ଧଳାମାଛି ପାଇଁ ଦେଶୀ RADAR How to make Yellow sticky trap
HTML-код
- Опубликовано: 28 ноя 2024
- Arabinda Sahoo
KRUSHI SAMPADA
ଫସଲରେ ଧାଳା ମାଛି ର ପରିଚାଳନା
White fly management in crop
Yellow sticky trap
Beuveria bassiana ର ବ୍ୟବହାର
• ଜୈବିକ କବକ Beuveria bas...
#krushisampada #whitefly #yellowstickytrap #insecticide
ବହୁତ୍ ବଢିଆ ସାରେ
ସାରେ ଆପଣ ଏମିତି ସବୁ ଦିନ ଥାଆନ୍ତୁ
ବହୁତ ଧନ୍ୟବାଦ sir
Thanks for your information sir 🙏
Sir pranam. Nice presentation of valuable information.
Outstanding
Thanks you sir your information
Sir Kai mananki kemiti rokajiba tike kuhantu
ସାର୍ ନମସ୍କାର, ଛୋଟିଆ ଅନୁରୋଧ ଟେ
ମୁଁ ଜାଣିବା ପାଇଁ ଚାହୁଁଚି ,
ଶୀତ ଦିନିଆ ବାଇଗଣ ଲଗାଜାଇଥିଲା
ଏବେ ପୁରୁଣା ହୋଇ ଗଲାଣି
କିନ୍ତୁ ସେହି ପୁରୁଣା ଗଛରେ କେମିତି ବାଇଗଣ ପୁଣି
ଫଳିବ ତାର ବେବସ୍ତା ଟିକେ ଜଣେଇବେ
ଦୟାକରି 🙏
ପୁରୁଣା ବାଇଗଣ ଗଛ କୁ 1-1.5ft ରଖି କାଟି ଦିଅନ୍ତୁ।ଜମିରେ ଜୈବିକ ସାର Agrihumic granule ବା SAGARIKA ଏକର ପ୍ରତି 10kg ପ୍ରାୟୋଗ କରନ୍ତୁ।UREA ସାର ଏକର ପ୍ରତି 25kg ଓ potash 15kg ପ୍ରାୟୋଗ କରନ୍ତୁ। NPK 19:19:19 lit ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ।ଏହାର 3ଦିନ ପରେ Hormone Planofix କୁ 4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@@krushisampada ଧନ୍ଯବାଦ ସାର
Sir tikia jhulana chasa upare video karantu mu se chasa kariba pain chanhuchi
Reiny tomato kisam au padhati bisayare sir janayeebe
Sir jia khata prastuta Kariba ku jia kauthi miliba
Available.if interested den reply me
Background music ta bahut sundar heichi...kouthu miliba ? Album name ?
Back ground music studoi ରେ ପ୍ରସ୍ତୁତ କରାଯାଇଛି।
@@krushisampada e music ra copy gote dei paribe ki Sir ?
Mircha re pahila kn sar deba
Sir nali jau kemiti maribe oaragic
Sir beveria ku April Masa re spray Kari heba ki
ଏହି ସମୟରେ ପରିବେଶ ର ତାପମାତ୍ରା ଅଧିକ ରହୁଥିବାରୁ ଏହା ଭଲ କାମ ଦେଇ ନଥାଏ।june -july ପରଠାରୁ ଏହାକୁ ବ୍ୟବହାର କଲେ ଭଲ result ଆସିବ।
ସାର୍ , ନମସ୍କାର ଖରାଟିଆ ଧାନ ଚାଷରେ ଏ ପଧତି ବ୍ୟବହାର କରାଯାଇ ପାରିବକି??????
Sir azola farming bisayareee information deantu
Sir waste decomposer kauthi miliba price rs20
Buy original waste decompser from himgiri green herbal. Price for 4 bottle = 600+ delivery charges.Rs20 wdc is fake
Mere pas he .if interested den reply me
Thank you sir ji
Sir Mili bug upare video banantu.
Sir kalara ra phala bindha poka kipari niyantrana kariba tike janantu
କଲରା ଫଳ ବିନ୍ଧା ପୋକ ଲାଗିଲେ ଆକ୍ରନ୍ତ ଫଳକୁ ସଂଗ୍ରହ କରି ନଷ୍ଟ କରି ଦିଅନ୍ତୁ। Indoxacarb 14.5%SC lit ପ୍ରତି 0.5ml ବା Spinosad 45%SC drum ପ୍ରତି 5ml ବା Catrap hydrochloride 50%SP lit ପ୍ରତି 1.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
Very nice
🙏🙏
Thanks sir
Sir eva kkalara ra semiti ହେଇଛି କନ କରିବା
ଆକ୍ରନ୍ତ ପତ୍ର କୁ ଛିଣ୍ଡାଇ ନଷ୍ଟ କରନ୍ତୁ।ଜୈବିକ ଖତ ବା ଜିଆ ଖତ କୁ ପ୍ରାୟୋଗ କରନ୍ତୁ।କିମ୍ବା ଜୈବିକ ସାର BIOZYME ବା SAGARIKA ଏକର ପ୍ରତି 132kg ପ୍ରାୟୋଗ କରନ୍ତୁ।TAKAF lit ପ୍ରତି 1.5gm ବା Difenthuron 50%WP lit ପ୍ରତି 1.5gm ବା Alika lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।ହଳଦିଆ ଅଠାଳିଆ ଯନ୍ତାଏକର ପ୍ରତି 15ଟି ବ୍ୟବହାର କରନ୍ତୁ।
Dhala machi pain go arka use kari pari ki?
ଫସଲରେ ସବୁ ପ୍ରକାରର ପୋକ ଙ୍କୁ ନିୟନ୍ତ୍ରଣ କରିବା ପାଇଁ ଗୋ ଅର୍କ କୁ ବ୍ୟବହାର କରାଯାଇଥାଏ।
@@krushisampada 🙏
Sir bhala medicine kan pakeile heba?
ଧାନ ଫସଲ ରେ ଦେଇ ପାରିବା କି ଆଜ୍ଞା
ସବୁ ଫସଲରେ ଏହାକୁ ପ୍ରାୟୋଗ କରାଯାଇ ପାରିବ।
ସାର ଆପଣଙ୍କ ସହ ସିଧା ସଳଖ କଥା ହେଇପାରିବା କି
Y,
Baigan bhala binda
Sir Apnkara numbar tike debeki
7008498896
Gote katha ku 100 thara kahuchhanti katha agaku chhadantu
Sir contact no pls diantu.
7008498896
Sir please what of nambar
qv1pyr
VOM.RED
cucumber Patra Puda rogara nirakaran
k9uxmh
VUR.LIFE
Thank you for valuable information.
Thank you sir
Thanks sir
Welcome