ମୋହନ ମୁଣ୍ଡ କୁଣ୍ଡାଇଲେ, ବିଜେଡିର-ଫାଟୁଛି କାହିଁକି? | Terachha Baana | ତେରଛା ବାଣ

Поделиться
HTML-код
  • Опубликовано: 22 янв 2025

Комментарии • 53

  • @UpendraBehera-o1z
    @UpendraBehera-o1z 15 дней назад +5

    ସୁନ୍ଦର ଉପସ୍ଥାପନା।

  • @psahu9670
    @psahu9670 15 дней назад +1

    Right 👍

  • @KshitiranjanMishra-e5n
    @KshitiranjanMishra-e5n 15 дней назад +2

    Right

  • @birajakumarbarik3038
    @birajakumarbarik3038 15 дней назад +4

    ନୀଚ୍ଚମନା କ୍ରୀତଦାସ ମାନେ ଏପରି କରନ୍ତି , ମୋହନ ମାଝୀ ଙ୍କ କେଉଁ ଗୁଣକୁ ମଦ୍ୟପ ନବୀନ ସମସ୍କନ୍ଦ

  • @prafulasingh2267
    @prafulasingh2267 15 дней назад +5

    ଯେତେ ଅନ୍ୟକୁ ଛୋଟ ଦେଖାଇବାକୁ ଚାହିଁବ ,
    ସେତେ ନିଜେ ଛୋଟ ହୋଇଯିବ ।
    ଯାହା ନବୀନ ବାବୁଙ୍କ ସ୍ଥଳରେ ଦେଖାଯାଉଛି ।

  • @RabindranathPanigrahi-t5l
    @RabindranathPanigrahi-t5l 15 дней назад +3

    24 ବର୍ଷ ଧରି ଖାଉ ଥିଲେ ଏବେ ପାଉ ନାହାନ୍ତି । ବିକଲ ହେଉ ଛନ୍ତି ।

  • @rabinarayandas6779
    @rabinarayandas6779 15 дней назад +2

    U r exclusively right Bipin babu

  • @SunilBehera-w6s
    @SunilBehera-w6s 15 дней назад

    ଜୟ ଶ୍ରୀ ରାମ ❤❤❤❤

  • @trilochanpatnaik6321
    @trilochanpatnaik6321 15 дней назад +1

    ନବୀନ ବାବୁ ଓଡ଼ିଆ କହି ପାରିଲେ ନାହିଁ ପଚିଶ ବର୍ଷ ମଧ୍ୟରେ। ଏହା ଦୋଷ ନୁହଁ। ଓଡ଼ିଆ ଲୋକ ହିନ୍ଦୀ ଇଂରାଜୀ ନ କହିଲେ ଠିକ୍ ରେ ଏହା କଣ ବିଜେଡି ବାଲା ଙ୍କୁ ଲାଜ ଲାଗୁଛି। ଧନ୍ୟ ଅଲାଜୁକ ଦଳ।

  • @pratapchandrasamal2396
    @pratapchandrasamal2396 14 дней назад +1

    ହେ ନିର୍ଲଜ୍ଜ ସାମ୍ବାଦିକ, କେତେ ଦିନ ଆଉ ଗୋଟିଏ ଦଳର ପାଦ ଚାଟିବ। ମୁଖ୍ୟମନ୍ତ୍ରୀଙ୍କ ସରଳତା କୁ ସମସ୍ତେ ପ୍ରଶଂସା କରିବେ କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକିର ଗୋଟେ ମର୍ଯ୍ୟାଦା ଅଛି କି ନାହିଁ ?? ଆପଣ ଜଣେ ବିଶିଷ୍ଟ, ବରିଷ୍ଠ ସାମ୍ବାଦିକ ବୋଲି ଡିଣ୍ଡିମ ପିଟୁଛନ୍ତି। ବିଜେଡି ନେତାଙ୍କ ନିମ୍ନ ମାନସିକତା ଟିପ୍ପଣୀକୁ ଆପଣଙ୍କ ନୀଚ୍ଚ ତର୍ଜମା, ଆଲୋଚନାକୁ ଆହୁରି କଦର୍ଯ୍ୟ କରିଦେଲା। ରାଜ୍ୟରେ ହିଂସା ବଢ଼ିଛି, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ସାରିଲାଣି। ଏହାକୁ ସ୍ୱୀକାର ନକରି ପୂର୍ବ ସରକାରକୁ ଦୋଷ ଦେଇ କାହାକୁ ସୁରକ୍ଷା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ହାତରେ ଗୃହ ବିଭାଗ ଅଛି, କାହିଁକି ଆକ୍ସନ ନେଇ ନାହାନ୍ତି ? ଆପଣଙ୍କୁ ଗୃହ ସଚିବ କରିଦେବା ଦରକାର !!

  • @dushmantkumarnath
    @dushmantkumarnath 15 дней назад +1

    Terechhabana, news best

  • @SidheswarChampia
    @SidheswarChampia 14 дней назад

    Thanks. This is really true....

  • @krushnachandrasahoo6182
    @krushnachandrasahoo6182 15 дней назад +2

    Currect dission terechhabana

  • @subashkanhar7079
    @subashkanhar7079 15 дней назад +1

    Your presentation is very nice

    • @TerachhaBaana
      @TerachhaBaana  15 дней назад

      କିଛି ନୂଆ ଆପଣଙ୍କୁ ଦେଖାଯାଉଛି କି?

  • @pramodapradhan9257
    @pramodapradhan9257 15 дней назад +1

    ଭାଇ ଓଡିଶା କଣ ବି ଜେ ଡି ଓ ନବୀନର ବାପା ସମ୍ପତି ସେମାନଙ୍କ କଥାକୁ ଗୁରୁତ୍ୱ କାହଁକି ଦେଉଛନ୍ତି ହାତୀ ଗଲେ କେଉଁ ମାନେ ଭୁକନ୍ତି ଜାଣି ଥିବେ ଏମାନେ ପାଣ୍ଡୁ ଓ ନବୀନ ର ପାଦ ଚାଟିବା ଅଭ୍ୟାସ ଅଛି ତେଣୁ ଗୁଣ ଛାଡ଼ିବେ କେମିତି

  • @kritanrana2559
    @kritanrana2559 13 дней назад +1

    Rightisar

  • @kalyanpanda5885
    @kalyanpanda5885 14 дней назад +1

    ବାବୁ ନବୀନ ଷ୍ଟେଜ ଉପରେ ସିଗାରେଟ ଟାଣୁଥିଲେ, ସେଥିପାଇଁ ଷ୍ଟେଜ ସାଇଡ ରେ ଛୋଟ ବଖରା ଟିଏ ରହୁଥିଲା..
    ମୁଁ ମୂକ ସାକ୍ଷୀ

  • @anadi323jan
    @anadi323jan 15 дней назад +1

    ସାତ ମାସ ବିତିଗଲା...ବିଜେପିର ମୋହନ ସରକାର ଆଉ ଶିଶୁ ହୋଇ ରହିନାହିଁ...ଗତ ନବୀନ ସରକାରର ଦୋଷ ଦୁର୍ବଳତା ଦୁର୍ନୀତି ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ ନ କରିବାର ଫଳ ଏବେ ମୋହନ ବାବୁଙ୍କୁ ଭୋଗିବାକୁ ପଡୁଛି...ନବୀନ ବାବୁଙ୍କୁ ଯେଉଁ ବିଜେପି ନେତାଙ୍କ କଥାରେ ମୋହନ ବାବୁ ଘଣ୍ଟ ଘୋଡାଇ ରଖିଛନ୍ତି ତାହା ଦିନେ ତାଙ୍କ ପାଇଁ ଦୁର୍ଦିନ ଯେ ନ ଆଣିବ ତାହା କିଏ କହି ପାରିବ ? ଏଣିକି ଦୁର୍ନୀତି ପ୍ରିୟ ନେତାମାନଙ୍କୁ ନିଜ ଅଣ୍ଟିରେ ପୁରେଇ ନ ରଖିବାକୁ ମୁଁ ମୋହନ ବାବୁଙ୍କୁ ଅନୁରୋଧ କରୁଛି

  • @sibaramsahoosibaramsahoo4603
    @sibaramsahoosibaramsahoo4603 15 дней назад

    ଠିକ କହୁଛନ୍ତି ଭାଇ

  • @chandrasekharamahanta4776
    @chandrasekharamahanta4776 15 дней назад

    Nice presentation

  • @chakradharsahoo3684
    @chakradharsahoo3684 15 дней назад

    Nice.

  • @bhaktimarga853
    @bhaktimarga853 15 дней назад +3

    ଆମକୁ ନବୀନ ବାବୁଙ୍କ ଭଳି ମୁଖ୍ୟାମନ୍ତ୍ରୀ। ଦରକାର ନାହିଁ ।

  • @sarbeswarmishra6695
    @sarbeswarmishra6695 15 дней назад +2

    Power. Has. Gone. Out. From. Bjd. Nabin. So. Nabin. Is. Mad

  • @trilochanpatnaik6321
    @trilochanpatnaik6321 15 дней назад

    ବିପିନ ଦାସ ବାବୁ ଯାହା କହିଲେ ତାହା ଶତ ପ୍ରତିଶତ ଠିକ। ମୋହନ ସରକାର ବୁଝିବା କଥା।

  • @raghubirdas7621
    @raghubirdas7621 15 дней назад +1

    Nandi Ghosh T V should be baned

  • @narasinghdas3623
    @narasinghdas3623 15 дней назад

    ରଜା ଆଗରେ ଚାଲନ୍ତି, କୁକୁରମାନେ ପଛରେ ଭୁକିଲେ କି ଲାଭଅଚ୍ଛି ?

  • @sibaramsahoosibaramsahoo4603
    @sibaramsahoosibaramsahoo4603 15 дней назад

    ଗାଡି ରେ ବସି ସିଗାରେଟ ପିଇ ହା ହା ହୁ ହୁ ହେବା ସେ ଗୋଟେ ପାଗଳ ଲୋକ ର ଲକ୍ଷଣ ତେଣୁ ଆମେ ଶାସ୍ତ୍ର ବାଦୀ ହିସାବ ରେ କହୁଛୁ ଯେ ନବୀନ ଗୋଟେ ପାଗଳ ପଶୁ

  • @ParabirPanda-to3rh
    @ParabirPanda-to3rh 15 дней назад +1

    Police are very soft towards them.(BJD)

  • @ParabirPanda-to3rh
    @ParabirPanda-to3rh 15 дней назад +1

    People donot know what to protest.That is many a reason for our State's poverty.

  • @manjushaswain1037
    @manjushaswain1037 15 дней назад

    ନନ୍ଦୀଘୋଷ ସୁଇସ୍ ବ୍ୟାଙ୍କ ରୁ ଲାଞ୍ଚ ନେଇ ଓଡ଼ିଶା ବିରୋଧୀ କାମ କରୁଛି ।

  • @raghubirdas7621
    @raghubirdas7621 10 дней назад

    SHAME SHAME TO BJD

  • @krushnachandrasahoo6182
    @krushnachandrasahoo6182 15 дней назад +1

    B j d mohan majhinku a maagia hinshra dekhi parunahanti

  • @bishnumishra8668
    @bishnumishra8668 15 дней назад

    😂🤣💯✔️

  • @srikantaharichandan1464
    @srikantaharichandan1464 15 дней назад +1

    ଲେଖାଷ୍ରୀ କେତେବେଳେ ବରିଷ୍ଠ ନେତ୍ରୀ ହେଇଗଲେ

    • @TerachhaBaana
      @TerachhaBaana  15 дней назад

      ଆଉ ସେ ଲେଖାଶ୍ରି ନାହାନ୍ତି ,କେବଳ ଲେଖା

  • @raghubirdas7621
    @raghubirdas7621 15 дней назад +1

    Nabin Patnaik is NON ODIA

  • @niranjanrout6358
    @niranjanrout6358 15 дней назад

    ନାଁ ନବୀନ ଯା କରିବେ ତମେ କହିବ ତମେ ସର୍କସ କରିବ ତମକୁ କେହି କହିବେନି

  • @ktu27
    @ktu27 15 дней назад

    They don't know indirectly promote and advertising for respected CM Mohan charan Majhi

  • @JitendranathMundari
    @JitendranathMundari 15 дней назад

    ଏମାନେ ଜଂଗଲି ପଶୁ

  • @chinmayachirasundarjena
    @chinmayachirasundarjena 14 дней назад

    Gendalia nkara khali gandi phata chitkar

  • @RAJKISHORSAHOO-d6r
    @RAJKISHORSAHOO-d6r 15 дней назад

    Lekhashree ra chadi. Khola jau

  • @ranjitasinghranjita1775
    @ranjitasinghranjita1775 15 дней назад +1

    Right