Why did the students ask the Army officer and his lady friend " it is not Delhi it is Odisha ? In Odisha its very rare any couple return drunk and drive on road so late night out of control. Lucky enough they have encountered with a group of students not with a gang of anti socials. The students might have tried to teach the duo the modesty of Odisha.
ବର୍ତମାନ odisha police BJD marka
Police hin police ku pacharu je aamen man karuchhe?.
Sir right
ବ୍ୟାମକେସବାବୁ ଆପଣଯଣେ ସିହଛୁଆ ଏଭଳୀ ଛୁଆଓଡିଶାରେ ନହାତି ଯରୋରି ଦରକାର
BJD dala police
ଆମେ ଚଳାଇବୁ ଦେଶ ଆମରି ଆମରି ନାଆରେ ଆମେ ନାଉରୀ । ଏଇଥି ପାଇଁଁ ଦେଶ ସ୍ବାଧୀନ ହେଇ ଥିଲାନା । ବଡ଼ ପାଟିରେ ଚିତ୍କାର ଛାଡି ନାରାବାଜି ଦିଆ ଯାଉଛି, ବେଟି ପଢାଅ , ବେଟି ବଚାଅ , ମାଁ , ଭଉଣୀ ସମ୍ମାନ , ଏଥିରେ କାହିଁ କିଛି ଦେଖା ଯାଉନି । ତା ପରିବର୍ତ୍ତେ ଦେଖା ଯାଉଛି , ଧର୍ଷଣ , ନିର୍ଯ୍ୟାତନା ବଳାତ୍କାର , ରେପ୍ । ଏ ସବୁର ଉତ୍ତର କାହାରି ପାଖରେ ନାହିଁ । ବିଲେଇ ଅଣ ପୁରୁଷିଆ ଦେଖି ମୂଷା କରମ କରୁଛି ବସି । ଦେଶକୁ ଖୋଳ କରିବା ଏବଂ ପାୱାର୍ ରହିବା ,ଅରାଜକତା ସୃଷ୍ଟି କରିବା । ସରକାରୀ କଳ ଗୁଡିକ ମଧ୍ୟ ସେହିପରି ଯୋର୍ ଜୁଲମ୍ , ନାଲି ଆଖି , ହର୍କତ୍ କରିବା ଦିମାଗ୍ କରିକି ଗଜର୍ଜିଅସ୍ ଆବାଜ୍ ରେ କଥା ବାର୍ତ୍ତା କରିବା, ଏଭଳି ଅରାଜକତା କାହିଁକି। ଜନ ସାଧାରଣ କ'ଣ ଏହିଭଳି ଆଶା ରଖି ଭୋଟ ଦେଇଥିଲେ କି। ଏତେ ଅମାନୁଷିକ ତା ନିଷ୍ଠୁରତା ମନୋଭାବ କାହିଁକି। ଦେଶ ଦୁନିଆ ଆଉ ଅବସ୍ଥା ଭିତରେ ନାହିଁ । ଯାହା ଗାଣ୍ଡିରେ ଚେୟାର୍ ଲାଗିଗଲା ଆଉ ଯିଏ ଟିକେ ପାୱାର ର ରହିଲା ତା ମୁଣ୍ଡ ସ୍ୱର୍ଗ ଲାଗିଗଲା ବୋଲି ଭାବନ୍ତି। ଯେ ପର୍ଯ୍ୟନ୍ତ ଶାସନ ଠିକ୍ ଭାବେ ଅଙ୍କୁଶ ଲାଗି ନଥିବ, ଏହିଭଳି ଚୂନ କଳା ଲାଗୁଥିବ। ନିଜ ଘରର ଲୋକମାନେ ଯେତେବେଳେ ନିଜ ଘରର ମୁରବି କୁ ବିରୋଧ କରି ଚେତାବନୀ ଦର୍ଶାଉଛନ୍ତି, ସେଠି ବୁଝିଯିବା କଥା ନିଜର ଓଜନ ଏବଂ ଗାଦିର ମର୍ଯ୍ୟାଦା କ'ଣ। ସରକାରୀ କଳର ମର୍ଯ୍ୟାଦା ଯିଏ କ୍ଷୁର୍ଣ୍ଣ କଲା ବେଡିଙ୍ଗ୍ ବିସ୍ତାର ବାନ୍ଧି ଘରକୁ ପଠାଇ ଦେବା ଉଚିତ୍। ଯିଏ ବି ହେଉ , କାହାରି ମୁହଁକୁ ଦେଖିବା ଦରକାର୍ ନାହିଁ। ପାଞ୍ଚ ଦଶଟା ଏହିଭଳି କରିଦେଲେ ସବୁ ବାଟକୁ ଆସିଯିବେ। ବିରିକୁ ମାଡ଼ ହେଲେ କୋଳଥ ଆପେ ଆପେ ଚେପା ହେଇଯିବ।ସରକାରୀ କଳ ପାଇଁ ସୁନ୍ଦର ମେଡ଼ିସିନ୍।
ପୋଲିସ ର ମାନସିକତା change ହେବା ଉଚିତ
Byamkesh sir 3 jana papi mahila nku ekka dhoi dele 😂😂
Road Romio BJP neta nuhe ta
Why did the students ask the Army officer and his lady friend " it is not Delhi it is Odisha ? In Odisha its very rare any couple return drunk and drive on road so late night out of control. Lucky enough they have encountered with a group of students not with a gang of anti socials. The students might have tried to teach the duo the modesty of Odisha.
Chhabiranii ghatana tharu baligala . Police salary double karajau .BJP hela na karu .
Bemikes. Sir. Apana. Janichanti. B,j,d samayare. Nije. Mohan. MAJHI. Ku. Avadrami. Kari.thila. Police. Aou. Ea. Ta. Mejar. Total. Police. Ku. Chadanahi
A lokata nihati abhadra sabubele mahila nku ati kharap chitrana kariba ya kama
Police main victim
Rajyapala nka pua jeun barbarta Odia pua upare dekheithile… Tara Kan hela
Odisha police ku justice deba hindi news channel, kintu odisha media odisha police ki badnam karuchhi...athilagi odisha ate pachhare
police manakku giraeef karajau
Banka muhi Subhadra jojana kahi gala
PRATIK. ANAODIA HATAÒ ODIA BACĤAÒ