Kuttey - Ashis Used To Distribute Tickets! | Nirbhay Gumara Katha

Поделиться
HTML-код
  • Опубликовано: 31 окт 2024

Комментарии • 112

  • @RunaKumar-g4k
    @RunaKumar-g4k 2 часа назад +21

    Sir ଅପଣଂକ ବିସ୍ଲେଷଣ ଅତି ଉଚ୍ଚକୋଟୀର ଦିବା ସ୍ୱପ୍ନ ଦେଖିବା କାହାକୁ ମନାନାହିଁ....

  • @Dr.HemantaKumar
    @Dr.HemantaKumar 2 часа назад +10

    ଗାଲୁଆଙ୍କ ବାର ବାଟୀ ଚାଷ, ସଂପ୍ରତି ରାଜନୀତିରେ ଗାଲୁଆଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।

  • @jnyanranjanhota4829
    @jnyanranjanhota4829 2 часа назад +8

    Happy Diwali to our Nirbhaya Family❤❤❤

  • @rajanikantabiswal2669
    @rajanikantabiswal2669 2 часа назад +11

    ସନ୍ୱ୍ୟାସୀ ଼ ଯେମିତି ନଚାଉ ଛନ୍ତି ସେମିତି ଦରି ପକାଇ ବା ନେତା ନାଚୁଛନ୍ତି

  • @Jagannath-oc9ht
    @Jagannath-oc9ht Час назад +2

    ଭରତୀୟ ଆର୍ଥିକ ଅବସ୍ଥା ର ସୁଧାର ଖବର ଶୁଣି ଭାରି ଖୁସି । ଧନ୍ୟବାଦ ଭାଇ।

  • @laxmanprasadbarik9319
    @laxmanprasadbarik9319 2 часа назад +4

    Thanks to Sunanda Das for her outright information.

  • @SasmitaSamal-hi2zi
    @SasmitaSamal-hi2zi Час назад

    Thank you sir

  • @manojkumarsaint7803
    @manojkumarsaint7803 Час назад +1

    Jay Maa Durgatinasini ❤❤❤

  • @pallimadhuriodiafolksong2771
    @pallimadhuriodiafolksong2771 Час назад +3

    ବିଜେଡି ଗଣତନ୍ତ୍ର ଶାସନ ପରିବର୍ତ୍ତେ ରାଜତନ୍ତ୍ର ଶାସନ କରୁଥିଲା |

  • @sarojghosh1199
    @sarojghosh1199 28 минут назад

    Ati chamatkaar❤Jay Shri Ram🙏

  • @gangadhardash3430
    @gangadhardash3430 Час назад +2

    ଚବସି ବର୍ଷ ଯାଏଁ ଓଡ଼ିଆ ଙ୍କୁ କୁଟା କୁଟି କରି ଜନମତ ନଥିଲା ବୋଲି
    ସତ କଥା ପ୍ରକାଶ କରିଥିବାରୁ ବହୁତ ବହୁତ ଧନ୍ୟବାଦ🎉🎉🎉🎉🎉🎉

  • @jashobantapradhan7888
    @jashobantapradhan7888 Час назад +2

    ସ୍ବପ୍ନ ରେ ସ୍ୱପ୍ନରେ ଚଉଠି ରାତି

  • @User-yhjjgzz
    @User-yhjjgzz 2 часа назад +3

    Jay Shree Ram 🙏

  • @manaswinisahoo6357
    @manaswinisahoo6357 21 минуту назад +1

    ସେହି ପ୍ରଶାନ୍ତ ଜଗଦ୍ଦେବ ମନ୍ତ୍ରୀ କରି , ତାଙ୍କରି ହାତରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
    ଉଚିତ
    ପ୍ରତିଶୋଧ
    ହେବ

  • @prafullamohanty5557
    @prafullamohanty5557 2 часа назад

    Right Sir

  • @SabitaKhuntia-ih5yq
    @SabitaKhuntia-ih5yq 2 часа назад +1

    Jay Jagannath sir happy diwali 🙏🙏

  • @akshayakumarnayak492
    @akshayakumarnayak492 Час назад

    Good

  • @bishnucharnrana3282
    @bishnucharnrana3282 Час назад +1

    କୁଟ୍ଟେ ଓ ଆଶିଷଙ୍କ ମାଧ୍ୟମରେ ପରୋକ୍ଷରେ ଟଙ୍କା ଦେଇ ଟିକେଟ ନେବାକୁ ପାଣ୍ଡିଆନ୍ ସୁନନ୍ଦାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।।

  • @rabimohanty112
    @rabimohanty112 24 минуты назад +1

    ଋଣ, ଅଗ୍ନି, ଶତ୍ରୁଙ୍କୁ ସମ୍ପୂର୍ଣ ନିର୍ମୁଳ କରିବା ବୁଦ୍ଧି ମାନର କାର୍ଯ୍ୟ. ବିଜେପି ମୁଖିଆଙ୍କର ବୁଦ୍ଧି ଉଦୟ ହେଉ.

  • @rajatmishra3827
    @rajatmishra3827 Час назад

    Very exclent episode. Today you have told TRUE things we are expecting /waiting when the action on Asish sing and Kute

  • @Jagannath-oc9ht
    @Jagannath-oc9ht Час назад +1

    ଭାଇ ଗୋଟିଏ ସତ କଥା ହେଲା ଯିଏ ବିଜେପି ରୁ ଯାଇଛି ( ବିଧାୟକ ହେଉ ବା ସାଂସଦ ହେଉ) ସେ ସବୁ ଦିନ ପାଇଁ ରାଜନୀତି ରୁ ଗଲା। ଏହା ପାଠ କରା ଯାଉଛି । 2. ମୁଁ ଶୁଣିବାକୁ ପାଇଛି ମୁନା ଖାଁ ବିଜେପି କୁ ଡିଆଁ ମାରିବେ।

  • @durgaprasadsamantaray7084
    @durgaprasadsamantaray7084 2 часа назад +1

    ଯିଏ ଅନ୍ୟକୁ ଏକ ଅଙ୍ଗୁଳି ନିର୍ଦ୍ଦେଶ କରେ, ନିଜ ପଟକୁ ଯେ ଚାରୋଟି ଅଙ୍ଗୁଳି ଦେଖାଉଥାଏ,ଏହା ଭୂଲି ଜାଇଥାଏ।

  • @samarmohapatra-jr3ne
    @samarmohapatra-jr3ne Час назад +1

    ଗଣତନ୍ତ୍ର ଇତିହାସରେ ପ୍ରାୟ ପ୍ରଥମ ଘଟଣା ହେବ ଓଡିଶାରେ କେତେଜଣ ସରକାରୀ କର୍ମଚାରୀ ରାଜନୈତିକ ନେତାମାନଙ୍କୁ ନିର୍ବାଚନବେଳେ ଟିକଟ ବାଣ୍ଟିବା, ପ୍ରତକ୍ଷ୍ୟ ରାଜନୀତି କରିବା, ଶାସନକୁ ନିଜ କବଜାକୁ ନେଇ ସବୁ ବିଭାଗକୁ ଅକ୍ତିଆର କରିବା, ଇତ୍ୟାଦି ଇତ୍ୟାଦି....

  • @SasmitaSamal-hi2zi
    @SasmitaSamal-hi2zi Час назад +1

    BJP also loss if B jP Govt. Will not take action against kute,Asish sing and pandian
    People of odisha must give a lesson to BJP.

  • @BulakiSwain-n4c
    @BulakiSwain-n4c 2 часа назад +3

    ମୁନା ଭାଇ ମନେ ମନେ ଗୁଡ ଖାଅ,୨୦୨୫ଶେଷ ବେଳକୁ ବିଜେଡି ଆଉ ନଥବ।

  • @satishchandrabehera7291
    @satishchandrabehera7291 2 часа назад +3

    ବୁଝି ହେଉନି କିଶ କିଶ ଏଠି ଚାଲିଛି।
    ପୁଣି କିଏ ଯେ କେତେବେଳେ କିଶ କହୁଛି।।
    ନବୀନ ଦାସ ମହାଶୟ ବୁଝିଛନ୍ତି କିଛି।
    ତେଣୁ ତାଙ୍କ କଥା ଶୁଣିବାକୁ ମନ ବଳୁଛି।।

  • @maheswarparihari5189
    @maheswarparihari5189 39 минут назад

    ବିଜେଡି ଦଳ ଏପରି ଅବସ୍ଥାରେ ପହଞ୍ଚି ଗଲା ଯେ ବାବୁ ରାଜ ସରି ଗଲା ପରେ ଚାକରଙ୍କ ରାଜ ଆରମ୍ଭ ହେବାକୁ ଯାଉଛି।

  • @chandipadapanda4707
    @chandipadapanda4707 4 минуты назад

    ନବୀନ ଶାସନ ଓ ନବୀନ ନିବାସ ଥିଲା ସ୍ବର୍ଣ୍ଣ ମନ୍ଦିର ସଦୃଶ ଓ ସେଠାରେ ଶାସନ କଳ,ଶାସକ ଦଳ ଓ ବଳ ସମସ୍ତେ ' କର ସେବା' ମନ୍ତ୍ର ରେ ଦୀକ୍ଷିତ ହୋଇ କାର୍ଯ୍ଯ ନିର୍ବାହ ବିନା ପ୍ରତିବାଦରେ କରି ଚାଲିଥିଲେ ।

  • @dr.purnendutripathy5263
    @dr.purnendutripathy5263 Час назад

    ଆଜ୍ଞା ଅଶିକ୍ଷିତ ଅସଭ୍ୟ ଲୋକଙ୍କ ସମ୍ପର୍କରେ ଆଲୋଚନା ଉଚିତ ନୁହେଁ।ମୁନ୍ନା ଖାଁ ର ଯୋଗ୍ୟତା କ'ଣ?

  • @MarutiEntertainment5241
    @MarutiEntertainment5241 2 часа назад +1

    Jay shree jagarnath

  • @Jagannath-oc9ht
    @Jagannath-oc9ht Час назад

    JAI JAI SHREE JAGANNATH

  • @manaswinisahoo6357
    @manaswinisahoo6357 32 минуты назад

    ପାଗଳଙ୍କ ପ୍ରଳାପ

  • @RanjanKumarKandy
    @RanjanKumarKandy Час назад

    Happy Diwali 🎇

  • @sop828
    @sop828 2 часа назад +1

    Muna Khan Is Helpless No Alternate.

  • @santoshbiswal6256
    @santoshbiswal6256 Час назад +1

    Muna khan pagalara pralap karuchhanti.

  • @yudhisthiraswain
    @yudhisthiraswain 2 часа назад +1

    Happy diwali 🪔🪔🪔🪔

  • @santoshbiswal6256
    @santoshbiswal6256 Час назад +1

    Sir pranam.apan thik kahile. Bjd sesa hebakujauchi....

  • @sop828
    @sop828 2 часа назад

    Nabeena Coming 😅
    GO > WENT > GONE 🍷

  • @susantasahoo9544
    @susantasahoo9544 Час назад

    ମୁନା ଖାଁ ଜଣେ ବିକୃତ ଚିନ୍ତାଧାରାର ଅଭିନେତା ଓ ପରେ ନେତା /ନବୀନ ପଟ୍ଟନାୟକ ଜଣେ କୁଛିତ, ଅହଙ୍କାରୀ, ପଛ ପଟରୁ ଛୁରୀ ଭୁସି ପାରୁଥିବା ଅକର୍ମା /ନିକର୍ମା ନେତା, ଯିଏ ପରଦ୍ଵାରା ରାଜ୍ୟ ରାଜସ୍ବ ଲୁଟ କରି ତା ମଧ୍ୟରୁ ସିଂହଭାଗ ନିଜେନେଇ ପାରୁଥିବା ମୁଖ୍ୟମନ୍ତ୍ରୀ ଥିଲେ /

  • @trilochanpatnaik6321
    @trilochanpatnaik6321 7 минут назад

    BJD ବାଲା ଙ୍କ ପାଗଳର ପ୍ରଳାପ। ପାଗଳ ମାନେ ବହୁ ପ୍ରକାର କଥା କହିବା ଅସମ୍ଭବ ନୁହେଁ।

  • @padarbindasamal4365
    @padarbindasamal4365 2 часа назад

    Why has there been no action taken against these 2 IPS to date? It is simply a joke going on in our state.

  • @purnachandrapadhi2449
    @purnachandrapadhi2449 Час назад

    ଦାଶ ମହାଶୟ, ସୁନା ବନ୍ଧକ ରୁ ବହୁ ଆଗରୁ ମୁକୁଳା ଯାଇଥିଲା । କିନ୍ତୁ କିଛି ଆନ୍ତର୍ଜାତୀୟ ଆର୍ଥିକ ସୁବିଧା ପାଇଁ bank of ଇଂଲଣ୍ଡ ରେ ସେ ସୁନା ରଖା ଯାଇଥିଲା । ବର୍ତମାନ ସୁଦ୍ଧା ଆହୁରି କିଛି ସୁନା ସେଠାରେ ଅଛି । ଆଶା କରାଯାଏ ଏପରି ଅଧା ଅଧୁରା ତଥ୍ୟ ପରିବେଷଣ କରନ୍ତୁ ନାହିଁ । କେବଳ ଭାରତ ନୁହଁ ଅନ୍ୟାନ୍ୟ ବହୁ ଦେଶ ମଧ୍ୟ ସେଠାରେ ସୁନା ରଖିଛନ୍ତି ।

  • @pramodapradhan9257
    @pramodapradhan9257 59 минут назад

    ମୁନା ଖାଁ ଓ ରୁଷି ସାମନ୍ତରାୟ ଏମାନେ କୋଉ ଯୋଗ୍ୟତା ବଳରେ ରାଜ୍ୟସଭା ର ସଦସ୍ୟ ହୋଇଛନ୍ତି ଲୋକ ଜାଣନ୍ତି ଏମାନଙ୍କ ଯୋଗ୍ୟତା ହେଲା ପାଣ୍ଡୁ ଚରଣ ବନ୍ଦନା କଣ କରିବେ ବନ୍ଦନା ନକଲେ କିକ ଖାଇବେ ତେଣୁ ବିଳିବିଳେଉ ଛନ୍ତି

  • @MIS_Training
    @MIS_Training 2 часа назад

    Our voters have short memory hence hope near to panchayat election there will be action

  • @pkp4793
    @pkp4793 Час назад

    ବାରୁଦ ଗୋଳା ଉପରେ ବିଜେଡି।କେବେ ନିଆଁ ଲଗେଇବ ବିଜେପି ଦେଖିବାକୁ ବାକି ରହିଲା ।😊

  • @chittaranjansatapathy1589
    @chittaranjansatapathy1589 2 часа назад +1

    Sunanda emananka namare mangani mokadama kariba katha. E C I nku bahu dhanyavaad. Odisha banchigala.

  • @l.p.rajguru1681
    @l.p.rajguru1681 2 часа назад +4

    ମୁନା ଖାଁ ଗୋଟେ ନେତା ନା ଅସରପା ଗୋଟେ ଚଢେଇ,ସେତ ଅଭିନୟରେ ଫ୍ଲପ୍ ଆଉ ନିଜେ ତ ସରପଂଚ ହେବା ପାଇଁ ଯୋଗ୍ୟ ନୁହଁ,ସେ ବୋଧେ ଆଣ୍ଟିଡିଫେକ୍ସନ ଲ ଉପରେ ବୋଧେ ଗ୍ୟାନ କମ୍

  • @PurnenduSarangi
    @PurnenduSarangi 2 часа назад

    ନିଶା ର ପ୍ରଳାପ BJD କୁ ଘାରିଛି।

  • @aksahoo346
    @aksahoo346 Час назад +1

    Bjd neta. 4 masare bachalami. 4. Barsa belaku. Pagala. 5barsa belaku mula thiba hele Patra nathiba kebala thiba. Patra bihina gachha. Kintu bjp ku loka jouthilagi vote deithile. Sethire bjp 100 % biffala hoichi tenu. Bjp jadi ahivali vabe 5 barsa sasan karibaku manastha karitha a tahele bjp dala. Thiba kintu chhapara nathiba aha hni 100 % heba jay jaganath

  • @BiswaPradhan-qy5vc
    @BiswaPradhan-qy5vc 2 часа назад

    ମୁନା ଖାନ କେତେବେଳେ ଯାଇ ବିଜେପି ରେ ମିଶି ପାରେ

  • @manojsarangi4596
    @manojsarangi4596 Час назад

    Please talk about Budhia episode during Pramila Mallick period.

  • @babitaswain571
    @babitaswain571 2 часа назад +1

    ଆଉ କୋଉ party ଥିଲେ ସେଥିରୁ ଆଣି ସରକାର ଗଢନ୍ତୁ।

  • @rajendrajena6915
    @rajendrajena6915 2 часа назад

    Pranaam Sir ❤❤

  • @kshirodmoharana2702
    @kshirodmoharana2702 Час назад

    Actually BJD ra loka priyata nathila ki nahi. BJD officer nku use karinathile bahut purbaru harijaithanta

  • @AntaryamiKhamari-z2g
    @AntaryamiKhamari-z2g Час назад

    ବିଜେଡି ଭୁଝିଯିବାକଥା ଗଛ ରୁ ପତ୍ର ସବୁ ଖସି ଯିବ ଏକା ନବୀନ ଥିବେ ସମୟ ଆସିଲେ ପାଣ୍ଡୁ ବିଜେପି ରେ ମିଶିଯିବେ

  • @rajyabardhandhalmahapatra1631
    @rajyabardhandhalmahapatra1631 Час назад

    BJD is not in intellectual poverty but in intellectual bankruptcy.

  • @banditabarik2872
    @banditabarik2872 36 минут назад

    Happy Diwali to all.Very interesting video.. Mohan sarkar kebe CBI, ED dwara tadanta kari drudh karyanusthan grahan karibe ae officers mana nku ?Ta sahit Neta, Mantri nku kebe tadanta karajib?

  • @mahendranayak5320
    @mahendranayak5320 2 часа назад

    102 tons of gold brought back to Bharat not 1.1 ton.

  • @rameshpradhan8772
    @rameshpradhan8772 4 минуты назад

    କୁଟେ ନୁହ, କୂତ୍ତା ବା ନବୀନ ବାବୁଙ୍କ ପାଦ ଚଟା କୁକୁର ।

  • @satyadas6658
    @satyadas6658 Час назад

    Pandian fobia

  • @lalatenduparida6198
    @lalatenduparida6198 2 часа назад +2

    Jay Jagannath🙏🙏🙏

  • @dilipdeep9
    @dilipdeep9 2 часа назад

    congress better ....

  • @sujeetpanda-m9b
    @sujeetpanda-m9b 36 минут назад

    Bari Ray sangathana biswa ra thila sunanda ra nathila

  • @arabindabehura4181
    @arabindabehura4181 Час назад

    Kehi nahanti pandian ta achi.

  • @SasmitaSamal-hi2zi
    @SasmitaSamal-hi2zi Час назад

    Muna khan Banda Janichi.Se Gandimari khai janichi.

  • @artatranatripathy7618
    @artatranatripathy7618 48 минут назад

    Budijiba

  • @drpanda9462
    @drpanda9462 Час назад

    Please don't tell KHOSAMAIA STATEMENT.rather tell the public interested news.

  • @santoshpurohit8540
    @santoshpurohit8540 42 минуты назад

    Namaskar 🙏Subh Depawali...,Jau mane, tickets ra asayi thile , ticket na paiba pare Majhi Rasta re semane karuthile Eei 2 Jana hi ticket dau thile....kichi nua nuha

  • @AmiyaKumarSahoo-u3s
    @AmiyaKumarSahoo-u3s Час назад

    ସାର ଆପଣ ଙ୍କ ଉପସ୍ଥାପନା ଉଚ୍ଚକୋଟୀର ସାର ଆପଣ ଙ୍କୁ ଅନୁରୋଧ ଆପଣ subject change କରନ୍ତୁ, ଖାଲି ପାଣ୍ଡିଆନ, ବିଜେଡି, ନବୀନ, ବବି ଶୁଣି ଶୁଣି ଆଉ ଭଲ ଲାଗୁନି,

  • @sujeetpanda-m9b
    @sujeetpanda-m9b Час назад

    Ketay tela marucha modi and bjp govt ku finance bishayare kichi janaachi?

  • @saratbiswal9258
    @saratbiswal9258 49 минут назад

    Nothing is impossible in politics,In 24 years BJD having some 2000 cr ,If BJD want to purchase MLA from others parties by paying some cores they will resign & fresh election will go in favour of BJD.But one thing you have pointed out BJD having Saha fear of CBI & ED,But central government is unstable government,BJP is minority government it is running by the mercy of Naidu& Paltu cha cha.

  • @nilamanipradhan2382
    @nilamanipradhan2382 2 часа назад

    Happy diwali to nirbhaya gumarkatha muna khan gote faltu neta sia any ku kahuchhi sia thate nirbachan ladhi nijar oukat dekhau

  • @basantapattnaik7812
    @basantapattnaik7812 3 часа назад

    ସାର ପ୍ରଣାମ 🙏🌹

  • @bijoyketanacharya8921
    @bijoyketanacharya8921 2 часа назад +1

    Mohan Sarkar nka five years sarijiba,Kintau kichi action hebanahin.

  • @JajatiAcharya
    @JajatiAcharya Час назад

    Agaru jaha thila Abe bi seia

  • @debasispadhi504
    @debasispadhi504 2 часа назад

  • @sudarsannayak356
    @sudarsannayak356 3 часа назад

    1st❤❤❤

  • @govindab4089
    @govindab4089 2 часа назад

    Muna khan gote bola kara, bag buha.. Pandian goda ghasa. Seta kan kahiba?

  • @AnnapurnaBaliarsingh-ny7tf
    @AnnapurnaBaliarsingh-ny7tf 2 часа назад +1

    Mohan sir nija sahi ku Jai Dipabali palan karichhanti nije. Madal bajaile sangare khaile, au yatharu bada katha kana achhi ? Emiti c.m. ame kebe dekhinu .

  • @Indo-Hindi
    @Indo-Hindi 2 часа назад

    Bandhaka suna 4-5 year vitare mukula haechi

  • @pradipkumarbiswal3366
    @pradipkumarbiswal3366 Час назад

    Muna Khan na Banda khan.magiha pathan ta

  • @Indo-Hindi
    @Indo-Hindi 2 часа назад

    Aeha bandhaka suna nuhe . Ae suna Britain bank re locker thila security karana ru. Ukraine Russian war ru bharat sikhya paeki , suna india ku return ana gala

  • @drpanda9462
    @drpanda9462 Час назад

    You have no public interest news except BJP and BJP.

  • @haribandhutripathy642
    @haribandhutripathy642 2 часа назад

    Pana khaki asibe

  • @supriyasahoo4400
    @supriyasahoo4400 2 часа назад

    Modi raj re sabu sambhab
    Hindu rastra au Hindu mananka akata kabe haba

  • @AnnapurnaBaliarsingh-ny7tf
    @AnnapurnaBaliarsingh-ny7tf 2 часа назад

    Sir namaskar . Eita Mungeri lal thia re Swapna dekhila bhali katha .

  • @bijaykumarmishra7689
    @bijaykumarmishra7689 2 часа назад

    I wish happy Deepawali to my Nirbhaya family Sir sathie mahan ghio haba tau Radha nachibo BJD Bala nk pralap

  • @sibaprasaddash4386
    @sibaprasaddash4386 2 часа назад

    Bjp jumula sarkar. They have no committment.

  • @satyadas6658
    @satyadas6658 Час назад

    Jhanjapita sambadik