ଖୋଲିଲା ସେଇ ରହସ୍ୟ ଯାହା ଜାଣିବାକୁ ସମସ୍ତେ ଏନେଇ ବସିଥିଲେ

Поделиться
HTML-код
  • Опубликовано: 21 окт 2024

Комментарии • 149

  • @harekrushnapagal1405
    @harekrushnapagal1405 2 дня назад +2

    ❤ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ସବୁ ତୁମ ଇଛା ମହାବାହୁ ଜୟ ଜଗନ୍ନାଥ ଜୟ ପ୍ରଭୁ କଳ୍କୀ ମେଛ ଵିନାଶ କାରୀ ଜୟ
    ଜଗ ଦିସ ହରେ ମହା ପ୍ରଭୁ କାଳିଆ ସାଆନ୍ତେ ଜୟ
    ପ୍ରଭୁ ଅଖୟ ହେଉ ପୁନ୍ୟ ଜଗତେ ଧର୍ମ ହେଉ ଯୁଗେ ଯୁଗେ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଧର୍ମ ର ଜୟ ଜଗନ୍ନାଥ ଜୟ
    ପ୍ରଭୁ ଅଖୟ ହେଉ ପୁନ୍ୟ ଜଗତେ ଧର୍ମ ହେଉ ଯୁଗେ ଯୁଗେ ଜୟ ଜଗନ୍ନାଥ ଜୟ
    ପ୍ରଭୁ ଦୃଷ୍ଟ ଵିନାଶି ଶନ୍ତ ପାଳୁ ତୁମେ ନାଥ ପରମ ଦୟାଳୁ ମହାଵାହୁ ଜୟ ଜଗନ୍ନାଥ ଜୟ
    ପ୍ରଭୁ ଭାରତ ମାତା ରୁ ସାରା ବିଶ୍ବ ରୁ ଵିନାଶ କର ସବୁ ମେଛ ଅସୁର କୁକୁର ଘୁଷୁରୀ ଗଧ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ କଳାବଜାରୀ ଜଵନ କଂସେଇ ଚଣ୍ଡାଳ ଘୁସପେଟା ରୁହିଙ୍ଗିଆ ରିଫୁଜ୍ ପାପି ଅନ୍ୟାୟ ଅତ୍ୟାଚାରି ମିସିନାରି ଅସୁର କୁକୁର ଘୁଷୁରୀ ଗଧ ସବୁ ଅଖାଦ୍ୟ ଅନାଜ୍ୟ ମାନଙ୍କୁ
    ଜୟ ଜଗନ୍ନାଥ ଜୟ ମହା ଵାହୁ ମହା କାଳ ଵାଵା ଶିବ ଶଙ୍କର ମା ଭଵାନୀ ଜୟ
    ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ

  • @matrukrupa2024
    @matrukrupa2024 2 месяца назад +25

    କେଉଁ ଦିନରୁ ମାଳିକା ପଢା ଚାଲିଛି। ଯାହା ସତ୍ୟ ଭଲଭାବରେ ଜାଣି ପ୍ରକାଶ କରନ୍ତୁ। ମିଛ କହି ମହାପୁରୁଷଙ୍କୁ କଳଙ୍କିତ କରନ୍ତୁ ନାହିଁ।ଜୟ ଜଗନ୍ନାଥ

  • @tanmayakumardalai4695
    @tanmayakumardalai4695 8 дней назад

    ଜୟ ଜଗନ୍ନାଥ 🙏ମାଳିକା ବଚନ ସତ୍ୟ ଏହା ମହା ପ୍ରଭୁଙ୍କର ଶ୍ରୀ ମୁଖ ବାଣୀ ଜୟ ଜଗନ୍ନାଥ 🙏🙏🙏🙏

  • @DaitaryMohanta-ro5no
    @DaitaryMohanta-ro5no 2 месяца назад +18

    28ତାରିଖ ଜୁଲାଇ ର ବାତ୍ୟା କୁଆଡେ ଗଲା,ମିଛ କହି ଲୋକମାନଙ୍କୁ ଭୁଆଁ ବୁଲାଉଛି,,,

  • @SusantakumarMalla-x3m
    @SusantakumarMalla-x3m 2 месяца назад +12

    ଜୟ ପଞସଖା🙏ଜୟ ଅଛୁତ🙏ଜୟଶ୍ରୀ ଜଗନ୍ନାଥ 🙏🙏🙏

  • @Jayshreeramjayhanuman-tc4jc
    @Jayshreeramjayhanuman-tc4jc 2 месяца назад +22

    ମାଳିକା କହିଛନ୍ତି,କିନ୍ତୁ ନିଜସ୍ଵ ମତ ବେଶୀ ରହୁଛି ସାର୍।ଦର୍ଶକ ର ପ୍ରଶ୍ନର ଉତ୍ତର ଦେବା ଆପଣଙ୍କ ପ୍ରଥମ କାମ। BJD ଜିତିବା କଥା ଉଣି ମହିଳା ମୁଖ୍ୟମନ୍ତ୍ରୀ ହେବା ମିଛ ହେଲା ବୋଲି ଦର୍ଶକ କହୁଛନ୍ତି

  • @Saritabhuyan-g7q
    @Saritabhuyan-g7q 2 месяца назад +4

    କେତେକ ଜୋତିଷ ବିଜେଡି ଜିତିବ ବୋଲି କହିଲେ ନବୀନ ପଟନାୟକ ଗ୍ରହ ନକ୍ଷତ୍ର ଅନୁସାରେ ବି କହିଲେ ହେଲେ ବି ଆରିଲା ମୁଁ ସେହି ପଣ୍ଡିତେ ର ଘଣ୍ଟା ଘଣ୍ଟା video ଦେଖିଲି ଶୁଣିଲି
    ତେଣୁ କରି କଳିଯୁଗର ପାଞ୍ଜିକାରୀ ମାନଙ୍କୁ ବିଶ୍ୱାସ ନାହିଁ ସେମାନେ କାଲି କଥା କହିବେ ଆଉ କିଛି କାମ କରିବେ ନାହିଁ ଆଉ କେତେକ ପଣ୍ଡିତେ youtube online ରେ ଅଜିଗଲେଣି
    ତେଣୁ କରି କାହା କଥା କୁ ଶୁଣ ନାହିଁ ନିଜେ ନିଜକୁ ସୁକର୍ମ କରିଚାଲ କେବେ କାହା କଥା ଶୁଣୁନ ଉପର ଵାଲା ଯାହା କରିବାକଥା କରିବେ

  • @BhagyalaxmiParida-y7r
    @BhagyalaxmiParida-y7r Месяц назад

    Jay Jagannath swami ❤

  • @santoshkumarmishra2620
    @santoshkumarmishra2620 2 месяца назад +3

    ସବୁମିଛ. କର୍ମ ହିଁ ଭଗବାନ୍. ସତ୍ କର୍ମ କର. ସୁଫଳମିଳିବ. ଏ ଫାଲତୁ କଥା ଶୁଣିଲେ କିଛି ଲାଭନାହିଁ. ସବୁ ମିଛ

  • @pravatbarik1858
    @pravatbarik1858 2 месяца назад +2

    Jay jagannth 🙏🙏🙏🙏🙏

  • @dilipkumarguru2366
    @dilipkumarguru2366 2 месяца назад +3

    Jay Shree Jagannatha Swami Narayan partha gami bhabatume. Achuta Ananta Gobinda.

  • @ramapujari7786
    @ramapujari7786 Месяц назад +1

    ମାଳିକା, କିଛି ଅସ୍ବାଭାବିକ ବ୍ୟକ୍ତିଙ୍କ ପାଇଁ ଆଜି ସମାଜରେ ପ୍ରସିଦ୍ଧି ଲାଭ କରିପାରିନାହିଁ । ଦୟା କରି ଯାହା ଲେଖୁଛ ତାହା ଶୁଣାଅ, ଅନ୍ୟଥା ହତାଦର ହେବ।

  • @jaumaninaik3457
    @jaumaninaik3457 2 месяца назад

    Jay.guru.swami.pranam❤

  • @narayanrout3449
    @narayanrout3449 2 месяца назад +51

    ପ୍ରମୋଦ ବାବୁ ମୋର ପ୍ରଣାମ ପ୍ରୋଗ୍ରାମ ର ହେଡ ଲାଇନ୍ ଜାହା ରହୁଛି ତାହା ପ୍ରୋଗ୍ରାମ ରେ ନାହଁ ତେଣୁ ଆମେ ଦୁଃଖିତ

    • @gitanjalidas7270
      @gitanjalidas7270 2 месяца назад +5

      Right head line kichi nanhi

    • @Zec.J.P
      @Zec.J.P 2 месяца назад +2

      Ei mane yt ru paisa pain

    • @stupidkabi4413
      @stupidkabi4413 2 месяца назад +2

      Aare Bhai pramod babu nka ahi vdo post karuchanti ki......jie ahi youtuber se vdo post karuchi ....

    • @Brahma686
      @Brahma686 2 месяца назад +2

      ୟେ ଗୋଟେ ଟାଉଟର ଚ୍ୟାନେଲ

    • @ritesh007allvideo3
      @ritesh007allvideo3 2 месяца назад +2

      ପଇସା ପାଇଁ ମିଛ ଲେଖୁଛନ୍ତି ଏମାନେ କଣ ସତ କହୁଥିବେ

  • @binodsamantaray8921
    @binodsamantaray8921 2 месяца назад +2

    Jai jagannath Swami Nayan path gami bhava tume
    Jai panchashakha

  • @Annapurnaroul-q5o
    @Annapurnaroul-q5o 2 месяца назад +1

    Jay Jagannath

  • @sanandanayak8515
    @sanandanayak8515 2 месяца назад

    Malika bhachan satya jay jagannath Jay shree krishna ram

  • @Reenabehera0
    @Reenabehera0 2 месяца назад +2

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @RajibaSahu-u3z
    @RajibaSahu-u3z 2 месяца назад +6

    ଜୟପଞ୍ଚସଖା ଜୟ ଜଗନ୍ନାଥ

  • @pryambadakar244
    @pryambadakar244 2 месяца назад

    Jay jaganath seami jay panchasakha🙏 jay kalki bhagwaan ki🙏 kaliyug ra last time asigalani sabu thik samaya re heba mahapurush nka katha micha nuhein jay jaganath🙏

  • @Mahalaxmi1184
    @Mahalaxmi1184 2 месяца назад +1

    Jaya jagannath 🙏🌹❤️

  • @basantadas2071
    @basantadas2071 2 месяца назад +1

    Jay Jagannath Jay panchasakha

  • @madanmohanrout9018
    @madanmohanrout9018 2 месяца назад +9

    ଆମର ଆପଣଙ୍କଠାରେ ଥିବା ଅଶେଷ ସମ୍ମାନ କ୍ଷୁର୍ଣ୍ଣ ହୋଇଗଲାଣି।
    ପ୍ରଦର୍ଶିତ ବିଷୟ ବ୍ଯତିତ ଅନ୍ୟାନ୍ୟ ଗପ ସବୁ ଅଲୋଡା ଓ ପାପ, ସାବଧାନ

  • @LangaHansdah-e9h
    @LangaHansdah-e9h Месяц назад

    Karma hi dhorma apana michha pra char karuchanti,korma nei punyna mile,jaha korma karibo ehi thare sobu sukhi Kori aro pariku jiba,joy jagannath

  • @banamaliharijan-if7gk
    @banamaliharijan-if7gk 2 месяца назад +2

    Biranch Bhai please continue the gitagyan from adhaya-6-sulk-47itis very very request to you because I am wanting to know about the gitagyan

  • @rabindrapradhan8639
    @rabindrapradhan8639 2 месяца назад +1

    Jay tarhi achuyta jay tarhi jagannath charane swarana dia prabhu kurti kurti pranam prabhu jagataku udhar kar prabhu gurudev pranam pramod sir pranam

  • @binodpatra5409
    @binodpatra5409 Месяц назад

    ମାଳିକା ଗାଉଛ ପୂରାଣ ପଢୁଛ ଜଗତରେ ଧର୍ମ ଵାଣି ସୁଣାଉଛ ଭଲ କଥା ଭାଇ ତୁମ ଭଳିଆ ବହୁତ ପ୍ରବଚନ ଦେଉଛନ୍ତି କିନ୍ତୁ କହି ପାରିଵ
    ତୁମ ପ୍ରବଚନ ମାଳିକା ଶୁଣି କେତେ ଲୋକ ଭଲ ରାସ୍ତା କୁ ଆସିଲେଣି ଜଦିଅ ଆସିଲେଣି ଥରେ ପରିକ୍ଷା କର ଯେଉଁଠାରେ ମାଳିକା ଗାଉଛ ଗାଁ ରେ
    ହୋଉ ବା ସହର ହେଉ ସେହି ଜାଗାକୁ
    ଆଠଦିନ ପରେ ଯାଅ ଦେଖ ତୁମ କଥାକୁ କିଏ ଶୁଣି କାମରେ ଲଗାଉଛି
    ଯଦିଓ ଶାନ୍ତିରେ ଅଛନ୍ତି ତେବେ ଗାଅ
    ଜଦିଅ ଅଶାନ୍ତି ମାଡ଼ି ଯାଉଛି ତେବେ ତୁମେ ଚିନ୍ତାକର କଣ କରିବ ଦୁଃଖ ର
    ବିଷୟ ଏତେ ମାଳିକା ଗ୍ରସ୍ଥ ଶୁଣିବି କିଛି
    ଲୋକ ବାପା ମାଆ କୁ ଅଲଗା କରି ରଖୁଛନ୍ତି କାହିଁକି କ'ଣ ପାଇଁ ଖାଇବାକୁ
    ଗଣ୍ଡେ ଦାନା ଦେଉ ନାହାଁନ୍ତି ଗୁରୁ ଜନ ଲଘୁଜନ ମାନୁ ନାହାନ୍ତି କହିଲା ବଳେ
    କହୁଛନ୍ତି ମାଳିକା ରେ ଏହା ସବୁ ହବ
    ବୋଲି ଲେଖିଛନ୍ତି ଅଚ୍ୟୁତ ଏଇଗୁଡା
    ନହୋବା କଥା ଲେଖି ନାହାନ୍ତି କି

  • @SubhendukumarSahani
    @SubhendukumarSahani Месяц назад

    ଜୟ ଶ୍ରୀ ଜଗନ୍ନାଥ

  • @subratrath4554
    @subratrath4554 2 месяца назад

    Jai maa mangala Jai jagannath Jai panchasakha.

  • @pradoshkumarchakrabarty9081
    @pradoshkumarchakrabarty9081 2 месяца назад +1

    Jay shatya sudarshan mohaprabhu.jay maa Adyashakti.jay sono shree khatra.

  • @bibhubiswal7201
    @bibhubiswal7201 2 месяца назад

    ଜୟ ଜଗନ୍ନାଥ 🙏

  • @SureshChalan-w5x
    @SureshChalan-w5x Месяц назад

    Right

  • @SubhendukumarSahani
    @SubhendukumarSahani Месяц назад

    ଜୟ ଶ୍ରୀ ରାମ

  • @seemapatra9773
    @seemapatra9773 2 месяца назад

    J ay maha pravbhu sarathi dev ❤

  • @mitunahak2795
    @mitunahak2795 Месяц назад

    ଖାଲି ନିଜ ଭାଷଣ ରେ ଆପଣ ବ୍ୟସ୍ତ....ଦର୍ଶକ ଙ୍କ ଉତ୍ତର ଦେଇପାରୁନାହାନ୍ତି... ଖାଲି ମାଳିକା ମାଳିକା ଆଉ କିଛି ନାହିଁ....?

  • @RajibKanhar-dp8dh
    @RajibKanhar-dp8dh Месяц назад

    ହରି ରଖନ୍ତି ଏହାସତ୍ୟ ୨୮ବାତ୍ୟାକୁଆଡେଗଲା

  • @MamataNayak-gt3iq
    @MamataNayak-gt3iq 2 месяца назад

    ❤ ଜୟରାଧେରାଧେ 🌻 ଜୟଜଗନ୍ନାଥ ❤

  • @PadmanBhatra-vv8wj
    @PadmanBhatra-vv8wj 2 месяца назад +1

    Jaypancha🙏ଜୟଜଗନ୍ନାଥ 🙏🙏🙏

  • @ramankumarsahoo5697
    @ramankumarsahoo5697 Месяц назад

    ସାର ପ୍ରଣାମ ଜୀବନରେ ଟିକେ ସତ କହିବା ସିକନ୍ତୁ

  • @SubhashreeRay-c9v
    @SubhashreeRay-c9v 2 месяца назад

    Jay jasobanta 🎉🎉🎉🎉

  • @Aesthetic_free
    @Aesthetic_free 2 месяца назад

    Trahi Achyuta Trahi jagannath ❤❤❤

  • @BalakrishnaKanhar-i5t
    @BalakrishnaKanhar-i5t 2 месяца назад

    ମିଛ

  • @rammishra5781
    @rammishra5781 7 дней назад

    ବେକାର କଥା କହି ଲୋକଙ୍କ ସମୟ ନଷ୍ଟ କରିବାଠାରୁ ନିଜେ ଭଗବାନଙ୍କ ଶରଣ ରେ ଯାଆନ୍ତୁ

  • @SubhendukumarSahani
    @SubhendukumarSahani Месяц назад

    ଜୟ ଶ୍ରୀ କୃଷ୍ଣ

    • @sandeeprajputpetal
      @sandeeprajputpetal Месяц назад

      क्या भविष्य मालिका सत्य है भाई में आपसे पूछना चाहता हू mujhe ओड़िया नही आता

  • @dambarudharpangi7921
    @dambarudharpangi7921 2 месяца назад +3

    28/29 July କେରଳର ଭୂସ୍ଖଳନ ହେଲା ।

  • @rajendrabehera9238
    @rajendrabehera9238 2 месяца назад +3

    ସବୁ ମିଛ କିଛି ହେବ ନାହିଁ

  • @birendrasenapati724
    @birendrasenapati724 2 месяца назад

    Jay🙏🙏 shree🙏🙏 krishna🙏🙏 Jay🙏🙏🙏❤❤❤

  • @hemendrasingh2043
    @hemendrasingh2043 2 месяца назад

    ମୋହନ ମାଝୀ ମୁଖ୍ୟମନ୍ତ୍ରୀ କେମେତି ଓଡ଼ିଶାର ଜନତା ଙ୍କୁ ପାଲନା କରିବେ ସେହି କଥା କୁହନ୍ତୁ ବାକି ମାଳିକା ତ କହି ଚାଲିଛି ଜନତା ଭଲୋ ଭାବ ରେ ଜାଣନ୍ତି

  • @rajdhaninewslive707
    @rajdhaninewslive707 2 месяца назад

    ଜୟ ଜଗନ୍ନାଥ

  • @GitanjalisarangiJhilli
    @GitanjalisarangiJhilli 2 месяца назад

    ଜୟ ଜଗନ୍ନାଥ ସ୍ଵାମୀ

  • @NiranjanMohanty-sx7uj
    @NiranjanMohanty-sx7uj 2 месяца назад

    Jay Jagannath Jay Panchasakha Jay Sri Achyutananda Jay Gurudev Apanku Koti Koti Namaskar

  • @pradyumnaswain7706
    @pradyumnaswain7706 2 месяца назад

  • @pushkarameher2929
    @pushkarameher2929 2 месяца назад +5

    ମାଳିକା ବଚନ ପ୍ରଚାର ପ୍ରସାର ବନ୍ଦ କରାଯାଉ,,,,ପ୍ରବଚକମାନେ କେବଳ ମିଛ ହିଁ ମିଛ କହୁଛନ୍ତି,,,

    • @SonaliSonali9014
      @SonaliSonali9014 2 месяца назад

      ଠିକ କହିଲେ ଭାଇ,ଜୟ ଜଗନ୍ନାଥ

    • @deelip2604
      @deelip2604 2 месяца назад

      Emankara mula udyesa RUclips ru rojagar

  • @jagnyanarayanbishoyi2160
    @jagnyanarayanbishoyi2160 2 месяца назад

    Jay gurudev

  • @RabindraPradhan-ru7zl
    @RabindraPradhan-ru7zl 2 месяца назад

    Sir program kale kte nebe

  • @satyanarayanadash2655
    @satyanarayanadash2655 Месяц назад

    Hari om nm sibaya ja boranantha😮😮😮😮

  • @abhayacharanmallick487
    @abhayacharanmallick487 2 месяца назад

    ୟେ ଲୋକଙ୍କୁ ଫାଲତୁ କଥା ଶୁଣାଇ ବୋକା ବନାଉଛି । ଯାହା head line mohan majhi କଥା କୁଆଡେ ଗଲା

  • @saritamaharana4151
    @saritamaharana4151 2 месяца назад +2

    ମାଳିକା ବଚନ ସବୁ ମିଛ ।ମଣିଷ ର ମନ ସବୁଠୁ ସତ୍ଯ ।ଭଗବାନ ଉପରେ ନିର୍ଭର ଦୃଢ ବିଶ୍ବାସ ସହ ମଣିଷ ସକାରାତ୍ମକ ଭାବରେ ଭଲ ଚିନ୍ତା କଲେ ଅତିତର ଲେଖା ମିଛ ହୋଇ ଯାଏ

    • @suryasadhika4157
      @suryasadhika4157 2 месяца назад

      ମାଳିକା ବଚନ ମିଛ ନୁହେଁ ଏ ଚୁତିୟା ମାନଙ୍କ ବଚନ ମିଛ ।

    • @SantoshBehera-r4n
      @SantoshBehera-r4n 2 месяца назад

      Super baby

  • @ବିକାଶ_Biswal
    @ବିକାଶ_Biswal Месяц назад

    ତମ video title re ଗୋଟେ ଲେଖା ହେଇଛି ଆଉ ଭିଡିଓ ଭିତରେ ଆଉ କିଛି କୁହା ଯାଉଛି । Don't spread wrong things just to gain views on RUclips

  • @amiyajena6222
    @amiyajena6222 2 месяца назад

    Pramod Babu manaru kadhi kichhi pravachan pravunka namare kuhani, pravu nka pain apanka pain vala , heading vdo ra topic anusare diantu

  • @pratapkumarsahoo5811
    @pratapkumarsahoo5811 2 месяца назад

    ❤❤❤JAY PANCHA❤❤❤ SAKHA❤❤❤

  • @ଜୟଜଗନ୍ନାଥ-ଠ8ଡ
    @ଜୟଜଗନ୍ନାଥ-ଠ8ଡ 2 месяца назад

    ପଇସା ଦେଲେ ଯାହାକୁ ବି କଳ୍କୀ କହିଦେବେ ଆଜି କାଲି ର ପ୍ରବଚକ.. ଆଗରୁ ତ କହିନ ଥିଲୁ ମୋହନ cm ହେବେ ବୋଲି...

  • @prashantakumarparidq73
    @prashantakumarparidq73 2 месяца назад

    Channel chaliba pain poster re gotia lekha jaichhi kintu dekhauchhi anya gotae

  • @pinkuparida2191
    @pinkuparida2191 2 месяца назад

    ଯାହା ହେଇସାରିବ ତା ପରେ କହିବେ ଏହି ସବୁ ମାଳିକା ରେ ଲେଖା ହୋଇଛି

  • @bijoyrana959
    @bijoyrana959 Месяц назад

    Sarathi ra abasta heba emanankara

  • @BanamaliGouda-mg8uh
    @BanamaliGouda-mg8uh Месяц назад

    😅....

  • @pradoshkumarchakrabarty9081
    @pradoshkumarchakrabarty9081 2 месяца назад

    Jay Ananta Narayan.
    Jay Satya Sanatan.

  • @amiyajena6222
    @amiyajena6222 2 месяца назад

    Pramod Babu apanku bahut sradha Karu,tenu jetiki janicha kuha ,manaku kichhi kuhana,Daya Kari comments dekha padha bujha

  • @geetanjalihota784
    @geetanjalihota784 3 дня назад

    Jaha lekha hoiechi ta malika re kuha heunahi

  • @srikantasahoo2795
    @srikantasahoo2795 2 месяца назад +1

    2sal ander mohana majhi ka last leken jada den nehne rahega

  • @kamalakantalenka1779
    @kamalakantalenka1779 2 месяца назад +1

    ଡୁଗାଲୁଆ ତତେ ମାଡ଼ ଦରକା

  • @jyotshnamohapatra3029
    @jyotshnamohapatra3029 3 дня назад

    etekathajanithila. Avaru kahilani mahapurusanka. Namre michha kahi. Paisarojagara valanuhe

  • @laludada7656
    @laludada7656 2 месяца назад +1

    A. MAN. NKU JERA. KARIBA. KATHA. EI. A. KOUTHU. MALIKA. JANILE

  • @NiranjanMajhi-tq4cp
    @NiranjanMajhi-tq4cp 2 месяца назад

    Bhai Mane maa lakhiba kana bhalo

  • @Adityafoodandvlogs
    @Adityafoodandvlogs 2 месяца назад

    Thambail re jaha lekha heichi kahin sesabu milila nahin khali views darkar

  • @laxmidharjena2043
    @laxmidharjena2043 2 месяца назад

    Jaha heading lekhuchanti taha kuhntu

  • @bimalendu4628
    @bimalendu4628 2 месяца назад

    Ganiki tarikha kuhantu.dekhia kouthi lekha heichhi.mohan babunka nam😂😂

  • @dambarudharpangi7921
    @dambarudharpangi7921 2 месяца назад

    Ok

  • @NeheruBesra
    @NeheruBesra 2 месяца назад

    Mobalare bhai

  • @prasantapatro597
    @prasantapatro597 2 месяца назад

    Nutral accent ଲେଖନ୍ତୁ କୁହନ୍ତୁ

  • @nrusinghcharanbehera4082
    @nrusinghcharanbehera4082 2 месяца назад

    🙏

  • @gourangamallick4663
    @gourangamallick4663 2 месяца назад +1

    Lokanku.darauch

  • @kripesh703
    @kripesh703 2 месяца назад

    Headline gote kahucha aaugote

  • @gautambehera2363
    @gautambehera2363 2 месяца назад

    2024 election re ladies chief minister heba boli kahithila kana hela?

  • @NiranjanMajhi-tq4cp
    @NiranjanMajhi-tq4cp 2 месяца назад

    Apanmana kahodhile Jane mahila orissara c m heba kanahala

  • @jayantakumar1518
    @jayantakumar1518 2 месяца назад

    କାହିଁକି ଫାଲତୁ ରେ ଗୁଜବ ଫୈଲାଉଛନ୍ତି. ଏ ପାର୍ଥନା ଚାନେଲ କଣ ଲିଫ୍ଟ ଦେଲା, ଏ ସବୁ ଭଣ୍ଡ, ଭାଣ୍ଡ ଭବିଷ୍ୟ ବକ୍ତା ହେଇଗଲେ
    ଏପରି ଗୁଜବ କୁ ban କରାଯାଉ
    ଏସବୁ କେଵଳ ଓଡିଶା ରେ, ବାହାରେ ୟାର କିଛି ମୂଲ୍ୟ ନାହିଁ

  • @divinegroup8510
    @divinegroup8510 2 месяца назад

    Bisaya dekhauchanti gote prabachana aau gote

  • @NarendraKumarSahoo-ux6mo
    @NarendraKumarSahoo-ux6mo Месяц назад

    Ganjodanka akhada au ketedina chaliba

  • @sibabarik3169
    @sibabarik3169 Месяц назад

    Sabu micha kichi haba i

  • @gopabandhu55
    @gopabandhu55 2 месяца назад

    କେହି ସମ୍ପୁର୍ଣ୍ଣ ଭବିଷ୍ୟତ ବାଣୀ କହି ପାରିବେ ନାହିଁ। କାରଣ ଆମେ ପ୍ରାରବ୍ଧ ସହ ସଞ୍ଚିତ କର୍ମଫଳ ଭୋଗ କରୁଛୁ। ସଞ୍ଚିତ କର୍ମଫଳର ତ ଭବିଷ୍ୟତ କହିହେବ, ମାତ୍ର ପ୍ରାରବ୍ଧର ଭବିଷ୍ୟତ କହିବା ଅସମ୍ଭବ।

  • @Sahooramakanta-yj4vx
    @Sahooramakanta-yj4vx 2 месяца назад

    Malika is true but your opinion is wrong

  • @jeevanjeetpradhan3107
    @jeevanjeetpradhan3107 2 месяца назад

    Malika sata, kintu gayaka michua, micha click bait thumbnail dauchanti.

  • @dkm3701
    @dkm3701 2 месяца назад

    Pala karantu

  • @ashokkumarrout3780
    @ashokkumarrout3780 2 месяца назад

    ଅଲଗା କଥା କହୁଚ

  • @bijoyrana959
    @bijoyrana959 Месяц назад

    Tauter thaka manankara ta kama kan

  • @bharatkumarbehera6897
    @bharatkumarbehera6897 2 месяца назад

    Malika satya.but apana full michha, michhua.

  • @mr.dikhit1778
    @mr.dikhit1778 2 месяца назад

    କଳିଯୁଗ,ପଣ୍ଡିତ ବାଟ ବଣା ହେବେ

  • @santoshkumarmishra2620
    @santoshkumarmishra2620 2 месяца назад

    ଫୁଟାଣିଆ ମିଛୁଆ ଟାଉଟରଟା.ଧିକ୍

  • @debasishjena7307
    @debasishjena7307 2 месяца назад

    Bahut bada fake news 😶

  • @purnachandranaak720
    @purnachandranaak720 Месяц назад

    Don't try to tell lie and misguide Odias.