Channel chaliba kemiti....Jahara name fame thaye...au popular personality ku hi target kara hue...Bjd ra fault achi au rahiba...but bhala b kuha....kharap b kuha...
Se bjp ku qs karanti aau bjd ku. Kintu bjd ra ete karma j 5/6 yr content ready achi. Tame byasta huani sabu karma ra fala naveen paiba. Jie naveen name re kahiba se bjp wala bhabiba gote murkhami.
Right bhai . Bhai ea Loko se katha kebe bi kahibani . Ki bjp gosti kandala ya ku dekha jibani . Ea ta bjp chamcha . Bos jaha kahibe ea karichaliba lokonku vakua baneiba paye
You are absolutely right that no party 's internal business is healthy & stable ,so a political vacuum is prevailed in Odisha's political environment .😂
Last but not least, Nabin Pattanik is the sole responsible for division of BJD due to a great traitor V.K.Pandian.Nabin Pattanik is not a child.Although he knows everything but remain Silent to kick V.K.Pandian.Sir 🙏
When committees are made up of corrupt incompetent people, what can you expect. Unethical and weak leadership at different levels has bought dala to this state. Sad. Prabhu 🙏 will take care of Odisha. I have faith 🙏.
Please tell something what would have been happened if Mohan Majhi has been declared as Chief Minister candidate of BJP Party before assembly election ?
500% true,emane media Naa re kalanka,sambadinkar kama hela government ra failure bisayare analysis Kariba so that people will get good governance.but he is always speaking about previous Government
Pandian is ruthless power lover. Now He may shift support and if Dilip Ray emerges as a power centre with the help of money and muscle power of Pravakkaran,Dipti Ranjan etc He will support a split
ବିଜେଡ଼ି ଭାଙ୍ଗିବ,ନବୀନ ହଟିବ ମହାପ୍ରଭୁଙ୍କର ଇଚ୍ଛା ।
ପାଣ୍ଡିଆନ୍ ଙ୍କର ରହସ୍ୟ ଫିଟିବ ଲୋକେ ଖୋଲିଦେବେ କଚ୍ଛା ।।
ଜୟ ଜଗନ୍ନାଥ,ଜୟ ଜଗନ୍ନାଥ ।
ଚକାଆଖି ସବୁ ଦେଖୁଅଛି ବସି ଜଗତଜନଙ୍କ ନାଥ ।।
ନବୀନ ପଟ୍ଟନାୟକ କେବେ ଜଣେ ଭଲ ରାଜ ନେତା ନଥିଲେ,ତାଙ୍କୁ ରାଜ ନୀତି ଜଣା ନଥିଲା ସେ କେବଳ କ୍ଷମତା ବଳରେ ପେଲିଚାଲୁଥିଲେ,କ୍ଷମତା ସରିଗଲା ଏବେ ଡଙ୍ଗା ବୁଡିଯିବାକୁ ଯାଉଛି ।
ଖାଲି ପଦବୀ ଲୋଭ
ନବୀନ ର ଅନ୍ୟ ନାମ ହେଲା ବଂଶବୁଡା ପଟ୍ଟନାୟକ। ଦଳଭାଙ୍ଗିଗଲେ ତାକୁ କିଛି ଫରକ୍ ପଡିବ ନାହିଁ,କାରଣ ସେ ଦଳ ଗଢି ନ ଥିଲା।
ଦଳକୁ ଦଳ କରି ରଖିଥିଲେ ଆଜି ଦଳ ବିଷୟରେ ଚିନ୍ତାକରିବାକୁ ପଡ଼ିନଥାନ୍ତା ବାବୁ ସବୁବେଳେ ନବୀନକୁ ତେଲ ମାରି ନବୀନକୁ ସୁପ୍ରିମୋ କଲେ ସୁପ୍ରିମୋ ମାନେ ଏକଛାତ୍ରବାଦ ତେଣୁ ଦଳ ଆଉ ଦଳ ହୋଇ ନଥିଲା ଏହା ନବୀନର ବାପା ସମ୍ପତି ହୋଇ ଯାଇଥିଲା
ମିଳିତ ଭାବେ ଦଳ ଗଠନ କରିଥିଲେ ମିଳିତ ଭାବେ ନିଷ୍ପତି ନେଇଥିଲେ ଆଜି ଚିନ୍ତା କରିବାକୁ ନଥାନ୍ତା ନବୀନକୁ ଜିହଜୁର କହିବାର ଫଳ ଆଜି ଏମାନେ ଭୋଗୁଛନ୍ତି
Nirbhay sabu bele thik thik katha kahanti Nabin Das sir.
24 ବର୍ଷ ଭିତରେ ବିଶେଷ କରି 2015ରୁ 2024 ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଓଡିଶାକୁ କେମିତି ପାଣ୍ଡିଆନକୁ ଧରି ଲୁଟିଛି ! ଲୋକେ ସିନା ଜାଣିପାରୁନଥିଲେ ହେଲେ
ମନ୍ତ୍ରୀ MLA ଭଲ ଭାବେ ଜାଣିଛନ୍ତି ! ପାଣ୍ଡିଆନ ଭୟରେ ମୁହଁ ଖୋଲୁନଥିଲେ ! ଆଉ ଲୋକେ ଯେତେବେଳେ ନବୀନ ର ଅସଲମୁଖା କୁ ବୁଝିଗଲେ ! ତା ପରେ ତାକୁ ଶୋସଂମ୍ମାନ ବିଦା କରିଦେଲେ ! MLA ମନ୍ତ୍ରୀ ବୁଝିଛନ୍ତି ବିଜେଡି ଆଉ ଆସିବାର ନାହିଁ ! ତେଣୁ ଅଲଗା ରାସ୍ତା ଦେଖୁଛନ୍ତି !
ନବୀନ ବାବୁ ଦୁର୍ବଳ ଥିଲେ, ହାରିବା ପରେ ଦୁର୍ବଳ ତର ହେଲେ, ଦୁର୍ବଳ ତମ ଆଡକୁ ଗତି କରୁଛନ୍ତୀ । ବନ୍ଧିରଖିବା ର କ୍ଷମତା ହରାଉ ଛନ୍ତି।
ମୂଳ ପ୍ରଶ୍ନ - ବରିଷ୍ଠ ମାନଙ୍କୁ ଗୋଟି ଗୋଟି ବଳି ପକାଇ ପାଣ୍ଡିଆନଙ୍କୁ ପ୍ରାଧାନ୍ୟ ଦେବାବେଳେ ନିର୍ବାଚିତ ସଦସ୍ୟମାନେ କାହିଁକି ଚୁପ ରହିଲେ ? କିଛି ହେବ ନାହିଁ, ବିଜେଡି ଦଳ ଲୋପ ପାଇଯିବ | କଂଗ୍ରେସ ପରି ଏମାନେ ଆଦୌ ଏକାଠି ହେବେନାହିଁ, କେବଳ ଗୋଡ଼ ଟଣାଟଣି ଚାଳିବ | ବିଜେପି କେନ୍ଦ୍ର ହସ୍ତକ୍ଷେପରେ ସୁଧୁରିଯିବ | 👍🙏
ନବୀନ ପଟ୍ଟନାୟକ ହେଉଛନ୍ତି ବାଘଛାଲ ପିନ୍ଧା ଏକ ଶୃଗାଳ । ଏବେ ଲୋକେ ଜାଣିବାକୁ ପାଇଲେ ।
Thanks for picking up appropriate word !
@@ashokkumarchhotaray1885 ବୃଦ୍ଧ ଶୃଗାଳ ଗୁମ୍ଫାରେ ରହି ଗଧିଆ ମାନଙ୍କୁ ଶିକାର କରିବାରେ ଲଗେଇଦେଇଛି
ସାର୍ ନମସ୍କାର କିଛି ନିରିହ ଲୋକ ଙ୍କ ନିଶ୍ୱାସ ନବିନ ବାବୁ ଓ ତାଙ୍କ ଦଳ ଉପରେ ପଡିଗଲା
Very very perfect news sir . We like it .
ଏବେ ଆଉ 15ଦିନ ପର୍ଯ୍ୟନ୍ତ ପରିବା ଲୋକେ କିଣିବେ ନାହିଁ. ଦେଖିବେ ଯିଏ ବର୍ଷ ବର୍ଷ ଧରି ଆଳୁ ଭାତ ଖାଉଥିବେ ସେହିମାନେ ଏହି ସମୟ ରେ ପରିବା କିଣନ୍ତି, ସେମାନେ ଭାବନ୍ତି ଯେ ଆମେ କେବଳ ବଂଚିବୁ ଆଉ ସବୁ ମରିଯିବେ.
Excellent news.
2029 ରେ କଂଗ୍ରେସ କେନ୍ଦ୍ର ସରକାର କରିବ।ଓଡିଶାରେ ମଧ୍ୟ ବିଜେପି ର ବିକଳ୍ପ କଂଗ୍ରେସ ହେବ।ସାରା ଭାରତରୁ ବିଜେପି ବିଦାଯୂ ନେବ।ତେଣୁ ସମସ୍ତ ଅସନତୂଷ୍ଟ ବିଧାଯୂକ କଂଗ୍ରେସ ରେ ଯୋଗ ଦେବା ଦରଖାର।ଏହା ଗାଁ ଗହଳରେ କଥା ହେଲେଣି।
Right
ଉପସ୍ଥାପନା ଉଚ୍ଚକୋଟୀର ସାର
Nice Information and Presentation Sir 🙏
Right analysis. It's inevitable 🙏
ଚମତ୍କାର ଓ ସଠିକ୍ ବିଶ୍ଳେଷଣ
ସବୁ ବେଳେ ନବୀନ ପଟ୍ଟନାୟକ ବିରୋଧ କରିବ ବା ଛାଡ
Jay Jagannath sir namaskar excellent analysis sir apana sata right katha kuhanti.very good person 🙏🙏🙏
Excellent analysis Sir
ନବୀନ ବାବୁଙ୍କ ବିଷୟରେ ଆଉ କେତେଦିନ ଗପିବ ପରିବା ମୂଲ୍ଯ ବିଷୟରେ ଅଧିକ ଅଧ୍ୟୟନ କରୁନ କାହିଁକି ?
Channel chaliba kemiti....Jahara name fame thaye...au popular personality ku hi target kara hue...Bjd ra fault achi au rahiba...but bhala b kuha....kharap b kuha...
😂😂😂😂😂 ଶତ କଥା କହିଲ ୟା ର ଆଉ କିଛି କାମ ନାହିଁ ୟେ ଜଣେ ସାମ୍ବାଦିକ ଆଉ ଓଡ଼ିଶା ଚିନ୍ତା ନାହି କିନ୍ତୁ ନବୀନ ପଟ୍ଟନାୟକ ଆଉ bjd ଚିନ୍ତା ବହୁତ୍
ନବିନ ପଟ୍ଟନାୟକ ମହା ବାତ୍ୟା ରେ ଆସି ଦାନା ବାତ୍ୟାରେ ବିଦିୟ ନେବେ
ନବୀନବାବୁ କେବେ ହେଲେ ଜଣେ ଉଚ୍ଚ କୋଟିର ରାଜନେତା ନୁହନ୍ତି ସେ କେବଳ ଗୋଟିଏ କମ୍ପାନୀ ଚଳାଉଥିଲେ. ଯାହାକୁ ଜଣକିଆ କଳାକାର କୁହାଯାଏ.
ଠିକ୍ କହିଲେ।
କମ୍ପାନୀ ର ନାମ ' ବିଜେଡି '
Jai jagannath
ନବୀନ ଓଡ଼ିଶା ର ବୋଝ ଥିଲେ ଓଡ଼ିଶା କୁ ପଚାଶ ବର୍ଷ ତଳକୁ ନେଇ ଛନ୍ତି
ନବୀନବାବୁ ଜଣେ ବାଘଛାଲ ପିନ୍ଧା ଶୃଗାଳ ରାଜା ସେ କେବଳ ବିଜୁ ବାବୁଙ୍କ ପୁଅ ପରିଚୟରେ ହିଁ ଗତ 24 ବର୍ଷ cm ହୋଇ ରହିଲେ ନୀଳବର୍ଣ ଶୃଗାଳ ପରି ବରିଷ୍ଟ ନେତାଙ୍କୁ ଦୁରେଇରଖି ଅଣଓଡ଼ିଆ ଜଣକୁ ପ୍ରାଧାନ୍ୟ ଦେଇ ଏବେ ଚିନ୍ତା କଲେ କଣ ହେବ? ସନ୍ୟାସୀ ନାମ ନେଇ ଦିନ ସରିଯିବ
ଓଡ଼ିଆ ରେ ଗୋଟିଏ ଢଗ ଅଛି ,ଖସିଯିବା ଗୋଡ ତଳକୁ ତଳକୁ। ଆଉ ସଳଖ ହୋଇ ଦଳ ଆଗ ପରି ସଶକ୍ତ ହୋଇପାରିବ ନାହିଁ।
ନବୀନ ର ଅର୍ଥ ନୀଳବର୍ଣ୍ଣ ଶୃଗାଳ l
Jay Maa Durgatinasini
Jay Shriram
BJD political party has no further at all. It will collapse like a house of cards.
Excellent
Sir your analysis is very good.
ଆପଣ ଜଣେ ବରିଷ୍ଟ ସାମ୍ବାଦିକ, ସେ ବିଜେଡି କଥା ନବୀନ ବାବୁଙ୍କ ଅବଗୁନ କଥା କୁ ଛାଡି କିଛି ନୂଆ କଥା କୁହନ୍ତୁ ଭଲ ଲାଗିବ।
ଖାଲି bjd ଆଉ କିଛି ନୂଆ ମିଳୁନି ସାମ୍ବାଦିକ ମହୋଦୟ ଙ୍କୁ
@@Tengen_uzui.003ea para tanka nauchanti sethi paye
Yes , you are right
ଯେ ପାଞ୍ଚେ ପର ମନ୍ଦ ତା ମନ୍ଦ ପlଞ୍ଚନ୍ତି ଗୋବିନ୍ଦ। କାରଣ ବିଜୁ ଜନତା ଦଳ କ୍ଷମତା ବଳରେ ଅନ୍ୟ ଦଳ କୁ ଭାଙ୍ଗୁ ଥିଲା ଏବେ ଆପେ ଆପେ ଭାଙ୍ଗୁଛି। ଆଗେ ଆଗେ ଦେଖି ଏ ହୋତା ହାଏ କ୍ୟା ।
Yes
ଟିକେ ବିଜେପି ସରକାର ଆଉ ଯୋଗାଣ ବିଭାଗ, ଆଉ ଯୋଗାଣ ମନ୍ତ୍ରୀ ବିଷୟରେ ଟିଜେ କୁହନ୍ତୁ ବାତ୍ୟା ସମୟରେ
ସେ କଥା କହିବା କୁ ଭୟ ଲାଗୁଛି 😂
ସାଇକ୍ଲୋନ ଯାହା ହଉଥିଲା ୨୦୦୦ ପରେ -- ପବନ ଯେତିକି ଜାହା ବୋହୁଥିଲା ! ମେଡିଆ ଆଉ ନବୀନ ପବନ କିନ୍ତ ତା ଠାରୁ ଢେର ବେଗରେ ବହୁଥିଲା !
ତୁମେ କେବଳ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରୁଛ ,ବିଜେପି କୁ ବି ସମାଲୋଚନା କର ।
BJP MUST REDRESS CORRUPTIONS MADE BY BJD.
Very. Veryfine.
I knew this weak dala years back. My experience. Prabhu 🙏.
Excellent presentation by you.
Jai shree jagannath
Loved blackmail analysis. This happens in a mendha pala. My 2cents. 🙏👍❤
Sir pranm.bjd vari dayaniya vabare gatikaruchhanti.
☀️ କରାଳ ଗତିରେ ଆସୁଛି ଦାନା.....🌧️🌧️🌧️🌧️ ..................... କର୍ପୁର ଉଠିଛି ପଡ଼ିଛି କନା...... ଗୁହାଳ ଖାଲି ହଡା ବଳଦର ଆତ୍ମକାହାଣି......
BJD GALALOOOOO😂😂😂😂😂😂😂😂😂😂
SAMAYA BADA BALABAN.JAYA JAGANATHA BHARASA.❤🎉❤🎉❤🎉
ବିଜେଡି ଡଙ୍ଗାରେ ଅସଂଖ୍ୟ ଘଳିଆ ନାଉରିଆ ନିୟନ୍ତ୍ରଣ ବାହାରେ ଟଳମଳ ହେଉଛି ଡଙ୍ଗା ଏଣୁ ମଝି ନଈରେ ବୁଡିବା ଥୟ।
Right .
@narqqqqqq⁷,⁷endrahembram4495
ସାର ପ୍ରଣାମ 🙏🌹
🙏👌💐
Strong cm darkar, otherwise 2029 re joker kun vote debeni loka
ଓଡ଼ିଶାର ବିଚାରଶୀଳ ନେତା , କର୍ମୀ ଓ ଜନତାଙ୍କ ସବୁଦଳର ଭବିଷ୍ୟତ କାର୍ଯ୍ୟକାରିତା ଉପରେ ସନ୍ଦେହ କରୁଥିବାର ଲାଗୁନିତ?
BJDର ପତନ ପାଇଁ ଲୋକମାନେ ଦାୟୀ କାରଣ ୨୪ ବର୍ଷ ଶାସନରେ କିପରି ରହିଲେ
ଆମ ଓଡ଼ିଶାକୁ ପ୍ରକୃତି ପଠେଇଛି ' ଦାନା '
ଗରୀବି ଏଥର ହଟିବ ବୁଝ ହେ ନବୀନା।
Always wait for your show
Without successor, BJD's future is bleak.
Jai Shree Jagannath ❤️
ଆପଣ ଯେତେ ମୋଦି କୁ ସମର୍ଥନ ଦିଅନ୍ତୁ କିଛି ନାହିଁ, କିନ୍ତୁ ଏତିକି ଜାଣିଥାନ୍ତୁ, ଯଦି ପାଣ୍ଡିଆନ ପ୍ରଚାର ଯାଇନଥାନ୍ତା, ତେବେ ନବୀନ ବାବୁ ପୁଣି ଶାସନ କରିଥାନ୍ତେ. ଆପଣଙ୍କ ମତରେ ବିଜେପି ଗୋଟେ ଆଦର୍ଶ ଦଳ ଓ ଅନ୍ୟମାନେ ଖରାପ, ଏକଥା ଭୁଲ.
ବେଇମାନ ଟା ଉପରେ ମୋହ ଛାଡ଼ୁ ନାହିଁ କି ?
ନବୀନ ବାବୁଙ୍କୁ କିଏ ମନା କରିଥିଲା ପ୍ରଚାରକୁ ଯିବା ପାଇଁ? ପାଣ୍ଡିଆନଙ୍କୁ କାହିଁକି ପଠାଉଥିଲେ? ଆପଣ ଏତେ ସବୁ ଜାଣିଥିଲେ ଯାଇକି ନବୀନ ବାବୁଙ୍କୁ ବୁଝାଇକି କହିଲେ ନାହିଁ।
ନିର୍ବାଚନ ପୂର୍ବରୁ କାହିଁକି ନବୀନ ପଟ୍ଟନାୟକ ପାଣ୍ଡିଆନକୁ ଓଡ଼ିଶା ସାରା ବୁଲଉଥିଲେ ସଚିବ ଥିବା ସମୟରେ, ଓଡ଼ିଶା କଣ ନବୀନ ପଟ୍ଟନାୟକଙ୍କର ଜାଗିର କି ନା ତାଙ୍କ ବୋପାଙ୍କର
Se bjp ku qs karanti aau bjd ku. Kintu bjd ra ete karma j 5/6 yr content ready achi. Tame byasta huani sabu karma ra fala naveen paiba. Jie naveen name re kahiba se bjp wala bhabiba gote murkhami.
Let Navin pattnayak flee away from odisha.
👌🙏
Jay Nabin sir
ଦରଦାମ ବଢୁଛି ଏ ବିଷୟରେ ଟିକେ ଚର୍ଚ୍ଚା କଲେ ଭଲ କିନ୍ତୁ ଆପଣ ପେଉଁ ବିଷୟରେ ଚର୍ଚ୍ଚା କରୁଛନ୍ତି ତାହା ସାଧାରଣ ଜନତା ପାଇଁ କିଛି ଲାଭ ନାହିଁ
Right
Right bhai . Bhai ea Loko se katha kebe bi kahibani . Ki bjp gosti kandala ya ku dekha jibani . Ea ta bjp chamcha . Bos jaha kahibe ea karichaliba lokonku vakua baneiba paye
ଜନସାଧାରଣ ବାହାରେ ଥାଇ ଯାହାକିଛି ଭାବିବ,ତାହାଯେ ସାମାନ୍ୟ ସଂଖ୍ୟା ଗରିଷ୍ଠତା ଥାଇ ଜଣେ ନେତା ସବୁ କିଛି ଚଳାଇବା ଭାରି କଷ୍ଟକର ବ୍ୟାପାର,ତାହା ଅନୁଭବି ହିଁ ଜାଣିପାରେ।
ଦେଶପ୍ରେମୀଙ୍କୁ ନବୀନ ବାବୁ ବିଲକୁଲ ଗ୍ରହଣୀୟ ନୁହେଁ l
Public are responsible for price hike
ସାର୍ ଆପଣଙ୍କ ବିଶ୍ଳେଷଣ ଶତକଡା ଶହେ ଭାଗ ସଠିକ୍ ତେଣୁ ଧନ୍ୟବାଦ ।ବିଜେଡି ଦଳରେ ନୂତନ ସମୀକରଣ ଓ ନୂତନ ନେତୃତ୍ୱ ନିଶ୍ଚୟ ହେବ । ଯଦି ମୋହନ ସରକାର ପୂର୍ବତନ ସରକାରଙ୍କ ଦୁର୍ନିତୀ ବିରୁଦ୍ଧ ରେ ଆଖି ଦୃଶିଆ କାର୍ଯ୍ୟକ୍ରମ ଗ୍ରହଣ ନ କରନ୍ତି ତାହେଲେ ବହୁ ମୂଲ୍ୟ ଦେବାକୁ ପଡ଼ିବ ।
ଠିକ୍
Bala
ହେଇପାରେ କିଛି ଵି sir
The most accessible CM was late Biren Mitra.
Nabeena Must Quit To Avoid Furher Humiliation.
ନବୀନବାବୁଙ୍କ ଠାରୁ ବିଜେଡି ଆରମ୍ଭ ଓ ନବୀନବାବୁଙ୍କ ଦ୍ୱାରା ବିଜେଡି ଶେଷହେବା ଭୁଲ ! ବିଜେପିର ତୁଙ୍ଗନେତାଙ୍କ ଉର୍ବର ମସ୍ତିଷ୍କରୁ ବିଜେଡିର ସୃଷ୍ଟି ଓ ବିଜେପିର ତୁଙ୍ଗନେତାଙ୍କ ଉର୍ବର ମସ୍ତିଷ୍କ ଦ୍ୱାରା ବିଜେଡି ଧ୍ବଂସହେବାକୁ ଯାଉଛି !
☀️ Very Very Thanks....👍🌸🌹🌸
You are absolutely right that no party 's internal business is healthy & stable ,so a political vacuum is prevailed in Odisha's political environment .😂
Nothing will happen to BJD
ନବୀନ ବାବୁ ଧଳାହାତିଙ୍କ ଦୌରାତ୍ମ୍ୟ ବଢ଼ାଇବାରେ ନମ୍ବର ଏକ 😄😄😄
Nabin is a show piece of BJD having no control in the party
ଆପଣ ଯାହା କହୁଛନ୍ତି ସମ୍ପୁର୍ଣ ସତ୍ୟ।
🙏 Namaskar 😂,Pandu O ,odia jatti..........;
BJD ra Srustikarta Nabin Binashkari Patanayak 2024Bijunka Swapna purna🎉
😅ବିଜେପି ର ଅନ୍ତଃକନ୍ଦଳ ର ମାତ୍ରା ଏତେ ତିବ୍ର ନୁହେଁ, ଯଦି ତିବ୍ରତା ଟିକିଏ ବଢ଼ିଯାନ୍ତା ତେବେ କଥା ଟି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଗୋଚର ହୁଅନ୍ତା ଏବଂ ସେ ଏହାକୁ ସେ ସୁ ବ୍ୟବସ୍ଥିତ କରନ୍ତେ । ଦଳର ଭବିଷ୍ୟତ ସୁଦୃଢ ହୁଅନ୍ତା
ମୋହନ ମାଝୀ, ଙ୍କୁ କେହି ମାନୁ ନାଁହାନ୍ତି, ଜା୍ୟନାରାୟଣ, କିପରି ନେତା, କୁହନ୍ତୁ,ତୁ ବୁଝେଇ ଦଉନୁ, ସବୁତ ପାଣ୍ଡିଆନ କରୁଛି, ବିଜେପି ସରକାର କାହିଁକି ଅଛି, ବିଜେପି ନେତାଙ୍କ ଏକତା ସମସ୍ତଙ୍କୁ ଜଣା, ଅପରାଜିତା ମାଡାମ ଆଉ ମନମୋହନ ଙ୍କ ଭିତରେ କି ସମ୍ପର୍କ ବିଷୟରେ କୁହନ୍ତୁ ଖାଲି ବିଜେଡି ର ବିରୁଦ୍ଧରେ ଗପୁଛୁ, ବିଜେପି ନେତା ମାନଙ୍କର ଭିତରେ କି ସମ୍ପର୍କ ସମସ୍ତେ ଜାଣନ୍ତି, ନୂଆ କଥା ବିଜେପି କଣ କରୁଛି କୁହନ୍ତୁ, ବିଜେପିମୋହନ ବାବୁଙ୍କର ରଙ୍ଗ କେବେ ସରିବ କୁହନ୍ତୁ ଜୀବନ ସାରା ନବୀନ ବାବୁ ପାଣ୍ଡିଆନ ବିଷୟରେ, ସରୁନି ନୂଆ କଣ ହେଉଛି, ହବିଷ୍ୟାଳି କୁ ପାଣ୍ଡିଆନ ଉସକେଉଛି, ଗପି ଚାଲିଛୁ ଅପାରଗ ସରକାର କଣ କରୁଛି, ଯଦି ନପାରୁଛି ଇସ୍ତଫା ଦେଇ ଦେଉନି,
ସମ୍ୟକ୍ ଅର୍ଥ ବ୍ୟାପକ ,ସଂକ୍ଷିପ୍ତ ନୁହେଁ ।
First view 🎉🎉🎉
Last but not least, Nabin Pattanik is the sole responsible for division of BJD due to a great traitor V.K.Pandian.Nabin Pattanik is not a child.Although he knows everything but remain Silent to kick V.K.Pandian.Sir 🙏
Bjd birodh re gote bada step nau bjp
Bijay Babu leader hele bahut bhala heba
Right , BJD should live
But sarat power is coming this time, but ajit power losing.
Aapanna Jane bujhiba sandha.
ନେତାମାନଙ୍କ ପଦ ଲୋଭ ପାଇଁ ନବୀନ ବାବୁ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ......ପଦ ଗଲା, ଲୋକପ୍ରିୟତା ଗଲା......😂😂😂
ଭାରତୀୟ ଜନତା ପାର୍ଟି ଅବସ୍ଥା ବି ସେୟା......ଦୀର୍ଘଦିନ ଧରି କ୍ଷମତା ଲୋଭରେ ଥିଲେ.....ଏବେ କ୍ଷମତା ଦେଖି ପାଗଳାମି କରୁଛନ୍ତି.....ଆଉ କିଛି କ୍ଷମତାକୁ ଆସି ଚଳୁ କରିବା ସ୍ବପ୍ନ ଦେଖୁଛନ୍ତି.....ବୁଝି ପାରୁଥିବେ ମୁଁ କାହା କଥା କହୁଛି😂😂
C.M @ Super C.M (BJD/BJP_ _ _)...???, Ha Ha Haa Jaya shree jagannath 🤪🤔😜
Sir,Bjp ra analysis karantu dine
Sir apan nku koti koti pranam.Nabin Pattnaik hin dayee, Nahele Pandian jane officer hoi Neta, Mantri nku nachei na thante.Lazya lagiba katha BJD ra Neta, Mantri nku.Bakcha buha sajichhanti semane.
Criticise to BJP🎉😢😮😅.
When committees are made up of corrupt incompetent people, what can you expect. Unethical and weak leadership at different levels has bought dala to this state. Sad. Prabhu 🙏 will take care of Odisha. I have faith 🙏.
Please tell something what would have been happened if Mohan Majhi has been declared as Chief Minister candidate of BJP Party before assembly election ?
☀️କରାଳ ଗତିରେ ଆସୁଛି "ଦାନା"🌧️🌧️🌧️🌧️🌧️🌧️........ କର୍ପୂର ଉଡିଛି ପଡ଼ିଛି କନା .....
ଗୁହାଳ ଖାଲି ହଡା ବଳଦର ଆତ୍ମକାହାଣି...
BJD GALALOOOOO😂😂😂😂😂😂😂😂😂😂😂😂😂😂
BJD. Saff. Hoga
Naveen das bjd birudhare matichhanti
500% true,emane media Naa re kalanka,sambadinkar kama hela government ra failure bisayare analysis Kariba so that people will get good governance.but he is always speaking about previous Government
Pandian is ruthless power lover.
Now He may shift support and if Dilip Ray emerges as a power centre with the help of money and muscle power of Pravakkaran,Dipti Ranjan etc
He will support a split