Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଧନ୍ୟବାଦ sir
Bohut bohut dhanyabad for organic pesticide thanks
ଧନ୍ୟବାଦ ସାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
Thank You Sir for your nice information for neem oil spray in paddy field.
ସାର୍ ଜୈବିକ ସାର ହଉ କି କୀଟନାଶକ ଏହା ପରିବେଶ ଉପଯୋଗୀ ସ୍ବାସ୍ଥ୍ୟ ପାଇଁ ହିତକାରକ, ଆପଣଙ୍କ ଉପାଦେୟ ସୂଚନା ପାଇଁ ଧନ୍ୟବାଦ୍
Welcome sir
ଲୋକ ଖାଲି ସୁନ୍ଦର ପନିପରିବା ଚାହୁଁଛନ୍ତି, ରାସାୟନିକ କୀଟନାଶକ ଦେଲେ ସୁନ୍ଦର ପନିପରିବା ହେଉଛି ।
ଧନ୍ୟବାଦ୍ ସାର୍
excellent description.thanks.
Good information sir
ସୁନ୍ଦର ଉପସ୍ଥାପନା (ଦୀପକ )
Thank for information
Bahut bhala chasare lagai dekhi ba
Thanks sir for a great learning
Very good information sir
Thank you
Jay kishan jay jawan
Arabinda sir My inspiration
Thank you sir
Sir apanka address please🙏
@@rbrabindrakumardas 7008498896
Kaun district
@@rbrabindrakumardas Cuttack District
Khub bhala
Symptoms of nimnamukhi patrapoda roga bataibe ki sir
Super sir
Aama ghare pesajaithiba nimba tela ku drum prati kete byabahara karipariba dhana chasa re
Sir kasa ghara pa kase banyanga
Thank u sir.
ଘରେ ଥିବା ଲିମ୍ବ ତେଲ ଦେଇ ହେବକି , ଆଉ କେତେ Ml ଦିଆଯିବ ।
Nije tiari karithiba nimba tela kete spray karajiba
ସାର୍ ଆପଣଙ୍କ ଏଇ ଔଷଧକୁ ମୋ କାହାଣୀରେ ସ୍ଵତନ୍ତ୍ର ସ୍ଥାନ ଦେଇ ଉପସ୍ଥାପନା କରିବି ।
Thanks 🙏sir
Sir ..kacharu gacha haladia hoijauchi .plz kichi proseese batantu...
କଖାରୁ ଫସଲରେ ନିମ୍ନମୁଖି ପତ୍ରପୋଡ଼ା ରୋଗ ଲାଗିଲେ ପତ୍ର ହଳଦିଆ ହୋଇଥାଏ।ଫସଲରେ ଜୈବିକ ସାର BIOZYME ଏକର ପ୍ରତି 10Kg ସହିତ Potash 10kg ମିଶାଇ ପ୍ରାୟୋଗ କରନ୍ତୁ।Ridomil gold lit ପ୍ରତି 2.5gm ବା Amistar top lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
😮
sir dhana re chhagodia poka kipari niyatrana kariba
Chloropyriphos ଗୁଣ୍ଡ ଏକର ପ୍ରତି 10kg ପ୍ରୟୋଗ କରନ୍ତୁ ବା Chliropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
ରାସାୟନିକ କୀଟନାଶକ ଅଧିକ ପ୍ରୟୋଗ କରିବା ଦରକାର ।
Good morning sir. Potal Kasi rahuni
Sir, PHULA asile spray kale haba
ଫୁଲ ପୂର୍ବରୁ ସ୍ପ୍ରେ କରନ୍ତୁ
👍
sir nima tela ku fantac plus sahita pakai paribaki
ହଁ ମିଶାଇ ସ୍ପ୍ରେ କରି ପାରିବେ
Sir jadi gharoi desi neem oil tahele kete mL deba?
ଘରୋଇ ଦେଶୀ ନିମ୍ବତେଲ ପାଣିରେ ମିଶି ନଥାଏ।ତେଣୁ ପାଣିରେ ମିଶିବା ପାଇଁ detergent ବା Agri 82 ବ୍ୟବହାର କରନ୍ତୁ ଓ ମାଟି କୁ ଉପଚାର କରନ୍ତୁ।
Sir chemical medicine spray heba pare neem medicine kama kariba ki
ହଁ କିଛି ଟା କାମ ଦେବ
Toto care କେମିତି ବ୍ୟବହାର କରିବା ଏବଂ କେତେ ବେଳେ।
Sir nadiagachhare kahinki bhala phala asu nahin
ନଡିଆ ଗଛରେ ପ୍ରତି ବର୍ଷ ସାର ଓ ଅଣୁ ସାର ର ପରିଚାଳନା କରନ୍ତୁ।ଗଛ ମୁଳରୁ 3ft ଛାଡି 6ଇଞ୍ଚ ଓସାର ଓ ଗଭୀର ନାଳ କରନ୍ତୁ।ଗଛ ପ୍ରତି 3ଝୁଡ଼ି ଗୋବର ଖତ ପ୍ରାୟୋଗ କରନ୍ତୁ।ଗଛ ପ୍ରତି 1kg DAP 800gm urea ଓ 2kg potash ସାର କୁ 2ଭାଗ କରି June-july ଓ Sepember-October ମାସରେ ପ୍ରାୟୋଗ କରନ୍ତୁ।boron ଅଣୁ ସାର ଗଛ ପ୍ରତି 100gm ହିସାବରେ 2ବର୍ଷରେ ଥରେ ପ୍ରାୟୋଗ କରନ୍ତୁ।Hprmone Planofix କୁ 4.5lit ପାଣି ରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Dhanapoda pai ki medicine achi sir kuhantu
Blitox 50 lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ
Please batantu kana karibi
ଘରୁ ଇ ଲିମ୍ବ ତେଲ Ltr ପାଣି ରେ କେତେ ML ବେବହାର କରି ପରିବାର
Neem oil + alika insectide miseikari pakei paribu.
Piajore nimbotelo ku deipari ki
ପିଆଜ ରେ ନିମ୍ବତେଲ କୁ ସ୍ପ୍ରେ କରି ପାରିବେ।
Sir ନିମ୍ୱ ତେଲ କଉଠି ମିଳିବ
Good
ନିମତେଲ କୁ ବିଷ ସହିତ ମିଶା ଯାଇ ପାରିବକି sir
ନାଁ 4 ଦିନ ପରେ use କରିବ
କାଙ୍କଡ ଚାଷ କରାଯାଏ କେମିତି
ମୋର ଦରକାର୍ନେଟ ମାଧ୍ୟମ ରେ ପାଇବା କେମିତି
ଲେମ୍ଭୁ ଗଛରେ ଫୁଲ ସମୟରେ ନିମ ତେଲ ବ୍ୟବହାର ହେଇ ପାରିବକି ଟିକେ କୁହନ୍ତୁ
ଅପରାହ୍ନରେ ସ୍ପ୍ରେ କରନ୍ତୁ
ସାର ବାଇଗଣ ଗଛ ଅଣ୍ଡିରା ହୋଇଯାଉଛି, କାରଣ କଣ ଓ ପ୍ରତିକାର କଣ 🙏
ବାଇଗଣ ଗଛ ଅଣ୍ଡିରା ହେଉଥିଲେ ଏହାର ପରିଚାଳନା ପାଇଁ ଏକ video ପ୍ରସ୍ତୁତ ହୋଇଉଛି ,ଦେଖି ପାରିବେ
@@krushisampada ଦୟାକରି ଲିଙ୍କ ଟା ଦେବେ
Ampligo,alika ,benevia,Dow deligates, use kar ,dui thar pratyek medicine
@@sangrammohantyofficial6748 ruclips.net/video/z-A0uDLYamY/видео.html
@@krushisampada thanks sir🙏🙏🙏
Nimba tela kauthi mile
Online ରେ ମାଗନ୍ତୁ
1 drum means ? Litre
1drum ମାନେ 16 lit
Mousa damana haba sri
ନା
Dear sir ନମସ୍ତେ ମୋର ଆବଶ୍ୟକପାଇବା ର ମାଧ୍ୟମ ଜଣାନ୍ତୁ
Online ରେ ମଗାଇ ପାରିବେ
Nyc
I drum = ? Litre
1 drum means ?Litre
ସାର୍ 15 ଲିଟର ପାଣି କେତେ ମାତ୍ରା ଦିଆଯାଏ
15 lit drum ପ୍ରତି 30ml ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
କେଉଁଠାରେ ମିଳିବ ଆଉ ଦାମ କେତେ
Pesticide ଦୋକାନ ରୁ ପାଇ ପାରିବେ
Potal Kasi memiti rahib. Ur mob no send karantu
Price kete kn
Kalara mocha or mob no
Dayakari. Mobail number. Diantu
You are great sir 🙏 please I like to connect with you help me 🙏📞
ଧନ୍ୟବାଦ ସାର
ଧନ୍ୟବାଦ sir
Bohut bohut dhanyabad for organic pesticide thanks
ଧନ୍ୟବାଦ ସାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
Thank You Sir for your nice information for neem oil spray in paddy field.
ସାର୍ ଜୈବିକ ସାର ହଉ କି କୀଟନାଶକ ଏହା ପରିବେଶ ଉପଯୋଗୀ ସ୍ବାସ୍ଥ୍ୟ ପାଇଁ ହିତକାରକ, ଆପଣଙ୍କ ଉପାଦେୟ ସୂଚନା ପାଇଁ ଧନ୍ୟବାଦ୍
Welcome sir
ଲୋକ ଖାଲି ସୁନ୍ଦର ପନିପରିବା ଚାହୁଁଛନ୍ତି, ରାସାୟନିକ କୀଟନାଶକ ଦେଲେ ସୁନ୍ଦର ପନିପରିବା ହେଉଛି ।
ଧନ୍ୟବାଦ୍ ସାର୍
excellent description.thanks.
Good information sir
ସୁନ୍ଦର ଉପସ୍ଥାପନା (ଦୀପକ )
Thank for information
Bahut bhala chasare lagai dekhi ba
Thanks sir for a great learning
Very good information sir
Thank you
Jay kishan jay jawan
Arabinda sir My inspiration
Thank you sir
Sir apanka address please🙏
@@rbrabindrakumardas 7008498896
Kaun district
@@rbrabindrakumardas Cuttack District
Khub bhala
Thank you
Symptoms of nimnamukhi patrapoda roga bataibe ki sir
Super sir
Thank you
Aama ghare pesajaithiba nimba tela ku drum prati kete byabahara karipariba dhana chasa re
Sir kasa ghara pa kase banyanga
Thank u sir.
ଘରେ ଥିବା ଲିମ୍ବ ତେଲ ଦେଇ ହେବକି , ଆଉ କେତେ Ml ଦିଆଯିବ ।
Nije tiari karithiba nimba tela kete spray karajiba
ସାର୍ ଆପଣଙ୍କ ଏଇ ଔଷଧକୁ ମୋ କାହାଣୀରେ ସ୍ଵତନ୍ତ୍ର ସ୍ଥାନ ଦେଇ ଉପସ୍ଥାପନା କରିବି ।
Thank you
Thanks 🙏sir
Sir ..kacharu gacha haladia hoijauchi .plz kichi proseese batantu...
କଖାରୁ ଫସଲରେ ନିମ୍ନମୁଖି ପତ୍ରପୋଡ଼ା ରୋଗ ଲାଗିଲେ ପତ୍ର ହଳଦିଆ ହୋଇଥାଏ।ଫସଲରେ ଜୈବିକ ସାର BIOZYME ଏକର ପ୍ରତି 10Kg ସହିତ Potash 10kg ମିଶାଇ ପ୍ରାୟୋଗ କରନ୍ତୁ।Ridomil gold lit ପ୍ରତି 2.5gm ବା Amistar top lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
😮
sir dhana re chhagodia poka kipari niyatrana kariba
Chloropyriphos ଗୁଣ୍ଡ ଏକର ପ୍ରତି 10kg ପ୍ରୟୋଗ କରନ୍ତୁ
ବା Chliropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
ରାସାୟନିକ କୀଟନାଶକ ଅଧିକ ପ୍ରୟୋଗ କରିବା ଦରକାର ।
Good morning sir. Potal Kasi rahuni
Sir, PHULA asile spray kale haba
ଫୁଲ ପୂର୍ବରୁ ସ୍ପ୍ରେ କରନ୍ତୁ
👍
sir nima tela ku fantac plus sahita pakai paribaki
ହଁ ମିଶାଇ ସ୍ପ୍ରେ କରି ପାରିବେ
Sir jadi gharoi desi neem oil tahele kete mL deba?
ଘରୋଇ ଦେଶୀ ନିମ୍ବତେଲ ପାଣିରେ ମିଶି ନଥାଏ।ତେଣୁ ପାଣିରେ ମିଶିବା ପାଇଁ detergent ବା Agri 82 ବ୍ୟବହାର କରନ୍ତୁ ଓ ମାଟି କୁ ଉପଚାର କରନ୍ତୁ।
Sir chemical medicine spray heba pare neem medicine kama kariba ki
ହଁ କିଛି ଟା କାମ ଦେବ
Toto care କେମିତି ବ୍ୟବହାର କରିବା ଏବଂ କେତେ ବେଳେ।
Sir nadiagachhare kahinki bhala phala asu nahin
ନଡିଆ ଗଛରେ ପ୍ରତି ବର୍ଷ ସାର ଓ ଅଣୁ ସାର ର ପରିଚାଳନା କରନ୍ତୁ।ଗଛ ମୁଳରୁ 3ft ଛାଡି 6ଇଞ୍ଚ ଓସାର ଓ ଗଭୀର ନାଳ କରନ୍ତୁ।ଗଛ ପ୍ରତି 3ଝୁଡ଼ି ଗୋବର ଖତ ପ୍ରାୟୋଗ କରନ୍ତୁ।ଗଛ ପ୍ରତି 1kg DAP 800gm urea ଓ 2kg potash ସାର କୁ 2ଭାଗ କରି June-july ଓ Sepember-October ମାସରେ ପ୍ରାୟୋଗ କରନ୍ତୁ।boron ଅଣୁ ସାର ଗଛ ପ୍ରତି 100gm ହିସାବରେ 2ବର୍ଷରେ ଥରେ ପ୍ରାୟୋଗ କରନ୍ତୁ।Hprmone Planofix କୁ 4.5lit ପାଣି ରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Dhanapoda pai ki medicine achi sir kuhantu
Blitox 50 lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ
Please batantu kana karibi
ଘରୁ ଇ ଲିମ୍ବ ତେଲ Ltr ପାଣି ରେ କେତେ ML ବେବହାର କରି ପରିବାର
Neem oil + alika insectide miseikari pakei paribu.
ହଁ ମିଶାଇ ସ୍ପ୍ରେ କରି ପାରିବେ
Piajore nimbotelo ku deipari ki
ପିଆଜ ରେ ନିମ୍ବତେଲ କୁ ସ୍ପ୍ରେ କରି ପାରିବେ।
Sir ନିମ୍ୱ ତେଲ କଉଠି ମିଳିବ
Good
ନିମତେଲ କୁ ବିଷ ସହିତ ମିଶା ଯାଇ ପାରିବକି sir
ନାଁ 4 ଦିନ ପରେ use କରିବ
କାଙ୍କଡ ଚାଷ କରାଯାଏ କେମିତି
ମୋର ଦରକାର୍
ନେଟ ମାଧ୍ୟମ ରେ ପାଇବା କେମିତି
ଲେମ୍ଭୁ ଗଛରେ ଫୁଲ ସମୟରେ ନିମ ତେଲ ବ୍ୟବହାର ହେଇ ପାରିବକି ଟିକେ କୁହନ୍ତୁ
ଅପରାହ୍ନରେ ସ୍ପ୍ରେ କରନ୍ତୁ
ସାର ବାଇଗଣ ଗଛ ଅଣ୍ଡିରା ହୋଇଯାଉଛି, କାରଣ କଣ ଓ ପ୍ରତିକାର କଣ 🙏
ବାଇଗଣ ଗଛ ଅଣ୍ଡିରା ହେଉଥିଲେ ଏହାର ପରିଚାଳନା ପାଇଁ ଏକ video ପ୍ରସ୍ତୁତ ହୋଇଉଛି ,ଦେଖି ପାରିବେ
@@krushisampada ଦୟାକରି ଲିଙ୍କ ଟା ଦେବେ
Ampligo,alika ,benevia,Dow deligates, use kar ,dui thar pratyek medicine
@@sangrammohantyofficial6748 ruclips.net/video/z-A0uDLYamY/видео.html
@@krushisampada thanks sir🙏🙏🙏
Nimba tela kauthi mile
Online ରେ ମାଗନ୍ତୁ
1 drum means ? Litre
1drum ମାନେ 16 lit
Mousa damana haba sri
ନା
Dear sir
ନମସ୍ତେ
ମୋର ଆବଶ୍ୟକ
ପାଇବା ର ମାଧ୍ୟମ ଜଣାନ୍ତୁ