ଜଗନ୍ନାଥଙ୍କୁ ନେଇ ସତ କମ ମିଛ ଓ ରାଜନୀତି କରାଯାଉଛି | ASPN News

Поделиться
HTML-код
  • Опубликовано: 8 июл 2024
  • ସରକାର କେତେବେଳେ କହୁଛନ୍ତି ଚାବି ଅଛି କେତେବେଳେ କହୁଛନ୍ତି ଚାବି ନାହିଁ ଲାଗୁଛି ସରକାର ଲୋକଙ୍କ ଭାବନା ସହିତ ଖେଳୁଛନ୍ତି | ମନ୍ଦିର ପ୍ରଶାସନ ଗୋଟେ ଭାଷା କହୁଛି ଏଏସଆଇ ହୋଟେ ଭାଷା କହୁଛି ସରକାର ଗୋଟେ ଭାଷା କହୁଛି ଜଗନ୍ନାଥଙ୍କୁ ନେଇ ସତ କମ ମିଛ ଓ ରାଜନୀତି କରାଯାଉଛି |
    #aspnnews #purinews #odishanews #ratnabhandar #kedarmishra

Комментарии • 51

  • @stylestar486
    @stylestar486 16 дней назад +13

    UP BJP ଭଗବାନ ଶ୍ରୀରାମ ଙ୍କୁ ନେଇକି ରାଜନୀତି
    ଓଡିଶା BJP ଭଗବାନ ଜଗନ୍ନାଥ ଙ୍କୁ ନେଇକି ରାଜନୀତି
    ଆଉ ଅଳ୍ପଦିନ ରହିଲା ଏହିସବୁ ଦେଖିବା ପାଇଁ ☝️

    • @Ranjanrsd
      @Ranjanrsd 14 дней назад

      ଠିକ୍ କହୁଛ ଭାଇ। ଏମାନଙ୍କୁ ଆମେ ଜବାବ୍ ଦବାକୁ ହେଲେ ପ୍ରଥମେ ଆମେ ସବୁ ପୁରୀ ପିଲା ସମସ୍ତ ଯୁବକ ଏକ ହେବାକୁ ପଡ଼ିବ । ତାହାଲେ ଆମେ ୟାଙ୍କ ରାଜନୀତି ଛଡେଇବା ।

    • @lilamayasahu6669
      @lilamayasahu6669 13 дней назад

      Kana hela ki up re 33 seat achhi 40% seat paichha

  • @Entpro5192
    @Entpro5192 16 дней назад +8

    ରତ୍ନଭଣ୍ଡାର ଓ ଜଗନ୍ନାଥ ଙ୍କୁ ନେଇ ରାଜନୈତିକ କାର୍ଯ୍ୟକଳାପ ହେବା ଉଚିତ ନୁହଁ।

  • @pramodpradhan3395
    @pramodpradhan3395 16 дней назад +7

    ଡହରା ସରକାରଙ୍କ ଡହରାମୀ

  • @SidharthPrasadDas
    @SidharthPrasadDas 16 дней назад +6

    ସାରେ ବିଜେପି ଚାବି ପାଇଁ 4 ଜଣ ଙ୍କୁ ପାତାଳ କୁ ପଠେଇଚି, ଆସିଲେ ଓଡିଶା ବାସି ଦେଖିବେ ଖୋଲା ହେବ, ବିଜେପି କଥା କୁ ଯିଏ ଶୁଣେ ସେ ବୋକା,ଏମାନେ ନୁହନ୍ତି

  • @prabhatkumarpanigrahi8824
    @prabhatkumarpanigrahi8824 16 дней назад +4

    ଜଗନ୍ନାଥ ମନ୍ଦିର ର ମାଲିକ୍ ହେଲେ ପ୍ରଭୁ ଜଗନ୍ନାଥ ତାଙ୍କ ବିନାଉପସ୍ତିତ କେମିତି ଖୋଲିବେ 14.7.24 ରେ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର।

  • @subhashreemishra4488
    @subhashreemishra4488 13 дней назад

    Perfect comments sir. Thanks again...

  • @ajitdas5052
    @ajitdas5052 16 дней назад +7

    sir ur Right ji ,110%
    Kichi heba ni sir laguchi 😊😊😊

  • @edtonk6277
    @edtonk6277 15 дней назад

    ମୋଦୀ ଅନୁମତି ଦେଲେ ରତ୍ନଭଣ୍ଡାର ଖଲା ହେବ 🙏

  • @MrSwarajdas
    @MrSwarajdas 15 дней назад

    ଏହି ନୂତନ ସରକାର ଖାଲି ବଡ ବଡ କଥା କହି ଲୋକ ଙ୍କୁ ଭୁଆଁ ବୁଲାଇବା ଛଡ଼ା ଆଉ କିଛି କରି ପାରୁନାହାନ୍ତି ରତ୍ନ ଭଣ୍ଡାର ଖୋଲା ଯିବ କି ନାହିଁ ମହାପ୍ରଭୁ ଙ୍କୁ ଜଣା

  • @deepakacharya3892
    @deepakacharya3892 16 дней назад +3

    ବଡ଼ ଠାକୁର ତଳେ ପଡି ଯାଇ ରାଜ୍ୟବାସୀ ଙ୍କୁ ମହବିପଦ ର ସଂକେତ ଦେଇ ଦେଲେ। ସାଧାରଣ ଜନତା ଙ୍କ ମୃତ୍ୟୁ , ଆହତ। ଆଜି ସେବାୟତ ଆହତ। ଗେରୁଆ ରଙ୍ଗରେ ଲୁଟ୍, ଦଙ୍ଗା, ସାଧାରଣ ଜନତା ଙ୍କୁ ରକ୍ତାକ୍ତ କରିବା ନିମନ୍ତେ ଆସିଛନ୍ତି FEKU ଗେରୁଆଧାରି।

  • @SIBARANJANIJENA1234HHGGHHJGYO
    @SIBARANJANIJENA1234HHGGHHJGYO 16 дней назад +1

    Right

  • @ashisswain8499
    @ashisswain8499 15 дней назад +2

    Chabi kouthu aasila

  • @jeebanjyoti1763
    @jeebanjyoti1763 16 дней назад +4

    Je ratha Yatra ku thik se Kari paru nahanti, Prabhu nku thik se care Karu nahanti. Se odisha ra kn care nebe

  • @user-wi8je1li9t
    @user-wi8je1li9t 16 дней назад +2

    Thik katha sir cabi hajici boli kahuthile abe asila kouthu kahileni modi ,modi nka katha adhika kama kam,hele ama nabin nka kama adhika katha kam

  • @dashami757
    @dashami757 14 дней назад

    ଭଲ ହେଲା, ତୁମେ ଚୋଡି ହଉଥ

  • @Ranjanrsd
    @Ranjanrsd 14 дней назад

    Sir ଏମିତି 5 ବର୍ଷ ଚାଲିଯିବ । ଲୋକ ଚାତକ ଭଳିଆ ଅନେଇଥିବେ । କିନ୍ତୁ ଏ ଦଲାଲ୍ ମାନଙ୍କ ପାଖରୁ ଚାବି ମିଳିବନି କି ପ୍ରଭୁ ଜଗନ୍ନାଥ ଙ୍କ ରତ୍ନଭଣ୍ଡାର ଖୋଲା ହେଇପାରିବନି।

  • @user-gf5lw4yy6o
    @user-gf5lw4yy6o 15 дней назад

    ବିଜେପି ଛ ଅଣା ଦି ପଇସାରେ ....... ମରେଇବ .

  • @tushardash1507
    @tushardash1507 16 дней назад +1

    A sarkar bauli chauli heuchi. Amanankara kichi planning nahi.

  • @prafullakumarnayak7767
    @prafullakumarnayak7767 16 дней назад +2

    Sir where were you for last 24 years

    • @Raja_2114
      @Raja_2114 15 дней назад

      @@prafullakumarnayak7767 he was sleeping

    • @KrishnaJena-xx8up
      @KrishnaJena-xx8up 15 дней назад

      Y have not seen him, that is your fault

  • @subodhmaharana1520
    @subodhmaharana1520 15 дней назад

    It is so much confising. Government has a story. Committee has another story. Andhbhakts has their own story. Some andhbhakts have gone to Tamil Nadu in search of Key. I don't know why government is not taking a concrete decision. CM should come forward and say people what is the stance of govt.

  • @sambitmandal6767
    @sambitmandal6767 15 дней назад

    ମୁର୍ଖ ଶଳା B.J.P. ଯାକ କହୁଥିଲେ କି ରତ୍ନ ଭଣ୍ଡାର ଚାବି ପାଣ୍ଡିଆନ୍ ତାମିଲ ଧରି ପଳେଇଛି ବା ପାଣ୍ଡିଆନ ପାଖରେ ଅଛି ବୋଲି ଶସ୍ତା ରାଜନୀତି କରୁଥିଲେ। ତ ଏବେ ରତ୍ନ ଭଣ୍ଡାର ଚାବି କୁଆଡୁ ଆସିଲା ରେ ମୁର୍ଖ ଯାକ। ତା ସିଏ ଉଡି କି ଆସିଲା କି ?? ଏହି ରତ୍ନ ଭଣ୍ଡାର ବା ଚାବି ଟା ପାଣ୍ଡିଆ ର ନୁହେଁ କି ମୋହନ ର ନୁହେଁ। ଏହି ଚାବି ଟା କେବଳ ଜଗନ୍ନାଥଙ୍କ ର

  • @srikantalipu9749
    @srikantalipu9749 15 дней назад +1

    Tumara ki gyaan kauthi thila 😃

  • @laxmikantdash3548
    @laxmikantdash3548 14 дней назад

    Tata dakibe khulile...

  • @pravakarasahoo-tg2ff
    @pravakarasahoo-tg2ff 15 дней назад

    ଆଗରୁ କାହିଁକି ସରକାର କୁ ପଚାରି ନଥିେଲ। ତାଙ୍କ ପାଖରେ ତ ଅଧିକ ସମୟ ଥିଲା।

  • @sankarattaka6126
    @sankarattaka6126 14 дней назад

    Tume news bala ki poltician, news chade rajnitiku jaa

  • @user-mi1bt4xz6u
    @user-mi1bt4xz6u 16 дней назад +1

    ତୁ ଏତେ କିଆଁ ଚିନ୍ତା କରୁଅଛୁ

    • @tapasswain3231
      @tapasswain3231 16 дней назад +1

      Sie BJD ru Paisa nauchi

    • @stylestar486
      @stylestar486 16 дней назад +1

      BJP କୁହେ ସେଇ କଥା
      ଭଗବାନ ଙ୍କୁ ନେଇକି ରାଜନୀତି ଶଳା ମରିଲା ବେଳେ କୁକୁର ବି ଛୁଇଁବ ନାହିଁ

    • @tapasswain3231
      @tapasswain3231 16 дней назад +1

      @@stylestar486 Arpan Rath Naa re Jaganath nku nei ghara ghara bulei bhika magau thila Nabina aau Pandu setebele tora aei statement kouthi thila .

    • @stylestar486
      @stylestar486 16 дней назад

      @@tapasswain3231
      ଓଡ଼ିଶାରେ BJD ହାରିବାର କାରଣ 👉 1/ ଭଗବାନ ଜଗନ୍ନାଥ ଙ୍କୁ ଗୋଟିଏ ଡାଲା AUTO ରେ ଗାଁ ଗାଁ ବୁଲେଇବା
      2/ ପାଣ୍ଡିଆନ ଏକ ତରଫା ରାଜନୀତି କରିବା ,,
      ଉତ୍ତର ପ୍ରଦେଶ ରେ BJP ହାରିବାର କାରଣ 👉 1/ଭଗବାନ ଶ୍ରୀରାମଚନ୍ଦ୍ର ଙ୍କ ମନ୍ଦିର ସମ୍ପୂର୍ଣ୍ଣ ହେଇନି କିନ୍ତୁ ମନ୍ଦିର ର ପ୍ରତିଷ୍ଠା କରିବା ,
      2/ ଭଗବାନ ଙ୍କ ନାମରେ ରାଜନୀତି କରିବା ,
      3/ନିଜକୁ ହିନ୍ଦୁ ହିନ୍ଦୁ କହିକି ଅନ୍ୟର କ୍ଷତି କରିବା ଅନ୍ୟକୁ ଖରାପ ଭାଷାରେ ସୋଦିବା ,
      ଆଉ ହଁ ରତ୍ନ ଭଣ୍ଡାର ଚାବି କୁ ନେଇକି ଯେଉଁଭଳି ପ୍ରଚାର ପ୍ରସାର କରିଲା ଏ BJP ସରକାର ସେଇଟା କେତେଧୁର ଠିକ ,

    • @tapasswain3231
      @tapasswain3231 16 дней назад

      @@stylestar486 Bhagwan nku nei Rajneeti Kariba thik nuhan but Ram Mandir 700 yrs ru demolished hela pare Bajpayee govt ru BJP ra guarantee thila Ram mandir kariba.Ayodha re Ram mandir pain BJP harini party ra bhul decision aau bhul candidate nku Field ku anila overconfident hei , sethipain harila .

  • @rabindrakumarsahoo4920
    @rabindrakumarsahoo4920 16 дней назад +2

    ବିଜେଡି ସରକାର ସମୟରେ କାହିଁକି ଖୋଲାଗଲା ନାହିଁ,ତା ଚାବି କୁଆଡେ ଗଲା,ସେ ବାବଦରେ ପ୍ରଶ୍ନ ନ ପଚାରି ଏବେକାର ସରକାରକୁ ପ୍ରଶ୍ନ କରିବା କେତେଦୂର ସମୀଚିନ?ଏ ଜଣେ ସବୁବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ବିରୁଦ୍ଧରେ ଖବର ପ୍ରସାରଣ କରିବା ପାଇଁ ଠିକା ନେଇଥିବା ସାମ୍ବାଦିକ।ଅତି ନିମ୍ନମାନର ସାମ୍ବାଦିକତା। ଛିଃ।

    • @user-fj4zw5jx9b
      @user-fj4zw5jx9b 16 дней назад +1

      Tamil Nadu ra tah nahi ratnabhandar chabi aau OTV kaam dekhatuu
      Nimra Tara sambadik jadi kedar mishra tah argus dekhatuu Jaa Kara kara BJP ra .

    • @Dragonwarrior23
      @Dragonwarrior23 15 дней назад

      Not necessary to open Ratnabhandar by every government. This government did stupid politics on the keys of Ratnabhandar. The honourable PM falsely linked it with Tamil Nadu. This government has the responsibility of disclosing how they got the keys and from whom, in order to prove the honourable PM was factually correct.
      The journalist is right to point out the misleading attitude of this ruling government.

    • @jullysamal6626
      @jullysamal6626 15 дней назад

      ଆରେ ଗତ ଅଗଷ୍ଟ ମିଟିଂ ଥିଲା ରଥଯାତ୍ରାକୁ ଖୋଲିବାର ବଟ bjp rajaniti ହୀନ ବୁଦ୍ଧି election ଆସୁଚି ଏବେ ଖୋଲ ବହସ୍ପଟ୍ ମାରୁଚ bjp
      Rajaniti amiti କରନ୍ତିନି
      ନବୀନ ସରକାର କଣ ଦରକାର୍ ରତ୍ନ ଭଣ୍ଡାର ବିଷୟ ଭାବିବାକୁ
      ଯିଏ bjp ku ଶିଖେଇଚି ସେ ଖୋଲୁ
      ପଣ୍ଡାମାନେ kg kg ସୁନା ପିନ୍ଧି ବୁଲୁଛନ୍ତି