How Long Will Raghubar Show His Mercy For Naveen | No Comments

Поделиться
HTML-код
  • Опубликовано: 17 ноя 2024

Комментарии • 82

  • @sangrammohanty4026
    @sangrammohanty4026 Месяц назад +15

    କିଏ ନାମ ଦେଲା ରଘୁବର
    ପୁଅ ମାମଲାରେ ହରବର
    ଜଗନ୍ନାଥେ ଗୋଟେ କାମକର
    ତାଙ୍କୁ ଏଠୁ ଶୀଘ୍ର ବିଦାକର ପୁଅକୁ ପଠାଅ କାରାଗାର।

  • @krishnaengineersconsultant1751
    @krishnaengineersconsultant1751 Месяц назад +2

    ରଘୁବର ପୁଅ ମାଡ଼ ବାବଦରେ କିଛି କୁହନ୍ତୁ।

  • @jchoudhury274
    @jchoudhury274 Месяц назад +4

    ରଘୁବର କିମ୍ବା BJP ସରକାର ଦୁର୍ନୀତି ବିରୋଧ ରେ କିଛି ଆକ୍ସନ ନ ନିଅନ୍ତି ଓଡ଼ିଶା ବାସୀ ଙ୍କ ବିରୋଧ ର ସମ୍ମୁଖୀନ ହେବେ ଜୟ ଜଗନ୍ନାଥ

  • @rabindrarath9474
    @rabindrarath9474 Месяц назад +3

    ଓଡିଶାସ୍ୱାର୍ଥ ପାଇଁ ସମସ୍ତ ଦୁର୍ନୀତି ତଦନ୍ତ ଆଦେଶ ରାଜ୍ୟପାଳ ଦେବାପାଇଁ ଅନୁରୋଧ

  • @susantasahoo9544
    @susantasahoo9544 Месяц назад +3

    ମାନନୀୟ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଯଦି ନବୀନ, ନବୀନ ଓ ପାଣ୍ଡିୟନ୍ ବିପକ୍ଷରେ ମକଦ୍ଦମା ଚାଲିବା ପାଇଁ ଅନୁମତି ଦେବେ , ତାଙ୍କ ପୁତ୍ର ନିଶ୍ଚିନ୍ତ ଆରେଷ୍ଟ ହେବେ । ଶତ ପ୍ରତିଶତ ଶତ।

  • @ajitkumarpanda6388
    @ajitkumarpanda6388 Месяц назад +3

    ରଘୁବର ତ ହରଡ଼ଘଣାରେ ପୁଅ ର କଲା କର୍ମ ପାଇଁ,,,,,,,,ତାଙ୍କ ର ନବୀନ ପ୍ରୀତି କେତେଦିନ ରହିବ ଲୋକେ ଚାହିଁ କି ବସିଛନ୍ତି,,,,,,

  • @kalucharanpaikray7238
    @kalucharanpaikray7238 Месяц назад

    ଉଭୟଙ୍କର ପୁତ୍ର ମୋହ..
    ପାଇଁ ସତ୍ୟ ବଦଳରେ ମିଥ୍ୟା ର ଆଶ୍ରୟ ନେଇଛନ୍ତି..

  • @manjupravamishra8000
    @manjupravamishra8000 Месяц назад

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @surendrajena8316
    @surendrajena8316 Месяц назад

    ଆମ ଓଡ଼ିଶାର ବର୍ତ୍ତମାନ୍ ର ମହାମହିମ ରାଜ୍ୟପାଳ ପୂର୍ବତନ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଓ ପାଣ୍ଡିଆନ୍ ଙ୍କ ବିରୁଦ୍ଧରେ ହୋଇଥିବା ଅଦାଲତ୍ ମାମଲା ଚାଲିବା ପାଇଁ ଅନୁମତି ନ ଦେବା ଅର୍ଥ ଆମେ କ'ଣ ବୁଝିବୁ ଯେ, ରାଜ୍ୟପାଳ ଓ ନବିନ ପଟ୍ଟନାୟକଙ୍କ ମଧ୍ୟରେ କିଛି ଗୋଟାଏ ଶଲା ଶୁତୁରା ହୋଇଛି , ତେଣୁ ରାଜ୍ୟପାଳ ମାମଲା ଚାଲିବା ପାଇଁ ଅନୁମତି ଦେଉ ନାହାନ୍ତି।ରାଜ୍ୟର ସ୍ବାର୍ଥ ମହାମହିମ ରାଜ୍ୟପାଳ ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୂହେଁ।

  • @unlimitedstatus7362
    @unlimitedstatus7362 Месяц назад

    I accept your voice

  • @lalatenduparida6198
    @lalatenduparida6198 Месяц назад

    Jay Jagannath🙏🙏🙏

  • @chhabindramansingh73
    @chhabindramansingh73 Месяц назад +1

    Bjp ଆଉ ରଘୁବର ଜଦି ଦୟା ଦେଖାନ୍ତି ନବୀନ କୁ, ଜଗନ୍ନାଥ କ୍ଷମାଦେବେନି ଜାଗ୍ରତ ହୁଅ ରଘୁବର

  • @laxmidharnayak4191
    @laxmidharnayak4191 Месяц назад +1

    ସଠିକ୍ ସମୟୋପଯୋଗୀ ଉପସ୍ଥାପନା। ମାତ୍ର ପ୍ରକୃତ ଚାବି ଦିଲ୍ଲୀରେ ଅଛି। ଆଉ ଭିତିରି ସମ୍ପର୍କ ର ନାୟକ ଜଣେ ଓଡ଼ିଆ ମନ୍ତ୍ରୀ। ନିର୍ବାଚନ ଶେଷ ପ୍ରତିଶ୍ରୁତି ଶେଷ। ଏବେ ବିଜେପି ଦୃଷ୍ଟି ରେ ବିଜେଡି ଭାଇ । ନବୀନ ପାନ୍ଡିଆନ ଗୋଟି ତୁଳସୀ। ଲୋକେ ଭୋଟ ଦେଇ ଭକୁଆ ହୁଅନ୍ତୁ, କିଛି ଯାଆସ ନାହିଁ। ୫ ବର୍ଷ ପାଇଁ ପଟ୍ଟା ମିଳି ଯାଇଛି।

  • @rajkishorpandia6875
    @rajkishorpandia6875 Месяц назад +1

    ତମେ ଗୋଟେ ବାଳ ସାମ୍ବାଦିକ ।ତମକୁ ରାଜ୍ୟରେ ୧ ପ୍ରତିଶତ ଲୋକ ଜାଣି ଛନ୍ତି କି?

  • @rajanikantabiswal2669
    @rajanikantabiswal2669 Месяц назад

    ଦୀଲ୍ଲୀ ବଲା ଙ୍କ ହାତ ରେ ଚାବି କଣ କରିବେ ରଘୁ ବର

  • @brajakishorepadhi4022
    @brajakishorepadhi4022 Месяц назад +7

    ଯଥାଶିଘ୍ର ରଘୁବର ମହାଶୟ ନବୀନ ପଟ୍ଟନାୟକ ବୁଢା ଉପରେ ଆକସନ ନିଅନ୍ତୁ।

  • @kishorchsrichandan307
    @kishorchsrichandan307 Месяц назад +7

    ରାଜ୍ୟପଳଙ୍କ କର୍ତ୍ତବୟବୋଧ ପୁଅ ମୋହ ରେ ବୁଡାଇ ଦେଇଛି।

  • @kabitasahoo8385
    @kabitasahoo8385 Месяц назад

    Everything has its own time. I have faith 🙏.

  • @bishnumishra8668
    @bishnumishra8668 Месяц назад

    ସେ ଯିବେ MLA Election ଲଢ଼ିବେ

  • @arucharanpradhan5502
    @arucharanpradhan5502 Месяц назад

    ରାଜ୍ୟର ରାଜ୍ୟପାଳ ଅର୍ଡର ଦେଇଦେବା ଉଚିତ ହେବ। ନଚେତ୍ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ପାଳ ମଧ୍ୟ ଦୋଷୀ ହେବେ। ଜଗନ୍ନାଥ ତାଙ୍କୁ ବି କ୍ଷମା ଦେବେ ନାହିଁ।

  • @DinabandhuNaik-yw1xs
    @DinabandhuNaik-yw1xs Месяц назад

    ଜଗନ୍ନାଥ ଙ୍କ ଜମି ଦେଲେ ଜଗନ୍ନାଥ ଡ୍ରୋହି ହେବେ

  • @BishwaRanjanDas-wn1ru
    @BishwaRanjanDas-wn1ru Месяц назад

    ବିଜେପି ପ୍ରବକ୍ତା ରଘୁବର ଲଢିବେ ନିର୍ବାଚନ 😂

  • @Funnytrainvideos-u1g
    @Funnytrainvideos-u1g Месяц назад

    Sir absolutely right

  • @santoshprasadmishra4977
    @santoshprasadmishra4977 Месяц назад +1

    Raghubar kichhi karibe nahin. Morning shows the day.

  • @SantoshKumarBhoi-w7h
    @SantoshKumarBhoi-w7h Месяц назад +1

    ସେ ଓଡ଼ିଆ ହୋଇଥିଲେ ଜଗନ୍ନାଥଙ୍କ ଜମି ମାମଲାରେ ନବିନ୍ ବିରୋଧରେ ଅଦାଲତରେ ମାମଲା ପାଇଁ ଅନୁମତି ଦିଅନ୍ତେ,ଜଗନ୍ନାଥଙ୍କ ଜମି ଯିଏ ନେଲେ ଯିଏ ଖାଇଲେ ରଘୁବରଙ୍କ କଣ ଯାଉଛି।

  • @kalpanaparida3178
    @kalpanaparida3178 Месяц назад

    Right

  • @surendrajena8316
    @surendrajena8316 Месяц назад +4

    ଯଦି ଉପସ୍ଥିତ ଭାଜପା ସରକାର ନବିନ ଙ୍କର ବିଗତ ସରକାର ସମୟର ଦୁର୍ନୀତି ବିରୁଦ୍ଧରେ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଓଡ଼ିଶାରେ ଆଗାମି ପାଞ୍ଚ ବର୍ଷ ପରେ ଆଉ ଭାଜପା ଓଡ଼ିଶାରେ କେବେହେଲେ ସରକାର ରେ ଆସିପାରିବ ନାହିଁ।

  • @dharmdarshikar
    @dharmdarshikar Месяц назад

    ସମୟ କହିବ😊

  • @krushnamohanprusty2728
    @krushnamohanprusty2728 Месяц назад +1

    ରାଜନୈତିକ ବେପାରୀମାନେ ସବୁସମୟରେ ଭାଇ ଭାଇ । ତେଣୁ ମିଳିତ ଭାବେ ଜନତାଙ୍କୁ ଭେଳିକି ଦେଖାଇ ଠକିବା ଓ ନିଜର ସ୍ବାର୍ଥ ସିଦ୍ଧି ହେଉଛି ଏକସୂତ୍ରୀ କାର୍ଯ୍ୟକ୍ରମ ?
    Made for eachother ?🎉

  • @pramodkumarrout7641
    @pramodkumarrout7641 Месяц назад +1

    ମାନ୍ୟବର ପଦ ଛାଡିବା ପୂର୍ବ ରୁ ଆଦେଶ ମଞୁର କର ।

    • @dasharathi2271
      @dasharathi2271 Месяц назад

      Kichhi hebani, Revenue minister thile Manamohana Samala, Se aaga jibe😅😅😅

    • @dasharathi2271
      @dasharathi2271 Месяц назад

      Pandian Amita saha Relationship good, kichhi hebani😅😅😅😅

  • @satyabansarangi7693
    @satyabansarangi7693 Месяц назад +2

    Is Indian judiciary so weak?

  • @Dr.HemantaKumar
    @Dr.HemantaKumar Месяц назад +1

    ପୁତ୍ର ମୋହରେ ଅନ୍ଧ ରାଜ୍ୟପାଳ,ପୁଅ ଦୋଷ ଜନିତ ଦୁର୍ବଳତା ନିଶ୍ଚୟ।

  • @manjushaswain1037
    @manjushaswain1037 Месяц назад +1

    ରାଜ୍ୟପାଳ ଏ ଦୁଇଟି ଉପରେ ଆଦେଶ ନ ଦେଲେ ରାଜ୍ୟ ପାଳ‌। ଓଡ଼ିଶା ଓ ଓଡ଼ିଆ ଙ୍କ ଅହିତା କାଂକ୍ଷୀ ହେବେ। ।

  • @mr.ashok678
    @mr.ashok678 Месяц назад

    If you will do this i will do that.
    Let us compromise .Let jaganatha witness as a lifelees wood log.

  • @gopabandhubehera453
    @gopabandhubehera453 Месяц назад

    ନମସ୍କାର ଗଫିବୁ ଏବେ ତୁ ମିଛ ଖବର ବିଜେପିକୁ ଟେକିବୁ ବରାବର ବିଜେଡି ଉପରେ କରିବୁ ମିଛ ପ୍ରହାର। ପଡ ଗୁଡିକ କେମିତି ଲାଗିଲା

  • @supriyasahoo4400
    @supriyasahoo4400 Месяц назад +1

    Dabe sir nihati dabe thik samayare dabe .jor ka jhatka dhire se lagega .tike time re dabe

  • @chandipadapanda4707
    @chandipadapanda4707 Месяц назад +2

    ମାନ୍ଯବର ରାଜ୍ଯପାଳ କଣ ପାଇଁ ଏପରି ଅହେତୁକ ଦୟା ଦେଖାଉଛନ୍ତି ତାହା ଜଣା ପଡୁନାହିଁ ।

  • @bibektripathy602
    @bibektripathy602 Месяц назад

    Mr.ନବୀନ ପଟ୍ଟାୟକଙ୍କୁ ଢାଲ କରୁଛନ୍ତି ଉଭୟ bjp ଓ କଂଗ୍ରେସ ୟା ଉପରେ ବି ତର୍ଜମା କରିକି ଗୋଟେ ଭିଡିଓ କରନ୍ତୁ ନବୀନ sir

    • @kiranrout7658
      @kiranrout7658 Месяц назад

      @@bibektripathy602 are yeh ta bjp chamcha yeh kain bjp against re kahiba

  • @sarattripathy3668
    @sarattripathy3668 Месяц назад

    Very stylish Namaskar opening comment.

  • @suryakantadash7624
    @suryakantadash7624 Месяц назад +1

    ମାନ୍ୟବର ରାଜ୍ୟପାଳ ମହୋଦୟ ତୁରନ୍ତ ଦିଅନ୍ତୁ ତଦନ୍ତ ପାଇଁ ବର

  • @binodsahoo3374
    @binodsahoo3374 Месяц назад

    What about the show cause notice issued to 2 OSDs for disciplinary action?

  • @i_amhbb
    @i_amhbb Месяц назад +2

    Chanda mg chhodi puo 😅

  • @bishnucharantripathy8938
    @bishnucharantripathy8938 Месяц назад

    When Biswaguru had taken enough share , who cares for this gentleman.

  • @thirdeye9492
    @thirdeye9492 Месяц назад

    ରଘୁବର.. ସ୍ଵଭାବରେ ବଡ଼ ବୀରବର...ଜମା ହୁଅନ୍ତୁନି ତରବର...କରିବେ ଉଚିତ କାରବାର.....

  • @lingarajpanda896
    @lingarajpanda896 Месяц назад

    Bjp satrkar nischaya jiba 2029 re karana nabeen sarkar nka durniti ku ghanta ghodauchi

  • @JhasaPradhan-bi5bv
    @JhasaPradhan-bi5bv Месяц назад

    Jharkhand election pore khelo Hebo 😊😊😊😊

  • @ashiskumarbehera6185
    @ashiskumarbehera6185 Месяц назад

    ରଘୁବର ଙ୍କ କିଛି ଦୁର୍ବଳତା ଅଛି l

  • @santoshprasadmishra4977
    @santoshprasadmishra4977 Месяц назад

    BJP & BJP bhitare bhitare gotie, baharaku lokanku dekhaiba pain opposite enemy parties. Modi & Nabin have very good relationship.

  • @satishchandrabehera7291
    @satishchandrabehera7291 Месяц назад

    ଜୟ ଜୟ ଜୟ ଆହେ ରଘୁବର।
    ବେଗି ଦେଇ ଦିଅ ସେଙ୍କ୍ସନ ଅର୍ଡର।।
    ପୁଅ କଥା ତିଳେ ବିଚାର ନ କରି।
    ଅଗ୍ନି ପରୀକ୍ଷାରୁ ଆସ ହେ ବାହାରି।।

  • @akhsyakumarbehera7298
    @akhsyakumarbehera7298 Месяц назад

    ଯଦି ରାଜ୍ୟପାଳ ସାଙ୍କ୍ସନ ଅଡ଼ର ନ ଦିଅନ୍ତି ଓଡିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା ହେବ

  • @tapankumarsahu8392
    @tapankumarsahu8392 Месяц назад

    Bjp working under tamilnadu

  • @chikoodas9524
    @chikoodas9524 Месяц назад +1

    When shall you claim mr governer to make a case against his son for beating our officer ..??? you are. Shameless person .. odia asmita 😂

  • @siladityasukumar5123
    @siladityasukumar5123 Месяц назад

    dayaaban byaktinka pua ku bandhibaku kie nirddesha daba??????

  • @BibhutibhusanaMohanty-eh9kw
    @BibhutibhusanaMohanty-eh9kw Месяц назад

    RaghugurG.Mbara.

  • @kishorebiswal4298
    @kishorebiswal4298 Месяц назад

    ରଘୁବୀର କେତେଦୂର action ନେବେ, ସମୟ କହିବ। ଦୁର୍ନୀତିର ସପକ୍ଷରେ କାର୍ଯ୍ୟ କଲେ ଲୋକ ସମ୍ବଳିବେ ତ?

  • @gyanranjanpradhan5312
    @gyanranjanpradhan5312 Месяц назад +2

    Pua jou badeila se katha kana hela

  • @songspkentertainment6200
    @songspkentertainment6200 Месяц назад

    ସବୁ ଗୁଡ଼ାକ ଚୋର । Governer ହୁଅନ୍ତୁ କିମ୍ବା ଆଉ କିଏ ।

  • @kartikeswarmaharana8338
    @kartikeswarmaharana8338 Месяц назад

    Sub standard reporting by you.Your reporting is also not impartial.

  • @satyabratatripathy7025
    @satyabratatripathy7025 Месяц назад

    BJD,,, BJP bhitare kichhi achhi,,,,

  • @aksahoo346
    @aksahoo346 Месяц назад

    Nabin pattnayak jane dakhya Khiladi teniki jia jaha vabantu. Odisare jou sarkara aasu kintu sabuku se tanka paketa vitare rakhibara sahas achi jay jagnath

  • @jayakrishnapanda5424
    @jayakrishnapanda5424 Месяц назад

    Raghubar fears nabin

  • @bikramkesharibhoi7347
    @bikramkesharibhoi7347 Месяц назад +1

    Bala.katha.kahucha.

    • @Funnytrainvideos-u1g
      @Funnytrainvideos-u1g Месяц назад +2

      Don't use filthy language pl ,Nabin Babu is a bold journalist,give respect

    • @kiranrout7658
      @kiranrout7658 Месяц назад

      ​@@Funnytrainvideos-u1gchorota sala bjp chamcha mgh eta

    • @ghanashyamswain4941
      @ghanashyamswain4941 Месяц назад +1

      Finace minister dr Nirmala and JP Nadda ବିଷୟରେ ହୋଇଥିବା FIR ଗୋଟେ episode କରନ୍ତୁ

  • @jhadeswarpalei788
    @jhadeswarpalei788 Месяц назад

    How long will Raghu show his mercy towards his own son?Ask this question Andha bhakt.

  • @dasharathi2271
    @dasharathi2271 Месяц назад

    Tume jete chileile, bhasana marile kichhi hebani, Aapana kieho, ete bikala heucha😅😅😅😅

  • @ajaybehera8282
    @ajaybehera8282 Месяц назад

    Raghubar bjd ku dyash mara

  • @pramodrath6299
    @pramodrath6299 Месяц назад

    Raghubara khyamata bihina tanka upare achhanti saha o modi tanka bina adesare kichhi kari paribeni Raghu bara

  • @arunkumarbehera9271
    @arunkumarbehera9271 Месяц назад

    Right