ନବୀନ ନିବାସ ଟଳମଳ,ନୂଆ ଆଞ୍ଚଳିକ ଦଳ ଗଠନର ଅୟମାରମ୍ଭ! | Terachha Baana | ତେରଛା ବାଣ

Поделиться
HTML-код
  • Опубликовано: 6 янв 2025

Комментарии • 36

  • @Dr.HemantaKumar
    @Dr.HemantaKumar 2 дня назад +2

    ବର୍ତ୍ତମାନହିଁ ଉପଯୁକ୍ତ ସମୟ ଗୋଟେ ଦୃଢ ରାଜନୈତିକ ଆଞ୍ଚଳିକ ଦଳ ଗଠନ ନିମିତ୍ତ । ଡକାୟତମାନଙ୍କୁ ବାଦ ଦେଇ ନୂଆ ଦଳ ଗଠନ ହେବା ଉଚିତ।

  • @SukmarMishra
    @SukmarMishra День назад

    ବିଜେଡି ଏବଂ ନବୀନ ଓଡିଶା ରେ ଆତ୍ମା ❤️🙏👍

  • @rajkishordas1396
    @rajkishordas1396 2 дня назад +1

    Good initiative for befitting reaction to BJD supremo Naveen Patnaik.

  • @trilochanpatnaik6321
    @trilochanpatnaik6321 2 дня назад +2

    BJD ଦଳରେ ଅସୁର ଓ ରାକ୍ଷସ ମାନଙ୍କ ବ୍ୟତୀତ ଆଉ କେହି ତ ନଥିଲେ। ଏବେ ପ୍ରଭାତ ବିଶ୍ଵାଳ ଅଧିକା କଣ କହିଲେ ଯେ? ସେ ଦଳରେ ତ ତାମିଲ ରାବଣ ଲଙ୍କପତି ସର୍ବେସର୍ବା ହୋଇ ଶାସନ କରୁଥିଲା ଓ 2024 ରେ ସ୍ଵୟଂ ରାମ ରୂପୀ ମୋହନ ଧ୍ଵଂସ କଲେ। ଆଶା ସତେ କଣ ରାମ ରାଜ୍ୟ ପ୍ରତିଷ୍ଠା ହେବ ଓଡ଼ିଶାରେ? ଭବିଷ୍ୟତ କୁ ଅପେକ୍ଷାରେ ରହିବା।

  • @prakashkumarsarangi4500
    @prakashkumarsarangi4500 День назад +1

    Nabin Pattnaik should take rest now.

  • @SukmarMishra
    @SukmarMishra День назад

    ଉପଯୁକ୍ତ ସମୟରେ ନିଷ୍ପତି ହେବ

  • @laxminarayanbehera2467
    @laxminarayanbehera2467 2 дня назад

    Upastapana pani sradhapurn naman.

  • @parsurampanda3540
    @parsurampanda3540 День назад +1

    ବିଜେଡି ରହିବିନାହିଁ, କଂସ, ରାବଣ ବିଜେଡି ଛଡା କିଏ ହୋଇପାରେ

  • @debiprasadmohapatra6972
    @debiprasadmohapatra6972 14 часов назад

    ଶେଷ ସମୟ ହେଲାଣି ରାମନାମ ଜପ କର, ବିଜେଡି ବିଜେଡି ହେଇକି ତୁମେ ଚାଲିଯିବ

  • @budhadityapradhan8001
    @budhadityapradhan8001 2 дня назад +1

    B. J. D. without power is zero.

  • @PradeepKuDas-ls5xf
    @PradeepKuDas-ls5xf 2 дня назад +1

    କୁରୁ ବଂଶ ପରି ଅବସ୍ଥା ହେବ ଏ ସବୁ କଣ ପାଇଁ ହେଉଛି ମୁହଁ ଖୋଲିବାର ସାହସ୍ କାହାର ବି ନାହିଁ

  • @nareshpattnaik2454
    @nareshpattnaik2454 День назад

    ନବୀନଙ୍କୁ ସର୍ବ ମାନ୍ୟାନେତା କହିବା କୋଉଯୋଗ୍ୟତର ଚିତ୍ରସ

  • @pratapchandrasamal2396
    @pratapchandrasamal2396 День назад +1

    ଆପଣ ବିଜେଡି ଭାଙ୍ଗିବା ପାଇଁ ଏତେ ନଡ଼ିଆ ବାଦେଇଲେଣି ଅଥଚ ଦଳ ଭାଙ୍ଗୁ ନାହିଁ। ଆଉ କେତେ କାହାଣୀ ସୁଣେଇବେ। ବିନା ନବୀନ , ପାଣ୍ଡୁ ଉପାଖ୍ୟାନ ରେ ଆପଣଙ୍କ ର TRP ମିଳୁନାହିଁ କି। ହେ ବିଜେପି ଦାସ, ତୁମ ସରକାର ର ଭବିଷ୍ୟତ ଟିକେ କୁହନା ?

  • @କଳିଙ୍ଗପୁତ୍ର-ର8ଦ

    ନବୀନ ବାଣ୍ଡିଆ ଆଉ କେବେ ବି ଓଡ଼ିଶା ରାଜନୀତିରେ ଆସିବେ ନାହିଁ, ଆଉ ଯେଉଁ ମାନେ ନବୀନ ବାଣ୍ଡିଆ ର ଦଲାଲ୍ କରୁଥିଲେ ସେମାନେ ହଜି ଗଲେଣି,

  • @PradeepKuDas-ls5xf
    @PradeepKuDas-ls5xf 2 дня назад

    ଯେତେ ପ୍ୟାଚ କଲେ ଲାଭ ନାହିଁ ନିଜ ଭିତରେ ଗୋଡ଼ ଟାନୁଛନ୍ତି କିଛି ନେତା

  • @kedarbiswal4575
    @kedarbiswal4575 2 дня назад

    ନଵୀନ ବାବୁଙ୍କ ପରେ ମିଷ୍ଟର ପାଣ୍ଡିଆନ ଏ କଥା ଜଳ ଜଳ ଦେଖା ଯାଉଛି।

  • @bhabagrahimohanty8163
    @bhabagrahimohanty8163 День назад

    Who's asking this gentleman nothing but frustration

  • @SaikhJahir-g4b
    @SaikhJahir-g4b День назад +1

    Nabin patnaik gote brand hisab re jitu thile hele ajibi tankare Raja naitika Gyan ziro ! Kn karibe Budhi disuni , budha manasik jantrana re chat pat hei Rahi jibe

  • @prasantchinara9911
    @prasantchinara9911 2 дня назад +1

    Bjd hatao

  • @agoodcitizen-b3o
    @agoodcitizen-b3o 2 дня назад

    Pandian ebe bi banchichi

  • @anadi323jan
    @anadi323jan 2 дня назад

    The Regional political party going to be formed in Odisha is nothing but something like BijuJanata Dal with same ideology corruption and କୁଶାସନ

  • @chhabindramansingh73
    @chhabindramansingh73 2 дня назад

    Bjd କଣ ରାଜନୈତିକଦଳ, ଜାଲିଆ ଫିସାଦିଆ ଲୁଟେରାଦଳ, ଆଙ୍କ କହିବା କଥା ନବିନା ତାଙ୍କ ନେତା ସେଗଲେ bjd ବୁଡିବ ମାନ୍ୟବର ଅକର୍ମା

  • @DebashisMohapatra-j1l
    @DebashisMohapatra-j1l 2 дня назад

    Fake news. Jay Naveen sir. Jay Jagannath 🙏

  • @bhagirathibarik9956
    @bhagirathibarik9956 2 дня назад

    Jemiti Maharashtra re Ushav gosthi ra Shivsena neta Sanjay Rout ku 2/3 ghanta matusree ra gute room re purai kambal ghudai nirdhum chhechile thik semiti Nabin nibas re Sanyasi ku nirdhum mada hele sabu thik heijiba 😂😂

  • @simanchaldakua4097
    @simanchaldakua4097 2 дня назад

    BJD re Jete achhanti Sabu Ashura Au Rakhash Kichhi Bhabibar nai

  • @ashishpatnaik5171
    @ashishpatnaik5171 2 дня назад

    Wrong❌

  • @chakradharabhoi5958
    @chakradharabhoi5958 2 дня назад +1

    Bahapia Neta

  • @chaitanyamallick7484
    @chaitanyamallick7484 2 дня назад

    Bina nabin pattnaik BJD asi paribanahi kintu pandian hatiba darakar kou neta kichhi na kahilebi samaste pandian birodhi

    • @narendrarout3552
      @narendrarout3552 2 дня назад

      Kana pain. Emane kana tent potuthiba neta,traffic conestabal,chatukar,padachata kukura ,na swarthapar, kimba kritadas na muka badhira o ijjat Hara dui godia pasu samunha ki? Jay jagannath.jay panchasakha

  • @BhagwanSahoo-id5sh
    @BhagwanSahoo-id5sh 2 дня назад

    Jou kathara dam nanhi,darsaknku boka bhabi bhasanarile a pakjrevsamaya nanhi,e vdo ku riport kara jiba

    • @TerachhaBaana
      @TerachhaBaana  2 дня назад

      ଦମ୍ ଯଦି ନାହିଁ ତେବେ ରିପୋର୍ଟ କରିବ କାହିଁକି?🌄