Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ପ୍ରଣବ ବଳବନ୍ତରାୟ ହେଉଛି ଏକ ନମ୍ବର ଟାଉଟର 😂😂😂😂
ଚନ୍ଦା ଗୁଡାକ ଭାରି ସ୍ୱାର୍ଥପର
କାହିଁକି ଲୋ , ତୋ ମା କୁ ସେ ଘେଇଁ ଦେଇ ଥିଲା କି 😂😂
@@prakashghose7518 କାହିଁକି ଲୋ , ତୋ ମା କୁ ସେ ଘେଇଁ ଦେଇ ଥିଲା କି 😂😂
ଏବେ ଧର୍ମଶାଳା ବିକାଶର ନାହିଁ ଉନ୍ନତି, ମାନ୍ୟବରଙ୍କ ଚାଲିଛି କେବଳ ଦୁର୍ନୀତି..
୨୦ ଟି ମହାବିଦ୍ୟାଳୟ କୁ ଟ.୧୦ କୋଟି ଖର୍ଚ୍ଚ ରେ ରୂପାନ୍ତରଣ ହୋଇଛି..Jay Pranab 💚💚
M L A ସିଟ୍ ଟା କା ବାପର ନୁହେଁ କି ଓଡ଼ିଶା ଟା ନବୀନ ପଟ୍ଟନାୟକ ର ନୁହେଁ ।ସେହି ହିସାବରେ ରାଜନୀତି କରିବା ଦରକାର । ନ ହେଲେ ଲୋକେ ଏହିପରି ଗୋଡ଼ରେ ଆଡେଇ ଦେବେ ।
ଠିକ କହିଛୁ ସେଇ କଥା ଭାବିକି ଟିକେ ଚୁପ ଚାପ ରହ କିଏ କହିବ କାଲି ପୁଣି କୋଉ ସରକାର ଆସୁଛି
ଭାଇ ଆପଣ ଆଜି ଧର୍ମଶାଳା ର ବିଧାୟକ ନାହାନ୍ତି କିନ୍ତୁ ଆମ ଧର୍ମଶାଳା ଏବେ ଅଶାନ୍ତ ଆଡକୁ ଗତି କରୁଛି ଆପଣ ସମୟ ରେ ଏମିତି ଅଶାନ୍ତ ନଥିଲା
Jitu nije ashant karuchi
ସତରେ ନବୀନ ବାବୁଙ୍କ ସରକାରରେ ଆମ ବିଂଝାରପୁର ବି ବହୁତ ଉନତି ହେଇଛି ❤
ନବୀନ ସାର୍ ମୁଁ ଆପଣଙ୍କ ର ସାମ୍ବାଦିକତା ବହୁତ ବଡ ପ୍ରଶଂସକ ସାର୍ ଆପଣ ଏହିପରି ସମ ଭାବ ରଖି ଶାସକଦଳ ଓ ବିରୋଧୀଦଳର ନେତା ଙ୍କୁ ଡାକନ୍ତୁ ଆଉ ସମସ୍ତଙ୍କ ଦୋଷ କୁ ସମାଲୋଚନା କରନ୍ତୁ ଆପଣଙ୍କୁ ଅନୁରୋଧ 🙏🙏
ଶାନ୍ତ ଧର୍ମଶାଳା ଆଜି ଅଶାନ୍ତ ହୋଇଛି ଏଥିରୁ ଜଣା ଯାଉଛି ପ୍ରଣବ ଭାଇ ବହୁତ ଭଲ ଥିଲେ
ଠିକ୍ କହିଛ ଭାଇ 😊
2024 ସାଧାରଣ ନିର୍ବାଚନ ରେ ବିଜେପି 1 କୋଟି 13ଲକ୍ଷ ରୁ ଅଧିକ ଭୋଟ ପାଇଲା 20 mp ଜିତିଲେ , ବିଜେଡି 93 ଲକ୍ଷ 82 ହଜାର ଭୋଟ ପାଇଲା, ବିଜେଡି ନେତା କହୁଛନ୍ତି ଆମେ ବିଜେପି ଠାରୁ ଅଧିକ ଭୋଟ ପାଇଛୁ, ବାସ୍ତବ ତଥ୍ୟ କଣ
MLA vote re
😂😂😂😂😂😂
ମିଛ ପ୍ରଚାର କରୁଛି ବିଜେଡି ।
Bjd jadi michha kahuchi tahara sata jawab BJP dauni kn pain muhanre kn tundi marajaichi@@MohanSahoo-j1x
ଧର୍ମଶାଳା ପାଈଁ ଆପଣ ଯାହା କରିଛନ୍ତି l ଆପଣଙ୍କୁ ଯେତେ ଧନ୍ୟବାଦ୍ ଦେଲେ ବି କମ ପଡିଯିବ । ଧନ୍ୟବାଦ ପ୍ରଣବ ବଳବନ୍ତରାୟ 🙏🙏
ଯଦି ଆମେମାନେ ରାଜ୍ୟର ସୁଶାସନ ବିଷୟରେ ବିଚାର କରିବା ଏତିକି କହିବି ରାଜ୍ୟ ଠିକ ଦିଶାରେ ଚାଲୁ, ତାହାର ଉନ୍ନତି ହେଉ, ପ୍ରଗତି ହେଉ, ସେଥିରେ ଅପରାଧିକ ବୃଦ୍ଧି ଉତ୍ପନ ନ ହେଉ, ଅର୍ଥ ବ୍ୟବସ୍ଥା ଓ ପ୍ରଶାସନ ଶୁଦ୍ଧୃଢ଼ ଭାବରେ ଚାଲୁ, ସୁରକ୍ଷା ମଜଭୁତ ରହୁ ସମସ୍ତ ରାଜ୍ୟ ବାସି ସୁଖୀ ଓ ସନ୍ତୁଷ୍ଟ ରୁହନ୍ତୁ. ଏ ସବୁ ବିକାଶର ଦାୟିତ୍ୱ ସରକାର ର ଓ ପ୍ରଶାସନ ର. ତେଣୁକରି ଆଜିର ପରିସ୍ଥିତି ରେ ଏ ଗୁଡିକର ସମୀକ୍ଷା କରିନେବା ନିହାତି ଜରୁରୀ.
ଭାଇ ଆପଣ ହାରିଯାଇଛନ୍ତି ସତ କିନ୍ତୁ ଆମ ହୃଦୟରେ ସଦାବେଳେ ଅଛନ୍ତି ରହିଥିବେ ମଧ୍ଯ..ପ୍ରଣବ ଭାଇ 💚
ହାରିକି ବି ଭାଇ ସମସ୍ତଙ୍କ ହୃଦୟରେ
ହାର ଜିତ୍ ତ ଲାଗି ରହିଛି କିନ୍ତୁ ଧର୍ମଶାଳା ପାଇଁ ଯିଏ ସବୁବେଳେ ନିଜର ଯୋଗ୍ୟ ସିଏ ଆମ ପ୍ରଣବ ଭାଇ 🙏🏻
ଧର୍ମଶାଳାରେ କୃଷି ଓ କୃଷକ ଏବଂ ଶ୍ରମିକମାନଙ୍କର ବିକାଶ କିଛି ହୋଇନାହିଁ,ଏ ବିଷୟରେ ଆଲୋଚନା ନହେବା ଦୁର୍ଭାଗ୍ୟଜନକ
ସୁଖରେ ଦୁଃଖରେ ସଦାବେଳେ ସବୁ ସମୟରେ ଆମ ଭାଇ ଆମ ସାଥିରେ Jay Pranab 💚
କିଛି ପୂର୍ବତନ ଆମେ ଜାଣିନୁ ଜଣିଏ ନେତା ଅମର ଜିତୁ ଭାଈ,ସେ ହିଁ ଆମ ପାଇଁ ସରକାର ସେ ହିଁ ବିଧାୟକ
ଧର୍ମଶାଳା ବିକାଶ ର ରୂପକାର ଆମ ପ୍ରିୟ ନେତା ଜୟ ପ୍ରଣବ 💚
ଏବେବି ଏମାନଙ୍କର Pandian Babu ଙ୍କ ପ୍ରତି ଭୟ ଅଛି
କ୍ଷମତାରେ ଥିଲେ କଥା ଗୋଟେ ପ୍ରକାର ଆଉ କ୍ଷମତାରେ ନ ଥିଲା ବେଳେ କଥା ଆଉ ଗୋଟିଏ ପ୍ରକାର,ନିର୍ବାଚିତ ହେବାପରେ ବିକାଶ କରିବାଟା କର୍ତ୍ତବ୍ଯ ,ସେଥିପାଇଁ ବାହାଦୂରୀ କରିବା ଅନାବଶ୍ଯକ ।
ଆମେ agrigate ରେ ପାସ୍ କରିଛୁ କିନ୍ତୁ ଦୁଇଟି subject ରେ ଫେଲ୍ ହେଇଛୁ। ଏହାର ଅର୍ଥ କଣ
ଆଜି ବି ଧର୍ମଶାଳା ର କୋଣ ଅନୁକୋଣ ରେ ବିକାଶ ଆକାଶ ଭହଁ5ହେଇଛି ଯାହା ସମ୍ଭବ ହୋଇଛି ପ୍ରଣବ ଵଳବନ୍ତରାୟ 💚
😂😂😂😂
ବେଶୀ ବଲେ ବଲେ ବେଶ୍ୟା ଜନ୍ମ କରିଛନ୍ତି
ପ୍ରଗତି ର ପ୍ରୟୋଗ ଶାଳା ଆମ ଧର୍ମଶାଳା ଏହା କେବଳ କଥା ରେ ନୁହେଁ କାମ ରେ କରି ଦେଖାଇଛନ୍ତି ପୂର୍ବତନ ବିଧାୟକ ମାନ୍ୟବର ପ୍ରଣବ ବଳବନ୍ତରାୟ
Sethi nimante shatakada 60 bhaga ru adhika loak chal chhapar ghare rahuchhanti kanhiki ?
କର୍ମର ଫଳ ପାଇଛି
A 5star interview.Lage raho Jitu Babu.Time is the best healer.
Nabin Babu nirbhik ଉପସ୍ଥାପନ ପାଇଁ ଅଶେଷ ଧନ୍ୟବାଦ ,ଓଡ଼ିଶା ବାସୀଙ୍କ ଆଖିରୁ ଅନ୍ଧପୁଟୁଳି ଖୋଲିବାକୁ ଆପଣ ଶତଚେଷ୍ଟା ପ୍ରୟାସ କରୁଥିବାରୁ ଆପଣଙ୍କ ମଙ୍ଗଳ କାମନା କରୁଛି ,ଆପଣଙ୍କ chanel ମାଧ୍ୟମରେ ପ୍ରଣବ ବାବୁଙ୍କୁ 2/3 ତ ପ୍ରଶ୍ନ , 1- ଗତ 24 ବର୍ଷରେ BJD ନେତାମାନଙ୍କର ସମ୍ପତି ଯେଉଁ ହରରେ ବଢ଼ିଛି ଓଡ଼ିଶାର ସାଧାରଣ ଜନତାଙ୍କ ପ୍ରଗତି ସେହି ଅନୁପାତରେ ହୋଇଛି କି ,2- Black rose ship ସହିତ ତାଙ୍କର କାନ ସମ୍ପର୍କ ,3- ମାମୁ ଭଣଜା ଘାଇ ସାତ କି ,4- ନବୀନ ବାବୁ CM charge neba purbaru Odishara Runa bhara ketey thila 2024 re duty ଛାଡ଼ିବା ପୂର୍ବରୁ ଓଡ଼ିଶାକୁ ketey ଟଙ୍କା ରୁନରେ ଦୁବାଇ BJP ku charge dele , Mote ଲୋକସଂଖ୍ୟା 81% BPL ,ଋଣଭାର ଅସମ୍ଭାଳ ,ବେକାରୀ ହର ବଢ଼ିଛି , ଡକ୍ଟର ,Master ,abhaba pragati kahaku kahuchhanti ,kebala ଚିକ୍କଣ କଥା କହି ପ୍ରଗତି ହୁଏନି ,
ନିର୍ଭୟ କୁ ଅଶେଷ ଅଶେଷ ଧନ୍ୟବାଦ....🎉
ସାର, ପୂର୍ବରୁ ଅମର ଶତପଥୀ ବି ଆସିଥିଲେ ବିଜେଡିରୁ, ଧନ୍ୟବାଦ
ଅରବିନ୍ଦ ମହାପାତ୍ର ବି ଆସିଥିଲେ.
@@amiyajena8701 ହଁ, ଅରବିନ୍ଦ ମହାପାତ୍ର 5 ମାସର ବିଜେଡି ନେତା, ତାଙ୍କର କହିବା ଉଦ୍ଦେଶ୍ୟ ଥିଲା ପୁରୁଣା ବିଜେଡି ନେତା, ଧନ୍ୟବାଦ
ଜିତୁ ବାବୁ ବହୁତ ଭଲ କାମ କରିଛନ୍ତି ଧର୍ମଶାଳା ରେ ଯାହା ଆଜି ଲୋକ ମାନେ ଉପକୃତ ହଉଛନ୍ତି.... କହିବା କରିବା ରେ ବହୁତ ଫରକ ଥାଏ କିନ୍ତୁ ଜିତୁ ବାବୁ devloment କାମ କୁ କରିକି ଦେଖେଇଛନ୍ତି... 👍
ଜୟ ପ୍ରବଣ 🙏🙏
One and only Pranab Bhai ❤️🙏
ଆପଣ ଯେତିକି ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ଯଦି ଏ 5ବର୍ଷ କିଛି ନୂଆ ଉନ୍ନତି ମୂଳକ କାର୍ଯ୍ୟ ନହେଲେ ବି ଲୋକ ଙ୍କୁ କିଛି ଜଣାପଡ଼ିବ ନାହିଁ ବର୍ତ୍ତମାନ ର ବିଧାୟକ ଯଦି ଖାଲି Repairing ଆଉ Clour କରିବେ ତାହା ମଧ୍ୟ ଯଥେଷ୍ଟ କିନ୍ତୁ ଆମ ଭୁଲ ପାଇଁ ଆମେ ଅନୁତପ୍ତ 🙏
ଧର୍ମଶାଳା କୁ ପ୍ରଗତି ର ପ୍ରୟୋଗ ଶାଳ ଭାବେ ଗଢ଼ି ତୋଳିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ....Jay Pranab ❤️❤️
ବଳବନ୍ତରାୟ ଗୋଟେ କଥା କୁହ ପାଣ୍ଡିଆନଙ୍କ ଛତ୍ର ଛାୟାରେ ନବୀନ ଥିଲେ ନା ନବୀନଙ୍କ ଛତ୍ରଛାୟରେ ଥିଲେ
ଜଣେ ସ୍ଵାଧୀନ ପ୍ରାର୍ଥୀ ଙ୍କ ଠାରୁ ହରାଇଥିବା ଲୋକଙ୍କୁ ଡାକି ଆପଣଙ୍କ ଚ୍ୟାନେଲ ଅପବିତ୍ର ହୋଇଛି ।କେତେ ଦୁର୍ନୀତିମୁକ୍ତ ଲୋକ ଜନିଥା ।
ବଢ଼ିଆ ଦିଶୁଛି, ଦୁଇଟା ଚନ୍ଦା ମୁଣ୍ଡ ଚନ୍ଦ୍ର ଭଳି ଚମକୁଛି 🙌
ସେଇ ଗିଟିଏ ନାଁ ବାବା ଆଜି ସାରା ରାଜ୍ୟରେ ଏକ ନିଆରା ଯାହା ତମ ମାନଙ୍କ ଭଳି କେଇଟା ଚୋର ଙ୍କୁ ସାବଡ଼ କରିଛି
Dharmashala No-1👍👍 jitu Bhai 💚💚👍👍💐
Bahut development karichha.khai jaichha pura
ଜୟ ବିଜେଡି,, ଜୟ ନବୀନ 💚
ଯାହା ଡେଭଲପମେଣ୍ଟ ବାପାଙ୍କ ବେଳେ ହୋଇଥିଲା।
ଆଜି ଯଦି ଅନ୍ୟ ନିର୍ବାଚନ ମଣ୍ଡଳୀ ଅନୁସାରେ ଧର୍ମଶାଳା ର ରାସ୍ତା ଘାଟ ବୋହୁତ ଉନ୍ନତି ହେଇଚି
ସୁଖରେ ବି ଦୁଃଖରେ ଧର୍ମଶାଳା ବାସୀଙ୍କ ପାଇଁ ସବୁ ସମୟରେ #ପ୍ରଣବ_ଭାଇ 💚#Pranab4dharmasala Pranab Kumar Balabantaray
ସାରାଂଶ - ଯିଏ ଯେଉଁ ଭାଷାରେ କହୁନା କାହିଁକି ଯିଏ ଲୋକଙ୍କୁ ଠକିଛନ୍ତି ଲୋକ ତାଙ୍କୁ ଠକିଛନ୍ତି।
ଏହିଭଳି ନେତାଙ୍କୁ podcast କୁ ଆଣିଥିବାରୁ ଦୁଃଖିତ
Right 👍
The question about pandian should arise for the best slave of pandu
Tame palei asa podcast ku
Nai tame Asuna podcast re bite daba
ଯାହା ଆମେ ଦେଖୁଛୁ ପ୍ରଗତିର ପ୍ରୟୋଗଶାଳା ଆମ ଧର୍ମଶାଳା ଯାହା ଆଜି ତଳକୁ ତଳକୁ ଯାଉଛି..
Development Of Crime & Corruption .
ପରାଜୟ ହେଇପାରନ୍ତି କିନ୍ତୁ ଧର୍ମଶାଳା ଲୋକଙ୍କ ହୃଦୟରେ ରହିଛନ୍ତି ଆଉ ରହିଥିବେ
Sir always favourite ...🙏❣️
❤️❤️
Good work jitu bhi ♥️👍
ଆଜିର ଅତିଥି ଚର୍ଚ୍ଚାରେ ଆପଣଙ୍କ ଦର୍ଶକଙ୍କ ମନରେ ବିଶ୍ୱାସ ଓ ଉତ୍ସାହ ଭାଙ୍ଗିଦେଲେ ଏହା ନିରାଟ ସତ ( କୁହନ୍ତୁ କାହିଁକି......? )
Kain kn Khali gerua nka galua gapa sunibaku daka heuthibe na kn....
#ଅନ୍ଧଭକ୍ତ
Bhala kahila...majhire kahile... "Navin sarkar instant action nauthile" but naba das case ra conclusion asilani
ତୁ ତ ଏତେ ଛୋଡ଼ିଦେଲୁ.. ହାରି ଗଲୁ କଣ ପାଇଁ
Not expected but expected
ନବୀନ ପଟ୍ଟନାୟକ ବିନା ମାର୍ଗଦର୍ଶକରେ ଦିନଟିଏବି ଶାସନ କରିନାହାନ୍ତି.ନବୀନ ବାବୁଙ୍କର ଚମକ ବଢୁଛି, କାରଣ ଦୀପ ଲିଭିଲା ବେଳକୁ ଭଲକରି ଓ ଜୋରରେ ଜଳିଥାଏ.
୭୩ ହଜାର ପରିବାର କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମିଳିଛି..#BSKY
Looks like an honest interview.
Thank you rabi babu for your discussion
Fantastic speech by jitu bhai
ପ୍ରଣବ ଭାଇ ରାଜନୀତି ସମୟ ରେ ଏକ ଶାନ୍ତ ଧର୍ମଶାଳା ଥିଲା ଏବେ ଗୁଣ୍ଡା ରାଜ ଚାଳିଛି ଅଶାନ୍ତ ହୋଇ ପଡିଛି।
We ❤️ Jitu Bhai
ନବୀନ ବାବୁ ଆପଣ ଗୁମର କଥାରେ ବିଜେଡିକୁ ଯେତିକି ସମାଲୋଚନା କରୁଛନ୍ତି ପ୍ରଣାବବାବୁଙ୍କ ସାମ୍ନାରେ ସେ ଦୃଷ୍ଟିଭଙ୍ଗୀ ଆପଣଙ୍କର ଦେଖିବାକୁ ମିଳିଲାନି. ଏହାର କାରଣ କଣ?. ନା ଆଉକିଛି ମଜବୁରି ଅଛି
୨୬ ଟି ପଞ୍ଚାୟତ ରେ ମୋ ବ୍ୟାଙ୍କ ଖୋଲାଯାଇଛି.. ଜୟ ପ୍ରଣବ 💚💚
ଯାହା ହୋଇଥିଲା ତା ବାପା ଅମଳରେ
ପ୍ରତ୍ୟୁଷା ରଜେଶ୍ୱରି, ବିଜେପି ବିଧାୟକ ପାର୍ଥି ନୟାଗଡ଼ ଙ୍କ ସାକ୍ଷାତକାର ନିଅନ୍ତୁ
ଧର୍ମଶାଳା ପାଇଁ ଉପଯୁକ୍ତ ଥିଲେ ପ୍ରଣବ ତାଙ୍କ ପାଇଁ ବହୁତ ବିକାଶ ହେଇଛି ଧର୍ମଶାଳା ରେ
ପ୍ରଗତି ର ପ୍ରୟୋଗ ଶାଳା ଆମ ଧର୍ମଶାଳା ଏହା କେବଳ କଥା ରେ ନୁହେଁ କାମ ରେ କରି ଦେଖାଇଛନ୍ତି ପୂର୍ବତନ ବିଧାୟକ ମାନ୍ୟବର ପ୍ରଣବ ବଳବନ୍ତରାୟ🙏🙏🙏
ଜୟ ବିଜେଡି ଜୟ ଜିତୁ ଭାଇ 🙏🙏🙏
ବିକାଶର ଶୀର୍ଷରେ ଆଜି ଧର୍ମଶାଳା ଯାହା ସମ୍ଭବ ହୋଇପାରିଛି ତାହା କେବଳ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପାଇଁ 🙏
ମୁଁ ଆଜି ପର୍ଯ୍ୟନ୍ତ ଦ୍ଵନ୍ଦରେ ଅଛି କି କଳ୍ପତରୁ ଦାସଙ୍କ ପ୍ରଣବ ପୋଷ୍ଯ ପୁତ୍ର ହୋଇ ଥିବେ ବୋଲି।କାରଣ କଳ୍ପତରୁ ଦାସ ଓ ପ୍ରଣବ ମଧ୍ୟରେ ଜ୍ଞାନ, ବିବେକର ବହୁତ ଫରକ ଦେଖା ଯାଉଛି।
ଭାଇ ରାଜନୀତି ରେ ହାରଜିତ ଅଛି କିନ୍ତୁ ଆପଣ ଆଗକୁ ମାଡି ଚାଲନ୍ତୁ ଆପଣ ସାଥିରେ ଆମେ ଅଛୁ
କଥାରେ ଅଛି ସହି ସହି ମହାଶୟ,ମହାଶୟ ରୁ ବଦଲୋକ ।
ଭାଇ ଆପଣଙ୍କ ସହିତ ଆମେ ଅଛୁ ଆଉ ଆଗକୁ ମଧ୍ୟ ରହିବୁ ଆପଣ ହାରିଯାଇଛନ୍ତି ସତ କିନ୍ତୁ ଆମ ଧର୍ମଶାଳା ବାସୀ ଙ୍କ ହୃଦୟ ରେ ସଦାସର୍ବଦା ରହିଥିବେ
Gokarneshwar templ trust ନା ରେ ଥିଲା ଆଉ ସେ ଟ୍ରଷ୍ଟ କୁ ସେ ବାବୁ ଚଳୁଥିଲେ
ଦାସଙ୍କ ପୁଅ ବଳବନ୍ତରାୟ ?
😊
Kemiti hela mo
😂😂😂
Susunibaku bhala laguchi boli, affidavit kari change karichi
କଣ ଦରକାର ?
ଧର୍ମଶାଳା ର ଅନେକ ଗାଁ ଅଛି ଏପର୍ଯ୍ୟନ୍ତ କିଛିବି developments ହୋଇନାହିଁ ଖାଲି ଫାଉ ମାରିଲେ କ'ଣ ହେବ ଏଇ ଥରକ ପୁଣି ଏମେଲ ଟୋଟାଲେ ଖାଇକି ଖୋଳ କରି ଦେଇଥାନ୍ତା 😅😅😅
ଆଗରୁ ବୋହୁତ ଶାନ୍ତ ଥିଲା ଧର୍ମଶାଳା ଏବେ ଆମର ଯୋଉ ନୂଆ ମାନ୍ୟବର ଆସିଲା ପରେ ଧର୍ମଶାଳା ଅଶାନ୍ତ ହୋଇ ପଡ଼ିଛି।
ଲଙ୍କାରେ ହରିନାମ
ମୁଁ ଭାବୁଛି ଆପଣଙ୍କ କିଛି ପ୍ରଶ୍ନର ଉତ୍ତର ଠିକ୍ ଠିକ୍ ଭାବରେ ଦେଲେନି, ଆଗାମି ନିର୍ବାଚନକୁ ଲକ୍ଷ
ଧର୍ମଶାଳା ର ଗାଁ ଗାଁ ରେ ଆପଣଙ୍କ ଉନ୍ନତି ଆଜି ବି ପ୍ରଣାମ କରେ ଆପନଙ୍କ କାର୍ଯ୍ୟ ଆଉ ଆପଣଙ୍କ ବେକ୍ତିତ୍ୱ ଓ ଆପଣଙ୍କ ସୁନ୍ଦର ଉନ୍ନତି ର ଚିନ୍ତାଧାରା ଆଉ କାର୍ଯ୍ୟ
ହାରିଲେ କାହିଁକି କୁହ
@@PrafullaSahoo-o1fValse dekhantu.. Aapana kan ans ta video re achhi aangya
ଧର୍ମଶାଳାରେ ମନ୍ଧିର,ମସଜିଦ, ଚର୍ଚ୍ଚ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ର ବ୍ୟୟ କରାଯାଇଛି...
Good
ସେ ଯେଉଁ କହୁଛନ୍ତି ଯେ ଉଭୟ ବାପ ପୁଅ କାହାରି ନାଁ ରେ ଜମି ନଥିଲା, ଏଇଟା ହାସ୍ୟାସ୍ପଦ। ଏ ଭଦ୍ରବ୍ୟକ୍ତି ଧର୍ମଶାଳା ଅଞ୍ଚଳରେ କେତେ ଜମି ହଡ଼ପ କରିଛନ୍ତି ତା'ର ହିସାବ କରିବା କଷ୍ଟକର। ଏକ ନମ୍ବର ଟାଉଟର। ବଲ୍ଲେ ବଲ୍ଲେ।
ରାଜନୀତି ସମସ୍ତେ କରନ୍ତି କିନ୍ତୁ ପ୍ରଣବ ବଳବନ୍ତରାୟ କେବଳ ସେବାନୀତି କରନ୍ତି ଲୋକଙ୍କ ସେବା କରିବା ତାଙ୍କ ମୂଳ ଲକ୍ଷ୍ୟ...
Sir ଏଇ ଶଳା କୁ ଡାକି , ମନ ଭାଙ୍ଗି ଦେଲେ 😢
Jadi devlopment karicha sabu village re loka chala chapara ghare kemiti rahuchanti
ସ୍ଵର୍ଗତଃ ନେତା କଳ୍ପତରୁ ଦାସ ଏବଂ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଧର୍ମଶାଳା ବିକାଶ ଆଜି ଆକାଶ ଛୁଆଁ ହୋଇଛି..
ଭାଇ ଆପଣ ହାରିଯାଇଛନ୍ତି ସତ କିନ୍ତୁ ଆମ ହୃଦୟରେ ସଦାବେଳେ ଅଛନ୍ତି ରହିଥିବେ ମଧ୍ଯ.. ଫୁଣୀ ପ୍ରଣବ ଭାଇ 💚
For the first time, Podcast bhala lagi Lani,,,partially conversation....
ଟିକେ ବାଧୁଚି .. former MLA...ଏକ ଛାତ୍ରବାଦି ଶାସନ ପଳେଇଲ,,
୭୩ ହଜାର ପରିବାର କୁ ରାସନ୍ କାର୍ଡ ମିଳିଛି..
❤
ପ୍ରଶ୍ନ କଡା ପଚାରିଦେଲେ
Jay shree jagarnath
ଏ ଦରମା ଦେଇ ଭଲ ପାଇବା ନୁହେଁ ଏ ଆପଣଙ୍କୁ ସଚ୍ଚା ଭଲ ପାଇବା❤❤
ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ଯୋଜନାରୁ ୧୧୫ ଟି ପ୍ରକଳ୍ପ ପାଇଁ ଟ. ୧୫ କୋଟି ଖର୍ଚ୍ଚ ହୋଇଛି..
ପ୍ରଣବ ବାବୁ BDO ଙ୍କ କଥା କହିଲେ . ସେ ଓ ତାଙ୍କ BJD ର ନେତା ମାନେ ପାଣ୍ଡିଆନ କୁ ଡରୁଥିଲେ କାହିଁକି. ପ୍ରଣବ ବାବୁ ଙ୍କୁ ଲାଜ୍ୟା ଲାଗିବାର କଥା..
ସୁଖରେ ଦୁଃଖରେ ଆମ ସାଥିରେ ଆମ ପ୍ରଣବ ଭାଇ 💚
ଧର୍ମଶାଳା ବାସୀଙ୍କ ସାଥିରେ ଆମ ପ୍ରଣବ ଭାଈ ❤️🙏
Jay Pranab ❤❤❤
ପ୍ରଣବ ରାୟ ରାଜନୀତି ରେ b j d ଲୋକମାନେ କାମ କରୁଥିଲେ ନା ଅନy ଲୋକ କରୁଥିଲେ ଭ ଗବନ୍ ଯାହା ଚା ହା ନ୍ତି ପ୍ରାଣୀର ମଙ୍ଗଲ କରନ୍ତି
ପ୍ରଣବ ବଳବନ୍ତରାୟ ହେଉଛି ଏକ ନମ୍ବର ଟାଉଟର 😂😂😂😂
ଚନ୍ଦା ଗୁଡାକ ଭାରି ସ୍ୱାର୍ଥପର
କାହିଁକି ଲୋ , ତୋ ମା କୁ ସେ ଘେଇଁ ଦେଇ ଥିଲା କି 😂😂
@@prakashghose7518 କାହିଁକି ଲୋ , ତୋ ମା କୁ ସେ ଘେଇଁ ଦେଇ ଥିଲା କି 😂😂
କାହିଁକି ଲୋ , ତୋ ମା କୁ ସେ ଘେଇଁ ଦେଇ ଥିଲା କି 😂😂
ଏବେ ଧର୍ମଶାଳା ବିକାଶର ନାହିଁ ଉନ୍ନତି, ମାନ୍ୟବରଙ୍କ ଚାଲିଛି କେବଳ ଦୁର୍ନୀତି..
୨୦ ଟି ମହାବିଦ୍ୟାଳୟ କୁ ଟ.୧୦ କୋଟି ଖର୍ଚ୍ଚ ରେ ରୂପାନ୍ତରଣ ହୋଇଛି..
Jay Pranab 💚💚
M L A ସିଟ୍ ଟା କା ବାପର ନୁହେଁ କି ଓଡ଼ିଶା ଟା ନବୀନ ପଟ୍ଟନାୟକ ର ନୁହେଁ ।ସେହି ହିସାବରେ ରାଜନୀତି କରିବା ଦରକାର । ନ ହେଲେ ଲୋକେ ଏହିପରି ଗୋଡ଼ରେ ଆଡେଇ ଦେବେ ।
ଠିକ କହିଛୁ ସେଇ କଥା ଭାବିକି ଟିକେ ଚୁପ ଚାପ ରହ କିଏ କହିବ କାଲି ପୁଣି କୋଉ ସରକାର ଆସୁଛି
ଭାଇ ଆପଣ ଆଜି ଧର୍ମଶାଳା ର ବିଧାୟକ ନାହାନ୍ତି କିନ୍ତୁ ଆମ ଧର୍ମଶାଳା ଏବେ ଅଶାନ୍ତ ଆଡକୁ ଗତି କରୁଛି ଆପଣ ସମୟ ରେ ଏମିତି ଅଶାନ୍ତ ନଥିଲା
Jitu nije ashant karuchi
ସତରେ ନବୀନ ବାବୁଙ୍କ ସରକାରରେ ଆମ ବିଂଝାରପୁର ବି ବହୁତ ଉନତି ହେଇଛି ❤
ନବୀନ ସାର୍ ମୁଁ ଆପଣଙ୍କ ର ସାମ୍ବାଦିକତା ବହୁତ ବଡ ପ୍ରଶଂସକ ସାର୍ ଆପଣ ଏହିପରି ସମ ଭାବ ରଖି ଶାସକଦଳ ଓ ବିରୋଧୀଦଳର ନେତା ଙ୍କୁ ଡାକନ୍ତୁ ଆଉ ସମସ୍ତଙ୍କ ଦୋଷ କୁ ସମାଲୋଚନା କରନ୍ତୁ ଆପଣଙ୍କୁ ଅନୁରୋଧ 🙏🙏
ଶାନ୍ତ ଧର୍ମଶାଳା ଆଜି ଅଶାନ୍ତ ହୋଇଛି ଏଥିରୁ ଜଣା ଯାଉଛି ପ୍ରଣବ ଭାଇ ବହୁତ ଭଲ ଥିଲେ
ଠିକ୍ କହିଛ ଭାଇ 😊
2024 ସାଧାରଣ ନିର୍ବାଚନ ରେ ବିଜେପି 1 କୋଟି 13ଲକ୍ଷ ରୁ ଅଧିକ ଭୋଟ ପାଇଲା 20 mp ଜିତିଲେ , ବିଜେଡି 93 ଲକ୍ଷ 82 ହଜାର ଭୋଟ ପାଇଲା, ବିଜେଡି ନେତା କହୁଛନ୍ତି ଆମେ ବିଜେପି ଠାରୁ ଅଧିକ ଭୋଟ ପାଇଛୁ, ବାସ୍ତବ ତଥ୍ୟ କଣ
MLA vote re
😂😂😂😂😂😂
ମିଛ ପ୍ରଚାର କରୁଛି ବିଜେଡି ।
Bjd jadi michha kahuchi tahara sata jawab BJP dauni kn pain muhanre kn tundi marajaichi@@MohanSahoo-j1x
ଧର୍ମଶାଳା ପାଈଁ ଆପଣ ଯାହା କରିଛନ୍ତି l ଆପଣଙ୍କୁ ଯେତେ ଧନ୍ୟବାଦ୍ ଦେଲେ ବି କମ ପଡିଯିବ । ଧନ୍ୟବାଦ ପ୍ରଣବ ବଳବନ୍ତରାୟ 🙏🙏
ଯଦି ଆମେମାନେ ରାଜ୍ୟର ସୁଶାସନ ବିଷୟରେ ବିଚାର କରିବା ଏତିକି କହିବି ରାଜ୍ୟ ଠିକ ଦିଶାରେ ଚାଲୁ, ତାହାର ଉନ୍ନତି ହେଉ, ପ୍ରଗତି ହେଉ, ସେଥିରେ ଅପରାଧିକ ବୃଦ୍ଧି ଉତ୍ପନ ନ ହେଉ, ଅର୍ଥ ବ୍ୟବସ୍ଥା ଓ ପ୍ରଶାସନ ଶୁଦ୍ଧୃଢ଼ ଭାବରେ ଚାଲୁ, ସୁରକ୍ଷା ମଜଭୁତ ରହୁ ସମସ୍ତ ରାଜ୍ୟ ବାସି ସୁଖୀ ଓ ସନ୍ତୁଷ୍ଟ ରୁହନ୍ତୁ. ଏ ସବୁ ବିକାଶର ଦାୟିତ୍ୱ ସରକାର ର ଓ ପ୍ରଶାସନ ର. ତେଣୁକରି ଆଜିର ପରିସ୍ଥିତି ରେ ଏ ଗୁଡିକର ସମୀକ୍ଷା କରିନେବା ନିହାତି ଜରୁରୀ.
ଭାଇ ଆପଣ ହାରିଯାଇଛନ୍ତି ସତ କିନ୍ତୁ ଆମ ହୃଦୟରେ ସଦାବେଳେ ଅଛନ୍ତି ରହିଥିବେ ମଧ୍ଯ..
ପ୍ରଣବ ଭାଇ 💚
ହାରିକି ବି ଭାଇ ସମସ୍ତଙ୍କ ହୃଦୟରେ
ହାର ଜିତ୍ ତ ଲାଗି ରହିଛି କିନ୍ତୁ ଧର୍ମଶାଳା ପାଇଁ ଯିଏ ସବୁବେଳେ ନିଜର ଯୋଗ୍ୟ ସିଏ ଆମ ପ୍ରଣବ ଭାଇ 🙏🏻
ଧର୍ମଶାଳାରେ କୃଷି ଓ କୃଷକ ଏବଂ ଶ୍ରମିକମାନଙ୍କର ବିକାଶ କିଛି ହୋଇନାହିଁ,ଏ ବିଷୟରେ ଆଲୋଚନା ନହେବା ଦୁର୍ଭାଗ୍ୟଜନକ
ସୁଖରେ ଦୁଃଖରେ ସଦାବେଳେ ସବୁ ସମୟରେ ଆମ ଭାଇ ଆମ ସାଥିରେ Jay Pranab 💚
କିଛି ପୂର୍ବତନ ଆମେ ଜାଣିନୁ ଜଣିଏ ନେତା ଅମର ଜିତୁ ଭାଈ,ସେ ହିଁ ଆମ ପାଇଁ ସରକାର ସେ ହିଁ ବିଧାୟକ
ଧର୍ମଶାଳା ବିକାଶ ର ରୂପକାର ଆମ ପ୍ରିୟ ନେତା
ଜୟ ପ୍ରଣବ 💚
ଏବେବି ଏମାନଙ୍କର Pandian Babu ଙ୍କ ପ୍ରତି ଭୟ ଅଛି
କ୍ଷମତାରେ ଥିଲେ କଥା ଗୋଟେ ପ୍ରକାର ଆଉ କ୍ଷମତାରେ ନ ଥିଲା ବେଳେ କଥା ଆଉ ଗୋଟିଏ ପ୍ରକାର,ନିର୍ବାଚିତ ହେବାପରେ ବିକାଶ କରିବାଟା କର୍ତ୍ତବ୍ଯ ,ସେଥିପାଇଁ ବାହାଦୂରୀ କରିବା ଅନାବଶ୍ଯକ ।
ଆମେ agrigate ରେ ପାସ୍ କରିଛୁ କିନ୍ତୁ ଦୁଇଟି subject ରେ ଫେଲ୍ ହେଇଛୁ। ଏହାର ଅର୍ଥ କଣ
ଆଜି ବି ଧର୍ମଶାଳା ର କୋଣ ଅନୁକୋଣ ରେ ବିକାଶ ଆକାଶ ଭହଁ5ହେଇଛି ଯାହା ସମ୍ଭବ ହୋଇଛି ପ୍ରଣବ ଵଳବନ୍ତରାୟ 💚
😂😂😂😂
ବେଶୀ ବଲେ ବଲେ ବେଶ୍ୟା ଜନ୍ମ କରିଛନ୍ତି
ପ୍ରଗତି ର ପ୍ରୟୋଗ ଶାଳା ଆମ ଧର୍ମଶାଳା ଏହା କେବଳ କଥା ରେ ନୁହେଁ କାମ ରେ କରି ଦେଖାଇଛନ୍ତି ପୂର୍ବତନ ବିଧାୟକ ମାନ୍ୟବର ପ୍ରଣବ ବଳବନ୍ତରାୟ
😂😂😂😂
Sethi nimante shatakada 60 bhaga ru adhika loak chal chhapar ghare rahuchhanti kanhiki ?
କର୍ମର ଫଳ ପାଇଛି
A 5star interview.Lage raho Jitu Babu.Time is the best healer.
Nabin Babu nirbhik ଉପସ୍ଥାପନ ପାଇଁ ଅଶେଷ ଧନ୍ୟବାଦ ,ଓଡ଼ିଶା ବାସୀଙ୍କ ଆଖିରୁ ଅନ୍ଧପୁଟୁଳି ଖୋଲିବାକୁ ଆପଣ ଶତଚେଷ୍ଟା ପ୍ରୟାସ କରୁଥିବାରୁ ଆପଣଙ୍କ ମଙ୍ଗଳ କାମନା କରୁଛି ,ଆପଣଙ୍କ chanel ମାଧ୍ୟମରେ ପ୍ରଣବ ବାବୁଙ୍କୁ 2/3 ତ ପ୍ରଶ୍ନ , 1- ଗତ 24 ବର୍ଷରେ BJD ନେତାମାନଙ୍କର ସମ୍ପତି ଯେଉଁ ହରରେ ବଢ଼ିଛି ଓଡ଼ିଶାର ସାଧାରଣ ଜନତାଙ୍କ ପ୍ରଗତି ସେହି ଅନୁପାତରେ ହୋଇଛି କି ,2- Black rose ship ସହିତ ତାଙ୍କର କାନ ସମ୍ପର୍କ ,3- ମାମୁ ଭଣଜା ଘାଇ ସାତ କି ,4- ନବୀନ ବାବୁ CM charge neba purbaru Odishara Runa bhara ketey thila 2024 re duty ଛାଡ଼ିବା ପୂର୍ବରୁ ଓଡ଼ିଶାକୁ ketey ଟଙ୍କା ରୁନରେ ଦୁବାଇ BJP ku charge dele , Mote ଲୋକସଂଖ୍ୟା 81% BPL ,ଋଣଭାର ଅସମ୍ଭାଳ ,ବେକାରୀ ହର ବଢ଼ିଛି , ଡକ୍ଟର ,Master ,abhaba pragati kahaku kahuchhanti ,kebala ଚିକ୍କଣ କଥା କହି ପ୍ରଗତି ହୁଏନି ,
ନିର୍ଭୟ କୁ ଅଶେଷ ଅଶେଷ ଧନ୍ୟବାଦ....🎉
ସାର, ପୂର୍ବରୁ ଅମର ଶତପଥୀ ବି ଆସିଥିଲେ ବିଜେଡିରୁ, ଧନ୍ୟବାଦ
ଅରବିନ୍ଦ ମହାପାତ୍ର ବି ଆସିଥିଲେ.
@@amiyajena8701 ହଁ, ଅରବିନ୍ଦ ମହାପାତ୍ର 5 ମାସର ବିଜେଡି ନେତା, ତାଙ୍କର କହିବା ଉଦ୍ଦେଶ୍ୟ ଥିଲା ପୁରୁଣା ବିଜେଡି ନେତା, ଧନ୍ୟବାଦ
ଜିତୁ ବାବୁ ବହୁତ ଭଲ କାମ କରିଛନ୍ତି ଧର୍ମଶାଳା ରେ ଯାହା ଆଜି ଲୋକ ମାନେ ଉପକୃତ ହଉଛନ୍ତି.... କହିବା କରିବା ରେ ବହୁତ ଫରକ ଥାଏ କିନ୍ତୁ ଜିତୁ ବାବୁ devloment କାମ କୁ କରିକି ଦେଖେଇଛନ୍ତି... 👍
ଜୟ ପ୍ରବଣ 🙏🙏
One and only Pranab Bhai ❤️🙏
ଆପଣ ଯେତିକି ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ଯଦି ଏ 5ବର୍ଷ କିଛି ନୂଆ ଉନ୍ନତି ମୂଳକ କାର୍ଯ୍ୟ ନହେଲେ ବି ଲୋକ ଙ୍କୁ କିଛି ଜଣାପଡ଼ିବ ନାହିଁ ବର୍ତ୍ତମାନ ର ବିଧାୟକ ଯଦି ଖାଲି Repairing ଆଉ Clour କରିବେ ତାହା ମଧ୍ୟ ଯଥେଷ୍ଟ କିନ୍ତୁ ଆମ ଭୁଲ ପାଇଁ ଆମେ ଅନୁତପ୍ତ 🙏
ଧର୍ମଶାଳା କୁ ପ୍ରଗତି ର ପ୍ରୟୋଗ ଶାଳ ଭାବେ ଗଢ଼ି ତୋଳିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ....
Jay Pranab ❤️❤️
ବଳବନ୍ତରାୟ ଗୋଟେ କଥା କୁହ ପାଣ୍ଡିଆନଙ୍କ ଛତ୍ର ଛାୟାରେ ନବୀନ ଥିଲେ ନା ନବୀନଙ୍କ ଛତ୍ରଛାୟରେ ଥିଲେ
ଜଣେ ସ୍ଵାଧୀନ ପ୍ରାର୍ଥୀ ଙ୍କ ଠାରୁ ହରାଇଥିବା ଲୋକଙ୍କୁ ଡାକି ଆପଣଙ୍କ ଚ୍ୟାନେଲ ଅପବିତ୍ର ହୋଇଛି ।କେତେ ଦୁର୍ନୀତିମୁକ୍ତ ଲୋକ ଜନିଥା ।
ବଢ଼ିଆ ଦିଶୁଛି, ଦୁଇଟା ଚନ୍ଦା ମୁଣ୍ଡ ଚନ୍ଦ୍ର ଭଳି ଚମକୁଛି 🙌
ସେଇ ଗିଟିଏ ନାଁ ବାବା ଆଜି ସାରା ରାଜ୍ୟରେ ଏକ ନିଆରା ଯାହା ତମ ମାନଙ୍କ ଭଳି କେଇଟା ଚୋର ଙ୍କୁ ସାବଡ଼ କରିଛି
Dharmashala No-1👍👍 jitu Bhai 💚💚👍👍💐
Bahut development karichha.khai jaichha pura
ଜୟ ବିଜେଡି,, ଜୟ ନବୀନ 💚
ଯାହା ଡେଭଲପମେଣ୍ଟ ବାପାଙ୍କ ବେଳେ ହୋଇଥିଲା।
ଆଜି ଯଦି ଅନ୍ୟ ନିର୍ବାଚନ ମଣ୍ଡଳୀ ଅନୁସାରେ ଧର୍ମଶାଳା ର ରାସ୍ତା ଘାଟ ବୋହୁତ ଉନ୍ନତି ହେଇଚି
ସୁଖରେ ବି ଦୁଃଖରେ ଧର୍ମଶାଳା ବାସୀଙ୍କ ପାଇଁ ସବୁ ସମୟରେ #ପ୍ରଣବ_ଭାଇ 💚
#Pranab4dharmasala
Pranab Kumar Balabantaray
ସାରାଂଶ - ଯିଏ ଯେଉଁ ଭାଷାରେ କହୁନା କାହିଁକି ଯିଏ ଲୋକଙ୍କୁ ଠକିଛନ୍ତି ଲୋକ ତାଙ୍କୁ ଠକିଛନ୍ତି।
ଏହିଭଳି ନେତାଙ୍କୁ podcast କୁ ଆଣିଥିବାରୁ ଦୁଃଖିତ
Right 👍
The question about pandian should arise for the best slave of pandu
Tame palei asa podcast ku
Nai tame Asuna podcast re bite daba
ଯାହା ଆମେ ଦେଖୁଛୁ ପ୍ରଗତିର ପ୍ରୟୋଗଶାଳା ଆମ ଧର୍ମଶାଳା ଯାହା ଆଜି ତଳକୁ ତଳକୁ ଯାଉଛି..
Development Of Crime & Corruption .
ପରାଜୟ ହେଇପାରନ୍ତି କିନ୍ତୁ ଧର୍ମଶାଳା ଲୋକଙ୍କ ହୃଦୟରେ ରହିଛନ୍ତି ଆଉ ରହିଥିବେ
Sir always favourite ...🙏❣️
❤️❤️
Good work jitu bhi ♥️👍
ଆଜିର ଅତିଥି ଚର୍ଚ୍ଚାରେ ଆପଣଙ୍କ ଦର୍ଶକଙ୍କ ମନରେ ବିଶ୍ୱାସ ଓ ଉତ୍ସାହ ଭାଙ୍ଗିଦେଲେ ଏହା ନିରାଟ ସତ ( କୁହନ୍ତୁ କାହିଁକି......? )
Kain kn Khali gerua nka galua gapa sunibaku daka heuthibe na kn....
#ଅନ୍ଧଭକ୍ତ
Bhala kahila...majhire kahile... "Navin sarkar instant action nauthile" but naba das case ra conclusion asilani
ତୁ ତ ଏତେ ଛୋଡ଼ିଦେଲୁ.. ହାରି ଗଲୁ କଣ ପାଇଁ
Not expected but expected
ନବୀନ ପଟ୍ଟନାୟକ ବିନା ମାର୍ଗଦର୍ଶକରେ ଦିନଟିଏବି ଶାସନ କରିନାହାନ୍ତି.ନବୀନ ବାବୁଙ୍କର ଚମକ ବଢୁଛି, କାରଣ ଦୀପ ଲିଭିଲା ବେଳକୁ ଭଲକରି ଓ ଜୋରରେ ଜଳିଥାଏ.
୭୩ ହଜାର ପରିବାର କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମିଳିଛି..
#BSKY
Right 👍
Looks like an honest interview.
Thank you rabi babu for your discussion
Fantastic speech by jitu bhai
ପ୍ରଣବ ଭାଇ ରାଜନୀତି ସମୟ ରେ ଏକ ଶାନ୍ତ ଧର୍ମଶାଳା ଥିଲା ଏବେ ଗୁଣ୍ଡା ରାଜ ଚାଳିଛି ଅଶାନ୍ତ ହୋଇ ପଡିଛି।
We ❤️ Jitu Bhai
ନବୀନ ବାବୁ ଆପଣ ଗୁମର କଥାରେ ବିଜେଡିକୁ ଯେତିକି ସମାଲୋଚନା କରୁଛନ୍ତି ପ୍ରଣାବବାବୁଙ୍କ ସାମ୍ନାରେ ସେ ଦୃଷ୍ଟିଭଙ୍ଗୀ ଆପଣଙ୍କର ଦେଖିବାକୁ ମିଳିଲାନି. ଏହାର କାରଣ କଣ?. ନା ଆଉକିଛି ମଜବୁରି ଅଛି
୨୬ ଟି ପଞ୍ଚାୟତ ରେ ମୋ ବ୍ୟାଙ୍କ ଖୋଲାଯାଇଛି.. ଜୟ ପ୍ରଣବ 💚💚
ଯାହା ହୋଇଥିଲା ତା ବାପା ଅମଳରେ
ପ୍ରତ୍ୟୁଷା ରଜେଶ୍ୱରି, ବିଜେପି ବିଧାୟକ ପାର୍ଥି ନୟାଗଡ଼ ଙ୍କ ସାକ୍ଷାତକାର ନିଅନ୍ତୁ
ଧର୍ମଶାଳା ପାଇଁ ଉପଯୁକ୍ତ ଥିଲେ ପ୍ରଣବ ତାଙ୍କ ପାଇଁ ବହୁତ ବିକାଶ ହେଇଛି ଧର୍ମଶାଳା ରେ
ପ୍ରଗତି ର ପ୍ରୟୋଗ ଶାଳା ଆମ ଧର୍ମଶାଳା ଏହା କେବଳ କଥା ରେ ନୁହେଁ କାମ ରେ କରି ଦେଖାଇଛନ୍ତି ପୂର୍ବତନ ବିଧାୟକ ମାନ୍ୟବର ପ୍ରଣବ ବଳବନ୍ତରାୟ🙏🙏🙏
ଜୟ ବିଜେଡି ଜୟ ଜିତୁ ଭାଇ 🙏🙏🙏
ବିକାଶର ଶୀର୍ଷରେ ଆଜି ଧର୍ମଶାଳା ଯାହା ସମ୍ଭବ ହୋଇପାରିଛି ତାହା କେବଳ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପାଇଁ 🙏
ମୁଁ ଆଜି ପର୍ଯ୍ୟନ୍ତ ଦ୍ଵନ୍ଦରେ ଅଛି କି କଳ୍ପତରୁ ଦାସଙ୍କ ପ୍ରଣବ ପୋଷ୍ଯ ପୁତ୍ର ହୋଇ ଥିବେ ବୋଲି।କାରଣ କଳ୍ପତରୁ ଦାସ ଓ ପ୍ରଣବ ମଧ୍ୟରେ ଜ୍ଞାନ, ବିବେକର ବହୁତ ଫରକ ଦେଖା ଯାଉଛି।
ଭାଇ ରାଜନୀତି ରେ ହାରଜିତ ଅଛି କିନ୍ତୁ ଆପଣ ଆଗକୁ ମାଡି ଚାଲନ୍ତୁ ଆପଣ ସାଥିରେ ଆମେ ଅଛୁ
କଥାରେ ଅଛି ସହି ସହି ମହାଶୟ,ମହାଶୟ ରୁ ବଦଲୋକ ।
ସୁଖରେ ବି ଦୁଃଖରେ ଧର୍ମଶାଳା ବାସୀଙ୍କ ପାଇଁ ସବୁ ସମୟରେ #ପ୍ରଣବ_ଭାଇ 💚
#Pranab4dharmasala
Pranab Kumar Balabantaray
ଭାଇ ଆପଣଙ୍କ ସହିତ ଆମେ ଅଛୁ ଆଉ ଆଗକୁ ମଧ୍ୟ ରହିବୁ ଆପଣ ହାରିଯାଇଛନ୍ତି ସତ କିନ୍ତୁ ଆମ ଧର୍ମଶାଳା ବାସୀ ଙ୍କ ହୃଦୟ ରେ ସଦାସର୍ବଦା ରହିଥିବେ
Gokarneshwar templ trust ନା ରେ ଥିଲା ଆଉ ସେ ଟ୍ରଷ୍ଟ କୁ ସେ ବାବୁ ଚଳୁଥିଲେ
ଦାସଙ୍କ ପୁଅ ବଳବନ୍ତରାୟ ?
😊
Kemiti hela mo
😂😂😂
Susunibaku bhala laguchi boli, affidavit kari change karichi
କଣ ଦରକାର ?
ଧର୍ମଶାଳା ର ଅନେକ ଗାଁ ଅଛି ଏପର୍ଯ୍ୟନ୍ତ କିଛିବି developments ହୋଇନାହିଁ ଖାଲି ଫାଉ ମାରିଲେ କ'ଣ ହେବ ଏଇ ଥରକ ପୁଣି ଏମେଲ ଟୋଟାଲେ ଖାଇକି ଖୋଳ କରି ଦେଇଥାନ୍ତା 😅😅😅
ଆଗରୁ ବୋହୁତ ଶାନ୍ତ ଥିଲା ଧର୍ମଶାଳା ଏବେ ଆମର ଯୋଉ ନୂଆ ମାନ୍ୟବର ଆସିଲା ପରେ ଧର୍ମଶାଳା ଅଶାନ୍ତ ହୋଇ ପଡ଼ିଛି।
ଲଙ୍କାରେ ହରିନାମ
ମୁଁ ଭାବୁଛି ଆପଣଙ୍କ କିଛି ପ୍ରଶ୍ନର ଉତ୍ତର ଠିକ୍ ଠିକ୍ ଭାବରେ ଦେଲେନି, ଆଗାମି ନିର୍ବାଚନକୁ ଲକ୍ଷ
ଧର୍ମଶାଳା ର ଗାଁ ଗାଁ ରେ ଆପଣଙ୍କ ଉନ୍ନତି ଆଜି ବି ପ୍ରଣାମ କରେ ଆପନଙ୍କ କାର୍ଯ୍ୟ
ଆଉ ଆପଣଙ୍କ ବେକ୍ତିତ୍ୱ ଓ
ଆପଣଙ୍କ ସୁନ୍ଦର ଉନ୍ନତି ର ଚିନ୍ତାଧାରା ଆଉ କାର୍ଯ୍ୟ
ହାରିଲେ କାହିଁକି କୁହ
@@PrafullaSahoo-o1f
Valse dekhantu.. Aapana kan ans ta video re achhi aangya