Mohan Majhi Interview : ନ୍ୟୁଜ ୧୮ ମଞ୍ଚରେ ମୁଖ୍ୟମନ୍ତ୍ରୀ | Aatmanirbhar Odisha 2024 |Exclusive Interview

Поделиться
HTML-код
  • Опубликовано: 19 дек 2024

Комментарии • 460

  • @Kalundia436
    @Kalundia436 20 часов назад +116

    ହେ news 18 ତମର ସୋ ଭାଗ୍ଯ ଯେ ଗୋଟିଏ ମୂଖ୍ଯ ମନ୍ତ୍ରୀଙ୍କ ର ଇଣ୍ଟରଭିଉ ନେଉଛ. ନବୀନ ଥିଲେ ମିଳି ନଥାନ୍ତା .

    • @timepass.1989
      @timepass.1989 15 часов назад +8

      Nabin Pattnaik gote chora

    • @DEEPANKAR_SINGH99
      @DEEPANKAR_SINGH99 14 часов назад +1

      ନଵୀନ ପଟ୍ଟନାୟକ ଚୋର ନଶ୍ଚୟ ହେଲେ ଵିଜେପି ପରି ଡହରା ନୁହେଁ ।

    • @soumyabvu2377
      @soumyabvu2377 13 часов назад

      ​@@timepass.1989Jemiti tu au to bapa na ki...

    • @biswajitpradhan5976
      @biswajitpradhan5976 13 часов назад

      Bhai spelling correct kra 😅 thn gte bada loka naa re kahiba​@@timepass.1989

    • @timepass.1989
      @timepass.1989 11 часов назад

      @@soumyabvu2377 tu gote bastard ta ...tora bopa ku pachara tora keteta bapa...nabin Pattnaik tora bapa badhe... odisha ku kangal kari 1lac cr ra loan odisha upare kari jaichhi...jt job 8barsa pare matra 14k fill karichhi....

  • @RanjanKumar-mx1ki
    @RanjanKumar-mx1ki День назад +121

    ମାନ୍ୟବର CM ଙ୍କୁ ମୋର ଅନୁରୋଧ ଯଦି ସମୃଦ୍ଧ ଓ ବିକାଶ ଓଡିଶା ଗଢ଼ିବାକୁ ଆଗ୍ରହୀ ତେବେ ରାଜ୍ୟରେ ଯେତେ ନଦୀ, ନାଳ ଅଛି ସବୁଥିରେ ନଦୀବନ୍ଧ ଓ check dam କରି ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଣ ଓ ଜମି କୁ ଜଳ ସେଚନ ବ୍ୟାପକ କରନ୍ତୁ,
    ଚାଷ ଓ ଚାଷୀ ଙ୍କୁ ପ୍ରାଧାନ୍ୟ ଦିଅନ୍ତୁ
    ପ୍ରତି ବ୍ଲକ ରେ ସୋଲାର ଶୀତଳ ଭଣ୍ଡାର ନିର୍ମାଣ କରନ୍ତୁ l
    ଧନ୍ଦା ମୂଳକ ଶିକ୍ଷା କେନ୍ଦ୍ର କୁ ବ୍ୟାପକ କରନ୍ତୁ
    ପ୍ରତି ବ୍ଲକ ରେ multy ସ୍ପେସିଆଲିଷ୍ଟ ମେଡିକାଲ କରନ୍ତୁ
    ତେବେ ଲୋକେ ଉପକୃତ ହେବେ

  • @AntaryamiKhamari-z2g
    @AntaryamiKhamari-z2g День назад +101

    ନିର୍ମଳ ହୃଦୟ ମୋହନ ମାଝୀ ସୁନ୍ଦର ଓଡିଶା ସୁଦୃଢ ହେବ ଜୟ ମା ସମଲେଶ୍ୱରୀ

  • @AntaryamiKhamari-z2g
    @AntaryamiKhamari-z2g День назад +77

    ନବୀନ ପାଣ୍ଡୁ ଟିକେ ଦୟାକରି ଦେଖ ଓଡ଼ିଆ ସାକ୍ଷାତକାର କେମିତି ମଜା

  • @naikbabu5533
    @naikbabu5533 День назад +122

    ଲୋକଙ୍କର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଜଗନ୍ନାଥ 🙏🙏🙏🙏

  • @keonjhar1234
    @keonjhar1234 22 часа назад +36

    ମୋହନ sir ଜଣେ ହୃଦୟକୁ ବୁଝିଲା ଭଳିଆ ଜଣେ ଭଲ ମଣିଷ ତାଙ୍କ କଥା ବାର୍ତା ଉଚ୍ଚାକୁଠିର ତାଙ୍କ ଭଳିଆ ଜଣେ ଭଲ ମଣିଷ ପାଇବା ନିଆରା ତାଙ୍କ ପାଇଁ ଆମେ ଅଡିଆ ଭାବି ଗର୍ବ କରେ

  • @stuluachary
    @stuluachary 20 часов назад +29

    ଓଡ଼ିଶାର ନଂ-1 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାରଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉🎉

  • @manaswinisahoo6357
    @manaswinisahoo6357 День назад +34

    ଅତ୍ୟନ୍ତ ସଚ୍ଚୋଟ ଏବଂ ନିଚ୍ଛକ ମାନ୍ୟବର ମୁଖ୍ୟମନ୍ତ୍ରୀ ।
    ଆମେ ପରମ ସୌଭାଗ୍ଯଶାଳୀ ଯେ ଏହିଭଳି ମନଲାଖି ମୁଖ୍ୟମନ୍ତ୍ରୀଙ୍କୁ ପାଇଛୁ

  • @paramanandajena9280
    @paramanandajena9280 19 часов назад +16

    ମୋହନ ସାର୍ ଜଣେ ହୃଦୟବାନ୍ ମଣିଷ ସେ ସବୁବେଳେ ଲୋକଙ୍କ ସାଙ୍ଗରେ ଅଛନ୍ତି।ସେ ଆହୁରି ଆଗକୁ ଯିବାପାଇଁ ମହାପ୍ରଭୁ ତାଙ୍କୁ ସହାୟ ହୁଅନ୍ତୁ। ଜୟ ଶ୍ରୀ ଜଗନ୍ନାଥ

  • @dillipjena5818
    @dillipjena5818 День назад +48

    ଆତ୍ମ ନିର୍ଭରଶୀଳ ଓଡ଼ିଶା କରିବାକୁ ପ୍ରତ୍ୟେକ ଙ୍କୁ କର୍ମ ଯୋଜନା ଦରକାର, ମାଗଣା ନୁହେଁ । ଏଣୁ ପ୍ରତି ସବଳ ଲୋକଙ୍କୁ କର୍ମସଂସ୍ଥାନ ଦିଅନ୍ତୁ ।

  • @sritansws
    @sritansws День назад +56

    ନିର୍ମଳ ହୃଦୟ ର ଆମ ମୁଖ୍ୟମନ୍ତ୍ରୀ ଟିକେ ହେଲେ ଛନ୍ଦ କପଟ ନାହିଁ ବହୁତ ଭଲ ଲାଗିଲା

  • @litumajhi6652
    @litumajhi6652 День назад +45

    ମାନ୍ୟବର ମୁଖ୍ୟ ମନ୍ତ୍ରୀ ମହାଦୟ ଆଜି ଜଣେଇ ଦେଇଛନ୍ତି ଯେ ଆମ ମୁଖ୍ୟ ମନ୍ତ୍ରୀ ନୁହେଁ ତୁମେ ବି ସାଡେ ଚାରି କଟି ଓଡ଼ିଆ ଲକ ବି ସମସ୍ତେ ଜଣେ ଜଣେ ମୁଖ ମନ୍ତ୍ରୀ
    ଆପଣକୁ ମୋର ଘନିଷ୍ଠ ପ୍ରଣାମ sir ଆପଣ ମାଡିଚାଲ ଅପଣଂକ ସାଥିରେ ଓଡିଶା ଅଛି
    ଜୟ ଜଗନ୍ନାଥ ସାହା ନିଶ୍ଚିତ ହେବେ
    ଜୟ ଜଗନ୍ନାଥ ନମଃ 🙏🙏🙏🙏🙏🙏🙏🙏🙏🙏
    🙏🙏🙏🙏🙏🙏

  • @kartikmohanta8992
    @kartikmohanta8992 День назад +38

    OBC ର ୨୭% reservation ଓଡ଼ିଶା ରେ ଦିଆଯାଉ? ଖାଲି st, sc କୁ ଦେଲେ ହେବ OBC ର ଜନସଂଖ୍ୟା ୫୫% ଓଡ଼ିଶା ରେ

  • @PRADIPKUMARNAIK-wj2oj
    @PRADIPKUMARNAIK-wj2oj День назад +45

    ଓଡିଶା ର ହେବ ବିକାଶ ମୋହନ ମାଝୀ ଜିନ୍ଦାବାଦ

  • @kabitamishra4069
    @kabitamishra4069 День назад +17

    Dhanyabad C M Sir.

  • @coolmuna143
    @coolmuna143 День назад +18

    Best CM

  • @gobindadanasana7011
    @gobindadanasana7011 23 часа назад +17

    ମୋହନ ଚରଣ ମାଝୀ ଜଣେ ସାଧା ସିଧା ମଣିଷ ନବୀନ ଭଳିଆ କାହା ଇସାରା ରେ ଚାଲିବା ଲୋକ ନୁହଁନ୍ତି ( ମାଁ ସମଲେଇ )ଭଲ କରି ରଖିଥାଉ

  • @benudharanti5195
    @benudharanti5195 22 часа назад +13

    ବହୁତ ସୁନ୍ଦର ଆମ CM ❤❤

  • @Skstarvlog3735
    @Skstarvlog3735 День назад +48

    ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ବାବୁ। ଟିକେ ବି ଗର୍ବ ନାଇ।

    • @debashishdeba9030
      @debashishdeba9030 16 часов назад +1

      Hn bhai Mukhiya mantri sir nko Ei nir ahakari saralta bhaw ku gendua dala mane dekhi paru nahanti seithi pain toh ei gendua mane kohuchhonti je kehi bi beizzati kori deuchhi iye kemiti cm

  • @rameshchandrajena9319
    @rameshchandrajena9319 День назад +24

    ଧନ୍ୟବାଦ ଆମ ଲୋକଙ୍କ ମୁଖ୍ୟମନ୍ତ୍ରୀ 🙏

  • @sarbeswarpradhan9427
    @sarbeswarpradhan9427 День назад +13

    ଜୟ ଜଗନ୍ନାଥ ମାଝୀ ବାବୁ 🙏🏻🙏🏻🙏🏻🙏🏻ଦୀର୍ଘାୟୁ ଭଵଃ 🙌🏻🙌🏻🙌🏻🙏🏻🙏🏻🙏🏻

  • @BijayKumarMajhi-gg8lv
    @BijayKumarMajhi-gg8lv 22 часа назад +8

    ବହୁତ ସୁନ୍ଦର ଵିଚାର ଭାବନା ଆମ ମୁଖ୍ୟମନ୍ତ୍ରୀ ଶ୍ରୀ ମହୋନ ଚରଣ ମାଝୀ ଚାଷୀ, ଗରିବୀ ମାନଙ୍କ ପାଇଁ ଅନେକ ଯୋଜନା କୁ କାର୍ଯ୍ୟକାରି କରୁଛନ୍ତି 🙏🙏🙏🙏🙏🙏🙏🙏 ଆଗାମୀ ଦିନରେ ଅଫିସର ଵା ବାବୁ ରାଜ କୁ ଖତମ କରିବାପାଇଁ ନିଷ୍ପତି ନିଅନ୍ତୁ ବହୁତ ସୁନ୍ଦର ଓଡିଶା ତିଆରିରେ ସଫଳ ହେବ ନୂଆ ଓଡିଶା ତିଆରିହେଇପାରିବ

  • @Tulu-o9o
    @Tulu-o9o День назад +19

    CM sir thank you ❤❤❤❤🙏🙏🙏

  • @trilochanaprusty5631
    @trilochanaprusty5631 День назад +70

    ମୋହନ ସରକାର ସବୁଠାରୁ ଭଲ

  • @rabisahu230
    @rabisahu230 5 часов назад +1

    ମୋର ବହୁତ ପସନ୍ଦର ଲୋକ ଧିରେ ଧିରେ ସବୁ ସମସ୍ୟାର ସମାଧାନ କରିବେ ବୋଲି ଆଶା ! ପ୍ରିୟ ମୁଖ୍ଯମନ୍ତ୍ରୀ ମୋହନବାବୁଙ୍କୁ ପ୍ରଭୁ ଜଗନ୍ନାଥ ଶକ୍ତି ଆଉ ଧର୍ଯ୍ଯ ଦିଅନ୍ତୁ ଓଡିଶାକୁ ଶକ୍ତ ଆଉ ସ୍ବତନ୍ତ୍ର ରାଜ୍ୟ ଗଠନ କରିବାରେ ! ଜୟ ଜଗନ୍ନାଥ !

  • @rajanikantabiswal2669
    @rajanikantabiswal2669 День назад +10

    ମୋ ମୁଖ୍ଯମନ୍ତ୍ରୀ ଲୋକ ଙ୍କ ମୁଖ୍ଯମନ୍ତ୍ରୀ ଜୟ ଜଗନ୍ନାଥ

  • @jamesjames6386
    @jamesjames6386 День назад +25

    Jay ho.... mohan majhi agyaan

  • @blessonmedia296
    @blessonmedia296 23 часа назад +28

    ନବିନ ପଟ୍ଟନାୟକ କେବେ ବି ଓଡ଼ିଆ ଚେନାଲ ରେ ଏମିତି Interview ଦେଇ ନ ଥିଲେ କି ଲୋକ ଙ୍କ ସାମ୍ନା ରେ ଓଡ଼ିଆରେ କହି ପାରୁ ନ ଥିଲେ ମୋହନ ମାଝୀ sir Great 👍 ଓଡ଼ିଆ ଭାଷା ଓଡ଼ିଆ ସଂସ୍କୃତି ଓଡ଼ିଆ କଳା ର ପ୍ରଚଳନ ଜାରି ରହୁ ସବୁ ଜାଗା ରେ ....

  • @babrubahansahoo2471
    @babrubahansahoo2471 19 часов назад +6

    ଜୟ ଶ୍ରୀରାମ🙏🏻
    ମୋହନ ଭାଇନା ଆମର ଲୋକଙ୍କର ମୁଖ୍ୟମନ୍ତ୍ରୀ

  • @kanheichransethi1032
    @kanheichransethi1032 21 час назад +16

    PMନରେନ୍ଦ୍ର ମୋଦି ଠାରୁ CM ମହନ ଚରଣ ମାଝୀ 100 ଗୁଣ ରେ ବହୁତ୍ ଭଲ

    • @anilbara7229
      @anilbara7229 18 часов назад

      Bekar 5YR RE odisha ku bikri kori debe ohhh I'm very sad

    • @jayantedit1905
      @jayantedit1905 15 часов назад

      ତମେ କିଣିବ ବୋଧେ ​@@anilbara7229

    • @Stylecarrom
      @Stylecarrom 11 часов назад

      ବିଜେଡି ହା ହା ହା ବାଧି ଯାଉଥିବ​@@anilbara7229

  • @GHASIRAMPATRA-zm3ji
    @GHASIRAMPATRA-zm3ji День назад +10

    Mohan ସରକାର ❤

  • @gopalsamantray7804
    @gopalsamantray7804 День назад +20

    Great chief minister

  • @sanjibswain97
    @sanjibswain97 День назад +10

    Very. Nice

  • @pintumiku7993
    @pintumiku7993 День назад +19

    My❤best cm mohan manjhi❤❤❤❤

  • @AbhimanyuNahak-l6u
    @AbhimanyuNahak-l6u День назад +12

    TQ so much sir.God bless you.

  • @BikramKuPal-z4l
    @BikramKuPal-z4l 22 часа назад +9

    Love you ମୋହନ sir CM ❤️❤️❤️❤️🙏🙏🙏🙏🙏

  • @jitendrabehera4249
    @jitendrabehera4249 День назад +16

    ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରୁଛୁ ବିଗତ ଦୀର୍ଘ ବାର ବର୍ଷ ହେବ outsourcong employe ଅବହେଳିତ କୁସ୍ଚିତ ଅବସ୍ଥା ରେ ଥାଇ ବି ସରକାର ଙ୍କ ର କାମକୁ ସୁଚାରୁ ରୂପେ କରି ଆସୁଛୁ ସେମାନଙ୍କୁ ନିଅମିତ କରନ୍ତୁ ସେଇ ଲୋକ ମାନଙ୍କ ଭିତରେ ଏମାନେ ଆସୁଛନ୍ତି ଏତିକି ଅନୁରୋଧ

  • @thetraveller7668
    @thetraveller7668 День назад +15

    Love you our CM

  • @keonjhar1234
    @keonjhar1234 22 часа назад +14

    ମୋହନ sir ଙ୍କୁ ମୁଁ ଅନୁରୋଧ କରୁଛି ଶିକ୍ଷା ଙ୍କୁ ଟିକେ ଦେଖନ୍ତୁ

  • @tilottamasahoo9867
    @tilottamasahoo9867 19 часов назад +4

    ଆଜି ମାନସ ଭାଈ ଆଜ୍ଞା କହୁଛନ୍ତି ଓ ଧୀରେ ହୁଁ କହୁଛନ୍ତି କେମିତି ଲାଗୁଛି କହିବେ

  • @indrakumarbehera5259
    @indrakumarbehera5259 День назад +7

    ସମାନ କାମକୁ ସମାନ ଦରମା କୁଆଡେ ଗଲା?...ପ୍ରାଇମେରୀ ଟିଚରଙ୍କୁ ୧୧୦୦୦ ଟଙ୍କା ମାସକୁ କାହିଁକି?

  • @manaswinisahoo6357
    @manaswinisahoo6357 День назад +12

    ଓଡିଆ ଭାଷା ବ୍ୟାପକ ହେଉ
    ଘରେ ଘରେ, ଛୁଆ ପିଲାମାନଙ୍କ ମଧ୍ଯରେ ଓଡିଆ ଭାଷାର ଆଦର ହେଉ

  • @narayanrouta9270
    @narayanrouta9270 День назад +14

    Bahut bahut dhanyabad mohan babu

  • @Nayakvlogs-c2s
    @Nayakvlogs-c2s День назад +14

    Very good advice sir 🎉🎉🎉

  • @SAHOOBABUVLOGS1997
    @SAHOOBABUVLOGS1997 День назад +11

    Good heart ❤️ person 🎉

  • @sunitabaipaiofficel1018
    @sunitabaipaiofficel1018 День назад +25

    ❤❤❤❤love you Mohan Majhi

  • @Chittaranjan.143
    @Chittaranjan.143 23 часа назад +6

    Great CM mohan sir 🎉🎉🎉

  • @anilbeheraanilbehera5791
    @anilbeheraanilbehera5791 День назад +11

    Good news sir🎉🎉

  • @mahijambu7996
    @mahijambu7996 День назад +5

    ସମାନ କାମକୁ ସମାନ ଦରମା କେବେ ସାର୍ 😢😢😢

  • @ripuchandrasahoo9279
    @ripuchandrasahoo9279 День назад +10

    ବେକାରୀ ସମସ୍ୟା ଦୂର କରିବା ପାଇଁ ଅନେକ ଯୋଜନା କରିବୁ କରିବୁ କହି କହି ଯୁବକ ମାନଙ୍କୁ ବୁଢ଼ା କଲେଣି... LTR, SSD ଆଉ ଅନ୍ୟନ୍ୟ ଶିକ୍ଷକ ପଦବୀ ଶୂନ୍ୟ ପଡିଛି...l private school ବଢି ଚାଲିଛି, govt school ବନ୍ଦ ହୋଇଚାଲିଛି..ସରକାର ଗରିବ ମାନଙ୍କର ମୌଳିକ ଅଧିକାର କୁ ଲୁଣ୍ଠନ କରିଚାଲିଛି l 😢😢
    ବହୁତ ଆଶା ନେଇ ସରକାର change କରିଥିଲୁ..ଆଶା ଆଶାରେ ରହିଯିବ ବୋଲି ଲାଗୁଛି...l ମୁଖ୍ୟ ମନ୍ତ୍ରୀ ମହୋଦୟ ଦୟାକରି ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଦିଗରେ ଟିକିଏ ध्यान ଦିଅନ୍ତୁ..

  • @dakeshwarsabar5410
    @dakeshwarsabar5410 День назад +8

    Jay mohan sarkar jay jagannath 🙏🙏 🙏🙏 🙏🙏 🙏🙏 🙏🙏

  • @uddhabadibaka7476
    @uddhabadibaka7476 20 часов назад +2

    Mohan Majhi jindabad

  • @miss-anjlijaypuria7427
    @miss-anjlijaypuria7427 20 часов назад +2

    ସିଧା ଲୋକଙ୍କ ପାଖରେ ବେଟୁଛନ୍ତି C.M ଧନ୍ୟବାଦ

  • @chittaranjansahu8113
    @chittaranjansahu8113 20 часов назад +2

    ଶୀତଳ ଭଣ୍ଡାର ଆବଶ୍ୟକ ରହିଛି ଆମ ରାଜ୍ୟରେ

  • @rajdeep4478
    @rajdeep4478 12 часов назад +1

    ଧାନ କ୍ୱିଣ୍ଟାଲ 3100 ଟଙ୍କା... ଚାଷୀ ଙ୍କ ପାଇଁ ବହୁତ ବଡ଼ କଥା ଧନ୍ୟବାଦ.

  • @sanojkrdalai1046
    @sanojkrdalai1046 14 часов назад +2

    ଓଡ଼ିଶା ରେ ପ୍ରଥମ ଜଣେ ମୁଖ୍ୟ ମନ୍ତ୍ରୀ ଙ୍କ ଇନ୍ଟରଭିୟୁ।ନବିନ୍ ପଟନାୟକ ୨୪ ବର୍ଷ ଭିତରେ ଗୋଟିଏବି ଚେନେଲ୍ ମାଧ୍ୟମରେ ଇନ୍ଟରଭିୟୁ ଦେଇନାହାନ୍ତି 😂😂😂
    ଜୟ ମୋହନ୍ ଶର୍କରା 🙏💐

  • @itielgomango6415
    @itielgomango6415 14 часов назад +2

    ଶିକ୍ଷକ ଥାଇବି ଅନ୍ଧ ଆମ ମାନ୍ୟବର ବିଜେଡିସମୟରେ sanction ହୋଇସାରିଥିବା LTR ପୋଷ୍ଟ କୁ postpone କରି କରି ନଉଛନ୍ତି.... ଧିକ.. ୟା ଉପରେ ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ 🙏

  • @Old-Clture
    @Old-Clture 20 часов назад +2

    ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ❤

  • @shibanibalapanigrahi1404
    @shibanibalapanigrahi1404 13 часов назад +1

    ସାର୍ ଧନ୍ୟବାଦ ମୋର ଅନୁରୋଧ ପ୍ରାଥମିକ ଶିକ୍ଷା କୁଏତେ ଅଣଦେଖା କାହିଁକି ସାର୍ ଦୟାକରି ଆମକୁ ସାହାଯ୍ ଦରକାର ।

  • @ommsundarampradhan6797
    @ommsundarampradhan6797 18 часов назад +2

    କିନ୍ତୁ ମୁଖ୍ୟ ମନ୍ତ୍ରୀ ଙ୍କୁ ମୋର ଏତିକି ନିବେଦନ।।।।।OBC,ST,SC ସବୁ ପୋଷ୍ଟ ରେ ପଦବୀ ସଂଖ୍ୟା ସମାନ କରାଯାଉ।ST,SC ପାଇଁ ପିଲା ଯଦି କମ୍ ମାର୍କ ରଖି ଚାକିରି ପାଇବ ତାହେଲେ ସେ ଯେଉଁ ପୋଷ୍ଟ ରେ ରହିବ ଠିକ୍ ସେ ତୁଲାଇ ପାରିବେନି।।।।। ଯେପରିକି ଆଜି ର ସ୍କୁଲ୍ ରେ ଥିବା teacher ମାନେ। ଭଲ ପିଲା ଟି ଘରେ ବାଳୁଙ୍ଗା ହୋଇ ରହୁଛି।।। ଦାଦନ ଯାଉଛି କାରଣ ସେ ହେଉଛି OBC।।।

  • @RajlaxmiPagal
    @RajlaxmiPagal 19 часов назад +2

    We are blessed to have People's chief minister 🙏 Sir

  • @ODIAVILLAGE-el7mp
    @ODIAVILLAGE-el7mp 21 час назад +5

    ବହୁତ ବହୁତ ଭଲ ❤

  • @prakashkumarjena.babusan.n3760
    @prakashkumarjena.babusan.n3760 19 часов назад +2

    ଲୋକଙ୍କର ମୁଖ୍ୟମନ୍ତ୍ରୀ ଆମ ମୋହନ ମାଝୀ ଜୟ ଜୟ ଜଗନ୍ନାଥ 🙏🙏🙏🙏

  • @deepakagrawal14
    @deepakagrawal14 22 часа назад +5

    Wao. Proud of you Manash bhai ❤

  • @kabitabeja1568
    @kabitabeja1568 18 часов назад +2

    🎉 congratulations CM sir

  • @DhaneswarDas-v6q
    @DhaneswarDas-v6q 19 часов назад +2

    ଦୟାକରି ନବୀନ ବାବୁ ଙ୍କ ଠାରୁ ଏକ ସାକ୍ଷାତକାର ନେଲେ ଆମେ ଖୁସି ହେବୁ 😊

  • @କଳିଙ୍ଗପୁତ୍ର-ର8ଦ
    @କଳିଙ୍ଗପୁତ୍ର-ର8ଦ 19 часов назад +4

    ନିର୍ମଳ ହୃଦୟ ଓଡ଼ିଆ ଆମ ମାତୃଭାଷା ରେ କଥା ହେବା ଟା ହେଲା ଆମ ଓଡିଆଙ୍କ ମୁଖ୍ୟମନ୍ତ୍ରୀ

  • @laxmidharmirror5500
    @laxmidharmirror5500 16 часов назад +1

    ଆଇ ମା କାହାଣୀ ଏମିତି ଚାଲିବ

  • @AshikPradhan-xc3kr
    @AshikPradhan-xc3kr 22 часа назад +3

    ଆଇ ଲୋଭେ sir ❤❤❤❤❤

  • @kishorechandrasahoo1576
    @kishorechandrasahoo1576 15 часов назад +1

    କଣ୍ଢେଇ ମୁଖ୍ଯମନ୍ତ୍ରୀ

  • @kabitabeja1568
    @kabitabeja1568 18 часов назад +2

    ଆଲୋର ନୂଆ ନାଁ ଲୋକଙ୍କ ସରକାର ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ବିନର୍ମ ନିବେଦନ ସାର୍ ଆଉଟ୍ ସୋରସିଙ୍ଗ ଏବଂ ସର୍ଭିସ୍ ପ୍ରୋଭାଇର ଏଜେନ୍ସି ମାଧ୍ୟମରେ ଚାକିରୀ କରି ବହୁତ ଅସୁବିଧା ଭୋଗ କରୁଛନ୍ତି ଦୟାକରି ଏ ବିଷୟରେ ଟିକେ ବିଚାର କଲେ ଆମେ ମାନେ ଉପକୃତ ହୋଇପାରିବେ

  • @kanhusahoo4289
    @kanhusahoo4289 21 час назад +2

    Ama CM❤❤❤

  • @Ayushmanbadapanda-o8o
    @Ayushmanbadapanda-o8o День назад +2

    Mohon majhi ❤🎉

  • @sradhanjalibariksradhanjalibar
    @sradhanjalibariksradhanjalibar 18 часов назад +1

    Good presentation sir heart touching advice ❤ i pry to pls continue this process

  • @dibyasinghpanda4907
    @dibyasinghpanda4907 День назад +4

    Jai Jagannath swami Nayan path gami Bhabha tume.Prabhu Jagannath Bless to Our Hon’ble Chief Minister Sj.Mohan Charan Majhi For his future achievements.But one thing not compermise like Electcity matter by this Government.Please see this matter.

  • @jobinformationbysksir
    @jobinformationbysksir 19 часов назад +3

    କଥା କୁହା ମୁଖ୍ୟମନ୍ତ୍ରୀ 😅😅😅କାମରେ ନୁହଁ

    • @neerennayak7417
      @neerennayak7417 12 часов назад

      ତମେ ପାଣ୍ଡୁର ତମେ ତମ ବାପା ମା ର ବି ହୋଇ ପାରି ବ ନାହିଁ

  • @ManasDas-rv4mc
    @ManasDas-rv4mc 22 часа назад +2

    Mohan majhi sir ❤️🙏

  • @DhaneswarDas-v6q
    @DhaneswarDas-v6q 19 часов назад +1

    ବହୁତ ଭଲ ଲାଗିଲା, ଧନ୍ୟବାଦ

  • @bidyadharmahanta1631
    @bidyadharmahanta1631 19 часов назад +2

    Thanks for cm sir..

  • @smrutiranjanroutray2787
    @smrutiranjanroutray2787 День назад +6

    ❤❤❤❤

  • @SashankaSekharPatel00
    @SashankaSekharPatel00 19 часов назад +2

    ସରକାରୀ ଚାକିରୀ ବୟସ ସୀମା ୪୦ କୁ ବୃଦ୍ଧି କରାଯାଉ

  • @manojpradhan3184
    @manojpradhan3184 7 часов назад

    ଜୟ ଜଗନ୍ନାଥ ଜୟ ଓଡ଼ିଶା ମୋହନ ଆଜ୍ଞା ପ୍ରଣାମ ଏମିତି ଏତେ ସମୟ ଦେଇ ବିକାଶ ପଥକୁ କହିଲେ ବହୁତ ବହୁତ ଧନ୍ୟବାଦ

  • @aapu_tv
    @aapu_tv 15 часов назад +1

    କିସାନ ସମବୃଦ୍ଧି ଯୋଜନା ସବୁ ଚାଷୀମାନଙ୍କୁ ଦିଅନ୍ତୁ ଏବଂ ଯେତେ ବିହନ, ସାର, ଔ ସଧ, ଦେଉଛନ୍ତି ତାଙ୍କୁ ତଦାରଖ କରନ୍ତୁ,ଆଉ ଚାଷୀ ମାନଙ୍କଠୁ କିଣନ୍ତୁ,

  • @SstarRajesh
    @SstarRajesh 21 час назад +2

    Jai mohon sir jai jagarnnath ❤❤❤🎉🎉

  • @Liveline-k5v
    @Liveline-k5v 8 часов назад

    Jai Jagannath aji ame deki parilu cm sir interview bahut bahut badia Manas babu❤❤❤❤❤

  • @RajlaxmiPagal
    @RajlaxmiPagal 19 часов назад +2

    Sir 🙏🙏😊

  • @rahulkmr4144
    @rahulkmr4144 День назад +6

    Odisha ra mukhyamantri lokankara mukhyamantri mohan majhi

  • @manojnaik1347
    @manojnaik1347 7 часов назад

    ସତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବାର ନଥିଲା... Mp seat କମିଯିବ ବୋଲି ମୋହନ ମାଝୀ କୁ ଦାୟିତ୍ୱ ଦିଆଗଲା... ନହେଲେ ଟାଣୁଆ ନେତା ସବୁ mp ରେ ଜିତିଲେ ତାହା central govt ଗଢିବାରେ ସହଯୋଗ କଲା... ତେଣୁ ମୋହନ ମାଝୀ କୁ ଦିଆଗଲା ହେଲେ କଣ ହବ... ଚାକିରୀ ନାଇଁ ପୁଣି ଦାଦନ ଯାଉଛୁ

  • @PrakashKumar-sp2tq
    @PrakashKumar-sp2tq 12 часов назад

    ଜୟଜଗନ୍ନାଥଜୟଶ୍ରୀରାମଜୟବିଜେପି🎉🎉

  • @ashishdas4843
    @ashishdas4843 23 часа назад +2

    Primary Teacher ଙ୍କୁ ରେଗୁଲାର କରାଯାଉ..

  • @DhirendranathRout
    @DhirendranathRout 20 часов назад +2

    4200gp ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ପାଇବେ କି ନାଁ କୁହନ୍ତୁ।

  • @Aditya-m3k
    @Aditya-m3k 20 часов назад +1

    Jay mohan majhi

  • @bharatipanda6463
    @bharatipanda6463 20 часов назад +1

    Sir ଧାନ ଜଲଦୀ କିଣନୂୁ 🙏

  • @ramachandradas6166
    @ramachandradas6166 19 часов назад +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ 🙏🙏ହେଲେ ଆପଣ ଭିନ୍ନକ୍ଷମଙ୍କ ପାଇଁ ଘୋଷଣା କରିଥିଲେ ୩୫୦୦ ଭତ୍ତା କେବେ ପ୍ରଦାନ କରିବେ ଟିକେ ସାକ୍ଷାତକାର ରେ କହିଥିଲେ ଭଲ ହୋଇଥାନ୍ତା ।🙏🙏

  • @subashchandra7563
    @subashchandra7563 8 часов назад

    ଲୋକ ମାନ ଙ୍କ CM 🙏🙏🙏🙏🙏

  • @niranjannayak3077
    @niranjannayak3077 День назад +2

    jay jagannath🙏🙏

  • @PravakarBehera-uw2xb
    @PravakarBehera-uw2xb 19 часов назад +1

    Jay Jagannath 🙏👍💐💐

  • @mohanpanda9260
    @mohanpanda9260 18 часов назад +1

    ବିଜୁଳି ୩୦୦ ୟୁନିଟି କଣ ପାଇଁ ଦିଆ ଯାଉ ନାହଁ ଫ୍ରୀ

  • @BanaMaliGouda-st2yu
    @BanaMaliGouda-st2yu 10 часов назад +1

    ଭାଇ ମୁଁ ତମକୁ ଗୋଟେ ଭଲ ଲୋକ ଭାବୁଥିଲି 😂😂😂😂😂😂😂😂😂😂😂😂😂😂😂

  • @surathachandrajena9514
    @surathachandrajena9514 17 часов назад +1

    ସହଜ ସରଳ ଭାଷାରେ,ଭାବରେ , ମାନ୍ୟବର ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ବିନମ୍ରତାର ସହିତ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି।ବାଣୀରେ ଓଡ଼ିଶାର ଉନ୍ନତିର ଝଲକ ଫୁଟି ଉଠିଛି ।ଖୁବ୍ କମ୍ ଦିନରେ ଜନପ୍ରିୟତା ସାଉଁଟି ପାରିଛନ୍ତି ।ଦୃଢ ଆଶା ପୋଷଣ କରିବି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ସହାନୁଭୂତି ସହିତ ଆମର ଅତି ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉଦାରବାଦୀ ନୀତି ଓଡ଼ିଶାବାସୀଙ୍କ ଏକ ନୂତନ ଦିଗ୍ ଦର୍ଶନ
    ଦେବାକୁ ଯାଉଛି ।ସଫଳତା ସମ୍ମୁଖରେ।🎉
    ଧନ୍ୟବାଦ । ମହିମା ଅଲେଖ ନିରଞ୍ଜନ କୃପା କରନ୍ତୁ ।।❤🎉