ପୁରୀ ଗଜପତି ପାଣ୍ଡିଆନର ଗୁମାସ୍ତା ହୋଇ ବୁଲେଇଲେ, ସୁରେଶ ମହାପାତ୍ର ପାଇଁ ଜଗନ୍ନାଥ ମନ୍ଦିର ବର୍ବାଦ ହୋଇଯାଇଛି l

Поделиться
HTML-код
  • Опубликовано: 4 фев 2025

Комментарии • 606

  • @99Boss328
    @99Boss328 3 месяца назад +144

    ଡେରି ରେ ହଉ ପଛେ ଓଡ଼ିଶା ଲୋକ ମାନେ ଜାଣିଲେ ।
    Thank u Focus plus and Sudhansu vai jagannatha mangala karantu ଆପଣଙ୍କର

    • @tapangamer2013
      @tapangamer2013 3 месяца назад +5

      Jumlabjp ok 😂😂😂😂😂😂😂😂😂😂😂😂😂😂😂😂😂😂😂

    • @latsaheb1947
      @latsaheb1947 3 месяца назад

      ତୁମେ ମାନେ ଜାଣିଶୁଣି ଅନ୍ୟାୟ କୁ ପ୍ରଶୟ ଦେଇଥିବାରୁ ଅଧିକ ଦୋଷୀ, ପଛରେ କଣ ପାଇଁ ଭାଡୁଆ ଭଳିଆ କହୁଛ? ତମ କଥା ସତ କି ମିଛ ତା ର କିଛି ଗ୍ୟାରେଣ୍ଟି ଅଛି

    • @jrvijay2437
      @jrvijay2437 3 месяца назад

      ​@@tapangamer2013arrey bjd chatu ki re 😂😂😂

    • @prabinakumaracharya7842
      @prabinakumaracharya7842 3 месяца назад +3

      Bbjd right

  • @ManoranjanP-i8c
    @ManoranjanP-i8c 3 месяца назад +114

    ଜଗୁନ ମହାପାତ୍ର ଜଗନ୍ନାଥଙ୍କର କଳଙ୍କିତ ସେବକ ।

  • @manojjena1903
    @manojjena1903 3 месяца назад +102

    ବର୍ଷା ଯୁଆଡ଼େ ଛତା ସିଆଡେ, ଏ ବାବୁ ସେମିତି

    • @KhokaMohanty
      @KhokaMohanty 3 месяца назад +1

      Correct. Correct. 100% correct. BJD jaha Karu, BJP jaha Karu, iye kintu 💯 juaade barshaa siyaade chhattaa..

    • @rajarout1993official
      @rajarout1993official 3 месяца назад +1

      Sethi pain Construction company ro share Holder ...

  • @jagadanandadas207
    @jagadanandadas207 3 месяца назад +39

    ହଇରେ ଜଗୁନି ଗଜପତି ଙ୍କ ପରିସ୍ରା କୁ ସରିହେବ,ବହୁତ ତମର ଅହଙ୍କାର Jagannath ସହିବନି

    • @KhokaMohanty
      @KhokaMohanty 3 месяца назад +1

      Correct.💯

    • @prasantsethi2066
      @prasantsethi2066 3 месяца назад

      Are biya pua raja ta gote manisha.tame sala gote gote kukira

    • @bibhutimuduli2318
      @bibhutimuduli2318 2 месяца назад +1

      ଜଗୁନୁ ଠିକ୍ କହିଛନ୍ତି

  • @krameshchPatra
    @krameshchPatra 3 месяца назад +65

    ଜଗୁନି ଦାଶ ମହାପାତ୍ର ଜଣେ ସୁବିଧା ବାଦି ସେବକ

  • @laxmidhartripathy9687
    @laxmidhartripathy9687 3 месяца назад +95

    ଧନ୍ୟବାଦ ଜଗୁନି ଭାଇନା ।
    ବିଳମ୍ବରେ ହେଲେ ଆପଣ ନିର୍ଭିକତା ପ୍ରକାଶ କରି ସତ୍ଯ କହିଛନ୍ତି ।
    ଦୁଃଖର କଥା , ଆପଣମାନଙ୍କ ପରି ବରିଷ୍ଠ ସେବାୟତ ଥାଉ ଥାଉ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଭିତରେ ରାଜନୀତି ପ୍ରବେଶ କରିଗଲା ।
    ଆଉ ଯେଉଁ ନେତା ଓ କର୍ମଚାରୀ ଠାକୁରଙ୍କର ମନ୍ଦିର ର ପୁରାତନ ପ୍ରଥା ଭାଙ୍ଗି ବିଭିନ୍ନ କାଳେଙ୍କାରୀ କଲେ ସେଥିରେ ଆପଣଙ୍କ ସେବାୟତମାନେ ଭାଗନେଇଥିଲେ କାହିଁକି ?
    ମନ୍ଦିର , ଠାକୁର ଓ ଦର୍ଶନାର୍ଥିମାନଙ୍କ ମଧ୍ଯରେ ଆପଣମାନେ ବିଭ୍ରାଟ ସୃଷ୍ଟି କରନ୍ତୁ ନାହିଁ ।

    • @somanathswain4229
      @somanathswain4229 3 месяца назад +4

      Aagayan apana kahile dhanyabad jaguni Bhai ... And athi pai b dhanyabad janantu j bramhaparibartan ra video b viral hela ... Aita b gote apriya satya

    • @SandeepSharma-f4u
      @SandeepSharma-f4u 3 месяца назад

      Jaguni magiha to bouku gehideichi ki

    • @KhokaMohanty
      @KhokaMohanty 3 месяца назад +1

      Puraa subidhaabaadi loka te. Gajapati nku aaniki question Kari thaante, eyi qstns Kari thaante, loka pasand Kari thaante session taa ku.

    • @pratapmoharana9918
      @pratapmoharana9918 3 месяца назад +2

      ଏହା ନିର୍ଭୀକତା ନୁହେଁ ବରଂ ଚାଟୁକାରତା l

  • @santoshkumarmishra2620
    @santoshkumarmishra2620 3 месяца назад +58

    ବିଜେଡି ଶାସନ ସମୟରେ ପାଟି ଫିଟୁନଥିଲା. ଶାସନ ଚାଲିଯିବାପରେ କୁକୁରମାନଙ୍କର ଭୁକିବା ବଢିଯାଇଛି. ଏବେ ବିଜେପି ସରକାର ଚାଲିଛି. ତେଣୁ ନିଜ ର ସ୍ବାର୍ଥପାଇଁ କିଛି ବିଜେଡି ଚାକର ଚାକର ବିଜେପିରେ ମିଶିଗଲେଣି.

    • @rakeshpatra73
      @rakeshpatra73 3 месяца назад +2

      Tu kaha chakara re

    • @kanhadalei6752
      @kanhadalei6752 3 месяца назад

      କକୁର ଭୁକିବା ପାଇଁ ପଇସା ପଡୁନି, ଏଶଳା ଦାରୁ ଛେଦନ ସମୟରେ ବହୁତ୍ ଟଙ୍କା ଲୁଟିଛି। ଆଜି ସତୀ ଦେଖେଇ ହଉଛି, ପରିକ୍ରମା ପ୍ରକଳ୍ପ ପାଇଁ ବୁଝାମଣା କରିବାକୁ ଅନୁରୋଧ ଏଇ ଟାଉଟର କରୁଥିଲା।

  • @AshokSingh-qf7rc
    @AshokSingh-qf7rc 3 месяца назад +41

    ଜଗୁନି ଭାଇ ବତୀ ପେଲା ବାଡ଼ଗ୍ରାହୀ

  • @brajabandhumohanty3905
    @brajabandhumohanty3905 3 месяца назад +119

    ଅରୁଣ ସାହୁ ଯଦି ପ୍ରଭୁଙ୍କ ପଲଙ୍କରେ ସତରେ ଶୋଇଥିବ ସେ ଜୀବନ୍ତ ଦଗଧ ହେବ।ତାବ°ଶରେ କେହି ରହିବେନି | ଏହା ଅଭି ସାପନୁହେଁ,ଅର୍ଜିଲା କର୍ମର ଫଳ |

    • @antaryamipanda3021
      @antaryamipanda3021 3 месяца назад +8

      Aruna na se ghusuri m se nichay bhogiba danda

    • @jagannathpatnaik8409
      @jagannathpatnaik8409 3 месяца назад +2

      ଏମିତି ହୋଇନାହିଁ,ଏଠି ରାଜନୀତି ର ଭାଷା କହୃଛନ୍ତି ଜଗୁନୀ ଯଦି ଏହା ସତ ଜଗୁଆଳୀ ଏହାକୁ ବିରୋଧ କଲେ ନି କାହିଁକି।

  • @saineshree
    @saineshree 3 месяца назад +13

    ଯେଉଁ ଦେଶରେ ରାଷ୍ଟ୍ରପତି ଆଦିବାସୀ,
    ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବି ଆଦିବାସୀ
    ଆଉ ଯଦି ସେହି ଦେଶରେ ଥିବା ଆଦିବାସୀ ଖାଦ୍ୟ ଅଭାବରେ ଅଖାଦ୍ୟ ଖାଇ ମୃତ୍ୟୁର ଶିକାର ହେବେ, ତାହେଲେ ସେହି ଦେଶ କିମ୍ବା ରାଜ୍ୟ କେତେ ଉର୍ନତି କରୁଛି ତାହା ଅନ୍ଧ ଭକ୍ତ ହିଁ କହିପାରିବେ। 🙏

    • @kambaskabehera3765
      @kambaskabehera3765 3 месяца назад +2

      Really it is high time these people think...?

    • @devdilwale6166
      @devdilwale6166 3 месяца назад

      Are 24 ବର୍ଷ kiea ଶାସନ କରୁଥିଲା..... କଣ ଆଗରୁ ଲୋକ ଭୋକିଲା ନ ଥିଲେ.... Mg... ଗେଣ୍ଡାଳିଆ ତୁ ପାଗଳ ହୋଇ ଗଲୁ.... କଣ କହୁଛୁ mg..... ପ୍ରେସିଡେଣ୍ଟ st..... Mg ତୁ ବଡ ଜାତି ହୋଇ କଣ ବାଣ୍ଡ ଟେକି ଦେଇଛୁ

    • @manassethy7008
      @manassethy7008 3 месяца назад +1

      Right 😊

    • @dipuswain4084
      @dipuswain4084 2 месяца назад

      Brahman b bhokare maruchanti

    • @srikantnayak3149
      @srikantnayak3149 2 месяца назад

      Right

  • @patkuranews9828
    @patkuranews9828 3 месяца назад +24

    ସେ କଣ ହେଇଥିଲା ଏବେ କଣ ହଉଚି ସେ କଥା ଛାଡ।
    ଅହଙ୍କାର ବିଜେଡି ର ଯେତିକି ଜଗୁନି ମହାପାତ୍ର ର ବି କମ୍ ନୁହଁ।
    ରାଜନୀତି ସେତେବେଳେ ବି ଶ୍ରୀମନ୍ଦିର ଭିତରେ ଥିଲା ଏବେବି ରହିବ। ଜଗୁନୀ ମହାପାତ୍ର ଏକଧାରାରେ ଜଣେ ସିଆଣିଆ ଅହଙ୍କାରୀ ଆଉ ସୁବିଧାବାଦୀ ବ୍ୟକ୍ତି।
    ଜଗନ୍ନାଥଙ୍କ ଆଢ଼ୁଆଳରେ ଏ ଲୋକ କାହାକୁ ଖାତିର କରେନି କି ସମ୍ମାନ ଦିଏନି। ସେ ଗଜପତି ହୁଅନ୍ତୁ କି ଶଙ୍କରାଚାର୍ଯ୍ୟ।

  • @kalandicharantripathy3316
    @kalandicharantripathy3316 3 месяца назад +23

    ଗଜପତି ଙ୍କୁ ଗୁମାସ୍ତା କହିବା ଲଜ୍ଜା ଜନକ

  • @binayamohanty9426
    @binayamohanty9426 3 месяца назад +41

    ଜଗୁନି ଟାଉଟର
    ତା ଇତିହାସ ମୋତେ ଜଣା।
    ଏମାର ମଠ ରୁ କେତେଗୋଟି ସୁନା ଇଟା ନେଇଛି ସେ ଇତିହାସ ଗଜପତି ଙ୍କୁ ଜଣା।
    ସେ ଶଳା କୁ ଠାକୁର ଠିକଣା ଜବାବ୍ ଦେବେ।
    ଠାକୁରଙ୍କ ନାମରେ ମିଛ କହି ବଙ୍ଗାଳୀକୁ ଲୁଟିଛି।ଅଧିକ ଗପୁଛି।

  • @AshokSingh-qf7rc
    @AshokSingh-qf7rc 3 месяца назад +36

    ସରକାର ଯୁଆଡେ 7:44 7:44 ବାଡ଼ଗ୍ରାହୀ ସିଆଡେ

  • @manoharsahoo650
    @manoharsahoo650 2 месяца назад +2

    ଗଜପତି ମହାରାଜା ଙ୍କୁ ଏପରି ଆରୋପ ଅତ୍ୟନ୍ତ ନିନ୍ଦନୀୟ ... ଲଜ୍ଜାଜନକ ... ଏହା ପୁଣି ସୋସିଆଲ୍ ମିଡିଆରେ ... ଜଗନ୍ନାଥଙ୍କ ବାଡ଼ଗ୍ରାହୀଙ୍କ ମୁହଁରେ ଏହା ବିଲକୁଲ ଶୋଭା ପାଉନାହିଁ ...
    ଜୟ ଜଗନ୍ନାଥ 🙏

  • @GaneswarNayak-e6j
    @GaneswarNayak-e6j 3 месяца назад +29

    ଏ ଜଗୁନି ବାବୁ ଜଣେ ମହାଭଣ୍ଡ, ରଙ୍ଗ ବଦଳଉ ଥିବା ଏଣ୍ଡୁଅ , ପଇସା ପାଇଁ ଏ ଭଣ୍ଡ ସବୁ କିଛି କରି ପାରନ୍ତି , ମମତାଜ୍ ବେଗମ୍ ଘରେ ପୂଜାକରି ଲଞ୍ଚ କରନ୍ତି। ଜୟ ଶ୍ରୀ ଜଗନ୍ନାଥ, ଚକା ଆଖି ସବୁ ଦେଖୁଛି,🙏🙏🙏🙏🙏🚩🚩🚩🚩🚩

    • @gopabandhubehera453
      @gopabandhubehera453 3 месяца назад

      ଠିକ୍ ଠିକକହିଛ ଭାଇ ଏଶଳାକୁ କିଏ ପାଞ୍ଚ ଲକ୍ଷ ଟଙ୍କା ଜଦି ଦେଇଦବ ସେ ମୁସଲମାନ ହେଇଥିଲେ ମଧ ତା ଦୁଆରେ ଜାଇକି ଅଧିଆ ପଡିବ ଏଶଳା ଟଙ୍କା ପିଇଁ ସବୁକିଛି କରିପାରିବ

  • @kalandinayak463
    @kalandinayak463 3 месяца назад +14

    I love focus

  • @RamanaSisa333
    @RamanaSisa333 3 месяца назад +18

    ସାମ୍ବାଦିକ ମହାଶୟ ଜଗୁନି ପଣ୍ଡା ମହାଶୟ ଙ୍କୁ ପଚାରନ୍ତୁ ସରକାର ଚାରି ଦ୍ଵାର ଖୋଲିଦେଲେ ରନ୍ତନ୍ ଭଣ୍ଡାର ଖୋଲି ଦେଲେ କିନ୍ତୁ ରନ୍ତନ ଭଣ୍ଡାର ରେ କଉ କଉ ରାନ୍ତନ୍ ରହିଛି ତାର ଗଣନା କେତେ ବର୍ଷ ପରେ ଗଣନା କରିବେ l ଚାଇ ଦ୍ଵାର ଖୋଲିଲେ ପୁଣି କାହିଁକି ବନ୍ଦକରିଦେଲେ ତାହା ମଧ୍ୟ ଗଣ ମାଧ୍ୟମ ରେ ପ୍ରଚାର କଲେ ଭଲ ହୋଇ ଥାନ୍ତା l

  • @KalpataruMahunta
    @KalpataruMahunta 3 месяца назад +17

    I love you ❤❤focus

  • @ashokpattanayak9963
    @ashokpattanayak9963 3 месяца назад +4

    ଜଗୁନି ସ୍ୱାଇଁ ମହାପାତ୍ର ର ଜଗନ୍ନାଥଙ୍କୁ ସେବା କମ୍ ଗାଲୁଆମି ଅଧିକ 😡😡😡

  • @AbhimanyuPattayat
    @AbhimanyuPattayat 3 месяца назад +8

    ଜୟ ଜଗନ୍ନାଥ 🙏🚩🙏🙏🙏

  • @subashchandradas7781
    @subashchandradas7781 3 месяца назад +25

    Congratulations focus plus first episode I am seen

  • @sankarprasadsahu9225
    @sankarprasadsahu9225 3 месяца назад +72

    ସୁଧାଂଶୁ ଭାଇ ତୋତେ 100ସାଲାମ 🙏🏼🙏🏼

  • @gobindajena6521
    @gobindajena6521 3 месяца назад +6

    ନମସ୍କାର ଆଜ୍ଞମା ନେ, ସେବକ ମାନଙ୍କର ଦୌର।ତ୍ମ୍ୟରେ ଜଗନ୍ନାଥ ଅତିଷ୍ଠ । ସୁରେଶ ମହାପାତ୍ର ଜଣେ ଅତି ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି। ସେବକ ମାନେ ଅନେକ ସମୟରେ ଠାକୁରଙ୍କ ନୀତି ବନ୍ଦ କରୁ ଛନ୍ତି,କେତେଦୂର ଠିକ୍ ?

  • @Abhijeetkar143
    @Abhijeetkar143 3 месяца назад +2

    ବାବୁ ସୁଧାଂଶୁ ରାଉତ ଭାଇ ଆମ ସଂସ୍କୃତିରେ ହାତ ଯୋଡ଼ି ଜୟ ଜଗନ୍ନାଥ କୁହାଯାଏ, ଏବଂ ହାତ ଯୋଡ଼ି ହିଁ ନମସ୍କାର କରାଯାଏ , ମୋର ଅନୁରୋଧ ଏହାକୁ ମୋନେ ରଖିବେ ଆଗାମୀ ଏପିଶୋଡରେ 🙏

  • @NirakarBiswal-zg4tn
    @NirakarBiswal-zg4tn 3 месяца назад +13

    ସେତେବେଳେ ପାଟି ଖୋଲୁନଥିଲା କୋଉ କଥାରେ ।ନୀତି ଡେରି କରୁଥିଲେ ପାଣ୍ଡିଆନ ପାଇଁ ଅବିକା ଫୁଟାଣି ଗପ ।

  • @kabipatra7396
    @kabipatra7396 3 месяца назад +2

    ସୁରେଶ ମହାପାତ୍ର ଏଡ଼େ ହାରମି ଥିଲା

  • @bikramkesharidas3917
    @bikramkesharidas3917 3 месяца назад +7

    ଏ ସାମ୍ବାଦିକଙ୍କ ଖାଲି ପୁରୁଣା କଥା ଆଲୋଚନା। ରାଜ୍ୟର କେତେ ପ୍ରସଙ୍ଗ ଅଛି ।ତାହା କାହିଁକି ଆଲୋଚନା ହେଉନି।

  • @ramachandrapanipani7424
    @ramachandrapanipani7424 3 месяца назад +7

    ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଠାକୁର ରାଜା ଦିବ୍ୟସିଂହ ଦେବଙ୍କୁ ପାଣ୍ଡିଆନଙ୍କ ଗୁମାସ୍ତା ହୋଇଥିଲେ ବୋଲି କହିଲେ । ରାଜା ଏହା ଶୁଣୁଛନ୍ତି ତ ?

  • @amiyakumaracharya1897
    @amiyakumaracharya1897 3 месяца назад +17

    ପାଣ୍ଡିଆନ ପୁରୀ ଶ୍ରୀ ମନ୍ଦିର ଚାରିପଟ ଯେଉଁ ବିକାଶ କରିଛନ୍ତି . ତାକୁ କେହି ସ୍ବପ୍ନ ରେ ବି ଭାବି ନଥିଲେ .ଏତେ ସୁନ୍ଦର ଚଉଡା ରାସ୍ତା ଆଉ ବସିବାକୁ ପଥର ଚୌକି କେହି ଏମିତି ଭାବି ନଥିଲେ. ପୂର୍ବରୁ ମନ୍ଦିର ଚାରିପାଖ କୁ ଉଠା ଦୋକାନୀ କବ୍ଜା କରି ଗହଳି କରୁଥିଲେ .ଯିବା ଆସିବା କରିବା ବହୁତ ଅସୁବିଧା ହେଉଥିଲା . କିନ୍ତୁ ଏବେ ବୋହୂଟି ସୁବିଧା ହେଇଚି କେବଳ ପାଣ୍ଡିଆନ ପ୍ରଚେଷ୍ଟା ରେ . ନବୀନ ସାର ଦୀର୍ଘ ୨୫ ବର୍ଷ ଶାସନ ଦାଇତ୍ୱ ରେ ରହିକି ବି ଏତିକି ଭାବି ନଥିଲେ.. ଜଣଙ୍କୁ ଖରାପ କହିବା ପୂର୍ବରୁ ସେ କରି ଯାଇଥିବା ଭଲ କାମ ଗୁଡିକ ଦେଖ ତା ପରେ କହିବ. ବାହାରୁ ଆସୁଥିବା ଭକ୍ତ ବି ପାଣ୍ଡିଆନ ଙ୍କୁ ବାହାବା କରୁଛନ୍ତି. ରାତି ୨ ଟା ,ରାତି ୩ ଟା ରେ ଆସିକି କାମ ଦେଖନ୍ତି. ହେଇଟି ଆଜି ଯାଏଁ ସିଦ୍ଧ ମହାବୀର ଲେବଲ କ୍ରସିଂ ଓବର ବ୍ରିଜ଼ କାମ ହେଇପାରୁନି .

    • @Kumarnando
      @Kumarnando 2 месяца назад +1

      Right sir...Mu Andhra ra loko ...mu jane pandian babu karithiba bikas..se state ku No.1 koriba payin ageyithile

  • @ବିଜ୍ଞାନରଞ୍ଜନଜେନା

    ଜଗନ୍ନାଥ ସ୍ବାଇଁ ମହାପାତ୍ର ହେଉଛନ୍ତି ଜଣେ ସୁବିଧାବାଦୀ ବ୍ୟକ୍ତି , ଯେଉଁ ରାଜନୈତିକ ଦଳ କ୍ଷମତାରେ ଥାଆନ୍ତି ସିଏ ତାଙ୍କର ସମର୍ଥକ ହୋଇ ଯାଆନ୍ତି , ଯେତେବେଳେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁଥିଲା ସେତେବେଳେ ଜଗନ୍ନାଥ ସ୍ବାଇଁ ମହାପାତ୍ର କଣ ମହୋଦଧି କୂଳରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡିଥିଲେ ସେଥିପାଇଁ ସେ ସମୟରେ ଚୁପଚାପ ରହି ଯାଇଥିଲେ

  • @suryanarayansahu5375
    @suryanarayansahu5375 3 месяца назад +1

    ଏ ପୂଜାରୀ ସତରେ ଏ ପୁଜାରୀ ନୁହେଁ ଏ ରାଜନୀତି କରି ଯାହା ପଟି ମାରିଛି ତାହା ପ୍ରଭୁ ଅନ୍ତର୍ଯ୍ୟାମୀ ଜଗନ୍ନାଥ ଉଚିତ୍ ଦଣ୍ଡ ଦେବେ ପ୍ରଭୁ ଲୋକନାଥ ଠିକ୍ ଭାବରେ ଉଚିତ୍ ଦଣ୍ଡ ଦେବେ। ଏ ଗୁଡାକ ପ୍ରକୃତରେ ଠାକୁରଙ୍କୁ ପୁଜା ଠିକ୍ ନ କରି ପଟି ମାରିବା ଅଭ୍ୟାସ ।ଏମାନେ ସବୁ ଲାଞ୍ଚୁଆ ଠକ୍ ଥିବାରୁ ଦୁର୍ନୀତି ହେଉଛି।

  • @AjayKumar-rr2mv
    @AjayKumar-rr2mv 3 месяца назад +14

    ଜଗୁନି ଭାଇ ଶ୍ରୀମନ୍ଦିର ସହ ଜଡ଼ିତ ଯେତିକି ସେବାୟତ ଜଡ଼ିତ ନିଜ ନିଜ ସ୍ୱାର୍ଥ ପାଇଁ ଶ୍ରୀମନ୍ଦିର କୁ ତାଲା ମାରିଦେଇଛ ହେଲେ ଏତେ ମଠ ମନ୍ଦିର ଭାଙ୍ଗି ଦେଲେ ହେଲେ ଏହି ସେବାୟତ ମାନେ ଚୁପ ହେଇ ବସିଲେ, ଏମାନେ ସବୁ ପାଣ୍ଡିଆନ ର କୁକୁର ଭଳି ଲାଙ୍ଗୁଡ଼ ଜାକି ରହିଲେ ଆଜି ଭୁକୁ ଛନ୍ତି

  • @premanandachoudhury4374
    @premanandachoudhury4374 3 месяца назад +6

    ସେବକ କାମ ସେବା କରିବା ରାଜନୀତି ନୁହେଁ

  • @BulakicharanSwain
    @BulakicharanSwain 28 дней назад

    ଅରୁଣ ସାହୁ ଯେତେ ଦୁର୍ନୀତି କରିଛି, ତାକୁ ଜଗନ୍ନାଥ ନିଶ୍ଚୟ ଦଣ୍ଡଦେବେ।

  • @ranjankumarbiswal9372
    @ranjankumarbiswal9372 3 месяца назад +9

    ଜଗନ୍ନାଥ ମହାପ୍ରଭୁଙ୍କ ବିଷୟରେ ଏତେ କହୁଛ ତ ଏତେବଡ ଭଗବାନ ହାତଗୋଡ ଖଣ୍ଡିଆ ହୋଇ ରହିଲେ କାହିଁକି କେବେ ଜାଣିବାକୁ ପ୍ରୟାସ କରୁନାହଁ କାହିଁକି?ହାତ କେଉଁଠି ରହିଲା ପାଦ ପଙ୍କଜ କେଉଁଠି ରହିଲା ତାକୁ ଖୋଜ।ଏବେବି 11 ଜଣ ବଡ ଅଫିସର ବିଦେଶି
    ।ଦାରୁ ମଧ୍ୟ ବଦଳି ଯାଇଛି ତେଣୁ ଦାରୁ ରେ ପୋକ କାଟିଲା।ଆହୁରି ବହୁତ କିଛି ଜଣେଇବାର ଅଛି।

  • @durgamadhav9613
    @durgamadhav9613 3 месяца назад +10

    ପ୍ରଶ୍ନ ର ସଠିକ୍ ଉତ୍ତର ମିଳି ନାହିଁ , ମହାଶୟ ସମ୍ପୂର୍ଣ୍ଣ ଖୋଲିକି କହିବାକୁ ସମ୍ଭଵତଃ ଇଚ୍ଛା କଲେନି। ତଥାପି ଆପଣଙ୍କୁ ଧନ୍ୟବାଦ୍। ❤

  • @khirodmajhi3207
    @khirodmajhi3207 3 месяца назад +2

    ଠାକର ଓ ଗଜପତି ମହାରାଜାଙ୍କ ବାବଦରେ ଆଲୋଚନା ତର୍କ କରିବା ଠିକ୍ ନୁହେଁ 😂😂ସରିଯିବ

  • @atmaramdasatmaramdas3879
    @atmaramdasatmaramdas3879 3 месяца назад +4

    ଜୟ ଶ୍ରୀ ଜଗନ୍ନାଥ 🙏

  • @NirmalKumar-pc4xn
    @NirmalKumar-pc4xn 3 месяца назад +8

    ସୁଧାଂଶୁ ଭାଇ ଯାହା ହେଉ ବହୁଦିନ ପରେ ସତ ଜଣା ପଡିଲା ଜୟ ଜଗନ୍ନାଥ 🙏

  • @GaneshJena-mr1hf
    @GaneshJena-mr1hf 3 месяца назад +11

    ସୁଧାଂଶୁ ଵାଵୁ ଆପଣଙ୍କୁ ସତ ନମସ୍କାର।

  • @BasantaNayak-ki5wd
    @BasantaNayak-ki5wd 3 месяца назад +6

    ତମେମାନେ ଯାହା କରିଛ, ବଦଳରେ ଯଦି ବଙ୍ଗୋପ ସାଗରରେ ଥିବା ସମସ୍ତ ପଙ୍କ ତୁମମାନଙ୍କ ଉପରେ ପକାଯାଏ, ତେବେ ତାହା ଖୁବ କମ ହେବ

  • @GopalChandraDas-kg8ki
    @GopalChandraDas-kg8ki 3 месяца назад +1

    ଧନ୍ୟବାଦ ସ୍ୱାମ୍ବାଦିକ ଦନ୍ଦୁ ପ୍ରଣାମ ଜଗୁନିନନା ବହୁତ ଦେରିରେ ଖୁଲସା କଲେ କୁବି ପ୍ରଣାମ ଜୟଶ୍ରୀ ଜଗନ୍ନାଥ

  • @sidhantasamal6819
    @sidhantasamal6819 13 дней назад

    Best Reporting till date

  • @atithimediacreations7791
    @atithimediacreations7791 3 месяца назад +2

    ସୁଧାଂଶୁ ବାବୁ ଙ୍କ ଉପସ୍ଥାପନା ଅତି ଚମତ୍କାର 🙏

  • @sarojrout9173
    @sarojrout9173 3 месяца назад +4

    Focus news 🎉

  • @anadicharanmahali2080
    @anadicharanmahali2080 2 месяца назад

    ଜଗନ୍ନାଥ ମହାପ୍ରଭୁଙ୍କ ସେବକ ବିବାଦୀୟ ମନ୍ତବ୍ୟରୁ ଦୂରେଇ ରୁହନ୍ତୁ। ଏହା ଦ୍ଵାରା ପ୍ରଭୁଙ୍କ ଅପମାନ ହେଉଛି।

  • @GaneshJena-mr1hf
    @GaneshJena-mr1hf 3 месяца назад +2

    ବହୁତ ବହୁତ ଧନ୍ୟବାଦ୍ ଜୁଗୁନି ଭାଈ, ସତ୍ୟ ସବୁ ବେଳେ ସତ୍ୟ, ହେଲେ ଟିକେ ଡେରି ହୋଇ ଗଲା,ତଥାପି ଓଡ଼ିଶା ବାସୀ ଜାଣି ଵାର ସୁଯୋଗ ପାଇଲେ ।

  • @kalandinayak463
    @kalandinayak463 3 месяца назад +1

    100% Right.

  • @samirpattanaik7789
    @samirpattanaik7789 3 месяца назад +2

    RIGHT & ACTUAL TRUTH STATEMENT. WELCOME SIR

  • @mkn161
    @mkn161 3 месяца назад +1

    ରାଜନୀତି କୁ ନେଇ ଯିଏ ଜଗନ୍ନାଥଙ୍କ ସାଥରେ ଖେଳିଛି,ସେ
    ଅର୍ଦ୍ଧ ଦଗ୍ଧ ,ହୋଇ ମରିବେ ନ ହେଲେ କୁଷ୍ଠ ରୋଗ ଭୋଗି ବେ।ଜଗତ ଦେଖବ ।

  • @DhadubandhuLenka
    @DhadubandhuLenka 3 месяца назад +3

    ସବୁକଥା କୁହନ୍ତ କିଛିନାହିଁ ପୁରିଗଜପତିଙ୍କୁ ଏକଥାକୁହନା ମନ୍ଦିର କାହାସକାସୁ ପଣ୍ଡାଙ୍କ କଥାଭୁଲୁ ତମେଭିକମାଗିନ୍ତାନ୍ତ

  • @SR_SanjayCreation
    @SR_SanjayCreation 3 месяца назад

    Focus ହଉଛି ବିଜେପିର ଦଲାଲ ଏ କଥା ଓଡିଶା ବାସି ଜାଣିଛନ୍ତି

  • @goutambehera745
    @goutambehera745 2 месяца назад

    🙏❤ ଜୟ ଜୟ ଜଗନ୍ନାଥ ❤🙏

  • @umeshsahoo2005
    @umeshsahoo2005 2 месяца назад

    Thanks... Focus.. Bhai

  • @pradeep9762
    @pradeep9762 3 месяца назад

    ଧନ୍ୟବାଦ ଓଡ଼ିଶା ବାସି ❤❤❤

  • @ShyamPrasadmallick
    @ShyamPrasadmallick 3 месяца назад +6

    ଗଜପତିକୁ ଏମିତି କହିବା ବଡପାପ ଜଗନ୍ନାଥ ଏହାର ବିଚାର କରିବେ

  • @maheswarparida8745
    @maheswarparida8745 3 месяца назад

    Jay Jagannath Swami nayan path grami bhava tume 👏👏👏👏👏🙏🥥💐

  • @lunapattanayak3283
    @lunapattanayak3283 3 месяца назад +3

    ଆରେ ଆରେ ଜଗୁନି ପାଗଳ ହୋଇଗଲାଣି ଗଜପତିକଂଉ ଗୁମାସ୍ଥ କହିଲେଣି

  • @chittasahoo3236
    @chittasahoo3236 3 месяца назад +29

    ବିଜେଡି ବାଲା ତାଙ୍କ କର୍ମର ଫଳ ପାଇଲେ

    • @sampadbarik8802
      @sampadbarik8802 3 месяца назад +2

      Au Ayodhya re bjp

    • @sk-se9xr
      @sk-se9xr 3 месяца назад

      Gandi mareilaa

    • @jrvijay2437
      @jrvijay2437 3 месяца назад +2

      ​@@sampadbarik8802hele b central re bjp 😂😂

  • @rdcreation8948
    @rdcreation8948 3 месяца назад +1

    Bahut badhia podcast ❤

  • @manjubalanaik8454
    @manjubalanaik8454 3 месяца назад +2

    Interview of the Year Sir

  • @DhaneswarDas-v6q
    @DhaneswarDas-v6q 3 месяца назад +3

    ବହୁତ ସୁନ୍ଦର ଉପସ୍ଥାପନା,, ଧନ୍ୟବାଦ

  • @S.M.S1554
    @S.M.S1554 3 месяца назад +1

    ସାର ବହୁତ ସୁନ୍ଦର ପୋଡକାଷ୍ଟ,
    ପୁରୀ ଜଗନ୍ନାଥଙ୍କୁ ନେଇ ଏ କଥା ଶୁଣି ବହୁତ ଭଲଲାଗିଲା
    Baniska sahoo odisha most beautiful transgender model,plz call to your podcast

  • @sidhantasamal6819
    @sidhantasamal6819 13 дней назад

    Best broadcast as on Today.

  • @pradipkumarmallick8143
    @pradipkumarmallick8143 3 месяца назад +2

    ଆଜି ପୁରୀ ର ଜାହା ବୀ ବିକାଶ ହେଇଚି ପ୍ରଭୂ ଜଗନ୍ନାଥଙ୍କ ଇଚ୍ଛାରେ,

  • @LuludhalAnildhal
    @LuludhalAnildhal 3 месяца назад +3

    ସୁନ୍ଦର ଉପସ୍ଥାପନା....ପ୍ରଶ୍ନ ବାଣ

  • @biswabhusannanda8664
    @biswabhusannanda8664 2 месяца назад

    Jaya Sri Sri Jagannatha Mahaprabhu.
    Excellent interview.

  • @NimainCharanRay
    @NimainCharanRay 3 месяца назад

    Unique. Your expression, presentation, depth of knowledge, everything is fantastic. Thank🌹 you very much. Lord Jagannath's blessings is always with you. Carry on...

  • @ramachandrapanipani7424
    @ramachandrapanipani7424 3 месяца назад +1

    ଆମେ ରଥ ଉପରେ ଶ୍ରୀଜଗନ୍ନାଥଙ୍କୁ ସ୍ପର୍ଶ କରିବାର ସୁଯୋଗ ବହୁ ବର୍ଷ ପରେ ପାଇଥିଲୁଁ । ଏବେ ତାହା ବନ୍ଦ
    କରାଯାଇଛି । ସ୍ଵୟଂ ଠାକୁର ରାଜା ଦିବ୍ୟସିଂହ ଦେବ ସେ ପୂର୍ବରୁ ଏ କଥା ଶାସ୍ତ୍ରରେ ଥିବା କଥା ଜାଣି ନ ଥିଲେ, ଏବେ ଜାଣିବା ପରେ ଠାକୁରଙ୍କୁ ଛୁଇଁବା ପାପ ବୋଲି କହିଛନ୍ତି । ଆପଣ ବି ପୂର୍ବରୁ ଭକ୍ତ ରଥରେ ଠାକୁରଙ୍କୁ ସ୍ପର୍ଶ କରୁଥିଲେ ବୋଲି କହିଲେ । ଠାକୁରଙ୍କୁ ସ୍ପର୍ଶ କରିବା କିପରି ପାପ ହେବ ?

  • @manassethi9828
    @manassethi9828 3 месяца назад +1

    Jaya jagannath swami 🙏🙏🙏

  • @bimachronicle7347
    @bimachronicle7347 3 месяца назад +1

    Sudhansu
    🎉🎉🎉🎉🎉🎉🎉🎉

  • @Tandikana
    @Tandikana 3 месяца назад

    ❤❤❤❤❤❤ ଜୟ ଜଗନ୍ନାଥ ସ୍ବାମୀ କି ଜୟ

  • @anilmohapatra8730
    @anilmohapatra8730 3 месяца назад

    ସବୁ ପ୍ରଭୁଙ୍କ ଇଛା
    ପ୍ରଭୁଙ୍କ ଦର୍ଶନ ଧାଡ଼ିରେ କରାଜାଉ, ଛୋଟ ପିଲା ବୟସ୍କ ଲୋକ କି ହଇରାଣ ହରକତ ହେଉଛନ୍ତି, ସ୍ୱାର୍ଥ କୁ ପଛରେ ରଖି ଭକ୍ତ ଭଗବାନଙ୍କ ପାଇଁ ଏତିକି କରନ୍ତୁ, ପ୍ରଭୁଙ୍କ ଛାଟ ସମ୍ଭାଳି ପାରିବେନି ସବୁ ଧ୍ବଂସ ହୋଇଯିବ

  • @dwitikrushnamishra
    @dwitikrushnamishra 3 месяца назад +1

    Thanks Jaguni Nana

  • @gourishankarmishra929
    @gourishankarmishra929 3 месяца назад

    ସୁନ୍ଦର ସାକ୍ଷାରକାର, ଧନ୍ୟବାଦ

  • @saratkumarpanda7007
    @saratkumarpanda7007 3 месяца назад +11

    ଓଡିଶା ଲୋକ ଙ୍କ ସଙ୍ଗେ ପୁରା ଖେଳ କରିଦେଲେ ଜଗନ୍ନାଥଙ୍କ ନାମ ନେଇକରି। ଚାଉଳ ମାଗି ନେଇ ତାକୁ ଫୋପାଡିଲେ। ଅତ୍ୟନ୍ତ ଦୁଃଖଦ ବିଷୟ

  • @ashmitswain5045
    @ashmitswain5045 3 месяца назад +4

    Gajapati nka pain aaji Jagannath mandira achhi ,thila,aau tiari heithila,thakura pratistha heithile .Pare jainki sevayata ,Gajapati nka apman loka sahibeni .

  • @sibarampanda5962
    @sibarampanda5962 2 месяца назад

    Sat katha bhai

  • @lipunbarik5530
    @lipunbarik5530 3 месяца назад

    Thankyou ମିଡ଼ିଆ ଭାଇ

  • @MukundaShoo
    @MukundaShoo 3 месяца назад +26

    ନବୀନ, ବିଜୁ ପୁଅ ନୁହଁ ସନ୍ଦେହ! ଏମିତି ବି ହୁଏ। ଦୋଷ ବିଜୁ ବାବୁ ର ନୁହଁ। ବିଜୁ ର ଅଂଶ ୨୦%ନାହିଁ।

  • @ashokpanda8805
    @ashokpanda8805 3 месяца назад +1

    ବହୁତ୍ ସୁନ୍ଦର । ଜୟ ଜଗନ୍ନାଥ

  • @ramachandrapanipani7424
    @ramachandrapanipani7424 3 месяца назад +1

    ଶ୍ରୀମନ୍ଦିରରେ ରାଜନୀତି ପଶାଇ ସବୁ ଛାରଖାର କଲେ ।

  • @biplabikabita
    @biplabikabita 3 месяца назад

    Super 🙏🙏🙏🙏

  • @sasanksekharaswain9208
    @sasanksekharaswain9208 3 месяца назад

    Right 👍👍👍

  • @gagansahu6599
    @gagansahu6599 3 месяца назад

    ଦୋ ମୁହାଁ ସେବକ..... ଜୟ ଜଗନ୍ନାଥ 🙏

  • @ambarishswain3233
    @ambarishswain3233 3 месяца назад +2

    Sudhanshu Babu you are really good journalist

  • @narayanpadhiary5010
    @narayanpadhiary5010 3 месяца назад

    NYC Sudhanshu Sir

  • @eatingeti
    @eatingeti 3 месяца назад +2

    BJD ଗଲା, ଆଉ ନାହିଁ

  • @anantakumarsahoo5237
    @anantakumarsahoo5237 3 месяца назад

    Jaguni bhai pranam, jai Jagannath❤❤❤

  • @manojnayak7419
    @manojnayak7419 3 месяца назад +4

    Jay jaganntha

  • @bikashkumarsatapathy2206
    @bikashkumarsatapathy2206 3 месяца назад

    ସୁଧାଂଶୁ ଭାଇ ଙ୍କ ସାମ୍ବାଦିକତା ବହୁ ଉଚ୍ଚ କୋଟିର

  • @Vinood900
    @Vinood900 3 месяца назад +10

    ଶ୍ରୀମନ୍ଦିର ରେ ରାଜନୀତି ପଶିଗଲା
    ଗଜପତି ଚୁପ୍ ରହିଲେ
    ରାତିଅଧରେ ଚାରି ଦ୍ଵାର ବନ୍ଦ କରି ଶ୍ରୀମନ୍ଦିର ଭିତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ପାଣ୍ଡ୍ୟ ପଦ୍ଧତିରେ ଦ୍ରାବିଡ଼ ପଦ୍ଧତି ରେ ପୂଜାର୍ଚ୍ଚନା ଚାଲି ଥିଲା କି ?
    ଠାକୁର ମାନଙ୍କ ବ୍ରହ୍ମ ସୁରକ୍ଷିତ ଅଛି ତ ?
    ସେବାୟତ ଉତ୍ତର ରଖନ୍ତୁ . Thank you FOCUS PLUS

  • @swapnanandarath2244
    @swapnanandarath2244 3 месяца назад

    ଅନେକ ଲୋକଙ୍କ ଭଳି ସୁଧାଂଶୁ ବାବୁଙ୍କର ମଧ୍ୟ ଏ ଭୁଲ ଧାରଣା ଅଛି ଯେ ଜଗନ୍ନାଥ ମନ୍ଦିରର ସେବକମାନେ ବ୍ରହ୍ମହନା ବୋଲି l

  • @sadanandmohanty3537
    @sadanandmohanty3537 3 месяца назад +1

    Jay sriram Jay jagannath Jay Odia Jay Mohan Bhai Sarkar 🙏💐🙏💐🙏💐

  • @bipinbiharinayak5973
    @bipinbiharinayak5973 3 месяца назад +1

    Jay Jagannath jagunu bhaina n nana

  • @jitendrasenapati602
    @jitendrasenapati602 2 месяца назад

    Damdar interview

  • @subashmishra5616
    @subashmishra5616 3 месяца назад +2

    ନିର୍ଭୀକ ସତ୍ୟ ପ୍ରକାଶ ପାଇଁ ଧନ୍ୟବାଦ ପ୍ରଣାମ ଶରଣ ମହାପ୍ରଭୁ ଜୟ ଜଗନ୍ନାଥ

  • @banditabarik2872
    @banditabarik2872 3 месяца назад +6

    Sudhanshu sir u r 💯 percent right. Apan heuchhhanti best brave news reporter.BJD aji nijar karma phal bhog karuchhi.Semane Prabhu Jagannath nku manile nahin . Again great salute to Sudhanshu sir.

  • @mastersanjib1ness
    @mastersanjib1ness 3 месяца назад

    ସମସ୍ତେ ସମସ୍ତଙ୍କର ଅହଂକାର ରେ ଅଛନ୍ତି କେବଳ ଜଗନ୍ନାଥଙ୍କ ନାଁ ନେଇ 🙏