Tama katha re sabu chiliba na kan, budha heloni nija pua jhia nku kebbala odia re padheilani, odisha ra upcoming pila mankanku murkha unsuccessful karibara chakranta tame sabu chaleicho ame janichu, pagala loko gusa emene budhi sudhi achhi na nahi
Your points are especially useful for some relief for the individuals who are trying to make Odia language a mockery. Some English terms are naturally attached to our Nervous Mechanism and they are to be taken as Odia terms and used comfortably. Thank you Sir for your Valuable tips and Feedbacks .
ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ପ୍ରାଥମିକତା ଦିଆଯାଉ, ନଚେତ୍ ଏ ଭାଷା ବିଲୋପ ପଥରେ ଚାଲିଯିବ। ଜୟ ଶ୍ରୀଜଗନ୍ନାଥ 🙏
ଧନ୍ୟବାଦ୍। ଆପଣଙ୍କ ପ୍ରସ୍ତାବକୁ ସରକାର ଗ୍ରହଣ କରିବା ପାଇଁ ଅନୁରୋଧ।
ସାର୍ ଆପଣଙ୍କ ଉପସ୍ଥାପନା ଅତି ସୁନ୍ଦର ଲାଗିଲା । ଆଉ ବହୁତ ଚିନ୍ତା ଵି ଲାଗିଲା , ଏ ଓଡ଼ିଆ ଭାଷା ଆଜି ଏତେ ଅବହେଳିତ କଅଣ ପାଈଁ ।
ବହୁତ ବଢିଆ ଲାଗିଲା ସାର୍ 🙏🙏
ସାରେ ଆପଣଙ୍କୁ ଭଗବାନ ଦୀର୍ଘାଯୁ କରନ୍ତୁ
ସୁନ୍ଦର ବିଚାରଧାରା । ଏମିତି କଲେ ସମସ୍ତେ ଓଡିଆ ଭାଷା କୁ ଗୁରୁତ୍ଵ ଦେବେ।
ଧନ୍ୟବାଦ ସାର୍ ଆମେ ସହରଠାରୁ ବହୁଦୂର ପଲ୍ଲୀବାସୀ ଆଦିବାସୀ କଥାବାର୍ତ୍ତା ହେଉଛୁ , କିନ୍ତୁ ଆମେ ଓଡ଼ିଆ ର ପୁରାତନ ଭାଷା ବି ଅଧିକାଂଶ ବୁଝିପାରୁଛୁ ମାତ୍ର ଆଜିର ଜନସାଧାରଣ ସମସ୍ତ ଭାଷା ଭୁଲି ଯାଇ ବିଦେଶୀ ଭାଷାରେ କଥା କହୁଛନ୍ତି ।
ଆଗ ମନ୍ତ୍ରୀମାନେ ଓଡ଼ିଆ ଲେଖିବା ଶିଖନ୍ତୁ।
ମନ୍ତ୍ରୀ ମାନେ ଓଡିଆ ରେ ଲେଖି ପାରୁନାହାନ୍ତି। ସେମାନେଙ୍କର ଦରମା ପ୍ରଥମେ ବନ୍ଦ ହେବା ଦରକାର ।ତେବେ ସେମାନେ ଜାଣିବେ ଅସ୍ମିତା କଣ। ମୂର୍ଖ ମାନେ ମନ୍ତ୍ରୀ ହେବାର ସୁଯୋଗ ପାଇବେ ନାହିଁକିମ୍ବା ଲୋକହସା ହୁଅନ୍ତେ ନାହିଁ।
ଉତ୍ତମ ବିଚାର। ଦରମା ବନ୍ଦ ନିୟମ ଲାଗୁ ସହିତ ସରକାରୀ କଳ ରେ ଓଡିଆ ଭାଷା ଲାଗୁ ହଉ।
ଆରମ୍ଭ ରୁ ଛୋଟ ମୋଟ ଭୁଲ କୁ କ୍ଷମା କରାଯାଉ।
Tama katha re sabu chiliba na kan, budha heloni nija pua jhia nku kebbala odia re padheilani, odisha ra upcoming pila mankanku murkha unsuccessful karibara chakranta tame sabu chaleicho ame janichu, pagala loko gusa emene budhi sudhi achhi na nahi
@@tssuper410 ଓଡିଆ ପଢିପାରିଥିବାରୁ ଅନେକ ଧନ୍ୟବାଦ୍। କିନ୍ତୁ ଓଡିଆରେ ଲେଖିପାରିଲେନି ଆପଣ। ଛାଡ଼ନ୍ତୁ ସେକଥା।
ସରକାରୀ ଅଫିସ ରେ ଓଡିଆ ରେ ଲେଖାପଢ଼ା ହେଲେ ଆଜି କାଲିର ପିଲାମାନେ କେମିତି ମୁର୍ଖ ହେବେ କେଜାଣି? ଓଡିଆ ପଢିଲେ ପିଲାମାନେ ମୁର୍ଖହେବେ? ତେବେ ଆପଣଙ୍କ ମତରେ ଓଡିଆ ଗୋଟେ ମୁର୍ଖଭାଷା। ଏଇଆତ?
ମୋ ପିଲାମାନେ ଇଂରାଜୀ ମିଡିୟମ୍ ସ୍କୁଲ୍ ରେ ପଢ଼ିଛନ୍ତି। କିନ୍ତୁ ଦଶମ ପର୍ଯ୍ୟନ୍ତ ଓଡିଆ ଭାଷା ପଢ଼ିଛନ୍ତି। ଓଡିଆ ରେ ଭଲ ନମ୍ବର ରଖନ୍ତି। ଓଡିଆ ଶିକ୍ଷକ ଆମକୁ ପ୍ରଶଂସା କରିଛନ୍ତି ଆମ ପିଲାର ଓଡିଆ ରଚନା ପଢିକି। ମୋ ଚାକିରି ଜିବନ ରେ ମୁଁ ମହାରାଷ୍ଟ୍ର ରେ ରହିଚି ଆନ୍ଧ୍ର ରେ ବି ରହିଛି। ମହାରାଷ୍ଟ୍ରରେ ଥିଲାବେଳେ ମୋ ପୁଅ ଜନ୍ମ ହେଲା। ସେଇଠୁ ଜନ୍ମ ପ୍ରମାଣ ପତ୍ର ନବାକୁ ହବ। ସେ ଜନ୍ମ ପ୍ରମାଣ ପତ୍ର ମରାଠୀ ରେ ଲେଖାହେଇ ଆସିଲା। ତାକୁ ଅନ୍ୟ ରାଜ୍ୟରେ ଦେଖାଇବା ପାଇଁ ଗୋଟେ ଆଫିଡେଭିଟ୍ ସହିତ ଇଂରାଜୀ ଅନୁବାଦ କରେଇବାକୁ ପଡିଲା। ବ୍ୟାଙ୍କ ଯାଇ ପଇସା ଉଠେଇବାକୁହେଲେ ମରାଠୀ ଉଇଥଡ୍ରୟାଲ୍ ଫର୍ମ ମିଳେ। ପୁରଣ କଲା ବେଳକୁ ପାଖଲୋକଙ୍କୁ ପଚାରିବାକୁ ପଡେ। ସେଠି ଇଂରାଜୀ ମିଡିୟମ୍ ସ୍କୁଲ୍ ରେ ପଢିଲେ ବି ମରାଠୀ ୧୦୦ନମ୍ବର ପଢିବା ବାଧ୍ୟ। ମରାଠୀ ରେ ଫେଲ୍ ହେଲେ ଫେଲ୍। ଏବେ ମୁଁ ତେଲେଙ୍ଗାନାରେ ଅଛି, ଏଠିବି ସବୁ ଇଂରାଜୀ ମିଡିୟମ ସ୍କୁଲ୍ ରେ ତେଲୁଗୁ ବାଧ୍ୟତାମୂଳକ। ତେଲୁଗୁ ରେ ଫେଲ୍ ହେଲେ ଫେଲ୍।
ମୋ ପିଲାଙ୍କ କଥା ଲେଖିଛନ୍ତି ନା? ମୋ ପୁଅ ଓଡିଆ, ହିନ୍ଦୀ, ଇଂରାଜୀ, ତେଲୁଗୁ ଏବଂ କନ୍ନଡ଼ ଭାଷାରେ କଥାବାର୍ତ୍ତା କରିପାରେ। ମୁର୍ଖ ହବା ଆଉ ମାତୃଭାଷା ପ୍ରେମ ସମ୍ପୁର୍ଣ୍ଣ ଭିନ୍ନ।
ଓଡିଶାରେ ଯେତେ ଇଂରାଜୀ ମିଡିୟମ ସ୍କୁଲ୍ ଅଛି ସେଠି ବି ଅନ୍ୟ ରାଜ୍ୟ ଭଳି ଓଡିଆ ବାଧ୍ୟତାମୂଳକ କରାଯିବା ଉଚିତ।
ଆପଣ ଯଦି ଓଡିଆ ଘର ର ପିଲା ହେଇଥିବେ ତେବେ ନିଶ୍ଚୟ ଓଡ଼ିଆ ଭାଷାକୁ ସ୍ବାଗତ କରିବେ।
ହଁ ଆମ ଦେଶ କଥା କାହିଁକି, ବିଦେଶ କଥା କହିବା। ମତେ କୁହନ୍ତୁ ଜାପାନି ଭାଷା ନଜାଣି ଜାପାନ ରେ ଚାକିରି କରିପାରିବେକି। ଚାଇନାରେ ବା ଲଣ୍ଡନରେ ଆଞ୍ଚଳିକ ଭାଷା ନଜାଣି ଚାକିରି କରିପାରିବେକି? ଯାଇ ବୁଲାବୁଲି କରି ଫେରିପାରିବେ। ପଚାରି ବୁଝିକି ଉତ୍ତର ରଖିବେ। ଆଶାକରୁଚି। ଆପଣ ସରକାରି ସ୍ତରରେ ଓଡିଆ ଭାଷା ପ୍ରଚଳନ କୁ ସମର୍ଥନ କରିବେ।
Chalantu khyama karichaliba odia lopa paiba parjyanta
@@anvlog1851 ଏମିତି ଇଂରାଜୀ ଅକ୍ଷର ରେ ଲେଖିଲେ ଓଡିଆ ଲୋପ ପାଇଯିବ। ଓଡିଆ ରେ ଟାଇପ୍ କରନ୍ତୁ। ଆପଣଙ୍କ ମୋବାଇଲରେ ଓଡିଆ କୀ'ବୋଡ ସେଟିଂ କରନ୍ତୁ।
@@kishorechoudhury7844bas tamara paisa aachhi tame english medium re padheilo, Telangana re rahilo au ama chhua odia re padhiki dadana khati jibe na,
ଆଜ୍ଞା, ଆପଣଙ୍କ ପ୍ରସ୍ତାବମାନ ବେଶ୍ ଗ୍ରହଣୀୟ ! ନିଶ୍ଚୟ ମାତୃଭାଷା ଓଡ଼ିଆ ବଞ୍ଚିରହିବ ! ସାରସ୍ବତ ଅଭିନନ୍ଦନ ! ଧନ୍ୟବାଦ୍ !
Great
ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ
ପୂରା ଠିକ୍ କଥା । ପ୍ରଣାମ ଭାଇ ।
Thank you sir 🎉❤🎉🎉
ଆଜ୍ଞା ଆପଣ ବହୁତ ସରଳ ଭାବରେ ବୁଝିଲେ, ଧନ୍ୟବାଦ ଆପଣଙ୍କୁ sir 🙏🙏
Dhanyabad.sar❤❤❤
ସରକାରୀ ବିଦ୍ୟାଳୟ ରେ ସବୁ କର୍ମଚାରୀ ଅଧିକାରୀ ରାଜନେତା ଯଦି ତାଙ୍କର ପିଲାମାନଙ୍କୁ ପଠେଇଲେ ଓଡ଼ିଆ ଭାଷାର ଉନ୍ନତି ହେବ.
❤
ଆପଣଙ୍କୁ ଶତ ପ୍ରଣାମ ,
Nice information
Respected Sir, Iagree and you are right.
It is a great step for our mother language, Odia.
bahut badhia matamata agya 👍
ପୁରାପୁରି ଠିକ୍ କଥା ଜୟ ଜଗନ୍ନାଥ ❤❤❤❤❤
👍👍👍🙏
ଠିକ୍ କହିଲେ ଆପଣ 🙏
Thanks bhai.
ବୈଷ୍ଣବ ସାର ଙ୍କୁ କୃତଜ୍ଞତା
🙏🙏🙏🙏🙏🙏🙏
ଅଫିସ ରେ ଓଡ଼ିଆ ଭାଷା କାର୍ଯ୍ୟକାରୀ ଵାଧ
ଇଂରାଜୀ ଶବ୍ଦ କୁ ଓଡ଼ିଆରେ ବ୍ୟବହାର ହେବା ଦରକାର ।
Very good concept sir
ପ୍ର ସ୍ଥା ବ ଟି, ଟି କ ଅ ଛି, ଜୟ ଶ୍ରୀ ରାମ
ଠିକ କଥା ସାର କଣ କଲେ ଏହା ସମ୍ଭବ ଆନ୍ୟ ରାଜ୍ୟ ସେ ରାଜ୍ୟ ରେ ଭାଷା ଚାଲୁଚି
ଉଭୟ ସୁବାସ ପଟ୍ଟନାୟକ ଓ ବୈଷ୍ଣବପରିଡ଼ାଙ୍କ ଟିମ୍ ରେ ମୁଁ ଅନେକଦିନଧରି କଳାପତାକା ଅଭିଯାନରେ ସାମିଲ୍ ଥିଲି ଓ ଅଛି।
"ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଅନନ୍ତ ଜୀବନ 🎉 !!
ଉତ୍ତମ ବିଚାର
Sir,your suggestion is mostly acceptable
ଏବେ ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲିଛି
ଓଡ଼ିଆ ଭାଷା ରେ ଲେଖିବା ଯଦି ସତରେ ଆରମ୍ଭ ହୁଏ, ତେବେ ଓଡ଼ିଶା ଭିତରେ କିଛି ଅସୁବିଧା ନାହିଁ। କିନ୍ତୁ ଓଡ଼ିଶା ବାହାର ଅଫିସ୍ କୁ କାହିଁରେ ଲେଖିବେ। ଦଶମ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଠିକ୍ ଅଛି, କିନ୍ତୁ +୨ ବିଜ୍ଞାନ ବେଳେ physics chemistry biology କଣ ଓଡ଼ିଆ ରେ ପଢିହେବ, ଯଦି ବି ହେବ ପିଲା ଓଡ଼ିଆ ରେ ପଢ଼ିକି ବାହାର ପିଲା ସହ ପ୍ରତିଯୋଗିତା କରି ପାରିବନି। Doctor engineer odia ରେପଢି ହେବନି। ଓଡ଼ିଶା ବହୁତ୍ ପଛକୁ ଚାଲି ଯିବ। Progress ଉପରେ ସନ୍ଦେହ ଆସିବ
ଓ ଡିଆ ଭାଷା ରେ ଲେଖିବାକୁ ହେଉ। କିନ୍ତୁ ଓଡ଼ିଆ ରମୂଳକୁରଖିବାକୁହେବ।
ଇଂରାଜୀ ମିଡିୟମ ସ୍କୁଲ ବନ୍ଦ କରାଗଲେ ଓଡ଼ିଆ ଭାଷା ରହିବ
ଲୋକଙ୍କୁ ବୋକା ବନେଇବା ପାଇଁ ଏ ଶବ୍ଦ ବେବାହାର କରାଯାଇଛି,
ଆମ ଅମଲାତନ୍ତ୍ରର ଗାଲୁଆମି ପାଇଁ ଆମ ଓଡ଼ିଆଭାଷା ସରକାରୀ ସ୍ତରରେ ବ୍ୟବହାର କରାଯାଉନି।ଆପଣଙ୍କ କଥା ଏକଦମ୍ ଠିକ୍ ।ବଙ୍ଗାଳୀ,ଆନ୍ଧ୍ରର ତେଲୁଗୁମାନେ କେତେ ସଚେତନ।
ଆପଣ ଓଡିଶାକୁ ଆହୁରି ମୂର୍ଖ କରିବା ପାଇଁ ପ୍ରୟାସ କରୁଛନ୍ତି । ଜାତୀୟ ସ୍ତରର ଭାଷା ସମସ୍ତେ ଶିଖିଲେ ଓଡ଼ିଶାର ଉନ୍ନତି ହେବ ।
ଆପଣ ଭୂଲି ଯାଉଛନ୍ତି ବୋଧେ ବିନୋଦ ଚନ୍ଦ୍ର ନାୟକ, ରାଧାନାଥ ରାୟ, ରଜତ କର, ମାୟାଧର ମାନସିଂହ, ମଧୁବାବୁ ସମସ୍ତେ ଇଗ୍ରlଜି ଭାଷାକୁ ଭଲ ପାଉଥିଲେ କିନ୍ତୁ ଏମାନେ ଓଡିଆ ର ଯୁଗ ଶ୍ରେଷ୍ଠl, ଗୋଟିଏ ଜାତି ତାର ଭାଷା ସଂସ୍କୃତି ରୁ ସୃଷ୍ଠି
ସାଆରେ ମିଶି ମିଶି କି ନୂଆ ବ୍ୟବସ୍ଥାକୁ ପ୍ରଚଳନ କିଛି ବି ଆରମ୍ଭ ହେଉ
ଉଚିତ ପଦକ୍ଷେପ ଏବଂ ଗ୍ରହଣ ଯୋଗ୍ୟ । ଜୟ ଜଗନ୍ନାଥ ।👏👏
ବହୁତ୍ ସୁନ୍ଦର
Beautiful facts ,Respected Sir.
ଓଡ଼ିଆ ପିଲା ଅଣ ଓଡ଼ିଆ ବେଶୀ ଅଛନ୍ତି ,ଓଡ଼ିଆ ଭଲରେ ଜାଣି ନାହାଁନ୍ତି ଯିଏ କି ଇଂରାଜୀ ସ୍କୁଲ ରେ ପଡୁଛନ୍ତି ଆଉ ସରକାରୀ ଚାକିରୀ ପାଇଁ ପାଗଳ ହେଉଛନ୍ତି,, ଓଡ଼ିଆ ମୂର୍ଖ ମାନେ
ପ୍ରତ୍ୟକ ଇଂରାଜୀ ଶବ୍ଦ ର ଓଡିଆ ରୂପାନ୍ତରଣ କଲେ ହିଁ ତା’ର ସାଂସ୍କୃତୀକ ମାନ୍ୟତା ବୃଦ୍ଧି ପାଏ ।
ଓଡିଆ ଭାଷା ଲେଖକ ଚୀନ୍ ଭାଷାରୁ କିଛି ଶିଖନ୍ତୁ
🙏🏻🙏🏻🙏🏻
🙏 🙏
ଧନ୍ଯବାଦ ଶୁଭ ସନ୍ଧ୍ଯା, ଗୁରୁ ନମସ୍କାର 🙏🌹
ଏକଦମ ଠିକ କଥା
ଆପଣଙ୍କ ବିଚାର କୁ ଧନ୍ୟବାଦ
ଆଜ୍ଞା ନମସ୍କାର
ପ୍ରକୃତରେ ଆମ ଭାଷା କୁ ଆମେ ବଞ୍ଚେଇ ରଖିବା ଉଚିତ
ସୁଭାଷ ପଟ୍ଟନାୟକ ଚୀର ଗର୍ବ ଗୌରବ, ଓଡ଼ିଆ ଅସ୍ମିତା ପାଇଁ
ତାଙ୍କର ମୋବାଇଲ ନମ୍ବର ଟିକୁ ଦେବେକି ଆଜ୍ଞା,
ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍
ଧନ୍ୟବାଦ ଆଜ୍ଞା ଆପ ନଙ୍କ (ଓଡିଆ) ଭାଷା ଜୀବିତ ରଖିବାକୁ ତଥ୍ୟ ଓ ଆମ ଏବର ଲୋକଙ୍କ ଜାଣିବା ପାଇ ଗଭୀର ଆଲୋଚନା କରିଥିବାରୁ,(ଜୟ ଓଡ଼ିଆ)
Bahut bhala lagila sir Jay.jagannath
ଉତ୍କଳ ଗୌରବ କେଉଁ ପରିସ୍ଥିତିରେ
ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ?
ତାଲିମ୍ ପରେ ଦରମା ବନ୍ଦ ହେଉ
ଆଗେ ସବୁ ଶବ୍ଦକୁ ଓଡ଼ିଆରେ
ଅନୁବାଦ କରାଯାଉ ।
ଆପଣ ଙ୍କ ଭାଷଣ ଭିତରେ ଅନେକ
ଇଂରାଜୀ ଶବ୍ଦ ରହିଲା |
IAS,ପିଅନ, ଇନକ୍ତିମେଣ୍ଟ୍ ଅଫିସ୍, English କ୍ୟାରେକଟର ବଟମ୍
ଓଡିଆ ଅସ୍ମିତା ବିନ୍ଦାବାଦ୍
ଏକ ବହୁତ ଭଲ ଉପସ୍ଥାପନା, ନିରଂଜନ ପଣ୍ଡା |
+2, +3 Physics, chemistry, biology ସବୁ ଓଡ଼ିଆରେ କରାଯାଉ। English ଯିଏ ପଢ଼ିପରୁନି, ସେ ଓଡ଼ିଆ ରେ ଲେଖିବ। ଅନ୍ୟ ଦେଶ ମାନଙ୍କ କଥା କୁ କେମିତି ବୁଝିବ?
ସାର୍ ଆପଣଙ୍କ ମାଧ୍ୟମ ରେ ଓଡିଆ ମିଦିଆମ୍ ରେ ପଡୁ ଥିବା ପିଲାମାନେ ବହୁତ୍ ଦୁଃଖ କାରଣ ସେମାନେ ଯେଉଁ ପାଠ ପଡ଼ନ୍ତି ସେଗୁଡ଼ିକ ସାଇନ୍ସ ପଡ଼ିଲା ବେଳେ ବହୁତ୍ ଅସୁବିଧା ହୁଏ, ଜାଣିକି ନ ଜାଣିବାହୁଏ କାରଣ ଇଂରାଜୀ ରେ ତାହା କଣ ହୁଏ ଓଡ଼ିଆ ପିଲା ସହଜରେ ଜାଣିବା ସମ୍ଭବ ନୁହେଁ, ତେଣୁ , ଓଡ଼ିଆ ପାଠ ରେ ଇଂରାଜୀ ମାଆ ରାହୁ, ଦ୍ୱିତୀୟ ରେ କେନ୍ଦ୍ର ସ୍ତରରେ ଯେଉଁ ପାଠ କ୍ରମ ଅଛି , ଓଡ଼ିଶା ରେ ସେହା ରାହୁ, ଏହା ଦ୍ଵାରା ଆମ ପିଲା ନିଶ୍ଚିତ ଜାତୀୟ ସ୍ତରରେ ଭଲଭାବେ ଆସିବେ, ଦୟା କରି ଆପଣ ଆଜିର ମୁଖ୍ୟ ମନ୍ତ୍ରୀ ସହିତ ସାକ୍ଷାତ କରି ସତ୍ୟ କହନ୍ତୁ । ଓଡ଼ିଶା ଓ ଓଡ଼ିଆ ପିଲାଙ୍କୁ ବଞ୍ଚନ୍ତୁ । ଆପଣଂକ ସାଧୁ ଉଦ୍ୟମ ପାଇଁ ବହୁତ୍ ଧନ୍ୟବାଦ ।
ଜୟ ଜଗନ୍ନାଥ ମହାପ୍ରଭୁ
ଓଡ଼ିଆ ଭାଷାରେ ଅନେକ ସଂସ୍କୃତ ଶବ୍ଦ ରହିଛି, କିଛିଟା ଇଂରାଜୀ ଶବ୍ଦ ରହିଲେ ଅସୁବିଧା କ'ଣ ? କିଛି ନୁହଁ ସେତେ କିଛି ଫରକ୍ ପଡ଼ିବନି, ତାହା ଏମାନେ ବୁଝିବାକୁ ଅସମର୍ଥ...
ଓଡ଼ିଶାରେ ଯେତେ ସରକାରୀ ସ୍କୁଲ ଅଛି ସେଗୁଡିକ ରେ ଇଂରାଜୀ ପାଠ ବନ୍ଦ କର , ଅନ୍ୟ ରାଜ୍ୟର IAS, ମାନଙ୍କୁ ଓଡ଼ିଶାରେ ଚାକିରି ଦେବା ବନ୍ଦ କରାଯାଉ । ଡାକ୍ତର ମାନେ ଓଡ଼ିଶାରେ ତିଆରି ଔଷଧ,ଓଡ଼ିଆରେ ହିଁ ଲେଖନ୍ତୁ ।
ଏହି ସବୁ ଯଦି ସମ୍ଭବ ହେଇ ପାରିବ ତେବେ କର,ଯଦି ନାହି କାହା ମୁଣ୍ଡ ଖରାପ କରନି ।
ସେଣ୍ଟ୍ରାଲ ଚାକିରି କରିବାକୁ ଓଡ଼ିଆ ମାନେ ମନ ନ ବଳନ୍ତୁ ।
ସବୁଠୁ ଭଲ କଥା ହେଲା ଦରମା ବନ୍ଦ ଏହା ପେଟେନ ମେଡ଼ିସିନ ଭଳିଆ କାମଦେବ ସରକାରୀ ବାବୁମାନେ ନୂଆ ବୁଆ ବୋଲି ବାଧ୍ୟ ହୋଇଯିବ
ଏକମାତ୍ର ବ୍ଯକ୍ତି ଗଜାନନ ମିଶ୍ର ଦିର୍ଘଦିନରୁ ଆନ୍ଦୋଳନ ଚଳାଇ ଆସୁଥିଲେ ତାଙ୍କ ଯୋଗୁ ଆମେ ଜାଣିପାରିଲୁ ଯେ ଭାଷା ଆଇନ୍ ଲାଗୁ ହେବା ଦରକାର। ସେ ଯେଉଁ ଆମରଣ ଅନଶନ କରୁଥିଲେ ମୋର ଉଦ୍ୟମ ଫଳରେ ତାଙ୍କୁ ଅନସନରୁ ବିରତ କରି ପାରିଲୁ ସୁଭାଷ ପଟନାୟକ ଏବଂ ମନ୍ତ୍ରୀ ଦେବୀ ମିଶ୍ରଙ୍କ ସହଯୋଗରେ l ଯାହା ଫଳରେ ଗଜାନନ ମିଶ୍ର ବଞ୍ଚିଗଲେ l ମତେ ଗୋଟିଏ ଶବ୍ଦ କହିଥିଲେ ପବିତ୍ର ଭାଇ କଣ ଚାଲିଛି ମୁଁ ଜାଣି ପାରୁନି, ତାଙ୍କ ସହିତ ଥିବା ବନ୍ଧୁ ମାନେ ଧୋକା ଦେବା ସରକାରୀ ଦଳରେ ସ୍ଥାନ ପାଇବା ପାଇଁ ଉଦ୍ୟମ ରେ ଥିବା ଭଳି ମନେ ହେଉଛି l ମୁଁ ମୋ ପିଲା ଛୁଆଙ୍କୁ ଦେଖି ପାରିବି ନାହିଁ l ଏ କଥା ଶୁଣିବା ପରେ ସୁଭାଷ ବାବୁଙ୍କ ସହ ଆଲୋଚନା ପରେ ଦେବୀ ମିଶ୍ରଙ୍କ ସାହାଯ୍ଯ ନେଇଥିଲୁ l ସେ ଅନସନ ଯୋଗୁଁ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଥିଲା l କମିଟିର ମୁଡ୍ ଅନ୍ୟ ଆଡ଼େ ଯିବାରୁ ମୁଁ ଓ ସୁଭାଷ ବାବୁ କଥା ହୋଇ ମୋର ପ୍ରସ୍ତାବ ଅନୁସାରେ ଭାଷା ଆନ୍ଦୋଳନ ନାମରେ ଆନ୍ଦୋଳନଟି ଆରମ୍ଭ ହେଲା ବୟସ ଦୃଷ୍ଟିରୁ ସୁଭାଷ ବାବୁ ଅଧ୍ୟକ୍ଷ ବୋଲି ଲେଖାଗଲା ତା ପରେ ପ୍ରଦ୍ୟୁମ୍ନ ବାବୁଙ୍କୁ କହିଲି ପ୍ରଦ୍ୟୁମ୍ନ ଭାଇ ଆପଣ ଆମେ ଆରମ୍ଭ କରିବାକୁ ଯାଉଥିବା ଭାଷା ଆନ୍ଦୋଳନ ରେ ରହିବେ ସେ କହିଲେ ପବିତ୍ର ମହାରଥା ପାଇଖାନା ସଫା କରିବା ପାଇଁ ଡାକିଲେ ମୁଁ ନିଶ୍ଚିତ ଯିବି l ଏବଂ ସେହି ଦିନ ତାଙ୍କ ଅଫିସରେ ବସି ଅନ୍ୟ 7/8 ଜଣଙ୍କୁ ଏହି ଅନ୍ଦୋଳନ ରେ ସାମିଲ କରେଇ ଥିଲୁ l ସୁଭାଷ ବାବୁ ପୁଳେ ମିଛ କଥା ଲେଖିବାରୁ ଏବଂ ବନ୍ଦେ ଉତ୍କଳ ଜନନୀ ଜାଗାରେ ବନ୍ଦେ ଓଡି଼ଶା ଜନନୀ ଲେଖିବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ସହ ତାଳ ଦେବାରୁ ଆମେ ତାଙ୍କୁ ଭାଷା ଆନ୍ଦୋଳନରୁ ବହିଷ୍କାର କଲୁ l ଅନେକ୍ କଥା..... ମହାନଦୀ ରେ ବହୁ ପାଣି ବହି ସାରିଲାଣି, ତାହା ଆପଣଙ୍କୁ ଜଣାଇବା ପାଇଁ ବହୁ ଚେଷ୍ଟା କରିଚି କିନ୍ତୁ ଆପଣ ଶୁଣିବା ପାଇଁ ସମୟ ବି ଟିକେ ଦେଲେ ନାହିଁ l ଯାହା ସଙ୍ଗବଦ୍ଧ ଦ୍ଵାରା ହେଇ ପାରିବ ତାହା କେବେହେଲେ ଏକା କରି ପାରିବ ନାହିଁ l ଆପଣ ସୁଭାଷ ବାବୁଙ୍କ ବୟସ ଦୃଷ୍ଟିରୁ ବିଚାର କରି ସେହିଁ ଏକମାତ୍ର ବ୍ଯକ୍ତି ବୋଲି କହିବାରୁ, ମୁଁ ଆପଣକୁ ବୁଝେଇ ବାକୁ ଚେଷ୍ଟା କରିଛି କି ଗଜାନନ ମିଶ୍ରଙ୍କର ଅବଦାନ ଓଡ଼ିଆ ଜାତି କେବେହେଲେ ଭୁଲି ପାରିବ ନାହିଁ l ତାଙ୍କର ଆନ୍ଦୋଳନକୁ ଆମେ ବୋଝିଆ ହୋଇ ବୋହି ଚାଲିଛୁ l ମିଛ କହିହୁଏ କିନ୍ତୁ ମିଛର ପାହାଡ଼ ତିଆରି କଲେ ତାହା ଚିରସ୍ଥାୟୀ ହୁଏ ନାହିଁ l ଯାହା ପରବର୍ତ୍ତୀ ସମୟରେ ସୁଭାଷ ବାବୁ କହୁଛନ୍ତି ବା ଲେଖିଛନ୍ତି ସଂଗଠନ ବାବଦରେ ଯାହା ସତ୍ୟ ତାହା ହିଁ ସତ୍ୟ l ବନ୍ଦେ ଉତ୍କଳ ଜନନୀ
Sabas .
ସଚିବାଳୟ ରେ ଥିବା ସମସ୍ତ କମ୍ପ୍ୟୁଟର ରେ ଓଡ଼ିଆ ଟାଇପିଙ୍ଗ ବ୍ୟବସ୍ଥା ଅଛି ଓ ପ୍ରଶାସନିକ ଭାଷାକୋଷ ର ସଫ୍ଟ କପି ମଧ୍ୟ ଅଛି। ବିଧାନସଭା ପ୍ରଶ୍ନର ଉତ୍ତର ମଧ୍ୟ ଓଡ଼ିଆରେ ଦିଆଯାଏ।
Right Bhai
💜 ଓଡ଼ିଆ ପୁଅର ସ୍ବାଭିମାନ କୁ ସମ୍ମାନ ନ ଦେଇ ସରକାରି ସ୍ତରରେ ବ୍ୟବସ୍ଥାର ଚିନ୍ତାଧାରା ହାତକୁ ନେଉ ନାହାଁନ୍ତି 💙
ତୁମକୁ ବହୁତ ବହୁତ ଧନ୍ୟବାଦ ସାର୍ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଉଚିତ୍ ଜୟ ଜଗନ୍ନାଥ ଜୟ ଶ୍ରୀରାମ
ଓଡ଼ିଆ ଭଷାକୁ କେବଳ କାଗଜ କଲମରେ ସରକାରୀ ମାନ୍ୟତା ଦେଲେ ଏହାର ସମାଧାନ ହେବନି । ଏଥିପାଇଁ ଆଇନ ଆଣିବା ସହ ଆମ ସମସ୍ତଙ୍କ ଆନ୍ତରିକତା ଓ ଭାଷା ପ୍ରତି ସମ୍ମାନ ନିହାତି ଆବଶ୍ୟକ ।
ପ୍ରଣାମ🙏
Sirnkara baktabya bastabik thik lagila. Odia bhasare jete sambhaba sabu karyalayare lekhajau. Nahele Odia bhasa kichhi barsapare biluptahoijiba.
Your points are especially useful for some relief for the individuals who are trying to make Odia language a mockery. Some English terms are naturally attached to our Nervous Mechanism and they are to be taken as Odia terms and used comfortably. Thank you Sir for your Valuable tips and Feedbacks .
100% ଠିକ୍
ଆଜ୍ଞା ନମସ୍କାର ଆମ ଓଡିଶାର ଓଡିଆ ଅସ୍ମିତାର ମାନ ବଢାଇ ବା ପ୍ରୟାସ ସ୍ବାଗତ ଯୋଗ୍ଯ। ବହୁତ ସୁନ୍ଦର ଆଲୋଚନା ଏଥିନେଇ ମୋର ଏକମତ। ସ୍ବତନ୍ତ୍ର ଇଁରାଜୀ ସ୍କୁଲ ଖୋଲାବା ଲଜ୍ଜାଜନକ କଥା।
ଦୁଃଖ କର ବିଷୟ, ଅଳ୍ପ ଦିନ ପରେ ଆମର ଓଡିଆ ଭାଷାର ଲୋପ ହେବାକୁଯାଉଛି।
ବାର୍ତ୍ତା ମଞ୍ଜୁଷା ଏପରି ଅବାନ୍ତର ଭାଷା ସୃଷ୍ଟି କରୁଛନ୍ତି କିଏ? ଆଉ ଏପରି ଶଦ୍ଦ କୁ ସମର୍ଥନ କରି କର୍ଯ୍ଯକାରିହେଉଛି କାହିଁକି ।
ଓଡିଆ ଭାଷା ଉନ୍ନତ ହେଉ ।
ସବୁ ପରିବର୍ତ୍ତନ ଶୀଳ । ଆପଣ ବି ଓଡିଆ ଆଉ ଇଂରାଜୀ ଭାଷାର ବର୍ଣ୍ଣ ଶଙ୍କର ଗହ୍ଵର ଭିତରେ ଓଡିଆ ଭାଷାକୁ ଅଣନିଃଶ୍ବାସୀ କରି ଦେଲେ ସାର୍ । ଅଇନା,କଇଁଚି, ତୋପ,ଅଦାଲତ, ଅଙ୍ଗୁର,tyre,tube, brake, channel ଏସବୁ ଓଡ଼ିଆ ଶବ୍ଦ ନୁହେଁ ସାର୍ । ଆପଣଙ୍କ ମତରେ ଜଦି କେବଳ ବୁଝିବା ପାଇଁ ଏସବୁ ବିଦେଶୀ ଶବ୍ଦକୁ ଓଡିଆ ଭାଷାରେ ବ୍ୟବହାର କରୁ, ତାହା ଓଡିଆ ଭାଷା ପ୍ରତି ଅପମାନ ଆଉ ଓଡ଼ିଆ ଭାଷାର ଶଙ୍କରୀକରଣ ନୁହେଁ କି ? ତେବେ କେଉଁଠି ରହିଲା ଓଡିଆ ଅସ୍ମିତା ? ଆପଣଙ୍କ ବହୁମୂଲ୍ୟ ମତାମତର ଅପେକ୍ଷା ରେ ।
❤
ଅତି ସୁନ୍ଦର ଭାବରେ ସତ କଥା ଆମ ଓଡ଼ିଆ ଭାଷା ପ୍ରତିଷ୍ଠାନରେ ଲାଗୁ ହେଉ
Salute to my elders for their efforts.
ଆପଣ ସଂସ୍କୃତ ରେ ଲେଖା ପଢା କରିବାକୁ ଓଡ଼ିଶା ବାସୀ ଓ ରାଜ୍ୟ ସରକାରଙ୍କୁ ନିବେଦନ କରନ୍ତୁ । କାରଣ ମୋଦି , ୟୋଗୀ ଅତି ଶୀଘ୍ର ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାକୁ ଯାଉଛନ୍ତି ।ସେତେ ବେଳେ ସେମାନେ ଓଡ଼ିଆ ଗ୍ରହଣ କରି ନ ପାରନ୍ତି ।
ଆପଣଙ୍କ ପରିଶ୍ରମ ବୃଥା ହେବ ।
ଜୟ ଉତ୍କଳ ।
ଲୋକ ପ୍ରିୟ ମୋହନ ମାଝି ବହୁ କର୍ମ ବ୍ୟସ୍ତ୍ତ ଭିତରେ ବି ଆମ ଭାଷା ପାଇଁ ତୁରନ୍ତ ଦୃଷ୍ଟିଦେବାକୁ ଜାଗ୍ରତ ହୁଅନ୍ତୁ😊
ଶତ ପ୍ରତିଶତ ପୂରା ଠିକ୍ କୁହନ୍ତି ଆପଣ ଜେଜେ
😊
ଇଂରେଜ ମାନେ ସିନା ଆମ ଦେଶରୁ ଚାଲିଗଲେ ହେଲେ ତାଙ୍କ ଛାପ ଆମ ଦେଶରେ ଛାଡି ଚାଲିଗଲେ
ନିଜ ରାଜ୍ୟର ଭାଷାରେ ସବୁ ରାଜ୍ଯରେ ଚାଲୁଅଛି। ଓଡ଼ିଶାରେ କାହିଁକି ଓଡିଆ ଭାଷାର ବ୍ୟବହାର ହେବନାହିଁ?
Aapanka bujhaeba ate drudha praman au
Sundara jukti.. Dhanta
Dhanyavaad.. Aapanku
ପ୍ରଣାମ
ବହୁତ ସୁନ୍ଦର.. ବୁଝାଇଛନ୍ତି I
Sir Namaskar, Apna thik khichanti.
ଲଢେଇ ଜାରି ରହୁ sir
ଆପଣ ଠିକ୍ କଥା କହୁଛନ୍ତି
Sir ଙ୍କ କଥା ଅକ୍ଷରେ ଅକ୍ଷରେ ସତ। ଓଡ଼ିଆ ଭାଷା ଲେଖିବା ପାଇଁ ଇଂରାଜୀର ସମସ୍ତ ଶବ୍ଦ ଯେ, ଓଡ଼ିଆରେ ଅନୁବାଦ ହେବା ଜରୁରୀ, ଏହା ଠିକ ନୁହେଁ। ସର୍ବତ୍ର ପ୍ରଚଳିତ ଇଂରାଜୀ ଶବ୍ଦ ଓଡ଼ିଆ ଅକ୍ଷରରେ ଲେଖିଦେଲେ ଯଥେଷ୍ଟ।
ଭାଇ ଏକା ଥରକେ ସଂସ୍କୃତ ଭାଷାରେ ସବୁ କିଛି ଲେଖା ପଢା। ,କଥା କହିବା ଆରମ୍ଭ କରିବାକୁ ଚେଷ୍ଟା କରାଯାଉ , କାରଣ ଆମ ଦେଶ କୁଆଡେ ହିନ୍ଦୁ ରାଷ୍ଟ୍ର ହେବାକୁ ଯାଉଚି ।
ଲେଖକମାନେ ଯଥା ସମ୍ବାଦ,ନାଟକ ଲେଖକମାନେ ଲେଖୁଥିବା ଓଡ଼ିଆ ଭାଷାକୁ ମିଶାଇ ମଝିରେ ମଝିରେ yes,but, absolutely ଇତ୍ୟାଦି ନ ଲେଖି ହଁ କିନ୍ତୁ ଲେଖିବାକୁ ବୋଧ ହୁଏ ଲଜ୍ଜ୍ୟା କରୁଛନ୍ତି ନା କଳାକାରଙ୍କୁ ଇଂରାଜୀ ଶବ୍ଦ କହି ବାହାଦୂରୀ ନେବାପାଇଁ ଲେଖି ଅଛନ୍ତି ।
Bilkul right
BSNL କୁ ଯେମିତି anadekha କରି dubai diajauchhi Telecom re ସେମିତି ଓଡ଼ିଆ language ku down kara ଯାଉଛି
ସରକାର ଙ୍କ ତରଫରୁ ଓଡ଼ିଆ ଲେଖା ଆରମ୍ଭ ହେଉ
ସମସ୍ତ ସରକାରୀ ଅଫିସ ଠାରୁ ଆରମ୍ଭ କରି, ଡାକଘର ପ୍ରଭ୍ରୁତି କାର୍ଯାଳୟ ରେ ଓଡିଆ ଭାଷାରେ ଲିଖନ ଓ ପ୍ରଚଳନ କୁ ବାଧ୍ଯତାମୂଳ କରାଯିବା ପାଇଁ ୩୦ ଟି ଯାକ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ଆରମ୍ଭ କରାଯାଉ। ନଚେତ୍ ଏହା କାର୍ଯ୍ୟକାରୀ କଦାପି ହୋଇପାରିବ ନାହିଁ ।
ଅତି ଉଚ କୋଟିର ଉପଦେଶ ଦୟାକରି ହୁଦୟସହିତ ବିଚାର କରନ୍ତୁ
ଆଜ୍ଞା ଅପ୍ରିୟ ବାସ୍ତବତା
ଆମ ଭାଷା ଅନେକ ପ୍ରକାର ବିଦେଶୀ ଶବ୍ଦକୁ ସାମିଲ କରି ସମୃଦ୍ଧ ହୋଇଛି.. ଏଥିରେ ଦ୍ବିମତ ନାହିଁ
ଆରବିକ, ପାରସିକ, ଇଂରାଜୀ ଆଦି ଅନେକ ଭାଷାର ଶବ୍ଦ ଆମେ ବ୍ୟବହାର କରୁ.. ତେଣୁ ଯେଉଁ ଶବ୍ଦ ଗୁଡିକ ବହୁଳ ଭାବରେ ବ୍ୟବହୃତ ଏବଂ ବୋଧଗମ୍ୟ ସେଗୁଡିକୁ ବିକୃତ ଭାବେ ଅନୁବାଦ ନ କରା ଯାଉ.. ଏହା ଦ୍ୱାରା ଓଡ଼ିଆ ଭାଷା ଓଡ଼ିଆଙ୍କ ପାଇଁ କ୍ଳିଷ୍ଟ ହୋଇଯିବ ଏବଂ ଏହାର ଗ୍ରହଣୀୟତା କମିଯିବ
ପ୍ରଣାମ ମହାଶୟ 🙏❤️
ଯିଏ ଓଡ଼ିଆ ରେ ନ ଲେଖିଲେ ଦରମା ବନ୍ଦ୍ ହେବ ବୋଲି କହୁଛନ୍ତି ସିଏ ନିଜେ ଓଡ଼ିଆରେ ଲେଖି ଶିଖି ନାହିଁ କି ସ୍ପଷ୍ଟ ଓଡ଼ିଆରେ କଥା ପଦେ ଠିକସେ କହି ପାରୁ ନାହିଁ,