Respected Padhan Sir, You can used it in any farming without doubt as it's origanic and no cause of side-effects, weather in paddy or other cultivation.thanks
Pyar karna ghuna he, murge murgi bat kar rahe he. Kyun ki unka pyar kamiyap nai hua insan se pyar karte the unka natija kya sirf non veg khana , tmhra pett bharenge esa chiken, mutton bat kar rahe he. Insan is batt ko samjhoge to acha hoga, un log bi insan se pyar karte honge .to kyun khaye.
ବହୁତ ସୁନ୍ଦର ବାର୍ତ୍ତା
ଧନ୍ୟବାଦ
Sir basang patra bisayre tike kahibe
ଏହା ଵାଡି ବଗିଚା ପାର୍କ ରେ ଦେଖାଯାଏ
Halo
ନମସ୍କାର ଆଜ୍ଞା
Nice information sir
Thanks and welcome
ଧନ୍ୟବାଦ୍ ଭାଇ
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Bahut bhal katha pade kahele sir
ଧନ୍ୟବାଦ ଆଜ୍ଞା ନମସ୍କାର
Thank Q Sir for nice information 🌹🙏🌹
ନମସ୍କାର ଆଜ୍ଞା
Kaveri 0511 rogapoka bisayare karantu
ନିଶ୍ଚୟ ଆଗକୁ ଦେଖି ପାରିବେ
Hele AAgyang dudura patrare pati paingkichi Asubidha naingta sprei kala bele seita tike upaya kuhantu
ଏସବୁ ଜୈବିକ ଓ ପ୍ରାକୃତିକ, ଦେଇ ପାରିବେ
Dhan chasre del hab
Thank q sir for best information
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ
Please. Which type of champa used
Sir, general champa, which is available in our local campus.
@@Kurefultv swarna champa Or naga champa
Very nice programme we try to make it to spray on vegetable
Thanks so much,we hope,it would be best for you
List send Kari paribe ki sir
ଭିଡିଓ ରେ
Very good tips and give more
ଧନ୍ୟବାଦ ଆଜ୍ଞା ନମସ୍କାର
ଯେଉଁ ପାତ୍ର ଟିକୁ ଚମ୍ପା ବୋଲି କହିଲେ ସେଇଟା କନିଆରୀ ପତ୍ର କି ଦୟାକରି କହିବେ
ନମସ୍କାର ଆଜ୍ଞା
ଆପଣଙ୍କ କହିବା ପୁରା ଠିକ୍।ଆମ ଅଞ୍ଚଳରେ ଏହାକୁ ଚମ୍ପା ବୋଲି କୁହାଯାଏ, ପ୍ରକୃତରେ ଏହା କନିଅର ଅଟେ।
『I』̨『A』@@Kurefultv
Sir Basang patra ti au keun nama re kuhajae ki
Basanga patra kahele kana aae sir
Bahut vala lagila sir.. apananka video ei desi padhhati mu proyoga karibi mora asa e Sabu nishchaya kamakariba... Mora biswasa..❤️❤️❤️
ନମସ୍କାର ଆଜ୍ଞା
ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା
Kete Pani re kete anupat re dema sijha pani k
ସଵୁ ସମାନ ପରିମାଣର
କେତେ ଦିନ ରେ ସରିବା spry
ନିଜ ହିସାବରେ
Thanks Dada for nice information..🙏.
ଧନ୍ୟବାଦ ଭାଇ, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
ଥରେ ପ୍ରସ୍ତୁତ କଲେ କେତେ ଦିନ ରେ ବ୍ୟବହାର କରିପାରିବା
ସାତ ଦିନ
ଚମ୍ପା-କନିଆରି
ଗଛର ପତ୍ର
E usha ke kapa thi deihabaken
ଦେଇ ପାରିବେ, କିଛି ଅସୁବିଧା ନାହିଁ
Bahut badhia agnya
ଧନ୍ୟବାଦ
Radio ra kishan vani re thila annga dada k
ହଁ ଆଜ୍ଞା ଆନ୍ତରିକ ଧନ୍ୟବାଦ
Dhanchashre dele hab
ଦେଇ ପାରିବେ,ହେଵ
Dhanare dele heba
ଧାନ ଚାଷ ରେ ପ୍ରୟୋଗ କରିବୁ କି
ଦେଇ ପାରିବେ
Kapa re spre kale heba kain
ଆରାମରେ
Agya kapa re dele heba kai
ଦେଇ ପାରିବେ, କିଛି ଅସୁବିଧା ନାହିଁ
Champa. Gaj. Kamta
ନମସ୍କାର ଆଜ୍ଞା
ଵାସଙ୍ଗ ଗଛ ଗ୍ରାମାଞ୍ଚଳରେ ଵାଡି ବଗିଚା ରେ ଦେଖାଯାଏ,ଚମ୍ପା ଟା କନିଅର ଗଛ କୁ କୁହାଯାଏ।
Jhunga re gunguti pok lagi che kenta kara jiba please tike janabe
ଆଲାଣ୍ଟୋ ଦିଅନ୍ତୁ
Bahut badhia information Sir 👌
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା
awesome method
ଧନ୍ୟବାଦ ଆଜ୍ଞା ନମସ୍କାର
Excellent job
ଧନ୍ୟବାଦ ଆଜ୍ଞା ନମସ୍କାର
Suggest organic perstiside for paddy blb.
ଧନ୍ୟବାଦ ଆଜ୍ଞା ନମସ୍କାର
ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା
ମୁଗ ଗଛରେ ଫଳ ଆସଲା ନ ପତର ରେ ପୋକ ଲାଗୁଛେ ଆଉ ପତର ଲାଲ ହେଉଁଛେ l ଇଟା ଯେନ କହୁଛନ ଦେଲେ ଭଲ ହେବା କା
ଏବେ ଦେଲେ କାମ କରିବ ନାହିଁ,ପ୍ରତି ୧୫ ଦିନ ରେ ଥରେ ଦେଉଥିଲେ କାମ କରେ, ଏବେ ରାସାୟନିକ ଔଷଧ ଦିଅନ୍ତୁ,ପ୍ରୋଫେନ୍ ଫସ୍ ନହେଲେ ମାଲାଥିଅନ୍ ଦେଇ ପାରିବେ
Nice
ଧନ୍ୟବାଦ ଆଜ୍ଞା ନମସ୍କାର
Agyan joibik sar kenta bonajae gute video bonaha
ନମସ୍କାର, ଆଗକୁ ଦେଖି ପାରିବେ
Very good work bro
ଧନ୍ୟବାଦ ଆଜ୍ଞା
Vl dada
ଧନ୍ୟବାଦ ଆଜ୍ଞା
Sir pasabaptr ku cuttack re kan kuhanti
ଏହା ଵାସଙ୍ଗ ପତ୍ର ବୋଲି କୁହାଯାଏ
Dhana chasare use karihebakinaahin vidio bananto
ନମସ୍କାର ଆଜ୍ଞା, ଧାନ ରେ ମଧ୍ୟ ଦିଆଯାଇ ପାରିବ। ଆଗକୁ ନିଶ୍ଚୟ ଦେଖି ପାରିବେ।
👌👍
ଧନ୍ୟବାଦ
Kain patar
Basanga patra nei miluchhe sir kana dia heba
ନମସ୍କାର ଆଜ୍ଞା,୫ ଟା ରୁ ୪ଟି ମିଳିଲେ ମଧ୍ୟ କରି ପାରିବେ।
Karla chase bhi dei hebakai dada
ନମସ୍କାର ଆଜ୍ଞା, ନିଶ୍ଚୟ ଦେଇ ପାରିବେ
Not champs but kaniari
ନମସ୍କାର ଆଜ୍ଞା
ଠିକ୍ କଥା,ଆମ ଏ ଅଞ୍ଚଳରେ ଏହି ନାଁ ରେ କହନ୍ତି।
Nice video sir
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
ସାର ଏହି କୀଟନାଶକ ସଖାଳେ ସ୍ପ୍ରେ କଲା ପରେ କେମିକାଲ ବିଷ ସନ୍ଦ୍ୟା ବେଳେ ସ୍ପ୍ରେ କରିହେବ ନା ?
କରି ପାରିବେ, କିନ୍ତୁ ଜୈବିକ ର ଦେଉଥିଲେ,କେମିକାଲ୍ ର ଦିଅନ୍ତୁ ନାହିଁ ଅତି ଦରକାର ନ ହେଲେ
Basanga gaj kamta
ସାର୍ ନମଃ ସ୍କାର କୁରେଫୁଳ ଟିଭି ଚ୍ୟାନେଲ କୁ ଧନ୍ୟବାଦ ପାଞ୍ଚ ପ୍ରକାର ପତ୍ର କୁ ନେଇ ଜୈବିକ କିଟନାଶକ ଭିଡିଓ ଟି ବହୁତ ଭଲ ଲାଗିଲା ସାର୍ ମୋର୍ ଗୋଟିଏ ପ୍ରନ୍ନ ଅଛି ଜୈବିକ କିଟନାଶକ କିଛି ଅଠା ମିଶେଇ ଦରକାର୍ କି ସାର୍ ମୁଁ ବାଇଗଣ ଚାଷ କରିଅଛ ବାଇଗଣ ଫୂଳ କଷି ଆଶିଗଳାନ ଜୈବିକ କିଟନାଶକ ଭଳହେବା ଫୁଳକଷି ଉପରେ କିଛି ପ୍ରଭାବ ପଡ଼ିବନି ମୁଁ ମାନିବାକୁ ଚାହାନ୍ତି
ନମସ୍କାର ଆଜ୍ଞା
ଏତେ କଥା ଆପଣଙ୍କ ଜାଣିବା ରହିଛି, ଦୟାକରି ଆପଣଙ୍କର ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
ପୋକ ନାଇ ମରଵାର ହୋ
Utar tike dia
ନମସ୍କାର ଆଜ୍ଞା
ଏହା ପୋକ ଲାଗି ନ ଥିବା ସମୟରେ ଆରମ୍ଭ କରି , ଆଗକୁ ଆଗକୁ ଦେଲେ,ପୋକ ହୁଏ ନାହିଁ।
Can we use this organic pesticide in paddy fields or farming ? Plz reply me ,Thnks Kurephul TV for such type of valuable information
Respected Padhan Sir,
You can used it in any farming without doubt as it's origanic and no cause of side-effects, weather in paddy or other cultivation.thanks
ଗଛ ରେ ଫୁଲ ଫଳ ଆସବାର ଲାଗି ବି ଏହି medicine ଦେମା.....
ନମସ୍କାର ଆଜ୍ଞା, ଫୁଲ ଫଳ ଆସିବା ପାଇଁ ଅନ୍ୟ ଔଷଧ ଦେଇ ପାରିବେ। ଏହା କୀଟନାଶକ ଔଷଧ ଭାବେ ବ୍ୟବହାର କରି ପାରିବେ।
Sir champa patra miluni epate ..baki 4 patrare kitanasak kari heba ki? Please sir reply karibe 🙏🏻
ନମସ୍କାର ଆଜ୍ଞା,ଚମ୍ପା ପତ୍ର ଜାଗାରେ କରଞ୍ଜ,ନିର୍ଗୁଣୀ ମଧ୍ୟ ନେଇ ପାରିବେ।
@@Kurefultv Thank you sir.
Pranam ..🙏🏻
ଛାତ ଉପରେ ଗମଲାରେ ପୋଟଳ ଚାଷ କିପରି କରିବାକୁ ହେବ ଦୟାକରି ଜଣାଇବେ କି?
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆଗକୁ ନିଶ୍ଚୟ ଦେଖି ପାରିବେ।
Bhai tama number sed kara
Pyar karna ghuna he, murge murgi bat kar rahe he. Kyun ki unka pyar kamiyap nai hua insan se pyar karte the unka natija kya sirf non veg khana , tmhra pett bharenge esa chiken, mutton bat kar rahe he. Insan is batt ko samjhoge to acha hoga, un log bi insan se pyar karte honge .to kyun khaye.
ଧନ୍ୟବାଦ ଆଜ୍ଞା ନମସ୍କାର
Video ta bhallaguchhe tumar number
Dele ametumasage.kathahetu
ନମସ୍କାର ଆଜ୍ଞା,ଆମ ସହିତ ଯୋଗାଯୋଗ ନମ୍ବର 9853256754
Basanga patra ta ki patra
ଏକ ପ୍ରକାରର ପତ୍ର
Chasi ra contact.number tike debar katha
ନମସ୍କାର ଆଜ୍ଞା, ଭିଡିଓ ଡେସ୍କ୍ରୀପସନ୍ ରେ ଦିଆଯାଇଛି।
Nice
Thanks
ପୋକ ନାଇ ମରଵାର ହୋ