Odisha Police News | ଭଡ଼କିଲେ ବ୍ୟୋମକେଶ | Army vs Police | Bharatpur Police Odia News

Поделиться
HTML-код
  • Опубликовано: 9 ноя 2024
  • Odisha Police News | ଭଡ଼କିଲେ ବ୍ୟୋମକେଶ | Army vs Police | Bharatpur Police Odia News #mohanmajhi #mohanmajhinewscm #rajyasabhaelection
    #PMModi #bjdbjpalliance #BJDMeetingAtNaveenNiwas #BJDSeniorLeader #prasannaacharya #caraccident #Sandhyarabadakhabar
    News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Please visit our website bit.ly/2YaikeJ for latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe our channel to get latest news and updates tinyurl.com/y4...

Комментарии • 1,2 тыс.

  • @BishwanathSethiBishwa
    @BishwanathSethiBishwa Месяц назад +615

    ବ୍ୟୋମକେଶ ବାବୁ ଏକଦମ ଠିକ କଥା କହିଛନ୍ତି, ସୁରକ୍ଷା ସମସ୍ତଙ୍କର ପାଇଁ ଜରୁରି ।

  • @santoshsahoo7827
    @santoshsahoo7827 Месяц назад +150

    ବ୍ୟୋମ୍କେଶ ବାବୁ ଜିନ୍ଦାବାଦ

    • @miscellaneous-z2y
      @miscellaneous-z2y Месяц назад

      ଆପଣଙ୍କ ଘରେ ବୋଧେ ଝିଅ ନାହାନ୍ତି.... ନିଜର ଝିଅ ଟେ ଥିଲେ ଜାଣିପାରିବେ .... କିଛି ମହାନ ପୁରୁଷ ଅଛନ୍ତି ଯେଉଁମାନେ ନାରୀ ଙ୍କୁ ସମ୍ମାନ ଦିଅନ୍ତି। ଆଉ ଆପଣଙ୍କ ଭଳି କିଛି ହୀନ ମାନସିକତା ଲୋକ ଏହି ପାଗଳ ଲୋକକୁ support କରନ୍ତି।

    • @arabind143
      @arabind143 Месяц назад +1

      Se jhia Mada piee ki Lata maruchhi kan se sanskara , na tanka ichha , se toka uparaku chadiki asuchhi se thik ki..
      Maa petaru pua bhi o jhia bhi janma neuchhi...
      K...

    • @arabind143
      @arabind143 Месяц назад +1

      Gariba jhia jiye nyaya pauni , any prabhabsali mahila tanku nirjatana deuchhanti se case re kan nari ku sanman katha asuni ki

    • @miscellaneous-z2y
      @miscellaneous-z2y Месяц назад

      @@arabind143 ପୁରୁଷ ମଦ ପିଇଲେ କଣ ସଂସ୍କାର କି? ଆଜିକାଲି ଘରେ ଘରେ ମଦୁଆ । ଆଉ ବଡ ବଡ educated ବାବୁ ମାନେ ମଦ ପଇଲେଣି । ମଦ ban ହେଉ ବୋଲି କେତେଜଣ ଲୋକ ବହାରୁଚ। କେହି ବାହାରିବନି। କାରଣ ଦୁନିଆ ସାରା ମଦୁଆ । ଯେଉଁ ଦିନ ମଦ ban ହେଉ ବୋଲି ସମସ୍ତେ ବାହାରିବ ସେହି ଦିନରୁ ଦେଖିବ ଏ ପୁରୁଷ ନାରୀ କଳି ସମାପ୍ତ ହେବ।

    • @santoshsahoo7827
      @santoshsahoo7827 Месяц назад +3

      @@miscellaneous-z2y ମୋର ବି ଗୋଟେ ଝିଅ ଅଛି । ତା ଅର୍ଥ ନୁହେଁ ସମାଜ କେବଳ ମହିଳା ସୁରକ୍ଷା କଥା କହିବ । ତୁମେ ନାରୀ ମାନେ ଟିକେ ଟିକେ କଥାରେ କାନ୍ଦି କାନ୍ଦି ନିଜକୁ ଦେଖେଇବା ଶିଖିଛ । ତେଣୁ ତମ ନାରୀ ମାନଙ୍କର କଥା ଟା ସମାଜ ଦେଖୁଛି । ପୁରୁଷ ନିଜକୁ expose କରାଇବାକୁ ଚାହେଁନି । ତେଣୁ ପୁରୁଷ ଦୁଃଖ କାହାକୁ ଦେଖାଯାଏନି ।

  • @SrikantPanigrahi-m7p
    @SrikantPanigrahi-m7p Месяц назад +522

    ବ୍ୟୋମକେଶ ବାବୁ ଠିକ୍ କହୁଛନ୍ତି, ଖାଲି ମହିଳା, ମହିଳା ହୋଇ ପୁରୁଷ ମାନଙ୍କ ପ୍ରତି ଅନ୍ୟାୟ ଚାଲିଛି

    • @ashiskumarbaral.8734
      @ashiskumarbaral.8734 Месяц назад +3

      Right Sir 🎉

    • @BishwanathSethiBishwa
      @BishwanathSethiBishwa Месяц назад +2

      @@SrikantPanigrahi-m7p absolutely right said

    • @Editor826
      @Editor826 Месяц назад +1

      Pura right

    • @miscellaneous-z2y
      @miscellaneous-z2y Месяц назад

      ପୁରୁଷ ଯଦି ଗୁଣ ନଦେଖି ସୁନ୍ଦରୀ ନାରୀ ପଛରେ ପଡ଼ିବ ସେ ନିର୍ଯାତିତ ହେବ। ନହେଲେ ପୁରୁଷ ନିର୍ଯାତିତ କେବେ ହେବନି। ମହିଳା କିନ୍ତୁ ସବୁ ଜାଗାରେ ଅସୁରକ୍ଷିତ। Sethipain ମହିଳା ପାଇଁ ସୁରକ୍ଷା ବ୍ୟବସ୍ଥା ଅଛି। କିନ୍ତୁ ପ୍ରକୃତ ନିର୍ଯାତିତ ମହିଳା ଟି ଏହାର ସୁବିଧା ପାଏନି। ଅନ୍ୟ କିଛି ମହିଲ ଏହାର ଫାଇଦା ଉଠାନ୍ତି

    • @SHRIDHAR-VLOGS-2024
      @SHRIDHAR-VLOGS-2024 Месяц назад

      Ghor anaya nahale dekhun mahila manaku subhadra jojona miluchi purusha Mane kn vote deinathile ki

  • @Dipteeparlour
    @Dipteeparlour Месяц назад +158

    ବ୍ୟମକେଶ ବାବୁ right 👍👍👍👍👍👍👍👍ଆମେ ଅଛୁ ଆପଣଙ୍କ ସହିତ Sir ପୁରୁଷ କମିଶନ ହବା ଦରକାର sir

  • @rohankumarsamantaray1229
    @rohankumarsamantaray1229 Месяц назад +215

    ଭେରୀ ଗୂଡ଼ ବ୍ୟୋମକେଶ ସାର ସୁପର 👌

  • @gaganbihari7510
    @gaganbihari7510 Месяц назад +20

    ଭୁବନେଶ୍ୱର ରେ ଗୋଟେ auto driver ଟିକୁ ଗୋଟେ ଝିଅ ଆସି ମାଡ ମାରିଲା without reason ରେ... ସେତେବେଳେ ପୁରୁଷ ନ୍ୟାୟ କଥା ଉଠାଯାଉନି... ବ୍ୟୋମକେଶ ବାବୁ ଠିକ କହୁଛନ୍ତି... ଉଭୟ ମହିଳା ଓ ପୁରୁଷ କୁ ଯଥୋଚିତ ନ୍ୟାୟ ଆଉ ସୁରକ୍ଷା ମିଳିବା ଉଚିତ

  • @dkentertainment5807
    @dkentertainment5807 Месяц назад +104

    ବ୍ୟୋମକେଶ ତ୍ରିପାଠୀ ଠିକ୍

  • @studentslife1370
    @studentslife1370 Месяц назад +153

    ଆମେ ଏହି ସିଦ୍ଧାନ୍ତ ରେ ଉପନୀତ ହେଲୁଯେ ବ୍ୟମକେଶ ବିଜୟୀ ହେଇଛନ୍ତି l😂😂😅

    • @funnyshorts_akg
      @funnyshorts_akg Месяц назад

      😅😅😅😅😅

    • @priyabratarout4780
      @priyabratarout4780 Месяц назад

      🤦🏻‍♂️🤣

    • @miscellaneous-z2y
      @miscellaneous-z2y Месяц назад

      ଅତୀତରେ କେଉଁ ସୁନ୍ଦରୀ ନାରୀ ପଛରେ ପଡ଼ି ସିଏ ଆଘାତ ପାଇଛନ୍ତି। ସେଥିପାଇଁ ଆଜି ସିଂହ ଭଳି ଗର୍ଜନ କରୁଛନ୍ତି। କୌଣସି ପୁରୁଷ କେବେବି ନିର୍ଯାତିତ ହେବେ ନାହିଁ ଯେ ପର୍ଯ୍ୟନ୍ତ ସେମାନେ ସୁନ୍ଦରୀ ନାରୀ ପଛରେ ନ ପଡିଛନ୍ତି। ଶେଷରେ ଏହି ସିଦ୍ଧାନ୍ତରେ ଉପନୀତ ହୁଅ ଯେ ସୁନ୍ଦର ନଦେଖି ଗୁଣ ଦେଖ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ

    • @himansumuduli540
      @himansumuduli540 Месяц назад

      👍

  • @Official_B.kanhar
    @Official_B.kanhar Месяц назад +174

    ବ୍ୟାମକେଶ ଠିକ କହୁଛନ୍ତି। ଏଟି ଉଭୟ ନାରୀ , ପୁରୁଷ ମଧ୍ୟ ସୁରକ୍ଷା ଦରକାର।

    • @miscellaneous-z2y
      @miscellaneous-z2y Месяц назад +1

      ପୁରୁଷ କୁ କିଏ ଶାରୀରିକ ନିର୍ଯାତନା ଦେଉଛି ଯେ ତାକୁ ସୁରକ୍ଷା ମିଳିବ। ପୁରୁଷ ତ ଦିନ ରାତି ସବୁ ସମୟ ଆରମସେ ବୁଲିପରିବ, ତାକୁ ସୁରକ୍ଷା ର କଣ ଆବଶ୍ୟକ। ଦୁଷ୍କର୍ମ ଶିକାର ନାରୀ ହେଉଛି, ଯୌତୁକ ପାଇଁ ଝିଅ ମରୁଛି ପୁଅ ନୁହେଁ

  • @akshayakumar8712
    @akshayakumar8712 Месяц назад +60

    ବ୍ୟୋମକେଶ Sir 🙏 ଉପଯୁକ୍ତ ଠିକ୍ କଥା କହିଛନ୍ତି Sir 🙏🙏🙏

  • @parshuramsahusahu1535
    @parshuramsahusahu1535 Месяц назад +212

    ବର୍ତ୍ତମାନ ମହିଳା ତୁଳନା ରେ ପୁରୁଷ ବେଶୀ ନିଯ୍ୟାତିତ,

    • @nirakarnayak8154
      @nirakarnayak8154 Месяц назад +1

      Nirat satya

    • @miscellaneous-z2y
      @miscellaneous-z2y Месяц назад

      ହଁ ନିର୍ଯ୍ୟାତିତ ହେଉଛନ୍ତି ସେଇଟା ଶାରୀରିକ ନୁହେଁ ମାନସିକ।, ମହିଳା ଆଗକୁ ଯିବା ସେମାନଙ୍କ ଦେହରେ ଯାଉନି

    • @miscellaneous-z2y
      @miscellaneous-z2y Месяц назад

      ଅଛା ଆଛା....
      ବୋଧେ ଆପଣ କେଉଁ ଝିଅ ଠାରୁ ଶାରୀରିକ ନିର୍ଯାତନା ପାଇଛନ୍ତି।

  • @SriHariRadhaKrishna
    @SriHariRadhaKrishna Месяц назад +58

    ବ୍ୟୋମକେଶ ଠିକ 👍
    ମୋନାଲିସା ଖାଲି ମିଛରେ ଗରଜୁଛି

    • @shyamsundarmohanty2122
      @shyamsundarmohanty2122 Месяц назад +1

      Aaini ବିଷୟରେ ଜ୍ଞାନ ନାହିଁ

    • @miscellaneous-z2y
      @miscellaneous-z2y Месяц назад

      ଯେତେବେଳେ ଆପଣଙ୍କ ଝିଅ ଧର୍ଷଣର ଶିକାର ହେବ, ଯୌତୁକ ପାଇଁ ମରିବ ସେହିଦିନ ଆସି ପୁଣି ବ୍ୟୋମକେଶ sir ଙ୍କୁ ଗାଳି ଦେବେ

  • @runidei4052
    @runidei4052 Месяц назад +156

    ନାରୀ ଓ ପୁରୁଷ କିଛି କିଛି ଖରାପ ଅଛନ୍ତି କିନ୍ତୁ ଉଭୟ ଙ୍କୁ ନ୍ୟାୟ ସମାନ

  • @Itskkm868
    @Itskkm868 Месяц назад +23

    ଆମର ଭାଇ ତମର ଭାଇ ସମସ୍ତଙ୍କ ଭାଇ ବ୍ୟୋମକେଶ ଭାଇ ଜିନ୍ଦାବାଦ ଜିନ୍ଦାବାଦ 🫡🫡

  • @raghuguru8584
    @raghuguru8584 Месяц назад +270

    ଖାଲି ମହିଳା ମାନଙ୍କୁ ସୁରକ୍ଷା ଦେବେ ପୁରୁଷ ଗାଧେଇ ଜିବେ

  • @bidhudas9762
    @bidhudas9762 Месяц назад +7

    ସୁରକ୍ଷା ପାଇଁ ଲିଙ୍ଗ ଭେଦଭାବ କାହିଁକି ଏହା ଦ୍ବାରା ସମାଜ ରେ ଭେଦ ଭାବ ବଢିବ

  • @Yudhidefence157
    @Yudhidefence157 Месяц назад +30

    ବ୍ୟୋମକେଶ sir is the right🙏🙏

  • @MaminaDas-gt6nf
    @MaminaDas-gt6nf Месяц назад +27

    ବ୍ୟମୋକେଶ ଭାଇ 100% Right

    • @miscellaneous-z2y
      @miscellaneous-z2y Месяц назад

      ଆପଣଙ୍କ ପୁଅ କିମ୍ବା ଭାଇ ବୋଧେ ଦୁଷ୍କର୍ମର ଶିକାର ହେଉଛନ୍ତି, ଯୌତୁକ ପାଇଁ ମରୁଛନ୍ତି

  • @SudamcharanNayak-tm6zw
    @SudamcharanNayak-tm6zw Месяц назад +89

    ବ୍ୟାମୋକେଶ ସାର ଆପଣ ଆଗେଇ ଚାଲନ୍ତୁ ଏମିତି ମହିଳା ମାନଙ୍କୁ ମୁହଁ ମୁହଁ ରେ ପାନେ ଦିଅନ୍ତୁ

  • @pintu9102
    @pintu9102 Месяц назад +7

    Very good byomkesh Bhai . Thanks.

  • @janmejoysahoo678
    @janmejoysahoo678 Месяц назад +92

    ପୁରୁଷ ନିର୍ଯ୍ୟାତନା ବହୁତ ବଢ଼ି ଯାଇଛି । ପୁରୁଷ କାନ୍ତୁ ଛନ୍ତି

    • @miscellaneous-z2y
      @miscellaneous-z2y Месяц назад

      ପୁରୁଷ କୁ କିଏ ନିର୍ଯାତନା ଦେଲା? କିଏ ଦୁଷ୍କର୍ମ କରିଲା ନା ଯୌତୁକ ପାଇଁ ମାରିଲା। ଆପଣ ମାନେ ଯେମିତି କୁହନ୍ତି ଝିଅ ଘର ଧନୀ ପୁଅ କୁ marrige ଦେଲେ ବୋଲି ଝିଅ ମରୁଛି। ସେମିତି ପୁଅ simple ଝିଅ ଦେଖି marrige ହେଉନି। ଧନୀ ଝିଅ ଦେଖି କାଇଁ ହେଉଛି ସୁନ୍ଦର ଝିଅ ଦେଖି କାଇଁ ହେଉଛି।

  • @OmmprakashRoutray-bw1jq
    @OmmprakashRoutray-bw1jq Месяц назад +5

    ବ୍ୟମକେସବାବୁ ପ୍ରକୃତକଥା କହୁଛତି ତାକୁଆମେ ବହୁତସ୍ବାଗତ ଯଣାଉଛୁ ଧନ୍ୟବାଦ

  • @MukundaShoo
    @MukundaShoo Месяц назад +91

    ମୋନାଲିସା Madam,triphati ବାବୁଙ୍କ କଥା ର ମୂଲ୍ୟ ଅଛି, ଆଉ ତୁମ କଥା ର ମୂଲ୍ୟ ନାହିଁ।

    • @sambalpuristatus_
      @sambalpuristatus_ Месяц назад

      😂😂😂

    • @kaberinayak5830
      @kaberinayak5830 Месяц назад +1

      Tu kemiti janilu tripathi katha ra mulya achhi madam kn ra nahi dr moumita debnath ra ta nya mililani sabu katha bujhiba kia thiki kahuchhi bhulu kahuchhi kahiba aji jadi tama bhauni se jaga re thanta kete nayaa katha kahuchha janiparithanta

  • @RanjitJena-sp8ui
    @RanjitJena-sp8ui Месяц назад +1

    Bhai always Rock 👍

  • @AmarDas-h8r
    @AmarDas-h8r Месяц назад +35

    ଏକଦମ ଠିକ ଯୁକ୍ତି କରୁଛନ୍ତି ବୋମେକେଶ ବାବୁ

  • @szrgaming9165
    @szrgaming9165 Месяц назад +25

    ଉଚିତ୍ ଜବାବ ଦେଉଛନ୍ତି ବ୍ୟୋମକେଶ ବାବୁ। ଠିକ୍ ଲୋକ।

  • @rskumar7854
    @rskumar7854 Месяц назад +24

    ବ୍ୟମ କେଶ ବାବୁ ଠିକ୍ କଥା କହୁଛନ୍ତି

  • @bhabanisankarparida2953
    @bhabanisankarparida2953 Месяц назад +3

    ବ୍ୟୋମକେଶ ଭାଇ ଗ୍ରେଟ

  • @nishikantabehera2867
    @nishikantabehera2867 Месяц назад +53

    Byomkesh sir apanaka ka kathaku bout sanman deuchhu,you are hero

    • @miscellaneous-z2y
      @miscellaneous-z2y Месяц назад

      କି କଥା ଏମିତି କହିଲା ଯେ ସମ୍ମାନ ର ପାତ୍ର। ଆପଣ କଣ ଜାଣି ପାରୁନାହାନ୍ତି ସମାଜରେ କିଏ ଅସୁରକ୍ଷିତ।

  • @gbstudy306
    @gbstudy306 Месяц назад +6

    😂😂😂 ଯାହାହେଉ ବ୍ୟାମେକେସ sir 🎉🎉 great 😃😃😃 ଆଉ କାହାର କଥାରେ ଦମ୍ ହିଁ ନାହିଁ ବ୍ୟୋମକେଶ ତ୍ରିପାଠୀ ଙ୍କୁ ଛାଡ଼ିଦେଲେ !

    • @miscellaneous-z2y
      @miscellaneous-z2y Месяц назад

      ସମସ୍ତେ ଦମ୍ ର ସହ କଥା ହେଇଛନ୍ତି। ଆପଣଙ୍କୁ ବ୍ୟୋମକେଶ ର ଖାଲି କାଇଁ ଦିଶୁଛି

    • @un.autonomous.college7010
      @un.autonomous.college7010 Месяц назад

  • @nabakishoresubudhi2647
    @nabakishoresubudhi2647 Месяц назад +86

    ବ୍ୟମୋକେଶ ବାବୁ ଠିକ କହୁଛନ୍ତି.....

  • @ranjitkumarsbr5759
    @ranjitkumarsbr5759 Месяц назад +37

    Sir 😅 absolutely right 👍

  • @sitarampanda1055
    @sitarampanda1055 Месяц назад

    Right ବ୍ୟମକେଶୁ sir 🙏🙏🙏

  • @ssentertainment4591
    @ssentertainment4591 Месяц назад +70

    ମହିଳା ମାନେ ବହୁତ ନାଟକ ବାଜି କରନ୍ତି। ପୁରୁଷ ଙ୍କୁ ଫସେଇ ନିର୍ଯ୍ୟାତନା ଦେବାକୁ ଖୁବ୍ ସୁନ୍ଦର ଅଭିନୟ କରନ୍ତି

    • @rabindra9556
      @rabindra9556 Месяц назад

      Verygod

    • @miscellaneous-z2y
      @miscellaneous-z2y Месяц назад

      ପୁରୁଷ ମାନଙ୍କୁ ବୋଧେ ନାଟକ ଜଣା ନାହିଁ।

  • @mrganulolodia1491
    @mrganulolodia1491 Месяц назад

    ପୁରୁଷ କମିଶନ ଗଢ଼ା ଯାଉ... ଆଉ ତାର Head ବ୍ୟମକେଶ ବାବୁ ଙ୍କୁ କରାଯାଉ 💪🏻

  • @akshayapanda9215
    @akshayapanda9215 Месяц назад +65

    ବ୍ୟୋମକେସ ତ୍ରିପାଠୀ ସାର୍ ଠିକ୍ କହୁଛନ୍ତି,

  • @rajibdas8523
    @rajibdas8523 Месяц назад +5

    Perfect said Byomkesh Sir!!!

  • @hrushikeshmahanta6590
    @hrushikeshmahanta6590 Месяц назад +27

    Byomkesh babu correct katha କହୁଛନ୍ତି

  • @anupahembram1019
    @anupahembram1019 Месяц назад +2

    You are great sir

  • @rskumar6035
    @rskumar6035 Месяц назад +17

    ବ୍ୟମେକେଶ 🙏👍👍👍

  • @helpingteachermudulisir4528
    @helpingteachermudulisir4528 Месяц назад +1

    ମାଡାମ ପୁରୁଷ ଓ ମହିଳା ସମାନ । ଯେଉଁ ଦିନ ସାଧାରଣ ଜନତା ପାଇଁ ଆପଣ ଲଢିବେ ସେଦିନ ଆମେ ଆପଣଙ୍କ ସାଙ୍ଗରେ ଅଛୁ। ଅନେକ କ୍ଷେତ୍ରରେ ମହିଳା ପୁରୁଷଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ।

  • @rameshchandrabhoi5385
    @rameshchandrabhoi5385 Месяц назад +17

    ସୁରକ୍ଷା ଜ଼ିରୋ । ଏଠି ସୁରକ୍ଷା ନାମରେ ଚାଲିଛି ବ୍ୟଭିଚାର

  • @pramodchoudharypramodchoud7769
    @pramodchoudharypramodchoud7769 Месяц назад +1

    ଧନ୍ୟବାଦ ପୁରୁଷ କମିଶନ ଜିନ୍ଦାବାଦ ପୁରୁଷ କମିଶନ ଧନ୍ୟବାଦ ତ୍ରିପାଠୀ ବାବୁ

  • @ssentertainment4591
    @ssentertainment4591 Месяц назад +37

    ମୋନାଲିସା ମାଡାମ୍ ଆପଣ ଜଣେ ସ୍ୱାର୍ଥପର ନାରୀ। କେବଳ ମହିଳା ବଞ୍ଚିବେ। ଆମେ କ'ଣ ମରି ଯିବୁ। ବୋମ୍ୟାକେଶ ବାବୁ ଠିକ୍ କହୁଛନ୍ତି। ସାରା ଓଡିଶା ତାଙ୍କୁ ସମର୍ଥନ କରିବ।

    • @miscellaneous-z2y
      @miscellaneous-z2y Месяц назад

      ବ୍ୟୋମକେଶ ବାବୁ ମଧ୍ୟ ଜଣେ ସ୍ୱାର୍ଥପର ପୁରୁଷ।
      ନିଜେ ସୁନ୍ଦରୀ ନାରୀ ପଛରେ ପଡ଼ି ଭୁଲ କରି ନିର୍ଯାତିତ ହେଇଛନ୍ତି ବୋଲି ଆଜି ସବୁ ନାରୀଙ୍କୁ ଖରାପ କହୁଛନ୍ତି। ନାରୀଙ୍କୁ କଣ ପାଇଁ ସୁରକ୍ଷା ଦିଆ ଯାଏ କଣ ଆପଣ ଜାଣି ନାହାନ୍ତି। ନିଜେ ଭାବନ୍ତୁ କିଏ ନିର୍ଯାତିତ ହୁଏ। କିଛି ମହାପୁରୁଷ ନାରୀ ମାନଙ୍କୁ ଆଗକୁ ଯିବାକୁ support କରନ୍ତି। କିନ୍ତୁ କିଛି ଆପଣଙ୍କ ଭଳି ଅଛନ୍ତି ଯେଉଁ ମାନେ ନାରୀ ଆଗକୁ ଯାଉ ସହି ପାରନ୍ତି ନାହିଁ।

    • @ssentertainment4591
      @ssentertainment4591 Месяц назад

      @@miscellaneous-z2y ଆପଣ କିଏ ତ ମୁଁ ଜାଣିନାହିଁ। ଦୁନିଆରେ ଅଧିକାଂଶ କ୍ଷେତ୍ରରେ ନାରୀ ମାନେ ହିଁ ବିଶୃଙ୍ଖଳା ର ମୂଳ କାରଣ ଥାଆନ୍ତି। ଏଠାରେ ସବୁ ନାରୀ ଖରାପ୍ ନୁହନ୍ତି କି ସବୁ ପୁରୁଷ ଖରାପ୍ ନୁହନ୍ତି। ଆପଣଙ୍କ ବୟସ କେତେ ମୁଁ ଜାଣିନାହିଁ। ମୋର 45 ବୟସ ଭିତରେ ମୋର ଅଭୁଭବ ରେ ଅନେକ ସ୍ଥାନରେ ନାରୀ ମାନେ, ମାୟାବିନି ସାଜି କୋଉଠି ପୁରୁଷ ଙ୍କୁ ବର୍ବାଦ କରିଛନ୍ତି ତ ଆଉ କେଉଁଠି ମହାଭାରତ ସୃଷ୍ଟି କରିଛନ୍ତି, କୋଉଠି ବହୂରୂପୀ ଏଣ୍ଡୁଅ ସାଜିଛନ୍ତି,,,, ଏମିତି ଅନେକ ଘଟଣା ମୁଁ ନିଜେ ଭୁକ୍ତ ଭୋଗି। ( ମା ଓ ଭଉଣୀମାନେ ମୋ କଥା କୁ କେହି ଦେହକୁ ନେବେନି ପ୍ଲିଜ୍। କାରଣ ଏକଥା ସମସ୍ତଙ୍କ ପାଇଁ ନୁହେଁ । ଯେଉଁ ମାନେ ଏସବୁ କାର୍ଯ୍ୟ ରେ ଲିପ୍ତ ସେମାନେ ହିଁ ମୋ କଥା କୁ ଧରିବେ।) ବାକି ବୋମ୍ୟାକେଶ ବାବୁ ଙ୍କୁ ମୁଁ ଅତି ନିକଟରୁ ଜାଣିଛି। ବୋଧ ହୁଏ ଆପଣଙ୍କ ଅପେକ୍ଷା ତାଙ୍କ ଚରିତ୍ର ବିଷୟ ରେ ମୁଁ ଅଧିକ ଜାଣିଛି। ଆପଣ ସଫେଇ ଦେଲେ କିଛି ଫରକ୍ ପଡିବନି। ଧନ୍ୟବାଦ।

  • @KBehera-BSc-MBA-LLB
    @KBehera-BSc-MBA-LLB Месяц назад +1

    Major ଆର୍ମି ବି ନିର୍ଯ୍ୟାତନା ପାଇଛନ୍ତି

  • @sushilchakisushil557
    @sushilchakisushil557 Месяц назад +28

    କାହିଁ ବାଳକୁ ରାଉ ରାଉ ହେଉଛ

  • @asishpradhan9353
    @asishpradhan9353 Месяц назад +1

    ବ୍ୟୋମକଶ ଭାଇ ଜିନ୍ଦାବାଦ

  • @sabitasahoo8530
    @sabitasahoo8530 Месяц назад +40

    Male ଯାଏନି FIR କରିବାକୁ , କାରଣ ଅଛି ।female ଯାଏ Court କୁ କାରଣ ଦରମା ଭଳି ଭରଣପୋଷଣ ଟା easily ମିଳିଯିବ ।ଶାଶୁ ଘର ର ଝିଂଝଟ ନାହିଁ ।ପଇସା ପାଇ ସ୍ୱେଚ୍ଛାଚରି ହେବାକୁ ସୁବିଧା ମିଳିଯିବ । ଅବଶ୍ୟ କିଛି ଜାଗାରେ female ସତରେ ନିର୍ଯ୍ୟାତିତ ହୁଅନ୍ତି ।

    • @anandamohakuda4943
      @anandamohakuda4943 Месяц назад

      Bekar katha, male, female sabu same haba katha

    • @miscellaneous-z2y
      @miscellaneous-z2y Месяц назад

      ଯେଉଁ ପୁରୁଷ ମନେ ସୁନ୍ଦର ଦେଖି ବିବାହ କରିଥିବେ ସେମାନେ ଏମିତି ହଇରାଣ ହେବେ। ସବୁ ପୁରୁଷ କାଇଁ ଭରଣ ପୋଷଣ କରିବେ। ଗୁଣ ଦେଖି ବୋହୂ ଆଣ। ସୁନ୍ଦର ରୂପ ଦେଖି ନୁହେଁ।

  • @satyajitrout8043
    @satyajitrout8043 Месяц назад +2

    ବ୍ୟୋମକେଶ ଭାଇ ଜିନ୍ଦାବାଦ. ପୁରୁଷ କମିଶନ ଲାଗୁ କର.

  • @deepaknayak635
    @deepaknayak635 Месяц назад +11

    Mr tripahy telling truth Fundamental right ..
    Strengthening of Law and order required

  • @ashutoshray5240
    @ashutoshray5240 Месяц назад +4

    Byomkesh sir always Rock 😎 Men power 😍👑🔥

  • @dibyanshunag8685
    @dibyanshunag8685 Месяц назад +24

    For the very first time I agree with byamokesh babu

    • @miscellaneous-z2y
      @miscellaneous-z2y Месяц назад

      ବୋଧେ କେଉଁ ମହିଳା ଠାରୁ ଶାରୀରିକ ନିର୍ଯାତନା ପାଇଥିବେ

    • @dibyanshunag8685
      @dibyanshunag8685 Месяц назад

      @@miscellaneous-z2y 🙆🤣

  • @dhrutisundarpanda3121
    @dhrutisundarpanda3121 Месяц назад +1

    ବ୍ୟୋମକେଶ ଏକଦମ ଠିକ୍। ଅନ୍ୟମାନେ ସବୁ ଅଯଥା କଥା ହଉଛନ୍ତି କିଛି ନୋ ଜାଣି

  • @MsDelivery
    @MsDelivery Месяц назад +10

    ବ୍ୟୋମକେଶ ଭାଇ ପୁରା ଠିକ୍ କହୁଛନ୍ତି। ପୁଅ ମାନଙ୍କ ପାଇଁ ନ୍ୟାୟ କଣ ପେଡ ମିଡ଼ିଆ ଚିନ୍ତା କର

  • @bidhudas9762
    @bidhudas9762 Месяц назад +2

    ମହିଳା କମଶନଙ୍କ ଆବଶ୍ୟକତା ଅଛିକି ଖାଲି ରାଜନୈତିକ ଥଇଥାନ

  • @shankarsanbehera1004
    @shankarsanbehera1004 Месяц назад +26

    Bomkesh babu right

  • @padmanavdas2481
    @padmanavdas2481 Месяц назад +1

    ବ୍ୟୋମକେଶ ସାର୍ ଯାହା କହୁଛନ୍ତି ଏକଦମ୍ ଠିକ୍ 👍

  • @drgoutambiswal6717
    @drgoutambiswal6717 Месяц назад +34

    ମହିଳା ମାନେ ଯେପରି ଉଦଣ୍ଡ ହେଉଛନ୍ତି ନିଶ୍ଚିତ ଭାବରେ ଆଗକୁ ଆହୁରି ନିର୍ଯାତିତା ହେବେ

    • @PujaDas-jw2lr
      @PujaDas-jw2lr Месяц назад

      Achha Bhagwan korontu aponko parivar ro gote jhio soho emti hou god fulfill your wish 😅😅 kete nirjatona debe sete bele kohibo

  • @banamalihembram6448
    @banamalihembram6448 Месяц назад +1

    Byomkesh babu ଆପଣ ନୂଆ ସକାଳ ର ସୂର୍ଯ୍ୟ ଟିଏ ଆପଣ ଙ୍କୁ ଭଗବାନ୍ ଅସୀମ ବଳ ଏବଂ ପରମାୟୁ ଦିଅନ୍ତୁ।

  • @janmejoysahoo678
    @janmejoysahoo678 Месяц назад +18

    ଆଜିର date re ଝିଅ ମାନେ ଏତେ ନିର୍ଯ୍ୟାତନା ହଉନାହାନ୍ତି । ସମୟ ବଦଳି ଯାଇଛି ।

  • @kushmusics133
    @kushmusics133 Месяц назад +1

    ବ୍ୟୋମକେଶ ଭାଇ ବହୁତ୍ ସଠିକ୍ ଏବଂ ବଢ଼ିଆ ଜବାବ୍ ଦେଇଛନ୍ତି।

  • @nnsahoo6926
    @nnsahoo6926 Месяц назад +8

    Byamokesh sir you are 100%correct

  • @rajujena1233
    @rajujena1233 Месяц назад +1

    ଭାଇ ଟିକ୍ କହିଛନ୍ତି ସେଇଆ ହିଁ ହଵ 6 ଜଣ ଜୋଉ ଧରା ଯାଇଛି ସେଇ 6 ମେଜର ଓ ତାହା ଵାନ୍ଧଵି କୁ ଫସା ଜିଵ

  • @Kahnucharansahu_
    @Kahnucharansahu_ Месяц назад +5

    ସବୁ କ୍ଷେତ୍ରେ ଅନେକ ଦୋଷୀ ନାରୀଙ୍କ କଥା କହି ଖସି ଯାଆନ୍ତି । ନୀତି ହେଉବା ରାଜନୀତି ଯଦି କହି ପୁରୁଷ ନାରୀଙ୍କୁ ସମାନ କହେ ସେତେବେଳେ ସେ ଦୋଷୀ ପାଲଟି ଯାଏ । କେବଳ ନାରୀଙ୍କ ନିର୍ଯ୍ୟାତନା, ଯୌବନ, ଜୀବନ କୁ ନେଇ ପ୍ରତିଟି କ୍ଷେତ୍ରେ ବ୍ୟବସାୟ କରିଦିଆଗଲାଣି । ଏ ସବୁ ବନ୍ଦହେବା ଅବଶ୍ୟକ । ମହାମାନ୍ୟ ନ୍ୟାୟାଳୟର ବି ଏଠି ଭୁଲ ରହୁଛି । କାରଣ ଦୋଷୀକୁ ସବୁବେଳେ ଖସେଇ
    ଦିଆଯିବା କଥା ନୂଆକଥା ନୁହେଁ😅😅

  • @suryansh6316
    @suryansh6316 Месяц назад +2

    Byomkesh babu u r right,we r stand with you,purusha mane mahila nka tharu beshi nirjatita heuchanti seta dekhajauni,

  • @pareshrout3026
    @pareshrout3026 Месяц назад +17

    ସେ ମହିଳା ସତ କହୁଛନ୍ତି ତାର କଣ ପ୍ରମାଣ ଅଛି ???ସେ ଯଦି ନିଜ କୁ ବଞ୍ଚେଇ ବା ପାଇଁ ମିଛ କହୁଛନ୍ତି

    • @samirpanda0
      @samirpanda0 Месяц назад

      If tomorrow someone _ _ _ with your sister then you should first collect proof your self or ask police for help ?

    • @MrTKB-tc2gs
      @MrTKB-tc2gs Месяц назад

      ​@@samirpanda0 ଓଃ ଭାଇ, ସେଇ ନାରୀ ର ଲୁହ ରେ ସେଣ୍ଟିମେଣ୍ଟ ନ ହେଇକି 2ପକ୍ଷ୍ୟ ଙ୍କ କଥା ଶୁଣ, କାରଣ ବେଳେ ବେଳେ ଯାହା ଦେଖା ଯାଏ ସୋସିଆଲ ମିଡ଼ିଆ ରେ ତାହା ସତ ପୁରା ହେଇ ନ ଥାଏ, ଆଜି କାଲି ଦୁନିଆ ରେ ଭଉଣୀ ଯେତେ କୋଷ୍ଟ ପାଉଛି ସେତିକି ଭାଇ ମାନେ ମଧ୍ୟ ମାନେ କୋଷ୍ଟ ପାଉଛି ବେଳେ, ତେଣୁ ମଦ ପିଇ କି ନିଶାସକ୍ତ ଥୁବା ଲୋକ ଉପରେ ବିଚାର ବିମର୍ଶ କରନ୍ତୁ, ଜୟ ଜଗନ୍ନାଥ 🙏

  • @radhekrishna1916
    @radhekrishna1916 Месяц назад +3

    Bomkesh sir great speech.. bahut bhala sir aapanka bite valuable sir..purusha mananka pain nya nahi..eita sata katha sir.. samastanka pai nyaya gote haba katha.

  • @bikramkumarbal5854
    @bikramkumarbal5854 Месяц назад +6

    ଠିକ ବ୍ୟାମୋକେଶ ବାବୁ

  • @manoranjanmullick3487
    @manoranjanmullick3487 Месяц назад +2

    ମୋଦି ଯୋଗୁ ଓଡିଶା ରେ କୁଶାସନ ଚାଲିଛି, ଅପେକ୍ଷା କର କଂଗ୍ରେସ ଆସିଲେ ସବୁ ପୋଲିସ ହେବେ ସାବାଡ଼ 🙏

  • @diptiranjanswain6177
    @diptiranjanswain6177 Месяц назад +3

    ବ୍ୟୋମକେଶ ଭାଇ ଠିକ କଥା କହିଛନ୍ତି 🙏

  • @GaneshKhamari-w8i
    @GaneshKhamari-w8i Месяц назад +1

    ଯେଉଁଠି ଗୋଟିଏ ପୁରୁଷ ନିର୍ଯାତନା ହୁଏ
    ସେତେ ବେଳେ ସମସ୍ତେ ନୀରବ
    କାହିକି ନା ପୁରୁଷ ର କିଛି ନାଇ

  • @AvinandanExpress334
    @AvinandanExpress334 Месяц назад +5

    ଠିକ୍ କହିଛନ୍ତି ,ସମସ୍ତ ଙ୍କ ସୁରକ୍ଷା କରିବା ଦରକାର।ଧନ୍ୟବାଦ ବ୍ୟାମକେଶ ବାବୁ ଆପଣ ଙ୍କ କଥାରେ ସତ୍ୟ ତା ଅଛି।

  • @debendrapradhan9917
    @debendrapradhan9917 Месяц назад +1

    ବ୍ୟାମକେଶ ଭାଇ ଜିନ୍ଦାବାଦ.. ଜୟ ଜଗନ୍ନାଥ 🙏

  • @antarjyamikar8877
    @antarjyamikar8877 Месяц назад +13

    D.K. Basu case କେତେ ମସିହାରେ ଆସିଥିଲା? No answer 😃😃😃ଖାଲି ବଡ ପାଟି କରିକି ଆମେ victim....ଆମେ ସବୁ facility ନେବା.....ଏଇଠି ତ debate ରେ ଜଣେ ପୁରୁଷ ଅତ୍ୟାଚାରିତ ହେଉଛି ବୋଲି ଲାଗିଲା...କହିବାକୁ ଦିଆଯାଉନି ଯେଉଁଠି...ସେଠି ଆଉ କଣ ନା ଆମେ victim 😃😃

  • @themafiaz1193
    @themafiaz1193 Месяц назад +2

    ବ୍ୟୋମକେଶ ଭାଇ ସବୁ ବେଳେ ଠିକ୍ କହୁଛନ୍ତି

  • @Keyboardwarriors0789
    @Keyboardwarriors0789 Месяц назад +4

    ଝିଅ "ତେରି ମା କା ଚୁତ" କହି ଶୋଧୁଚି ..ମହିଳା ହେଇ ମହିଳା private part କୁ ଗାଳି କରିବା କେତେଦୂର ଠିକ ??
    ଓଡିଶା gender equality ରେ ବିଶ୍ୱାସ କରେ
    ମୁ ତ କହିବି ସେ ଝିଅ victim card ଖେଳୁଛି

  • @arjunbehera1398
    @arjunbehera1398 Месяц назад +1

    ବ୍ୟମାକେଶ ବାବୁ 100% ସଠିକ କଥା କହିଛନ୍ତି.......... 👍👍👍

  • @helpingteachermudulisir4528
    @helpingteachermudulisir4528 Месяц назад +3

    ବ୍ୟୋମକେଶ ବାବୁ ଆପଣ ଗୋଟିଏ ସଂଗଠନ କରନ୍ତୁ।

  • @gautamnayak1267
    @gautamnayak1267 Месяц назад +1

    ବ୍ୟାମକେଶ ସାରେ ବହୁତ୍ ସୁନ୍ଦର କଥା କହୁଛନ୍ତି ଆଇନ ସମସ୍ତଙ୍କ ପାଇଁ ସମାନ

  • @singerupendrapadhi2761
    @singerupendrapadhi2761 Месяц назад +4

    ବ୍ୟୋମକେଶ ବାବୁ ଠିକ୍ କଥା କହିଛନ୍ତି।

  • @satyanarayansamantaray3640
    @satyanarayansamantaray3640 Месяц назад +1

    ସତରେ ସାର ଆପଣଙ୍କ ପାଇଁ ଓଡିଶା ଆଜି ଗର୍ବିତ

  • @JituSahoo-l7v
    @JituSahoo-l7v Месяц назад +6

    Bomkesa tripathi is speaking write

  • @doleswarmajhi2274
    @doleswarmajhi2274 Месяц назад +2

    Byomakesh sir 70%right monalisa mam 30%

  • @dibyashreedas562
    @dibyashreedas562 Месяц назад +3

    Right speach tripathy babu

  • @kishorepatra5314
    @kishorepatra5314 Месяц назад +2

    ବ୍ୟୋମକେଶ ସାର ଙ୍କୁ ବହୁତ ଧନ୍ୟବାଦ ବହୁତ ଭଲ କଥା କହିଛନ୍ତି

  • @suryanarayanbehera9825
    @suryanarayanbehera9825 Месяц назад +5

    Bomkesh Babu is also right

  • @allhindisongsahs580
    @allhindisongsahs580 Месяц назад +1

    ମହିଳା ଥାନା ଯେମିତି ଅଛେ ସେହିଭଳି ପୁରୁଷ ଥାନା କରାଯାଉ

  • @iloveodisha6003
    @iloveodisha6003 Месяц назад +5

    ବ୍ୟୋମକେଶ ସାର 🙏🙏🙏

  • @un.autonomous.college7010
    @un.autonomous.college7010 Месяц назад +1

    Bomykesh tripaathi❤❤❤❤❤❤

  • @RamachandraPrusty07
    @RamachandraPrusty07 Месяц назад +6

    ପେଲିଦେଲା ବୋମୋକେଶ 😂

  • @drgoutambiswal6717
    @drgoutambiswal6717 Месяц назад +1

    ଦୁଷ୍କର୍ମ ଉଦ୍ୟମ କଣ ଡିବେଟ ରେ ବ ସିଥିବା ମହିଳା ମାନେ ଦେଖିଛିଣ୍ଟି କି 😢 କଣ ମେଜରଙ୍କ ବାନ୍ଧବୀ ସହ ଥିଲେ

  • @Manojropeandknot
    @Manojropeandknot Месяц назад +8

    Write bhai

  • @sasmitadas5205
    @sasmitadas5205 Месяц назад +1

    ସୁରକ୍ଷା ସମସ୍ତଙ୍କର ପାଇଁ ରହିବା ଦରକାର. ସେ ପୁରୁଷ ହୁଅନ୍ତୁ ବା ମହିଳା 🙏🏽

  • @DillipSingh-leong
    @DillipSingh-leong Месяц назад +5

    Great byamekesh

  • @Mr_Reminder
    @Mr_Reminder Месяц назад

    ପୁରୁଷ କମିଶନ୍ ଗଠନ ଆମର ଦାବୀ

  • @srikantnath6695
    @srikantnath6695 Месяц назад +4

    Bemokesh babu right

  • @DibyalochanPadhi
    @DibyalochanPadhi Месяц назад

    Dhanyabad sir

  • @Babu-cj3pq
    @Babu-cj3pq Месяц назад +5

    Sir Very good ❤❤❤❤❤❤

  • @tapanbarik6869
    @tapanbarik6869 Месяц назад +1

    ବ୍ୟାମକେଶ ଭାଇ ଠିକ କହିଛନ୍ତି. ..ସବୁବେଳେ ନାରୀ ମାନଙ୍କୁ ଏତେ ଇମ୍ପୋଟାଣ୍ଟ କଣ ପାଇଁ ଦିଆ ଯାଉଛି ... ଏଇଟା ସବୁଠୁ ବଡ ଭୁଲ ..

  • @TukunaRanasingh
    @TukunaRanasingh Месяц назад +2

    ସାର୍ ପୁରା ଠିକ୍ କଉଛନ୍ତି ❤