GO DHAN HARANA- ଗୋଧନ ହରଣ-ଓଡ଼ିଆ ପାଲା- odiya pala||GAYEEKA SUSHREE JANAKI DEBATA||PART-8

Поделиться
HTML-код
  • Опубликовано: 10 окт 2024
  • GO DHAN HARANA//ଗୋଧନ ହରଣ New topic of odia pala
    ଗାୟିକା ବିଦ୍ୟା ଭାରrତୀ ସୁଶ୍ରୀ ଜାନକୀ ଦେବତା ଏବଂ ସାଥି ମାନେ
    ଏହି ବିଷୟଟି ନହାଭାରତ ରୁ ଉଧୃତ ହୋଇଅଛି
    ଗାୟିକା ବିଦ୍ୟା ଭାରrତୀ ସୁଶ୍ରୀ ଜାନକୀ ଦେବତା
    ଏହି ପାଲା ଗାୟିକା ଙ୍କର ସହଯୋଗୀ ସାଥି ମାନେ ହେଲେ -
    ବାୟକ - ଦୁଲ୍ଲବ ସେନାପତି
    ଶ୍ରୀପାଳିଆ - ଅଖିଳ ବିହାରୀ ଦେବତା
    ପାଳିଆ - ବାଲ୍ମୀକି ସହୂ
    ବିଚିତ୍ରାନନ୍ଦ ସହୂ
    ମୁରଲୀଧର ସହୂ
    ଭାଗ -୭
    --------------------------------------------------------------------------
    ଏହି ଭାଗ ତୀର ସାରାଂଶ ହେଉଛି -
    ଉତ୍ତରକୁ ସାରଥୀ କରି ଯୁଧ୍ୟ କ୍ଷେତ୍ର କୁ ଯିବା ପରେ ଯୁଧ୍ୟ ଆରମ୍ଭ ହୋଇଛି ସେପ୍ରକାର ଯୁଧ୍ୟ କେବେ ଉତର ଆଗରୁ ଦେଖିବାଟା ଦୂରର କଥା ଶୁଣି ମଧ୍ୟ ନ ଥିଲେ | ଵୃହନୱାରୀ କୁ ପ୍ରଶଂସା କଲେ |ବର୍ହାନାରୀ ଏବଂ ତାଙ୍କର ପରଚୟ ପଚାରିବାରେ ଅର୍ଜୁନ ତାଙ୍କ ନାମ ର ଆଉ ଦଶ ଗୋଟି ନାମ କହି ଏବଂ ରାଜ୍ୟ ରେ ପହଂଚି ଭାଇମାନଙ୍କର ବୃତାନ୍ତ ଦର୍ଶାଉଛନ୍ତି
    ----------------------------------------------------------------
    This Video has originally Prepared and presented by B R MOVIES
    -----------------------------------------------------------------------------------------------------
    ପାଲା ର ସଂଜ୍ଞା -
    ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବ ପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ ମନୋରଞ୍ଜନ ଧର୍ମୀ କାର୍ଜ୍ୟ କ୍ରମ
    ବିଶେଷ କରି ଏହା ସାହିତ୍ୟିକ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ ପାଲା ର ବିଷୟବସ୍ତୁ କୁ ଜିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ , ସେ ପୁରାଣ ଅଷ୍ଟଦଶପୁରଣ , ଭାଗବତ , ରାମାୟଣ ଇତ୍ୟାଦି ର ବିଷୟବସ୍ତୁ କୁ ଆଧାର କରି ତାଙ୍କର କରିଥିବା ବିଷୟ କୁ ବ୍ୟାଖ୍ୟା କରନ୍ତି
    ଗୋଟିଏ ପାଲା ଦଳ ରେ ଜଣେ ହେଲେ ବାୟକ ଜିଏ କି ମୃଦଙ୍ଗ ବଜାନ୍ତି , ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ କି ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକା ଙ୍କୁ ସହାୟତା କରନ୍ତି , ଗାୟକ ବା ଗାୟିକା ଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ . ଏଇ ହେଇଚି ପାଲା
    --------------------------------------------------------------------------------------
    Please click the following Links for previous parts of this pala-
    • GODHANA HARANA-ODIA PA...
    • GO DHAN HARANA-ODIA PA...
    • (ଗୋଧନ ହରଣ) GO DHAN HAR...
    • GO DHAN HARANA ଗୋଧନ ହର...
    • GO DHAN HARANA- ଗୋଧନ ହ...
    • GO DHAN HARANA- ଗୋଧନ ହ...
    • GO DHAN HARANA- ଗୋଧନ ହ...
    For more details please
    LIKE | COMMENT | SHARE | SUBSCRIBE -
    ► Subscribe - / brmovies
    ► Like us on Face book : - / br.movies.50
    ► Follow us on Twitter : - se...
    ► Circle us on G+ - plus.google.co...
    Web - www.brmovies.in
    -----------------------------------------------------------------------------------------
    All the Copyright Reserved By B R MOVIES , if anybody Misuse, Reuse, and Unauthorized Use, Of the same Content May Subject to Copyright Claim Against him.

Комментарии • 59