ହଠାତ୍ ଏମିତି କଣ ହେଲା ଯେ ? ଧର୍ମେନ୍ଦ୍ରଙ୍କ ଉପରେ ଖୁସି ଅଛନ୍ତି ସୁର | Dinanka TV | Jagannath Temple |

Поделиться
HTML-код
  • Опубликовано: 8 июл 2024
  • ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥ ଯାତ୍ରା ଉତ୍ସବ ପାଳନ କରାଯାଇଥିଲା | ଏହି ସମୟରେ ପୁରୀକୁ ଅନେକ ଭକ୍ତ ଆସିଥିବା ବେଳେ କଂଗ୍ରେସ ନେତା ସୁର ରାଉତ ରାୟ ଓ ତାଙ୍କସହ କିଛି ଲୋକ ମହାପ୍ରଭୁଙ୍କ ରଥ ଟାଣିବାକୁ ସେଠାରେ ପହଂଚିଥିଲେ | ଏହି ସମୟରେ ସେମାନଙ୍କୁ ରଥ ଟାଣିବା ପାଇଁ ସେମାନଙ୍କ କର୍ଡନ ଭିତରକୁ ଅଫିସରମାନେ ଛାଡ଼ି ନଥିଲେ | ପରେ ଧର୍ମେନ୍ଦ୍ର ଅଡର ଦେବା ପରେ ଅଫିସର ମାନେ ସେମାନଙ୍କୁ ରଥ ଟାଣିବା ପାଇଁ କର୍ଡନ ଭିତର ବାହାରେ ଫ୍ରି କରିଥିଲେ | ସେଥିପାଇଁ ସୁର ଧର୍ମେନ୍ଦ୍ରଙ୍କ ଉପରେ ଖୁସି ଥିବା କହିଛନ୍ତି | #suraroutray #dharmendrapradhan #jagannathtemple #dinankatv #puri #rathayatra #politicalnews #politicalnewsupdate #elctionnews #2024election #odianews #brakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Комментарии • 2

  • @santoshudayasingh9818
    @santoshudayasingh9818 17 дней назад +1

    Bora jhanji

  • @jullysamal6626
    @jullysamal6626 17 дней назад

    ଆରେ ଅହଙ୍କାରୀ dharama
    ମିଛ abinaya muku
    ଏଇ ଧର୍ମ। ନବୀନ ଲକ୍ଷ୍ମୀ ବସ ରଙ୍ଗ ବଦଳାଇ ନିଜ ନlରେ କରିଥାନ୍ତା କି, ଏଇ ସମ୍ମାନ , ଅ ଲଣ l
    ନବୀନ ଙ୍କୁ ସମ୍ମାନ ଥିଲେ ନବୀନ ସହ ହଟ ମନ୍ ମିଶାଇ ତାଙ୍କ କାମ ଯାହା ହୋଇଛି ତାକୁ ସୁରୁଖୁରୁରେ ଆଗକୁ ବଢ଼ାଇନେବ କଥା