Terachha Baana
Terachha Baana
  • Видео 3 359
  • Просмотров 7 383 457
ଅର୍ଥ ବ୍ୟବସ୍ଥା ନକରି ଭୋଟ ହାତେଇବା ପାଇଁ ନବୀନ କରିଥିଲେ ୧୪୦ ଯୋଜନା!
Join this channel to get access to perks:
ruclips.net/channel/UC6PZb7UCcw1O8-mSGWSlRYwjoin
Просмотров: 7 043

Видео

ବହୁତ କିଛି ଲୁଚାଉଛି ସରକାର! ୨୪ବର୍ଷର କେଳେଙ୍କାରୀ ହେବ କି ଖୋଳତାଡ? | ତେରଛା ବାଣ | Terachha Baana
Просмотров 15 тыс.7 часов назад
Join this channel to get access to perks: ruclips.net/channel/UC6PZb7UCcw1O8-mSGWSlRYwjoin
ଖୋଲିବ ଡାଲି ଦୁର୍ନୀତି ପେଡ଼ି! ବନ୍ଧା ହେବେ ପ୍ରମିଳା ମଲ୍ଲିକ | ତେରଛା ବାଣ | Terachha Baana
Просмотров 5 тыс.12 часов назад
Join this channel to get access to perks: ruclips.net/channel/UC6PZb7UCcw1O8-mSGWSlRYwjoin
କେନ୍ଦ୍ରୀୟ ବଜେଟ ଓ ପୋଲାଭରମ ପ୍ରକଳ୍ପ - ବିଜେଡିର କୁମ୍ଭୀର କାନ୍ଦଣା କେତେଦୂର ଯଥାର୍ଥ?
Просмотров 1,6 тыс.14 часов назад
Join this channel to get access to perks: ruclips.net/channel/UC6PZb7UCcw1O8-mSGWSlRYwjoin
ଶିଷ୍ଟାଚାର ଠାରୁ ବହୁତ ଦୂରରେ ନବୀନ ପଟ୍ଟନାୟକ! | ତେରଛା ବାଣ | Terachha Baana
Просмотров 14 тыс.16 часов назад
Join this channel to get access to perks: ruclips.net/channel/UC6PZb7UCcw1O8-mSGWSlRYwjoin
ନବୀନ-ପାଣ୍ଡିଆନ ନାଟକରେ ବିଜେଡି ଖଳନାୟକ! | ତେରଛା ବାଣ |
Просмотров 3,9 тыс.19 часов назад
Join this channel to get access to perks: ruclips.net/channel/UC6PZb7UCcw1O8-mSGWSlRYwjoin
ସଡକ ଉପରେ ନିର୍ମାଣ ହୋଇଛି ଶଙ୍ଖ ଭବନ! କେବେ ଚାଲିବ 'ମୋହନ' ବୋଲଡୋଜର?
Просмотров 10 тыс.День назад
Join this channel to get access to perks: ruclips.net/channel/UC6PZb7UCcw1O8-mSGWSlRYwjoin
ବ୍ଲାକରୋଜ ପାଇଁ ସାଙ୍ଘାତିକ ଫଶିବେ ବବି! ଡାଇରୀ ଖୋଲୁଛି ସିବିଆଇ | ତେରଛା ବାଣ | Terachha Baana
Просмотров 7 тыс.День назад
ବ୍ଲାକରୋଜ ପାଇଁ ସାଙ୍ଘାତିକ ଫଶିବେ ବବି! ଡାଇରୀ ଖୋଲୁଛି ସିବିଆଇ | ତେରଛା ବାଣ | Terachha Baana
ଭୈରବ ପାଣ୍ଡିଆନଙ୍କ ହାତରେ ବିଜେଡି ମଙ୍ଗ! ଦଳ ଛାଡ଼ିବେ ବରିଷ୍ଠ ନେତା!
Просмотров 22 тыс.День назад
ଭୈରବ ପାଣ୍ଡିଆନଙ୍କ ହାତରେ ବିଜେଡି ମଙ୍ଗ! ଦଳ ଛାଡ଼ିବେ ବରିଷ୍ଠ ନେତା!
ପଦାକୁ ଆସିଲା ରତ୍ନଭଣ୍ଡାର ଚାବି ହଜିବାର ରହସ୍ୟ! | ତେରଛା ବାଣ |Terachha Baana
Просмотров 5 тыс.День назад
ପଦାକୁ ଆସିଲା ରତ୍ନଭଣ୍ଡାର ଚାବି ହଜିବାର ରହସ୍ୟ! | ତେରଛା ବାଣ |Terachha Baana
ବିଜେଡି ଚକ୍ରବ୍ୟୁହରେ ମୋହନ ମାଝି ଗିରଫଦାରୀରୁ ବର୍ତ୍ତିବା ପାଇଁ ପାଣ୍ଡିଆନଙ୍କ ନୂଆ ଷଡଯନ୍ତ୍ର! | ତେରଛା ବାଣ |
Просмотров 10 тыс.День назад
ବିଜେଡି ଚକ୍ରବ୍ୟୁହରେ ମୋହନ ମାଝି ଗିରଫଦାରୀରୁ ବର୍ତ୍ତିବା ପାଇଁ ପାଣ୍ଡିଆନଙ୍କ ନୂଆ ଷଡଯନ୍ତ୍ର! | ତେରଛା ବାଣ |
ମିଶନ ଶକ୍ତି ମହିଳାଙ୍କୁ ଧୋକ୍କା! ୩ହଜାର କୋଟି ଘୋଟାଲାରେ ନବୀନ ଓ ପାଣ୍ଡିଆନଙ୍କ ସମେତ ତୃତୀୟ ମହଲା! | ତେରଛା ବାଣ |
Просмотров 16 тыс.14 дней назад
ମିଶନ ଶକ୍ତି ମହିଳାଙ୍କୁ ଧୋକ୍କା! ୩ହଜାର କୋଟି ଘୋଟାଲାରେ ନବୀନ ଓ ପାଣ୍ଡିଆନଙ୍କ ସମେତ ତୃତୀୟ ମହଲା! | ତେରଛା ବାଣ |
ରାଜଭବନ ଏଏସଓ ବୈକୁଣ୍ଠ ପ୍ରଧାନ - ସଚ୍ଚୋଟ ଅଫିସର ନା ବିଜେଡିର ଚାମଚା! | ତେରଛା ବାଣ | Terachha Baana
Просмотров 16 тыс.14 дней назад
ରାଜଭବନ ଏଏସଓ ବୈକୁଣ୍ଠ ପ୍ରଧାନ - ସଚ୍ଚୋଟ ଅଫିସର ନା ବିଜେଡିର ଚାମଚା! | ତେରଛା ବାଣ | Terachha Baana
ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଖୋଲା ଚାଲେଞ୍ଜ! ବାରଣ ସତ୍ତ୍ୱେ ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀରେ ହେଲା ନିଯୁକ୍ତି!
Просмотров 10 тыс.14 дней назад
ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଖୋଲା ଚାଲେଞ୍ଜ! ବାରଣ ସତ୍ତ୍ୱେ ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀରେ ହେଲା ନିଯୁକ୍ତି!
ଧର୍ମ ଭଉଣି ପ୍ରୀତି ପାଇଁ ଅଡ଼ୁଆରେ ପାଣ୍ଡିଆନ, ବବିଙ୍କୁ ବାନ୍ଧିବ ଭିଜିଲାନ୍ସ! /ତେରଛା ବାଣ |
Просмотров 38 тыс.14 дней назад
ଧର୍ମ ଭଉଣି ପ୍ରୀତି ପାଇଁ ଅଡ଼ୁଆରେ ପାଣ୍ଡିଆନ, ବବିଙ୍କୁ ବାନ୍ଧିବ ଭିଜିଲାନ୍ସ! /ତେରଛା ବାଣ |
ରାଜଭବନକୁ ନେଇ ତେଜୁଛି ରାଜନୀତି! ପୋଲିସ କାହିଁକି ମାନୁନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ? | ତେରଛା ବାଣ |
Просмотров 10 тыс.14 дней назад
ରାଜଭବନକୁ ନେଇ ତେଜୁଛି ରାଜନୀତି! ପୋଲିସ କାହିଁକି ମାନୁନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ? | ତେରଛା ବାଣ |
ପିଛା ଛାଡୁନି ବିବାଦ! କୁସୁମା ପରେ କଣ୍ଟିଗଡିଆ କେଳଙ୍କାରିରେ ବବି! | ତେରଛା ବାଣ | Terachha Baana
Просмотров 12 тыс.14 дней назад
ପିଛା ଛାଡୁନି ବିବାଦ! କୁସୁମା ପରେ କଣ୍ଟିଗଡିଆ କେଳଙ୍କାରିରେ ବବି! | ତେରଛା ବାଣ | Terachha Baana
୪୬ ବର୍ଷ ପରେ ଅପୂର୍ବ ସଂଯୋଗ! ବାପ ପରେ ପୁଅ ଖୋଲିବେ ରତ୍ନ ଭଣ୍ଡାର
Просмотров 27 тыс.14 дней назад
୪୬ ବର୍ଷ ପରେ ଅପୂର୍ବ ସଂଯୋଗ! ବାପ ପରେ ପୁଅ ଖୋଲିବେ ରତ୍ନ ଭଣ୍ଡାର
ପାଣ୍ଡିଆନଙ୍କୁ ବିଜେପି ଉଦାରବାଦୀ ନେତାଙ୍କ ଆଶୀର୍ବାଦ! ଏବେ ବି ମିଳୁଛି Z+ ସୁରକ୍ଷା! |ତେରଛା ବାଣ | Terachha Baana
Просмотров 5 тыс.14 дней назад
ପାଣ୍ଡିଆନଙ୍କୁ ବିଜେପି ଉଦାରବାଦୀ ନେତାଙ୍କ ଆଶୀର୍ବାଦ! ଏବେ ବି ମିଳୁଛି Z ସୁରକ୍ଷା! |ତେରଛା ବାଣ | Terachha Baana
ପାଣ୍ଡିଆନ ଲାଙ୍ଗୁଡ଼ରେ ନିଆଁ, ପୋଡ଼ି ପାଉଁଶ ହୋଇଯିବ କି ସ୍ଵର୍ଣ୍ଣମୟ ବିଜେଡି! | ତେରଛା ବାଣ | Terachha Baana
Просмотров 15 тыс.21 день назад
ପାଣ୍ଡିଆନ ଲାଙ୍ଗୁଡ଼ରେ ନିଆଁ, ପୋଡ଼ି ପାଉଁଶ ହୋଇଯିବ କି ସ୍ଵର୍ଣ୍ଣମୟ ବିଜେଡି! | ତେରଛା ବାଣ | Terachha Baana
ଅଣଓଡ଼ିଆଙ୍କ ପାଦ ତଳେ ଚାପି ହୋଇଯାଇଛି ଓଡ଼ିଆ ଷ୍ଟାର୍ଟଅପଙ୍କ ଭାଗ୍ୟ! କୋଟି କୋଟି ସରକାରୀ ଅର୍ଥ କରିଛନ୍ତି ସ୍ବାହା
Просмотров 2 тыс.21 день назад
ଅଣଓଡ଼ିଆଙ୍କ ପାଦ ତଳେ ଚାପି ହୋଇଯାଇଛି ଓଡ଼ିଆ ଷ୍ଟାର୍ଟଅପଙ୍କ ଭାଗ୍ୟ! କୋଟି କୋଟି ସରକାରୀ ଅର୍ଥ କରିଛନ୍ତି ସ୍ବାହା
ଜଗନ୍ନାଥ ସଂସ୍କୃତିକୁ ବାରମ୍ବାର କଟାକ୍ଷ କରୁଥିବା ଅଣହିନ୍ଦୁ ଗାୟକ ହ୍ୟୁମାନ ସାଗରଙ୍କୁ ବୟକଟ କରିବା ଉଚିତ କି!
Просмотров 1,1 тыс.21 день назад
ଜଗନ୍ନାଥ ସଂସ୍କୃତିକୁ ବାରମ୍ବାର କଟାକ୍ଷ କରୁଥିବା ଅଣହିନ୍ଦୁ ଗାୟକ ହ୍ୟୁମାନ ସାଗରଙ୍କୁ ବୟକଟ କରିବା ଉଚିତ କି!

Комментарии

  • @bijulisahoo9462
    @bijulisahoo9462 13 минут назад

    Dipali das Bhai gote murder. Karithila kn hele?

  • @simanchalpanda331
    @simanchalpanda331 17 минут назад

    After defeat nabin is intolerable.Only CM chair is reflecting in the eyes of Nabin

  • @pratapchandrasamal2396
    @pratapchandrasamal2396 28 минут назад

    ଆପଣ ରାଜନୈତିକ ଟିପ୍ପଣୀ ଦେଉଛନ୍ତି, ସ୍ବାଗତଯୋଗ୍ୟ। ରାଜନୈତିକ ଦଳ, ନେତା ମିଛ କହିବେ, ସେଇଟା ସେମାନଙ୍କ ଅଭ୍ୟାସ। ହେଲେ ମିଛ କହି ଲୋକଙ୍କୁ କାହିଁକି ବିଭ୍ରାନ୍ତ କରୁଛନ୍ତି। କୌଣସି ରାଜ୍ୟ କଣ ଅନ୍ୟ ରାଜ୍ୟକୁ ବିଦ୍ୟୁତ ବିକ୍ରି କରି ପାରିବ ? ଏଥିପାଇଁ ବିଦ୍ୟୁତ୍ ଦର୍ ସେହି ରାଜ୍ୟ କରେ ନା କେନ୍ଦ୍ର ସରକାରଙ୍କର ଯେଉଁ Electricity Regulatory Act Agency ଅଛି ତା ସୁପାରିଶ ରେ ହୁଏ। କେଉଁ ରାଜ୍ୟକୁ କେତେ କିଲୋ ବିଦ୍ୟୁତ୍ କେଉଁ ଦର ରେ ଦିଆଯିବ ଏହାର ନିର୍ଧାରଣ କିଏ କରେ। ଆଶାକରୁ, ଯଦି ଆମେ ଭୁଲ କହୁଛୁ ସେ ବିଷୟରେ ଟିକିଏ ଆଲୋଚନା କରିବେ।

  • @user-lt1pc9fu5x
    @user-lt1pc9fu5x 54 минуты назад

    Nabin kebetharu charipanjiru chaligaleni.Se kebala dekhei heuchhanti abebi ame super strong achhu.Eka udaharan heuchhi Mamata Mahanta nka BJD ru isthapha.Kebala dekhantu o apeskhya karantu au kana sabu ghatuchhi.

  • @manaswinisahoo6357
    @manaswinisahoo6357 8 часов назад

    ବିଳିବିଳାଉଛନ୍ତି

  • @ganeswarbehera-fj6yu
    @ganeswarbehera-fj6yu 9 часов назад

    ଆପଣ ଅସଲି ଭିତିରି ସତ୍ୟ କଥା କହିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର।

  • @ganeswarbehera-fj6yu
    @ganeswarbehera-fj6yu 9 часов назад

    ମିଛୁଆ ଙ୍କ ବାରବାଟି ଚାଷ ।

  • @SasankaSekharMisra
    @SasankaSekharMisra 9 часов назад

    From the present political situation,it seems our Ex- CM is very much dependent up on his ex-secretary V.K.Pandian.

  • @manjushaswain1037
    @manjushaswain1037 10 часов назад

    Social media ଗଣତନ୍ତ୍ର ର ୪ ର୍ଥ ସ୍ତମ୍ଭ । ସେମାନେ ଅର୍ଥ ଲାଳସା ରେ ଗଣତନ୍ତ୍ର ର କ୍ଷତି କରନ୍ତୁ ନାହିଁ । ତାମିଲନାଡୁ କୁ ନବୀନ ଖାଲି କମ୍ ଦାମ୍ ରେ ବିଜୁ‌ଳି ଦେଇ ନାହାଁନ୍ତି ଆଉ‌। ସବୁ ପରେ ବାହାରିବ । ଓଡ଼ିଶା ରେ ରହି ତାମିଲନାଡୁ ପ୍ରେମ କରିବା ଅପେକ୍ଷା ସେ‌ ତାମିଲନାଡୁ ରାଜନୀତିକୁ। ଚାଲି ୍ଯାଆନ୍ତୁ

  • @duryodhanbehera4237
    @duryodhanbehera4237 10 часов назад

    ମା ଘିଆ ଭିତରକୁ ପଠାଇ ଦିଆଯାଉ ସେଇଠି ଜୋଜନାକରୁଥିବ

  • @duryodhanbehera4237
    @duryodhanbehera4237 10 часов назад

    ନବୀନ ପଟ୍ଟନାୟକଙ୍କ ସଳାରାଜନିଡି ଛାଡ଼ି ଘରେବସନନ୍ତୁ ଭଲହେବ

  • @MrSovansarangdhar
    @MrSovansarangdhar 10 часов назад

    👏👏

  • @ajaybadjena6799
    @ajaybadjena6799 11 часов назад

    ସମସ୍ତ, ଫାଇଲ ତଦନ୍ତ କରାଯାଉ, ଡିଜିଟାଲ ସନ୍ତକର, ପାଣ୍ଡିଆ,ଫରଜରୀ କରି କେତେ ଟଙ୍କା ଉଠାଇ ଅଛି,

  • @SitaramPattanayak
    @SitaramPattanayak 11 часов назад

    Gaongaonrekùchiamadkholiĺokankumaduakariðelle 15:24 15:30

  • @pramodbhue1986
    @pramodbhue1986 11 часов назад

    Very Good sir you are right

  • @kailashchandramoharana9503
    @kailashchandramoharana9503 11 часов назад

    Why mohan sarkar are not taking any action against pandian inspite of your regular reminders regarding BJD govt's misdoings ?

  • @user-mr9wp7fm6g
    @user-mr9wp7fm6g 11 часов назад

    N Nabinnk gati mati o stiti kn dhirdhird samaste janichhanti. Bisram niantu

  • @anilkumardakua3555
    @anilkumardakua3555 11 часов назад

    ନମସ୍କାର ଆଜ୍ଞା, ଆପଣଙ୍କ ନିଛ୍ଛକ ସତ୍ଯର ଉପସ୍ଥାପନା ବାସ୍ତବରେ ହୃଦୟକୁ ବହୁତ ଆଘାତ ଦଉଛି। ସିଏ ତ ଜାହା କରିଯାଇଛନ୍ତି ଛାଡନ୍ତୁ, ସତରେ ଏ ସରକାର ପୂର୍ବ ସରକାରଙ୍କ ପୋଲ ଖୋଲି କାର୍ଯ୍ୟାନୁଷ୍ଠାନ ନେବାର ସଦ୍ ସାହାସ ଅଛି କି ! ଇଏ ପ୍ରଶ୍ନବାଚୀ !!!

  • @chittaranjandas5018
    @chittaranjandas5018 12 часов назад

    ଆପଣ ଠିକ କହିଛନ୍ତି ଏମାନଙ୍କ ଚେର ବହୁତ ତଳକୁ ଯାଇଛି ଏହାକୁ ଉପାଡିବା ସମୟ ଲାଗିବ ଛଅ ମାସ ଗଲାପରେ ସୁଧୁରିବ ଦରକାର ହେଉଛି currpted officer ଙ୍କୁ transfer କରିବାର ଅଛି ସିବିଆଇ investigation କରିବାର achhi

  • @hemantkumarsingh1387
    @hemantkumarsingh1387 13 часов назад

    All the programs in the name of Nabin for voting and Pandian was declaring crores of rupees projects without Budget and cabinet approval.Pandian is now started coming to Naveen now slowly and BJD MLAs are bowing their heads before Pandian.

  • @bhagirathibarik9956
    @bhagirathibarik9956 14 часов назад

    2 masa heini Nabin Babu bauli chauli heleni 😂2 barsh pare paeejama nathiba😂😂

  • @laxmidharapanda6086
    @laxmidharapanda6086 14 часов назад

    କାହିଁକି ଆଜ୍ଞା ଅଲଣା ନବୀନ କଥାକୁ ଏତେ ଗୁରୁତ୍ୱ ଦେଉଛନ୍ତି ? ସିଏ କିଛି ବୁଝିଛି ନା ଯାଣିଛି ? ନିଜ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ମାନଙ୍କୁ ଚିନ୍ହି ନଥିଲା ଯିଏ ସିଏ ଓଡ଼ିଶା ବିଷୟରେ କଣ ଯାଣିଛି ?

  • @pramodjena2534
    @pramodjena2534 14 часов назад

    Still Nabin pattnayak think ,odias are bogus

  • @ugrasenmahanta7005
    @ugrasenmahanta7005 14 часов назад

    V k p kukura ଲେଖୁଛି

  • @alekhprasadnayak9408
    @alekhprasadnayak9408 14 часов назад

    Nabina babu pandiaku hataile 100%loka puni bhalapaibe

  • @bijaykumarbhuyan233
    @bijaykumarbhuyan233 15 часов назад

    BJP kahithila 300 unit bijuli debaku. Donot dilute.

  • @narasinghdas3623
    @narasinghdas3623 15 часов назад

    Jie neta tanku Odia asuni, tenu se au grahania hebenahin.

  • @user-es3fn9dc5u
    @user-es3fn9dc5u 15 часов назад

    ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ନବିନ୍ ଓ ପାଣ୍ଡୁ ଏଇ ସବୁ ଦୁର୍ନୀତି ବାବଦରେ ଅତି ଭଲ ଭାବରେ ଅବଗତ ଥିଲେ ଏବଂ ଅଛନ୍ତି କାରଣ ବିରୋଧି ଦଳରେ ଥିଲାବେଳେ ଏ ସବୁ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ କିନ୍ତୁ ବିଜେପି ସରକାର ଗଠନ ହେଲା ପରେ ଓ ନିଜେ ମୁଖ୍ୟମନ୍ତ୍ରୀ ହେଲା ପରେ କେମିତି ଜାଣି ଅଜଣା ହେଉଛନ୍ତି ଓ ଚୁପ୍ ହେଇ ସବୁ ଦେଖୁଛନ୍ତି ଟିକେ ଆଶ୍ଚର୍ଯ୍ୟ ଲାଗୁଛି।

  • @raghubirdas7621
    @raghubirdas7621 16 часов назад

    Both Ex CM n PANDIAN should be arrested for above news

  • @sanjayadas7539
    @sanjayadas7539 16 часов назад

    ବିବାଘର ନ କରି ପୁଅ ନାମକରଣ କରିବା ଯାହା ଅର୍ଥ ନ ଥାଇ ଯୋଜନା କରିବା ସେୟା।

  • @nilamanisethi9211
    @nilamanisethi9211 16 часов назад

    Girf karani bahut bada khatha kahuchkete dinara baba bhataku kahuch chaula biini babu

  • @samirnayak3768
    @samirnayak3768 17 часов назад

    ଏହା ଧ୍ରୁବ ସତ୍ୟ ଯେ ପର୍ଯ୍ୟନ୍ତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ନବିନ ବାବୁଙ୍କ ନାମ ଳିସାନ ଓ ବିଜେଡିର ଚିହ୍ନ ଓଡିଶାରୁ ସଫା ନ କରିଦେଇଛି ସେ ପର୍ଯ୍ୟନ୍ତ ଚୁପ୍ ବସିବନି. ଆଉ ବିଜେଡିର ବିଧାୟକ ନେତା କର୍ମୀ ଏ ଘଟଣାରେ ଚୁପ୍. ମହମାନ୍ୟ ଗଣ୍ୟ ଗଛ ଥିଲେ ଫଳ ଖାଇବ ସିନା ନ ରହିଲେ କଣ ପାଇବ. ଏବେ ନିଜର ଅନ୍ତରାତ୍ମା ର କଥା ଶୁଣ ଓ ମହାମାନ୍ୟ ଜନନାୟକ ବିଜୁବାବୁଙ୍କ ନାମ ଦଳ ର ସମ୍ମାନରକ୍ଷାକର. ଏ ଗୁପ୍ତ ଦାନବକୁ ଦୁରକୁ ତଡିଦେବା ର ବ୍ୟବସ୍ଥା କର.

  • @nilamanisethi9211
    @nilamanisethi9211 17 часов назад

    Bipinbabu Apanab j p for kahibapaiin thika Naeichnti

  • @nilamanisethi9211
    @nilamanisethi9211 17 часов назад

    Apana Dharmedra babu bite suni nahanti ki suni kuhantu

  • @nilamanisethi9211
    @nilamanisethi9211 17 часов назад

    Bipinbabu managhadha khatha kahiba uchit Nuhin

  • @rajkishordas1396
    @rajkishordas1396 17 часов назад

    This is hallmark of Naveen Patnaik 24 years governance to befool odias.

  • @arucharanpradhan5502
    @arucharanpradhan5502 17 часов назад

    ଲୁହା କଅଁଳ ହେଲେ ବିରାଡି ରାଟୁ ରାଟୁ କରେ।ମୋହନ ବାବୁ ସରଳ ହେବାରୁ ସବୁ ବିଭ୍ରାଟ କରିବା ପାଇଁ ଚାଲିଛି।

  • @prafullamahapatra1197
    @prafullamahapatra1197 17 часов назад

    ଅଲାଜୁକ,ପାଗଳା ସୁର ଆଉଏଯୋଉ ସାମ୍ବାଦିକ ଵି ନିହାତି ଅଲାଜୁକ।

  • @chhabindramansingh73
    @chhabindramansingh73 18 часов назад

    ନିର୍ଲଜ ଙ୍କ ମୁଁହରେ ଗୋବର ଖଡ଼ା, ନିଜେ କିଆଁ ହାରିଲେ ଆଜିଯାଏ bjd ଜାଣିଲାନି କି ଲୋକ ଜାଣିଲେନି, ସେପୁଣି bjp ସର୍କାର ରେ ମୁଁହ ଗଳାଉଛି ବିଶ୍ୱ ପ୍ରସିଧ ଝାବଡ଼ ଦଳ bjd, bjp କୁ ପୁଣି ମନେପକେଇଦିଆଯାଉଛି bjd ନେତା ଅଫିସରଙ୍କ ଦୁର୍ନୀତି ପର୍ଦାଫାଶ କରିବ କେବେ, ନଚେତ ମହଙ୍ଗା ପଡିବ bjp କୁ

  • @trilochanpatnaik6321
    @trilochanpatnaik6321 18 часов назад

    BJD ସରକାର ର ମୁଖିଆ ଓ ତାଙ୍କ super CM pandian ଅମଳରେ ଦେଖିବାକୁ ମିଳିଲା ବିନା କ୍ୟାବିନେଟ୍ aproval, ବିନା ବଜେଟ provision ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିଲା ଅଥବା ଆଗୁଆ ପ୍ରଚାର ଚାଲୁଥିଲା। ଆଇନ କୁ ତା ବାଟରେ ରଖିଦେଇ ପାଣ୍ଡିଆ ବାଟରେ ଓଡ଼ିଶା ରାଜ କୋଷ ରୁ ଅର୍ଥ ଆତ୍ମସାତ ଓ ଖର୍ଚ୍ଚ ହେଉଥିଲା। ଏହା ଏକ ବିଶ୍ବସ୍ତରୀୟ ଉଦାହରଣ।

  • @trilochanpatnaik6321
    @trilochanpatnaik6321 18 часов назад

    ମାଗଣା ଅର୍ଥ ଇଂରେଜୀ ରେ କଣ ତାହା ନବୀନ ବାବୁ ( BJD ମୁଖିଆ) ଜାଣିଛନ୍ତି ତ।

  • @mrutyunjayaacharya
    @mrutyunjayaacharya 18 часов назад

    ଲୋକ ଏ ମିଛୁଆ ଙ୍କୁ ଦେଇ ଅନୁତାପ କଲେଣି

  • @abhimanyusahu1077
    @abhimanyusahu1077 18 часов назад

    କଥା କମ କୁହ କାମ କରି ଦେଖାଅ

  • @mrutyunjayaacharya
    @mrutyunjayaacharya 18 часов назад

    ନବୀନ ଦଳ ସଜାଡନ୍ତୁ । ପାଣ୍ଡୁ କୁ ଵିଦାକର ପୁଣିଥରେ ଆସିଵେ

    • @chhabindramansingh73
      @chhabindramansingh73 8 часов назад

      @@mrutyunjayaacharya ପାଣ୍ଡୁଆକୁ ଆଣିଲାକିଏ ଖୋଜ ମୂଳ ଉପାଡ଼ ଖାଲି ପାଣ୍ଡୁଆ ଦୋଷ କହୁଚ

  • @swarnamohanty3121
    @swarnamohanty3121 19 часов назад

    Birodhi dala leader , jane loka kahin bhabucha ?

  • @user-ne6ty5xs6o
    @user-ne6ty5xs6o 19 часов назад

    Purba Sara kar bivAgprati Kharcha akalankari Kharche racid thikikaruthile sehiarth pandia bantuthila.

  • @laxmikantsahu3089
    @laxmikantsahu3089 19 часов назад

    Gujurati sasan you liked now...... 20 mendha tali, thali au table badei baku jaichanti..... Budget re 0 .... Dui asa badi ku.... Bharpur deagala

  • @chhabindramansingh73
    @chhabindramansingh73 19 часов назад

    ଅକର୍ମା ଓଡ଼ିଆ ଜାଣେନା କି ଲେଖେନା ତେବେ କୋଉ ବେହିଆ କୁକୁର ଲେଖୁଛି,

  • @agoodcitizen-b3o
    @agoodcitizen-b3o 19 часов назад

    Sesabuku enquire Kari sampruct loknku law anusare danda kanhiki dia jau nanhi kanhiki?

  • @laxmikantsahu3089
    @laxmikantsahu3089 19 часов назад

    Apanka nka analysis nirapekhyata nuhen...... BJP ku support katuchanti...... That is ur choice but u didn't hide the manipulation by current BJP govt.