ରାଜଭବନକୁ ନେଇ ତେଜୁଛି ରାଜନୀତି! ପୋଲିସ କାହିଁକି ମାନୁନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ? | ତେରଛା ବାଣ |

Поделиться
HTML-код
  • Опубликовано: 20 окт 2024

Комментарии • 102

  • @Ajohn-zy5yr
    @Ajohn-zy5yr 3 месяца назад +2

    ଆପଣ ଜଣେ ଅନ୍ଧ ଭକ୍ତ

  • @Skgbul470
    @Skgbul470 3 месяца назад +3

    ମଦୁଆ ଗୁଣ୍ଡା ଲମ୍ପଟ ମାନେ ଯଦି ସୁପୁତ୍ର ହୁଅନ୍ତି କୁ ପୁତ୍ର କାହାକୁ କୁହାଯିବ କିଛି ବୁଝା
    ପଡ଼ୁ ନାହିଁରେ ନାରଣ,

  • @AnantaMohanty-bl3sv
    @AnantaMohanty-bl3sv 3 месяца назад +2

    ଏକ ତରଫା କୁହନା।ତୁମର କିଛି ଜ୍ଞାନ ନାହିଁ।ରାଜ୍ୟପାଳ କଣ ନ୍ୟାୟ ଦେବେ।କିଛି ନ୍ୟାୟ ପାଇବେ ନାହିଁ।

  • @bhaktimarga853
    @bhaktimarga853 3 месяца назад

    ଦୁଃଖର କଥା ଏଠି ଦ୍ୱିପ୍ରକାରର ଆଇନ ଚାଲିଛି.

  • @sadasivadash1713
    @sadasivadash1713 3 месяца назад +4

    ଆପଣ କଣ ଏ ଘଟଣା ର ତଦନ୍ତ କରିଥିଲେ, ଯଦି ନ କରିଛନ୍ତି ଏପରି ମନ୍ତବ୍ୟ ଦେବା କଣ ଠିକ୍, ଆପଣ ଜଣେ paid media ଭଳି ଲାଗୁଛି,

  • @gangadhardash3430
    @gangadhardash3430 3 месяца назад

    🎉🎉🎉

  • @Skgbul470
    @Skgbul470 3 месяца назад

    ସାମାନ୍ୟ କର୍ମ ଚାରି ହେଇ ଲୋଗଜୁରି ଗାଡ଼ି କଥା ବୁଝିବେ,ଧନ୍ୟ ରେ ନାରଣ,

  • @arabindamishra4045
    @arabindamishra4045 3 месяца назад +2

    ବିପିନ ବାବୁ, ଆପଣଙ୍କ ବିଶ୍ଳେଷଣ ରେ ନିରପେକ୍ଷତା ଆଶା କରାଯାଏ। ରାଜ୍ୟପାଳ ଙ୍କ ପୁଅ ବିରୁଦ୍ଧରେ ମାରପିଟ ପରି ସଂଗୀନ ଅଭିଯୋଗ ଏବଂ ତାହା ପୁଣି ଖୋଦ ରାଜ୍ୟପାଳଙ୍କ ର ବ୍ୟକ୍ତିଗତ ସହାୟକ କର୍ମଚାରୀ ଆଣିଛନ୍ତି। ଯାହା ଜଣା ପଡୁଛି ଏ ଘଟଣାକୁ ଦଫାରଫା କରିବା ପାଇଁ ଉଦ୍ୟମ ହେଉଛି। କାରଣ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉଭୟ ଅଭିଯୋଗକାରୀଙ୍କ ପରିବାରର ସଦସ୍ୟ ମାନଙ୍କୁ ଡାକି କଥାବାର୍ତା କରୁଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ବଦଳରେ ଏଭଳି କଥାବାର୍ତା କିମ୍ବା ବ୍ୟକ୍ତିଗତ ସ୍ତରର ତଦନ୍ତ ର ସୁଯୋଗ ଆଇନ ରେ ବ୍ୟବସ୍ଥା ଅଛିକି ? ଯାହା ପଚରା ଉଚରା କରିବା କଥା ତାହା ପୋଲିସ କରିବା କଥା। ତାହା ଏ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ହେଲାଣି କି ? ଯଦି ହୋଇ ନାହିଁ ତେବେ କାହିଁକି ହୋଇନାହିଁ ? ଜଣେ ସାଧାରଣ ବ୍ୟକ୍ତି ବିରୁଦ୍ଧରେ ଯଦି ଏଭଳି ସାଙ୍ଘାତିକ ଅଭିଯୋଗ ଆସିଥାଆନ୍ତା ତେବେ ସେ ଆଜି ଯାଏ କଣ ମୁକ୍ତ ଭାବେ ବାହାରେ ବୁଲୁଥାଆନ୍ତା ? ଆପଣଙ୍କ ବିଶ୍ଳେଷଣ ରେ ଏହି ଦାବି ଦୃଢ଼ ଓ ଶାଣିତ ଭାବେ କରାଯିବା ଅପେକ୍ଷିତ ଥିଲା ଯାହା ଆପଣ କରି ପାରି ନାହାନ୍ତି। ମୁଁ ବିଜେପି ର ଜଣେ ଦୃଢ଼ ସମର୍ଥକ ହେଲେବି ଏହି ନିନ୍ଦନୀୟ ଅଭିଯୋଗ ଉପରେ ହୋଇଥିବା ନିଷିକ୍ରିୟତା କୁ କେବେ ହେଲେ ସମର୍ଥନ କରି ପାରିବି ନାହିଁ। ସାରା ଓଡିଶା ବାସି ଦେଖୁଛନ୍ତି। ଏ ଘଟଣାର ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଯଥାଶୀଘ୍ର ଗ୍ରହଣ ନ କରାଗଲେ ଓଡ଼ିଶାରେ ବିଜେପି ସରକାର ର ଭାବମୂର୍ତ୍ତି ମଳିନ ହେବ। ପୁଣି ଓଡ଼ିଆ ଅସ୍ମିତା ର ପ୍ରଶ୍ନ ଉଠିବ। ଏହା ନିଶ୍ଚିତ।

  • @jullysamal6626
    @jullysamal6626 3 месяца назад +1

    ମାନ୍ୟବର୍ ରଘୁବର ଙ୍କ କୁ ପୁତ୍ର ବୋଲି କୁହ

  • @chakradharsahoo3684
    @chakradharsahoo3684 3 месяца назад

    Thank you sir for your valuable comments. All the best.

  • @gangadhardash3430
    @gangadhardash3430 3 месяца назад

    ସତ୍ୟ ର ଜୟ 😢 ହେଉ

  • @gopabandhubehera453
    @gopabandhubehera453 3 месяца назад +5

    ସାମ୍ବାଦିକ ଭାଈ ଆପଣ ବୁଢା ହେଲେଣି ଏ,ବର୍ଷରେ ବି,ବିଜେପିର,ପାଦଚାଟୁଛ,ଛିଃ,ଟିକିଏ,ବି,ଲାଜ,ନାହି,ଟଙ୍କାପାଇଁ ସାମ୍ବାଦିକ ମାନେ,କୋଉ,ସ୍ତରକୁ ଗଲେଣି,ଏମାନଙ୍କର କଥା,ଶୁଣିବାକୁ,ଲାଜ,ଲାଗୁଛି,

    • @swadhikarbetaj3768
      @swadhikarbetaj3768 3 месяца назад +1

      ଠିକ୍ ଯେମିତି ଆପଣଙ୍କ କେଦାର ମିଶ୍ର ପାଦ ଚାଟନ୍ତି।

  • @manojkumarbehera2861
    @manojkumarbehera2861 3 месяца назад +1

    ଛୋଟିଆ କର୍ମଚାରୀ ମାନେ କଣ। ବୋଧହୁଏ ଆପଣ ଜଣେ ଛୋଟ ଲୋକ ଏବଂ ବଡ଼ ହାରାମି।

  • @adwaitaprasadbiswal9801
    @adwaitaprasadbiswal9801 3 месяца назад +1

    I like your every political analysis that is logical & impartial.

  • @purnachandrapradhan2399
    @purnachandrapradhan2399 3 месяца назад +1

    Sir ! Don’t patch up the matter. We want justice. Do not give one sided statement. We want justice not compromise. ତୁ ଗୋଟେ ବଡ କାଡୁଆ ତେଲି କଥା କହନି

  • @trilochanpatnaik6321
    @trilochanpatnaik6321 3 месяца назад +3

    ଯେଉଁ ମାନେ Pandian ର କ୍ରୀତଦାସ ଓ Pandian ର ଟ୍ରାଫିକ ପୁଲିସ ର duty କରୁଥିଲେ ସେଗୁଡା ଅନ୍ୟର ଦୋଷ ଦେଖାଇବା ମାନେ ଜଗତେ କେବଳ ଜନେ ହସିବେ।

    • @jullysamal6626
      @jullysamal6626 3 месяца назад +1

      Bjp
      ଦେହେ ମନ୍ଦlକିନୀ ରଜ ଲଗାଇ
      ଗ୍ରାମ ସୁକରି କି ହୋଇବ ଗାଈ

  • @sadasivadash1713
    @sadasivadash1713 3 месяца назад

    ଆପଣ ଙ୍କ ବିଶ୍ଳେଷଣ ଠିକ୍, ହେଲେ ବିରୋଧ କରିବା କଣ ଭୁଲ,

  • @duryodhanmahanta5728
    @duryodhanmahanta5728 3 месяца назад +1

    ଆପଣକୁ ମାଡ଼ ହେଲେ ବୁଝିବେ ଆପଣ

  • @pratapjena1193
    @pratapjena1193 3 месяца назад

    ମାଡ଼ ହେବା ଠିକ୍ ଏହା ଜାଂଚ ହେବା ଦରକାର। କିନ୍ତୁ ବୈକୁଣ୍ଠ ବାବୁ ନିରପେକ୍ଷ ନୁହନ୍ତି, ୨୪ ବର୍ଷ ର ମହୁ ମୁଁହ ରୁ ଛାଡ଼ି ନାହିଁ

  • @purnachandrapradhan2399
    @purnachandrapradhan2399 3 месяца назад +1

    ମୋହନ ମାଝି ତୁମକୁ ଲାଜ ଲାଗୁନି କେମିତି ଯେ ପୋଲିସ କମ କଥା ମାନୁନି କେମିତି ? ତମର କି ମାହି ଆ ପୋଲି ସ?

  • @hrudanandaparamanik9416
    @hrudanandaparamanik9416 3 месяца назад +1

    କେବେ ନ୍ୟାୟ ମିଳିବ ରଘୁବର ବାବୁ ଙ୍କୁ। ତେଲମରା କଥା କୁହ୍ନ୍ତୁନାହି । Bjp କଲେ ଲୀଳା bt bjd କଲେ କିଲା। Sir ଏଠି ଯଦି ର ପ୍ରଶ୍ନ ଉଠୁଛି କାହିଁକି।

  • @subaldas3254
    @subaldas3254 3 месяца назад

    ଜୟ ଜଗନ୍ନାଥ।
    ରାଜଭବନ ଦଳିୟ କାର୍ଯ୍ୟାଳୟ ନୁହଁ। ଏହା ରାଜନୈତିକଦଳ ର ଅଫିସ ନୁହଁ।

  • @Manoranjansahoo34680
    @Manoranjansahoo34680 3 месяца назад +1

    ଆପଣଙ୍କର ଉପସ୍ଥାପନା ଏକଦମ ସଠିକ, ରହିଲା ପ୍ରତାପ ଦେବ ସେ କ୍ୟାବିନେଟ ମନ୍ତ୍ରୀ ଥାଇ ଜଣେ ସାଧାରଣ ଦଳୀୟକର୍ମୀଙ୍କ ଗାଡିକୁ ସାଇଡ କରାଉଥିଲେ ସେତେବେଳେ ଆଳି ର ଜନତାଙ୍କ ପ୍ରତି କୁଠାରଘାତ ହୋଇନାହିଁକି?ସେମାନଙ୍କୁ କିଏ ନ୍ୟାୟ ଦେଇଥିଲା?ହୋଇନଥିଲାକି?

    • @pramodpradhan3395
      @pramodpradhan3395 3 месяца назад

      ତେବେ ପ୍ରତାପ ଦେବ ତ ହାରିବା କଥା ?
      ଏଟା ଗଣତନ୍ତ୍ର ଆଳି ଲୋକ ହିଁ ତାଙ୍କୁ ଜିତେଇ ଛନ୍ତି !

  • @BabanBagh-f8d
    @BabanBagh-f8d 3 месяца назад

    Andamadakatha ଅଲଗା ବୁଦ୍ଧ କିଛି ଜାଣିନାହିଁ

  • @dwarikanath1958
    @dwarikanath1958 3 месяца назад

    କୁକୁର ଲାଞ୍ଜ ବାର ବର୍ଷ ବାଉଁଶ ନଳିରେ ପୁରାଇଲେ ମଧ୍ୟ ସେଇ ବାଙ୍କ |ଏମାନେ ସବୁ ସରକାରୀ ସୁବିଧା ପାଇଲେ କାଳେ ବଦଳିବେ ପରା |

  • @Kanharez9sb
    @Kanharez9sb 3 месяца назад

    ବିଲକୁଲ ଠିକ ଆଜ୍ଞା ବିଲକୁଲ ଠିକ କହୁଛନ୍ତି ଏବଂ କହୁଥାଆନ୍ତୁ ଜୟେ ଜଗନ୍ନାଥ ।

    • @jullysamal6626
      @jullysamal6626 3 месяца назад

      ତୁ କିଏ କିରେ ହାରାମି

  • @ksheerodmishra8544
    @ksheerodmishra8544 3 месяца назад

    We wish that all the ODIAS should join hands irrespective their political affiliations caste etc and take of this issue for delivering justice to sree Baikuntha pradhan ASO

  • @BabanBagh-f8d
    @BabanBagh-f8d 3 месяца назад

    ବିରୋଧୀ କିଛି ରାଜନୀତି କrunahañanti ନୟକଠା କହୁଇ

  • @subaljena2069
    @subaljena2069 3 месяца назад +3

    ଆପଣଙ୍କ ତର୍ଜମା ଏକପାଖିଆ, ଏହା ଗ୍ରହଣ ଯୋଗ୍ୟ ନୁହେଁ। ଆପଣଙ୍କ ବାଳ ତର୍ଜମା ଶୁଣି ମୋତେ ଲାଗୁଚି ଆମେ ରାଜା ରାଜୁଡା ଅମଳରେ ଅଛୁ। ଧିକ୍ ତମ ସାମ୍ବାଦିକତା। ଲଜ୍ଜା ଲଜ୍ଜା ଘୋର ଲଜ୍ଜା

    • @gourangasa6027
      @gourangasa6027 3 месяца назад

      BJD ଦଳ ର ଚାଟୁକାର।

    • @swadhikarbetaj3768
      @swadhikarbetaj3768 3 месяца назад

      ହଁ ଆପଣଙ୍କ ବିଜେଡିର କେଦାର ମିଶ୍ର ଭଳିଆ।

  • @trilochanpatnaik6321
    @trilochanpatnaik6321 3 месяца назад

    ପ୍ରତାପ ଦେବ ଜଣେ ବେଲଜ୍ୟା ନେତା।

  • @motilalmunda2816
    @motilalmunda2816 3 месяца назад

    ଭଲ ହେଲା ବିଜେଡି ହାରିଲା

    • @jullysamal6626
      @jullysamal6626 3 месяца назад

      Bjp ଜିତିଥିଲା କି 24yr ହେଲା
      EVM ଖେଳରେ bjp jitila boli bjd ହାରିଲା

  • @jullysamal6626
    @jullysamal6626 3 месяца назад +1

    ତମେ ଖାଲି bjp କୁ ତୁଳରେ ଛପା
    ଆଇନ ସମ୍ମାନ ସଭିଙ୍କ ଲାଗି
    ପୁଣି କଣ ଅସୁବିଧା
    ତମେ କି ଭଦ୍ରଲୋକ ହେ

  • @alokaranjandash9853
    @alokaranjandash9853 3 месяца назад +10

    ସେ ସୁପୁତ୍ର ହେଲେ କିପରି ?

    • @narendrahembram4495
      @narendrahembram4495 3 месяца назад +2

      Abhadra Kulangara Putra .

    • @Manoranjansahoo34680
      @Manoranjansahoo34680 3 месяца назад +1

      ଆପଣଙ୍କ ମତ ଠିକ, ସେ ସୁପୁତ୍ର ନୁହେଁ କୁପୁତ୍ର

  • @ajitkumarpanda6388
    @ajitkumarpanda6388 3 месяца назад +8

    ଆପଣଙ୍କ ବିଶ୍ଳେଷଣ ଠିକ୍ ଅଛି ଯେ ହେଲେ bjd ସରକାର ଯାହା କରୁଥିଲେ bjp ସରକାର ପାଖରୁ କଣ ସେୟା ଆଶା କରିବା ଠିକ୍ କି ?ଯିଏ ବି ଦୋଷ କରିଛି ଦଣ୍ଡ ପାଇବା ଦରକାର ,ପୋଲିସ କଣ କରୁଛି ?
    ଯଦି ASO ଭୁଲ କରିଛନ୍ତି inquiry ତ ହେବା ଦରକାର,,,,ରାଜ୍ୟପାଳ ମଧ୍ୟ ନିଜ ର ଗରିମା ରକ୍ଷା କରିବା ଉଚିତ୍,,,,,

  • @PKJENA1210
    @PKJENA1210 3 месяца назад

    LAW SHOULD TAKE ITS OWN COURSE, WHY GOVERNOR INTERFERES.

  • @srinibashpradhan6683
    @srinibashpradhan6683 3 месяца назад +1

    U should admit that Governor's son is not Governor. Mere compromise is not the solution. This goes against Odia Asmita

  • @RanjanBeura-h5z
    @RanjanBeura-h5z 2 месяца назад

    ଇଏ ଜୁମଲା ପାର୍ଟି ର ଗୁଇନ୍ଦା ରାଜ୍ୟପାଳ କୁ ଓଡିଶା ରୁ ହଟାଯାଇ

  • @mangalaprasad2193
    @mangalaprasad2193 3 месяца назад +9

    ତେରେଛା ବାଳ ମହାଶୟ .....
    ଆପଣଙ୍କର ତର୍ଜମା ଠିକ୍ ନୁହେଁ ... ବୈକୁଣ୍ଠ ପ୍ରଧାନ ଜଣେ ASO .... ଛୋଟିଆ କର୍ମଚାରୀ ନୁହନ୍ତି.... He is working in Governors house means he is under the direct control of hon'ble governor...if it takes almost 7 days to initiate action in his case....they in how many days law will be served in case of common people.
    ଆପଣ ଙ୍କୁ analyasis କରିବାକୁ 8 ଦିନ ଲାଗିଗଲା.... Talwachat sambadikata karantu nahi.... violation of law heichi aau governor nka pua dwara heichi mane immediate justice serve heba katha....so that future pain precedent fix hei pariba....and where is your so called ଓଡ଼ିଆ ଅସ୍ମିତା 😢

    • @Manoranjansahoo34680
      @Manoranjansahoo34680 3 месяца назад

      ଅବଶ୍ୟ,, ସେ କେହି ବି ହେଉ ଛୋଟ କିମ୍ବା ବଡ କର୍ମଚାରୀ ହେଉ ତାର ଅର୍ଥ ନୁହେଁ ଯେ ତା ସହିତ ଏପରି ବ୍ୟବହାର କରିବା ମାଡ ମାରିବା ଉଚ୍ଚିତ ନୁହେଁ, ତେଣୁ ସେ ଦଣ୍ଡିତ ହେବା ଉଚ୍ଚିତ, କିନ୍ତୁ ବିଜେଡି ଦଳ ଯେପରି ରାଜନୀତି କରୁଛି ତାହା ଉଚ୍ଚିତ ନୁହେଁ, ଅତୀତରେ ସେମାନେ ଯାହା କରିଛନ୍ତି ତାହା ତ ଚାଲୁଣି ସଦୃଶ, ଧନ୍ୟବାଦ

    • @sikanartstudio
      @sikanartstudio 3 месяца назад

      Total unsubscribe karantu Bhai .... Ebe au ame sarakari dalara Jana padigala ...

  • @AkshayaKumarRath
    @AkshayaKumarRath 3 месяца назад

    ପୋଲିସ କାହିଁକି ଏଫ୍,ଆଇ, ଆର୍, ସନ୍ଗେ ସନ୍ଗେ ନେଲାନି ?

  • @prafullamohanty5557
    @prafullamohanty5557 3 месяца назад

    ସବୁ ଯାକ ସମାନ ଚୋର ଚୋର ମାଉସୀ ପୁଅ ଭାଇ।

  • @mr.ashok678
    @mr.ashok678 3 месяца назад

    Better not to expect any positive thing from police .

  • @bijoykumarnayakcongratulat5733
    @bijoykumarnayakcongratulat5733 3 месяца назад

    ଆପଣଙ୍କ ଜରିଆରେ ମୁଂ ମୋହନ ସରକାରକୁଂ ନିବେଦନ କରିବାକୁ ଚାହୁଁଛି ପୁର୍ବତନ ସରକାରଙ୍କ ସବୁ ଚେଲାମାନେ ବର୍ତ୍ତମାନ ସରକାରଙ୍କ ସବୁ ବିଭାଗ ରେ ଉପସ୍ଥିତ ଅଛନ୍ତି ଓ ଏହି ସରକାରଙ୍କର ପରିବର୍ତ୍ତିତ ନିୟମ କାନୁନ କୁ କାର୍ଯକାରୀ କରିବାରେ ଭିତିରିଆ ବାଧାସୃଷ୍ଟି କରୁଛନ୍ତି। ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

  • @smitaranipradhan5245
    @smitaranipradhan5245 3 месяца назад +1

    Rajyapal jaldi estapa deu immediadely

  • @santoshprasadmishra4977
    @santoshprasadmishra4977 3 месяца назад +1

    Bipin Babu,
    Please tell why Lalit Kumar has beaten the concerned ASO ?
    Why action has not been initiated against Lalit Kumar till today ?
    Congress & BJD have got chance to demonstrate against Rajbhawan for the lapse of administration by BJP Government. So Opposition should not be blamed, BJP to be blamed. For such type of behavior, BJP is loosing votes in Odisha.

  • @kandarpsahoo4571
    @kandarpsahoo4571 3 месяца назад +1

    Chief minister mohan majhi ajogya boli pramanita heuchhi. Tuma odia asmita gala kuade. Tumaku laja nahi. Chhi chhi. Tume istafa dia. Au jane nua cm huantu.

  • @pramodmalik7917
    @pramodmalik7917 3 месяца назад +1

    Mohanmaji ajogya c m

  • @Mishkasgarden
    @Mishkasgarden 3 месяца назад +1

    BJP BALA SARKAR POLIC KANA SADHARANA JANATA BI MUTIBE NAHIN

  • @SasankaSekharMisra
    @SasankaSekharMisra 3 месяца назад

    In previous episods , TERECHHA BANA's presentation of news regarding assult on ASO at PURI RAJ BHAWAN was very aggresive;now,it seems the tone of
    presentation seems mild.

  • @subhadabehera3586
    @subhadabehera3586 3 месяца назад

    ASO aaji jae samnaku aasi media ku bite na daba karana kana... ASO nka jagare tanka stree media samnaku aasiba katha hazam hauni

  • @nilamanisethi9211
    @nilamanisethi9211 3 месяца назад +1

    Tosamodakari journalist

  • @purnachandrapradhan2399
    @purnachandrapradhan2399 3 месяца назад +1

    ତୁ କଣ ଗୋଟେ ବଡ ବିଚାରପତି !

  • @smitaranipradhan5245
    @smitaranipradhan5245 3 месяца назад +1

    Congress, bjd jaha kari chanti thick karichanti baikuntha pradhan jaha complation karicjanti e katha pura thick baharu jai oriya ku mari ben rajyapal ki nya debe jaldi estapa deu apana BJP ku support karuchanti pratap deba jaha kahichanti thick bartaman raghubar pua pain ki punishment darkar kuha

  • @jullysamal6626
    @jullysamal6626 3 месяца назад +1

    ତୁ ହାରାମି bal ଚଟା ତତେ ଲଜ୍ଜ୍ୟା ନାହିଁ
    ବେଶି gapuchu ଏବେ କଣ କରିବ ଉଚିତ୍ କଣ ହୋଉଛି କହ
    ଏତେ କଥା କଁ କହୁଚୁ bjd ବିରୁଦ୍ଧରେ
    ତୁ ନବୀନ ପଦାକୁ ସରି ହେବୁ ବେ

  • @santoshprasadmishra4977
    @santoshprasadmishra4977 3 месяца назад

    BJD bhool kala boli kana BJP bhool Kariba ki ?

    • @Manoranjansahoo34680
      @Manoranjansahoo34680 3 месяца назад

      ବିଲକୁଲ ନୁହେଁ, କିନ୍ତୁ ସମୟ ଅବଧି ପରେ ଜଣାପଡିବ ଯେ ପ୍ରକୃତ ଘଟଣା କଣ, ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ, ଧନ୍ୟବାଦ

  • @nilamanisethi9211
    @nilamanisethi9211 3 месяца назад

    Mulyahin tarajamab j p tharu tanka pauch

  • @subaljena2069
    @subaljena2069 3 месяца назад +2

    ତମେ ବିହାରୀ ଝାଡଖଣ୍ଡୀ ପାଦଚଟା କୁକୁର

  • @trideeparout1481
    @trideeparout1481 3 месяца назад

    Terechhabana BJP ra star pracharaka

  • @gokulendumishra1281
    @gokulendumishra1281 3 месяца назад

    Aso ku madare BJD Bhati byasta kintu mahanga double murder, Pari au mamita Meher bele kouthi soithila bjd au pratap deb?

  • @pramodmalik7917
    @pramodmalik7917 3 месяца назад +1

    Bala alochana karanahi odiaasmita kuade gala

  • @rajiblochansahoo9863
    @rajiblochansahoo9863 3 месяца назад

    Pratap dev gote pandu ra chala, traffic jagiba loka sei ta kana kahiba

  • @scdas01
    @scdas01 3 месяца назад +4

    ପୁରୀ ରାଜଭବନ ରେ ଘଟିଥିବା ଅଘଟଣ ଅନ୍ୟ କେତେକ ପ୍ରସଙ୍ଗକୁ ଲୋକ ଲୋଚନ କୁ ଆଣିପାରିଛି.l ସେଥିରୁ ଗୋଟିଏ ହେଲା,ଆମ ରାଜ୍ୟରେ ମଧ୍ୟ ଗୋଦିମେଡିଆ ରୋଗ ପ୍ରବେଶ କରି ସାରିଲାଣି l Argus News , ବିପିନ ଦାସ ଙ୍କ Terchha Bana , ନବୀନ ଦାସ ଙ୍କ Nirbhaya ଇତ୍ୟାଦି ଏ ରୋଗରେ ଆକ୍ରାନ୍ତ ହୋଈ ସାରିଲେଣି.l ଆଗରୁ ଓଡିଶା ଟିଭି ଏ ରୋଗରେ ଆକ୍ରାନ୍ତ ହଜ଼ୀଇସାରିଛି l ଏମାଙ୍କ ପାଈଁ ରାଜ୍ୟ, ରାଜ୍ୟର ଅସ୍ମିତା ପଛରେ l ଗୋଦି ମେଡିଆ ରୋଗରେ ଆଡମିଟ ହୋଈ ବକ୍ସିସ ପାଇବା କୁ ଏମାନେ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଛନ୍ତି l ମନରୁ ବାହାର କରି ଏମାନେ ପ୍ରସଙ୍ଗ ସୃଷ୍ଟି କରୁଛନ୍ତି ଓ ସରକାରୀ ଦଳୀୟ କର୍ମ-କାଣ୍ଡରେ ମାତି ଏ ମାନେ ପିଇସା ରୋଜଗାର ନିଶା ରେ ନିଜର ବିବେକ ବୁଧି ଓ ସ୍ୱାଭିମାନ ହରାଇ ସାରିଲେଣି l ଏ ପରିସ୍ଥିତିରେ ଓଡିଶା ଅସ୍ମିତା ନେଇ ଆଙ୍କ ଠାରୁ କାଣ ଆଶା କରିବା ?
    ରାଜନୀତି ରେ ଦଳ ଆସିବ ଓ ଯିବା.l ସରକାର ବଦଳିବ l ଏହି ଗୋଦୀ ମେଡିଆ ଆକ୍ରାନ୍ତ ରୋଗୀମାନେ ବୁଝିବା ଦରକାର l ଚରିତ୍ର ଗଲେ ଆଉ ଆସିବା ନାହିଁ l ଥରେ ଚରିତ୍ର ହୀନ ହେଲାପରେ ଲୋକେ ଏମାନଂକୁ ଆଉ ବିଶ୍ୱାସକୁ ନେବେନାହିଁ l ତମେ ଚରିତ୍ର ବିକି ଯେତେ ଅର୍ଥ ଉପାର୍ଜନ କର , କାମରେ ଆସିବ ନାହିଁ l ମୋ ଜାଣିବାରେ ଜଣେ ମହିଳା ମନ୍ଦ ଉପାୟରେ କୋଟି -କୋଟି ଟଙ୍କା ରୋଜଗାର କଲା l ସବୁ ସମ୍ପତି ରୋଗ ଉପଚାର କରିବାରେ ଡାକ୍ତରଖାନା ରେ ଗଲା l ମଲାବେଳକୁ କେହି ଗୋତିଏବି ପୁରୁଷ ବନ୍ଧୁ ତାକୁ ଦେଖିବାକୁ ଆସିନଥିଲେ l

    • @gourangasa6027
      @gourangasa6027 3 месяца назад

      ତମ ଲେଖା ରୁ ଜଣା ପଡିଲା ତମେ ଜଣେ BJD ଦଳ ର ବଡ ଦଲାଲ

    • @sujitsamal694
      @sujitsamal694 3 месяца назад

      Right.​@@gourangasa6027

  • @scdas01
    @scdas01 3 месяца назад

    Governor met ASO family after 7-days. Bipin Das makes a video after 09 days. The video is not about Odisha Prida(ODISHA ASHMITA), nor about the incident in which son of the governor attacked violently on the officer's incharge of the Puri Rajbhaban. Bipin Das has made this video, perhaps under the instruction & sponsership of govt. & Rajbhaban, to safe-guard the govt. & Governor's son. You listen the video, how political it is, so openly & so shamelessly Bipin babu has made it? You listen to his counter arguments, no way less than that of BJP spokespersons' .

  • @pramodpradhan3395
    @pramodpradhan3395 3 месяца назад +1

    Tame sanbadika na alajuka sanbaluaa

  • @rajiblochansahoo9863
    @rajiblochansahoo9863 3 месяца назад

    Pratap dev gote chora tautor ta katha sabu valueless.sei ta kana kahiba

  • @kamalakantabaug6375
    @kamalakantabaug6375 3 месяца назад

    Budha kale pada chatiba bhala nuhen

  • @akshaykumarbehera1964
    @akshaykumarbehera1964 3 месяца назад

    Aeita b j p ch...

  • @yudhisthiramohanta1193
    @yudhisthiramohanta1193 3 месяца назад

    Andhabhakt journalist

  • @santoshprasadmishra4977
    @santoshprasadmishra4977 3 месяца назад +1

    You are trying to support BJP.

  • @sikanartstudio
    @sikanartstudio 3 месяца назад +1

    Apanka katha au terechha bana hoi nai ... Sarakari bana heigalani ????!!!!! Unsubscribe this channel now .... No more see your channel.

  • @Mishkasgarden
    @Mishkasgarden 3 месяца назад

    BJP SARKAR KU POLICE MANIBA NAHIN KARANA EHI MICHHUA SARKAR RA AKHA BIRI NAHIN, KEBALA BHAGYA BASATA EMANE POWER UPA BHOGA KARUCHHANTI

    • @jullysamal6626
      @jullysamal6626 3 месяца назад

      EVM ଖେଳ କରି ଜିତିଛି bjp

  • @purnachandrapradhan2399
    @purnachandrapradhan2399 3 месяца назад

    Don’t say faltu katha.

  • @nalinikantamahalik9704
    @nalinikantamahalik9704 3 месяца назад +1

    Are madata apananka upare habara thila ..tebe ..thik heithanta... apananka..bahut.gyana achhi... apananka age hisabare.. kichhi kahi heunai...na hele..bahut..bhasa..sunibaku padi thanta..apana..Gyan deba band karantu..nai ta authare .bhasan asile sunibe..... please.. stop.. stop....

  • @hariharsahoo6234
    @hariharsahoo6234 3 месяца назад +1

    Your discussion is very bad.

  • @jitendranaik9979
    @jitendranaik9979 3 месяца назад

    Pradhan michha kahuchhanti tu behia satiA ta

  • @himansusekhar3325
    @himansusekhar3325 3 месяца назад +1

    Tame bjp sportar Tama video mote dekhibaku echha nahi tamaku madam khaithile janiparitanta

  • @gopalkrushnapradhan1723
    @gopalkrushnapradhan1723 3 месяца назад

    Apananka tarjama thik laguni

  • @sikanartstudio
    @sikanartstudio 3 месяца назад

    Now unsubscribe this channel... This is only for bjp no terchha bana ....

  • @SuvendraDwibedi
    @SuvendraDwibedi 3 месяца назад

    Very good advice

  • @pramodmalik7917
    @pramodmalik7917 3 месяца назад

    Rosaia bhul kahiki mgi ba rajya pala pua mada matlab bala ate chatu kara huanahi

  • @AbhimanyuMalik-k8w
    @AbhimanyuMalik-k8w 3 месяца назад

    Tama tarjamaku kukura bi sunibeni

  • @akshayakumarnayak8275
    @akshayakumarnayak8275 3 месяца назад +1

    100% RIGHT ANALESIS

  • @purnachandramohanty9184
    @purnachandramohanty9184 3 месяца назад

    Mr Terecha Bana Babu. Baikuntha babu is a Previous Airforce personel. You are telling correct. Your heart is not telling good things. Do not try to act. why FIR is not registered. We work dedicatly 20 years for nation. Why U all not sending your son in Military. Mind is he is a previous military man. Why you telling about politician. why are U making vidio ance You do not any things other than politics. Tame help alajuka. Do not pull us to politics. Make a law that who want to become politician they should serve for military and for nation then only they will illegible for a politician.

  • @prananathnayak6690
    @prananathnayak6690 3 месяца назад

    Tu ta muturi mu ta muturi

  • @pranabeshmohanty9455
    @pranabeshmohanty9455 3 месяца назад

    Gujrat company bisayare kuha

  • @pranabeshmohanty9455
    @pranabeshmohanty9455 3 месяца назад

    Tumara education kete murkha Vali katha heichha. Tume Bjp ra word member heba pai jogya

  • @pranabeshmohanty9455
    @pranabeshmohanty9455 3 месяца назад

    Tumaku laja lagiba katha. Jane hele commend re vala kahunahanti