Even Mohan Sarkar Veils Pandyan's Security Details । Nirbhay Gumara Katha

Поделиться
HTML-код
  • Опубликовано: 24 окт 2024

Комментарии • 249

  • @prakashsahoo1241
    @prakashsahoo1241 2 часа назад +36

    ଯଦି ପାନ୍ଡିଆନ ର କମର ତୋଡା ନ ଯାଏ, ସାଧାରଣଜନତା , ବିଜେପି ସରକାର ର କମର୍ ତୋଡିବାପାଇଁ ଆଦୌ ପଛେଇବେ ନାହିଁ।

  • @bhubanmohanty3853
    @bhubanmohanty3853 2 часа назад +21

    ପାଣ୍ଡିଆନ ବାବୁ ପରଦା ପଛର ନାୟକ

  • @kumudchandrapradhan4353
    @kumudchandrapradhan4353 2 часа назад +42

    ବାତ୍ୟା କୁ ନେଇ ରାଜନୀତି କରା ନ ଜାଉ ।ମୋହନ ସରକାର ଙ୍କ ବାତ୍ୟା ମୁକାବିଲା ଉଦ୍ୟମ ପ୍ରଂସନୀୟ।

  • @mantuodisha2788
    @mantuodisha2788 2 часа назад +11

    ଆରେ ବାବୁ ପାଣ୍ଡିଆନ ପାଇଁ ଓଡିଶା ରେ BJP ସରକାର କଲା l ଆଓ ଏମାନେ ତାଙ୍କ ବିରୁଦ୍ଧରେ କହିବେ କେମିତି l 🤫

  • @disomgarhmedia1360
    @disomgarhmedia1360 2 часа назад +7

    ମୁଖ୍ୟମନ୍ତ୍ରୀଙ୍କୁ ବାତା ଦମନ ପାଇଁ ଧନ୍ୟବାଦ

  • @brajabandhumohanty3905
    @brajabandhumohanty3905 Час назад +6

    ବହୁତ୍ ବହୁତ ଧନ୍ୟବାଦ୍

  • @LalitenduBadu
    @LalitenduBadu 2 часа назад +11

    Nabin bhai apanku 🙏🙏🙏

  • @aruppattnaik8368
    @aruppattnaik8368 2 часа назад +5

    ମୋହନ ସରକାର ପାଣ୍ଡିଆନ ଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବୋଲି ଭାବୁଛନ୍ତି । ଏମିତି ହେଲେ ଏ ସରକାର ମଧ୍ୟ ପୁରା ସମୟ ରହିବ କି ନାହିଁ ସନ୍ଦେହ ।

  • @basantapattnaik7812
    @basantapattnaik7812 2 часа назад +7

    ସାର ପ୍ରଣାମ 🙏🌹

  • @bairagibal2376
    @bairagibal2376 2 часа назад +9

    ପ୍ରଂଶସା ଯୋଗ୍ୟ

  • @projectronics
    @projectronics Час назад +3

    ସାଧାରଣ ଲୋକଙ୍କ କଥା ଛାଡ ନିଜେ ମୁଖ୍ୟମନ୍ତ୍ରୀ ବି ଜାଣିବା କଷ୍ଟକର ଜଣା ପଡ଼ୁଛି 😢 ସତରେ ଏଗୁଡ଼ା ଶୁଣିକି ରକ୍ତ ଗରମ ହଉନି ?

  • @shyamsundarkhadanga5307
    @shyamsundarkhadanga5307 2 часа назад +5

    ସାର୍। ମୁଲୁମାଇଲେ ଯିବା ସାରି ପଣ୍ଡିଆଣଙ୍କ ସଙ୍ଗେ କିମ୍ପା କଳି ଶୁଣିଲେ ଦୁଃଖ ଲାଗୁଛି ଏ ତେ ପ୍ରାଞ୍ଜଳ ଚିତ୍ର ସବୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି ।

  • @abanikumarmishra1924
    @abanikumarmishra1924 Час назад +2

    ନବୀନ ପଟ୍ଟନାୟକ ଙ୍କର ହାତ ପୁରା ଅଛି

  • @Katak_Dk
    @Katak_Dk 2 часа назад +5

    ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀ ମାନଂକ ଗ୍ରାଉଣ୍ଡ ରେ ରହିବା ଦ୍ଵାରା ଅଫିସର ଏବଂ ବ୍ୟବସ୍ଥା ସବୁ ବହୁତ୍ ବ୍ୟବସ୍ଥିତ ଭାବେ ହେଲା ଏବଂ ଶୃଙ୍ଖଳା ସହିତ ହେଲା । ବାତ୍ୟା ପରିଚାଳନା ରେ ମୋହନ ଭାଇ ପୁରା ସଫଳ ହୋଇଛନ୍ତି ଜୟ ଶ୍ରୀରାମ 🙏

  • @tunapallei1017
    @tunapallei1017 Час назад +2

    ପାଣ୍ଡିଆନ ଵିଜେପିକୁ କିଣିସାରିଛନ୍ତି
    ଏଣୁ ବିଜେପିର ଶିର୍ଷକ ନେତୃବର୍ଗମାେନ
    ପାଣ୍ଡିଆନ କୁ ସୂରଖ୍ୱ୍ଆ ଦେଉଛନ୍ତି

  • @santoshnarayanbhagat2437
    @santoshnarayanbhagat2437 2 часа назад +8

    Jay jagannath

  • @ChoudhuridalaBehera
    @ChoudhuridalaBehera Час назад +3

    ଜୟ ଶ୍ରୀ ଜଗନ୍ନାଥ

  • @user-fu5zl6pz6m
    @user-fu5zl6pz6m 12 минут назад +1

    Thanks for your valuable information.

  • @kundansahu9310
    @kundansahu9310 41 минуту назад +1

    ପାଣ୍ଡିଆନ ପାଇଁ ଯେପରି ବିଜୁ ଜନତା ଦଳର ପତନ ଘଟିଥିଲା ସେହିଭଳି ବିପଦ ରେ ଭାରତୀୟ ଜନତା ପାର୍ଟିର ଦଳ ମଧ୍ୟ ପଡ଼ିବାକୁ ଯାଉଛି। ପାଣ୍ଡିଆନ ଥିବା ଯାଏଁ ଓଡିଶା ର କୈାଣସି ରାଜନୈତିକ ଦଳ ସ୍ଥାୟୀ ନୁହେଁ।

  • @rituparnan3964
    @rituparnan3964 Час назад +3

    Mohan Sarkar nku anek anek dhanyabad 🎉🙏

  • @jatindrabarik9271
    @jatindrabarik9271 Час назад +1

    ଯେଉଁ ବ୍ୟକ୍ତି RTI Act ରେ ତଥ୍ୟ ମାଗିଥିଲେ ସେମାନେ RTI କମିଶନଙ୍କ ପାଖକୁ ଯିବା କଥା।ସେମାନେ ଗଲେ କି ନାହିଁ?

  • @saisatyapriya2099
    @saisatyapriya2099 Час назад +1

    Sir you are so respected

  • @ManojPradhan-uv6fg
    @ManojPradhan-uv6fg Час назад +1

    ରେଭେନ୍ସା ନବୀନ ଭାଇ ଆପଣଙ୍କୁ ସେଇ କେନ୍ଦ୍ରମନ୍ତ୍ରୀ ଅତୀତରେ କେବେ ଶକ୍ତ ଚାପୁଡ଼ା ଟାଏ ମାରିଥିଲେ କି 🤣

  • @pramodkumarrout7641
    @pramodkumarrout7641 48 минут назад

    ଦାନା ବାତ୍ୟା ର ସଫଳ ମୁକାବିଲା ପାଇଁ ମୋହନ ସରକାର ଙ୍କୁ ବହୁତ ଧନ୍ୟବାଦ।

  • @saratmishra7100
    @saratmishra7100 22 минуты назад +1

    ଆଜ୍ଞା ନମସ୍କାର। ଯେତେ ଦିନ ପର୍ଯ୍ୟନ୍ତ ଧମେନ୍ଦ୍ର ବାବୁ Pandian ଙ୍କ ଦୋସ୍ତି ରହିଛି, ସେ ପର୍ଯ୍ୟନ୍ତ ମୋହନ ସରକାର କିଛି କରି ପାରିବେନି।

  • @kamarajjena5461
    @kamarajjena5461 Час назад

    👍

  • @pgayatrirout2326
    @pgayatrirout2326 Час назад +2

    Tq cm sir

  • @megharaybaske8373
    @megharaybaske8373 Час назад +1

    ସତରେ

  • @Jagannath-oc9ht
    @Jagannath-oc9ht 58 минут назад +1

    JAI JAI SHREE JAGANNATH.

  • @FAKIRJENA-du2zs
    @FAKIRJENA-du2zs 2 часа назад +5

    ପାଣ୍ଡୁ ନବୀନ ଯୋଡ଼ି ଗତ ନିର୍ବାଚନ ଜିତିବା ପାଇଁ ରାଜ୍ କୋଷ ଲୁଣ୍ଠନ କରିଛନ୍ତି। ୟାଙ୍କୁ ମୋହନ ସରକାର ଘଣ୍ଟ ଘୋଡ଼ାଇ ଚାଲିଛି। ତେଣୁ ବିଜେପି ତାସ ଘର ପରି ଭୁସୁଡ଼ିବା ଆଗରୁ ପାଣ୍ଡୁ ନବୀନ ଯୋଡ଼ି ଧରା ହେବl ଦରକାର। ନଚେତ୍ କଂଗ୍ରେସ୍ ବହୁମତ ପାଇ ବର୍ଷେ ଭିତରେ ଓଡ଼ିଶା ଦଖଲ କଲେ କେହି ଆଶ୍ଚର୍ଯ୍ୟ ହେବେନି।

  • @soubhagyarout7991
    @soubhagyarout7991 2 часа назад +2

    ଲୋକ ଙ୍କ ଭାବନା କୁ ମୋହନ ସରକାର ନ ବୁଝିଲେ ଲୋକେ ଆରଥରକୁ କିଳା ପୁରାଇ ଦେବେ l

  • @SabitaKhuntia-ih5yq
    @SabitaKhuntia-ih5yq 2 часа назад +1

    Jay Jagannath sir namaskar excellent topic.dhanyawad cm sir 🙏🙏

  • @prafullamohanty5557
    @prafullamohanty5557 Час назад

    Pandiyan କୁ ସୁରକ୍ଷା ଦେଇ ମୋହନ ମାଝି ନିଜ ପାଇଁ ସମସ୍ୟା ଡାକି ଆଣୁଛନ୍ତି। ଏହା ଆଗାମୀ ଦିନ ରେ ବହୁମୂଲ୍ୟ ଦେବାକୁ ପଡ଼ିବ।

  • @bhaktimarga853
    @bhaktimarga853 23 минуты назад

    ଅନେକ ଚାଳ ଘର ଏବେବି ଅଛି।ଯାହା ଏଇ ସରକାର ଉତ୍ତରାଧିକାରୀ ସୂତ୍ରରେ ଏଇ ସରକାର ପୂର୍ବ ସରକାର ଠାରୁ ପାଇଛନ୍ତି। ।

  • @niranjanpanda8574
    @niranjanpanda8574 Час назад

    ସାର, ପାଣ୍ଡିଆନ ସହ କିଛି ଭିତିରିଆ ଡିଲ ହୋଇଛି, ଏହା ନିସନ୍ଦେହ। ନହେଲେ ଅନେକ ଦୁର୍ନୀତିକୁ ଘଣ୍ଟ ଘୋଡାଇ ତାକୁ ସୁରକ୍ଷା କେମିତି ଦିଆଯାଉଛି???

  • @ajeetkumarmohanty7880
    @ajeetkumarmohanty7880 59 минут назад +1

    Bjp bi budiba pandian paini

  • @BasudevNayak-in1si
    @BasudevNayak-in1si 55 минут назад

    ମାଗିଲେଠିକ କିନ୍ତୁ ନାମକୁ ସୂଚନା ଅଧିକାର ଆଇନି ହୋଇଛି ସୂଚନାକମିସନର ସରକାରିଦଳର ଡେଟ ପରେ ଡେଟ ପାଇଁ ସୂଚନା ମଗିବା ବ୍ୟକ୍ତି ହତାଶ ହୁଅନ୍ତି

  • @pradiptaraut225
    @pradiptaraut225 Час назад +1

    Namaskar Sir,
    Jai Shree Jagannath
    Your analysis of not giving any information about Pandian is 200% correct. It is definitely the Mines Mafia Pravakaran's link with Amit Saha's son in business matters which is the compelling factor of providing Z-Security to Pandian. Not taking any action against Pandian & BJD, for which people of Odisha have voted,will in the long run cost BJP very heavily.

  • @skmtutorial6452
    @skmtutorial6452 Час назад

    ଆଖି ବନ୍ଦ କରିକି BJP ବିଲେଇ ଭଳି କ୍ଷୀର ପିଉଛି ଶାହା pandian କୁ ସୁରକ୍ଷା ଦେଉଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ କିଛି ତଥ୍ୟ RTI ରେ ଦେଉ ନାହାନ୍ତି। ଯେଉଁଟା ଆଗାମୀ ଦିନ ରେ BJP କୁ ମାହାଙ୍ଗା ପଡ଼ିବ।

  • @AjayaMohapatra-io7ke
    @AjayaMohapatra-io7ke Час назад

    ବିଜେପି ସରକାର କରିବାରେ ମୁଖ୍ୟ ସେ

  • @sureshchandradash6900
    @sureshchandradash6900 39 минут назад

    ଆଜ୍ଞା ସାଧାରଣ ଜନସାଧାରଣ ଓ ତଳ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସବୁ ଆଇନ, ବଡବଡିଆଙ୍କ ପାଇଁ କିଛି କାର୍ଯ୍ୟ କରେ ନାହିଁ, ଏ ଖେଳ BJP ର ଭିବିଷଣ କରାଉଛନ୍ତି. ଏହା ଅତ୍ୟନ୍ତ ହୀନ ପଦକ୍ଷେପ.

  • @sangramkishoredasdas2424
    @sangramkishoredasdas2424 2 часа назад +6

    ଭୈରବ ପାଣ୍ଡିଆନ ଯେବେ ଠାରୁ ଆଇଏଏସ ଚାକିରୀ ରୁ ଇସ୍ତଫା ଦେଲେ , ସେବେଠାରୁ ପିଏମ‌ଓ କାର୍ଯ୍ୟାଳୟ ତାଙ୍କୁୁ ସହାୟତା ଯୋଗାଇ ଦେଇଛନ୍ତି ।

  • @manindranathbehera2818
    @manindranathbehera2818 Час назад

    ସମସ୍ତଙ୍କ ମୁହଁରେ ଗୋଟିଏ କଥା ମୋହନ ମଝି କୌଣସି ଉପରିସ୍ଥ ନେତାଙ୍କ ଚାପରେ ପଡି ନବୀନ ଓ ପାଣ୍ଡିଆନ୍ ଙ୍କୁ ସୁରକ୍ଷା ଦେଉଛନ୍ତି । ମୋହନ ମାଝି ଓ ତାଙ୍କ ସରକାର ର ସମସ୍ତ ମନ୍ତ୍ରୀ ଓ ବିଧାୟକ ଙ୍କ ନିରବତା ଲୋକ ଙ୍କ ସନ୍ଦେହ କୁ ମଜବୁତ୍ କରୁ ନାହିଁକି ?

  • @sureshchandradash6900
    @sureshchandradash6900 37 минут назад

    କେନ୍ଦ୍ରୀୟ ନେତାଙ୍କ ମଧ୍ୟରୁ କିଏ 100% ସତ୍ୟ

  • @niranjanbarik3967
    @niranjanbarik3967 Час назад

    ଶାହା ଆଉ ଧର୍ମେନ୍ଦ୍ର

  • @satyanaryannanda51
    @satyanaryannanda51 2 часа назад

    🎉Namaskar Bhaina.Right Majhi sir🎉

  • @dwarikanath1958
    @dwarikanath1958 2 часа назад +1

    ଆବାସ ଘର ନ ଦେବାରୁ ଏ ଦୁର୍ଦଶା ,ଆଉ ଘର ନ ଦେବା ପଛ ରେ କିଏ ?

  • @ManojMohanty-e8o
    @ManojMohanty-e8o Час назад +1

    Nabin das hata halei katha kuhantu
    . Tamar kam hela. Nabin pattnayak nka against re kahiba..

  • @PurnachandraBehera-if5tu
    @PurnachandraBehera-if5tu 2 часа назад +2

    ମୋହନ ସରକାର ଜିନ୍ଦାବାଦ।

  • @nabakishoresubudhi2647
    @nabakishoresubudhi2647 15 минут назад

    ପ୍ରଭୁ ଶ୍ରୀ ମୋହନ କଣ ଚାହାଁନ୍ତିନି ସେ ଯୁଗର ମହାପ୍ରଭୁ ରାଜଧିରାଜ ପାଣ୍ଡିଆନଙ୍କ ଗୁପ୍ତବାକ୍ୟକୁ ସାର୍ବଜନୀନ କରିବାକୁ ?

  • @rajanikantachoudhury2343
    @rajanikantachoudhury2343 22 минуты назад

    ସାର ନମସ୍କାର. ପାଣ୍ଡୁ ର ସୁରକ୍ଷା. କେବଳ ଢୋଲ ଭିତର ମୂଷା ଭଳି ଚାଲିଛି. ଯାହା ମୋହନ ସରକାର ଙ୍କୁ ଅସୁବିଧା ରେ ପକାଇ ପରେ.

  • @arogyaBira
    @arogyaBira 49 минут назад

    ପାଣ୍ଡିଆନ ଙ୍କ ବିରୁଦ୍ଧରେ ମୋହନ ସରକାର କିଛି ଯେ ଆକ୍ସନ ନେବେ ଏହା କେବଳ ଏକ ଦିବା ସ୍ବପ୍ନ ମାତ୍ର

  • @bijaymohanty2248
    @bijaymohanty2248 Час назад

    ମୋହନ ସରକାରକୁ ବଦନାମ କରି ଦୁର୍ବଳ ପ୍ରମାଣିତ କରାଇବାକୁ ଯେଉଁ ନିର୍ଲଜ୍ଜ କେନ୍ଦ୍ରୀୟ ଉଦ୍ୟମ ଚାଲିଛି ତାହା ଅତ୍ୟନ୍ତ ନିନ୍ଦନୀୟ ।
    ରାଜନୀତି ନାମରେ ସେଭଳି ବେଇମାନ ଶକ୍ତିକୁ ସୁରକ୍ଷା ଦେବା ମଧ୍ୟ ଅତ୍ୟନ୍ତ ଘୃଣ୍ୟ ପ୍ରଥା ।

  • @kumudchandrapradhan4353
    @kumudchandrapradhan4353 2 часа назад +1

    1st viewer

  • @chakradharswain9603
    @chakradharswain9603 Час назад

    ଆଲୋ ଗୋଦଦି ଶୋଇବା, ତୁ ତ ମୁଁ ତ ମୁତୁରୀ ହେନ୍ସ କାହିଁ ପାଇଁ ଧୋଇବା ? 👍👍👍👍👍👍👍👍👍

  • @trilochanpatnaik6321
    @trilochanpatnaik6321 Час назад

    ଜଣେ ଅଣଓଡ଼ିଆ ଓଡ଼ିଶାରେ ଘର ଜୋଇଁ ତେଣୁ ବୋଧେ ମୋହନ ସରକାର ତାଙ୍କୁ ଦିଆ ଯାଇଥିବା ସୁରକ୍ଷା କୁ କାଢ଼ି ଦେବାକୁ ଚେଷ୍ଟା କରୁ ନାହାଁନ୍ତି। କିନ୍ତୁ ଏହା ମୋହନ ସରକାର ଙ୍କୁ ଭାରି ପଡ଼ିବ ନିଶ୍ଚୟ।

  • @pravatmahunta1375
    @pravatmahunta1375 Час назад

    Your analysis is 100% correct,shame shame

  • @trilochanpatnaik6321
    @trilochanpatnaik6321 Час назад

    Pandian କଣ ଆତଙ୍କବାଦୀ କି? ତାଙ୍କୁ ସୁରକ୍ଷା ନଦେଲେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ। ଏ କଥା ମୋହନ ସରକାର ପ୍ରକାଶ କରନ୍ତୁ।

  • @tapankumarsahu8392
    @tapankumarsahu8392 2 часа назад +1

    Bjp bjd bhai bhai

  • @supriyasahoo4400
    @supriyasahoo4400 2 часа назад +1

    Dhanyawad cm majhi sir

  • @RanjanBehera-ge1kf
    @RanjanBehera-ge1kf Час назад +1

    ☀️ Thank👍🌹You So Much For Your Lovely Presentation... We are Waiting and Watching the Activities What Promised in the BJP..? Really Taking Strong Action Against the Culprits or Just EYEWASH👁️ of ODISHA VOTERS......

  • @abanikumarmishra1924
    @abanikumarmishra1924 59 минут назад

    ଆଜ୍ଞା ଆପଣ ଏହି ସବୁ କୁ ପଟେଇ ହେବ କି ନାହିଁ

  • @bijaypanda1843
    @bijaypanda1843 3 минуты назад

    ବିଜେଡି ର ନବୀନ ଜଗନ୍ନାଥ ହେଲେ ପାଣ୍ଡୁ ହେଲେ ବାନା 🚩🚩🚩

  • @AmiyaKumarSahoo-u3s
    @AmiyaKumarSahoo-u3s Час назад

    ସରକାର ଲୋକଙ୍କୁ ଚୁଡା ଦେଲେ ଚିନି ନାହିଁ, ଚୁଡା 100 gm ଦେଉଛନ୍ତି
    ଉପମୁଖ୍ୟମନ୍ତ୍ରୀ କେ. ଭି ବାବୁ ପଚାରୁ ଛନ୍ତି କଲେଟର ଙ୍କୁ
    ମ୍ୟାନେଜେନେଣ୍ଟ ଭୁଲ

  • @kamalakantadas6050
    @kamalakantadas6050 Час назад

    ଆତଙ୍କ ସୃଷ୍ଟି କରୁଥିବା ସଂସ୍ଥା ବା ବ୍ୟକ୍ତି ବିଶେଷ ଙ୍କ ପ୍ରତି ଆଇନ ଗତ କାର୍ଯ୍ୟାନୁଷ୍ଠନ ନିଆ ଯାଇ ପାରିବ ।

  • @GourangaRana-g6f
    @GourangaRana-g6f Час назад

    ଦେଖାଯାଉ କଣ ହେଉଛି

  • @bijayasahoo6259
    @bijayasahoo6259 Час назад

    ପାଣ୍ଡିଆନ କିଏସେ ତାସୁରକ୍ଷା ପାଇଁ ଏତେ ଟଙ୍କା ଓଡିଶା ବାସୀ ଙ୍କ ଟେକ୍ସ ଟଙ୍କା ଖର୍ଚ୍ଚ ହେବ ଓଡିଶା ବାସୀ ଜାଣିବାର ଅଧିକାର ଅଛି, ପୂର୍ଵ ସରକାର ସୂଚନା ଲୁଚେଇ ଥିଲା, ମୋହନ ସରକାର କାହିଁକି ଲୁଚେଇ ଦେଉ ନାହିଁ

  • @bijaymohanty2248
    @bijaymohanty2248 Час назад

    ପୂର୍ବ ବିଜେଡ଼ି ସରକାରକୁ ମୋହନ ସରକାର ସୁରକ୍ଷା ଦେବାକୁ ଉଚ୍ଚ ସ୍ତରୀୟ ନିଷ୍ପତ୍ତି ଓ ନିର୍ଦ୍ଦେଶ ଦ୍ବାରା ବାଧ୍ୟ କରାଯାଉନିତ ??
    ଭଲ ମସଲାଦାର ଖାଦ୍ୟ ଦେଲେ ସମସ୍ତ ପ୍ରାଣୀ ପୋଷା ମାନନ୍ତି !

  • @santoshbiswal6256
    @santoshbiswal6256 Час назад +1

    Varat pur and habisyali bisayare moban babu bujhntu.

  • @ajitkumarsahoo2129
    @ajitkumarsahoo2129 Час назад

    ପାଣ୍ଡିଆ ଅବସର ନେଇଛନ୍ତି କିନ୍ତୁ bjd କୁ ସର୍ ସର୍ କରିବା ପାଇଁ ନବୀନ ନିବାସ ରେ ଭିତିରି କାମ କରୁଛନ୍ତି

  • @brundabanmandika5298
    @brundabanmandika5298 2 часа назад

    ଆମେ ଟିକିଏ ଅପେକ୍ଷା କଲେ ଭଲ ହେବ। ମୁଁ ଭାବୁଛି ଆଗକୁ ଏମାନଙ୍କ କରିଥିବା ଫଳ ପାଇବେ।

  • @RadhakantaPradhan-sk3qp
    @RadhakantaPradhan-sk3qp 22 минуты назад

    Today I praise you for your impartial comment Sir if pandian deserve why not other common people?

  • @PradeepKuDas-ls5xf
    @PradeepKuDas-ls5xf 2 часа назад

    ସେଇଆ ଜଣାପଡୁଛି

  • @arakhitaojha9569
    @arakhitaojha9569 2 часа назад +1

    Amit saha and Dharmendra pradhan are the man behind pa ndian s security

  • @harekrishnamajhi7778
    @harekrishnamajhi7778 8 минут назад

    We also don't understand who is defending the indefensible, when the mandate is absolutely clear. The Government and the rescue team have very aptly, courageously handled the cyclone DANA related issues, we appreciate and congratulate the team

  • @janakiballavdash73
    @janakiballavdash73 Час назад

    ସୂଚନା ଅଧିକାର କର୍ମୀ ବୋଲାଉଥିବା ଲୋକମାନେ ସୂଚନା ଅଧିକାର ଆଇନି ବିଷୟରେ ଆଗ ଜ୍ଞାନ ନାହିଁ। ସେମାନେ ଅଗ୍ନି ବିଷୟରେ ଧାରଣା ନାହିଁ। କଥା ହେଲା ଅଗ୍ନିରେ ଵ୍ୟଵସ୍ଥା ଅଛି କୌଣସି ପ୍ରଶ୍ନର ଉତ୍ତର ଦେବାକୁ ସାଧାରଣ ସୂଚନା ଅଧିକାରୀ ଦାୟୀ‌‌ନୂହନ୍ତି। ତେଣୁ ସେମାନେ ପ୍ରଶ୍ନ ପଚାରିଥିବାରୂ ତାଙ୍କ ଦରଖାସ୍ତ ନାକଚ ହେଵା ଅଗ୍ନି ସମ୍ମତ।

  • @BabitaMishra-yx2hr
    @BabitaMishra-yx2hr 2 часа назад

    ସାର୍ , ନମସ୍କାର । ଆମ ଗାଁ ର ଗୋଟିଏ ଶ୍ରମିକ କହୁଛି ଧରମା , ଶାହା ପାଣ୍ଡିଆକୁ ସାଉତୁଛନ୍ତି । ଇଏ କାଳେ ତାଙ୍କ ମୁହରେ ଦାନା ପକେଇ ତୁଣ୍ଡି ଦେଇଛି ଓଡିଶା ସରକାରର । ଇଏ ତାରି ଭାଷା । ତେଣୁ ଗାଁ ଗାଁ ରେ ଐ ଆଲୋଚନା ।

  • @tribikramsahu8527
    @tribikramsahu8527 Час назад

    Providing Z security to Pandian a mockery to democracy

  • @gangadhardash3430
    @gangadhardash3430 2 часа назад

    🎉

  • @santoshbiswal6256
    @santoshbiswal6256 2 часа назад +1

    Sir pranam. Avignya nathai mohan babu nku wel come. Mohan babu kanpain pandian ku surakhya deuchhanti.

  • @BidyutKantiDas-w4d
    @BidyutKantiDas-w4d Час назад

    Asana jiba

  • @bijaypanda1843
    @bijaypanda1843 7 минут назад

    ପାଣ୍ଡୁ କୁ ନବୀନ ଫ୍ଲୟିଙ୍ଗ କିସ୍ସ ଷ୍ଟେଜ ରେ ଓଡିଶା ବାସି ଦେଖିଛନ୍ତି 😄

  • @sibaprasadmishra7263
    @sibaprasadmishra7263 Час назад

    Amit Saha... Helping to Pandiyan

  • @trilochanpatnaik6321
    @trilochanpatnaik6321 Час назад

    ଯେତେ ଆଇଏଏସ ଅଫିସର BJD ଅମଳରେ ଅବସର ଗ୍ରହଣ କରିଛନ୍ତି ସେମାନେ କେହି ଓଡ଼ିଶା ରାଜ୍ୟର ଘର ଜୋଇଁ ନୁହଁନ୍ତି। ଏବେ Pandian Babu ସନ୍ୟାସୀ ବ୍ରତ ଗ୍ରହଣ କରିଛନ୍ତି ଓ ନବୀନ ନିବାସ ରୁପକ ସାରଥୀ ବା ସୁର ବାବା ଙ୍କ ଆଶ୍ରମ ରେ ଆଶ୍ରୟ ନେଇଛନ୍ତି ଓ BJD ମୁଖିଆ ଓ କେତେକ BJD ମୁଖପାତ୍ର ମାନଙ୍କୁ ଶିଷ୍ୟ ଭାବରେ ଗ୍ରହଣ କରି ସେମାନଙ୍କୁ ଦୀକ୍ଷା ଦେବା ଜାରି ରଖି ଛନ୍ତି।

  • @nabakishorelenka1915
    @nabakishorelenka1915 2 часа назад

    ଗାଲୁଆ ଙ୍କ ର ବାରବାଟୀ ଚାଷ । ଉତ୍କଳ University ର ଜଣେ retired Professor ହୃଦାନନ୍ଦ ରାୟ ଏକ ସଭା ରେ କହିଥିଲେ କି ଗାଲୁଆମି ର କିଛି ଉତ୍ତର ନାହିଁ।

  • @anwesitapublications5622
    @anwesitapublications5622 23 минуты назад

    Kaunasi asanti srusti nakari santire sashanaku majbut karuchhanti

  • @manojpanda2956
    @manojpanda2956 2 часа назад

    ଆଜ୍ଞା ଧନ୍ୟବାଦ, ପାଣ୍ଡିଆ ଜୀବନ ଉପରେ ବିପଦ ଆସିଲେ ଓଡ଼ିଶାର କଣ କ୍ଷତି ହେବ , ନା ମୋହନ ବାବୁ କିଛି ଲାଭ ପାଇବେ

  • @AmiyaKumarSahoo-u3s
    @AmiyaKumarSahoo-u3s Час назад

    ପାଣ୍ଡିଆନ man of the match

  • @PurnachandraBehera-if5tu
    @PurnachandraBehera-if5tu 2 часа назад

    🎉😂😂Pandiyan କଣ ଓଡିଶା ସରକାର ଙ୍କର ଶଶୁର ପୁଅ।

  • @NarayanDas-x7f
    @NarayanDas-x7f Час назад

    Bmohan babu pandiananku Support karuchhanti

  • @dr.purnendutripathy5263
    @dr.purnendutripathy5263 Час назад

    ପାଣ୍ଡିଆନ କ'ଣ ଏମିତି ସାମ୍ବିଧାନିକ ଅଧିକାର ପାଇଛନ୍ତି ଯେ ତାହାଙ୍କୁ ଏତେ ସୁରକ୍ଷା ବ୍ୟବସ୍ଥା? ସେ ଜଣେ ସାଧାରଣ ବ୍ୟକ୍ତି।ଏ କଥା ଓଡ଼ିଶା ଜାଣେ?? ସେ ଓଡ଼ିଶାର ସାଧାରଣ ଜନତା ର ଅର୍ଥ ଅପବ୍ୟବହାର କରିଛନ୍ତି ଏଣୁ ଗିରଫ କରିବା ଆବଶ୍ୟକ।ଲୋକ ଙ୍କ ମାନସିକ ସହ ସରକାର ଖେଳୁଛନ୍ତି। ଯାହା ପାଇଁ ସରକାର ଆସିଛି, ତାଠାରୁ ଦୂରେଇ ଯାଆନ୍ତୁ ନାହିଁ।

  • @MohanSahoo-j1x
    @MohanSahoo-j1x Час назад

    କିଛି ମୋଟା ଅଙ୍କର ମିଳିଲା କି ?

  • @NabkishorBarik
    @NabkishorBarik Час назад

    It should not be politics, but the management of cyclone Dana is very good by Mohan government, praise to all from top to bottom

  • @KurumaniBarik
    @KurumaniBarik 25 минут назад

    କେନ୍ଦରେ ଜଣେ ବିଜେପି ନେତା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ. କିନ୍ତୁ ହେଇ ପାରିଲେ ନାହିଁ. ମୋଦିଜୀ ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଦେଲେ. ତାଙ୍କୁ ଏକଥା ଶଯ୍ୟ କରିପାରୁ ନାହାନ୍ତି. ଏଣୁ ମୋହନ sir ଙ୍କୁ ବଦନାମୀ ନ କଲେ ସେ ମୁଖ୍ୟମନ୍ତ୍ରୀ ହେଇ ପାରିବେନି. ଏଣୁ ତାଙ୍କ ପ୍ରରୋଚନାରେ ମାଝୀ ସରକାର ଚଳେଇଚନ୍ତି. ଆପଣେ ଯେତେ ଯାହା କହିଲେ ମୋହନ ସରକାର କିଛି କରିବେନି. ସେହି ନେତାଙ୍କ ଦ୍ଵାରା ଏ ସବୁ କରୁଛନ୍ତି. ତାଙ୍କ ଦ୍ଵାରା ଏ ସରକାର ଚାଲୁଛନ୍ତି

  • @JeebankumarPatra-jh1ee
    @JeebankumarPatra-jh1ee Час назад

    Amit saha behind of Pandian

  • @mitumishra3216
    @mitumishra3216 Час назад

    B J P & B J D Gote Dala Tenu Kichi Action Nebeni

  • @rabishankarraut1977
    @rabishankarraut1977 2 часа назад

    କଥାରେ ଅଛି,
    ଲୁଚିଛି ନାଁ ଗୋଡ଼ ଦିଇଟା ଦିଶୁଛି

  • @adwaitchandrabeura6847
    @adwaitchandrabeura6847 2 часа назад

    ପାଣ୍ଡିଆନ ଙ୍କ ସୁରକ୍ଷା କେନ୍ଦ୍ର ମନ୍ତ୍ରୀମାନଙ୍କର ସହଯୋଗ ଅଛି।ଗତବର୍ଷ ଦୁର୍ଗାପୂଜା ଛୁଟିଦିନ ରେ ତାଙ୍କର ଚାକିରିରୁ ସ୍ୱଛାକୃତ ଅବସର ଗ୍ରହଣ କରାଯାଇଥିଲା।ଯେ କୌଣସି ଚାକିରିଆ ସ୍ୱଛାକୃତ ଅବସର ନେଲେ ସମସ୍ତ ଦାୟୀତ୍ବ ହସ୍ତାନ୍ତର କରିବାକୁ ସମୟ ନିଆଯାଏ ତାଙ୍କର ସ୍ବତନ୍ତ୍ର ।

  • @durgaprasadsamantaray7084
    @durgaprasadsamantaray7084 2 часа назад

    ଅବଶ୍ୟ ପାଣ୍ଡିଆନ ପାଇଁଁ ହିଁ ଓଡ଼ିଶାରେ ବିଜେପି ସରକାର ଗଠନ କରିପାରିଲା। କିନ୍ତୁ ତାଙ୍କୁ ସରକାରୀ ସୁରକ୍ଷା ବ୍ୟବସ୍ଥାକୁ ସହଜରେ ଗ୍ରହଣୀୟ ହେଉନାହିଁ।

  • @hariharsahoo6234
    @hariharsahoo6234 3 минуты назад

    Forget V. K. PANDIAN