MahaPanchayat : ଖୋଲିବ କଳା କାରନାମା ଫାଇଲ୍ | 18 Aug 2024 | Argus News
HTML-код
- Опубликовано: 26 янв 2025
- MahaPanchayat : ଖୋଲିବ କଳା କାରନାମା ଫାଇଲ୍ | 18 Aug 2024 | Argus News
#ArgusNews #MahaPanchayat #Political #BJD #BJP #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
RUclips : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
ଅରୁଣ ସାହୁ କୁ ଆଗେ ବାନ୍ଧ.......
ପରୀ କେଶ୍ open କରାଯାଉ
ଜୟ ଜଗନ୍ନାଥ ଜୟ ବିଜେପି ସରକାର 🙏🙏🙏🙏
ବହୁତ ଭଲ ପଦକ୍ଷେପ ❤ ଦଣ୍ଡ ର ଆବଶ୍ୟକତା ରହିଛି ❤
Thik. Katha.
@@JyoshnamayeeMishra aeé
I, ❤. You.
ବହୁତ ଭଲ ହେବ ଦୟାକରି ପୁରୁଣା କେଶ ଖୋଲା ଯାଉ ପାପି ମାନେ ପାଇବେ ଠିକ୍ କହିଚ ସବୁଦୋଷର କାରଣ ନବିନବାବୁ ଫାଇଲି ନ ଖୋଲିଲେ ବିଜେପି ଯିବ
Sighera. Dhara. Plus. Mohan. Sarkar. B. J. D. Balaku.
@@JyoshnamayeeMishra❤
@@JyoshnamayeeMishra❤
ହଁ ଫାଇଲ୍ ଖୋଲିବା ଦରକାର 🙈🙊🙉⚖️⚔️
Thik.
ଯିଏ ହେଉନା କାହିଁକି ଏତେ ଗୁଡିଏ ପରିବାର ନ୍ୟାୟ ପାଇଁ ପାରି ନାହାଁନ୍ତି ଅତି ଦୁଃଖର କଥା ତେଣୁ ପାପି କୁ ଉଚିତ୍ ଦଣ୍ଡ ଦିଆଯାଉ। ହେ ପ୍ରଭୁ ଜଗନ୍ନାଥ ସତ୍ୟ ର ଉପସ୍ଥାପନ ହେଉ।
Jai. Jagannath.
Jay shree jagannath
Thik.
❤ @@sankarsansahoo47
ପୁରୁଣା ଫା ଇଲି ଖୁ ଲା ଯା ଓ. ଜୟ ଶ୍ରୀ ରାମ
Good news Argus news🌹🚩🚩🚩🚩🚩🚩🚩
ଯେତେ ଶିଘ୍ର ହୋଇ ପାରିବ ଏଇ ମାଗୀଆ ମଣିଷ ମରା ଦାଗି ନେତା ମନ୍ତ୍ରୀ ମାନଙ୍କୁ ଜେଲରେ ପୁରେଇବା ଦରକାର୍ ଏହି ମେସେଜ ମାଧ୍ୟମରେ ଆଇନି ମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ
Thik. Katha.
Time is short. Immediate action required
Open🎉🎉🎉
ଯେତେ ଶୀଘ୍ର ଖୋଲିବା ଦରକାର
Do CBI enquiry for pari Pihu mamita
Thik.
@@JyoshnamayeeMishra111quq7u Dr niodiyapala 😮😊q of
., Odiyapala 28:10
Thankyou sir
Thanks for your valuable discussion.
ମାନବ ପ୍ରେମୀ ଆଦିତ୍ୟ ଦାସ ...............
ଖବର ବହୁତ ଚାପିଦେଇଛନ୍ତି ବିଜେଡି ସରକାର ।
Bahut badhia thank you bjp
Ok madam,
ସବୁର ଦାୟୀ ନବୀନ
Many many thanks to all madam and gentlemen in this debate
Good newss
କାମ କରିବା ଦରକାର କଥାରେ ନୁହେଁ
Ok, a, 🙏🙏🙏🙏🙏🙏🙏🙏🙏
ପରୀ କୁ ନାୟ ମି ଳ ଉ ମହୋନ ସାର୍
Thank you more argus news.
BJP zindabad zindabad zindabad bahut bahut thankyou very good
Thank you argus midiya
Good ଆଇଡିଆ
ସରକାର ସିନା ବଦଳିଛି, ତଦନ୍ତସଂସ୍ଥା ର କର୍ମଚାରୀ ବଦଳି ନାହାନ୍ତି |ଏବେ ସେମାନେ ଅଧିକ କଣ ତଦନ୍ତ କରିବେ |ତେଣୁ ସବୁ ହତ୍ୟା କେଶ ର ତଦନ୍ତ ଭାର ସିବିଆଇ କୁ ଦିଆଯାଉ |ରାଜ୍ୟ ତଦନ୍ତ ସଂସ୍ଥା କିଛି କରିପାରିବ ନାହିଁ, କେବଳ ସମୟ ଗଡ଼ିବ |
Thik. Katha.
ଗଣେଶ ସାହୁ mg ଚୋର ପେଲେଇ ପୁଅ ହାରାମ ଖୋଲ
Right bhai super 🙏🙏
🇮🇳🙏💐BJP💯👍
Very good sir
ହଉ ସମୟକୁ ଅପେକ୍ଷା କର ସତ ଜଣାପଡିବ
Ketene apeksha s m j
Channalku. Kahucha. Na. B. J. D. Na. B. J. P. Ku. Kaucha.
Bahuta bhala heba
ନବୀନ୍ ପଟ୍ଟନାୟକ ପ୍ରକୃତ ରେ ଆଖି ଥାଇ ଅନ୍ଧ, ଧୃତରାଷ୍ଟ୍ର ର ଅଭିନୟ କରୁଥିଲେ, ପ୍ରଥମ ରେ ସେ ଦାୟୀ।ସେ ସବୁବେଳେ out sourcing ରେ,,୨୪ ବର୍ଷ କାଳ ସରକାର ଚଳାଉ ଥିଲେ, ନିଜେ ପାୱାର ଉପୋଭୋଗ କରୁଥିଲେ।
ଠିକ୍
ଏଇ ଗଣେଶ ସାହୁ କୁ କାହିଁକି ଡାକିଛନ୍ତି, ତାଙ୍କ ପରିବାର ରୁ କେହି ଜଣେ ଏମିତି ହତ୍ୟା ହେଇଥିଲେ ତାଙ୍କର ପାଟି ରୁ କ'ଣ ଏଇଆ ବାହାରି ଥାଆନ୍ତା ,, ଛିଃ ଛିଃ ଗଣେଶ ସାହୁ।
Heta. Bhai. Pagalta. Kon. Kahi na.
ଏ ସବୁ ଶୁଣି ଶୁଣି କାନ ବଧିର ହୋଇ ଗଲାଣି. ଏ ସରକାରର ଦମ ନାହିଁ, ଏ ସବୁ high profile ଘଟଣା ଖୋଲିବାକୁ
Good news action should taken very quick against creaminal
Joy shree ram
Immediately take action. . odisha gov 🙏🙏
Plis. Emeditly. Action. Mohan. Sarkar.
Jay Jagannath🙏Jay Nila Madhab🙏Jay Shri Krishna🙏Jay Omm🕉️Jay Maa Samaleswari🙏Jay Maa Tarini🙏Jay Shri Ram🙏BJP🙏Jay Modi ji🙏Jay Yogi ji🙏Jay ABVP🙏Jay Akhand Bharat🙏First of all BJP goverment must reach to every police station and wipe the tears of every needy SABKA SAATH SABKA VIKASH SABKA BISWAS MODI PARIVAAR.GPHKBG DOUBLE ENGINE GOVERMENT
ନବୀନ ବାବୁ ଓଡିଶା ର ମୁଖ୍ୟ ଖଳନାୟକ
Good sir
Good jab
Kebe kholib Sir odisha basi bharosha karichanti Mohan sir 🙏🏽🙏🏽🙏🏽
ଗଣେଶ ସାହୁ ମାଗିଆ ତୋ ଝିଅ କୁ ନବୀନ ପଟ୍ଟନାୟକ କୁ ବାହା କରି ଦେ ଶଳା ଗଣେଶ
Jay sri ram
Bhauni koti koti pranam
Kebe haba 5years pare
2, and bhauni mananku, very good
Anxiously waiting for
ଖାଲି ମିଛ ଗପ କହୁଛନ୍ତି କେହିବି ଧରା ହେଉନାହାନ୍ତି
ବିଜେଡି ସମୟରେ ଜାହା ଘଟିଛି ତାହା ଖୋଲିବା ଦରକାର କିଏ ଶଚଟ କିଏ ମଛୁଆ
❤❤❤❤ ମୁଁ ବି କହୁଛି ତଦନ୍ତ ହେଉ❤❤❤❤❤❤❤
ପାଣ୍ଡିଆନ ପାଇଁ ଓଡିଶା develop ହୋଇଛି
ଅତିସୁନ୍ଦର କଥା ପୁରୁଣା ଫାଇଲି ଖୋଲାଯାଉ, ଠିକ୍ ହବ
କାର୍ୟ୍ଯ କରି ଦେଖ।। ଭାଷଣ ମାରନା ।
Bhai. Dharjya. Dhara.
କୋଲକାତା ରେ R.G.Kar ମେଡ଼ିକାଲ କଲେଜ ଓ ହସପିଟାଲ ରେ ଜଣେ ଲେଡୀ ଡକ୍ଟର ପୀଡ଼ିତା, ରାକ୍ଷସ ମାନଙ୍କ ଆକ୍ରମଣରେ,ଯେମିତି ସମସ୍ତଙ୍କୁ ବାପା, ଭାଇ, ସାଙ୍ଗ ବୋଲି ଭାବି ତାର ସୁରକ୍ଷା ପାଇଁ ଆକୁଳ ବିନମ୍ର ପ୍ରାର୍ଥନା କରୁଥିଲା, ରକ୍ଷା କର, ରକ୍ଷା କର, just before her death, ତାହା ବହୁତ୍ ହୃଦୟସ୍ପର୍ଶି। ଆମେ ସମସ୍ତେ ମର୍ମାହତ। ଦୁଃଖ ଲାଗୁଛି। ଏମିତି ଘଟଣା ଆମ ଭାରତ ରେ ସବୁବେଳେ ଚାଲୁଛି ଓ କ୍ରମାଗତ ଭାବେ ଚାଲି ଆସୁଛି।
କିନ୍ତୁ, ପୂରୁଷ ସମାଜର ଲୋକମାନେ, ମାନେ ,ଆମେ ଥରେ ଭାବିବା ଦରକାର, ନାରୀ ମାନେ ସତରେ କଅଣ, ଅବହେଳିତ ଓ ସଦାବେଳେ ନିଷ୍ପେସିତ। ହଁ, ଆଜ୍ଞା। ଏହା କିନ୍ତୁ ସତ୍ୟ ଯେ, କିଛି ନାରୀ ବ୍ୟଭିଚାରୀ, ନଷ୍ଟ,ଓ ଭ୍ରଷ୍ଟ, ସେମାନଙ୍କୁ, ଉଚିତ୍ ସାମାଜିକ ଶିକ୍ଷ୍ୟା ମିଳିବା ଦରକାର। ନ୍ୟାୟିକ ବ୍ୟବସ୍ଥା ରେ ସୁଧାର ଆସିବା ଦରକାର।
ପୁରୁଷ କମିଶନ ର, ଯଦିଓ ଆବଶ୍ୟକତା ଅଛି, ତାର, ଦୁରାପୁଯୋଗ ଯେପରି ନ ହେଉ।
କାହିଁକି ନା, ଆମର, କେଇହି ନା କେହି, ଭଉଣୀ, ଝିଅ, ଝିଆରୀ, ଭାଣିଜୀ, ମା, ମାଉସୀ ଅଥବା ସ୍ତ୍ରୀ ଅଛନ୍ତି। ମୋ ମତରେ
ଭାରତରେ UCC ଅଣାଯାଉ, କଠୋର ଆଇନ କାନୁନ ତିଆରି ହେଉ। ସେ, ଯେ, କେଉଁ ଲୋକ, ଜାତି ରେ ହେଉନା, କାହିଁକି, ଦୃଢ଼ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନିଆଯାଉ । ରାଷ୍ଟ୍ର ର ନାଗରିକ ର ସୁରକ୍ଷା ଆଗେ, ପରେ political parties and others। And, please stop, political polarization. It harms India a lot for progress and further growth.
Jay Hind.
ଓଡ଼ିଶା ରେ ଏପରି ନେ ହେଉ। ନହେଲେ, BJP ଦାୟୀ ରହିବ।
Thik. Katha.
ପ୍ରଥମେ ପରୀ କେସ୍ କୁ ଖୋଲାଯାଉ.
Thik.
BJD ର ଆଉ କେହି ମିଲୁ ନାହାନ୍ତି.
ଗଣେଶ ଗାଲୁଆକୁସେଠାରୁ ବାହିର କରି ଦିଆନ୍ତୁ.
ଏହି ତଦନ୍ତ କେବେ ଶେଷ ହେବ ? ମିଡିଆରେ ଆଉ ବାଜିବ ନାହିଁ l ଶୀଘ୍ର ଶେଷ କରାଯାଉ l
Myadam apananku salut❤❤
ନିହାତି ଭାବରେ ପେଡ଼ି ଖୋଲିବା ଦରକାର ଏବଂ ନବୀନ ସରକାର ଲୋକଙ୍କୁ କେତେ ନ୍ୟାୟ ଦେଉଥିଲେ ବିଜେଡ଼ି ନେତାମାନେ ଟିକିଏ ଦେଖନ୍ତୁ
କାଇଁକି e ବାଳ ଖବର କେତେଥର କହୁଛୋ...... ବିଜେପି ର ଦମ nai କୋଉ file ଖୋଲିବାକୁ.//ସବୁ ବିଜେପି mla ଡରୁଆ, //ଆଗ hau ତାପରେ news ରେ କହିବ...
Okay
ଶିଘ୍ର ସେ ନବୀନ ହିଁ ରହିଛି,ଏହା ଆଲୋଚନା କରନ୍ତି ଲୋକ କାରଣ ସେ କେବଳ ଏମାନଙ୍କୁ ସାହାଯ୍ୟ କରୁଥିଲା ,,,,ତଦନ୍ତ ନ କରି,,ଆଇନ୍ କହେ ଦୋଷୀକୁ ସାହାଯ୍ୟ କରିବା ମଧ୍ୟ ଦୋଷୀ,,ଏହା ଆଲୋଚନା ହୁଏ
Thik.
Immediate arrest with necessary legal Actions against concerned M.L.A.s are essentially needed.
🇮🇳🙏🌹🙏🌹🇮🇳Good🙏🏿❤️🙏🏽 Newss🙏🏿💘🙏🏽 Sar🇮🇳🙏🌹🙏🌹🇮🇳
Open 🎉🎉🎉
ଏତେ ପରିବାର ସତରେ ନ୍ୟାୟ ପାଇବା ଆଶାରେ ବସିଛନ୍ତି ପ୍ରଭୁ???। ତୁମେ ନ୍ୟାୟ ଦିଅ ପ୍ରଭୁ????
AkAhya. Hau. Prunya. Jagata. Dharmara. Hau. Jaya. Jai. Jagannath.
Jete jaldi kholiba bhala huanta, jay BJP, Jay CM Mohan sir 🙏🙏🙏🙏🙏🙏
Justice for public
ଗଣେଶ ବାବୁ ଙ୍କୁ ଡାକି ବିତର୍କ ଟି ଖରାପ ଦିଗକୁ ଗତି କରୁଛି , ଆପଣଙ୍କୁ ଅନୁରୋଧ ଏହି ବ୍ୟକ୍ତି ଙ୍କୁ ନ ଡାକିବା ଭଲ ହୁଅନ୍ତା। ଧନ୍ୟବାଦ
ଗାଲୁଆ ଙ୍କ ବାରବାଟୀ ଚାଷ
୨୪ ବର୍ଷର ଶାସନରେ ଜଡିତ
ସମସ୍ତ ନେତା କର୍ମଚାରୀ ବ୍ଯକ୍ତି
ଅପରାଧରେ ଅଭ୍ଯସ୍ତ ଥିଲେ
୨ମାସରେ ଆସୁଥିବା ଅଭିଯୋଗ
ବଜେପି ସରକାରକୁ ଦାୟୀ କରିବା
ଉଚିତ ହେବନାହିଁ
ସତରେ file ଖୋଲିଲେ ନ୍ୟାୟ ମିଳିବ କିନ୍ତୁ ବିଜେପି କୁ ଭରଷା ନାହିଁ
Good news 👍👍👍💯
ସବୁ ଯିବେ ଜେଲ 😢😢😢😢😢
ବିଜେପି ଯଦି ଓଡ଼ିଶାରେ ଆଉ ଥରେ ପୂର୍ବକୁ ଯଦି ସରକାର ଗଢ଼ି ବାକୁ ଯିବ ତାହା ହେଲେ ଏସବୁ କେସ କୁ cbi କୁ ଦିଅନ୍ତୁ n ହେଲେ next କଂଗ୍ରେସ ସରକାର ଏହାକୁ ଅସ୍ତ୍ର କରି ଢୋଲ ବଜେୟୀ ବଜେୟୀ ସରକାର କୁ ବିଜେଡି କିଛି ନେତା କୁ ଧରି କଂଗ୍ରେସ ସରକାର ଗଠନ କରିଦେବ ତେଣୁ ବିଜେପି ଚାହିଁଲେ ଏସବୁ cbi କୁ ଦେଇ ଆଗାମୀ ସରକାରଙ୍କୁ ପକା କରୁ କାହିଁକି ନା bjd ଚାଲକି ହୋଇ ଚୋର ମୁଁହ tan pari jothi ବି ଭଡ ଭଡ ହେଉଛି ତେଣୁ ଯାହା ଏହି ନୂଆଁ ସରକାର କରିବେ
Satya. Katha. Kahila. Bhai.
ଯଦି।ଏହିସବୁ।ଅପରାଧ।କରିଥିବା।ଅପରାଧୀମାନଙ୍କୁ। BJP। ସରକାର।ଦୋଷିସାବ୍ୟସ୍ତ।କରି।ଓସେମାନଙ୍କୁ।କଠୋର।ଦାଣ୍ଡରେ।ଦଣ୍ଡିତକରି।ପୀଡ଼ିତା।ମାନଙ୍କୁ।ଉଚିତ୍।ନ୍ୟାୟ।ମିଳି।ତାହେଲେ। ଏ। BJP। ସରକାର।ସବୁଦିନ।ପାଇଁ। କ୍ଷମତା ରେ।ରହିବ
Naveen Patnaik is the mastermind. Jai Jagannath.
Thanks argus
I like this statement. I know BJP Sarkar work. Not bring new case . Only against will go to court . That's BJP Sarkar work.Very very thanks.
କଳା କାରନାମା ଖୋଲିବା ନିହାତି ଜରୁରୀ
❤❤❤❤❤❤❤❤❤❤❤
କଳା କାରନାମା ଫାଇଲ ନ ଖୋଲାହେଲେ। ମମତା ଭଳି ମୋହନ ସରକାର ବି ବିଦାୟ ହେବେ , ସେଥିପାଇଁ ଦିନ ଗଣନ୍ତୁ।
To. Bhauni. Senty.
ଗାଲୁଆ ଗଣେଷ
Bhsan.bahuthela.Agyan.Atisighra.karjyarePorinataKarantu.janatankarakhusi.AnantuJayjaganathJaySriRam❤❤
ନବୀନ ପଟ୍ଟନାୟକ ଙ୍କ ର ମାଇପ ନାହିଁ କି ପିଲାଛୁଆ ନାହାନ୍ତି,ସେ ଚୁଠାର ଦୟା ଆସିଲା କେଉଁଠୁ
ରାଜ୍ୟ ପାଳ ପୁଅ ପିଟିଲା ମାଡ଼ ମାରିଥିବା ଅଭିଯୋଗ ଫର୍ଦ୍ଦ କେବେ ଖୋଲିବ
ଭାଇ, ସେଥିପାଇଁ Argus Channel କୁ ଲୋକେ ସମାଲୋଚନା କରନ୍ତି. News ପରେ କିଛି action ହୁଏ ନାହିଁ.
ବିଜୁ ବାବୁ ଓଡ଼ିଶା କୁ ବହୁତ୍ ଭଲ ପାଉଥିଲେ।ତାଙ୍କ ପୁଅ ମାନଙ୍କୁ ଓଡ଼ିଶା ଆଣୁ ନ ଥିଲେ କାହିଁକି?ସିଏ ଜାଣିଥିଲେ ଏ ଚୋର ଙ୍କୁ ଓଡ଼ିଶା ନେଲେ ଲୁଟିକ୍ ଖାଇଯିବେ।ଶେଷରେ ସେଇ କଥା ହୋଇଗଲା।
Good point sir
Good point jai shree Ram jai bjp
BJP zindabad zindabad zindabad
Jaya Jagannath
Kia sikhiila right Question ❓❓❓
🙏🙏🙏