CM Mohan Majhi's Office Has A Mole Too...Who Leaks Information | No Comments | Nirbhay Gumara Katha

Поделиться
HTML-код
  • Опубликовано: 22 янв 2025

Комментарии • 47

  • @RanjanBehera-ge1kf
    @RanjanBehera-ge1kf 15 дней назад +11

    ☀️ ଆଜ୍ଞା, ମୋହନ ମାଝୀ ଯେଉଁ ପୋଲିସ ଦ୍ୱାରା ଅତ୍ୟାଚାରିତ ହେଇଥିଲେ.. ଶାସନକୁ ଆସିଲାପରେ ମୋହନ ମାଝୀ କ'ଣ କହିଲେ ମୁଁ ଦୋଷୀକୁ କ୍ଷମା କଲି.. ସେଇଦିନଠାରୁ ବଢ଼ିଚାଲିଛି ଅରାଜକତା.. ଏଭଳି ଲୋକଠୁ କ'ଣ ଆଶା କରାଯାଇପାରେ...!

    • @AnandaNahak-n3e
      @AnandaNahak-n3e 15 дней назад

      E mahasaya jana nku kehi janinahanti bhai e mshasaya jou bhali endua Dunia re dekhinu ki paibuni daily bahadur gapuchi Khali

  • @shashi7
    @shashi7 14 дней назад +1

    "Can we get more coverage on real issues like education, healthcare, and employment instead of constant political debates? It's time to focus on what truly matters."

  • @susantasahoo9544
    @susantasahoo9544 15 дней назад +4

    ଲୁହା ନରମ ହେଲେ ବିରାଡ଼ି କାମୁଡ଼ି ଗୋଡ଼ାଏ / ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ଆବଶ୍ୟକତା ଠାରୁ ଅଧିକ ନରମ ହୋଇଯାଉଛନ୍ତି / ରାଜ୍ୟ ତଥା ଦଳର ମଙ୍ଗଳ ପାଇଁ ତାଙ୍କୁ ଟିକେ କଠୋର ହେବା ଉଚିତ ଓ ଜରୁରୀ /

  • @subasLenka
    @subasLenka 15 дней назад

    ସେ ରଖିଛି

  • @PRASANNASAHOO-o7m
    @PRASANNASAHOO-o7m 15 дней назад +1

    What a beautiful analysis ! 🙏

  • @SunilBehera-w6s
    @SunilBehera-w6s 15 дней назад +1

    ଜୟ ଶ୍ରୀ ଜଗନ୍ନାଥ ଆଜ୍ଞା ❤❤❤

  • @chandipadapanda4707
    @chandipadapanda4707 15 дней назад +2

    ମୂଷା ଉପାଖ୍ଯାନ ତଥାଗତ ସତପଥୀ ପ୍ରଥମେ ଆରମ୍ଭ କରିଥିଲେ ।

  • @pratapchandrasamal2396
    @pratapchandrasamal2396 15 дней назад +4

    ସବୁ ତ କହିଲେ ପୁଣି ଲୁଚେଇଲେ କାହିଁକି। ଦୁଇଟି ବଡ ମୂଷା ନାଁ କହିଥିଲେ କଣ ଅସୁବିଧା ହୋଇ ଯାଇଥାନ୍ତା ନା ବିଜେପି ପାଖରେ ଆପଣଙ୍କ ପତିଆରା କମି ଯାଇ ଥାଆନ୍ତା। ଲାଲା ତ ଗଲେଣି, ତାଙ୍କୁ ବି ଡର ନା କଣ। ଅବଶ୍ୟ ଗୋଲକ ସବୁ ଗୋଳମାଳ କରିଦେବେ। ଆହୁରି ଅନେକ ଦିଲ୍ଲୀ ମୁଆଁ ଖାଇବା ବାଲା ଅଛନ୍ତି। ହଉ, ଧନ୍ୟବାଦ୍।

    • @comedytadka1
      @comedytadka1 15 дней назад +1

      ଆପଣ ଯାଇ ତାଙ୍କ କାନରେ କହିକି ଆସୁନାହାନ୍ତି, ଏଠି କହିଲେ କଣ ହେବ 😂😂😂

  • @Tukunu7248
    @Tukunu7248 15 дней назад +2

    Dharama chela .

  • @SidharthPrasadDas
    @SidharthPrasadDas 15 дней назад +3

    ଆପଣ ତ ବିଜେପି ର ହିତ ଚିନ୍ତକ କୋଉଠି ମୂଷା ଅଛି ତାକୁ ଯନ୍ତା ବସେଇ ଧର ନହେଲେ ମୋଦି ସାହା କୁ ଜଣାଅ କୋଉ ମୂଷା କୋଉଠି ଅଛି ଚାଲୁଆ କି ଗାତୁଆ କି ଦଳୁଆ କୋଉ ପ୍ରକାର ମୂଷା ଜଣାଓ, ଭଲ ହେବ

  • @durgaprasadsamantaray7084
    @durgaprasadsamantaray7084 15 дней назад +1

    କାଳେ କାଳେ ସବୁ କ୍ଷେତ୍ରରେ ମୂଷା ମାନଙ୍କ ପ୍ରାଦୁର୍ଭାବ ରହିଛି, ସତର୍କ ରହିବା ଉଚିତ।

  • @Jagannath-oc9ht
    @Jagannath-oc9ht 16 дней назад

    ଠିକ୍ ଠିକ୍ ।

  • @BirendraDas-xr1sk
    @BirendraDas-xr1sk 15 дней назад +3

    Suggest Mohan Babu to have administrative training at Mussoorie for countering all types of "Mushas",be it living in holes or in CMO.

    • @BirendraDas-xr1sk
      @BirendraDas-xr1sk 15 дней назад

      Thanks for highlighting my comments on "Musha".

  • @krupasindhubhoi8132
    @krupasindhubhoi8132 15 дней назад +1

    ଓଡିଶା ବିଜେପି ପାଇଁ ବଡ ମୂଷା ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଗୋଷ୍ଟି

  • @sureshchandradash6900
    @sureshchandradash6900 14 дней назад

    ମୋହନ ବାବୁଙ୍କ ଅଫିସରେ ସାଧାରଣ ମୂଷା ନୁହେଁ ଯେଉଁ କେତୋଟି ମୂଷା ଅଛନ୍ତି Rly. ଦାଢ଼ର ମୂଷା ଯେକି concrete କୁ ଗାତ କରିପାରେ

  • @netajidash9367
    @netajidash9367 15 дней назад

    Whaaat? Mole in CM's office?

  • @ganeshpanigrahi5866
    @ganeshpanigrahi5866 15 дней назад

    Thanks for your information against most likely squire, ideal, homely & very popular CM of Odisha Hon'ble Mohan Charan Majhi which is very important to imagination and wonderful message ...

  • @ashutoshmeher7352
    @ashutoshmeher7352 15 дней назад

    ରାଜନୀତିରେ ପାଦରେ ପାଦରେ ମୂଷା ।
    ସବୁ ପଇସା ଆଉ କ୍ଷମତା ର ଖେଳ

  • @odishamoodisha_india
    @odishamoodisha_india 15 дней назад

    Jay Naveen Patnaik 🎉🎉🎉

  • @PuneshSenapati
    @PuneshSenapati 15 дней назад +1

    ମହାଶୟ ଆପଣଙ୍କ ପରାମର୍ଶ ଉପାଦେୟ ଯେ, କିନ୍ତୁ ; ଗୋଇନ୍ଦା ବିଭାଗ ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ କର୍ତ୍ତୃତ୍ବରେ ଅଛି ତାହା ମଧ୍ୟ ଭୀଷଣ ସନ୍ଦେହ ଜନକ।
    ଅତୀତ ରେ ଯେପରି ଗୋଇନ୍ଦା ବିଭାଗ ନବୀନ ବାବୁ ଙ୍କ କର୍ତ୍ତୃତ୍ବରେ ନ ଥାଇ ଭୈରବ ଙ୍କ ପାଖରେ ଉତ୍ତରଦାୟୀ ଥିଲେ। ଫଳତଃ ନବୀନ ବାବୁ କିଛି ବି ଜାଣିପାରୁ ନଥିଲେ।

  • @suvashreeray5494
    @suvashreeray5494 15 дней назад

    I have booked for 5 days web meet. .
    But couldn't call to attend the same.
    Dilip Ray

  • @MarutiEntertainment5241
    @MarutiEntertainment5241 16 дней назад

    Jay shree Ram

  • @dibyasinghamahapatro3994
    @dibyasinghamahapatro3994 15 дней назад

    Atha gum ,cage lagantu

  • @bipracharanjena2736
    @bipracharanjena2736 15 дней назад

    ନିର୍ବାଚନ ପୂର୍ବରୁ ବାପିବାବୁ ମୂଷା ଙ୍କୁ ନିମନ୍ତ୍ରଣ କରି ଆଣିଥିଲେ ସାଧୁ ସାବଧାନ

  • @prabhatgarabadu-hr8cy
    @prabhatgarabadu-hr8cy 15 дней назад

    Sir, ମୁଁ ଆଗରୁ କହିଥିଲି ଆଉ ଏବେବି କହୁଛି, ଏବଂ ଆଗକୁ ଯେତେଥର ଆପଣଙ୍କର ଏ ପ୍ରୋଗ୍ରାମ ଦେଖିବି ସେହି ଗୋଟିଏ କଥା ଆପଣଙ୍କୁ କହିବି ଯେ ଆପଣଙ୍କର ଭିୟୁର୍ସ ମାନଙ୍କୁ ନମସ୍କାର କରିବା ଶୈଳୀ ଏବଂ ଆପଣଙ୍କ ଉପସ୍ଥାପନା ର ଶୈଳୀ ଜମାରୁ ଭଲଲାଗେନା. ମୋତେ ଲାଗେ ଯେମିତି ଆପଣ ତ ନମସ୍କାର କରୁନାହାନ୍ତି ଭିୟୁର୍ସ ଙ୍କୁ ତାତ୍ସଲ୍ୟ କରୁଛନ୍ତି. 😡

  • @Adv.apurba
    @Adv.apurba 15 дней назад

    Yogi model darkar

  • @brajakishorepadhi4022
    @brajakishorepadhi4022 15 дней назад

    ମୁଖମନ୍ତ୍ରୀ ବି ମଣିଷ । ଭଗବାନ ନୁହନ୍ତି

  • @ashutoshsahu2361
    @ashutoshsahu2361 15 дней назад

    Sir bjp dalare bjd,cong musare bharapur, agaku dekibe musa mane bjp dalare utpatkaribe.

  • @rajeshkumarmallick6747
    @rajeshkumarmallick6747 15 дней назад

    Tamaku sabu jana..tame cmo re rahuna...au kichi leak habanni😂😅

  • @santoshpurohit8540
    @santoshpurohit8540 15 дней назад

    😂🙏 Namaskar,Musa sabu, Odisha re dia dein Delhi re chun.. chan...

  • @quoteoftheday2357
    @quoteoftheday2357 15 дней назад

    Mohanji nipata karibe drunitigrastha BJD musa😂

  • @seemapanda5689
    @seemapanda5689 15 дней назад

    Many in BJP on Pandian payroll and BJP and Mohan Majhi spine less really disappointed with BJP