ରଙ୍ଗ ପରିବର୍ତନ ପାଇଁ ଏତେ ପଇସା ଆସିଲା କେଉଁଠୁ ?? ASPN News | BJD

Поделиться
HTML-код
  • Опубликовано: 5 июл 2024
  • ନବୀନ ପଟ୍ଟନାୟକଙ୍କ ଭାବମୂର୍ତିକୁ କ୍ଷ୍ଯୁର୍ଣ କରିବାକୁ ଅପଚେଷ୍ଟା କରୁଛି ବିଜେପି ସରକାର
    #aspnnews #odishanews #odishabjp #news #odishapolitics #latestnews #bjdodisha

Комментарии • 674

  • @steminarani5803
    @steminarani5803 13 дней назад +76

    ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବେଷ୍ଟ ନବୀନ ବାବୁ ବହୁତ ଭଲ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ସାର୍ ❤❤❤❤❤

  • @BibhutiDalei-hz7xs
    @BibhutiDalei-hz7xs 18 дней назад +85

    ରଙ୍ଗ ମିସ୍ତ୍ରୀ ଭାଇ ମାନେ ବସ ରଙ୍ଗ କରିବା ପୂର୍ବରୁ ଆଗୁଆ ପଇସା ନେଇ ଯାଅ କାରଣ ଏ ଶଳା ମାନେ କାହାକୁ ପଇସା ଦିଅନ୍ତନି ।

    • @k_tricks_shorts
      @k_tricks_shorts 17 дней назад

      Ranga asila ranga sala ru

    • @dmohanty5003
      @dmohanty5003 16 дней назад +2

      @@k_tricks_shorts. Revanna katha kahuchu kire?

    • @k_tricks_shorts
      @k_tricks_shorts 16 дней назад

      @@dmohanty5003 jaha bujhuchhu bujhija

    • @SR_SanjayCreation
      @SR_SanjayCreation 13 дней назад +1

      ବିଜେପି ମିଛୁଆ ରାଧୁଆ ସରକାର

    • @k_tricks_shorts
      @k_tricks_shorts 13 дней назад

      @@SR_SanjayCreation bjd sarvagila dala au khangress khandi

  • @madanbag3358
    @madanbag3358 9 дней назад +28

    ମୋଦି ର ଵୋପା ଦେଇଛି ପଇସା ଶଳା ହାରାମି BJP ଠକ ସରକାର୍

    • @kulamaninayak520
      @kulamaninayak520 4 дня назад

      ବିଜେପି କଣ କଲା

    • @dillipkumar852
      @dillipkumar852 3 дня назад

      ତୋ ବାପା ନବୀନ ବଡ଼ିଆ ସରକାର ବିଜେଡ଼ି

  • @ramakantapadhi3254
    @ramakantapadhi3254 11 дней назад +15

    ଓଡ଼ିଶା ରାଜ୍ୟକୁ ଲୁଟେରା ଓ ହଜାର ହଜାର କୋଟି ଟଙ୍କା ଖାଇଛ। ତମ ଚୋର ମାନଙ୍କ ମୁହଁରେ ଏ ସବୁ ଶୋଭା ପାଉନି। କହିଲ ମାଦମ୍ ୮୦୦ ବସ କିଣି କେତେ ଖୋଳ କରିଛ ପ୍ରଥମେ ତୁମେ କୁହା ଡାଲି ଦୁର୍ନୀତି କାରିଣୀ । ସରକାରୀ ଜମି ଓ ଜଙ୍ଗଲ ଜମି ହଡ଼ପ କରି ଯେଉଁ ରଙ୍ଗ ଶାଳ କରି ଭାଦୁଆ ବେପାର କରୁଥିଲ। ସେ ବିଷୟ ରେ କିଛି କହୁନ।। ସଇତାନ ହେଇ ବାଇବଲ ପଢ଼ୁ ଛନ୍ତି ଏଗୁଡା ଙ୍କୁ ଟିକେ ଲଜ୍ଜ୍ୟା ନାହିଁ । କ୍ରୀତଦାସ ମାନକର ମୁଁହ ଏବେ ଖୋଲୁଛି ଆଗରୁ ପାଣ୍ଡୁ ଅପକର୍ମ ବେଳେ କଣ ପାଟିରେ ମଣ୍ଡା ପଶିଥିଲା

    • @swapnamotivation
      @swapnamotivation 10 дней назад +1

      ସଠିକ୍ କଥା କହିଲ।

  • @MNDIGITALSARAKANA
    @MNDIGITALSARAKANA 13 дней назад +25

    ଆଗକୁ ଗଛ ପତ୍ର ରଙ୍ଗ ପରିବର୍ତ୍ତନ ପାଇଁ ବଜେଟ୍ ଆସୁଛି 😂😂😂

  • @PankajSabar-hu7rw
    @PankajSabar-hu7rw 17 дней назад +58

    ରତ୍ନଭଣ୍ଡାର ଖୋଲି ସୁଭଦ୍ରା ଯୋଜନା ଦେବେ

    • @ReeGamango-ni6ui
      @ReeGamango-ni6ui 15 дней назад

      ପାଇବୁ କ'ଣ

    • @kalyanimohanty4891
      @kalyanimohanty4891 15 дней назад

      Masaka vitare dardam badhei Paisa bahut adaya kaleni suvadra jojana deba asubidha nahi

    • @manoramadas5553
      @manoramadas5553 14 дней назад +1

      Right

    • @P16648
      @P16648 14 дней назад

      Haa bro

    • @P16648
      @P16648 14 дней назад

      Sata katha kahil A se samaste misiki janatanku lutuchhanti

  • @drbasantadash1937
    @drbasantadash1937 6 дней назад +5

    OSRTC ବସ୍ ରେ ପ୍ରଥମରୁ Orange ଥିଲା ତାକୁ ସବୁଜ ରଙ୍ଗରେ ରଙ୍ଗାୟିତ କରିବାକୁ କିଏ bjd ସରକାରଙ୍କୁ ଅନୁମତି ଦେଇଥିଲା, ତେଣୁ ଏହା ନିଜର ପୁରୁଣା ରଙ୍ଗକୁ ଫେରିଯିବ।

  • @SontoshKumarSingh-cc2fs
    @SontoshKumarSingh-cc2fs 10 дней назад +6

    ପଣ୍ଡିଆନ କୋଟି କୋଟି 2:32 ଟଙ୍କା ଖର୍ଚ୍ଚ କରି ଖାଉ ଥିଲା ସେ ପଇସା କୋଉଠୁ ଆସୁଥିଲା

  • @bitunmunmun3929
    @bitunmunmun3929 12 дней назад +16

    ଯତେବେଳେ ପାଣ୍ଡୁ ବୁଲୁଥିଲା ସେତେବେଳେ ତମେ ସବୁ କୋଉଠି ଥିଲା ଆପଣଙ୍କର ପାଟି ବନ୍ଦ କଣ ପାଈଁ ଥିଲା ନା ତମେ ହାରି ଯିବ ପରେ ତମ ମାନଙ୍କର ମୁଣ୍ଡ କାମ କରୁନି ହେଲା

  • @PankajSabar-hu7rw
    @PankajSabar-hu7rw 17 дней назад +25

    ରଗ ପରିବର୍ତନ ର ଗେରେଣ୍ଟି ଦେଇଛି ନବିନର ଯୋଜନା କୁ କଲର କରିବ

  • @biswajitmishra6222
    @biswajitmishra6222 9 дней назад +10

    ତମେ ଆଗ କୁହ, କୋଉ ବାଳକୁ ବସ ବାହାର କରି ଥିଲ। ଖର୍ଚ୍ଚ ୫୦୦୦ ଆୟ ୫୦୦

    • @umakantbag4800
      @umakantbag4800 2 дня назад

      Kaha pain karithile ,,sadharana janatanka subidha pain karithile asubidha kn,,

    • @biswajitmishra6222
      @biswajitmishra6222 2 дня назад

      @@umakantbag4800 ବସ ପୁରା ଖାଲି ଯାଉଛି, ତମ ଆଖିରେ କଣ କଣ୍ଟା ମରା ଯାଇଛି। ତମ ପରି କେତେକ ମୂର୍ଖଙ୍କ ପାଇଁ ବିଜେଡି ୨୪ ବର୍ଷ ହେଲା ଲୁଟି ଚାଲିଥିଲା। ଦେଖିଲନି କି ବବି ଦାସ କ୍ଵାର୍ଟର ରୁ କଣ ବାହାରିଲା, ଆଉ ପାଣ୍ଡିଆର ତ ବିଦେଶରେ କମ୍ପାନୀ ଅଛି।

  • @PramodMunda-ug3tg
    @PramodMunda-ug3tg 13 дней назад +17

    Naveen babu jindabaad odisha sarkar Naveen sarkar 🇮🇳🇮🇳🇮🇳

  • @SurendraMirdha-qo6tr
    @SurendraMirdha-qo6tr 12 дней назад +12

    ତମର କାହିଁକି ଫାଟୁଛି

  • @user-wj2yf9vf8t
    @user-wj2yf9vf8t 13 дней назад +26

    ବିଜେଡି ର ତୁ ଗୋଟାଏ ଚୁରୁଣୀ

  • @TimaMunda-638
    @TimaMunda-638 6 дней назад +4

    ରଙ୍ଗ ବଦଳିଲା ତ କଣ ହେଲା ବଧୁଛିକି ବସ୍ ତ ଚାଲିଚି ବନ୍ଦ ତ କରିନି ଅସୁବିଧା କଣପାଇଁ?

  • @user-ke8hu3lt8z
    @user-ke8hu3lt8z 17 дней назад +16

    Unnecessary wastage of public money in colour change.

  • @SinkuBabu653
    @SinkuBabu653 14 дней назад +16

    Right 👍 katha madm

  • @sissis8654
    @sissis8654 14 дней назад +9

    ତୁମେ,ବେଗ,ଦେଲ,କେତେ,,ତଟଙ୍କା,ଖର୍ଚ୍ଚ,କରିଥିଲ,ଆଉ, ବସ୍ କିଣିଲ, କେତେ, ଟଂକା, ଖର୍ଚ୍ଚ କରୁଛନ୍ତି,ଏବେ,ରଙ୍ଗ,ବଦଳାଇବା ଟା, ଏତେ ଅଧିକ ପରିମାଣରେ, ଖର୍ଚ୍ଚ, ହେଉଛି କି

  • @ommshree444
    @ommshree444 9 дней назад +8

    ତୁମେ କିଏ କହିବାକୁ, ତୁମେ govt ବସ ରେ ନିଜ ଦଳର ଷ୍ଟିକର ଲଗେଇବା ଟା ପଇସା କୋଉଠୁ ଆଣିଲ ଜଣ ସାଧାରଣ କୁ ଜଣାଇବେ, ବିଜେଡି ମୁର୍ଦାବାଦ, ଜୟ ବିଜେପି, ବିଜେଡି ବାଲାଙ୍କୁ ଲାଜଲାଗୁନି, ଅଲାଯୁକ ବିଜେଡି ଦଳ ତୁମେ ସବୁ ଆଗୁରୁ ତାଡିପକେଇଚ

    • @ramanayak961
      @ramanayak961 5 дней назад

      ହଉ bjd କିଛି ତାଡ଼ିନଥିଲା ଏବେ bjp ତାଡ଼ିକି ଦେଖାଉ ଆମେ ଦେଖିବୁ

    • @user-bh8xl6tk1j
      @user-bh8xl6tk1j День назад

      Laxmi naa ta kharap lagila ete toh hindu hindu hauthila , stadium ra naa Narendra Modi stadium karidela setebele kauthi thilu be

  • @baijayantimalashamal9323
    @baijayantimalashamal9323 12 дней назад +16

    ବସ କିଣିବାକୁ ଟଙ୍କା ଆସିଥିଲା ଯୋଉଠୁ ରଙ୍ଗ ଦବାକୁ ଟଙ୍କା ଆସିଲା ସୋଉଠୁ

  • @oye_miku235
    @oye_miku235 10 дней назад +6

    ରଙ୍ଗ ବଦଳେଇବା ପାଇଁ ଟଙ୍କା ଅଛି, ଯୋଉ ମାନେ ଅଭାବ ରେ ଅଛନ୍ତି, ଯୋଉ ମାନେ ଖାଇବାକୁ ପାଉନାହାନ୍ତି ତାଙ୍କୁ କିଛି ସାହାଯ୍ୟ କରିଲନି, ରଙ୍ଗ ମିସ୍ତ୍ରୀ ସରକାର, ଓଡିଶା ବାସି ଫସିଗଲରେ, ରଙ୍ଗ ମିସ୍ତ୍ରୀ ସରକାର ଙ୍କୁ ଆଣିକି 🙏🙏

  • @ParamanandaKhadia
    @ParamanandaKhadia 13 дней назад +17

    ମୋହନ ସରକାର ଆଗ ତ ଘର ଭାଙ୍ଗୁଛି

  • @ReeGamango-ni6ui
    @ReeGamango-ni6ui 15 дней назад +29

    ଶଳା ମାନେ bjp କୁ ଭୋଟ ଦେଇ ଭୁଲ୍ କରିଛନ୍ତି

  • @opindian2777
    @opindian2777 14 дней назад +5

    That is Right sir

  • @t.n.timepass9800
    @t.n.timepass9800 18 дней назад +14

    ଏ ହେଉଛି ବାଳ ଉଫୁଡl ରାବଣ କଥା ବେଶୀ କାମ କମ

  • @chandanghatuary143
    @chandanghatuary143 14 дней назад +6

    Right 👍

  • @subhacreation1078
    @subhacreation1078 16 дней назад +7

    Right.....

  • @jaydebmajhi236
    @jaydebmajhi236 15 дней назад +35

    BJP OUT KARA ODISHA RU 👎👎❌🚫❌🚫❌🚫❌🚫❌🚫

  • @kishorchandra2531
    @kishorchandra2531 14 дней назад +13

    ଅଖା ବ୍ୟାଗ୍ ପାଇଁ ତେରଶହ କୋଟି ଯେଉଁଠାରୁ ଆସିଲା ଏବେ ସେହିଠାରୁ ଆସୁଛି।ଲକ୍ଷ୍ମୀ ବସରେ ଲୋକେ ବସୁନାହାନ୍ତି।ତୁମେ କେନ୍ଦ୍ର ଚାଉଳକୁ ନିଜେ ଦେଉଛ ବୋଲି କହୁଥିଲ।

    • @subhashreedash9010
      @subhashreedash9010 3 дня назад

      Bhai Bjp jadi yemiti kama kare next time asibani, congress asiba

  • @sanjibpatra339
    @sanjibpatra339 14 дней назад +4

    5t Bag pai paisa kutu paila

  • @RanijtaRout
    @RanijtaRout 10 дней назад +2

    Very good

  • @jagabandhupujari4019
    @jagabandhupujari4019 10 дней назад +2

    Right mem 🙏🙏🙏

  • @swagatikasenapaty111
    @swagatikasenapaty111 16 дней назад +5

    Good question

  • @trinathapradhan6408
    @trinathapradhan6408 14 дней назад +4

    ତୋମ ମାନଙ୍କର ଫାଡୁଛି ଈନା

  • @anusayamohanty1775
    @anusayamohanty1775 16 дней назад +5

    Sbu bjd kari chi bjp Au kan kriba

    • @Santali.Park-
      @Santali.Park- 14 дней назад

      Sabu odia ta dadan
      BJD party karichi 😅😅😅😅😅😅

  • @SYLVESTARDUNGDUNG-s8q
    @SYLVESTARDUNGDUNG-s8q 7 дней назад +1

    All right, thank you sir.

  • @samarjitsahoo9037
    @samarjitsahoo9037 9 дней назад +2

    Thik katha

  • @BhubanaJanka
    @BhubanaJanka 9 дней назад +2

    ବିଜେଡି ଆଉ କେବେ ପେରି ଆସିବ ନାହିଁ କଂଗ୍ରେସ କଥା ଚିନ୍ତା କର

  • @godgift4711
    @godgift4711 15 дней назад +7

    Bjp sorkar gunda sorkar..

    • @satyajitmohanta4256
      @satyajitmohanta4256 12 дней назад

      BJD sorkar kon

    • @godgift4711
      @godgift4711 12 дней назад

      @@satyajitmohanta4256 se jaha hau poor people pain ...bjd kichi to korichi...jaha poor people hi janichonti...ex ahar Kendra..mo bus .laxmibus.. mission sakti..auhuri bohut kichi..

    • @godgift4711
      @godgift4711 12 дней назад

      @@satyajitmohanta4256 odisha ro porichoyo..no thila bhar country re...sobhu janile odisha ku..

  • @umakantajena4504
    @umakantajena4504 7 дней назад +2

    ତମ ସରକାର ସେହି ପ୍ରଭୂ ଜଗନ୍ନାଥ ଙ୍କୁ ଗାଁ ଗାଁ ଧରି ବୁଲାଇ ବାର ଅଧିକାର ଦେଇଥଲା କିଏ ?
    ୨୪ ବର୍ଷ ହେଲା ଯାହା ___ମାରି ମାରି ମୁହଁ ପାଇଯାଇଥିଲ ସେଥିପାଇଁ

  • @satyanarayansubudhi6649
    @satyanarayansubudhi6649 13 дней назад +3

    ଆପଣ ଙ୍କ କୋ ନିଷ୍ପତି ଅନୁସାରେ Baby Das quarter under ground mall କରିଥିଲେ ।

  • @garibjiban5761
    @garibjiban5761 12 дней назад +3

    ଭତ୍ତା ୩୦୦୦ ଟଙ୍କା ହବାକୁ ଯାଉଛି।
    ତମୋର ଆହୁରି ଫୀଟିଵ

    • @parsuram9846
      @parsuram9846 5 дней назад

      3000 bhata devje kautir dev se lak nk tu neuchi, reacharge to, petrol dar ,khauti kanchamalr dar sabutiru neuchi

  • @jindagikhubsurathai6842
    @jindagikhubsurathai6842 14 дней назад +4

    ଠିକ କହିଛନ୍ତି କିନ୍ତୁ ମୋର ଆପଣଙ୍କୁ ଗୋଟେ ପ୍ରଶ୍ନ କିଛି ଚିନ୍ତାକରି ଲକମି ବସ ଯୋଜନା ଆରମ୍ଭ କରିଥିଲେ ନା ଭୋଟ ଲାଗି 50 ରୁ 60 ସିଟ କିନ୍ତୁ ଲୋକ 2 ,3 କ୍ଷତି କାହାର ହେଲା ତୁମର ନୁହଁ ସାଧାରଣ ଲୋକଙ୍କ ଅର୍ଥ ତୁମର ନୁହେଁ

    • @PravasKumar-ys3or
      @PravasKumar-ys3or 12 дней назад

      Loka hairana heuthile ki bahi tame ta car re jiba tautar hele hebaki

  • @priyacb9323
    @priyacb9323 10 дней назад +2

    ପୁରୁଣା ସରକାର ଗଲା ନୂଆ ସରକାର ଆସିଲା ପୁରୁଣା କଲର ଗଲା ନୂଆ କଲର କଲା ନୂଆ ସରକାର ଏତିରେ ତୁମ ବଳିଆ ଚରନି ମାନଙ୍କର ହିଁ ପାଟୁଛି

  • @BishnuDas-up5so
    @BishnuDas-up5so 16 дней назад +3

    Right sister ❤❤❤❤❤❤❤

  • @SurendraMirdha-qo6tr
    @SurendraMirdha-qo6tr 12 дней назад +9

    ତମେ କାହିଁକି ବିଜେଡ଼ି ର ରଂଗ ଦେଇଥିଲ

  • @PrecilaKujur
    @PrecilaKujur 15 дней назад +4

    Bjd jindabad

  • @rupanandachand5494
    @rupanandachand5494 15 дней назад +4

    Bag kinilabele, 1000 tanka, 5t school ranga, city bus Laxmi bus , school dress rsngs ityadi , time kale chamatkar pitha juba is nks helicaptor kharcha kouthu asuthila

  • @bhaskarnayak7251
    @bhaskarnayak7251 12 дней назад +1

    ଆଉ କେତେରଙ୍ଗ ବଦଳେଇବଲୋକ କଣ ଜାଣିପାରୁନାହାନ୍ତି କି ବିକ୍ୟାର୍ ଫୁଲ୍ ଓ କେ

  • @amuliyabehera
    @amuliyabehera 11 дней назад +2

    ରଙ୍ଗ ବଦଳାଇବା ଆବଶ୍ୟକ ନଥିଲା ବହୁତ ଭୁଲକରୁଛନ୍ତି

  • @bikashpanda2984
    @bikashpanda2984 15 дней назад +5

    କିଛି ନୂଆ କର ରାଜସ୍ବ କୁ କାହିଁକି ଅପବ୍ୟବ ହାର କରୁଛ

  • @SARASWATIPANDA-ty9jf
    @SARASWATIPANDA-ty9jf 7 дней назад +1

    ଏବେ ବସ୍ ରଙ୍ଗ ବଦଳିତି ଆଗକୁ ସରକାର ରଙ୍ଗ ବଦଳେଇବ ତାପରେ ଲୋକ ବୁଝିବେ ରଙ୍ଗ ର ବଜେଟ୍ କିପରି ମୁଣ୍ଡ ପିଛା ନେବେ GST

  • @manoramadas5553
    @manoramadas5553 14 дней назад +4

    Copy sarakar bekar public money weste4

  • @PremBagh-gq6tu
    @PremBagh-gq6tu 12 дней назад +1

    Thank you sister

  • @priyacb9323
    @priyacb9323 10 дней назад +2

    ମେଡମ ଆପଣ ବୋଧେ bjd କର୍ମୀ ସେଥିପାଇଁ ଆପଣଙ୍କ ପାଟୁଛି ବସ ନବୀନ ଙ୍କ ବାପା ର ନୁହେଁ ଏଇଟା ଓଡିଶା ବାସୀଙ୍କର ନବୀନ ଥିଲା ବେଳେ bjd କଲର ଥିଲା ଏବେ bjp ସରକାର bjp କଲର କଲା ତମର କଣ ପାଟୁଛି

  • @SanjayaNayak-dn6mu
    @SanjayaNayak-dn6mu 18 дней назад +2

    Are BJP murkha Sarkar Bus ranga badalauchha jinisa rate kamei paruna.....

  • @Runnerdillip
    @Runnerdillip 13 дней назад +1

    Right questions🙋

  • @user-yk1fv7hw5k
    @user-yk1fv7hw5k 12 дней назад +1

    Miss you Naveen sir 🎉🎉

  • @gopinathkumar1823
    @gopinathkumar1823 2 дня назад +1

    ସେ ଯେତେ ଚେଚେ କଲେବି ସେ ନବୀନ ବାବୁ ପରିକା ହେଇପରିବନି କି ମୋଦୀ ବି ନୁହେଁ। ନବୀନ ବାବୁ ବେଷ୍ଟ

  • @user-tt7vu2ut5j
    @user-tt7vu2ut5j 12 дней назад +1

    Tik

  • @arunpradhan219
    @arunpradhan219 16 дней назад +3

    Ranga achi lokanku debaku tanka nahi

  • @user-cb2sq3fc2v
    @user-cb2sq3fc2v 16 дней назад +2

    lakhami bus ranga pain kete tanka laagichi ? ki drunati heichi pare jannapdiba. bjp jinda baad

  • @kedarkhatua5580
    @kedarkhatua5580 14 дней назад +2

    Nabina babu nkar sabu jojanar ranga nama badale baku 5 yrar heijiba

  • @ashutoshpattanaik837
    @ashutoshpattanaik837 6 дней назад +1

    Really bjp dalal #Bjd CM nabin Pattanaik sir jaha karichanti se bjp #taku challenge kariki sabu yojana band karidauchanti Mohan charan Majhi 💰 lutiki srimandir re neiki jiba 5years shashan karuchanti 😡 I am talks kichi karibeni se angry😡

  • @satyanarayansingh9129
    @satyanarayansingh9129 14 дней назад +2

    Narrow mindedness.

  • @user-me8vi1gi2c
    @user-me8vi1gi2c 5 дней назад +1

    ତ ପିଚାରେ ବିଛା ଦାଗିଛିବଧେ ଯା ପାଣିଆଁନର ପିଚା ଧ ଇ ବୁ ତର ବିଷ ଛାଡିବ

  • @prayashswain7959
    @prayashswain7959 16 дней назад +5

    ସେ ମାଡାମ ଆଉ ଆପଣ ଆଉ ଗିହା ଖାଇପାରୁନାହାନ୍ତି ସେଇପାଇଁ ଏ ସବୁ କହୁଛନ୍ତି
    ଆଗରୁ ରଙ୍ଗ ପାଇଁ କୋଉଠୁ ପଇସା ଆସୁଥିଲା କହିପାରିବେ କି
    ଆଉ ତୁମ ଗେହିଁବା ଲୋକ କୁଆଡେ ଗଲେ କୁହନ୍ତୁ

  • @NiranjanGouda-pq2ui
    @NiranjanGouda-pq2ui 10 дней назад +1

    Ranga mariba poisa ku odisha ra gariba lok manku dele bhala hei than ta

  • @user-fz5ug3fl7p
    @user-fz5ug3fl7p 14 дней назад +1

    Right

  • @user-yz4zg9pr6p
    @user-yz4zg9pr6p 13 дней назад +1

    Good 👍👍👍👍

  • @jibanp963
    @jibanp963 17 часов назад

    Satha katha 👍👍👍

  • @joshnachhura5373
    @joshnachhura5373 12 дней назад +1

    Bilkul thik kahichhanti madam sabu bele ama purbatana mukhyamantri Naveen pattanaik sir bhali kehi hei paribeni

  • @gyanchandparichha5349
    @gyanchandparichha5349 14 дней назад +1

    Right ma'am

  • @Dipababu143
    @Dipababu143 2 дня назад

    really nice

  • @bikramjena523
    @bikramjena523 4 дня назад

    Nice good job

  • @dibyalochannaik9152
    @dibyalochannaik9152 13 дней назад +5

    ସରକାରୀ ବସରେ ଶଙ୍ଖ ଲଗେଇ ଥିଲ ଲାଜ ଲାଗୁନି

  • @sabitamohanty4383
    @sabitamohanty4383 7 дней назад +1

    ନୂଆ ଯୋଜନା କର ରଙ୍ଗ ମାର.

  • @SinghMamata
    @SinghMamata 8 дней назад +1

    ଭାଷଣ ଦିଅନି ଶଳା ତାମିଲ୍ ଦଳ

  • @TheLifeVibes
    @TheLifeVibes 12 дней назад +1

    Bag banti Baku Paisa jauthu asi thila

  • @user-xv1jf7xv9d
    @user-xv1jf7xv9d 13 дней назад +1

    Sankha bhaban pain paisa kauthu asila agge kanao.

  • @SanjuPatra-pl5zd
    @SanjuPatra-pl5zd 19 дней назад +8

    Tame ta ete kama karuthila loka tamaku upadi phopadi dele kanhiki.

    • @NarayanSend
      @NarayanSend 16 дней назад +1

      Modira bhasana praye sunina

    • @dmohanty5003
      @dmohanty5003 16 дней назад

      Modi ku bi uthei phingi debe chinta kari na

  • @PravakarParamanik-u9k
    @PravakarParamanik-u9k 8 дней назад

    Bahut badhia katha 🎉🎉🎉❤🎉🎉🎉

  • @user-nf1fx1vd8o
    @user-nf1fx1vd8o 9 дней назад

    Very nice good

  • @judge86beherabb
    @judge86beherabb 12 дней назад

    ହେ ମୂର୍ଖ ଲୋକମାନେ'..... ଜଗାର ସମ୍ପତି ହଉଛି ତମେମାନେ, ତମେ ହିଁ ତାଙ୍କର ସବୁ କର୍ମ କରୁଛ, ଠିକ ଭୁଲ ର ବିଚାର କରି ନିଜେ ନିଜର କର୍ମ କରି ଚାଲ. (ତମର ଖରାପ କର୍ମ' ତମ ସହିତ ଜଗାକୁ ମଧ୍ୟ ବୁଡ଼ାଇ ଦବ).

  • @baidyabiharigiri9439
    @baidyabiharigiri9439 11 дней назад +1

    ସେପ୍ଟେମ୍ବର ମାସରେ ରଙ୍ଗ ବଦଳିଵ ଜାଣିବା କେତେ ହୀନ ରେ

  • @satyaswarupnayak4381
    @satyaswarupnayak4381 14 дней назад +1

    Madam janiparunahanti ki
    Handia bika paisa re ranga bola hauchhi pa 😂😂😂😂😂

  • @Kunalbbsr
    @Kunalbbsr 2 дня назад

    ବସ୍ ରଙ୍ଗ ନ ବଦଳେଇ ଯଦି ସେହି ପଇସା ଆଉ କୋ କାମରେ ଲାଗିଥାନ୍ତା ଭଲହୁଅନ୍ତା ମୋ ମତରେ, ଜୟ ଜଗନ୍ନାଥ.

  • @anuraagchenal4019
    @anuraagchenal4019 16 дней назад +1

    Jau BJD neta BJP re misichhanti mane samannka BJP jitichhanti ta semannko rango kebe badalibo

  • @dillipkumarbhuyan1745
    @dillipkumarbhuyan1745 11 дней назад

    It is Govt. Bus and B J D is thinking still they are in power.

  • @htscreation2054
    @htscreation2054 10 дней назад +1

    ବସ କିଣିବା ପାଇଁ ପଇସା କେଉଁଠୁ ଆସିଲା ଆଗେ କୁହ ତା ପରେ ଉତ୍ତର ଦେବ m sir ଏବେ କୁହୁଛ କି ରଙ୍ଗ ଲଗେଇ ବା କୁ ପଇସା କେଉଁଠୁ ଆସିଲା କି ପଡିଆନ ଦେଲା ବସ କି ମୁଁ ବସ ଦେବି ତୁ ଖାଲି ତେଲ ପକାଇବୁ କୁ କହିଲ 😄

    • @RajibKumutiMajhi-i1o
      @RajibKumutiMajhi-i1o 4 дня назад

      ଆରେ ମୁର୍ଖ ଲକ୍ଷ୍ମୀ boss କୁ କଣ ତ ବାପା ପୁଡ଼ା ମୁହାଁ ଡବଲ ଇଞ୍ଜିନ ନୂଆ ସର୍କର ପଇସା ଦେଇଥିଲା କି ତୁ social media କୁ ଆସି ରାଜନୀତି ର ପ୍ରଶ୍ନ କରୁଛୁ ଅ ...ଡ଼ ନୋ ଜାଣି ମୁର୍ଖ 😅😅😂😂😅?

  • @kanhucharanbehera4866
    @kanhucharanbehera4866 3 дня назад

    Thank you

  • @Bhbofficial1996
    @Bhbofficial1996 4 дня назад

    Absolutely correct it's wasting our money na ku matra kehi party nuho kahari
    Apna kam banta bhad me jaye janta😅😅😅

  • @Dibyanshu12311
    @Dibyanshu12311 11 дней назад

    Mohan sir nga nga buli garibanku saharjya kara bhagaban tuma paribaraku khusi rakhibe .colar chencha kale nunha

  • @rakeshpanda5951
    @rakeshpanda5951 9 дней назад +1

    ଭାଇ ମାନେ ଏଇଟା ହଉଛି ରାଜନୀତି ମାନେ ରାଜାଙ୍କ ନୀତି । ରାଜା ଯାହା ଚାହିବେ କରିବେ । ଯିଏ ଯେତେବେଳେ ରାଜା ହେବ ସିଏ ସେମିତି କରିବ । ନେକ୍ସଟ୍ ପାଞ୍ଚ ବର୍ଷ ପରେ ଯୋଉ ସରକାର ଆସିବ ପୁଣି ରଙ୍ଗ ବଦଳିବ । ଗ୍ରୀନ ଥିଲା ନାରଙ୍ଗୀ ହେଲା ୟା ପରେ କୋଉ ରଙ୍ଗ ହେବ reply ଦିୟନ୍ତୁ । ପଚିଶି ବର୍ଷ ଗୋଟିଏ ରଙ୍ଗ ଦେଖି ଦେଖି ଲୋକ ବିରକ୍ତ ହେଇଗଲେ । ଲୋକ ବି ନିଜ ରଙ୍ଗ ବଦଳେଇଲେ। ଆଗକୁ ଦେଖାଯିବ କୋଉ ରଙ୍ଗ କୋଉଠି ଲାଗିବ । ଗୋଟେ ମାସରେ ଭୁଲ ଖୋଜିଦେଲେ । ପଚିଶି ବର୍ଷ ରେ ଯେମିତି କିଛି ଭୁଲ ହେଇନି । ଭୁଲ କରିବ ତ bjd ସରକାର ହାରିଗଲା କହିକି । ପ୍ରଥମେ ତା ଉତ୍ତର ଦିୟ ତା ପରେ ଆଗକୁ ଯିବା। ପାଣ୍ଡୁ ପାଖରେ କିଏ କେତେ କଣ ଓଲେଇଛନ୍ତି । ରାଜରାସ୍ତାକୁ ଓହ୍ଲାଇବା କିଛି ବଡ କଥା ନୁହଁ । ଆଜ୍ଞା ପୂର୍ବ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବହୁତ୍ ଭଲ ମଣିଷ କିନ୍ତୁ ତାଙ୍କୁ ଚରିପର୍ଶ୍ୱରେ ଥିବା ନେତା ଅଫିସର ଓ କୁଜିନେତା ସବୁ ବିକି ଭାଙ୍ଗୀକି ଓଡ଼ିଶାକୁ ଲୁଟି ଦେଲେ । ଆପଣ ମାନେ କୁହନ୍ତୁ ବିଜୁ ବାବୁ ଙ୍କ ସମୟରେ କଣ ପାର୍ଟି ଟିକେଟ ପାଇଁ ଟଙ୍କା ନେଇ ବିକୁଥିଲେ । ଯିଏ ଦଳ ପାଇଁ ଉପଯୁକ୍ତ କାମ କଲ ତାକୁ ଟିକେଟ ଦେଉଥିଲେ। ଏବେ ଫିଲ୍ମ ହଲ ରେ ଟିକେଟ ବିକ୍ରି ହେଲା ଭଳି ବିକ୍ରି ହଉଛି। ଆଉ ଯେଉଁମାନେ ଟିକେଟ କିଣିଥିଲେ ସେମାନେ ପୁଣି ତାଙ୍କ ଟଙ୍କା ଉଠେଇବେ କି ନାହିଁ । ବିଜନେସ କଲେ ଯେମିତି ଇନଭେଷ୍ଟ କରିବାକୁ ପଡେ ଆଉ ପରେ ଲାଭ ହୁଏ।ସେହିଭଳି ରାଜନୀତି ହଉଥିଲା । ଏବେ ସରକାରଙ୍କ ବିଷୟରେ କହି ହବନି କିଛି ଏମାନେ ମାସେ ହେଲା ଡ୍ରାଇଭର ସିଟ୍ ରେ ବସିଲେ । ପଚିଶି ବର୍ଷ ହେଲା ସରକାର ଚଳେଇଲ bjd ସରକାର ଯେଉଁମାନେ contractual ଚାକିରୀ କରୁଛନ୍ତି ସେମାନଙ୍କ ପାଇଁ କଣ କରିଛ। ଦରମା 10000/- ଟଙ୍କା ରେ କାମ କରୁଛନ୍ତି । ଜଣେ ଅଫିସର ଓ ବିଧାୟକ ଯେତିକି ଟଙ୍କାରେ ଗ୍ରୋଷରି ଓ ପରିବା ତେଲ, ପେଟ୍ରୋଲ କିଣୁଛନ୍ତି ସେତିକି ଟଙ୍କା ଦେଇ contractual ଚକିରିଆ ବି ସେତିକିରେ କିଣି ବେ । ଆଉ Bhubaneswar ରେ ଘର ଭଡ଼ା କରିରହିବେ । କେମିତି ଚଳିବେ, ଷଷ୍ଠ ଓ ସପ୍ତମ ବେତନ ରେ ରେଗୁଲାର ଚାକିରୀ କରୁଥିବା କର୍ମଚାରୀ ଉପକୃତ ହେଲେ କିନ୍ତୁ contractual ଚାକିରିଆ କୁ ଅଣଦେଖା କରାଗଲା । ଜଣେ ମଣିଷ ଆଜିକା ଦିନରେ ଚାଲିବା ପାଇଁ ଭୁବନେଶ୍ୱର ରେ ଅତିକମ୍ ରେ ଦିନକୁ 1000/- ଭାରତୀୟ ମୁଦ୍ରା ଆବଶ୍ୟକ। ଏଇଟା କଣ ନବୀନ ସରକାର ଙ୍କୁ ଦେଖ ଯାଉ ନ ଥିଲା । ଏବେ ବି bjp ସରକାର ଙ୍କୁ ଦେଖା ଯାଉନି । ଯିଏ ଯୋଉ ପଦବୀକୁ ଆସନ୍ତି ପ୍ରଥମେ ନିଜ ପେଟ ଦେଖିବେ ତା ପରେ ଆଉ କିଏ ପଚିଶୀ ବର୍ଷ bjd ସରକାର ଲୁଟିନେଲେ ଆଉ bjp ସରକାର କଣ ଛାଡ଼ିବ ସେମାନେ ବି ଲୁଟିବେ । Bjd ସରକାର ଏମିତି ଲୁଟିଛନ୍ତି ଯେ bjp ସରକାର ତାର ଭାରପାଇ କରିପାରିବେନି । କରୁ କରୁ ସମୟ କାଳ ସରିଯିବ । ଯିଏ ଯେମିତି କରୁଛନ୍ତି ତାଙ୍କୁ କରିବାକୁ ଦିୟ। ଯିଏ ରାଜ୍ୟ ଚଳାଉଛ ଚଲା କିନ୍ତୁ contractual ଚାକିରିଆ ଙ୍କ କଥା ବୁଝାଯାଉ। ବହୁତ୍ ଜଣ ଦରମା କମ୍ ପାଉଥିବାରୁ ମାନସିକ ଚାପ ରେ ପ୍ରାଣ ତ୍ୟାଗ କରୁଛନ୍ତି । ନିଜ ବାପା ମା ଙ୍କ ବୃଦ୍ଧା ସମୟରେ ବି ତାଙ୍କୁ ସଠିକ୍ ଚିକିତ୍ସା ବି କହିପାରୁନାହାନ୍ତି । ଯେଉଁ ସରକାର ଆସିଲେ contractual ଙ୍କ କିଛି ଫରକ୍ ନାହିଁ । ଆସିବେ ଖଟିବେ ମାରିବେ, ନା ଛୋଟ କାମ କରିପାରିବେ ନା କିଛି । ବେକାର ସରକାର ସବୁ ❤❤❤

  • @sedaypelajharnaul2993
    @sedaypelajharnaul2993 13 дней назад +1

    Bjd Kon korichi Khali sag group,

  • @SunilNayak-my9gt
    @SunilNayak-my9gt 11 дней назад

    Ranga. Mara. Kama. Chada. Sir🙏🇮🇳desabasi. Kemiti. Apanaku. ♥️paibe. Setata. Chinta. Karantu. 🙏

  • @tablateaching5420
    @tablateaching5420 9 дней назад

    Bjd kau nispti anusare bahara contrtor ku sujog deithile kuhantu ama odisha re kan contrator nathile ki

  • @user-gb4rw3rr2t
    @user-gb4rw3rr2t 4 дня назад

    ❤️❤️👍👍👍👍👍

  • @arpitabehera8889
    @arpitabehera8889 11 дней назад

    You are right

  • @ganapatimajhi3556
    @ganapatimajhi3556 11 дней назад

    Press media nku anurodha chorani mananka muha Odisha basinku dekhantu nahi