆସିଥିଲେ ସମ୍ବଲପୁର ଦଳୀୟ ସଭା ନୁହେଁ ଦଳୀୟ କାର୍ଯ୍ୟକ୍ରମ ଆସିଲେ ବିଜୁ ଜନତା ଦଳ ବିରୋଧ ରେ କହିବେ ପ୍ରଧାନ ମନ୍ତ୍ରୀ

  • @bijayarout6485
    @bijayarout6485 8 месяцев назад +28

    Modi is anti BJP in odisha politics

  • @ODISHA_KUHE
    @ODISHA_KUHE 8 месяцев назад +17

    ଓଡ଼ିଶା କଂଗ୍ରେସ ଠିକ୍ ଜାଣିଛି ଯେ କଣ ଚାଲିଛି ଆମ ଓଡିଶା ରେ, ସେଥି ପାଇଁ ସମସ୍ତଙ୍କୁ ସଚେତନ କରିବା ପାଇଁ BJD ଏବଂ BJP ବାହାଘର କରିଥିଲା।
    ଆମ ଓଡ଼ିଶା ବାସୀ ସମ୍ପୂର୍ଣ୍ଣ ପ୍ରସ୍ତୁତ BJP ପାଇଁ କିନ୍ତୁ ବହୁତ୍ ଦୁଃଖ ଲାଗିଲା ଆମ ଓଡିଶା BJP ଜାଣିଶୁଣି ପୁଣି ଥରେ ଶାସନ ଭାର BJD ହାତକୁ ଯିବାକୁ ଦେଉଚି 😢😢😢

    • @କଳିଙ୍ଗପୁତ୍ର-ର8ଦ
      @କଳିଙ୍ଗପୁତ୍ର-ର8ଦ 8 месяцев назад

      ନାହିଁ ଭାଇ,ଆପଣ ଭଲ କରି ଏ ଭିଡ଼ିଓ ଟି ବୁଝନ୍ତୁ, ତେବେ ଯାଇ ଆପଣ ଜାଣିବେ,

  • @ashokswain2901
    @ashokswain2901 8 месяцев назад +5

    ଗତ କାଲି comment's ପଢିଲା ପରେ ନିଜର ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବା ପାଇଁ ବାଧୟତାମୂଳକ ଏହି episod କରିଛନ୍ତି

  • @eaglemail4046
    @eaglemail4046 8 месяцев назад +2

    ଧୀରେ ଧୀରେ କଂଗ୍ରେସ ପାଇଁ ରାସ୍ତା ଖୋଲୁଛନ୍ତି ମୋଦି ବାବୁ

  • @saratsahoo268
    @saratsahoo268 8 месяцев назад +5

    ତାହା ଥିଲା କେନ୍ଦ୍ରୀୟ କାର୍ଯ୍ୟକ୍ରମ। ପଣ୍ଡିଆନ ସେଠି ବସିଲା ଭଳି ଅଧିକାରୀ ନୁହଁନ୍ତି।

  • @basantapattnaik7812
    @basantapattnaik7812 8 месяцев назад +24

    ସାର ମୋଦି ଅଦିନିଆ ମେଘ ହେଇ ଆସିଲେ ନା ବିଜୁଳି ମାରିଲେ ପବନ ହେଲା ନାହିଁ କି ବର୍ଷା ବି ହେଲା ନାହିଁ କିନ୍ତୁ ଦ୍ୱିତୀୟ ଥର ଆସିଲେ ଘଡ଼ଘଡ଼ି ବିଜୁଳି ମାରିବେ ଆଉ ତୃତୀୟ ଥର ପବନ ବର୍ଷା ହେବ ନିଶ୍ଚିତ ଆଶା ଅଛି ମୋର ଦେଖା ଜାଉ କଣ ହେଉଛି

  • @jyotisankardandapat83
    @jyotisankardandapat83 8 месяцев назад +1

    ମନ ଦୁଖ କରିବାର କିଛି ନାହିଁ କାରଣ ହେଉଛି ସାଧାରଣ ଜନତା କଂ ଚିନ୍ତାଧାରା ଠାରୁ ପ୍ରଧାନମନ୍ତ୍ରୀ କଂ ଚିନ୍ତାଧାରା ଟିକିଏ ଭିନ୍ନ ରହିବ। ଏମିତି ବି ନିର୍ବାଚନ Declare ହେଇନି ତା ପରେ ବି ସମ୍ବଲପୁର ଗସ୍ତ ସମ୍ପୂର୍ଣ୍ଣ ରାଜନୈତିକ ନ ଥିଲା।

  • @Ffffffeecvbutreerfhyhuj
    @Ffffffeecvbutreerfhyhuj 8 месяцев назад +4

    ଆଜିର ତାରିଖ ରେ ଓଡିଶା ରେ ବିଜେପି ଭଲ ସ୍ଥିତି ରେ ଅଛି, ମୋଦି ଜୀ ଆଉ ସାହା ଜୀ ଏମାନେ ନବୀନ ବାବୁ ଙ୍କୁ କିଛି କହିବେନି, ଜମି ଅନୁକୂଳ ମୋଦି ଜୀ ବର୍ଷା କରିବାକୁ ଆସି ନବୀନ ବାବୁ ଙ୍କ ସାଙ୍ଗରେ ମିଶି ଓଡିଶା ବିଜେପି ରେ ମରୁଡି କରିଦେଇ ଗଲେ, ଦେଖାଯାଉ ଓଡିଶା ବିଜେପି ନିଜେ ପାଣି ମଡ଼େଇ କି ଚାଷ କରୁଛି?

  • @akhsyakumarbehera7298
    @akhsyakumarbehera7298 8 месяцев назад +1

    ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଓଡିଶା ବିଜେପିକୁ ନିରାସ କରିଛି, ଏଥିରେ କୈଣସି ସନ୍ଦେହ ନାହିଁ କିନ୍ତୁ ପ୍ରରେ କଣ ହେବ ସମୟ କହିବ ।

  • @batchelorlife7895
    @batchelorlife7895 8 месяцев назад +6

    Sir deal ହୋଇଛି ବୋଲି pm ପ୍ରମାଣ କରିଦେଲେ ଆସିକି

  • @pratapmohanty6970
    @pratapmohanty6970 8 месяцев назад +6

    Nirvay Gumar Katha Ku Besi Badhichhi 😢

  • @madhusudanbehera2129
    @madhusudanbehera2129 8 месяцев назад +2

    ବନ୍ଧୁତା ନିବିଡ଼ ଅଛି ଓ ରହିବ ।

  • @SoumyaranjanSwain-s4h
    @SoumyaranjanSwain-s4h 8 месяцев назад +1

    ଏମିତି ହେଲେ କଂଗ୍ରେସ ଆଡକୁ ମୁହାଁଇବେ ଲୋକେ...

    • @prasantapanda1703
      @prasantapanda1703 8 месяцев назад

      କିନ୍ତୁ କଂଗ୍ରେସ ଏ ସବୁ କଥାକୁ ଲୋକଲୋଚନକୁ ଠିକରେ ଆଣିପାରୁନି

  • @durgaprasadsamantaray7084
    @durgaprasadsamantaray7084 8 месяцев назад +1

    ଏହା ଏକ ସରକାରୀ କାର୍ଯ୍ୟକ୍ରମ ହେତୁ, ହୁଏତ ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ କିଛି କହିପାରି ନ ଥିବେ।

  • @subhadarsinimohanty6275
    @subhadarsinimohanty6275 8 месяцев назад +4

    ପାଖରେ ବସେଇ କେମିତି ତାଙ୍କ ବିରୋଧରେ ଅଭିଯୋଗ କରିବେ

  • @sudarsandalai7001
    @sudarsandalai7001 8 месяцев назад +5

    ଜୟଶ୍ରୀରାମ ଜମି ରେଡ଼ି

  • @pruthirajjena8970
    @pruthirajjena8970 8 месяцев назад +2

    ମୋଦି ର ସେଣ୍ଟର ଦରକାର। ନବୀନ ର ସେଟ୍ ଦରକାର। ଆମେ ସବୁ କାମୁଡା କାମୁଡି 😅😅

  • @bibhumusictv691
    @bibhumusictv691 8 месяцев назад +6

    Jay jagannath ❤❤❤

  • @Vinood900
    @Vinood900 8 месяцев назад +10

    ଆପଣ ଠିକ୍ କହିଛନ୍ତି। କେନ୍ଦ୍ର ର ଓଡ଼ିଶା ପ୍ରତି କିଛି Focus ନାହିଁ। ରାଜ୍ୟ BJP ନେତା ସୋଇଛନ୍ତି। ହେଲେ ଓଡ଼ିଶା ର ଲୋକେ ପରିବର୍ତନ ପାଇଁ ସମୂର୍ଣ୍ଣ ଆଗଭର।

  • @santoshkumardas4364
    @santoshkumardas4364 8 месяцев назад +3

    ରାଜ୍ୟ ବିଜେପି କୁ କେନ୍ଦ୍ର ସବୁ ସୁଯୋଗ ଦେବାପରେ ରାଜ୍ୟ ବିଜେପି ପାଞ୍ଚ ଗୋଷ୍ଠୀ. ବିଜେପି ଏକ ନହେବା ଯାଏ . ରାଜ୍ୟ ବିଜେପି ଠାରୁ ନବୀନ ବିଜେଡି ବୋହୁତ ଭଲ !

  • @Sibabaakya-Haduakatha
    @Sibabaakya-Haduakatha 8 месяцев назад +1

    Hello Sir - Thanks for raising your voice for Odisha. I am an Odia NRI from Europe, watching your program regularly. Deeply sadden with the present scenario in Odisha. Although I can not do much to correct this but now I have decided to write political satire "#ଶିବବାକ୍ୟ" frequently. Below was what I wrote after the Sambalpur event.
    ପର ତୁଣ୍ଡ ବାଣୀ
    ଚାତକ ଭଳି ମୁଁ ଯେ ଚାହିଁଥିଲି
    ସେ ଆସିବେ ବୋଲି ହେଂଟି ମାରୁଥିଲି
    ସେ କହିବେ ବୋଲି ମୁଁ ଭାବିଥିଲି
    ସେ ଆସିଲେ ! ହେଲେ କହିଲେନି !!
    କହିଲ ଦେଖି ଏବେ କଣ କରିବା ?
    ପର ତୁଣ୍ଡେ ଯଦି କଥା କହୁଥିବା
    ତେବେ ଏମିତି ଜଳକେ ଚାହିଁବା ||

  • @bulusethy9220
    @bulusethy9220 8 месяцев назад +7

    ❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @pabitrakumarchinhara4101
    @pabitrakumarchinhara4101 8 месяцев назад +10

    Sir pranam । ନବୀନ ଦାସ ଓଡ଼ିଶାର ଗର୍ବ ଓ ଗୌରବ । ସତ୍ୟ ବୀର ନବୀନ ଦାସ । ମୋଦୀ କିଛି କହିବେନି କାରଣ କଂଗ୍ରେସ ତାର ପ୍ରମାଣ ଦେଇଛି BJP। BJD ବିଭାଘର କରିଛି ।

  • @hardworkneverdies5679
    @hardworkneverdies5679 8 месяцев назад +19

    Feel sad for this man😅😅😅 ସବୁଠୁ ଦୁଃଖୀ😅😅😅

  • @renubalamohapatra7437
    @renubalamohapatra7437 8 месяцев назад

    ଏ ଲୋକର କିଛି ବି ଦୁଃଖ ନାହିଁ ବୋଲି ସରକାର ବିପକ୍ଷରେ ଯାଇ ରାଜନିତୀ କରୁଛି।

  • @Vinood900
    @Vinood900 8 месяцев назад +3

    ଲୋକଙ୍କ ଏତେ support pare ରାଜ୍ୟ BJP ଯଦି ନିଜ ଶିଙ୍ଗ ରେ ମାଟି ନ ତାଡ଼ିବ, ମୋଦି ଯଦି ଚୋପ ରହିଲେ ତାହାଲେ ବର୍ତ୍ତମାନ ର ପରିସ୍ଥିତି ଅନୁସାରେ ଆଗାମୀ ଦିନରେ ଓଡ଼ିଶା ରେ ମେଣ୍ଟ ସରକାର ହେବା ଥୟ। କିନ୍ତୁ ଯେଉଁ ଲୋକ ମାନେ ଏବେ BJP ଶୋଇଥିଲା ବେଳେ support କରୁଛନ୍ତି ସେ ଲୋକ ମାନଙ୍କୁ ମେଣ୍ଟ ସରକାର ପସନ୍ଦ ନୁହଁ।

  • @abhijitpatnaik7438
    @abhijitpatnaik7438 8 месяцев назад +4

    Amara Jagannatha achanti. Jay Odisha.

  • @sitarampradhan7080
    @sitarampradhan7080 8 месяцев назад

    ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ମିତ୍ର ଏବଂ ଭି,କେ, ପଣ୍ଡିଆନ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ
    ଚାଲା

  • @manojchaudhury7896
    @manojchaudhury7896 8 месяцев назад

    ବିଜେପି ବିଜେଡ଼ି ଭାଇ ଭାଇ ବିଜେପି ବିଜେଡ଼ି ମଧ୍ୟରେ ଫ୍ରେଣ୍ଡସ ପି ମେଆଚ ଚାଲିଛି

  • @bijayashankartripathy8748
    @bijayashankartripathy8748 8 месяцев назад +1

    Your analysis to the points. Thanks

  • @dmmisra2009
    @dmmisra2009 8 месяцев назад +2

    ମତେ ଲାଗୁଛି ରାଜ୍ୟସଭା ନିର୍ବାଚନ ଯୋଗୁଁ ପ୍ରଧାନ ମନ୍ତ୍ରୀ ନବୀନ ପଟ୍ଟନାୟକ ବିଷୟରେ କିଛି କହିନ଼ାହାନ୍ତି ହୁଏତ ସେ ଆଉ କାହାକୁ ରାଜ୍ୟସଭା କୁ ପଠାଇବାକୁ ଚାହାଁନ୍ତି ଯେମିତି ଅଶ୍ୱିନୀ ବୈଷ୍ଣଭ ଙ୍କ କ୍ଷେତ୍ର ରେ ହେଇଥିଲା, ସେ ସବୁବେଳେ ଆଶ୍ଚର୍ଯ୍ୟ ଚକିତ କରନ୍ତି ତେଣୁ ଆଗାମୀ ଦିନ ହିଁ କହିବ କୋଉ ପାଣି କୁଆଡେ ଯିବ

  • @jagannathmishra5300
    @jagannathmishra5300 8 месяцев назад

    ଓଡ଼ିଶା ର ସବୁ ଭାଜପା ନେତା ଆଉ କର୍ମୀ ଇସ୍ତଫା ଦେଇ ଦେବା କଥା।

  • @rajadash9390
    @rajadash9390 8 месяцев назад +4

    ମୋଦୀ ଆସିବେ ବୋଲି ଆପଣ ମାଙ୍କଡ଼ ଦିଆଁ ମାରୁଥିଲେ , ଏବେ କଣ ହେଲାକି?? ଆପଣଙ୍କ ମଳଦ୍ୱାର ରେ ବହୁତ ଜ୍ୱଳନ ହେଲାଭଳି ଲାଗୁଛି. ଆପଣଙ୍କ ପ୍ରସ୍ତୁତ କ୍ଷେତ ରେ ବର୍ଷା କଲେନି କି 😂😂😂😂

  • @khirodhota1440
    @khirodhota1440 8 месяцев назад

    ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ହେଉଛନ୍ତି ମୋଦୀ ଆଉ ନବୀନ, ନବୀନ ବାବୁ ଖଣି ଖାଦାନ ରୁ ଲୁଟ ପଇସାରୁ ମୋଦିଜୀ share ନେଉଛନ୍ତି ତେଣୁ ସେ ନବୀନ ବିରୁଦ୍ଧରେ କଣ କିଛି କହି ପାରିବେ।

  • @prasannapattanyak3777
    @prasannapattanyak3777 8 месяцев назад

    ମୋଦୀ ଯାହା କହିଲେ ସେଥିରେ ଆପଣଙ୍କୁ ଅସୁବିଧା କଣ?

  • @songspkentertainment6200
    @songspkentertainment6200 8 месяцев назад +10

    BJP Odisha re kebe asibani

  • @pratapjena1193
    @pratapjena1193 8 месяцев назад

    ଏହିଭଳି ବିଜେପି କଲେ ଏହା ପରେ କଂଗ୍ରେସ କୁ ଭୋଟ ମିଳିବ

  • @DwarikanathNayak-y9n
    @DwarikanathNayak-y9n 8 месяцев назад

    ସାର ନମସ୍କାର , ଦଧି ମଂଥନ ହେଲେ ଘୁର୍ତ ବାହାରେ , ଲୁହା ଗରମ ହେଲେ ତାର ନକ୍ସା ବଦଳା ଯାଇପାରେ , ଥଣ୍ଡା ରହିଲେ ଗରମ ବସ୍ତ୍ର କୁ ଜାବୁଡି ଧରାଯାଏ , ହାଲକା ଥଣ୍ଡା ଓ ହାଲକା ଗରମ ଥିବାରୁ ଫଳ ଶୂନ

  • @gaurangadas2630
    @gaurangadas2630 4 месяца назад

    Analysis correct sir.

  • @surendrakumarsethy8816
    @surendrakumarsethy8816 8 месяцев назад +2

    You are right sir

  • @chandipadapanda4707
    @chandipadapanda4707 8 месяцев назад

    ବି ଜେପି ନେତା ଓ କର୍ମୀ ମାନେ ଓଡିଶାରେ ଜମି ପ୍ରସ୍ତୁତ କରିପାରି ନାହାନ୍ତି ତେଣୁ ମୋଦୀ ବର୍ଷା କେମିତି କରିଥାନ୍ତେ ।

  • @santoshpradhan4520
    @santoshpradhan4520 8 месяцев назад

    ଉପର ସ୍ତରରେ ସେମାନେ ଅତ୍ୟନ୍ତ ଘନିଷ୍ଠ ଓ ଆନୁଗତ୍ୟ ଅଟନ୍ତି କିନ୍ତୁ ତଳ ସ୍ତରରେ ସେମାନେ ଲୋକଙ୍କୁ ଭୁଆଁ ବୁଲାଇ ନିଜ ସ୍ବାର୍ଥ ହାସଲ କରିବାକୁ ଚେଷ୍ଟା କରନ୍ତି ।bjd/bjp ଏକ ଓ ଅଭିନ୍ନ । ଏଠି ଉଭୟ ଉଭୟ ଙ୍କୁ ସମାଲୋଚନା କରନ୍ତି କେବଳ ଲୋକ ଦେଖାଣିଆ।

  • @himansudash9149
    @himansudash9149 8 месяцев назад

    ମୋଦିଙ୍କ ଆଗରେ ଓଡିଶା ବିଜେପି ଅପାରଗ, କାଗଜ ବାଘ।

  • @belalsensenapati1300
    @belalsensenapati1300 8 месяцев назад

    ଆମେ ଜାଣିଲୁ ଓଡ଼ିଶାରେ ବିଜେପି ତ ଆସିବ ନାହିଁ, ଆସିଲେ ବି ଏମିତି ଦୁର୍ନୀତି କରିବ। କିନ୍ତୁ ଜାତୀୟ ଦଳ ତ, ସବୁଠି ଚର୍ଚ୍ଚା ହେବା ଡରରେ ଦେଖିଚାହିଁ ଦୁର୍ନୀତି କରିବେ। ବିଜେପି ଓ ବିଜେଡି ବିଚାରରେ ଓଡ଼ିଶା ଚୁଲିକି ଯାଉ ପଛକେ ତାଙ୍କ ସ୍ୱାର୍ଥ ରହୁ। ଠିକ ଯେମିତି କଂଗ୍ରେସର ଚିନ୍ତା।

  • @pratapchandrasamal2396
    @pratapchandrasamal2396 8 месяцев назад

    ବିଜେପିର କର୍ମୀ ଏବଂ ସାଧାରଣ ଜନତା ଯେତେ ଦୁଃଖୀ ନୁହଁନ୍ତି, ସବୁଠାରୁ ବେଶୀ ଦୁଃଖୀ ଆପଣ ଲାଗୁଛନ୍ତି। ଯେତେ ଯାହା ହେଲେବି ବୁଲି ବୁଲି ଆପଣ ସେଇ VKP ପାଖରେ ଅଟକିଯିବେ। ଏଣ୍ଡୁଅ ଦଉଡ଼ି ଦଉଡ଼ି ସିଜୁ ବୁଦା ମୂଳକୁ ଗଲା ପରି ଆପଣଙ୍କ ଟାର୍ଗେଟ ଖାଲି ପାଣ୍ଡିଆନ। କହି ଜାଣିଲେ ସୁନ୍ଦର ପରି କଥାରୁ ନଥା ବାହାର କରିବା ଆପଣଙ୍କ ପୁରୁଣା ଅଭ୍ୟାସ। ଅସ୍ମିତା ଆପଣଙ୍କର ଅଛି କି।

  • @belalsensenapati1300
    @belalsensenapati1300 8 месяцев назад

    ବହୁ ପୂର୍ବରୁ ମୁଁ ଏଥିରେ ମତାମତ ଦେଇଥିଲି ଯେ, ମୋଦୀ ଓଡ଼ିଶା ନ ଆସନ୍ତୁ। କାରଣ ଆସିଲେ ରାଜ୍ୟ ବିଜେପି ତଥା ରାଜ୍ୟର ଦୁର୍ନୀତିଗ୍ରସ୍ତ ସରକାର ଦ୍ୱାରା ଅତିଷ୍ଠ ସାଧାରଣ ଲୋକ ଆହୁରି ନିରାଶ ହୋଇଯିବେ, ଏବେ ତାହାହିଁ ହେଲା।

  • @kuberbisoi5206
    @kuberbisoi5206 8 месяцев назад

    ବିଜେଡି ହଟା ୟ ବିଜେପି ହଟା ୟ କଂଗେସ କୁ କମିଗୀ

  • @manojkumarsaint7803
    @manojkumarsaint7803 8 месяцев назад

    Jay Shree Ram

  • @basantapattnaik7812
    @basantapattnaik7812 8 месяцев назад +4

    ସାର ପ୍ରଣାମ 🙏🌹

  • @prafulasingh2267
    @prafulasingh2267 8 месяцев назад

    ଓଡ଼ିଶାରେ ବର୍ଷା କରାଇଦେଲେ ପ୍ରଧାନମନ୍ତ୍ରୀ ।
    ଦ୍ଵୀପରେ ତେଲ ଢାଳିଲେ ।
    କେନ୍ଦ୍ର ନେତୃତ୍ୱଙ୍କ ଓଡ଼ିଶା ପ୍ରତି ।
    ନେତା କର୍ମୀ ଅବାକ୍

  • @prafulasingh2267
    @prafulasingh2267 8 месяцев назад

    ମୋଦି , ଅସୁସ୍ଥ ନବୀନଙ୍କୁ ସଞ୍ଜିବନି ଦେଲେ
    ଲାଭ କେତେ କ୍ଷତି କେତେ ?
    ପାଣ୍ଡିଆନ ଙ୍କୁ କଚାଡ଼ି ଦେଲେ ।

  • @laxmidharapanda6086
    @laxmidharapanda6086 8 месяцев назад +4

    ଓଡ଼ିଆ ଲୋକଙ୍କ ନିକଟରେ ମୋଦି ପରମ ମିଛୁଆ ବୋଲି ପ୍ରମାଣିତ କରିଦେଲେ !ଓଡ଼ିଶାରେ ବିଜେପି ସରକାର ଗଢିବାପାଇଁ ଇଛୁକ ନୁହଁନ୍ତି ସମସ୍ତ ସମ୍ଭାବନା ଥିବା ସତ୍ୱେ ! ବିଜେପି ବିଧାୟକ ଓ ନେତାମାନଙ୍କୁ ଜମି ପ୍ରସ୍ତୁତି କରିବାକୁ ସୂଚିତକରି ନିଜେ ବର୍ଷା କରାଇବାର ଦାୟିତ୍ୱ ନେଇଥିଲେ ! ଏହା ମଧ୍ୟରେ ବିଜେପି ନେତା ଓ ବିଧାୟକ ଜମି ପ୍ରସ୍ତୁତ କରିଛନ୍ତି କି ନାହିଁ ମୋତେ ଜଣାନାହିଁ ! ମାତ୍ର ଏହାସତ୍ୟ ଓଡ଼ିଶାର ସାଧାରଣ ଜନତା ଜମି ପ୍ରସ୍ତୁତ କରି ସାରିଛନ୍ତି ଯାହାର ସୂଚନା ଜାନୁଆରୀ 22ତାରିଖରେ ଦେଇ ସାରିଛନ୍ତି ! ତଥାପି ମୋଦି ବର୍ଷା କରାଇବାରେ ଅକ୍ଷମ ହେଲେ ! ଏବେ ପ୍ରସ୍ତୁତ କରିଥିବା ଜମିମାଲିକ (ଜନତା ଜନାର୍ଦନ )ଜମିକୁ ବାଧ୍ୟହୋଇ ପ୍ରସ୍ତୁତ ଜମିକୁ ଭାଗଚାଷ ପାଇଁ ଅନ୍ୟକୁ ମଡ଼ାଣ ଦେଇଦେବେ ! ଏଥିପାଇଁ ମୋଦିଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ !

    • @bhaktarampanda304
      @bhaktarampanda304 8 месяцев назад

      Achha by the way only west odisha give vote to BJP

    • @laxmidharapanda6086
      @laxmidharapanda6086 8 месяцев назад

      @@bhaktarampanda304 କଣ ଜାଣିବାକୁ ଉତ୍ତର ମାଧ୍ୟମରେ ପ୍ରଶ୍ନ କରିଛନ୍ତି ? ପ୍ରାଞ୍ଜଳ ଭାବରେ ପଚାରନ୍ତୁ !

    • @bhaktarampanda304
      @bhaktarampanda304 8 месяцев назад

      @@laxmidharapanda6086 Yes sir bjp odisha re dharmender Pradhan nka Pai weak heichhi

  • @subashsahoo7295
    @subashsahoo7295 8 месяцев назад

    ଓଡିଶାରେ ମୋଦି ଫରମୃଲା ନରମ ରାଜନୀତି

  • @BibhuduttabissoyiBibhu
    @BibhuduttabissoyiBibhu 8 месяцев назад +1

    You are a advocate of human rights

  • @sushantstichingclass3568
    @sushantstichingclass3568 8 месяцев назад

    ସାରେ ନମସ୍କାର। ଆଜିର ଗୁମର କଥା ସୁଣିବାପରେ ଉଭୟ ସରକାର ସାଥୀ। ବଦ୍ଧେ ଊତ୍ଳଳ ଜନନୀକୁ କିଏସେ ସାହା। ଏହାର ଊତ୍ତର ଆପଣ କୁହନ୍ତୁ। ଲେଖିବାର ଭୁଲ୍ ଥଲେ ଯମାକରିଦେବ।

  • @directorSidharth
    @directorSidharth 8 месяцев назад

    ନିର୍ଭୟରେ କହିବା ବେଳେ ମୁଣ୍ଡ ତଳକୁ ନକରି, ଉପରକୁ ଟେକି କହିଲେ ବୋଧହୁଏ ଭଲ ହୁଅନ୍ତା।

  • @rajatkumarbehera3973
    @rajatkumarbehera3973 8 месяцев назад

    ବିଲକୁଲ ଠିକ କହିଛନ୍ତି... ଆପଣ...... କିଛି ସେମିତି ହିଁ ଲାଗିଲା

  • @dhaneswardas7823
    @dhaneswardas7823 8 месяцев назад

    ମୋଦି ଓ ସାହା ଭାରତୀୟ ବେପାରୀମାନଙ୍କ ସହାୟତାରେ ରାଜନୀତିରେ ଆଗକୁ ବଢିଛନ୍ତି ଏବଂ ଓଡିଶାରେ ତେଣୁ ଯେଉଁ ସମ୍ପଦ ଭରପୁର ହୋଇ ରହିଛି ତାହା ଭାରତର ଅନ୍ୟ କୌଣସି ରାଜ୍ୟରେ ନାହିଁ। ତେଣୁ ରାଜ୍ୟ ସରକାରଙ୍କୁ ବାଦ ଦେଇ କେନ୍ଦ୍ର ଓ କୌଣସି ବି କର୍ପୋରେଟ ସଂସ୍ଥା କିଛି ବି କରି ପାରିବେ ନାହିଁ।
    ଓଡିଶାର ଅଧପତନ ପାଇଁ ପ୍ରଥମେ ଦାୟୀ ଓଡିଶାର ପୂର୍ବତନ ଜନତା ଦଳର ନେତା, ଏଠି ନବୀନଙ୍କର କୌଣସି ଭୂଲ ନାହିଁ, ସେ କବେବି ଓଡିଶାର ମୂଖ୍ଯମନ୍ତ୍ରୀ ହେବାକୁ ଦରଖାସ୍ତ ଦେଇ ନଥିଲେ, ଓଡିଆ ଭାଷା ନ ଶିଖିବା ଓ କହି ନ ପାରିବା ମଧ୍ଯ ତାଙ୍କର ଭୂଲ ନୁହେଁ। କାରଣ ଆମେ ଆମ ପିଲାଙ୍କୁ ଯେଉଁ ଭାଷା ଶିଖାଇବା ତାହା ସେମାନେ ଶିଖିବେ।
    ସମସ୍ତଙ୍କର ଆଖି ଓଡିଶା ଉପରେ କେବଳ ଖଣିଜ ସମ୍ପଦକୁ ନେଇ, ଏହାର ଉଦାହରଣ ବିଜୁ ପଟ୍ଟନାୟକ ହୁଅନ୍ତୁ କିମ୍ବା ନବୀନ ପଟ୍ଟନାୟକ ଓ ଅନ୍ୟମାନଙ୍କୁ ସବୁ ଓଡ଼ିଆଙ୍କୁ କେବଳ ଷ୍ଟିଲ ଆଣ୍ଡ ମାଇନ ଓ ଜଙ୍ଗଲ, ରେଳ ବିଭାଗର ମନ୍ତ୍ରୀ ଭାବରେ ରଖା ଯାଇଛି।
    ସବୁପରେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଯାହା ହୋଇଛି ଅନ୍ଯ ସରକାରଙ୍କ ସମୟରେ ହୋଇ ନାହିଁ। ନବୀନ ପଟ୍ଟନାୟକ ଓଡିଶାର ଭୌଗୋଳିକ, ଐତିହାସିକ ତଥ୍ୟ ଓ ସଂସ୍କୃତି, ପରମ୍ପରା ନ ଜାଣି ମଧ୍ଯ ଅତୀତ ଅପେକ୍ଷା ଅନେକ ଆଗକୁ ନେଇଛନ୍ତି ଏବଂ ଓଡିଶାର କଲ୍ଯାଣ ପାଇଁ ଜାଣିଣୁଣି ଓଡ଼ିଆଙ୍କ ସହଯୋଗ ନ ନେଇ ଅଣ ଓଡିଆଙ୍କୁ ନେଇ ଚାଲିଛନ୍ତି। ଆପଣତ ପ୍ୟାରୀମୋହନଙ୍କ କଥା ଜାଣିଛନ୍ତି।
    ଟିକେ ୨୫ ବର୍ଷ ପଛକୁ ଫେରି ଯାଆନ୍ତୁ କେବଳ ଓଡିଶାର କିଛି ଖଣି ଓଡ଼ିଆଙ୍କ ନାମରେ ଥିଲା, ହୁଏତ ନବୀନ ଆସି ନଥିଲେ କିଛି ଓଡିଆ ଏକାଧିକ ଷ୍ଟିଲ ପ୍ଲାଣ୍ଟର ମାଲିକ ହୋଇ ରହି ଥାଆନ୍ତେ।
    ଜୟ ଶ୍ରୀଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ। ବଡ ଠାକୁର ସବୁକିଛି ପରିବର୍ତ୍ତନ କରିବେ।
    ବନ୍ଦେ 🙏ଉତ୍କଳ ଜନନୀ🙏 ବନ୍ଦେ

  • @ashokkumarraul3504
    @ashokkumarraul3504 8 месяцев назад

    ଏଠାରେ କେବଳ ଗୋଟିଏ କଥା କହିହେବ ଜାଣି ଅଜଣା ।

  • @prafullakumarpradhan8129
    @prafullakumarpradhan8129 8 месяцев назад

    କହିଲେ କହିବା କହୁଛି ? ଆପଣ ଜଣେ ସାମ୍ବାଦିକ ବିଚାରପତି l ପ୍ରଧାନମନ୍ତ୍ରୀ ଙ୍କୁ - କରିଦେଲ

  • @shubhalakshminanda3955
    @shubhalakshminanda3955 8 месяцев назад

    ଓଡ଼ିଆ ଲୋକ ଆଉ ଓଡ଼ିଶା ୨୩ବର୍ଷ ହେଲା ନିରବଚ୍ଛିନ୍ନ ଭାବରେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କରି ଓଡ଼ିଆତ୍ୱ କୁ ହରାଇଛନ୍ତି ଜଣେ ମୁଖ୍ୟ ମନ୍ତ୍ରୀ ରାଜ୍ୟ ର ଭାଷା ଜଣ ନ୍ତିନି ଓଡ଼ିଆ ଲୋକ ରି ନିଜର ଦୁଃଖ ଜଣାଇବାକୁ ତାଙ୍କୁ କେବେ ସାକ୍ଷାତ କରିପାରିନି ସାଧାରଣ ଲୋକ ସହିତ କେବେ ମିଶିବାର ସୁଯୋଗ ଦେଇ ନାହାନ୍ତି ,ଜଣେ ମୁଖ୍ୟମନ୍ତ୍ରୀ burocrate ଶାସନ କରି ୨୩ ବର୍ଷ ହେଲା ଶାସନ କରୁଛନ୍ତି ସେଥିପାଇଁ ରାଜ୍ୟ ବାସି ନକର କିଛି ଆପତ୍ତି ନାହିଁ ଓଡ଼ିଆତ୍ୱ ନାହିଁ ସ୍ୱାଭିମାନ ନାହିଁ ସେଥି ପାଇଁ ଅନ୍ୟ କେହି କିଛି କରି ପାରିବେନି ଓଡ଼ିଆ ଜାତି ନିଜତ୍ବ ହରାଇଛି ଓଡ଼ିଆ ଜାଗ୍ରତ ହେଲେ ନିଜର ହରାଇଥିବା ସମ୍ମାନ ପାଇବ ତାକୁ ପ୍ରଧାନମନ୍ତ୍ରୀ କିଛି କରି ପାରି ବେନି ରାଜ୍ୟ ବାସି ପ୍ରଥମେ ସଚେତନ ହୁ ଅନ୍ତୁ

  • @Rajanibiswal2024
    @Rajanibiswal2024 8 месяцев назад

    ସାର୍ ନମସ୍କାର ଆପଣ ଏ ଅବୋଲକରା ମାନଙ୍କୁ ଯେତେ କହିଲେ କିଛି ଫରକ ପଡ଼ିବ ନାହିଁ

  • @titutitu7334
    @titutitu7334 8 месяцев назад

    ବ୍ରହ୍ମପୁର ଲୋକସଭା ପାଇଁ deal କଣ? ଏ ଉପରେ vdo ବନାନ୍ତୁ। ବ୍ରହ୍ମପୁର ଜନତା ଭ୍ରୁଗୁ ବକ୍ସସି ପାତ୍ର ଙ୍କୁ ଚାହାନ୍ତି।

  • @sanjibkumarpatel4421
    @sanjibkumarpatel4421 8 месяцев назад

    ଓଡିଶାର BJP ନେତା ଵନ୍ସଵାଦ ରାଜନିତୀ କୁ ଆପଣାନ୍ମୂ

  • @netajidash9367
    @netajidash9367 8 месяцев назад

    ମୋଦୀଙ୍କ ଗସ୍ତ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧିତ ତେଣୁ ସେଠାରେ ରାଜନୈତିକ ଭାଷଣ ଆଶା କରିବା ଠିକ୍ ନୁହେଁ। ବିଜଦ ବିରୁଦ୍ଧରେ ଅତିଷ୍ଠ ରାଜ୍ୟବାସୀ ତଥା ବିଜେପି ସମର୍ଥକମାନେ (କର୍ମୀମାନେ ମଧ୍ୟ) ପ୍ରଧାନମନ୍ତ୍ରୀଙ୍କ ଠାରୁ ରାଜନୈତିକ ଭାଷଣ ଶୁଣିବାକୁ ନପାଇ ନିରାଶ ହେବା ସ୍ବାଭାବିକ।
    ଆପଣ ଉଠାଇଥିବା ଚାରି ବିନ୍ଦୁ ମଧ୍ୟ ରାଜନୀତି ସଂଜ୍ଞା ପରିସରକୁ ଆସୁଛି ବୋଲି ମୋର ମତ।
    ପାତ୍ର, ବିଷୟବସ୍ତୁ, ସ୍ଥାନ ଓ କାଳ ଚୟନରେ ମୋଦୀଙ୍କ ସରି ଦେଶରେ ଦ୍ୱିତୀୟ ବ୍ୟକ୍ତି ନାହାନ୍ତି ମୋର ବିଶ୍ବାସ। ଉଠାଇଥିବା ପ୍ରସଙ୍ଗ ଗୁଡ଼ିକ ଉପରେ ମୋଦୀ ନିଶ୍ଚୟ କହିବେ ତେବେ ନିର୍ବାଚନ ଘୋଷଣା ପରେ, ତା' ପୂର୍ବରୁ ନୁହେଁ।
    ରାଜ୍ୟରେ ବିଜେପିର ମଜବୁତ ସଙ୍ଗଠନ ନାହିଁ। ନବୀନଙ୍କ ପରେ ବିଜଦର ନେତାମାନେ କଂଗ୍ରେସ ନୁହେଁ ବିଜେପିରେ ବିଲୟ ଘଟିବ ସେଥିପାଇଁ ମଧ୍ୟ ରଣକୌଶଳ ହେଇଥାଇପାରେ

  • @manjupravamishra8000
    @manjupravamishra8000 8 месяцев назад

    ଜୟ ଶ୍ରୀ ଜଗନ୍ନାଥ 🙏।

  • @siyavideo2294
    @siyavideo2294 8 месяцев назад

    ଇଲେକ୍ସନ ପରେ NDA ରେ ମିଶିବ ବିଜେଡି.....ଲେଖିକି ରଖ

  • @ghasiramsing4216
    @ghasiramsing4216 8 месяцев назад

    Thank you nabin sir

  • @hurshikeshmeher2489
    @hurshikeshmeher2489 8 месяцев назад

    କଣ ନବୀନ କେବେ ମୋଦି ଙ୍କ ବିରୋଧରେ କହିଛନ୍ତି କି

  • @priyadarsansatpathy910
    @priyadarsansatpathy910 8 месяцев назад

    ଆପଣ କାହିଁକି ମିଛୁଟାରେ ବାଡେଇଛାଟି ହଉଛନ୍ତି, ସିଏ ଉପରେ ଉପରେ କୋଳାକୋଳି। ଅପରାଜିତା ଷଡଙ୍ଗୀ ମୁହଁ ଚୁପ ହୋଇ ଗଲାଣି। ମୋଦି ହେଲା ଗୁଜରାଟି ବେପାରୀ।

  • @premarajorampremaraj1141
    @premarajorampremaraj1141 8 месяцев назад

    It's very heavy

  • @sibaprasaddash4386
    @sibaprasaddash4386 8 месяцев назад +5

    Bjd & bjp r two sides of one coin. So Modi will not tell against Nabin. Nabin also very talented to manage people, where he has well managed honorable Governor which was seen in last assembly session yesterday

  • @avpati2
    @avpati2 8 месяцев назад +1

    ଗୋଟେ ପଟେ ମୋଦି ଭାରତର ପରମ୍ପରା, ସଂସ୍କୃତି, ଐତିହ ଏବଂ ପୂର୍ବପୂର୍ଷମାନଙ୍କ ଦ୍ଵାରା ଦିଆ ହେଇଥିବା ସଂସ୍କାର କୁ ନଷ୍ଟ କରିବାକୁ ଲାଗିଛନ୍ତି ତ ଆଉ ଗୋଟେ ପଟେ ନବୀନ ଓଡ଼ିଆ ଜାତିର ଗୌରବ କୁ ନଷ୍ଟ କରିବାକୁ ଲାଗିଛନ୍ତି।
    ସବୁ ରାଜନେତା ମାନେ ମିଳି ମିଶି ଓଡ଼ିଶା କୁ ଆଉ ଭାରତକୁ ନଷ୍ଟ କରିଦେବେ

    • @priyacharandas653
      @priyacharandas653 8 месяцев назад

      ଯିଏ ରାମ ଙ୍କୁ ବିଶ୍ୱାସ କରନ୍ତି ଏବଂ ରାମ ଶରଣ ରେ ଅଛନ୍ତି । ସେ ମହାନ୍

    • @avpati2
      @avpati2 8 месяцев назад

      @@priyacharandas653 ଯିଏ ରାଜନୀତି ଓ ଅର୍ଥନୀତିର ଗୋଲାମ ସିଏ କି ଜାଣିବ ଧର୍ମ ନୀତି ଓ ଯିଏ ଧର୍ମ ନୀତି କୁ ଜାଣିନି ସିଏ କି ଜାଣିବ ରାମଙ୍କୁ

  • @seemaprasantaparida
    @seemaprasantaparida 8 месяцев назад

    ସବୁ ପରିସ୍ଥିତି BJP ସପକ୍ଷରେ ଆଉ BJD ବିପକ୍ଷରେ ଥିବା ସତ୍ତ୍ଵେ ବି ଏଥର ଓଡ଼ିଶାରେ BJP ସରକାର ଗଢ଼ି ନ ପାରିଲେ BJD 2036 ଯାଏଁ ଶାସନ କରିବ

  • @DukhabandhuSahoo-c3p
    @DukhabandhuSahoo-c3p 8 месяцев назад +1

    🎉 Yes ok

  • @bijayabehera9476
    @bijayabehera9476 8 месяцев назад

    ଉପସ୍ଥାପିକା ପାଣି ମହାଶୟାଙ୍କ ଉପରେ ଆପଣଙ୍କର ମତାମତ ରଖନ୍ତୁ

  • @SureshSahoo-n8y
    @SureshSahoo-n8y 8 месяцев назад

    U r right

  • @sanjibkumarpatel4421
    @sanjibkumarpatel4421 8 месяцев назад

    ବିଜେପି ନିରାଶ

  • @dilipsahoo5165
    @dilipsahoo5165 8 месяцев назад

    Right sir

  • @babulubariha2098
    @babulubariha2098 8 месяцев назад

    କିଏ ହତାସ୍ ହେଲା କି ନହେଲା କେ ଜାଣି କିନ୍ତୁ ତୁ ପୁରା ହତାସ୍ ହେଇ ଯାଇଛୁ ବବା |

  • @dollymohanty4449
    @dollymohanty4449 8 месяцев назад

    You are hundred percent right sir .

  • @GangadharPradhan-b8r
    @GangadharPradhan-b8r 8 месяцев назад

    ଆଜ୍ଞା ମୁ ଆପଣଙ୍କର ନିଷ୍କର୍ଷ ସବୁଦିନ ଦେଖୁଚି ହେଲେ ପ୍ରାୟ କିଛି ଦିନ ଦେଖିବା ରହି ଯାଉଚି । କିନ୍ତୁ ଆପଣ PM ଠାରୁ ଅଧିକ ବୁଦ୍ଧିମାନ ? । ବ।ଞ୍ଜ କି ଜାଣିବ ପ୍ରସବ ବେଦନା ସେମିତି ଆପଣ ଥରେ ନେତା ହୁଅନ୍ତୁ ତାପରେ ଜାଣିବେ ।

  • @Manoranjansahoo34680
    @Manoranjansahoo34680 8 месяцев назад +1

    ଆଜ୍ଞ୍ୟା ନମସ୍କାର,ଆପଣଙ୍କର ବିସ୍ଲେଷଣ ପାଇଁ ଧନ୍ୟବାଦ, ପୂର୍ବରୁ ଏକ ଏପିସଡ଼ରେ କହିଥିଲେ ଯେ ମୋଦି ବିଜେପିର ବିଧାୟକମାନଙ୍କୁ କହିଥିଲେ ଜମି ପ୍ରସ୍ତୁତ କର ପାଣି ମୁଁ ଦେବି, ଏଥିରୁ ଜଣାପଡିଗଲା ଯେ ଏମାନଙ୍କର ଜମି ପ୍ରସ୍ତୁତ ନାହିଁ ତେଣୁ ସେ ପାଣି ସ୍ୱରୂପ ବିଜେଡି ବିରୁଦ୍ଧରେ କିପରି କହିଥାନ୍ତେ?

  • @kalpanaparida3178
    @kalpanaparida3178 8 месяцев назад +3

    U r 100 percent right

  • @chakradharmishra5274
    @chakradharmishra5274 8 месяцев назад

    Your analysis is correct.

  • @jogendrapatra1399
    @jogendrapatra1399 8 месяцев назад

    Very good idea

  • @prasantaroutraya4952
    @prasantaroutraya4952 8 месяцев назад +1

    Congress is a foregone case in odisha.
    B.J.P. has no grassroot level political base in Odisha.

  • @biswanathsitha5142
    @biswanathsitha5142 8 месяцев назад

    ସମସ୍ତଙ୍କୁ ମୋର ନିବେଦନ, କୋଡ ଅଫ କଣ୍ଡକ୍ଟ ପରେ ସବୁ ବିଶ ଓଗାଲି ବେ modiji,,bjd ର ସବୁ ଅଭିନୟ କୁ ପଦାକୁ ଆଣିବେ PM,,,,sarakari ଗସ୍ତରେ ରହି, ବିରୁଧା ଭାବ କୁ ପ୍ରକାଶ କରିବା ଠିକ୍ ନୁହେଁ।।।।। ପ୍ରଚାର ବେଳକୁ ଅପେକ୍ଷା କରନ୍ତୁ।।।।please,,,,,

    • @prasantapanda1703
      @prasantapanda1703 8 месяцев назад

      ତେବେ କଂଗ୍ରେସକୁ କେମିତି ଟାର୍ଗେଟ କରି କହିଲେ ?ପ୍ରକୃତ କଥା ନବୀନ ପଟନାୟକ ପାଖରେ ମୋଦି କୁକୁର ସମାନ, ବିଜେପି ବିଜେଡି ଭାଇ ଭାଇ ଗୋଟେ ଗାଣ୍ଡି

  • @debaduttadash8344
    @debaduttadash8344 8 месяцев назад +1

    Winston Churchill once said that Politics has strange bedfellows. Both Naveen & Narendra are astute politicians, making their moves unpredictable.

  • @soumyaranjansahoo9981
    @soumyaranjansahoo9981 8 месяцев назад +1

    Odisha re BJP and BJD are one. Modi and Amit Shah support BJD and Naveen Pattnaik and Pandian.

  • @biswajisahu2794
    @biswajisahu2794 8 месяцев назад +4

    Waiting February 10 beneshwar

  • @chhabindramansingh73
    @chhabindramansingh73 8 месяцев назад +1

    ମୋଦି ଜଦି ଉପରେ bjd ସହିତ ବନ୍ଧୁ, bjd ଟିକେ ରାଜ୍ୟ ସଭାରେ ସାହାଯ୍ୟ କରିଥିଲା ତ, ପାଣ୍ଡୁଆ କୁ ମୋହରା କରି ଜଦି bjd କୁ ଧ୍ବଂସ କରିବାକୁ ଷଡ଼ଯନ୍ତ୍ର ରଚିଥାନ୍ତି, ତେବେ bjd ପାଇଁ ଭୟଙ୍କର, ବନ୍ଧୁତ୍ବ ରହିବ bjd ଧ୍ବଂସ ହବ, ଶକୁନି ମନ୍ତ୍ରଣା ମୋଦିଙ୍କର ଆଉ ପାଣ୍ଡୁଆର,ଏ ଦୁଇଟି କଥା ନହେଲେ bjp ଓଡିଶାରୁ ଲୋପ ପାଇବ

  • @ManasaDarpana62
    @ManasaDarpana62 8 месяцев назад +1

    Modi lakhya kale odisha Nabin pattanaik nka netrutwa re bhala re achhi. Ethi BJP asiba sambhab nuhen. Tenu se kichhi kahileni bodhe.

  • @TirtharajPanda
    @TirtharajPanda 8 месяцев назад +4

    Nice analysis