ଘରେ ପ୍ରସ୍ତୁତ କରନ୍ତୁ ଜୈବିକ ହର୍ମୋନ ବା ହୁମିକ ଏସିଡ How to make organic Humic acid at home
HTML-код
- Опубликовано: 7 окт 2022
- Arabinda Sahoo
KRUSHI SAMPADA
ଜୈବିକ ହର୍ମୋନ ବା HUMIC ACID
ଏଥିରେ Nitrogen ଅଧିକ ପରିମାଣ ର ରହିଥିବାରୁ ଗଛ ର ବୃଦ୍ଧି
ସବୁଜିମା କରିବା ସହିତ ଅଧିକ ଫୁଲ ଫଳ ଦେଇଥାଏ
ଘରେ ଏହାକୁ ପ୍ରସ୍ତୁତ କରିବା ପାଇଁ 5lit humic acid ପ୍ରସ୍ତୁତ ପାଇଁ 1kg soyabean ମଞ୍ଜି
500gm ବେଶନ
1kg ଗୂଡ଼
250gm ଦହି
5lit ପାଣି ଦରକାର ହୋଇଥାଏ
ଏହି ସବୁକୁ ମିଶାଇ 7ଦିନ ରଖନ୍ତୁ
ଏହା ପରେ ଛାଣି ଦିଅନ୍ତୁ
lit ପ୍ରତି 50ml ହିସାବରେ ଅପରାହ୍ନରେ ସବୁ ଫସଲରେ ସ୍ପ୍ରେ କରନ୍ତୁ
drip irrigation ପାଇଁ ଏକର ପ୍ରତି 2lit ହିସାବରେ ବ୍ୟବହାର କରନ୍ତୁ
Thank you
KRUSHI SAMPADA
WATCH NEXT :
ଧାନ ରୋଗ ପାଇଁ ଭଲ fungicide
• ଧାନ ଫସଲରେ ରୋଗ ପାଇଁ ସବୁ...
ଚକଡ଼ା ପୋକ ନିୟନ୍ତ୍ରଣ
• ଗୋଟିଏ ସ୍ପ୍ରେ ରେ ଚକଡ଼ା ...
ଧାନରେ ଫିଟିକିରି
• ଧାନ ଫସଲରେ ଫିଟିକିରି Use...
#krushisampada #humicacid
ଭଲ ଲାଗିଲା କିନ୍ତୁ ଏହାକୁ ମଞ୍ଜି ଲଗାଇବା ପୂର୍ବରୁ ପକାଇବା
ସତରେ
Dhanyabad sir ahibhali jayibika upyara shikaithibaru
Nice video.
Bahutvallagila
Very much informatove
Very Nice Sir, it is most important organically humic Acid.
ବହୁତ ସୁନ୍ଦର ଲ।ଗିଲ।
Bahut badhia
Good advise to all
Thank you sir.
Badhia
Yes we are using
Nice video
Thankyou sir
Thank you sir
Yes
Very good speaking
ବହୁତ ଭଲ ଲାଗିଲା ଆପଣଂକ video
Thank you
ସାର୍ ଜୟ ଜଗନ୍ନାଥ ବୋହୁତ ସୁନ୍ଦର ବିଡିଓ ସାର୍
Nice video sir
Thanks
Ha
Super
Bahutavalalagila
Apana nk vdo best gyana kousala dela ❤️
Thanks
Hi To Kishan kids Hermon uses.
Lime stone application upare gote video diantu
Ok
I am so glad you learned this home remedy. And do rice plants have medicinal properties to make them stand up? Also bring forward the discussion about the video.
Sir soyabin mangi kan se kendu gachha ra mangi
ଆଜ୍ଞା ଡ଼ାଲି ଜାତୀୟ ଫସଲରେ କେଉଁ ହୋରମନ ଦେଲେ ଫୁଲ ଫଳ ବେଶି ଆସିବ l replay debe sir 🙏🙏
Sarnamaskar🙏🙏🙏🙏🙏💞💞💞💞💞
Verynice
Thanks
Nice
Thank you
ତିନି ବର୍ଷର ଅଅଁଳାଗଛ ଗଛରେ ଫଳ ଧରିବା ପାଇଁ କିଛି ଉପାୟ
ବତାନ୍ତୁ
Sir mu jane pharmasist Hinjilicut basindha .2022 ru 2023 re prathama kari chasa ku apnae nai thili .apna ae vedieo dekhi sir nku at fast namaskar karuchi .apnanka ae proses anusare mu market ru basan 2k.g,saibin manji 2k.g ,2k.g dahi ,2k.g guda ani proses kari apnku msg kali siya manji ku aji batarei daichi kali jai grainding karibi .
Sir apnka no darkar thila pls
Ground nut pai.kichi kahunathi
ଆମ ରାଜ୍ୟ ରେ ଜିର ଚାଷ ହେଇ ପରି ବକି ସା ର ଯଦି ହବ verity କଣ
Sir namaskar Tarabhuja chasara pranali gote video karantu
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ
Soyaabin Magi paiba koutthi
500 tanka kharcha haichi au result dekhibi sir .Thanks sir
Very nice 👍👍👍 video sir
Thank you
Sir soyabin seed miluni..ta badalare au kichhi use kariparibaki,?
Actual video starts at 3:10
Dear sir, kindly share a video regarding nematode control by bioagent
Ok thank you
ହ୍ୟୁମିକ ଏସିଡ୍ ବୋଲି ଗୋଟେ ହରମୋନ ଅଛି ବୋଲି ମୁଁ ପ୍ରଥମେ ଏ ଭିଡିଓରୁ ଜାଣିଲି । ବହୁତ୍ ବହୁତ୍ ଧନ୍ୟବାଦ🙏🙏
Sir kete dina jee use kari pariba
🙏🙏🙏kete Litre panire kete ml dose au dhana bunibara kete dinar pare byba
hara Kariba
ଏହାକୁ ପନିପରିବା ଫସଲରେ ପ୍ରୟୋଗ କରନ୍ତୁ।
Soyabinmanjikana
sir 1 kg Gudore kethe litre pani misaiba....???
Please Reply
ସାର୍ ପ୍ରଣାମ,ଫସଲ ପାଇଁ ଭଲ ସଚେତନ ଶିଖାଇଲେ। ହରେକୃଷ୍ଣ
ଧନ୍ୟବାଦ sir
From where we can get soyabean seeds.
Can purchase from online
Soya bean local market re available nahin. Alaga dali Manji hei pariba ki.
ସାର୍ ଗଛର କେଉଁ ଅବସ୍ଥାରେ ଏହା ସ୍ପ୍ରେ କରାଯିବ କହିଲେନି ।
ଗଛର ବୃଦ୍ଧି ଅଵସ୍ଥା ଓ ଫୁଲ ଫଳ ଆସିବା ପୂର୍ବରୁ ବ୍ୟବହାର କରି ପାରିବେ
ଶାଗ ଜାତୀୟ ଫସଲ ରେ ରୋଗ
ପୋକ ବିଷୟରେ ଜଣାଇବେ
ସୂର୍ଯ୍ୟମୁଖୀ ଲଗାଇବାର ପ୍ରଣାଳୀ ଜାଣିବାକୁ ଚାହୁଚି
Sir yaku gacha upre spray kariba na tale
ପତ୍ର ଉପରେ ସ୍ପ୍ରେ କରନ୍ତୁ
Kapacasa
Sir kakudi gachha bahut madichhi kintu fala asuni apana plz janeibe
UREA ସାର ପ୍ରୟୋଗ କରନ୍ତୁ ନାହିଁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus lit ପ୍ରତି 0.5ml ବା
Tata Bahar lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Tray karibi
Sir pranam ସାର୍ ଦଶ ଦିନ ହେଲାଣି ୟୁରିଆ ପଟାସ ଫୁଲ ଡୋଜ ଏବଂ କୀଟନାଶକ ରିଜମ ଅଲ୍ଟ୍ରା ପକାଇବା କିନ୍ତୁ ଗଛ ବର୍ତ୍ତମାନ ହଳଦିଆ ପଡିଯାଉଛି । ଆଜ୍ଞା ଏବେ କଣ କରି ହେବ ?
Sir🙏, ଧାନ ଫସଲ ରେ ବର୍ତ୍ତମାନ ଥୋଡ ଅବସ୍ଥା ଆସିଗଲାଣି ବର୍ତ୍ତମାନ ଏହାକୁ ପ୍ରୟୋଗ କରାଯାଇ ପାରିବକି?ଧାନ ଫସଲ ରେ ଏହାକୁ କେଉଁ ସମୟରେ ପ୍ରୟୋଗ କରିବା ଫଳପ୍ରଦ ହବ ଓ ଧାନ ଫସଲ ରେ ଡ୍ରମ ପ୍ରତି କେତେ ml ପ୍ରୟୋଗ କରାଯିବ ଦୟାକରି କହିବେ। ଧନ୍ୟବାଦ୍ 👍
ଧାନରେ କେତେ ପରିମାଣରେ ଓ କେତେଥର ପ୍ରୟୋଗ କରିବା ଉଚିତ୍
Soyabeen manji keunthu miliba
Online ରେ ମଗାଇ ପାରିବେ।
Sir good morning, sir DAHI RA specific na pocket dahi heba, DAHI
KHATA HABA DARKAR KI?
ଦହି ଯେତେ ଖଟା ହେବ ସେତେ ଭଲ
Can I use in flower plant? Any flower?
ସବୁ ପ୍ରକାରର ଫସଲରେ ପ୍ରାୟୋଗ କରି ପାରିବେ।
Sir dhan ra paragasangama time re kana deba?
ପରାଗ ସଙ୍ଗମ ସମୟରେ Boron 20% lit ପ୍ରତି 1gm ସହିତ NPK 0:52:34 lit ପ୍ରତି 5gm ହିସାବରେ ଅପରାହ୍ନ ସମୟରେ ସ୍ପ୍ରେ କରନ୍ତୁ।ସକାଳ ସେରେ ସ୍ପ୍ରେ କରିବେ ନାହିଁ।
Sir soyabin seed kouti miliba
Online ରେ ମଗାନ୍ତୁ
SIR, JIBAMRUTA RA APPLY KIPARI
O KETE QUANTITY PLS REPLY
ଜୀବମୃତ ପ୍ରସ୍ତୁତି ଓ ପ୍ରାୟୋଗ ବିଷୟରେ video ପ୍ରସ୍ତିତ ହୋଇଛି ଦେଖି ପାରିବେ
How to preserve it- in refrigerator or as it is in a sealed container?
Sealed container
Soyabin monji Mane kan
Soya ବଡ଼ି ଯେଉଁଥିରୁ ପ୍ରସ୍ତୁତ ହେଉଛି
ସାର୍ ସୋୟବିନ ବଦଳରେ ଆଉ କଣ ବ୍ଯବହାର କରିପାରିବା?
Soyabean ରେ humic acid ଠିକ ଭାବରେ ପ୍ରସ୍ତୁର ହୋଇ ପାରିବ।ଏହାର ବିକଳ୍ପ ନାହିଁ
Sir namaskar.. ୧)କେତେ ଦିନ ବ୍ୟବଧାନ ରେ ଆମେ ପ୍ରୟୋଗ କରିପାରିବା। ପିଜୁଳି ଗଛ ରେ।
୨) ଅନ୍ୟ ସ୍ପ୍ରେ ର କେତେ ଦିନ ବ୍ୟବଧାନ ରେ ଆମେ ଏହି spray ପ୍ରୟୋଗ କରିପାରିବା ।
Ahibhali video banatu
15 liter drum re kete matra ml paka heb sir bujhi hela ni🙏🙏👍
15lit drum ପ୍ରତି 750ml ହିସାବରେ ସ୍ପ୍ରେ କରାଯାଏ
Kapa.chasa.re.spre.kareba.kemete
କପା ଫସଲରେ ସ୍ପ୍ରେ କରି ପାରିବେ।ଅଲଗା ଫସଲ ପରି ଅନୁମୋଦିତ ପରିମାଣ ରେ ଫସଲ ର ବୃଦ୍ଧି ଅବସ୍ଥାରେ ସ୍ପ୍ରେ କରନ୍ତୁ।
Soabin maji mili na kothu
Online ରେ ମଗାଇ ପାରିବେ
Sir soyabin କୁ ଛାଡ଼ି ଆଉ କଣ ନେଇହବ
Soyabean ରେ ଭଲ Humic Acid ପ୍ରସ୍ତୁତ ହୋଇଥାଏ
@@krushisampada ok sir
ଭାଇ ଏହାକୁ କେତେ ଦିନ ଅନ୍ତର ରେ ଗଛର ମୂଳରେ ଦେବା
ଆଉ ୟାକୁ ଫୁଲ ଗଛରେ sprey ବି କରାଯାଇ ପାରିବ ki??
15ଦିନ ଅନ୍ତରରେ ସ୍ପ୍ରେ କରି ପାରିବେ
ପଡ଼ିବାର ପ୍ରଣାଳୀ କେତେବେଳେ ପଡ଼ିବ ଶୁଖିଲା ଅବସ୍ଥାରେ ହଳ କରିକି
ସ୍ପ୍ରେ କରନ୍ତୁ
Sir.ଲିଟରକୁ 50 ml ହେଲେ ଡମ୍ପକୁ 75 ml କେମିତିହବ
750ml
ଏହି ପ୍ରଶ୍ନ ମୋ ମୁଣ୍ଡ କୁ ବି ଆସିଥିଲା ଆପଣଙ୍କ କାମେଣ୍ଟ ରୁ ଉତ୍ତର ମିଳିଗଲା
No.
ସାହୁ ଆଜ୍ଞା ନମସ୍କାର 🙏🙏🙏। ଆମ୍ବଗଛ ରେ କାଈଓଛୋଟଛୋଟ ପିମ୍ପୁଡ଼ି ଲାଗିଛନ୍ତି ତାକୁ କିପରି ଦମନ କରିବା ତାର ଉପାୟ ଟିକେ ବତାନ୍ତୁ
Chloropyriphos 50%EC lit ପ୍ରତି 2.5ml ବା Imidachloprid 30.5%SC lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।
@@krushisampada ଧନ୍ୟବାଦ୍ ଆଜ୍ଞା ନମସ୍କାର 🙏🙏🙏🙏🙏
@@krushisampada ଧନ୍ୟବାଦ୍ ଆଜ୍ଞା ନମସ୍କାର 🙏🙏🙏🙏🙏
Sir ସୋୟାବିନ ମଞ୍ଜି କଣ ବୁଝିହେଉନି ଏବଂ ସୋୟାବିନ ମଞ୍ଜି କେଉଁଠାରୁ ମିଳିବ
Soyabean ମଞ୍ଜି online ରେ ମଗାଇ ପାରିବେ
ସାର 7ଦିନପରେ କେମିତି ବ୍ୟବହାର ଯିବ ସିଏତ ମୋଟଳିଆ ରହୁଛି. ସ୍ପ୍ରେ ଡ୍ରମ ଭିତରେ କେମିତି ଦିଆଯିବ
Thanks you
ଫସଲ ର କୋଉ ସମୟରେ ବାବ୍ୟହର କରିବା ଉଚିତ ହେବ
ଫସଲର ବୃଦ୍ଧି ଅବସ୍ଥା ଓ ଫୁଲ ଫଳ ଆସିବା ଅବସ୍ଥାରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Kadali gachare gadire and mulare Puka laguchi up Acharya kahibe. Namaskar
ମୁଁ ନିଜେ ପ୍ରବେଶ
ମୁଁ ନିଜେ ତିଆରି କରି ପରୀକ୍ଷା କରିବ
Pana chasa pain bebahara କରିହେବ
Please sir aapnk contact number diantu
Sir apankar Whatsapp num ta doun
500 tanka kharcha haichi au result dekhibi sir .Thanks sir