Will Sankha Bhawan Be In Ruins Just Like Bobby's House ? | Nirbhay Gumara Katha

Поделиться
HTML-код
  • Опубликовано: 25 июн 2024
  • Will Sankha Bhawan Be In Ruins Just Like Bobby's House ? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: ruclips.net/channel/UC_Sk...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 588

  • @jayantakumarmohanty9050
    @jayantakumarmohanty9050 3 дня назад +61

    ପାପ ଅର୍ଜିତ ଧନ ବୋଲି କଷ୍ଟ ଲାଗୁନି..କଷ୍ଟ ଅର୍ଜିତ ଧନ ହୋଇଥିଲେ କେହି ଏମିତି ଭାଙ୍ଗି ଥାନ୍ତା....ଲୋକେ pm aabas ପାଇଁ ବିକଳ ହେଉଥିଲା ବେଳେ ନେତାଙ୍କ ଅସଲ ଚେହେରା ଦେଖନ୍ତୁ.....

  • @duryodhankhatua1809
    @duryodhankhatua1809 3 дня назад +118

    ନୁଆ ମୁଖ୍ୟମନ୍ତ୍ରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେବା ଉଚିତ।

    • @basantapattnaik7812
      @basantapattnaik7812 3 дня назад +19

      ମୁଖ୍ୟମନ୍ତ୍ରୀ ଆଦେଶ ଦେଲାବେଳକୁ ପ୍ରମାଣ ନଷ୍ଟ କରୀ ଦେଇଥିବ ବବି ଦାସ l

    • @nilamanipradhan2382
      @nilamanipradhan2382 3 дня назад

      ​@@basantapattnaik7812to be the best of your e 27:34

    • @surendrasahoo7031
      @surendrasahoo7031 2 дня назад +2

      Immediately quick action CM

  • @geetaranisamal6638
    @geetaranisamal6638 3 дня назад +37

    ଏମାନଙ୍କୁ ଘୋଷାରି ଘୋଷାରି ରୋଡ ରେ ନେବା କଥା। ନହେଲେ ଏ ଦୁଇଟାଙ୍କ ବେକରେ ଜୁଆଳି ପକାଇ ଖରାରେ ବିଲରେ ହଳ କରାଇବା ଦରକାର।

    • @Jagannath-oc9ht
      @Jagannath-oc9ht 3 дня назад

      ଟିକିଏ ମିଶାଇ ଦେଉଛି ଘୋସାଡି ଘୋସାଡି ରୋଡରେ ' ପିଟି ପିଟି ' ନେବାକଥା। ଜନତାଙ୍କ ଅର୍ଥ ଅପବ୍ଯୟ କହିଲେ ଭୁଲ ହେବ ଲେଟ୍ରିନ୍ ରେ ଫୋପାଡି ଦେଉଥିଲେ ।

  • @susantkumarsahoo4967
    @susantkumarsahoo4967 3 дня назад +102

    ନିର୍ଭୟ ଗୁମୁରାକଥା ଓଡିଶା ପ୍ରଗିତର ପ୍ରଥମ ସୋପାନ.... 🙏🏻 ଜଗନ୍ନାଥଙ୍କ କୃପାରୁ ନିର୍ଭୟ ଦୀର୍ଘାୟୁ ହେଉ 🙏🏻🙏🏻🙏🏻🙏🏻

  • @user-rz9gj6yj9b
    @user-rz9gj6yj9b 3 дня назад +16

    ପ୍ରଦୀପ୍ତ ପାଣିଗ୍ରାହୀଙ୍କ ଝିଅ ର ଅଭିଶାପ ସାମନ୍ତ ବାବୁ ଓ ବବି ବାବୁ ଙ୍କ ଉପରେ ପଡ଼ିଲା।

  • @ajitkumarpanda6388
    @ajitkumarpanda6388 3 дня назад +16

    CBI ତଦନ୍ତ ହେଲେ ସବୁ କିଛି ଲୋକ ଲୋଚନ କୁ ଆସିବ,,,,,କିଏ ଠିକ୍ କିଏ ଭୁଲ,,,,,,ସରକାର କାହିଁ କି ନୀରବ,,,,,

    • @Lipun-Das-DirectShot
      @Lipun-Das-DirectShot 3 дня назад +1

      ଆଉ ବାଳ ଥିବ ଯେ ସୁନୁପମ୍ପୁଡି ଖାଇବ ? ଏମାନେ ଗିରଫ କଲା ବେଳକୁ BABI washing machine ରେ ଗାଧୋଇ ସାରିଥିବ 😁😁😁

  • @durgaprasadsamantaray7084
    @durgaprasadsamantaray7084 3 дня назад +45

    କି ସୁନ୍ଦର ଆହା କି ଆନନ୍ଦମୟ ଏହି ରାଜନୀତି ଖେଳ
    ପାଣ୍ଡିଆନ ଙ୍କର ଛତ୍ରଛାୟା ତଳେ ସବୁ କରୁଥିଲେ ଖୋଳ।

  • @rahashyakatha9028
    @rahashyakatha9028 3 дня назад +70

    କେବଳ ଜୟନାରାୟଣ ମିଶ୍ର ହିଁ ଜଣେ ଟାଣୁଆ ମୁଖ୍ୟମନ୍ତ୍ରୀ ହେଇପାରିଥାନ୍ତେ କିନ୍ତୁ ସେ ଧର୍ମେନ୍ଦ୍ର ପ୍ରଧାନ କି ମୋଦିଜିଙ୍କ କଥା ବି ଦରକାର ପଡିଲେ ଶୁଣିନଥାନ୍ତେ ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲାନି 🙏

  • @kishorechoudhury7844
    @kishorechoudhury7844 3 дня назад +22

    ମୋତେ ମୋହନ ସରକାର ଙ୍କ ସାଇଲେନସ୍ ଆଶ୍ଚର୍ଯ୍ୟ କରୁଛି। କିଛି ଆକ୍ସନ ଦେଖାଯାଉନି।

  • @user-kt4sh2sm6s
    @user-kt4sh2sm6s 3 дня назад +30

    ମାନ୍ଯବର ମୂଖ୍ଯମନ୍ରୀ ଙ୍କୁ ବିନମ୍ର ଅନୁରୋଧ ଅପଣ ନିର୍ଭୟତାର ସହିତ କଥାରେ ନୁହେଁ କାମରେ ଦେଖେଇଦିିଅନ୍ତୁ ଓଡ଼ିଆ ର ସାହାସ ପଣିଆ। ପ୍ରଭୁ ଜଗନ୍ନାଥ ଆପଣଙ୍କ ସହିତ ଅଛନ୍ତି।

  • @saratmishra7100
    @saratmishra7100 3 дня назад +10

    ଆଜ୍ଞା, ନମସ୍କାର।
    ଘଟଣାର 24ଘଣ୍ଟା ହେଇଗଲାଣି।
    ଏ ନୂଆ ସରକାର ଏ ବାବଦରେ କଣ ପଦକ୍ଷେପ ନେଲେଣୀ।
    Ex chief secretary ମାନନୀୟ ସହଦେବ ସାହୁ ନିୟମ ବିଷୟରେ media ରେ ଅବଗତ କଳା ପରେ, ଏପର୍ଯ୍ୟନ୍ତ ବବି ବାବୁ କାହିଁକି arrest ହେଉନାହାନ୍ତି ଓ GA department ର ସର୍ବୋଚ୍ଚ ଅଧିକାରୀଙ୍କୁ କାହିଁକି suspend କରିନାହାନ୍ତି ???
    ସନ୍ଦେହ ଲାଗୁଛି।।
    ଏ ସରକାର ସକ୍ଷମ ତ ????
    Jay Shriram.

  • @geetaranisamal6638
    @geetaranisamal6638 3 дня назад +16

    ଯାହା କହିଲେ ଆଜ୍ଞା ସତ୍ୟ। ଏମାନଙ୍କର ଅହଂକାର ହିଁ ପତନର ପ୍ରଥମ କାରଣ।

  • @manoranjandasadvocatejourn2804
    @manoranjandasadvocatejourn2804 3 дня назад +14

    ସେମାନେ ଶୋଇପଡିଛୁନ୍ତି !! ବିଜେତି ଦଳର ବିଧାୟକ, ମନ୍ତ୍ରୀ, ସାଂସଦ ମାନେ ହଜାର ହଜାର କୋଟିର ମାଲିକ କିପରି ହେଲେ ଏହାର ଇଡି ସିବିଆଇ ଦ୍ୱାରା ତଦନ୍ତ କରାଯାଉ!!

  • @ajoyabag6529
    @ajoyabag6529 3 дня назад +7

    ଘୁଷୁରୀ ମୁହାଁ, ମୁଖପାତ୍ର କୁଆଡେ ଗଲେ ?

  • @Lipun-Das-DirectShot
    @Lipun-Das-DirectShot 3 дня назад +75

    ବବିକୁ ଗିରଫ କରିବା ପାଇଁ କଣ ବିଜେଡ଼ି ମନା କରୁଛି ? Arrest him quickly

  • @ganeswarmahanta1254
    @ganeswarmahanta1254 3 дня назад +17

    ଗଢି ପୁଣି ଭାଙ୍ଗିବା,ଏ କେଉଁ ନ୍ୟାୟ।ଗୂଢ ରହସ୍ୟ ଅଛି।ସି ବି ଆଇ ତଦନ୍ତ କରିବା ଦରକାର।

  • @GaneshJena-mr1hf
    @GaneshJena-mr1hf 3 дня назад +54

    ନୃଆ ମୁଖ୍ୟମନ୍ତ୍ରୀ ଏହାର ତୁରନ୍ତ ପଦକ୍ଷେପ ନେଲେ ଓଡ଼ିଶା ବାସୀ ଖୁସି ହେବେ।ଜୟ ଶ୍ରୀ ରାମ ।

  • @soumyajitpradhan8042
    @soumyajitpradhan8042 3 дня назад +28

    ଭଲ information ଗୁଡ଼ିକ share କରୁଥିବାରୁ ଅନେକ ଧନ୍ୟବାଦ୍।
    ହେଲେ beby babu ଜେଲ୍ କେବେ ଯିବ।

    • @surendrasahoo7031
      @surendrasahoo7031 2 дня назад +1

      Raj drohi ku baby babu. Kahiba thiki nuhain

    • @soumyajitpradhan8042
      @soumyajitpradhan8042 2 дня назад

      ରାଜଦ୍ରୋହି ଓ bjd ର ଚମଡା ବେପାରୀ କୁ ତୁରନ୍ତ ଗିରଫ କରାଯାଉ।

  • @SMILECREATIONZ-2010
    @SMILECREATIONZ-2010 3 дня назад +17

    କ୍ରୀତଦାସର ଏତେ ହେଲେ , ହାକିମ ର କେତେ ...?

  • @sunakarsamantaray9737
    @sunakarsamantaray9737 3 дня назад +9

    ଲେଲିନ ମହାନ୍ତି ଟିକେ ମୁଁହ ଖୋଲନ୍ତୁ ।

    • @user-qv4hd2bq9f
      @user-qv4hd2bq9f 2 дня назад

      Lenin bhalia kuji neta sei ghara bhitar ku jai thine ki nahin doubtful😂

  • @tunapallei1017
    @tunapallei1017 3 дня назад +23

    ଵବି କୁ ଵାଵୁ କହିଲେ
    ଆପଣ ଙ୍କୁ ଓଡିଶା ବସୀ ପସନ୍ଦ କରିଵେନି
    ପାଣ୍ଡୁ ପରି ଅଳଙ୍କାର ଦିଅନ୍ତୁ
    ନଚେତ ଵଵିଚାକର କୁହନ୍ତୂ

  • @bishnucharnrana3282
    @bishnucharnrana3282 3 дня назад +13

    ପୂର୍ବତନ ମୁଖ୍ୟ ଶାସନସଚିବ ଶ୍ରୀ ସହଦେବ ସାହୁ ଏ କ୍ଷେତ୍ରରେ ବାସ୍ତବିକ୍ ଆଇନର ଦିଗ ଦେଇ ଯାହା କହିଛନ୍ତି ତାହା ଏକଦମ୍ ସତ୍ୟ ।।

  • @durgamadhabmishra6347
    @durgamadhabmishra6347 3 дня назад +15

    ଏବେ pandian ଓ ନବୀନ ବାବୁଙ୍କ ମହଲ ଏବଂ ଶଙ୍ଖ ମହଲ ରେ ହୋଇଥିବା construction ବିଷୟରେ ତଦନ୍ତ ହେବା ନିହାତି ଅନାବଶ୍ୟକ ।

  • @srtsahoo2862
    @srtsahoo2862 3 дня назад +8

    ସେ ବଙ୍ଗଳା କୁ ନ ଭାଙ୍ଗି ଆମ ମୁଖ୍ୟ ମନ୍ତ୍ରୀ ଙ୍କୁ ALLOT କରାଯାଉ

  • @BishnucharanRay-xy5ox
    @BishnucharanRay-xy5ox 3 дня назад +16

    ସରକାରୀ ଘର ଠାରୁ ମାତ୍ରା ଅଳ୍ପ ଦୂରରେ ନିଜର ଘର ଥିଲାବେଳେ ସରକାରୀ ଘରେ କୋଟି କୋଟି ଟଙ୍କା ଖାର୍ଚ୍ଚ କରି ପୁଣି ଭାଙ୍ଗିବା କଣ ଆବଶକ୍ୟ ଅବିବାହିତ ବବି ବାବୁ ଙ୍କର

  • @bipracharanjena2736
    @bipracharanjena2736 3 дня назад +5

    କ୍ରୀତଦାସ କିପରି ଏଭଳି ଉଆସରେ ଥିଲେ

  • @projectronics
    @projectronics 3 дня назад +16

    ଅଧଘଣ୍ଟା ର ଅଧ୍ୟାୟ ହେବାପରେବି କମ୍ ଲାଗୁଛି, ଆଉ ଟିକିଏ ଅଧିକ ସମୟ କଲେ ଭଲ ହୁଅନ୍ତା

  • @udayalima9094
    @udayalima9094 3 дня назад +13

    ଆପଣଙ୍କ ଏପିସୋଡ଼ ମୁଁ ସବୁ ବେଳେ ଶୁଣେ. ବହୁତ ଭଲ ଲାଗେ ସ୍ବଷ୍ଟ ସାହିତ୍ୟ ଭାଷା ତାଜା ଖବର. ଧନ୍ଯବାଦ ମହାଶୟ ଜୟ ଜଗନ୍ନାଥ🙏

    • @santoshkumarsahu6586
      @santoshkumarsahu6586 3 дня назад

      Mun Bi Pratidina Dekhithye Jou Dina SirNkar Episode Nadiyanti Mora Khaibata Petare LalaHoijaye Nidabi Hueni.

  • @trilochanpatnaik6321
    @trilochanpatnaik6321 3 дня назад +9

    ବବି ବାବୁ ଙ୍କ ସରକାରୀ ଘର is equal to the ସାରଥୀ ବାବା ଙ୍କ ଆଶ୍ରମ of kendrapara. So the posting of ବବି ବାବୁ can be the same place where ସାରଥୀ ବାବା was posted.

  • @susantasahoo9544
    @susantasahoo9544 3 дня назад +5

    GA ବିଭାଗ ଅଧିକାରୀ ମାନେ ବବି ବାବୁଙ୍କ ସେ ରଙ୍ଗ ମହଲାରେ ମାନସିକ ଓ ଶାରିରୀକ ସୁଖ ତଥା ଆନନ୍ଦ ଅନୁଭବ କରୁଥିଲେ ।ତେଣୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।ଯଦି ବିଜେପି ସରକାର ସାହସ ଯୁଟାଇ କାର୍ଯ୍ୟାନୁଷ୍ଠାନ ନେବେ ଜନତା ଖୁସି ହେବେ ।

  • @bbiswal9812
    @bbiswal9812 3 дня назад +7

    ଚ଼ାକର (ସୂର୍ଯ୍ୟପାତ୍ର) ଓ କ୍ରୀତ ଦାସ ବିଜେଡିର ବଡ଼ଉପାଧି

  • @suryakantadash7624
    @suryakantadash7624 3 дня назад +5

    ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟ ଚୁପ ନ ରହି ସମସ୍ତ ଦୁର୍ନୀତି, ବ୍ୟଭିଚାରୀ, ଲୁଟେରା ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେଇ ଇଡି, ସିବିଆଇ ଲଗାନ୍ତୁ,, ପୁରୁଣା ସଚିବ ଅଫିସର ଙ୍କୁ ହଟାନ୍ତୁ

  • @tusarkantasahu1064
    @tusarkantasahu1064 3 дня назад +6

    ଏମାନେ କୁଆଡେ କହୁଥିଲେ ସାସନ କୁ ଆସିଲେ ଡବଲ ଇଞ୍ଜିନ ହେବ,... ମାନେ ଅଧିକ ଶକ୍ତିଶାଳୀ... ଯୋଗୀ ଙ୍କ ପରି ବୁଲ ଡୋଜର ଚାଲିବ.. କ୍ରିମିନାଲ୍ ମାନଙ୍କୁ ଏନ୍ କାଉଣ୍ଟର,... ଅନିଲ କପୁର ପରି ତୁରନ୍ତ ପଦକ୍ଷେପ ଅନ୍ ଦି ସ୍ପଟ.... ଭାଷଣ ଓ ଭରସା ବଡ ବଡ କିନ୍ତୁ ଫଳ ଶୂନ ଭଳି ଆନୁମାନ ହେଉଛି... ହୋଇ ହୋ ବହୁମତ ରେ ଶାସନ ଦାୟିତ୍ବ ପାଇଲ, ପୁଲିସ, ପ୍ରଶାସନ, ପାବାର, କ୍ଷମତା, ଜନସମର୍ଥନ ସବୁ କିଛି ପାଇ ସାରିଲା ପରେ ସବୁ ଜାଣି ନ ଜାଣି ବା ଭଳି ଅଭିନୟ କରିବା ପଛରେ କଣ ସ୍ୱାର୍ଥ ରହିଲା..? ମିଡିଆ ଜାଣି ପାରୁଛି, ଗ୍ରାମାଞ୍ଚଳର ପବ୍ଲିକ୍ ଜାଣି ପାରୁଛି କିନ୍ତୁ ସରକାର ଏଥିନେଇ କିଛି ଠୋସ୍ ଜାଣି ପାରୁ ନାହାନ୍ତି.... ଶେଷରେ ଏମିତି କହିବେ କି.. ଆଇନ୍ ତା ବାଟରେ ଯିବ....

  • @SurendraHarijan-ly3qg
    @SurendraHarijan-ly3qg 3 дня назад +6

    ଆଜ୍ଞା ନମସ୍କାର. ଯା ଜଣା ପଡୁଛି ବବି ଭବନ ନାଇଁ . ବିଜେଡି ରଙ୍ଗ ସାଲା ଭବନ କଇଲେ ଭଲ ହବ. ଓଡିଶା କୂ ଲୁଟି ଆରାମ ଓଏସ କରୁଥିଲେ. ଆଉ କେତେ ଦିନ ମୋହନ ସରକାର ଆମେ ଓଡ଼ିଶା ବାସି ଅନେଇକି ଅଛୁ ଆପଣଙ୍କୁ.😊

  • @trilochanpatnaik6321
    @trilochanpatnaik6321 3 дня назад +6

    ବବି ବାବୁ କଣ ସରକାରୀ ଘରେ ଯାହା କଲେ ତାହା over night ହେଇଥିଲା କି? ଯଦି ନୁହେଁ ସେ ସମୟର ସରକାର ଓ GA department ର building ଦାୟିତ୍ଵ ରେ ଥିବା ଅଫିସର ମାନେ କାହିଁକି ଆଖି କାନ ବନ୍ଦ କରିଥିଲେ ଏତେଦିନ ପର୍ଯ୍ୟନ୍ତ? ଏହା ପଛର ରହସ୍ୟ ଅନୁସନ୍ଧାନ କରିବା ଉଚିତ ହେବ।

  • @Katak_Dk
    @Katak_Dk 3 дня назад +3

    GA ବିଭାଗକୁ ବିଭାଗୀୟ ମନ୍ତ୍ରୀ ସବୁ ଭଙ୍ଗାରୁଜା ବନ୍ଦ କରିବା ପାଇଁ ଆଦେଶ ଦିଅନ୍ତୁ ଏବଂ ତଦନ୍ତ ପାଇଁ ଆଦେଶ କରନ୍ତୁ ଦୟା ଦେଖେଇଲେ ଲୋକେ ବୁଝିବେ ଭିତରେ ସେଟିଂ ଏବେ ବି ଚାଲିଚି

  • @avimanyubag7268
    @avimanyubag7268 3 дня назад +7

    ବୋଧେ କାହାକୁ ତଦନ୍ତ ଦାୟିତ୍ବ ଦେବେ ବିଚାର କରି ପାରୁନାହାନ୍ତି,କାହିଁକି ନା ଖଜୁର ଗଛ ମୂଳରୁ ପାହାଚ
    ପାହାଚ ।

  • @user-kt9nv9fd5j
    @user-kt9nv9fd5j 3 дня назад +6

    Sir why Mohan Majhi is sitting quite ? We demand before CM to take strong action against GA officials first.

  • @padmalayaprusty4526
    @padmalayaprusty4526 3 дня назад +7

    ଦେଢକୋଟି କି କେତେର ଗୋଟିଏ ରୋଷେଇ ଘର କଥା ବି ଶୁଣିବାକୁ ମିଳୁଛି

  • @rajendrapanda39
    @rajendrapanda39 3 дня назад +2

    ମାନ୍ୟବର ମୁଖ୍ୟମନ୍ତ୍ରୀ ଏବାବଦରେପଦେ କହୁନାହାନ୍ତି କାହିଁକି?

  • @bhubanmohanty3853
    @bhubanmohanty3853 3 дня назад +16

    ସରକାରୀ ପଇସାର ନିଛୁକ ଧ୍ୱସ୍ଂ ର ଗୋଟେ ଉଦାହରଣ

  • @dinabandhuprusty3568
    @dinabandhuprusty3568 3 дня назад +6

    କଲା କର୍ମ ର ଫଳ ଭୋଗିବାକୁ ପଡିବ ବବିଙ୍କୁ, କାରଣ ନିଜ ଗୋଡ଼ ରେ ନିଜେ କୁରାଢ଼ୀ ମାରୁଛନ୍ତି, କେଉଁ ଦଳ ବି ପିଠିରେ ପଡିବେ ନାହିଁ

  • @RanjanKumar-mx1ki
    @RanjanKumar-mx1ki 3 дня назад +7

    ମୋର ଯାହା ଧାରଣା ବର୍ତ୍ତମାନ ର ସରକାର ଏପରିକା ରାଜନେତା ଓ ବଡ ବଡ ବାବୁ ମାନଂକୁ ଜେଲରେ ନ ପୁରେବାର କାରଣ ହେଉଛି ଯେ ଜେଲ ରେ ଜାଗା ପର୍ଯ୍ୟାପ୍ତ ପରିମାଣ ରେ ନାହିଁ କିମ୍ବା ଅମିତ ସାହା ଙ୍କ ଆଦେଶ କୁ ଅପେକ୍ଷା କରିଛନ୍ତି l କାରଣ ସବୁ ସରକାରୀ ଦପ୍ତର ରେ ଏ ଘୋଟଲା ଓ ଦୁର୍ନୀତି ବରପୁର ହୋଇଛି l

  • @JhasaPradhan-bi5bv
    @JhasaPradhan-bi5bv 3 дня назад +8

    ମାଡ ଦରକାର ବିଜେଡିର ନେତାଙ୍କୁ😊😊

  • @LUCIFER-kx3sy
    @LUCIFER-kx3sy 3 дня назад +31

    Sabuthu bada katha hela BJP b chup achi...

  • @dhaneswardas548
    @dhaneswardas548 3 дня назад +1

    ଜୟ ନାରାୟଣ ମିଶ୍ର ମୁଖ୍ୟ ମନ୍ତ୍ରୀ। ହୋଇ ଥିଲେ ବର୍ତ୍ତମାନ ର ପରିସ୍ଥିତି ଅଲଗା ପ୍ରକାରର ହୋଇଥାନ୍ତା..

  • @debarajsarangi8819
    @debarajsarangi8819 2 дня назад +1

    ବହୁତ ସୁନ୍ଦର ,ନିଚ୍ଛକ ସତ୍ୟ ଘଟଣା

  • @acharyauniversaltube7757
    @acharyauniversaltube7757 3 дня назад +9

    GA Department କୁ ସାବାଡ କରାଯାଉ। ଅଧିକାରୀ ମାନଙ୍କ ର ସମ୍ପତ୍ତି ବ୍ୟାଜାପ୍ତ କରାଯାଉ। ସେମାନଙ୍କୁ କୋଟିଏ କୋଟିଏ ଟଙ୍କାର ଜୋରୀମାନା ଭରିବାକୁ କୁହାଯାଉ। ଆଜିକାଲି ତ କୋଟିଏରୁ ତଳକୁ କେହି ଯାଉନାହାନ୍ତି।

  • @madhumahanta4307
    @madhumahanta4307 3 дня назад +5

    ସାର ଆମେ ତୋ ଖାଲି ଶୁଣୁଥିଲେ ଆପଣ ମାନେ ଖୁସିତ ଶୁଣୁ ଥିଲୁ ହେଲେ ଏପଟେ 2 କୋଟି କାରବାର

  • @netajidash9367
    @netajidash9367 3 дня назад +5

    ଦି' ଗାଲରେଏତେ ଜୋରରେ ଥାପ୍ପଡ଼ ଟା ବାଜିଛି ଯେ ବାକ୍ ଶକ୍ତି ହରେଇ ବସିଛନ୍ତି। ଗୁଙ୍ଗା ହେଇ ଯାଇଛନ୍ତି।

  • @prafullamohanty5557
    @prafullamohanty5557 2 дня назад +2

    ଜୟ ନାରାୟଣ ମିଶ୍ରଙ୍କୁ ମୁଖ୍ୟ ମନ୍ତ୍ରୀ କରିବା ର ଥିଲା। ସବୁଠି କ୍ ହୋଇଥାନ୍ତା।

  • @amitakar948
    @amitakar948 3 дня назад +3

    ବୋହୁତ ସୁନ୍ଦର ଉପସ୍ଥାପନା କଲେ ରାଜନୀତି ଦଳ କୁ ନେଇ ସମୟ କହିବ କଣ ହେବ ସେ ସମୟ କୁ ଅପେକ୍ଷା

  • @pitambrarout8724
    @pitambrarout8724 3 дня назад +2

    କରୁ ନ ଥିଲେ ନୁହେଁ, ଧରାକୁ ସରା ଜ୍ଞାନ କରୁଥିଲେ

  • @debendradhal5935
    @debendradhal5935 2 дня назад +1

    ଆପଣଙ୍କୁ ଅଶେଷ ଧନ୍ୟବଦ

  • @kishoresatapathy1990
    @kishoresatapathy1990 2 дня назад +1

    ନିର୍ଭୟ କୁ ଧନ୍ୟ ବାଦ

  • @bijaypanda5021
    @bijaypanda5021 2 дня назад +1

    ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଅନୁରୋଧ, ଅୟମାରମ୍ଭ ଶୁଭାୟ ଭବତୁ 🎉🎉🎉

  • @roshnimohapatra2797
    @roshnimohapatra2797 3 дня назад +3

    ଜୟ ଶ୍ରୀଜଗନ୍ନାଥ ........
    କୋଳି ଖାଇ କୋଳି ମଞି ପୋତି ବାବୁ
    ଭାବିଥିଲେ ନେତାହେଇ,
    ଚବିଶ ରେ ପୁଣି ଶାସକ ସାଜିଣ
    ସବୁ ପାପ ଦେବେ ଧୋଇ .......
    ଧନ୍ୟ ରେ ଅମଣିଷ ନେତାଗଣ ଛି ......ଛି ତୁମ୍ଭର ନେତାଗିରି.....

  • @sibaprasadkhadanga4375
    @sibaprasadkhadanga4375 3 дня назад +10

    ବିଜେପି ର ନେତା, ମନ୍ତ୍ରୀ ମାନେ କଣ ନିର୍ଭୟ ଗୁମର କଥା ଦେଖୁନାହାନ୍ତି କି ?
    ତେଵେ ସବୁଜାଣି ମଧ୍ୟ ମୌନ ଅବତାର ଧାରଣ କରିଛନ୍ତି କାହିଁକି ?

  • @saratsahoo268
    @saratsahoo268 3 дня назад +4

    ଈଛନ୍ତି ଦାମ୍ଭିକ ରଖିବାକୁ ହସ୍ତେ ସମସ୍ତଙ୍କ ଭାଗ୍ୟ ଡୋରି
    ନିଜ ଭାଗ୍ୟ ଡୋରି କାଳ ହସ୍ତେ ଥାଏ ହେଲେ ଦିଅନ୍ତି ପାଶୋରି

  • @sudarsandalai7001
    @sudarsandalai7001 3 дня назад +8

    କେତେବେଳେ ଆସିବେ ଖଲି ଖୋଜୁଛି

  • @bmn2568
    @bmn2568 3 дня назад +1

    ବବି ଦାସ ଙ୍କ ଏତେ ଦୁର୍ନୀତି ସତ୍ୱେ ମୋହନ ସରକାର ଚୁପ କାହିଁକି? ଆଶ୍ଚର୍ଯ୍ୟ ଲାଗୁଛି ସରକାର ତୁରନ୍ତ ଏହାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

  • @prafulasingh2267
    @prafulasingh2267 3 дня назад +2

    ଆପଣଙ୍କ ବିଶ୍ଳେଷଣ ବହୁତ ସତ୍ୟ ଓ ଆକର୍ଷଣୀୟ । ସମୟକୁ ଅପେକ୍ଷା କରିଥାଉ ।କୁଆଡେ଼ ଗଲେ ଗଉରୀ ନାନୀ ନାଁ ନାଁ ନାଗ ନାନୀ , ତାଙ୍କର ଏବେ ବାହାରିବାର ସମୟ ହେଲାଣି ନାଁ ଆହୁରି ଡେରି ଅଛି , ।

  • @brajabandhusahoo6043
    @brajabandhusahoo6043 2 дня назад +1

    ଜୟନାରାୟଣ ମିଶ୍ରଙ୍କୁ ଗୃହ ମନ୍ତ୍ରୀ କରବା ଦରକାର ସେ sabaad କରପରିବେ.

  • @brajabandhusahoo6043
    @brajabandhusahoo6043 2 дня назад +1

    ନବୀନ ବାବୁ ଏ ଜନ୍ମରେ ତାଙ୍କ ପାପର ପ୍ରାୟଶ୍ଚିତ କରିପାରିବେ ନାହିଁ ଅତି କମରେ ଶହେ ଜନ୍ମ ଲାଗିବ, ଶାସ୍ତ୍ର କହେ ରାଜ୍ୟର ପାପ ରଜାମୁଣ୍ଡରେ. ଜୟ ଜଗନ୍ନାଥ.

  • @budhadityapradhan8001
    @budhadityapradhan8001 3 дня назад +9

    Powerful corruption in Bjd rule

  • @ajaykumarbehera5018
    @ajaykumarbehera5018 3 дня назад +4

    ଆଜ୍ଞା,ବିଜୁ,ଜନତାଦଳ,ଚୋରମାନକଡ଼ାଲଚ୍ଚୋରି,କରିସରିଲାପରେ, ନିଜର ନିଜେ,ଛୁ

  • @narayanmahapatra3102
    @narayanmahapatra3102 2 дня назад

    ଅନେକ ଅନେକ ଧନ୍ୟବାଦ ଏଇ ନିଚ୍ଛକ ନିର୍ଭୀକ ବିଶ୍ଳେଷଣ ଲାଗି। 15 ତାରିଖ ପୂର୍ବରୁ ମୋହନ ସରକାର ସେ ଘର ଜବତ କରିବା ଦରକାର।

  • @baikunthnathsahoo1259
    @baikunthnathsahoo1259 3 дня назад +1

    ଯେଉଁମାନେ ଏ ଆଖଡରେ ଭାଗିଦାରି ଅଛନ୍ତି ସମସ୍ତଙ୍କୁ ଧରି ଭିତରେ ପୁରେଇ ଦିଅନ୍ତୁ ନୂଆ ସରକାରଙ୍କୁ ଆମ ଅନୁରୋଧ ।

  • @ratankumarmohanty5121
    @ratankumarmohanty5121 2 дня назад

    ନବୀନ ସରକାର ର କଳଙ୍କିତ ଶାସନର ଗୁମର ଖୋଲୁଥିବା ରୁ ନିର୍ଭୟ କୁ କୋଟି କୋଟି ଧନ୍ୟ ବାଦ ଜଣାଉଛୁ।

  • @prabodharanjanbalabantaray1990
    @prabodharanjanbalabantaray1990 2 дня назад

    🙏ନିର୍ଭୟ ପୋଗ୍ରାମର ସତ୍ୟ ଉପସ୍ଥାପନା ସମସ୍ତଙ୍କୁ ନିର୍ଭୟ କରିବାରେ ସହାୟକ ହେଉଛି ! ଏମିତି ପୋଗ୍ରାମ ଆଗକୁ ଜାରି ରହୁ ! ସୁନ୍ଦର ଉପସ୍ଥାପନା 🙏ଜୟଜଗନ୍ନାଥ

  • @rajeshbeheraoo
    @rajeshbeheraoo 3 дня назад +4

    ପୋଇସା କଢ଼ିକି ନେଇଗଲେ

  • @jagannathmishra5300
    @jagannathmishra5300 3 дня назад +2

    ସବୁ ତ ଆଗରୁ ଯେମିତି ଚାଲିଥିଲା ଏବେ ଆରମ୍ଭ ହେଲାଣି। ସଚିବ ଙ୍କ ଶାସନ ମେଳା।
    ବିଜେପି ସରକାର ଙ୍କ ଉପରେ ଭରଷା ......!

  • @bichitramallik864
    @bichitramallik864 2 дня назад

    ଅତି ସୁନ୍ଦର ଉପସ୍ଥାପନା କରିଥିଲେ ସାର୍ 🎉

  • @manjupravamishra8000
    @manjupravamishra8000 3 дня назад +2

    ଆଜ୍ଞା ବିଜେଡିରେ ତ'" କମ୍ବଳ ‌ଯାକ ବାଳ କେତେ ଉପାଡ଼ିଵେ "ତାହା ନୂଆ ସରକାରଙ୍କର ନିକଟରେ କାଠିକର ପାଠ ହେବ!!ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @geetaranisamal6638
    @geetaranisamal6638 3 дня назад +4

    ନମସ୍କାର 🙏

  • @debarajsarangi8819
    @debarajsarangi8819 2 дня назад +1

    ବିଜେପି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆନ୍ତୁ ,ଲୋକେ ଉତ୍କଣ୍ଠର ସହ ଅପେକ୍ଷା କରିଛନ୍ତି ।

  • @dayanidhl1067
    @dayanidhl1067 2 дня назад +1

    ସାରଥୀ ବାବା ଓ ଅର୍ଚନା ର ରଙ୍ଗଶାଳା ତିଆରି ହୋଇଥିଲା

  • @debendradhal5935
    @debendradhal5935 2 дня назад

    ଧନ୍ୟବାଦ

  • @basantapattnaik7812
    @basantapattnaik7812 3 дня назад +2

    ସାର ପ୍ରଣାମ 🙏🌹
    ସାର ସବୁ ବବି ପ୍ରମାଣ ଭାଙ୍ଗି ଫିଙ୍ଗି ଦେଇ ସାରିଲେଣି କଣ ହେବ କିଛି ହେବ ନାହିଁ l ଖାଲି ଆମେ ମାନେ ଆଲୋଚନା କରିବା ତାଙ୍କୁ କଣ ସଜା ମିଳିବ? ସେ ବବି କଣ ଜେଲ ଜୀବ?
    ବବି ଦାସ କେବେ ଭାଵୀନଥିଲା ହାରିବ ନା ଘର ଭାଙ୍ଗିବ l ସେ ଭାବିଥିଲା ସେଇଠି ଆଉ ପାଞ୍ଚ ବର୍ଷ ରହିବ ଏବଂ ବିଳାସ ପୁର୍ଣ ରେ ଜୀବନ ବିତେଇ ବ

  • @user-sl4yh2yt4c
    @user-sl4yh2yt4c 3 дня назад +2

    ସାଦର ପ୍ରଣାମ 🙏ଏଇତ ଆରମ୍ଭ...ଗୀତଟିଏ ମନେ ପଡୁଛି, "ଇଏ ହେଇନି କିଛି, ଆଗକୁ କଣ ହଉଛି.."ବବିଙ୍କ ଗଡ଼ ବବି ନିଜେ ଗଢ଼ିଥିଲେ, ନିଜେ ଭାଙ୍ଗିଲେ... ବିଜେଡିର କୁହାଳିଆ ମୁଖପାତ୍ର ସବୁ କୁଆଡେ ଗଲେ...??? କି ବିରିମାଡ ଦେଖି କୋଳଥ ଚେପା ଭଳି ସବୁ ଗାତରେ ପଶିଗଲେ...? କଥାରେ ଅଛି,"କତରା ଘୋଡ଼େଇହେଲେ ଯମ କଣ ଛାଡିବ...???" ଜୟ ଶ୍ରୀରାମ 🙏🙏🙏

  • @bijaykumarsahoo7429
    @bijaykumarsahoo7429 3 дня назад

    Sir many many thanks,Apananka nirbhikata ku salut . Jay jagannath

  • @motilalpradhan3080
    @motilalpradhan3080 2 дня назад

    ଏତେ ହେଲା ପରେ ବି, ଜି ଏ ବିଭାଗ କିମ୍ୱା ସରକାର ଶୀଘ୍ର ଆକ୍ସନ ନିଅନ୍ତୁ

  • @benudharpatra9256
    @benudharpatra9256 3 дня назад +1

    GA ସଚିବ ର ଚାକିରି ଟା ସବୁବେଳେ ଭୟରେ କାମ କରୁଥାଏ ।

  • @parshuramdash2118
    @parshuramdash2118 3 дня назад

    ଧନ୍ୟବାଦ ନବିନ ବାବୁ। ଆପଣଙ୍କ ଉପସ୍ଥାପନ

  • @gyanabratamohanty4219
    @gyanabratamohanty4219 2 дня назад +1

    ସମ୍ପଦ ବେଳେ ସର୍ବେ ସଖା - ବିପଦେ ନ ମିଳନ୍ତି ଦେଖା | ବାମ ହାତର କର୍ମ ଫଳ ଡାହାଣ ହାତ ନିଏ ନାହିଁ | ଏହି ଇନ୍ଦ୍ର ଭୁବନକୁ ସବୁ ଦେବତା ( ବଡ଼ ଅଫିସର ) ଯାଉଥିଲେ | କି ସାହସ ଦେଖ ! ଏ ପରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଡ଼ - ଏବେ ସମ୍ଭାଳ | 😂😂

  • @prafullamohanty5557
    @prafullamohanty5557 2 дня назад

    ସୁନ୍ଦର ଉପସ୍ଥାପନା ପୋଲ ଖୋଲ ଏ ଗୁଡାକ ଜେଲ୍ ନୁହଁ ଫାଶୀ ଦେବା ଦରକାର କାରଣ ଅନେକ ହତ୍ୟା ମାମଲାରେ ସଂପୃକ୍ତ ଥିବେ। ସଲାଙ୍କ ବାପା ସମ୍ପତ୍ତି ଭାବିଛନ୍ତି ଓଡ଼ିଶା କୁ । ଆମେ ଓଡ଼ିଆ ମେଣ୍ଢା ଏଥିପାଇଁ ଦାୟୀ।

  • @Jagannath-oc9ht
    @Jagannath-oc9ht 3 дня назад

    ଜଣେ ଭାଇ କହି ଛନ୍ତି ଗୁମରକଥା ଶୁଣିବା ପାଇଁ ସ୍ବତନ୍ତ୍ର ସମୟ ବହାର କରିବାକୁ ପଡେ । ନିହାତି ସତ କଥା ।

  • @prafullakumarsahoo2639
    @prafullakumarsahoo2639 3 дня назад +1

    ନବିନଜୀ ବିଜୁବାବୁଙ୍କ ଔରସରୁଜାତ ହେଲାପରି ଜଣାପଡୁନାହି।ଡିଏନଏ ଟେଷ୍ଟ ହେବାର ଥିଲା।ଭଲରେ ନଜାଣି ଆମେ ବୋକାଗୁଡା ତାଙ୍କୁ ଭୋଟ୍ ଦେବାରେ ଲାଗିଥିଲୁ।ଲୋକଟା ଏଡେ ସାଙ୍ଘାତିକ?ଏତେ ଅବିବେକୀ?ଓଡିଶାଟାକୁ ନଷ୍ଟ କରିଦେଲା।

  • @biswanathmunda2455
    @biswanathmunda2455 День назад

    ଜୟ ଶ୍ରୀ ରାମ

  • @sushilsamal3789
    @sushilsamal3789 3 дня назад +1

    ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଦରକାର

  • @mihirdwivedi8843
    @mihirdwivedi8843 3 дня назад +1

    Let Pratap Dev, Sasmit, Mangaraj, Lenin Ispita n Pandian should clarify on this issue.

  • @ramachandradas
    @ramachandradas 2 дня назад

    Good Thank your discussion

  • @dibakarpanda7420
    @dibakarpanda7420 3 дня назад +2

    GA Department sacretari nku suspend karajau

  • @sachikantasahoo6981
    @sachikantasahoo6981 2 дня назад

    ଭଗବାନ ଶୀଘ୍ର ଦଣ୍ଡ ଦିଅନ୍ତୁ ଲୋକ ମାନେ ଭୁଲି ଯିବା ପୂର୍ବରୁ

  • @manojpanda2956
    @manojpanda2956 3 дня назад

    ଆପଣ ଯେଉଁ ସବୁ ବିଷୟମାନ ଉପସ୍ଥାପନ କରୁଛନ୍ତି, ତାହା ଆମ ମୋହନ ସରକାର ଙ୍କ ଦୃଷ୍ଟିଗୋଚର କରୁଛନ୍ତିତ , ନହେଲେ ବହୁତ ଦୁଃଖ ଲାଗିବ

  • @prasantasahu4737
    @prasantasahu4737 День назад

    ନିର୍ଭୟ ଏକ ନିରପେକ୍ଷ ନ୍ୟୁଜ ଓ ଏହା ମୋର ପ୍ରଥମ ପସନ୍ଦ ର ନ୍ୟୁଜ ନବୀନ ଦାସ ଙ୍କ ସତ ସାହସ କୁ ମୁଁ ପ୍ରଣାମ କରୁଛି

  • @satyanarayanpadhi8509
    @satyanarayanpadhi8509 3 дня назад

    ବବି ଙ୍କ ଶିସ୍ ମହଲ କେଳେଙ୍କାରି ଦେଖିକି ବହୁତ ଦୁଃଖ ଲାଗୁଛି।
    ଜନ୍ମ ରୁ ମୃତୁ ପର୍ଯ୍ୟନ୍ତ ଦେଉଥିବା ଜନସାଧାରଣ ଙ୍କ ଟିକସ ରେ ଏମାନେ ରଙ୍ଗଶାଳା ମଧୁଶାଳା ଓ ପଲଙ୍କ ସେବା ଉପଭୋଗ କରୁଛନ୍ତି, ସତରେ ବହୁତ ଦୁଃଖ ଲାଗୁଛି।

  • @dhaneswardas548
    @dhaneswardas548 3 дня назад

    ମୁଁ ଭାବୁଛି ତାଙ୍କ ଦଳ ର ନେତାମାନେ ଏହା ଦେଖି ନଖ ଘସୁଥିବେ.. ଓ ହସୁ ଥିବେ ନିଶ୍ଚୟ...

  • @prasantapadhan6192
    @prasantapadhan6192 2 дня назад

    ସବୁ ନାରୀନେତ୍ରି ଅଭିନେତ୍ରି ମାନଙ୍କୁ ଏଠି ଘଷାଘଷି ଚାଲିଥିଲା
    ଏଠି ସବୁ ପାପକର୍ମ ଚାଲୁଥିଲା
    ଏହାର ପର୍ଦାଫାଶ ହେଉ

  • @Prem-1989-official
    @Prem-1989-official 3 дня назад +2

    Sir 2019 Vijay ketan IAS officer ku pandian micha case re vigilance re phasei dei thila. Se upare gote video banantu