Thank you Nabin babu for your interview with a true man in politics. People's judgement is really justified to elect a true hero of a common family in contrast to Nabin Pattnaik who is a virtual hero of Odisha.
Sir,I have been watching your episode.It is very interesting to interview grassroot leader.Kind request to interview M.L.A Jagatsinghpur because he began his poltics from B.J.D.
Nabin Das sir Nabin Pattnaik, Pandian,Baby Das nku Nirbhay Gumar ku dakantu.Au Laxman Bagh sir nku request apan PM Narendra Modi sir nku Kantabanji ku nimantran karantu asiba ku .PM visit kale Kantabanji ra bahut develop heb.Tenu apan ae kam kariba uchhit.
ଲକ୍ଷ୍ମଣ ବାଗ ମହୋଦୟଙ୍କ ଆତ୍ମ ବଳ ଓ ଆତ୍ମ ବିଶ୍ବାସକୁ ଅଶେଷ ଧନ୍ଯବାଦ।
ସତରେ ଆପଣଙ୍କ ର କଥା ହୃଦୟ ଛୁଇଁଗଲା
ଜୟ ଜଗନ୍ନାଥ
Very simple person.
Beautiful podcast
☀️ ଲକ୍ଷ୍ମଣ ସାର୍... ଆପଣଙ୍କୁ ଅଶେଷ୍ ଅଶେଷ୍ ଧନ୍ୟବାଦ...👍💐💐💐🌹🌹🌷🌷🌋🌋🌋❣️💛❣️💙❣️💜👌👌👌🌷🌷🌹🌹🏵️
ଲକ୍ଷ୍ମଣ ବାଗ ଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବା ଉଚିତ୍
ଧନ୍ୟବାଦ ବାଗ୍ ମହୋଦୟ
ଆଗକୁ ବଢି ଚାଲନ୍ତୁ
ଜଗନ୍ନାଥ ଅଛନ୍ତି ।
Laxman Bhai Jindabad.. Apananku asesh pranam Jai Hind. Jai SriRam.. Jay Jarnnath.
ରାଜନୀତିରେ ଏପରି ଧନୀ ବୋଧହୁଏ ଆଜି ବିରଳ,ସେ ତାଙ୍କର କଣ୍ଟାବାଞ୍ଜିର ଉତ୍ତରୋତ୍ତର ଉନ୍ନତି କରନ୍ତୁ ଏବଂ କଣ୍ଟାବାଞ୍ଜିବାସୀଙ୍କୁ ସୁଖରେ ରଖନ୍ତୁ ଏହା ପ୍ରଭୁଙ୍କ ପାଖରେ ଛୋଟିଆ ଅଳି, ଧନ୍ୟବାଦ ଲକ୍ଷ୍ମଣବାବୁ, ଧନ୍ୟବାଦ ନବୀନବାବୁ, ଜୟ ଜଗନ୍ନାଥ 🙏🙏🙏
ମୋଦିଜୀ ଙ୍କ ଅନୁଗାମୀ 🙏
ବେଶୀ ପାଠ ପଢ଼ି ନାହାନ୍ତି । କିନ୍ତୁ ଲୋକଙ୍କୁ ଭଲ ପାଆନ୍ତି । ତାଙ୍କ ପାଇଁ କିଛି କରିବେ । ଦାଦନଗଡରୁ ଦାଦନ ହଟାଇବେ ।
Very good✅ congratulations to both
ସାର ପ୍ରଣାମ 🙏🌹
ସଂଗ୍ରାମ କଲେ ସଫଳତା ମିଳେ ଦୁନିଆରେ କେହି ସବୁବେଳେ ବିଜୟୀ ହୁଏ ନାହିଁ
😊
ମାନ୍ୟବର ବିଧାୟକ " ଲକ୍ଷ୍ମଣ ବାଗ " ଏକ ସାର୍ଥକ ନାମ।
କଳିଯୁଗର ଲକ୍ଷ୍ମଣ ସିଏ ଗୁରୁ ତାଙ୍କର ପ୍ରଭୁ ଶ୍ରୀରାମ।।
ଏପରି ବ୍ୟକ୍ତିମାନେ ରାଜନୀତିକୁ ଆସିଲେ ରାମରାଜ୍ୟ ହେବା ଅସମ୍ଭବ ନୁହେଁ !
ଆଶିଷ ସାର ଙ୍କ ମନ୍ତ୍ୟବ ହିଁ ନୁଆ ରାହା ଦେଖାଇଲା।
The win against nabin patnaik is achivement
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଲକ୍ଷ୍ମଣ ବାଗ ହମାରା ଶେର ଆମର ସିଂହ ।
Sir ଆପଣଙ୍କୁ ପ୍ରଣାମ
Laxman bag ଜଣେ ଭିନ୍ନ ମଣିଷ ଓ ଜଣେ ଅସାଧାରଣ ରାଜନୈତିକ ନେତା ବୋଲି ମାନିବାକୁ ପଡ଼ିବ।
ମଣିଷ ପରି ମଣିଷ ଟିଏ। ସବୁ ରାଜନେତା ତାଙ୍କ ଠାରୁ ଅନେକ କିଛି ଶିକ୍ଷା ପାଇବା ଉଚିତ୍।
Jay Jagannath sir namaskar apana nka charcha bahut bhala lagila very nice program 🙏🙏
ଲକ୍ଷ୍ମଣ ବାଗ ଜଣେ ସଂଘର୍ଷମୟ ଜୀବନ ଜିତି ଥିବା ମଣିଷ, ଏମିତି ବ୍ୟକ୍ତିତ୍ୱ ଯାହା କି ଆମ ସମସ୍ତଙ୍କ ପାଇଁ ଗୋଟେ ଉଦାହରଣ ସୃଷ୍ଟି କରିଛି
1st viewer
କଳଙ୍କିତ ଅଧିକାରୀ ଆଜି ଦଣ୍ଡିତ ହେଉଛନ୍ତି ଭଗ ବାନ ସବୁ ଦେଖିଛନ୍ତି ଓ ଫଳ ଦେଉଛନ୍ତି
A heart touching interview really 💐Thanks Nabin ji💐💐
ଜୟ ଶ୍ରୀ ଜଗନ୍ନାଥ !
Great leader
କୁଲୀ ମଜଦୂରରୁ ବିଧାୟକ ଲକ୍ଷ୍ମଣ ବାଗ ।
ପୂର୍ବରୁ ତାଙ୍କର ଏକ ସାକ୍ଷାତ୍କାର ଦେଖିଥିଲି ।
ପୂର୍ବର ଦୁଃଖଦ ଜୀଵନ କଥା ସ୍ମରଣ କରି କାନ୍ଦି ପକାଇଥିଲେ ।
Very nice ❤
କଣ୍ଟାବାଞ୍ଜି ର big fighter sir 🙏
ବାସ୍ତବରେ ନବୀନ ପଟ୍ଟନାୟକଙ୍କ ଭଳି ଜଣେ ପ୍ରତିଶୋଧ ପରାୟଣ ନେତାଙ୍କ ଅପେକ୍ଷା ଲକ୍ଷ୍ମଣ ବାଗ୍ ଙ୍କ ପରି ଜଣେ ସରଳ ନିରଳସ ସ୍ପଷ୍ଟବାଦୀ ନେତାଙ୍କୁ ଲୋକେ ଅଧିକ ପସନ୍ଦ କଲେ । ସେ ମହାଶୟଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।
❤ ଆପଣ ଙ୍କର ଜୀବନ କାହାଣୀକୁ ଆଜିକାର ଯୁବସମାଜ ହୃଦୟଙ୍କମ କରିବା ଉଚିତ ଲକ୍ଷ୍ମଣ ବାଗଙ୍କ ଅଶେଷ ଅଶେଷ ଧନ୍ୟବାଦ୍ 🌹💐🌹 ଜୟ ଜଗନ୍ନାଥ 🌹🙏
I Like Mr Bag
ପରିବାରର ଅଧିକାଂଶ ବାପା, ଭାଇ, ଭାଉଜ ନିଜେ, ନିଜ ପତ୍ନୀ ରାଜନୀତିକୁ ଆଦରି ନେଇଛନ୍ତି । ଲୋକ ସେବା ମୁଖ୍ୟ କର୍ମ ଓ କର୍ତ୍ତବ୍ୟ ।
A befitting presentation. Sri Bagh is a clear hearted man
Miraculous. Unbelievable in the present political social situation. . Congratulations.
Laxman Bagh is the real hero sir
Ur great sir
ଆମକୁ କାନ୍ଦ ଲାଗିଲାନି 🙏👌
ସ୍ଵାଗତ ଲକ୍ଷ୍ମଣ ବାଗ୍ ମହାଶୟ !
Very good 😮😮😊😊
👌👌👌
Love you 😮😮
👍
ଏହା କଣ ବାଗ୍ ବାବୁଙ୍କର ସାକ୍ଷାତକାର ର ଦ୍ବିତୀୟ ସଂସ୍କରଣ ?
କୁହାଯାଏ ଉପରବାଲା ଦବତ ଛପର ଫାଡ଼ିକି ଦେବ ଉପରବାଲା ମାନେ ଭଗବାନ । ମାଧବ ସେବା ହଁ ମାନବ ସେବା ଅର୍ଥ ମାନବଙ୍କ ସେବା କରିବା ମାଧବ ବା ଭଗବାନଙ୍କ ସେବା କରିବା , ଯାହା ଭାଇ ଲକ୍ଷ୍ମଣ ବାଗ୍ କରିଛନ୍ତି ତେଣୁ ମାନବ ରୂପି ଭଗବାନ , ଲକ୍ଷଣ ଭାଇଙ୍କ ଶ୍ରମ ଓ ସେବା ର ଫଳ ଦେଇଛନ୍ତି ମାଧବ ।
ଜୟ ଶ୍ରୀରାମ
This is called " Chakrabat Paribartante Sukhanicha Dukhamicha,Dukhanicha Sukhanicha " .....(Jay Jagannath Swami)👏
Thank you Nabin babu for your interview with a true man in politics. People's judgement is really justified to elect a true hero of a common family in contrast to Nabin Pattnaik who is a virtual hero of Odisha.
He is really a giant killer ❤
Welcome Madman Bag.
I am very proud for laxman bag
Laxman bhai the great
SalutBagBhai
Sir,I have been watching your episode.It is very interesting to interview grassroot leader.Kind request to interview M.L.A Jagatsinghpur because he began his poltics from B.J.D.
Nabin Sir namaskar . Laxmana Bag Bhai apananku. MAHAPRABHU JAGANNATH Sahaya hoi Naya pradan kale . Apana emiti agaku agaku madi chalantu .
Great fighter laxman bag
🌹💐🌹❤️🩹🇨🇮
Laxman. Bag. MLA. Ka ,Ser
Laxman Bag NabinPattnaik nku harei thibaru mote ananda lagithila.
This type of😮man mustbe MLA
Sir MLA manankara core rupees kehi kahaku kam nuhanti MLA Laxman Bag bi corerpati 😏😏
He is also a dadan sardar 😂
Right katha sir@@lilambersinghBrar4
Kii re high court ku apa maan karuchuu au kahuchuu 3 tanka majoodru michuuaa
Nobinoku. Lajolagibakotha. Odianokohipariba
Nabin Das sir Nabin Pattnaik, Pandian,Baby Das nku Nirbhay Gumar ku dakantu.Au Laxman Bagh sir nku request apan PM Narendra Modi sir nku Kantabanji ku nimantran karantu asiba ku .PM visit kale Kantabanji ra bahut develop heb.Tenu apan ae kam kariba uchhit.
notongi mla
❤2viwe