Is Balasamanta Eyeing On Telkoi | No Comments
HTML-код
- Опубликовано: 24 окт 2024
- Is Balasamanta Eyeing On Telkoi | No Comments
#nirbhaygumarakatha #OdishaPolitics #NavinDas
Odisha's Best Political RUclips Channel.
Odisha's Fastest Growing Political RUclips Channel.
Odisha's Fast Ever Only Political RUclips Channel.
Odisha's Most Popular Political RUclips Channel.
For Latest Odisha Political News Follow us:
RUclips: www.youtube.co....
Facebook: / nirbhayodia
Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
Instagram: / in
PH NO -9124469621
ଏପରି କଲେ ବିଜେପି ମଧ୍ୟ ଅପମାନିତ ହେବା ସାଙ୍ଗକୁ ଅଳ୍ପାୟୁ ହେବା ନିଶ୍ଚିତ।
ସାର୍ ନମସ୍କାର ଏ ଗୋଷ୍ଠୀ ଟି ମୋହନ ସରକାର ଙ୍କୁ ବଦନାମ କରିବା ପାଇଁ ଷଡ଼ୟନ୍ତ୍ର
ଆଶା ମୋହନ ଭାଇ ଏ ବିଷୟ ଉପରେ ଗୁରୁତ୍ବ ଦେବେ।
ବଳସମନ୍ତ ବୋଧହୁଏ ଏଇ ତେଲକୋଇ ଘଟଣାରେ ମନ୍ତ୍ରୀ ପଦ ହରାଇବେ ନା କଣ
ସବୁ ଦଳ ରେ ମୂଷା ଅଛନ୍ତି। ତେଣୁ BJP ଦଳ ଏଥିରୁ ବାଦ୍ ପଡ଼ିବ କିପରି?
ଆଲୋ ସଖୀ, ଆପଣା ମହତ ଆପେ ରଖି ...
ଥରେ ଚାଲିଗଲେ ଆଉ ଫେରିବନି ...
ଧୂଆଁ ଦିଶିଲାଣି ମାନେ ନିଆଁ ଲୁଚିକି ରହିଛି।
ନ ଲିଭିଲେ ନିଆଁ ଆଗକୁ ତ ବିପଦ ରହିଛି।।
ଅାପଣ ବି ଜାଣି ନାହାଁନ୍ତି ବୋଧେ..ଟ୍ରକ ଅାଊ ଟିପର ଅାସୋସିଏସନ ରେ ଯାଜପୁର ବାସୀଙ୍କ ର ଅଧା ଭାଗ ଅଛିବୋଲି..
ଭୁଲ ବିରାଟ ଭୁଲ । ମୋହନ ଭାଇ ଙ୍କ ଉପରେ ଦାଗ ଲାଗିବ । ଏଇଟା ଠିକ୍ ନୁହଁ।
ଜୟ ଶ୍ରୀଜଗନ୍ନାଥ
ଜୟ ଶ୍ରୀରାମ
Jay Maa Durgatinasini ❤❤❤
Sack this minister after immediate inquiry.
CM tike sajag huantu.
Not only this state minister,but or somebody, upper boss is entangled with this matter !😂
ନଦଂ ରାଜା ର ବିଷ କନ୍ୟା ସଦୃଶ ପାଣ୍ଡିଆନ ବିଷ ଅଫିସର ଛାଡିଛି ତା ଜାଲରେ ଏ ମନ୍ତ୍ରୀ ମାନେ ପଢୁଛନ୍ତି, ପରିଣତି ଜାହା ହେବ ।
✔️✔️✔️
You have already warned Mohan sarkar,few days back Balasamanta had made a meeting with mining mafia alongwith representative of Prafulla Ghadei at a hotel within Cuttack and Bhubaneswar. But Mohan sarkar is not paying any heeds to it. They will face the consequences.
ମୋହନ ସରକାର ପୂର୍ବ ସରକାର ଦୁର୍ନୀତିର ତଦନ୍ତ ନକରିବା ପରିତାପର ବିଷୟ।ତୁତ ମୁତୁରୀ ମୁତ ମୁତୁରୀ..
Jay Hind Jay Bharat
ଭାଈ ଟ୍ରାନ୍ସପୋର୍ଟ ଦିପାର୍ଟମେଣ୍ଟ ର ଲକ୍ଷ୍ମୀ ବସ ର ରୁଟ ଭୁଲ ଅଛି ସେଥିପାଇଁ lକାଳେ ବୋହୁତ ଲସ ହେଉଛି ଓ ମୋହନ ସରକାର ବନ୍ଦ କରିବା ପରିଵର୍ତ୍ତେ ମାସକୁ 18କୋଟି ଭରଣା କରୁଛି ଚଳେଇବାକୁ... ଏହା ମୋର ଜଣେ ଓଏସ ବନ୍ଧୁ ସେଇ ବିଭାଗର ତାଙ୍କ ସୂଚନା.. ଆପଣଂକ ପାଖରେ ବି ଥାଇପାରେ. 🙏🏻
May loose his chair in the next reshuffle
ଏହା ବ୍ରାହ୍ମଣୀ ପାଲ କଥା।e ସ୍ଥାନ ଟି 3 ନିର୍ବାଚନ ମଣ୍ଡଳୀ ର ସୀମାନ୍ତ ବା ମିଳନ ସ୍ଥଳ।କିନ୍ତୁ ଜାଗା ତି ତେଲକୋଇ ରେ।ସୁକିନ୍ଦା,ଘଷିପୁରା,ତେଲକୋଇ ର ମିଳନ ସ୍ଥଳ ବ୍ରନନିପାଲ। ତେଣୁ ସମସ୍ତେ ନିଜ ପତିଆରା ଦେଖାଉଛନ୍ତି। ଏ ସ୍ଥାନ ପୂର୍ବରୁ ରାମଚନ୍ଦ୍ର ପୂର୍,ବର୍ତ୍ତମାନ ର ଘଷିପୁରା ରେ ଥିଲା।
Sabu thik je tk over acting heijauni ..
Mo telkoi basinda ame e bisayare kichhi janini
Emiti hele ta bjp ra ayusa ta besi nuhen
I have no doubts it seems BJP govt is weak . Why govt not investigating? BJP will be no less & wait for time
କେତେ ଟଙ୍କା ପାଇଛ ଗୋ PR ପାଇଁକେ?
Tankar dr. Jhia nkar gote kahani viral heuchhi. Hospital scene.
ବଳ ବାବୁ କଂ ସଗେଂ ଆଉ ଜଣେ ଦଖିଣି ମନ୍ତ୍ରୀ ଅଛନ୍ତି ଅଉ ବଳ ବାବୁ କଂ ସଗେଂ କୋଇଲା ଅତିଥି ଭବନରେ ବିଳମ୍ବିତ ରାତିରେ ହିସାବ ହେଉଛି, ବଳ ବାବୁ କଂ ବିଧାୟକ ପଦ ଖୁବ ଶିଘ୍ର ଜାଉଛି ଆଉ ଦଖିଣି ମନ୍ତ୍ରୀ ଖିର ବିଷ ମିସାଇ ଓ ଜଗନ୍ନାଥଙ୍କ ଘିଅ ରେ ବିଷ ଘୋଟାଲା କରି ମୋଟା ଟକାଂ ଖାଇ ପାଣ୍ଡିଆନ ମାର୍କା ଅଫିସର୍ ସଂଗେ ହାତ ଚଳାଇଛନ୍ତି ଖୁବ ଶିଘ୍ର ପରଦାଫାସ ହେବ ।
One is in Jharsuguda. Pura ghotala.
😂, Amara ethi.....😂
ବିଜେପି ପାଇଁ ପାଣ୍ଠି
Jajpura ra netanka bjd re dab daba thila abe puni jajpur ra bjp mla jai dab daba dekhaile sina. Odisa janiba jajpura loka kete dhruta tapare bjp budiba bjd budila
Kichhi najani video karantu nahi
Sabu. Thu bada Parichay tumara tuma pua kie marila
Aapanka upastapana pane deuchi sabhie nhi jemitiki comedy madhyama re, bajiba gobe but kahaku kasta lagibani...
Bala Samanta is going to be next Raja Chakra of Keonjhar
Raja chakra name au keonjhar re sabu ni
Sea tike jakee haee jaechhi