4:11 Nabin sir,apanka ra chanel ra mu Jane niyamita darashak. Dukha laguchi amara ae odia loka tike apanka katha bujhante jadi tahele bahut kichi development hoiparanta.kintu bidambana amara free au maganta prakruti amaku chota kardeuchi. We became brainless and spineless gradually. Only Jagannath hi bharasha re ame rahigale. 4:11
Earnest request sir.. Recruitment re chalithiba corruption pain lokanku apananka tarafaru janantu.... Jaha chalithila sei jinisa ebe bi chalichi... Aspirants nka future 🌑.... Plz sir do something 🙏
All are sorry to see that Mohan Sarkar is not interested to initiate any enquiry related to Pandian expenditure in all cases. We apprehended that Modi is supporting Pandian for some secret intentions. So all your News & our hopes will go in veins.
Modi is coming to Baripada,for inaguration of Black Panther Safary. Field Director Similipal Tiger Reserve has asked for Rs40.00 Lakhs for it's arrangement to P.C.C.F Wild Life.😂
Such of irresponsible exp.is not known to people of odisha perhaps,it is only to see what the present CM is taking any action against Mr.Pandian as early as possible.
It is not understood from which Source and how the Government Money was being Lavishly Wasted / Spent on Account of Nua " O " Programs in different Colleges / Institutions. A detail Inquiry needs to made by Mr Mohan Charan Majhi,Chief Minister / BJP Government in Odisha .
ଧନ୍ୟବାଦ ଆପଣଙ୍କୁ ସତ ସାମନାକୁ ଆଣିବା ପାଇଁ
ନବୀନ ପାଣ୍ଡୁ କୁ ଭଗବାନ କ୍ଷମା କରିବେନି ଓଡ଼ିଶା କୁ ଯାହା ଲୁଟିଛନ୍ତି ଖୁବ୍ ସୁନ୍ଦର ଉପସ୍ଥାପନା ସାର୍
ନିରାଟ ସତ୍ୟ ଆପଣ ଉପସ୍ଥାପନା କଲେ ଲୋକ ବୁଝିବା ଦରକାର
ପ୍ରଣାମ ସାର ।ନିରାଟ ସତ କଥା ସାର ।ଖୁବ୍ ସୁନ୍ଦର ଭାବରେ ଆଲୋଚନା କରିଲେ ଭଲ ଲାଗିଲା ।ଧନ୍ୟବାଦ ।ଜୟ ଜଗନ୍ନାଥ ।
ବହୁତ ସୁଦର ଉପସ୍ଥାପନ କରଛନ୍ତି ଧନ୍ଯବାଦ ସାର୍
ଲେଲିନ ମହାନ୍ତି ଓ ସୁଲତା ମାଡାମ ପ୍ରେସ ମିଟ କରି ସତ୍ୟାସତ୍ୟ ର ସ୍ପଷ୍ଟୀକରଣ ରଖିବେ କି ?
ନବୀନ ମଉସା ର ବୋପା ସଂପତ୍ତି ନା ତା ତାମିଲ କୁକୁର ପାଂଡିୟାନ ର ସଂପତ୍ତି ?
ବୋପା ପଇସା ଭାବି ବରବାଦ୍ କରିଦେଲେ ଏବଂ ସେ ଥିଲାଗି ତାର ଫଳ ଏବେ ଭୋଗୁଛନ୍ତି।
ଏସବୁ ଘଟଣା ଜାଣିବାପରେ ନବୀନ ସରକାର ଓ ପାଣ୍ଡିଆ ପ୍ରତି ସ୍ୱାଭିମାନୀ ଓଡ଼ିଆ ଭାବରେ ଆମ ମନରେ ନବୀନପ୍ରତି ଘୃଣା ଓ କ୍ରୋଧ ହେଉଛି ! ମୋହନ ସରକାରଙ୍କ କଣପାଇଁ ତାଙ୍କପାଇଁ ଏତେ ଦରଦ ? ଲଜ୍ୟାଲାଗୁଛି ବିଜେପିକୁ ଭୋଟ ଦେଇ ଗଦିରେ ବସାଇଥିବାରୁ !
Right
ନବିନା ଥିଲା ଅନ୍ଧ ମୁକ ବଧିର ଅକର୍ମା ଅୟସ କାରି ମଦୁଆ ରାଜା(ଜାଗ ଜାଗ ହୋ ବିଜେ ହେଉଛନ୍ତି 120ଶୂନ ଶ୍ରୀ ମହାନ ଧୃତ ଟାଉଟର ଦୁର୍ନୀତି ଖୋର ମର୍ଡରର, ଲୁଟେରା ଧର୍ସଣକାରୀ ଶୋଷଣ କାରି ହେଲିକ୍ୟାପଟର ଚଢ଼ାଳି ବେଈମାନ ନିମକାହାରମ ହାରାମି ପାଣ୍ଡୁଆ ବିଜେକଲେ bjd କ୍ରୀତଦାସଙ୍କ ମୁରବି
Pandian ଓଡ଼ିଶା ର କିଏ ତାକୁ ଏତେ security ର ବ୍ୟବସ୍ଥା କରାଯାଇଛି କାହିଁକି ଓଡ଼ିଶା ର କୋଟି କୋଟି ଟଙ୍କା ଲୁଟ୍ କରିଛି ବୋଲି ଵଧେ ଜୟ ଜଗନ୍ନାଥ
ଅଭିଯୁକ୍ତ ଅପରାଧୀ ଗିରଫ କରି କୋର୍ଟ ଚାଲାଣ କରିବାପାଇଁ ବ୍ୟବସ୍ଥା କରନ୍ତୁ।
ନବୀନ ବାବୁ ଏ ଭଳି ତଥ୍ୟ ଭିତ୍ତିକ ବାର୍ତ୍ତା ପ୍ରକାଶ କରିଥିବାରୁ ଧନ୍ୟବାଦ । ମୁଁ ଆପଣଙ୍କ ସହିତ ଗୋଟିଏ କଥାରେ ଏକ ମତ ନୁହେଁ ,pandian ସମ୍ରାଟ ନଥିଲେ , ସେ ଥିଲେ ଯୁବରାଜ , ନବୀନ ପଟ୍ଟନାୟକ ଅସୁସ୍ଥ ସମ୍ରାଟ ଥିଲେ , ତେଣୁ ଦେଶ ଚଳାଇବା ପାଇଁ ଯୁବରଜଙ୍କୁ ପଠାଉଥିଲେ।
😂😂😂
You perfect right sir
Ek dum thik 👍
ପାଞ୍ଚ ଆଙ୍ଗୁଳି ପୁରେଇ କି ଖାଇଗଲେ, ଅହଂକାର ରେ ବୁଡିଗଲେ.... ପୁଣି ଫେରିବାକୁ ବ୍ୟଗ୍ର 😄😄😄ହେଲେ ଆଉ ସେଇ ରଙ୍ଗ ରହିବକି 🙏🙏🙏
Bahut sunder sir 🙏
ନବିନ ପଟନାୟକ ଓଡ଼ିଶାକୁ ଯାହା ଯେମିତି କରି ଲୁଟିଛି ,ନିୟମ କହୁଛି ନବିନ କୁ ଫାଶୀ ଦେବା କଥା ,,
ତାମିଲ ଆରେଷ୍ଟ୍ ହେବ ଦେଖିବାକୁ ରହିଲା।
4:11 Nabin sir,apanka ra chanel ra mu Jane niyamita darashak. Dukha laguchi amara ae odia loka tike apanka katha bujhante jadi tahele bahut kichi development hoiparanta.kintu bidambana amara free au maganta prakruti amaku chota kardeuchi. We became brainless and spineless gradually. Only Jagannath hi bharasha re ame rahigale. 4:11
ଜୟ ଶ୍ରୀ ଜଗନ୍ନାଥ 🌹🙏।
JAI JAI SHREE JAGANNATH.
Very good sir janaei thiba ru
ଆପଣ ଯେମିତି ପ୍ରତ୍ୟେକ ଦିନ ସତ୍ୟ ଘଟଣା ସବୁ BJD ସରକାର ଅମଳ ରୁ ଆଜି ଯାଏ ଉପସ୍ଥାପନ କରୁଛନ୍ତି, ସେମିତି BJP ମନ୍ତ୍ରୀ/ MLA କାହିଁକି ବିଧାନସଭା ରେ ଉପସ୍ଥାପନ /ବା ଉତ୍ତର ଦେଉନାହାନ୍ତି???
ଚବିଶ ବର୍ଷର ନାଟକୀୟ ଶାସନର ଚଳଚ୍ଚିତ୍ର ଓ ଶେଷ ସମୟ ବେଳକୁ ମୋଗଲ ତାମସା କେବେ କଣ ଭୁଲି ହେବ କି?
ଜୟ ଜଗନ୍ନାଥ ଜୟ ମୋହନ ସରକାର 🚩🚩🙏🙏
ସାର୍ ଆପଣଙ୍କୁ ବିନିତ ଅନୁରୋଧ OSSSC LSI,FORESTER,FORESTGUARD exam ଏବଂ ଆଗକୁ ଆସୁଥିବା RI,ARI,AMIN, ICDS exam ର ସ୍ଵଛତା ଏବଂ ନିରପେକ୍ଷତା ଉପରେ ଅନୁଧ୍ୟାନ କରି ଗୋଟିଏ ଭିଡିଓ ବନେଇବା ପାଇଁ ଅନୁରୋଧ ରହିଲା।
ଲକ୍ଷ ଲକ୍ଷ ପିଲା ଙ୍କ ଭବିଷ୍ୟତ ସହ OSSC,OSSSC ଖେଳ ଖେଳୁଛନ୍ତି।
😂😂😂😂😂😂dalema, salutu salutu
ମୁଖପାତ୍ର ଦେବେ କି ସ୍ପଷ୍ଟିକରଣ ?
ଜଗନ୍ନାଥଙ୍କ କରୁଣାରୁ ଖାଲି ଢୋ କୁ ଅନେଇଛନ୍ତି ଓଡ଼ିଶାବାସୀ
Why govt not recovering this money from BJD
ଲଜ୍ୟାହିନ କାର୍ଯ୍ୟ ପାଇଁ ଲୋକେ ଉଚିତ୍ ଶିକ୍ଷା ଦେଲେ ଏବେ ଏ ଅପବ୍ୟୟପାଇଁ ତାଙ୍କଠାରୁ ଆଦାୟ ପାଇଁ ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦରକାର
ରାଜକୋଷ ଲୁଟିବାର ଏହାଏକ ମାଧ୍ୟମ ମୋହନ ସରକାର କେବଳ ଏହାର ହିସାବ କରି ଦେଖୁଥାନ୍ତୁ ଝୋଟ ବେଗରେ କେତେ, ରାସନ କାର୍ଡ ପିଛା କେତେ ସ୍କୁଲ ରେ ନୂଆ o ରେ କେତେ, ହେଲିକେପଟରରେ ବୁଲିବା ଖର୍ଚ୍ଚ କେତେ ରାଜ୍ୟବାସୀଙ୍କୁ ଜଣାଇବା ହିଁ ସାର ଆକ୍ସନ ଜିରୋ
ଧନ୍ୟ ମୋହନ ସରକାର
ଭାଇ ରେ ଆମେ ଜାଣି ସାରିଲୁଣି ମୋହନ ସରକାର ପାଣ୍ଡିଆନ ସମ୍ରାଟ ଙ୍କର ଡ୍ୟାସ ବଙ୍କା କରିପାରିବେନି l ଆପଣ ଗର୍ଜିବା ଖାଲି ସାର l
😂🙏, Achanti, Achanti....
Sir you can ask Lenin Babu n Sulata Madam to clarify about this issue.
ଓଡ଼ିଶା ରେ କଣ ସରକାରୀ ଖର୍ଚ୍ଚ ର ଅଡିଟ ହୁଏନାହିଁ?
BJD ନେତା ଏ ଭିଡିଓ ଟିକୁ ଦେଖାନ୍ତୁ 🤦🤦🤦
ପାଣ୍ଡୁ ଏବଂ ୫ଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଇ ଡି କେବେ ?
ଆପଣଙ୍କ ଉପସ୍ଥାପନା ଦେଖି କି ଏମିତି ଲାଗୁଛି ଅତି ଶୀଘ୍ର ମୋହନ ସରକାର ଏ ଦୁଇ ଜଣଙ୍କୁ ବାନ୍ଧି କି ଭିତର କରନ୍ତୁ ।କେବେ ବାନ୍ଧୁ ଛନ୍ତି ଦେଖି ବାକୁ ବାକି ରହିଲା।
ୟା ଉପରେ ସୁଲତା,ଡାଲି ଅପା ଓ ଲେଲିନ କିଛି ଉତ୍ତର ରଖିବେକି?
He bhagawan sabu khai dale😂😂😂😂😂😂😂😂
Sir, ଆମେ ବି ସେଇୟା କହୁଛୁ, 1 କୋଟି ଟଙ୍କା କେବଳ ଡାଲମା ପାଇଁ !!!!!!!
BJP is still now afraid of Mr. Pandian internally
Earnest request sir..
Recruitment re chalithiba corruption pain lokanku apananka tarafaru janantu....
Jaha chalithila sei jinisa ebe bi chalichi... Aspirants nka future 🌑....
Plz sir do something 🙏
ଅନ୍ଧ ରାଜ୍ୟରେ ଅନ୍ଧ ମହାରାଜା କୁ ଅନ୍ଧ ପ୍ରଜା ମାଗଣା ଖାଇବା ଲୋକ ଏତେ କଥାରେ ମୁଣ୍ଡରେ ପଶେ,ନାହିଁ
କେବଳ କୁହୁଡିରେ ମାଛ ଧରନ୍ତି। ଯଦି ଆମ ଓଡ଼ିଆ ଲୋକ ସଚେତନ ହୋଇଥାନ୍ତେ କିମ୍ବା ହୋଇ ବେ ଆମ ଓଡ଼ିଶା ଟି ଭାରତର ପ୍ରଥମ ଅଗ୍ରଣୀ ରାଜ୍ୟ ହୋଇ ଯିବ ।
Ame mahavarat hau ki ramayan hau, ethiru janichu ki kounasi anyaya aniti hele sange sange avishap dia jauthila, seta jadi sata tebe ଅତି ଅନ୍ୟାୟ ଓଡ଼ିଶା ସହିତ ତଥା ଜନସାଧାରଣ ଙ୍କ ସହିତ କରିଥିବା ବ୍ୟକ୍ତି ବିଶେଷ ଙ୍କ ବଂଶ କୂଳ ଆଭିଯାତ୍ୟ ସବୁ ମାଟି ରେ ମିଶିଯାଉ। ଅତି ଲୋଭ ର ଅନ୍ତ ହେଉ।
ଅକ୍ଷୟ ରହୁ ପୁଣ୍ୟ ଜଗତେ,ପାପି ର ହଉ କ୍ଷୟ । ଆଉ ଶାସକ କି ଶାସନ ହାତ ରେ କିଛି ନାହି, କେହି କିଛି କରିପାରିବେନି।
"ତୁ ନାଥ ତୁହି ରକ୍ଷାକର"
Pandu still in power because bjd bhandar key is with him.
Black Tiger Safari.
ଡାଲେମା ରେ ଏତେ ମଟନ ହେଇଥିଲେ କେତେ ?
କେତେ ଗାଣ୍ଡି ମାରିଛି ପାଣ୍ଡିୟାନ ।
Funds may be from DMF .
Nua Dho only.
What is the action against pandian
Mausa apana pandian pakhare ataki jaicha😂
Pandu ku fasi😢
Pandia jubaraj
Ask BJP government please why no action is being taken when they have the proof and where he is hiding
😂😂😂😂😂😂
Seithi pain para bidhan sabha re
michhatare hangama karuchhanti.
Kale emiti kale authare gadi milijiba.
Puruna katha nua sarakar bisayare kebe na ghare padma futijachhi
Dalma aau salutt heroine bahaghara re pandian kete tanka daan karichi
All are sorry to see that Mohan Sarkar is not interested to initiate any enquiry related to Pandian expenditure in all cases. We apprehended that Modi is supporting Pandian for some secret intentions. So all your News & our hopes will go in veins.
Modi is coming to Baripada,for inaguration of Black Panther Safary.
Field Director Similipal Tiger Reserve has asked for Rs40.00 Lakhs for it's arrangement to P.C.C.F Wild Life.😂
Such of irresponsible exp.is not known to people of odisha perhaps,it is only to see what the present CM is taking any action against Mr.Pandian as early as possible.
It is not understood from which Source and how the Government Money was being Lavishly Wasted / Spent on Account of Nua " O " Programs in different Colleges / Institutions.
A detail Inquiry needs to made by Mr Mohan Charan Majhi,Chief Minister / BJP Government in Odisha .
A video Raja pakhara pahanchi ba darakar
Mr vk pandian such a great person no any one forgot him.
Magiha Navin pattnayak.
Tame khali kahiba ..au kichi kariparibani.
Tame pura pia BJP
Nuo is the best program in the world no govt can do this like program
Thank to pandian and nabin
You are bjp supported man and paid by them never show to public that you are love odiya people
Bjp kamaku nunha
Pandu maharaj ku dake aau lutineba
@@littoncool my means till now no action to pandu why what bjp do
Tor wife bjd asiba
😂😢😂😢😂😢
Right