ସୁଧାଂଶୁ@8: ବନ୍ଧା ହେବେ ପ୍ରମିଳା ମଲ୍ଲିକ! || SUDHANSU@8 ||

Поделиться
HTML-код
  • Опубликовано: 16 окт 2024
  • ସୁଧାଂଶୁ@8: ବନ୍ଧା ହେବେ କି ପ୍ରମିଳା ମଲ୍ଲିକ ! ସାତ ଶହ କୋଟିର ଡାଲି ଦୁର୍ନୀତିରେ ଯାଇଥିଲା ମନ୍ତ୍ରୀ ପଦ
    #focusplus #pramilamallik #odishanews
    @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

Комментарии • 868

  • @jagdishkumarrath4631
    @jagdishkumarrath4631 2 месяца назад +139

    ନିର୍ଭୀକ ଭାବରେ ସତ୍ୟ ଉନ୍ମୋଚିତ କରୁଥିବାରୁ ଅଶେଷ ଧନ୍ୟବାଦ୍।ସତ୍ୟ ର ଜୟ ହୁଏ

  • @pradoshranjanmohanty2986
    @pradoshranjanmohanty2986 2 месяца назад +240

    ସୁଧାଂଶୁ ବାବୁ ଆପଣଙ୍କର ଉପସ୍ଥାପନକୁ ସଲାମ ଆପଣଙ୍କ ଚ୍ୟାନେଲ ଏକ ନିରପେକ୍ଷ ଚ୍ୟାନେଲ ଆପଣ ସତ କହି ଚାଲନ୍ତୁ ❤❤❤

    • @saratmalik7036
      @saratmalik7036 2 месяца назад +4

      Right

    • @LalitkumarMeher-s7d
      @LalitkumarMeher-s7d 2 месяца назад +1

      emaane sabu washing matchine re wash karibe center ru message asiba

    • @Odiyarost1
      @Odiyarost1 2 месяца назад +4

      Sir ଖାଲି ଡାଲି ନୁହଁ ଏବେ ରାସ୍ତା କାମରେ ବଡ ଦୃନୀତି ହେଇଚି 500 କୋଟି ର କାମ 10 ବର୍ଷ ହେଲା କାମ ନହେଇକି ମରାମତି ବିଲି ହେଉଛି 500 କୋଟି ଖର୍ଚ୍ଚ ହେଇଚି ଗଗରପାତିଆ ରୋଡ଼ ଯାହାକି ନରଣ ପୁର ଲାଗିବ କଥା ଖାଲି ଗୋଟେ କାମ ନୁହଁ ବିଂଝାରପୁର ରେ ବହୁତ news ଅଛି କାମ ନକରି କି ମରାମତି ପାଁଇ ଲକ୍ଷ ଲକ୍ଷ ଟଙ୍କା ଖାଇଛନ୍ତି ଟିକେ ଦେଖିଲେ ଭଲ ହୁଅନ୍ତା

  • @subashchandradas1638
    @subashchandradas1638 2 месяца назад +78

    ଜୟ ନାରାୟଣ ମିଶ୍ର ଙ୍କୁ ମନ୍ତ୍ରୀ କରାଯାଉ, ସବୁ ଦୁର୍ନୀତି ର ପର୍ଦ୍ଦାଫାଶ ହେବ।😊

  • @srikantdas8793
    @srikantdas8793 2 месяца назад +82

    ଉତ୍ତମ ପରାମର୍ଶ ଧର୍ମୀ ଖବର ଉପସ୍ଥାପକ ସୁଧାଂଶୁ ବାବୁ ଆପଣ ଙ୍କୁ ଅଶେଷ ଧନ୍ୟବାଦ. ଆପଣଙ୍କ ନମ୍ବର ଟିକେ ପଠାନ୍ତୁ.

  • @srisaidesignvastu9209
    @srisaidesignvastu9209 2 месяца назад +27

    ଜନସାଧାରଣଙ୍କ ମନଛୁଆଁ ଉପସ୍ଥାପନା, ମୁଁ ଚାହୁଁଛି ଆପଣଙ୍କ ସହିତ ରହିବା ପାଇଁ ! ଧନ୍ୟବାଦ

  • @pradoshranjanmohanty2986
    @pradoshranjanmohanty2986 2 месяца назад +72

    ସରକାର ଡରିଯାଉଛନ୍ତି ବୋଧେ ❤❤

    • @maminasingh2299
      @maminasingh2299 2 месяца назад +1

      Right

    • @sankarprasadsahu9225
      @sankarprasadsahu9225 2 месяца назад +1

      100%daruchcanti😭 ବିଜେପି ର up ରେ ସିଟ କମିଛି ତେଣୁକରି l ଭାବିଚିନ୍ତି କରୁଛନ୍ତି ମୋହନ sarkar🙏🏼

  • @OM_SHAKTI.Subhamkar67666
    @OM_SHAKTI.Subhamkar67666 2 месяца назад +64

    ସାର 🙏ଯେକେହି ଦୁର୍ନୀତି କରିଛନ୍ତି, ସେ ଗିରଫ ହେବା ଦରକାର 🙏

  • @chittaranjandas5018
    @chittaranjandas5018 2 месяца назад +103

    ଯାହାହେଉ ଡେରିରେ ହେଲେ ବି ଦୁର୍ନତି ଧରାପଡ଼ିଲା ଜଲଦି ଜେଲ ର ବ୍ୟବସ୍ଥା କରାଯାଉ

  • @rabiprosadpanigrahi7945
    @rabiprosadpanigrahi7945 2 месяца назад +21

    ଆପଣଙ୍କୁ ଧନ୍ୟବାଦ।ମାଡିଚାଲ ଆଗକୁ। ଆରମ୍ଭ ହେଉ ଗୋଟେ ପରେ ଗୋଟିଏ ଜାଲରେ ଛନ୍ଦି ହେବା ଉଚିତ୍।

  • @SurendrarautSurendraraut-uf1th
    @SurendrarautSurendraraut-uf1th 2 месяца назад +243

    ପ୍ରମିଳାଙ୍କ ପାଖରେ ତାଙ୍କ ଧରମ ଭାଇ ବବି ଦାସ ସାହାଯ୍ୟ କରୁଥିଲେ

  • @bibhutibhusanbehera5147
    @bibhutibhusanbehera5147 2 месяца назад +93

    ଖାଲି ପ୍ରମିଳା ନୁହେଁ ଅନ୍ୟ ମାନଙ୍କୁ ମଧ୍ୟ ଗରଫଦାରୀ ରେ ତୁରନ୍ତ ସାମିଲ କରି ସବୁଙ୍କୁ ଜାରପଡ଼ା ପଠାନ୍ତୁ ମହନ ସରକାର ନ ହେଲେ ଓଡ଼ିଶାରୁ ଆଇନ ଶୁଖଳା ପରିସ୍ଥିତ ଆଗକୁ ଉୟାବହ ହେବ ହୁଏତ ମହନ ସରକାର ଭୁସୁଡ଼ି ଯାଇପାରେ ଏଥିରେ ତିଳେମାତ୍ର ସଂନ୍ଧେହ ନାହିଁ

    • @Odiyarost1
      @Odiyarost1 2 месяца назад

      Sir ଖାଲି ଡାଲି ନୁହଁ ଏବେ ରାସ୍ତା କାମରେ ବଡ ଦୃନୀତି ହେଇଚି 500 କୋଟି ର କାମ 10 ବର୍ଷ ହେଲା କାମ ନହେଇକି ମରାମତି ବିଲି ହେଉଛି 500 କୋଟି ଖର୍ଚ୍ଚ ହେଇଚି ଗଗରପାତିଆ ରୋଡ଼ ଯାହାକି ନରଣ ପୁର ଲାଗିବ କଥା ଖାଲି ଗୋଟେ କାମ ନୁହଁ ବିଂଝାରପୁର ରେ ବହୁତ news ଅଛି କାମ ନକରି କି ମରାମତି ପାଁଇ ଲକ୍ଷ ଲକ୍ଷ ଟଙ୍କା ଖାଇଛନ୍ତି ଟିକେ ଦେଖିଲେ ଭଲ ହୁଅନ୍ତା

  • @rksahoo7434
    @rksahoo7434 2 месяца назад +17

    ସଠିକ୍ ସମୟ🙏ସଠିକ୍ ଜବାବ । ଧନ୍ୟବାଦ୍ ସୁଧାଂଶୁ ବାବୁ ।

  • @NoDaddyIssues
    @NoDaddyIssues 2 месяца назад +64

    ଏ ସରକାର କାହାକୁ ବାନ୍ଧି ପାରିବେନି. ପାଣ୍ଡିଆନ ହେଲିକ୍ୟାପଟେର ଖର୍ଚ୍ଚ ତଥ୍ୟ ଦେଇପାରୁ ନାହାନ୍ତି

    • @maminasingh2299
      @maminasingh2299 2 месяца назад +5

      Bhai. Sata katha a sarakar kahaku Kichhi karipariba nahi

  • @GirishJena-qs6hd
    @GirishJena-qs6hd 2 месяца назад +36

    #ଏହାକୁ ଅଧିକ ପରିମାଣରେ highlight କରିବା ଦରକାର.

  • @bnmcreations4670
    @bnmcreations4670 2 месяца назад +32

    ଯାହା ହଉ ପଛେ ପ୍ରମିଳା ମଲ୍ଲିକ ଗୋଟେ ଉପାଧି ପାଇଲେ ଡାଲି ନାନୀ ନାମରେ

  • @NaliniAdjuad-ch3vy
    @NaliniAdjuad-ch3vy 2 месяца назад +12

    Focus plus କୁ ଧନ୍ୟବାଦ

  • @RANJANKUMAR-jb1xw
    @RANJANKUMAR-jb1xw 2 месяца назад +30

    ସୁଧାଂଶୁ ସାର୍ ଜିନ୍ଦାବାଦ ❤❤❤❤❤❤❤❤❤❤❤❤❤❤

  • @laxmansahoo4681
    @laxmansahoo4681 2 месяца назад +30

    ଦୁର୍ନୀତି, ଦୁଷ୍କର୍ମ, ର ଆଖଡ଼ାଶାଳ 🎉

  • @samarendrananda3925
    @samarendrananda3925 2 месяца назад +29

    ବିଞ୍ଝାରପୁର ବାସି ସଵୁଯାଣି କେମିତି ଭୋଟ ଦେଲେ ପଇସା ପାଇଁ ଦେଇଦେଲେ।

  • @Bismaya491
    @Bismaya491 2 месяца назад +78

    ଡାଲି ମଲ୍ଲିକ

  • @bishnusahoo-y3t
    @bishnusahoo-y3t 2 месяца назад +8

    ସୁଧାଂଶୁ ବାବୁ ଓଡ଼ିଶା ବାଶି ଆପଣଙ୍କ ସହ ଅଛନ୍ତି ଆଗକୁ ମାଡି ଚାଲନ୍ତୁ।

  • @pradoshranjanmohanty2986
    @pradoshranjanmohanty2986 2 месяца назад +46

    BJP ଦଳ ନେତା ଠିକ୍ କାମ କରନ୍ତୁ ନହେଲେ 5 ବର୍ଷ ପରେ ଓଡ଼ିଶା ଲୋକେ ବାୟ ବାୟ କହିଦେବ 😂

  • @bharatchandrabarik5921
    @bharatchandrabarik5921 2 месяца назад +5

    ସୁଧାଂଶୁ ବାବୁ ଆପଣ ଙ୍କର ନିର୍ଭୀକ ସମ୍ବାଦ ପ୍ରସାରଣ ପାଇଁ ଆପଣଙ୍କୁ Salute କରୁଛୁ

  • @UmakantaNayak-ip5pz
    @UmakantaNayak-ip5pz 2 месяца назад +68

    ବିରଜା ମୃତି ଚୋର ଙ୍କ ଖବର ପ୍ରସାର ହଉ

  • @sivasankarpradhani8951
    @sivasankarpradhani8951 2 месяца назад +41

    ଯିଏ ଦୋଷୀ ତାଙ୍କୁ ଗିରଫ କରାଯାଉ

  • @bijayaharichandan1592
    @bijayaharichandan1592 2 месяца назад +5

    ଆପଣ ଜଣେ ନିରେପେକ୍ଷ ସାମ୍ବାଦିକ, ଉପସ୍ଥାପନା ଅତି ସୁନ୍ଦର ❤❤❤❤❤

  • @sambhunathjena7199
    @sambhunathjena7199 2 месяца назад +2

    ପ୍ରଶଂସନୀୟ ଭାଇ ଆପଣଙ୍କ ଉପସ୍ଥାପନା

  • @padmanavsahoo8432
    @padmanavsahoo8432 2 месяца назад +6

    ଧନ୍ୟବାଦ ସୁଧାଂଶୁ ବାବୁ ଆପଣଙ୍କ ନିର୍ଭିକତା, ମୋହନ ସରକାର ଙ୍କ କାନରେ ଆପଣଙ୍କ ଖବର ପହଁଚୁଛି ତ ? ଆକ୍ସନ କେବେ କରିବେ ଓଡିଶା ବାସି ଅପେକ୍ଷା କରିଛନ୍ତି l ଏବେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କଣ ଭାବୁଛନ୍ତି ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଗଲେ ବିଧାନସଭା ଗୃହ ରେ ବିଜେଡି ଵାଲା ଜୋକ ମୁହଁରେ ଲୁଣ ସଦୃଶ ହେବେ

  • @satyanarayanrath1344
    @satyanarayanrath1344 2 месяца назад +33

    ଡାଲି ଖାଇ କୁ ଶୀଘ୍ର ବାନ୍ଧ

  • @dillipkumarsahoo1133
    @dillipkumarsahoo1133 2 месяца назад +24

    ପ୍ରମିଳା ଆଣ୍ଡର୍ସନ(ମଲ୍ଲିକ) କୁ ଜେଲ ଭିତରେ ପୁରେଇ ବା ଦରକାର 👎😭🤪😂🤣

  • @samarendrananda3925
    @samarendrananda3925 2 месяца назад +21

    ଡାଲି ଚୋରଣି କୁ ବାନ୍ଧି ପକା।

  • @loneeswain4332
    @loneeswain4332 2 месяца назад +2

    ଏମାନଙ୍କୁ ଅତି ଶିଘ୍ର ବାନ୍ଧନ୍ତୁ।

  • @swadhikarbetaj3768
    @swadhikarbetaj3768 2 месяца назад +32

    ବିଜେପି ସରକାର ଭ୍ରଷ୍ଟାଚାରୀ ବିଜେଡିର ନେତା ମାନଙ୍କର କିଛି କରିପାରିବ ନାହିଁ।

  • @chhabindramansingh73
    @chhabindramansingh73 2 месяца назад +12

    ବୁଢ଼ୀ ଡାଲି ପମି ଭାଗ ନିଶ୍ଚୟ 3ସହ କୋଟି ପଡ଼ିଥିବ ବାକି cm ଅଫିସର ନେଇଥିବେ

  • @subratbehera9312
    @subratbehera9312 2 месяца назад +14

    ନବୀନ ପଟ୍ଟନାୟକ ଜାଣିଶୁଣି ପାଣ୍ଡିଆନ କୁ ଆଗକୁ ଆଣିଛି।ଯେମିତିକି ସବୁ ଦୋଷ pandian ର ହେବ

  • @sureshchandradash6900
    @sureshchandradash6900 2 месяца назад +23

    ଭାରତ ବର୍ଷର ଡାଲି ଚୋରଣୀ, 2024 ରେ ଗୋଟିଏ ଭୋଟ ପାଇଁ 2000 ଟଙ୍କାରୁ ଅଧିକ ରେ କିଣି margin ଭୋଟରେ ଜିତିଗଲେ,
    ନୂଆ ସରକାର କେଉଁ ଦୁର୍ନୀତି ପର୍ଦା ଖୋଳୁଛନ୍ତି ଦେଖିବାକୁ ପଡିବ, ନଚେତ BJP ତିନି ପାଞ୍ଜିରୁ ଯିବେ.

  • @rajkumarmohanty9330
    @rajkumarmohanty9330 2 месяца назад +3

    ନିର୍ଭୀକତା ପାଇଁ ଅଶେଷ ଅଶେଷ ଧନ୍ୟବାଦ୍।
    ପ୍ରଭୁ ଜଗନ୍ନାଥ ଶକ୍ତି ଦିଅନ୍ତୁ ।।

  • @ratanbhue8232
    @ratanbhue8232 2 месяца назад +14

    ଇଏ ସେଇ ପ୍ରମିଳା ମଲ୍ଲିକ ଯିଏ ଚାଷି ଙ୍କୁ ଅମର ଲଡୁ ଖାଇବା କଥା ତା ନାଁ ଶୁଣିଲେ ମୋ ରକ୍ତ ଗରମ ହୋଇଯାଏ

  • @sudhansumishra6986
    @sudhansumishra6986 2 месяца назад +22

    Dali chorani..Pramila madam.. sabu corrupted in BJD

  • @Bindas100
    @Bindas100 2 месяца назад +23

    ପ୍ରମିଳା madam ଯେକିକି ଜମି ଭୁବନେଶ୍ୱର ରେ ରଖିଛନ୍ତି ଆଖି ଖୋସି ହେଇଯିବ।

  • @Kulamani-nr5oq
    @Kulamani-nr5oq 2 месяца назад +1

    Lord shiva always with Sudhanshu vai, chamatkar comment. Namaste 🙏

  • @aprameya6623
    @aprameya6623 2 месяца назад +12

    ED CBI inquiry immediate

  • @grammartia1234
    @grammartia1234 2 месяца назад +9

    ହିମାଂଶୁ ଭାଇ,ପଦକ୍ଷେପ ନ ଦେଲେ ଭବିଷ୍ୟତ ଅନ୍ଧାର ହେବ।

  • @Singdharani113.Youtuber
    @Singdharani113.Youtuber 2 месяца назад

    ବହୁତ ବଢିଆ sir 🙏🏾🙏🏾🙏🏾🙏🏾

  • @rudraprasadsahoo5529
    @rudraprasadsahoo5529 2 месяца назад +1

    ନିରପେକ୍ଷ ଭାବରେ ସାମ୍ବାଦିକତା କରୁଥିବାରୁ ଅଶେଷ ଧନ୍ୟବାଦ୍❤

  • @laxmidharapanda6086
    @laxmidharapanda6086 2 месяца назад +4

    ପ୍ରମିଳାର ଡାଲି ଚୋରି ଟଙ୍କାରୁ ନବୀନା ସର୍ଦାର ମୋଟା ଟଙ୍କା ହାତେଇଥିବ !

  • @arunkumarmishra9212
    @arunkumarmishra9212 2 месяца назад +8

    ଏହି ଟଙ୍କା ଓଡ଼ିଶାର, ଦୟା କରି ଏହାର ତଦନ୍ତ କରି ୟାକୁ ଗିରଫ୍ କରାଯାଉ,

  • @BalabhadraGop
    @BalabhadraGop 2 месяца назад +6

    Good news sir

  • @RameshSahoo-xl4co
    @RameshSahoo-xl4co 2 месяца назад +8

    Good news

  • @gopalcharannandi3628
    @gopalcharannandi3628 2 месяца назад +2

    Good news, sudhanshu sir

  • @Business-inodia
    @Business-inodia 2 месяца назад +4

    Thank you Sudhanshu babu.Superb Analysis by You.Thanks

  • @santoshnanda7811
    @santoshnanda7811 2 месяца назад +5

    ଦୁର୍ନୀତି ଭ୍ରଷ୍ଟାଚାର ର ବହୁତ କିଛି ରେକର୍ଡ ସରକାରଙ୍କ ପାଖରେ ଅଛି. ବହୁ Officer ଓ ନେତାମନ୍ତ୍ରୀ ଙ୍କୁ ବାନ୍ଧି ହେବ. କିନ୍ତୁ BJP ସରକାର strong step ନେବା ମନେହେଉନାହିଁ. କିଛି ଭିତିରି ବୁଝାମଣା ଅଛି କି?

  • @rajatkumarmishra5912
    @rajatkumarmishra5912 2 месяца назад +1

    ଜା୍ୟନାରାୟଣ ଙ୍କ ପରି ଜଣେ ସବୁଠାରୁ ଦକ୍ଷ ନେତାଙ୍କୁ ମନ୍ତ୍ରୀ କଣ ପାଇଁ କରାଗଲାନି . ସିଏ ବି CM
    ଯୋଗ୍ୟ ପାର୍ଥି ଥିଲେ, bjp ପାଇଁ ସିଏ ବହୁତ କିଛି କରିଛନ୍ତି, ତେଣୁ tanku ମନ୍ତ୍ରୀ ପଦ ଶୀଘ୍ର ଦିଆଯାଉ.

  • @sudarshanojhasudarshanojha757
    @sudarshanojhasudarshanojha757 2 месяца назад +14

    ପ୍ରମିଳା ଘୋଡା ଗେହି ଟା ଡାଲି ଚୋରଣି??????

  • @subashchandradas1638
    @subashchandradas1638 2 месяца назад +3

    ଆପଣଙ୍କୁ ମଧ୍ୟ ସ୍ବାଗତ।❤

  • @rohitnaik6592
    @rohitnaik6592 2 месяца назад +3

    ଡାଲି ଚୋରଣୀ ଗିରଫ ହେଵା ଦରକାର ସୁଧାଂଶୁ ସାର ଏସବୁ ଆପଣ ପ୍ପ୍ରମାଣ କରାଉଛନ୍ତି କିନ୍ତୁ ଆକ୍ସନ ନେଉନାହାନ୍ତି କାହିଁକି ସରକାର

  • @BHARATSAGAROFFICIAL
    @BHARATSAGAROFFICIAL 2 месяца назад +26

    Bjp କ'ଣ କରୁଚି ଦେଖିବା ନଚେତ bjp ପୋଲ ଖୋଲା ହବ

  • @durgaprasadmohanty2912
    @durgaprasadmohanty2912 2 месяца назад +7

    Sudhanshu babu aapan nka sahas bahut bada

  • @sunandaraj5398
    @sunandaraj5398 2 месяца назад +2

    Bahut bahut dhanya bad bhai

  • @pabitradash8651
    @pabitradash8651 2 месяца назад +2

    କିଛି ହେବନି ଓଡ଼ିଶାରେ କାହାକୁ ନ୍ୟାୟ ମିଳିଛି ନା ମିଳିବ ।

  • @RajukumarRajukumar-kw9jd
    @RajukumarRajukumar-kw9jd 2 месяца назад +8

    ଡାଲି ଦୁକାନୀ ପ୍ରମିଲ୍ଲା

  • @AshokKhandual-k6n
    @AshokKhandual-k6n 2 месяца назад +12

    Dali Chorani Jail Jiba Darkar

  • @SurendraNaik-s4f
    @SurendraNaik-s4f 2 месяца назад +1

    ପ୍ରମିଳା ମଲ୍ଲିକ ପାଇଁ ଆଜି ଓଡ଼ିଶା ରେ ଡାଲି ୧୮୦ ଟଙ୍କା ଛୁଇଁଛି

  • @rameshmohanty1211
    @rameshmohanty1211 2 месяца назад +3

    ଏମାନଙ୍କୁ ବାନ୍ଧିବା ପାଇଁ ଯୋଗୀ ବାବା ଭଳିଆ କଲିଜା ଦରକାର

  • @biswaranjanparida297
    @biswaranjanparida297 2 месяца назад +9

    ବର୍ତ୍ତମାନ ସରକାର ସେମାନଙ୍କୁ ବାନ୍ଧିନି କାହିଁକି ?

  • @bijaykumarbijaykumar4252
    @bijaykumarbijaykumar4252 2 месяца назад +7

    Very good news

  • @bhagabanrana4898
    @bhagabanrana4898 2 месяца назад +1

    Sudhansu Bhai ଜିନ୍ଦାବାଦ ଜିନ୍ଦାବାଦ 🙏🏻🙏🏻🙏🏻

  • @GangadharDhal-ib6dj
    @GangadharDhal-ib6dj 2 месяца назад

    ସଠିକ୍ ଉପସ୍ଥାପନା କରିଥିବାରୁ ଅନେକ ଅନେକ ଧନ୍ୟବାଦ୍,

  • @pratapchandranayak4391
    @pratapchandranayak4391 2 месяца назад +1

    Thanks..sir....

  • @jayaprakash4006
    @jayaprakash4006 2 месяца назад +5

    Best job brother.

  • @pintu9102
    @pintu9102 2 месяца назад +6

    ଅତି ଶୀଘ୍ର ବାନ୍ଧ ।

  • @raghunathpanda5000
    @raghunathpanda5000 2 месяца назад +4

    ମୋହନ ମାଝୀ ନିଜେ ଯେତେବେଳେ ନବୀନ ଘରକୁ ଗୁଆ ନେଇ ବିଧାନସଭା ର ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ ଦେବାକୁ ଯାଉଛନ୍ତି ସେଠି ପ୍ରଭାତୀ ବିଚାରୀ କଣ କହିବ ଡାଲି ଚୋରଣୀ କୁ !!!

  • @ArunnaikArunnaik-s4b
    @ArunnaikArunnaik-s4b 2 месяца назад +1

    ଗରିବ ଲୋକ ଭୂଲ କଲେ ଦଣ୍ଡ ମିଳିବ କିନ୍ତୁ ନେତା ମନ୍ତ୍ରୀ ଭୂଲ କଲେ ସେମାନଙ୍କ ର କିଛି ଦଣ୍ତ ମିଳିବ ନାହିଁ ସେଇଟା କ'ଣ ଆଇନ୍।

  • @DillipKumar-zv5mw
    @DillipKumar-zv5mw 2 месяца назад +1

    ପ୍ରମିଳା ପାଲୁଣୀ ଡାଲି ଖାଇ ଖାଇ ଓଡ଼ିଶା କୁ ଅପପୃଷ୍ଟି କରିଦେଲା

  • @subratbehera9312
    @subratbehera9312 2 месяца назад +4

    କଳିଙ୍ଗନଗର ଆଦିବାସୀ ହତ୍ୟାକାଣ୍ଡ ଉପରେ ଗୋଟେ news କରନ୍ତୁ ।।।ଆଦିବାସୀ ମୁଖ୍ୟମନ୍ତ୍ରୀ cbi ତଦନ୍ତ ପାଇଁ ସୁପାରିଶ କରନ୍ତୁ ।।।ଗୃହ ମନ୍ତ୍ରୀ ଯିଏ ଥିଲେ ତାଙ୍କ ଉପରେ ଆକ୍ସନ ନିଆଯାଉ

  • @Kulamani-nr5oq
    @Kulamani-nr5oq 2 месяца назад +1

    Sudhanshu vai remind to cm pravati Parida and Mohan majhi , please take action against this case. Odisha people request by focus chanel. Namaste 🙏

  • @FulamaninaikNaik
    @FulamaninaikNaik 2 месяца назад

    ସତ ଖୋଲାସା କରି ଥିବାରୁ ଧନ୍ୟବାଦ 🎉

  • @arucharanpradhan5502
    @arucharanpradhan5502 2 месяца назад +2

    ୨୪ ବର୍ଷ ହେଲା ଓଡ଼ିଶା ଭୂମିକୁ ନବିନ 7:15 ସାରଙ୍କୁ ଓଡ଼ିଶା ବାସୀ ଚାଷ କରିବାକୁ ଦେଇଥିଲେ। ସାର୍ ତାଙ୍କର ଚାକର ବାକରଙ୍କୁ ନେଇ ବିଭିନ୍ନ ଶସ୍ୟ ଆଦାୟ ନକରି ଭୂମିରୁ ବାଲି , ମାଟି, ପଥର ଓ ଖଣିଜ ଖାଇଲେ। ଏବେ ମୋହନ ଚାଷୀଙ୍କୁ ଓଡ଼ିଶା ବାସୀ ଦେଲେ।ସେ ପ୍ରଥମେ ଭୂମିରେ ମାଡ଼ି ଥିବା ବାଳୁଙ୍ଗା,ଟୋଲଣୀ,ମୁଥା ଘାସ ମାନଙ୍କୁ ସଫାକରି ଶସ୍ୟ ରୋପଣ କଲେ ଓଡ଼ିଶା ବାସୀ ବିଭିନ୍ନ ଶସ୍ୟ ଖାଇବାକୁ ପାଇବେ। ନଚେତ୍ ମୁଣ୍ଡ କୋଡି ମରିବାଟା ସାର ହେବ। ଜଗନ୍ନାଥ ହିଁ ଆମର ଭରଷା।

  • @iknow7753
    @iknow7753 2 месяца назад +1

    ମୁଣ୍ଡରେ ବାଳ ନାହିଁ
    ଏତେ ଟଙ୍କା ର ଡାଲି 700 କୋଟି ଖାଇ ବାଳ ଝଡ଼ି ଗଲା

  • @PrasanaKumardadh
    @PrasanaKumardadh Месяц назад

    Ok❤

  • @prashantpatra9883
    @prashantpatra9883 2 месяца назад

    No, 1 News Chanel

  • @sandhyaranimahanta8018
    @sandhyaranimahanta8018 2 месяца назад +1

    ବହୁତ ସୁନ୍ଦର ସୁଧାଂଶୁ ଭାଇ

  • @RamakrushanTripathy
    @RamakrushanTripathy 2 месяца назад +1

    Thanks mohan sarakar

  • @Chittaranjanbarik-q3c
    @Chittaranjanbarik-q3c 2 месяца назад

    ପୂର୍ବ ସରକାରଙ୍କ ଗୁମର ଫିଟୁଛି ଧନ୍ୟବାଦ ଆପଣଙ୍କ ନୂଜୁକୁ

  • @ganeswarbehera-fj6yu
    @ganeswarbehera-fj6yu 2 месяца назад

    ଧନ୍ୟବାଦ ଭାଇ ଧନ୍ୟବାଦ । ଧର୍ଯ୍ୟଧରିବାକୁ ପଡ଼ିବ। ଓଡ଼ିଶା ବାସିଙ୍କ କୋଟି କୋଟି ଟଙ୍କା
    ଲୁଟ ହୋଇଛି,ସେ ଟଙ୍କା କେବେ ଫେରିବ ଆମ ଓଡ଼ିଶା ସୁନାର ଓଡ଼ିଶାର ହେବ ।
    ପ୍ରଭୁ ଜଗନ୍ନାଥ ଏହାର ବିଚାର କରନ୍ତୁ ।

  • @laxmanpatbandha3791
    @laxmanpatbandha3791 2 месяца назад +1

    Thanks u bhai❤❤❤

  • @rajatkumarmishra5912
    @rajatkumarmishra5912 Месяц назад +1

    Sudhanshu babu, zindabad

  • @goutamkaran7863
    @goutamkaran7863 2 месяца назад +5

    ପ୍ରମିଳା ମଲ୍ଲିକ ଜନତା ପାଇଁ ଏତେ କାମ କରିଲେ କି ତାଙ୍କର ସବୁ ମୁଣ୍ଡ ବାଳ ଉପୁଡ଼ି ଗଲା ।

  • @ଶୈଳେନ୍ଦୁକୁମାରସ୍ବାଇଁ

    ସୁନ୍ଦର ପ୍ରସଙ୍ଗ

  • @draupadkumarmahalik5492
    @draupadkumarmahalik5492 2 месяца назад +1

    ଭାଇ ଆପଣଙ୍କୁ ଅନୁରୋଧ ଯେ ଆପଣ ତା ନାମ ଧରନାହିଂ ବରଂ ଡାଲି ଚୋରିଣି ନାମରେ ସମ୍ବୋଧନ କରନ୍ତୁ।🙏🙏🙏

  • @premanandapathy
    @premanandapathy 2 месяца назад +2

    Sudhansu babu, apananku bahut dhanyabad. Apana ate sabu data nirbhay re prachar Karuchanti. Kintu Mohan sarkar action neuparunahanti. Bodhe se daruchanti. Janata bjp ku bhota deichanti durniti mukta Kariba pain odisha ku.

  • @kalingafocus5387
    @kalingafocus5387 2 месяца назад

    ❤❤

  • @Titlagarhnews
    @Titlagarhnews 2 месяца назад +4

    Love you sir

  • @hrudayaranjan8217
    @hrudayaranjan8217 2 месяца назад +4

    ଠିକ୍ କଥା

  • @AshokKumarBhoi-g3t
    @AshokKumarBhoi-g3t 2 месяца назад +1

    Sudhanshu Babu you the great.
    Ashok ku Bhoi Kalahandi

  • @prabalbehera9282
    @prabalbehera9282 2 месяца назад +4

    ନୁଆ CM ଙ୍କୁ ଓଡ଼ିଶାବାସୀ ଅନୁରୋଧ କରୁଛୁ ଯେତେ ଶୀଘ୍ର ଡାଲି ଚୋରୋନୀ ଖଣି ଚୋର ପାଣି ଚୋର କୋଇଲା ଚୋର ବାଲୀ ଚୋର ମନ୍ତ୍ରୀ ମରା ମଣିଷ ମରା ଏମାନଙ୍କୁ CBI ତଦନ୍ତ କରାଇ ଜେଲ୍ କୁ ପଠାଇବା ଦରକାର ତାହା ନକରିଲେ ଏମାନେ ତମ BJP ସରକାରଙ୍କୁ ଶାନ୍ତିରେ ରଖେଇ ଦେବେ ନାହିଁ

  • @kabitarani596
    @kabitarani596 2 месяца назад +2

    Thanks sudhansu babu

  • @saratchandrabiswal8285
    @saratchandrabiswal8285 2 месяца назад +1

    💯 right 👍, thanks focus channel

  • @rabindrabehera1840
    @rabindrabehera1840 2 месяца назад +1

    Right

  • @udaynathray4251
    @udaynathray4251 2 месяца назад +2

    ଡାଲି ଚରାଣୀ କେବେ ବନ୍ଧା ହେବେ ଆମେ ସ୍ୱାଗତ କରିବୁ