Slap On Pandian, Naveen Laments | Nirbhay Gumara Katha

Поделиться
HTML-код
  • Опубликовано: 26 окт 2024
  • Slap On Pandian, Naveen Laments | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 375

  • @pinakdas5663
    @pinakdas5663 2 месяца назад +8

    ଖୁବ୍ ସୁନ୍ଦର ଉପସ୍ଥାପନା ସାର୍

  • @srikantapradhan506
    @srikantapradhan506 2 месяца назад +57

    ସାର, ସେ ମଦୁଆ ନବୀନ ଆମ ଓଡିଶା କୁ କଳି ଯୁଗ ର ଶେଷ ରାଉଣ୍ଡ କୁ ନେଇ ଯାଇ ଥିଲା, ପଦ୍ମ ଫେରିଲା ଓଡିଶା ରେ ଆଉ କିଛି ଅସୁବିଧା ହବନି. ଜୟ ଜଗନ୍ନାଥ

  • @RanjanBehera-ge1kf
    @RanjanBehera-ge1kf 2 месяца назад +7

    Better Analysis....🎉🎉🎉Thank you 💕 Sir.
    We are Praying to 🙏 Lord BALABHADRA Jeuw 💓 for RAKSHABANDHAN.....❣️ ❣️ ❣️

  • @laxmidharapanda6086
    @laxmidharapanda6086 2 месяца назад +20

    କଥାରେ ଅଛି ଯିଏ ନିଆଁ ଗିଳିବ ସିଏ ଅଙ୍ଗାର ହଗିବା ଥୟ ! କିନ୍ତୁ ପାଣ୍ଡିଆନ ନିଆଁ ଗିଳିଛି ମାତ୍ର ତାଙ୍କପାଇଁ ଅନ୍ୟମାନେ ଅଙ୍ଗାର ହଗିବାକୁ କୁନ୍ଥାଇବା ଆରମ୍ଭ କରୁଛନ୍ତି !
    ନବୀନ ସରକାରର ସଂଖ୍ୟାଧିକ ସ୍କାମ ମଧ୍ୟରୁ କମସେକମ ହେଲିକାପ୍ଟର ସ୍କାମର ତଦନ୍ତ କରନ୍ତୁ !

  • @bijayanandasatpathy9488
    @bijayanandasatpathy9488 2 месяца назад +12

    ଆଜ୍ଞା ନମସ୍କାର । ଗତ ସରକାର ଆମ tax ପଇସା କୁ ଏମିତି ଖର୍ଚ୍ଚ କରିଥିଲେ ଆଜି ସେ ସବୁ ଶୁଣିଲେ ଗଣତନ୍ତ୍ର କୁ ଆଉ ବିଶ୍ୱାସ ହେଉନି । ତେଣୁ ଏବେ ନୂଆ ସରକାର ପ୍ରତି ଗୋଟିଏ ଗୋଟିଏ ପଇସା ର ହିସାବ ନେବା ଉଚିତ୍ । ଆଉ ଯଦି ସିଏ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ଦଣ୍ଡ ବିଧାନ talibani ପରି ହେବ ଉଚିତ୍ ।

  • @bidyadharpadhan1355
    @bidyadharpadhan1355 2 месяца назад +40

    ପାଣ୍ଡିଆନ ହେଲିକ୍ୟାପ୍ଟର ବୁଲା ରେ ଯେତିକି ଖର୍ଚ୍ଚ କରିଛି 2 ହଜାର ଜଣ lifetime job ପାଇଯିବେ, ମାନେ 2 ହଜାର ପରିବାର ଆରାମ ରେ ଚଳିଯିବେ ଆଜୀବନ😮😮

  • @satyabratasatyabrata8816
    @satyabratasatyabrata8816 2 месяца назад +17

    ମାଡ ଖାଉଛି ଜଣେ ବାଧୁଛି ଆଉଜଣକୁ

  • @adhikaridash7543
    @adhikaridash7543 2 месяца назад +27

    ଆପଣଙ୍କ ଉପସ୍ଥାପନା ଅତି ସୁନ୍ଦର। ଜୟ ଜଗନ୍ନାଥ। ଡାକ୍ତରୀ ଛାତ୍ରୀ ମୃତ୍ୟୁରେ ଯେଉଁମାନେ ସମ୍ପୃକ୍ତ ଏବଂ ଦୋଷୀ, ସମସ୍ତଙ୍କୁ ଚିଡ଼ିଆଖାନାର ବ୍ୟାଘ୍ର ମାନଙ୍କ ଖୁଆଡରେ ଛାଡ଼ିଦେବା ଆବଶ୍ୟକ। ଏହାହିଁ ଉଚିତ ହେବ।

    • @debanandsha5336
      @debanandsha5336 2 месяца назад

      ଆପଣଙ୍କ ବିଚାର ସ୍ଵାଗତ

  • @manjupravamishra8000
    @manjupravamishra8000 2 месяца назад +15

    ରକ୍ଷା ବନ୍ଧନର ଅଜସ୍ର ଅଭିନନ୍ଦନ ସହ ହାର୍ଦ୍ଧିକ ଶୁଭେଚ୍ଛା ଶୁଭକାମନା ତଥା ‌ଶୁଭାଶୀର୍ବାଦ 🙏🌹।ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @rameshsethi1280
    @rameshsethi1280 2 месяца назад +18

    କେବେ ବନ୍ଧା ହବ, ଭୈରବ କାର୍ତିକ ପାଣ୍ଡିଆନ, ସେଇ ଅପେକ୍ଷା ରେ, ଓଡିଶା ବାସୀ

  • @bishnucharnrana3282
    @bishnucharnrana3282 2 месяца назад +40

    ଅନ୍ୟ କାନ୍ଧରେ ବନ୍ଧୁକ ରଖି ଟ୍ରିଗର ଟିପିବାରେ ନବୀନ ପଟ୍ଟନାୟକ ଏକଦମ୍ ସିଦ୍ଧହସ୍ତ ।

  • @brajakishorepadhi4022
    @brajakishorepadhi4022 2 месяца назад +49

    ନବୀନ ପଟ୍ଟନାୟକ ଅସଲ ଡକାୟତ। ପାଂଡିୟାନ କେହି ନୁହଁ।

    • @raghumaninayak9593
      @raghumaninayak9593 2 месяца назад +5

      ଡକାୟତ ନୁହେଁ ବନ୍ଧୁ, ନବୀନ ବାବୁ ଡକାୟତର ରିଙ୍ଗ ମାଷ୍ଟର... 😄😄😄

    • @Sunsine5098
      @Sunsine5098 2 месяца назад

      ନବିନ ମା##ଆ ବଡ଼ ମଦୁଆ। ଶଳା ପାଣ୍ଡୁକୁ କଣ ପିଟିବ , ତା ଅଇଁଣ୍ଠା ଥାଳିକୁ ଚାଟୁ ଥିବ।

  • @BkSrey
    @BkSrey 2 месяца назад +3

    Appropriate observation. Very relevant issues have been raised.

  • @bishnucharnrana3282
    @bishnucharnrana3282 2 месяца назад +33

    ନିର୍ଭୟ ଗୁମର କଥାର ରୋକ୍ ଠୋକ୍ ତଥ୍ୟ କେତେକ ବ୍ୟକ୍ତିଙ୍କୁ ବୋଧେ ହଜମ ହେଉନାହିଁ ତେଣୁ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି ତଥାପି ଆପଣ ଭ୍ରୁକ୍ଷେପ ନକରି ଆଗେଇ ଚାଲନ୍ତୁ ।ଅଶେଷ ଧନ୍ୟବାଦ।

  • @binayakpaikaray8221
    @binayakpaikaray8221 2 месяца назад +56

    ଏବେ ମଧ୍ଯ ବିଜେଡିବାଲାଙ୍କ କ୍ରୀତଦାସ ମାନସିକତା ଯାଇନି।

  • @satishchandrabehera7291
    @satishchandrabehera7291 2 месяца назад +11

    ପ୍ରତାପ ଦେବ ରାଜନୀତି ନାଁ ରେ.....
    ମଣିଷ ରୁ ଅମଣିଷ ହୋଇଲେ ରେ.....
    କିଶ ପୁଣି ଦେଖା ନ ଯାଏ -
    ବଞ୍ଚିଥିଲେ ଜୀବରେ.......
    ଜୟ ଜଗନ୍ନାଥ!!!

    • @arabindamishra4045
      @arabindamishra4045 2 месяца назад +1

      ଶରତ ଦେବ ଙ୍କ ପୁଅ ହୋଇ କ୍ରୀତଦାସ ହେଇ ପାରିଲେ କେମିତି ?

  • @Jagannath-oc9ht
    @Jagannath-oc9ht 2 месяца назад +19

    ମୁଁ ବାରମ୍ବାର ଗୁମର କଥାରେ କହୁଛି , ସରକାରୀ କର୍ମଚାରୀ ଙ୍କ ପାଇଁ ଏମିତି ଲାଗୁ କରାଯାଏ। ପାଣ୍ଡିଆନ୍ ନବିନ ଙ୍କୁ ଆଗ ଆରେଷ୍ଟ କରି କଥା ଆଦାୟ କରାଯାଉ। ସବୁ କ୍ରମଶଃ ବାହାରିବ। ଏମିତିରେ ଲେଖା ଛିଣ୍ଡିବା ସହଜ ନାହିଁ । ଜେତେ କାଗଜପତ୍ର ଜୋଆଡେ ଜାଇଛି ସବୁ ବାହାରିବ ଛାଏଁ ଛାଏଁ ଲେଖା ଛିଣ୍ଡି ଜିବ। ବମ୍ ବମ୍ ଭୋଳାନାଥ

  • @netajidash9367
    @netajidash9367 2 месяца назад +48

    ବିସ୍ଫୋରଣ ହବ ନବୀନ ନିବାସରେ। କେବଳ ସମୟକୁ ଅପେକ୍ଷା। ଡେରି ନାହିଁ

  • @bajrabaninews2271
    @bajrabaninews2271 2 месяца назад +33

    ପ୍ରତାପ ଦେବଙ୍କ ବୁଦ୍ଧି ଭ୍ରଷ୍ଟ ହେଲା ଭଳି ଲାଗୁଛି

  • @sanjulatadei3337
    @sanjulatadei3337 2 месяца назад +1

    EXCELLENT NEWS #ODISHA ❤

  • @pabitramohandas6943
    @pabitramohandas6943 2 месяца назад +2

    🙏ପବିତ୍ର ରକ୍ଷାବନ୍ଧନ ଅବସରରେ ଅନେକ ଅନେକ ଶୁଭେଚ୍ଛା🌹ଅଭିନନ୍ଦନ

  • @naraharimishra7098
    @naraharimishra7098 2 месяца назад +5

    Navin knew everything but remained silent.His game should be finished.

  • @BhabagrahiDas-yf6ph
    @BhabagrahiDas-yf6ph 2 месяца назад +7

    ପରୋକ୍ଷରେ ପ୍ରତାପଦେବ ବାବୁ ପାଣ୍ଡିଆନ ଓ ନବୀନ ବାବୁ ଙ୍କ ତଦନ୍ତ ଦାବି କରୁଛନ୍ତି

  • @akshayakumarnayak3480
    @akshayakumarnayak3480 2 месяца назад +34

    ପ୍ରତାପ ଦେବ ପାଣ୍ଡିଆନ ବାବୁର ଟ୍ରାଫିକ କନେଷ୍ଟବଳ ଥିଲେ ଏଣୁ ମାଲିକ କୁ କହିଲେ ଚାକର କୁ ବାଧିବ

    • @bijaymohanty2248
      @bijaymohanty2248 2 месяца назад +2

      ଆଳି ରାଜାପିଲା ତ ! ତାଙ୍କର ଯୁଦ୍ଧ କରିବା ଅଭ୍ୟାସ ଅଛି ।

    • @netajidash9367
      @netajidash9367 2 месяца назад

      @@akshayakumarnayak3480
      ଥିଲେ ନୁହେଁ ଅଛନ୍ତି। ଥିଲେ, ଅଛନ୍ତି ଏବଂ ଥିବେ

  • @debanandsha5336
    @debanandsha5336 2 месяца назад +1

    ନିର୍ଭୟରେ ରେ ଆପଣ ଓଡ଼ିଶା କୁ ସଚେତନ କରୁଥିବାରୁ ଧନ୍ୟବାଦ୍ sir

    • @SrikantaSwain-w1l
      @SrikantaSwain-w1l Месяц назад

      Are bhai gan re naveena das ku gharabhanga kuhanti prabala dahara

  • @ranjitbhuyan5160
    @ranjitbhuyan5160 2 месяца назад +4

    ମିଶନଶକ୍ତି ଯୋଜନା ତାହାର ସଂଯୋଜିକା ମହୋଦୟଂକ ଉପରେ ଏକ ଅଧ୍ଯାୟ ପ୍ରସାରଣ କରନ୍ତୁ ଏବେ ଓଡ଼ିଶା ଯାଇଥିଲି ଅନେକ ଜାଗାରେ ମିଶନଶକ୍ତି କାଫେ ସବୁ ବିଧ୍ୱସ୍ତ ଅବସ୍ଥାରେ ।
    ସୁଜାତା ମହୋଦୟା ଲମ୍ବା ଛୁଟିରେ ।
    ସେମିତି ମନୋଜ ମିଶ୍ର
    ଭିନିଲ କ୍ରିଷ୍ଣା ମହୋଦୟ ମାନେ ।

  • @urmilatripathy6826
    @urmilatripathy6826 Месяц назад

    Namaskar Sir. Many Many thanks for your valuable nirvaya discussion with much courage. ❤❤❤

  • @geetaranisamal6638
    @geetaranisamal6638 2 месяца назад +3

    ପ୍ରତାପ ଦେବ ଙ୍କ ମୁଁହରେ ସାମାନ୍ୟ ତମ ଲଜ୍ୟା ନାହିଁ।

  • @alekhachandra6982
    @alekhachandra6982 2 месяца назад +16

    ବିଜେଡି ନେତା ଙ୍କ ଧର୍ମ ସ୍ୱାମୀ.

  • @Narmada-s3y
    @Narmada-s3y 2 месяца назад +11

    Slaves already dissapeared😮😮

  • @mituprdhan2020
    @mituprdhan2020 2 месяца назад +9

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🏻🌹🙏🏻🌹🙏🏻🌹

  • @bijaypanda1843
    @bijaypanda1843 2 месяца назад +10

    ଲେଖାଶ୍ରୀ ହାତ ଫୋଟକା ହେଇଚି ମହମ ତରଳି ଗଲା

    • @nareshpanda4418
      @nareshpanda4418 2 месяца назад

      450x900000= 40କୋଟି ହେଉଛି l ଆପଣ କିଭଳି 350 କୋଟି କହୁଛନ୍ତି ?

  • @gourisankarmishra-o8g
    @gourisankarmishra-o8g 2 месяца назад +4

    The relationship between V.K Pandian and Naveen Pattnaik must be discover by senior and youth leadership of BJD.

  • @ashiskumar_official
    @ashiskumar_official 2 месяца назад +14

    ଜୟ ଜଗନ୍ନାଥ 🙏
    ଆପଣଙ୍କ ଉପସ୍ଥାପନ ସତରେ ଅତି ସୁନ୍ଦର ରାଜନୀତି କୁ ଅତି ନୁଖୁଣତା ର ସହ ଓ ଚତୁର୍ଯ୍ୟର ସହ ପରିବେଷଣ ଅତି ରମଣୀୟ

  • @arucharanpradhan5502
    @arucharanpradhan5502 2 месяца назад +6

    ଜୟ ଜଗନ୍ନାଥ, ସାର୍ ପ୍ରଣାମ। ଜଗନ୍ନାଥ ଶହ ଶହ କେସ୍ ଦ୍ଵାରା ଦୋଷୀଙ୍କୁ ଦଣ୍ଡ ବିଧାନ କରିବା ପାଇଁ ଚାହାନ୍ତି ନାହିଁ।ଦଳର ମୁଖ୍ୟ ଦୋଷୀ ପାଣ୍ଡିଆନଙ୍କ ନାମରେ କେସ୍ କଲେ ସମସ୍ତ ଦୋଷୀ ଗୁନ୍ଥି ହୋଇ ଯିବେ।ଏଣୁ ଭିତରେ ଥିବା ସବୁ ଦୋଷୀ ଛାନିଆ ହୋଇ ଯାଉଛନ୍ତି।

  • @rameswar3765
    @rameswar3765 2 месяца назад +16

    ନବୀନ ର ଫାଣ୍ଟମ୍ ହେଉଛି ପାଣ୍ଡୁ ,ପାଣ୍ଡୁ ର ଫାଣ୍ଟମ୍ ହେଉଛି ହେଲିକେପ୍ଟର ଫାଣ୍ଟମ୍ .... ।

  • @sanjulatadei3337
    @sanjulatadei3337 2 месяца назад +1

    THE GREAT NEWS #ODISHA #INDIA ❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @mihirdwivedi8843
    @mihirdwivedi8843 2 месяца назад +3

    It's an excellent presentation by you. Sri Dev is a Bluffmaster. He should show the Ex CM 's order to the media immediately

  • @prafullamohanty5557
    @prafullamohanty5557 2 месяца назад +22

    ପ୍ରତାପ ଦେବ ଗୋଟେ ବତିପେଲା।ଟା କଥା ରେ କିଛି ଗୁରୁତ୍ବ ନାହିଁ। ଏ ପାଣ୍ଡିୟନ ର ଟ୍ରାଫିକ ବ୍ୟବସ୍ଥା କଣ୍ଟ୍ରୋଲ କରୁ ଥିଲେ।

  • @rabindrapatra8223
    @rabindrapatra8223 2 месяца назад

    Very beautiful analysis sir ରାଖୀ ବନ୍ଧନ ର ଅନେକ ଅନେକ ଶୁଭକାମନା। ଜୟ ଜଗନ୍ନାଥ ❤🌹🙏

  • @debashismishra5593
    @debashismishra5593 2 месяца назад +4

    BEAUTIFUL UPOSTHAPONA DEAR NABIN SIR.........

  • @sarojghosh1199
    @sarojghosh1199 2 месяца назад +4

    Very much heat touching. Jay Sri Ram🙏

  • @kamalakantadas6050
    @kamalakantadas6050 2 месяца назад +2

    ସାର୍ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କରିଡ଼ର ଦୁର୍ନୀତି କଥା ବି ବିଶ୍ଳେଷଣ ହେଉ ।ରତ୍ନ ଭଣ୍ଡାର ଚାବି ହଜିବା କଥା ମଧ୍ୟ ଭୂଲନ୍ତୁ ନାହିଁ । ଜୟ ଶ୍ରୀ ଜଗନ୍ନାଥ 🙏

  • @krushnapatel-h2d
    @krushnapatel-h2d 2 месяца назад +1

    Good anilises sir you are the great.

  • @GaneswarRout-f9e
    @GaneswarRout-f9e 2 месяца назад

    Thank you respectable Nabin Das,Nirvaya Gumar Katha for highlighting the issue for public sensitisation.The janata janardan being sensitised and have proved their mighty and have kept up the dignity of Odisha.
    With regards to all.
    Ganeswar Rout.

  • @sachikantasahoo6981
    @sachikantasahoo6981 2 месяца назад +14

    ଓଡ଼ିଶାର ବହୁତ ଜାଗା ରେ BJD ର ଲୋକମାନେ ରୋହିଁଗ୍ୟା ଓ ବଙ୍ଗଳାଦେଶୀ ଙ୍କୁ ଘର ,ଜାଗା ,ରେସନ କାର୍ଡ ,voter କାର୍ଡ ଦେଇ ଦେଇଛନ୍ତି ,
    ତାକୁ check କରି କି ସେମାନଙ୍କୁ ବାହାର କରା ଯାଇ ପାରିବ କି?
    ଲୋକମାନେ ଦୃଢ଼ ହେଇ ଏହାକୁ ଶେଷ ପର୍ଯ୍ୟନ୍ତ ନେଇ ଯାଇ ପାରିବେ କି ?

  • @sunakarpradhan2466
    @sunakarpradhan2466 2 месяца назад +5

    ଛୋଟ ମାଛଧରି ବଡ଼ ବଡ଼ ମାଛ ଓ ନେତା ମନ୍ତ୍ରୀ ଧରାହେବେ କେବେ ? ଚିଟଫଣ୍ଡ ଫେରସ୍ତ କେବେ କଣ ଲୋକେ ମଲେ ??😂😂😂😂😂😂😂

    • @devcreations2070
      @devcreations2070 2 месяца назад

      Right question. Chit fund ta bhulijao . Bjp Bjd nija nija bhitare salasutura heigaleni janata bhakua

  • @bimalmishra3240
    @bimalmishra3240 2 месяца назад

    Right you are.Thank u

  • @SantoshKumarBhoi-w7h
    @SantoshKumarBhoi-w7h 2 месяца назад +5

    ହେଲିକେପ୍ଟର ବିସ୍ଫୋରଣ ରେ ପାଣ୍ଡିଆନ୍ ନିଶ୍ଚୟ ଜଳିବ ଆଉ ଏଇ କଥା ନବୀନ୍ ଓ ଅନ୍ୟ ବିଜେଡି ନେତୃ ବୃନ୍ଦ ଅତି ଭଲ ଭାବରେ ଜାଣି ସାରିଲେଣି ଏବଂ ଏଥିରେ ନବୀନ୍ ବିବ୍ରତ ମର୍ମାହତ ଆତଙ୍କିତ ହେଵା ସ୍ୱାଭାବିକ କାରଣ ବାପା ସାମ୍ନାରେ ପୁଅ ଜଳିଯିବ ଆଉ ସେ ଦୁଃଖରେ ମ୍ରିୟମାଣ ହୋଇ ବାପା ବି ଜାଳି ଯାଇପାରନ୍ତି, ଆଉ କଥା ରହିଲା କ୍ରିତଦାସ ତଥା କନ୍ଷ୍ଟେବଳ ମହାପ୍ରତାପୀ ପ୍ରାପ୍ତ ଦେବ ର, ଯଦି ପାଣ୍ଡିଆନ୍ ଜଳିଯାଏ ତାହେଲେ ପ୍ରତାପ ର ଚାକିରୀ ଟା ଚାଲିଯିବ ଓ ତା ଘରେ ଆଉ ଚୁଲି ଜଳିବନି, ସେଥିପାଇଁ ସେ ଛଟପଟ ହେଉଛି।

  • @uditnarayanfan8331
    @uditnarayanfan8331 2 месяца назад +2

    Nice line :- ବିଜେଡି ନେତାମାନେ ହେଉଛନ୍ତି ମେରୁଦଣ୍ଡ ବିହୀନ ପ୍ରାଣୀ 😂😂😂

  • @swadhikarbetaj3768
    @swadhikarbetaj3768 2 месяца назад +3

    ତା ବୋପା ବୁନିଆଦିରେ ହେଲିକପ୍ଟର କେବେ ଦେଖିନଥିଲାତ ସୁଯୋଗ ଆସିଲାଠୁ ଖାଲି ରାମ୍ପିଦେଲା।ଟ୍ରାଫିକ ଦେବ୍ କୁ ଭାରି ବାଧୁଛି।

  • @TigerDon420
    @TigerDon420 2 месяца назад +2

    Mohan Majhi is doing excellent job...We wanted this kind of people's govt....We love our BJP MoHan Babu and team

  • @anildhal3696
    @anildhal3696 2 месяца назад +7

    Jay shree jagannath

  • @BijayakishoreRath
    @BijayakishoreRath 2 месяца назад +13

    Pandian heuchhi nabinara ghaita duitajaka bedhapilla

  • @ajeetkumarmohanty7880
    @ajeetkumarmohanty7880 2 месяца назад +5

    Pandian ku fasi deaa

  • @atulkumarsahoo4086
    @atulkumarsahoo4086 2 месяца назад +1

    Really Nabin Das Sir , you are the Nirbhay Chanakya in the Odisha true political history .

  • @satyanarayanrath1344
    @satyanarayanrath1344 2 месяца назад +4

    ଅତୀତ ର ସେହି କାଞ୍ଚି ବର୍ତ୍ତମାନର ତାମିଲନାଡୁ । ପାଣ୍ଡୁ ଆସିଛି କାଞ୍ଚି ବିଜୟ ର ପ୍ରତିଶୋଧ ନେବାପାଇଁ । ଜଗନ୍ନାଥ ଙ୍କୁ ଯେପରି ପାଣ୍ଡୁ ଅପମାନିତ କରୁଥିଲା । ତାର ଫଳ ପାଇଲା । ଏବେ ଚୋର ପରି ଲୁଚି ରହିଛି । ନିର୍ଲଜ୍ଜ ନେତାମାନେ ତାକୁ ସମର୍ଥନ କରୁଛନ୍ତି । ଏହା ଓଡ଼ିଆ ଅସ୍ମିତା କୁ କୁଠାରଘାତ୍ ।

  • @abhimanyudash6647
    @abhimanyudash6647 2 месяца назад +2

    Preparation n destoration of 450 helipads cost 40.5 cores such as 450X900000=4050 00000=40.5 cores.Sri Dash babu ur analysis on each n every topic is scientific .l never loose ur episodes. Abhimanyu Dash. Age 80 years.

  • @minubaral5124
    @minubaral5124 2 месяца назад

    Sir I am a competitive student and I always listen your discussion.it is a very good political analysis....❤

  • @PrakashNayak-d7r
    @PrakashNayak-d7r 2 месяца назад +2

    Action sd taken by mohan sarkar must.

  • @hemantkumarsingh1387
    @hemantkumarsingh1387 2 месяца назад

    Excellent analysis.

  • @BijayMishra-o8p
    @BijayMishra-o8p 2 месяца назад +3

    ଆଜ୍ଞା ପ୍ରଣାମ
    କଥାରେ ଅଛି ନିଆଁ ଗିଳିବ ଜିଏ ଅଙ୍ଗର ହଗିବ ସିଏ, ରହିଲା ମୋହନ ସରକାର କଣ କରିବେ ତାଙ୍କ ସମର୍ଥ ଦେଖେଇ ବେ କି ଲିପା ପୋତି କରିଦେବେ

  • @sanjulatadei3337
    @sanjulatadei3337 2 месяца назад +1

    ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤GREAT NEWS ❤

  • @santoshnarayanbhagat2437
    @santoshnarayanbhagat2437 2 месяца назад +3

    Jay jagannath

  • @chailoverindia2328
    @chailoverindia2328 2 месяца назад

    Theek katha sir

  • @sanjulatadei3337
    @sanjulatadei3337 2 месяца назад +1

    No. 1. ❤ ❤ ❤

  • @RanjanKumarKandy
    @RanjanKumarKandy 2 месяца назад +2

    Jai jagannath 🙏🙏🙏

  • @RameshChandraPattnaik-kc1qi
    @RameshChandraPattnaik-kc1qi Месяц назад

    Congratulations for your fearnes opinion

  • @Jagannath-oc9ht
    @Jagannath-oc9ht 2 месяца назад +2

    ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @BiduutaravaSahoo
    @BiduutaravaSahoo 2 месяца назад

    Your wards and.action towards Odisha people s would under go a change thank you Sir

  • @manojkumarsaint7803
    @manojkumarsaint7803 2 месяца назад +1

    Jay Shree Ram ❤❤❤

  • @jdsoren9299
    @jdsoren9299 2 месяца назад +1

    You are right. In future every thing will be disclosed.

  • @ashokkumarpanda5127
    @ashokkumarpanda5127 2 месяца назад +6

    Jay Shree Jagannath 🙏🏼🙏🏼.

  • @pkp4793
    @pkp4793 2 месяца назад +2

    ସାର୍ ଏବେ ବି ଭାରତୀୟ ଜନତା ପାର୍ଟୀ ନବୀନ ପେରେମ ରେ ଅଛନ୍ତି ।ପାଣ୍ଡୁ ଆଉ ନବୀନ ବାବୁ କେବେ ଜେଲ୍ କୁ ଯିବେ ବାକି ରହିଲା ।ପାଣ୍ଡୁ ଆଉ ନବୀନ ଜେଲ୍ ଗଲେ ଓଡିଶା ବାସୀ କଂ ବିଜୟ ହେବ।

    • @bijaymohanty2248
      @bijaymohanty2248 2 месяца назад

      ବିଜେପିକୁ ପଛପଟୁ ଆକ୍ରମଣକାରୀ ଓ ବିଜେଡିକୁ ସମର୍ଥନକାରୀ ନେତାଙ୍କୁ ଚିହ୍ନଟ କରାଯାଉ ।

  • @riyabarsa6676
    @riyabarsa6676 2 месяца назад

    Sure sir

  • @user-qx7xy7sl1q
    @user-qx7xy7sl1q 2 месяца назад

    ❤❤❤100% Right❤❤❤

  • @user-qx7xy7sl1q
    @user-qx7xy7sl1q 2 месяца назад +1

    Pratep dey A video daya Kari dekhantu Au sata kata janantu

  • @amitakar948
    @amitakar948 2 месяца назад +2

    ଜୟ ଜଗନ୍ନାଥ

  • @HappyBadminton-qq3qt
    @HappyBadminton-qq3qt 2 месяца назад +5

    ତଦନ୍ତ ରେ ଦମ୍ ଥିବାଭଳି ହୃଦବୋଧ ହେଉନାହିଁ

  • @RakeshRout-v6q
    @RakeshRout-v6q 2 месяца назад

    Good Analysis

  • @ramachandrapanipani7424
    @ramachandrapanipani7424 2 месяца назад

    ଜୟ ଶ୍ରୀ ଜଗନ୍ନାଥ !

  • @AmiyaKumarSahoo-u3s
    @AmiyaKumarSahoo-u3s 2 месяца назад +2

    ପାଣ୍ଡିଆନ ଙ୍କ କିଛି ହବନି
    ବିଜେପି ସରକାର ପାଣ୍ଡିଆନ ନାଁ ନେଇ ପାଞ୍ଚ ବର୍ଷ କାଟିଦେବ
    କିଛି କରି ପରିବେନି ସେଥିପାଇଁ ପ୍ରତାପ ଦେବ ଛାତିରେ ହାତ ବାଡେଇ କହୁଛନ୍ତି
    ଆପଣ ଦେଖୁବେ କିଛି ହବନି

  • @BibhuRanjanSahoo-gp9ou
    @BibhuRanjanSahoo-gp9ou 2 месяца назад +2

    Do you have any issues to address other than Naveen Patnaik and VK Pandiyan????😄

  • @akshayakumarnayak492
    @akshayakumarnayak492 2 месяца назад

    Good

  • @sushantakumardas9901
    @sushantakumardas9901 2 месяца назад

    Extremely Commendable as well as Absolute Praiseworthy Analysis and detail Descriptions by Mr Naveen Das on Helicopter Scam with Conivance of the Most Corrupted Ex- Chief Minister Mr Naveen Patnaik.

  • @kushadhwajanahak186
    @kushadhwajanahak186 2 месяца назад +1

    ସାର୍ ନମସ୍କାର ଏବଂ ପବିତ୍ର ରକ୍ଷା ବନ୍ଧନ ଅବସରରେ ଅନେକ ଅନେକ ଶୁଭେଚ୍ଛା,

  • @manjushaswain1037
    @manjushaswain1037 2 месяца назад +1

    ବିଜେପି ର ହାତ ଗଣତି ‌ କେତେ ଜଣ। ନେତା ନବୀନ ପ୍ରେମୀ ଥିଲେ ସମସ୍ତେ ନ ଥିଲେ ।

  • @upperprimaryodisha3797
    @upperprimaryodisha3797 2 месяца назад +2

    Jay Guru Jay Jagannath

  • @abhiramsahoo5642
    @abhiramsahoo5642 2 месяца назад +6

    ସହଯୋଗ ରାଶି ସଂପର୍କରେ ସୂଚନା ଦେଖୁଛି,ଅଥଚ କେତେ,କ'ଣ,କିପରି ଟିକେ ମୋର ଜାଣିବା ଦରକାର। ପୂର୍ଣ୍ଣ ସୂଚନା ମିଳିଲେ ଖୁସି ହୁଅନ୍ତି !

  • @akpanda833
    @akpanda833 2 месяца назад +3

    Why & why not arrested so far . How long we talk of ASHMITA . Where is so called Prabhakaran? Pl cover Prabhakaran as he is also involved in OMC mining scam .

  • @BharatiPanigrahi-s7c
    @BharatiPanigrahi-s7c 2 месяца назад

    Very very good video.beautyful presentation about corropted B J D Sarkar ra.

  • @manaswinisahoo6357
    @manaswinisahoo6357 2 месяца назад

    ଥରେ ଅପରାଜିତା ଷଡ଼ଙ୍ଗୀ ମାଡାମ୍ ଙ୍କୁ ସାକ୍ଷାତକାର ପାଇଁ ଡାକନ୍ତୁ

  • @SridharUpadhayay
    @SridharUpadhayay 2 месяца назад

    ❤❤

  • @durgaprasadsamantaray7084
    @durgaprasadsamantaray7084 2 месяца назад +1

    ଖ୍ୟମତାରେ ଥିବାବେଳେ ଅନ୍ଧ ହୋଇଯାଇଥିବା ବ୍ୟକ୍ତି ବର୍ତ୍ତମାନ କୁମ୍ଭୀର କାନ୍ଦଣା ରେ ବ୍ୟସ୍ତ।

  • @pradeepraju8681
    @pradeepraju8681 2 месяца назад

    ବହୁତ ଧିରେଧିରେ କାମ ହେଉଛି, ଏମିତି ରେ କିଛି ହେବନି,କାମ କର କାମ।ଲୋକେ ଅଥୟ ହେଇଗଲେଣି।

  • @anirudhabehera9427
    @anirudhabehera9427 2 месяца назад

    Jay Sriram

  • @gyanabratamohanty4219
    @gyanabratamohanty4219 Месяц назад +1

    ଯେଉଁ ପ୍ୟାରୀ ଅଙ୍କଲ ଏହାଙ୍କୁ ଗାଦିରେ ବସେଇ ପିଠିରେ ବୁହାଇ ପ୍ରତିଷ୍ଠିତ କରିଥିଲେ, ଯେପରି ତାଙ୍କୁ ପଛରୁ ଛୁରୀ ମାରି ତାଙ୍କ ଚେର ମୂଳ ଉପାଡି ଥିଲେ, ଏବେ ସେହି ଦଶା ସେ ଏବଂ ତାଙ୍କ ଧର୍ମପୁତ୍ର ନିଶ୍ଚୟ ଭୋଗିବେ ଓ ଭୋଗିବା ଉଚିତ | ମୂଳ କଥା ସେମାନେ ଆସନ୍ତା ଏକ ଶହ ବର୍ଷ ଶାସନ କରିବେ ବୋଲି ଭାବି ନେଇଥିଲେ 😂😂😂

  • @sarojkantarout1831
    @sarojkantarout1831 2 месяца назад

    You are Brave person

  • @quoteoftheday2357
    @quoteoftheday2357 2 месяца назад +3

    Pratapdev is Trafic police of drunitigrastha Nabin Pandian 🛣️🛣️🛣️

  • @debashishacharya3814
    @debashishacharya3814 2 месяца назад +6

    ଏସବୁର ତଦାରଖ ନକଲେ ମୋହନ ସରକାର ଙ୍କ ସମାଧି ହୋଇ ଯାଇ ପାରେ ।