Комментарии •

  • @DeeptimayeeMohanty-qf6pj
    @DeeptimayeeMohanty-qf6pj 3 месяца назад

    👍👍

  • @rajaashoksamrat417
    @rajaashoksamrat417 2 месяца назад

    💯

  • @pradeepsahoo1469
    @pradeepsahoo1469 3 месяца назад

    Right 👍

  • @udayanaik6883
    @udayanaik6883 2 месяца назад

    ଚବିଶି ବର୍ଷ କିଛି କରୀପାଇଲାନୀ ମାମକର ସରକାର କେମିତି କରୀପାରୀବ

  • @prasantasahoo4673
    @prasantasahoo4673 2 месяца назад

    Very nice comments

  • @khirodkumarpanda4763
    @khirodkumarpanda4763 3 месяца назад +10

    ସତ୍ୟପ୍ରକାଶ ସାର୍ ଅପେକ୍ଷା କରନ୍ତୁ ମୋହନ ସରକାର ଆରମ୍ଭ ମାତ୍ର ପିକଚର ଆରମ୍ଭ କୁ ବାକି ଅଛି ବିଜେଡି ବାଲା ମୋଦି ଙ୍କ କଥା କୁ ଏବେବି ସ୍ବପ୍ନ ରେ ବାଉଳି ହେଉଛନ୍ତି ବହୁତ ବହୁତ ଘଟଣାକ୍ରମ ଆଗକୁ ଆସୁଛି ଏମାନଙ୍କ ନିଦ ହଜିଯିଵ

  • @PurnachandraPanda-vx2nj
    @PurnachandraPanda-vx2nj 2 месяца назад

    ଭାବୁଥିଲୁ ଭଲ ଲୋକ।କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ଅଯୋଗ୍ୟ ।

  • @basumandal6209
    @basumandal6209 3 месяца назад

    Joyguru joy sree Jagannath OK BHAI

  • @Jotrimay
    @Jotrimay 3 месяца назад

    😮😊😊😄😄👍

  • @KunaGiri-dg9qc
    @KunaGiri-dg9qc 3 месяца назад

    ମହନ ସରକାର କିଛି କାମକୁ ନୁହେଁ

  • @jitenbro9894
    @jitenbro9894 2 месяца назад

    ଭାଇ ତୁମ ପ୍ରସଙ୍ଗ କଣ, ତୁମେ ଗପୁଛୁ କଣ, ନିଜେ ବୁଝି ପାରୁ ନଥିବ

  • @arupsahooisabtsloveer5606
    @arupsahooisabtsloveer5606 3 месяца назад +1

    Right Bhai

  • @Routrayster
    @Routrayster 3 месяца назад +2

    Absolutely right

  • @tusardas3006
    @tusardas3006 3 месяца назад +2

    Mr C M is waiting for Central disition. He Can't do anything before Modi. 😂😂😂.

  • @hemantadash6520
    @hemantadash6520 3 месяца назад +1

    BJP bala first odisha ku gerua colour kari sarantu ta pare karibe 😅

    • @midni8voice99
      @midni8voice99 3 месяца назад

      Ha ha ama gaon re bi Laxmi bus colour change🤣🤣

  • @Always-n3t
    @Always-n3t 3 месяца назад

    ବହାପିଆ ସାମ୍ବାଦିକଙ୍କ 😂😂😂 ଗାଲୁ ଗିରି

  • @rammuduli5306
    @rammuduli5306 3 месяца назад +2

    ବହୁତ ସୁନ୍ଦର ଆଲୋଚନା ଵା ବିଶ୍ଳେଷଣ 👍👍👍♥️

  • @vickyjena9385
    @vickyjena9385 3 месяца назад

    Remote control

  • @manasdalai4028
    @manasdalai4028 3 месяца назад +1

    ପରି ପିହୁ ମମୀତା କୁ ନ୍ୟାୟ କେଵେ

  • @AshokPanda-qt4qn
    @AshokPanda-qt4qn 3 месяца назад

    Dhanyabada Arpanakar Tathya Paribesan re 👍

    • @AshokPanda-qt4qn
      @AshokPanda-qt4qn 3 месяца назад

      Byasta Huanti nahi Dhira Pani Pathara Kate .Ame bhi chanhuchhu Kitnu Ame 25 bars Sasit Heichhu Au Kichhi din Apekhya Kale Bhala huanta

    • @AshokPanda-qt4qn
      @AshokPanda-qt4qn 3 месяца назад

      Amala Tantra Abu Nua Nuhan Ahi Officer RAJ Ta Bigata 50 Barsa Agaru chalichhi SATYA Babu Apana Puruna Record dekhile Janiparibe

    • @AshokPanda-qt4qn
      @AshokPanda-qt4qn 3 месяца назад

      Aha Chali thila Chalithiba Chaliba Bandey Utkal Janani 🙏

  • @muktikantaentertainment6442
    @muktikantaentertainment6442 3 месяца назад

    Feku sarkar... Only fake ..

  • @mahabirmajhi2683
    @mahabirmajhi2683 2 месяца назад

    What Congress party have done for Odisha which was in power most of the time? Why KBK districts are still under developed inspite of 25 years of rule by BJD ?

  • @youthtub1264
    @youthtub1264 3 месяца назад

    A sar thik kotha kuhonti..

  • @odiachunkaraja1045
    @odiachunkaraja1045 3 месяца назад +28

    ଆପଣଙ୍କ କଥା ସମ୍ପୁର୍ଣ୍ଣ ସତ୍ୟ । ହେଲେ କଂଗ୍ରେସ ହୋଇଥିଲେ ଗୋଟିଏ ଦିନରେ ସବୁ ସମସ୍ୟା ସମାଧାନ କରି ଦେଇଥାନ୍ତା । ମାନିବାକୁ ପଡିବ ଆପଣଙ୍କୁ । ବିଜେପି ସବୁବେଳେ ଖରାପ ପରା କାନ ଉଠିଲା ଠୁ ଶୁଣୁଛି

    • @LunaPradhan-p5t
      @LunaPradhan-p5t 3 месяца назад

      ଆପଣ ଙ୍କ ଚନ୍ତାଧାରା ଭୁଲ୍ ସାର୍ , ଆମେ ଦରିଦ୍ର, ଅଳସୁଆ ,ଅନ୍ୟମନ୍ଦ ଛାଡି଼ବା ଆବଶ୍ୟକ , ଖ୍ରୀଷ୍ଟିୟାନ୍ ଖ୍ରୀଷ୍ଟୀୟାନ୍ ପରି ,ହିନ୍ଦୁ ହିନ୍ଦୁ ପରି ,ମୁସ୍ଲୀମ୍ ମୁସ୍ଲୀମ୍ ପରି ହୋଇ ରହିବା ଦରକାର ,

    • @heledadacreation3883
      @heledadacreation3883 3 месяца назад

      Bjp jindabad

  • @srinathnaik4245
    @srinathnaik4245 2 месяца назад

    Mahan majhi rocks
    Public shocks😂😂😂❤❤❤

  • @arjunbehera7631
    @arjunbehera7631 3 месяца назад

    ଓଡିଶା ରେ ନବୀନ ଠିକ ଥିଲା

  • @ranajitjena4668
    @ranajitjena4668 3 месяца назад

    ପ୍ରମାଣ ନଥିଲେ ଗୋଲାମ ବିଜେପି ଦଳ କଣ କରିପାରିବେ

  • @ranju8870
    @ranju8870 3 месяца назад +3

    Sir ଏଯାଏ ଆମକୁ(ବାପା )କଳାକାର ପେନସନ ମିଳିନି ଏ govt ଆସିବା ଦିନରୁ , ଏଇ କିଛି ଦିନ ଗଲେ 2 ମାସ ହେଇଯିବ, ଓଡିଆ ଅସ୍ମିତା କଥା କହୁଛନ୍ତି କିନ୍ତୁ ଓଡ଼ିଆ କଳା କୁ ଆଗକୁ ନେଉଥିବା କଳାକାର କଥା ବୋଧେ ଭୁଲିଗଲେ । ବାପା ଦୃଷ୍ଟିହୀନ ଲୋକ ଏବଂ ଜଣେ all India radio artist, ସେ ଦାସକାଠିଆ ପରିବେଷଣ କରିଆସୁଛନ୍ତି all India radio ରେ। ପ୍ଲିଜ୍ ସାର୍ ଏ ବିଷୟ ଟିକେ govt ର ନଜର ଙ୍କୁ ଆସୁ କେବଳ ଆପଣ ହିଁ ଏ ପ୍ରସଙ୍ଗ ଉଠେଇ ପାରିବେ ।

  • @alokkumarchoudhury
    @alokkumarchoudhury 3 месяца назад +4

    Right analysis,, Thanks sir ,,
    All govt cases pending in high court ,, due to advocate general,,
    Please please,Sri mohan Charan majhi's attention to this...

  • @shibabehera3702
    @shibabehera3702 3 месяца назад +1

    25ବର୍ଷ କିଛି କହୁନ ଥିଲ one month ରେ ପାଟି ଖୋଲୁଛ, wait some time କଂଗ୍ରେସସିଆ

  • @whatnot9845
    @whatnot9845 3 месяца назад

    ସତ କଥା ହେଲା ବାବୁ ମାନେ ଏବେ ବି bjd ପ୍ରୀତି ଛାଡ଼ିନି 😂

  • @pravakarbarik1808
    @pravakarbarik1808 3 месяца назад +1

    ଗୋଟେ ଲୋକ 25ବର୍ଷ ବନ୍ଧନରେ ରହିଲା ସେତେବେଳେ କନ ଆଖିରେ ______ ମାଡ଼ିଥିଲ ମାସେ ହେଇନି ତମ ଗଲୁ ବାହାରୁଛି

  • @mrsahuhk1972
    @mrsahuhk1972 3 месяца назад

    ବାଃ ବାଃ ବାଃ ରେ ଓଡ଼ିଆ ଅସ୍ମିତା । ପାୱାର ଲେସ ମୁଖ୍ୟ ମନ୍ତ୍ରୀ । ନାମ ନିଅ ଓଡ଼ିଶା ବାସୀ । ଏବେ ଅନେକ ଅଣ ଓଡ଼ିଆ ରାଜ୍ୟକୁ ଲୁଟୁଛନ୍ତି । କିଏ ଏଠି ମୁଣ୍ଡି ?

    • @nuelbaa8392
      @nuelbaa8392 3 месяца назад

      Ebe Gujarati lootera,mafia mane madi basibe,dekhibe Achhedin 😂😂😂

  • @bikashsahoo7088
    @bikashsahoo7088 3 месяца назад

    କେତେ ରଙ୍ଗ ବଦଳାଇବ ହୋ ?

  • @Arunabh_M
    @Arunabh_M 3 месяца назад +9

    ଭିଡ଼କୁ ନୁହଁ ମୋହନ ସରକାର I😅 Nice analysis Sir

  • @mahagyanguru7101
    @mahagyanguru7101 3 месяца назад

    Yah Jo bol raha hai 100% correct hai kyunki aise kathputli ko janbujhkar hi CM banaya tha ki usko ichcha anusar naacha sake iske gale mein rassi hai Aur Dori Delhi ke hath mein

  • @santoshkumarswain6547
    @santoshkumarswain6547 3 месяца назад

    Sir you r right

  • @kedarbiswal4575
    @kedarbiswal4575 3 месяца назад

    AG - ଗଣମାଧ୍ୟମରେ ଏ ବିଷୟ ଉତଥାପନ ହୋଇନାହିଁ।
    ଗଣମାଧ୍ୟମରେ ବିଜ୍ଞ ଲୋକ କାହାନ୍ତି ?

  • @prasantbhatra3844
    @prasantbhatra3844 3 месяца назад +1

    Very good sir ji

  • @bharadwajpati8533
    @bharadwajpati8533 3 месяца назад +7

    ଯେହେତୁ ସମସ୍ତ ଅଫିସର ଗୋଷ୍ଠୀଙ୍କ କବ୍ଜାରେ ଶାସନ ଥିଲା , ଏଣୁ ସରକାରଙ୍କୁ ହଠାତ ଶାସନକୁ ମାର୍ଜିତ ଭାବରେ ଚଳାଇବା ପାଇଁ ଏକ ବିଶ୍ବସ୍ତ ଗୋଷ୍ଠୀ ଆବଶ୍ୟକ । ଏହାହିଁ ବିଡମ୍ବନାର ବିଷୟ ।

    • @sakhigopalpradhan669
      @sakhigopalpradhan669 3 месяца назад

      Thanks a lot for the attempt to bring the matter to set right through reprimand or critical appreciation

  • @santoshkumardas2067
    @santoshkumardas2067 3 месяца назад

    Satya babu Pitambari haba Adv.Gen.
    Matra nakhe dele case hariba

  • @girishchandrasahoo4717
    @girishchandrasahoo4717 3 месяца назад

    Bjd loka mananku odisha ru hataa

  • @namasteindia8911
    @namasteindia8911 3 месяца назад

    ଚିଟ଼୍ଙଫଣ୍ଡ ତଦନ୍ତ କେବେ......
    ଲୋକେ କେବେ ତାଙ୍କ ଟଙ୍କା ଫେରି ପାଇବେ.....?

  • @kedarbiswal4575
    @kedarbiswal4575 3 месяца назад

    ଶ୍ରମିକ - ସମସ୍ତେ ଜାଣିଛନ୍ତି କିନ୍ତୁ ଏହା ରଙ୍ଗ ଵଦଳା କାର୍ଯ୍ୟକ୍ରମ।

  • @rabinarayansahoo3877
    @rabinarayansahoo3877 3 месяца назад

    ଏ ସବୁ ସାମ୍ବାଦିକ ର କାମ

  • @mmuna-u6x
    @mmuna-u6x 3 месяца назад

    Sir, ama governor nka pua jou karma karichhanti... ta upare kichhi kuhantu

  • @sobhashreedhall3792
    @sobhashreedhall3792 3 месяца назад

    Nuaa sarkar baula hauchhi....kann. Karib kann nahi 😮

  • @tarunnayak3824
    @tarunnayak3824 3 месяца назад

    Aagya Namaskar.
    Sramika ra parisrmika ta BJD Sarkar ghoana kari thila kintu Cabinet manjuri dei na thila kintu BJP Sarakar cabinet manjuri kari ki ghosana karichi.

  • @swarnamohanty3121
    @swarnamohanty3121 3 месяца назад +1

    Mohan govt is very good, as good as Naveen govt.

  • @pramodapradhan9257
    @pramodapradhan9257 3 месяца назад +1

    ସତ୍ୟପ୍ରକାଶ ବାବୁ ଆପଣ ଭୁଲ କହୁ ଛନ୍ତି ଶ୍ରମିକ ମାନଙ୍କ ମଜୁରୀ ନବୀନ ବାବୁ ଭୋଟ ପାଇଁ ପ୍ରକାଶ କରିଥିଲେ କିନ୍ତୁ କ୍ୟାବିନେଟରେ ପାସ କରିନଥିଲେ ମୋହନ ମାଝୀ ସରକାରର ଭୁଲ ହେଲାଯେ ପୂର୍ବରୁ ପ୍ରକାଶ କରିଥାନ୍ତେ ଏହା କ୍ୟାବିନେଟରେ ପାସ ହୋଇନି ଆମେ ତାକୁ ପାସ କରୁଛୁ

  • @pravakarmahanta7637
    @pravakarmahanta7637 3 месяца назад

    24 barshre hei parila nahi 30 Dina re Kan sabu heba

  • @RanjanKumar-mx1ki
    @RanjanKumar-mx1ki 3 месяца назад +17

    ଆଜ୍ଞା ଟିକେ ସତ୍ୟପାଠ ରେ ଆଲୋଚନା କରନ୍ତୁ କପରି ଗ୍ରାମାଚଳ ରେ ଗରିବ, ଆଦିବାସୀ, ହରିଜନ, କୃଷକ, ଓ ମାଧ୍ୟ୍ୟବିତ୍ତ ମାନେ ପିଢ଼ି ପିଢ଼ି ସ୍ଥାଇ ଭାବରେ ରହିଆସୁଝନ୍ତି ହେଲେ ଜମି ପଟ୍ଟା ପାଇବା ପରିବର୍ତ୍ତେ ସେମାନଂକୁ ଜାଗା ଜମି ହରାଇବାକୁ ପଡିବ l କାରଣ ଦୀର୍ଘ 60 ରୁ 70 ବର୍ଷ ତଳେ ଲୋକେ ସଚେତନ ନ ଥିଲେ ଓ ଅର୍ଥା ଭାବ ଯୋଗୁ ସରକାରୀ ଖାତା କୂ ସେମାନଙ୍କ ଜମି ଚାଲି ଯାଇଛି l ସାରା ରାଜ୍ୟରେ ଲକ୍ଷ୍ୟ ଲକ୍ଷ୍ୟ ଲୋକେ ଜମି ହରାଇବେ ଳ ଭୁ ବନ୍ଦୋବସ୍ତ ହେବା କଥା l

  • @NaliniPrabhaMaharana
    @NaliniPrabhaMaharana 2 месяца назад

    Mohan majhi nka byatita au kehi nathile bjp re neta cm hebaku.mohan majhi kata kandhei upare jaha kahibe taha karibe.aparajita sadangi madam cm hebar thila modi kheli dele khela .katha kandhei cm majhi.

  • @DalleyTechChannel
    @DalleyTechChannel 3 месяца назад

    Apana try karantu...milijaipare

  • @arupsahooisabtsloveer5606
    @arupsahooisabtsloveer5606 3 месяца назад

    Rimat sarakar

  • @rabinarayansahoo3877
    @rabinarayansahoo3877 3 месяца назад

    Sabu sala ଏ କା ଦର

  • @odishatoka01
    @odishatoka01 3 месяца назад

    Mohankuneijatrakara kadamba mulaku Bansi dei patha

  • @krishnajena2622
    @krishnajena2622 3 месяца назад

    When bjd was in power I thought this fellow is bjp agent....but now I feel he is a TRUE journalist who bring truth to people....sabas bhai....apana nka bhali kichi loka journalism ku banchai rakhichanti

  • @santoshkumardas2067
    @santoshkumardas2067 3 месяца назад

    Bhai se pitambari achhi taku dei dia. Se bichara bahut kasta karichi. Pitambari Achari bhala nuka nakhe dele se case hariba

  • @girishchandrasahoo4717
    @girishchandrasahoo4717 3 месяца назад

    Bhakua bjd neta mane kahani rachana karuchanti

  • @sibasamudra
    @sibasamudra 3 месяца назад +2

    Thik kahile Satya Bhai....

  • @royalrajani....1215
    @royalrajani....1215 3 месяца назад

    Ded govt

  • @pinakmohanty5831
    @pinakmohanty5831 3 месяца назад

    Om Namo Bhagwate Vasudebaya yatro yogeshwaroha krishno yatro partho dhanurdharaha tatra Sri virjyo bhutidhruva nitirmatimarma,bahut jaldi BJD netanka bad time asuchi

  • @mahesh757-k3v
    @mahesh757-k3v 3 месяца назад

    Sei guda loko chahunahanti semanku bass 4 t door khulu shrremandir ro rotno vandar khulu vago podibo bodhe au😊

  • @SidharthPrasadDas
    @SidharthPrasadDas 3 месяца назад

    ତାଙ୍କ ନେତା କର୍ମୀ କହୁଛନ୍ତି ଏ ପାଞ୍ଚ ବର୍ଷ ନୁହେଁ ଆମକୁ ଏ ସବୁ କାମ କରିବାକୁ ଦଶ ବର୍ଷ ଲାଗିବ, ଆପଣ ବୁଝନ୍ତୁ କଣ ଇଙ୍ଗିତ ଦେଉଛନ୍ତି

  • @mahabirmajhi2683
    @mahabirmajhi2683 2 месяца назад

    Satya Prakash Nayak is a blind follower of Congress ! Tell something about Rahul Gandhi !

  • @FAKIRJENA-du2zs
    @FAKIRJENA-du2zs 3 месяца назад

    ତୁ ସବୁବେଳେ ମିଥ୍ୟା ପାଠ କରିଛୁ। ଏବେ ନିରପେକ୍ଷ ଭାବେ ଖବର ପରିବେଷଣ କର। ନଚେତ୍ ତୋ ଉପରେ ବାଜିବ।

  • @pratapjena1193
    @pratapjena1193 3 месяца назад

    ଆଲୋଚନା ମାଧ୍ୟମରେ ପାଗଳ ର ପ୍ରଳାପ କାହିଁକି ବେସ୍ତ ହେଉଛ

  • @pradeepbhattamisra7501
    @pradeepbhattamisra7501 3 месяца назад

    P m modi nku pachari kama karibe

  • @bnmohapatra
    @bnmohapatra 3 месяца назад +1

    Every post which is created for the public is important. Not only the vacant post of advocate general but also the post of class-IVth.

  • @sadanandasahoo3707
    @sadanandasahoo3707 3 месяца назад +2

    ସରକାର ନା ଘରର‌ ନୂଆ ଚାକର। ସବୁ କଥାରେ ନୂଆ ସରକାର। ନୂଆ ମନ୍ତ୍ରୀ,ଯାହା କହିଦେଲେ । ନୂଆ ସରକାର , ସମୟ ଲାଗିବ‌। କିଛି ବରିଷ୍ଠ ସାମ୍ବାଦିକ ବି ଏମିତି ଯୁକ୍ତି ବାଢୁଛନ୍ତି। ସେହି ସମୟ ଭିତରେ , ରାଜ୍ୟ ର ବା ଜନସାଧାରଣଙ୍କର ଯାହା ହୋଇଗଲେ ବି ଚଳିବ।
    ଚାଟୁକାରିତା କେଉଁ ସ୍ତରକୁ ଗଲାଣି।‌

  • @Free_opinionated
    @Free_opinionated 3 месяца назад +2

    Sabu karidebe asu asu.😂😂😂 24 barsa hela sabu pati re benga pasithila

    • @malayaranjansahoo2294
      @malayaranjansahoo2294 3 месяца назад

      Hele semane gote din bhitare advocate general bachhiparuthile jouta BJP kariparuni

    • @Free_opinionated
      @Free_opinionated 3 месяца назад

      @@malayaranjansahoo2294 tanku vote deidaba next time . Simple .
      Tankara select na karile Tama gharu khaiba kan sarijauchi.. ajib logic .

  • @subhendukumarsahu16
    @subhendukumarsahu16 3 месяца назад +3

    ଠିକ୍ ସମୟରେ ପ୍ରଶ୍ନ ଉଠେଇବା ଦରକାର। ନହେଲେ ଏ ସରକାର ବି ନବୀନ ସରକାର ଭଳିଆ ହେଇଯିବ। ଆଉ ଓଡ଼ିଶା ଲୋକ ଭୋଗିବେ

    • @LunaPradhan-p5t
      @LunaPradhan-p5t 3 месяца назад

      ନବୀନ ନାମ ନେବା ଅଯୋଗ୍ୟ ,ଆମେ

  • @aniketrout8307
    @aniketrout8307 3 месяца назад

    Advocate general appointment kariparunahanti, alcohol close karibe emane

  • @harashchandraswain
    @harashchandraswain 3 месяца назад

    Kamjor hai

  • @heledadacreation3883
    @heledadacreation3883 3 месяца назад

    Nabin patnaik kn korithile tu sete bele kn karuthilo tor kotha barta thick nuhe

  • @utkalfastnews2442
    @utkalfastnews2442 3 месяца назад

    ସତ୍ୟ ବାବୁ ନବୀନ ବାବୁ ୨୪ ବର୍ଷ ବହୁ ସୁନ୍ଦର ଭାବରେ ରାଜ୍ଯକୁ ଚଳାଇ ଆସୁଥିଲେ କେହି କିଛି କମ୍ପଲେନ କରୁନଥିଲେ କିନ୍ତୁ ବର୍ତ୍ତମାନ ମାତ୍ର ଏକ ମାସ ମୋହନ ସରକାର ହେଇଛି କି ନାହିଁ ? ଆପଣ ତାଙ୍କ ବିରୋଧରେ ଏବେଠାରୁ ଗପିବା ଆରମ୍ଭ କରି ସାରିଲେଣି ।

    • @gobindachandrasoren9957
      @gobindachandrasoren9957 3 месяца назад

      Bro ye Andha chada ku tike Bale Bale Dhaba,Kusuma bisayore kuhantu.BJD Government kete kori thila.

  • @brundabanpattnaik2311
    @brundabanpattnaik2311 3 месяца назад

    With in a month tu kan chhodi paribu ?

  • @harebishi9845
    @harebishi9845 3 месяца назад

    Yes Gote AG appointment kari paru nahanti

  • @ମୋହନ_ମାଝୀ
    @ମୋହନ_ମାଝୀ 3 месяца назад

    Govt interim AG appoint korichanti ,
    Full time karinahanti , bas etiki
    ୟାକୁ କୁହାଯାଏ ଦରବାରି ପତ୍ରକାରିତା

  • @GangadharSahu-ve1jn
    @GangadharSahu-ve1jn 3 месяца назад +3

    Aparajita sarangi and suresh pujhari were fit for cm.bjp has done great mistake.it may reflect in panchayat election.

    • @gobindachandrasoren9957
      @gobindachandrasoren9957 3 месяца назад

      You can't tolerate because Mohan Charan Majhi is Adibasi,Santal.

    • @mahabirmajhi2683
      @mahabirmajhi2683 2 месяца назад

      Aparajita Sarangi is an outsider ! Suresh Pujari is from Westwrn Odisha who is a protagonist of Kosala state! BJP had no option than to select Mohan Charan Majhi as CM of Odisha who hails from mineral riched district of Keonjhar ! Leader of Opposition in the assembly anf from RSS background .

  • @aryabhat_online
    @aryabhat_online 3 месяца назад +10

    A gujurat lawyer will be appointed soon. These are critical positions. 😮

  • @gurumohanty8208
    @gurumohanty8208 3 месяца назад +1

    The next Giridhari Gamang as history repeates itself. Just wait n watch.

    • @mahabirmajhi2683
      @mahabirmajhi2683 2 месяца назад

      You are wrong ! Mohan charan Majhi is CM from BJP ; He will prove wrong what you predict !

  • @sibanandarout6214
    @sibanandarout6214 3 месяца назад

    Bjd bhalathila naveen naveen bjp kamanuhe

  • @anangamanjaridhal8631
    @anangamanjaridhal8631 2 месяца назад

    APNA cm heithila volohuanta

  • @nirupamamohanty5704
    @nirupamamohanty5704 2 месяца назад

    Loka nka wants full fill kari ratana vandar open kariba uchhita first but nija wants ra why open ratana vandar kana loka nku ta give na selling kariba jaha naveen babu 24years ra no doing why entry karu karu doing Amana keba bi bikasa kariparibani better binasa ku calling because apari quickly a Pari danger work huya ni

  • @asisdash4466
    @asisdash4466 3 месяца назад +11

    ନଈ ନଦେଖି ନଙ୍ଗଲା ହେଇ ଯାଉଛନ୍ତି ସତ୍ୟ ବାବୁ ...
    ୨୫ ବର୍ଷ ହେଲା ସବୁ ଠିକ ଚାଲୁଥିଲା ଆଉ ମାସେ ଭିତରେ ସବୁ ଖରାପ ହେଇଗଲା .

    • @MuralidharMulia
      @MuralidharMulia 3 месяца назад +1

      ଠିକ୍ ଚାଲୁ ନ ଥିଲା ବୋଲି ଲୋକେ ବିଦାକଲା ।ତେଣୁ ଏମାନେ ବି ବିଦା ହେବେ।ଠିକ୍ ଚାଲୁ ନ ଥିଲା ବୋଲି ଠିକ୍ ଚାଲିବ ନାହିଁ ।ଇଏ କି ପ୍ରକାର କଥା।

  • @rameshmallick8964
    @rameshmallick8964 2 месяца назад

    Okrcmalik

  • @sticky1490
    @sticky1490 3 месяца назад +1

    Thank you, ate dina pare, BJP ku chinile. Nabin thik boli kahile

  • @dksahu5541
    @dksahu5541 3 месяца назад +1

    BJB Manifesto re OUTSOURCING GOVERNMENT and OFFICER RAJ Upadi fingidebu boli Akadhika kendra neta Amiti Saha JP Nada ji kahithile & PM modi ji Anta Bhangi Debu kahithile BJB Sarkar karjakari Karantu

  • @saishukla2474
    @saishukla2474 3 месяца назад

    Odisha ra loka...ebe BJP RA PABBANA KATHA suniba pain ready hei jantu....sabu announcement haba... advertisement haba...but 1 NUA TANKA ki Jojana actually milibani

  • @SunilPradhan-ww6sb
    @SunilPradhan-ww6sb 3 месяца назад

    Just wait for a little time
    Don't shout.

  • @prafullamugri3065
    @prafullamugri3065 3 месяца назад

    Absulotely correct.

  • @TunaMajhi-uv9oc
    @TunaMajhi-uv9oc 3 месяца назад

    1997 re odisha kemiti Tila .o 2024 re odisha kemiti achi tike utuve Mari ki deka

  • @indiannature6776
    @indiannature6776 3 месяца назад

    Mohan majhi padian aau babi das ku sahajoga karu chhanti

  • @ambikaaroma2299
    @ambikaaroma2299 3 месяца назад

    He can never do anything significant in odisha Morning shows the day Talk more work less is the motto of new govt in odisha

  • @prafullamishra5697
    @prafullamishra5697 3 месяца назад

    Gote Amerudandi sarkar gala aau gote aati Amerudandi sarkar asila nua botolo re puruna mada

  • @satyabrataparida1925
    @satyabrataparida1925 3 месяца назад +8

    ସତ୍ୟ ବାବୁ ଯାହା ଆଲୋଚନା କଲେ ଠିକ କଥା ।24 ବର୍ଷ ର ସରକାର କୁ ବଦଳାଇ ନୁଆ ସରକାର ଆସିଛି ।24 ବର୍ଷ ମଧ୍ୟରେ ଏମିତି ହୋଇଛି ମୁଖ୍ୟ ଅଧିକାରୀ କଂ ଠାରୁ ଗ୍ରାମରଖୀ ଯାଏ ସବୁ ଜାଗାରେ ବିଜେଡ଼ିର ଲୋକ ।ଏତେଶିଘ୍ର ବଦଳିବେ ନାହିଁ । ଧୀରେ ଧୀରେ ଠିକ ହେବେ ।ଏହିଭଳି ପରିସ୍ଥିତି କୁ ସାମ୍ନା କରିଥିଲେ ମମତା ବାନାର୍ଜୀ ।ଏବେ ସବୁ ଠିକ ହୋଇଗଲେ ।ଓଡ଼ିଶାରେ ସେମିତି ହେବ ।

    • @pratapchandramahanand1405
      @pratapchandramahanand1405 3 месяца назад

      Tu banda janichu. Tu shaving hei ki aa. Sala khali negative chinta. Bjd ku amiti kahithantu ati dine to stree ku uthei nei thante.

    • @ମୋହନ_ମାଝୀ
      @ମୋହନ_ମାଝୀ 3 месяца назад

      ​@@pratapchandramahanand1405 ମାଇଙ୍ଗିଆ ବି ଜେ ଡ଼ି ଚାମଚା

    • @sandhyaranimahanta8018
      @sandhyaranimahanta8018 3 месяца назад

      ​@@pratapchandramahanand1405ତୁ ବାଣ୍ଡ ଜାଣିଚୁ

    • @abhiramsahoo5642
      @abhiramsahoo5642 3 месяца назад

      ଶ୍ରମିକ ମଜୁରୀ ନିଷ୍ପତ୍ତି ବିଜେଡି ସରକାର ଖାଲି ନିର୍ବାଚନୀ ଘୋଷଣା କରିଥିଲା,କ୍ଯାବିନେଟ୍ ପାସ୍ ହୋଇନଥିଲା ! ଗେଜେଟ୍ ନୋଟିଫିକେସନ୍ ହୋଇଥିଲେ ଏବେ ବିଜେଡି ବିରୋଧୀ କାଉଣ୍ଟର କରୁନାହାନ୍ତି କାହିଁକି ? ଆପଣ ସତ୍ଯ ବାନ୍ତି କରିବି ଆଳରେ/ ଛଳରେ ବିଜେପିକୁ ଟିକେ ଅଧିକ ତାତ୍ସଲ୍ଯ କରିବାର ବାସ୍ନା ବି ଆସୁଛି ! ଆଜି ଯାହା କହୁଛନ୍ତି,ଗତ ସରକାରର ୨୪ବର୍ଷ ଶାସନ କାଳରେ ଆପଣ କ'ଣ ଏହାର ୨୪ଗୁଣ ଅଧିକ ତାତ୍ତ୍ବିକ ସମାଲୋଚନା କରୁଥିଲେ ? ନା ସେ ସରକାରର ଶହେ ପ୍ରତିଶତ "ସୁଶାସନ" ଥିଲା ? ଆପଣ ଯେତେକି ଫିଟିବାକୁ ଚାହୁଁଛନ୍ତି,ଦୁଃଖର କଥା,ବେଶି ଫାଟି ପଡୁଛନ୍ତି !

  • @biswaprakashbiswal8980
    @biswaprakashbiswal8980 3 месяца назад +1

    Mic quality is improving.. good

  • @aryabhat_online
    @aryabhat_online 3 месяца назад

    The team has many new faces. They will learn. Worth waiting. But they donot have freedom. Centre will always control orissa govt.😢