Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଅନେକ ଅନେକ ଶୁଭେଚ୍ଛା..... ଭଗବାନ ତୁମକୁ ଅଶେଷ କଳାର ଅଧିକାର ଦେଇଛନ୍ତି...... ଆଗାମୀ ଦିନ ତୁମ ପାଇଁ ମଙ୍ଗଳ ମୟ ହେଉ...ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା
ଜୟ ଜଗନ୍ନାଥ ,🙏 ଅତି ସୁନ୍ଦର ପାଲା ଗାୟିକା ଙ୍କୁ ଧନ୍ୟ ବାଦ
ଅନେକ ଅନେକ ଶୁଭେଚ୍ଛା🙏 🙏 ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପାଦପଦ୍ମରେ କୋଟି ବିନତୀ କି ଆପଣମାନଙ୍କର ଆଗାମୀ ଚଲାପଥ କୁସୁମୀତ ହେଉ 🙏 🙏
19:02
ଉଚ୍ଚକୁଟିର ଗାୟକ ମାନଙ୍କଠାରୁ,ତଥା ପୁରାଣ ମାନଙ୍କରୁ ଆହୁରି ସଂଗ୍ରହ କରନ୍ତୁ,ଉଚ୍ଚ କୁଟୀର ଗାୟିକା ହୋଇ ପାରିବେ,ସନ୍ଦେହ ନାହିଁ
ବହୁତ ସୁନ୍ଦର ଉପସ୍ଥାପନା ଆଗକୁ ବଢ଼ିବାରେ ଅଛି ସେଥି ପାଇଁ ଏଥିରେ ସନ୍ଦେହ ନାହିଁ
ଗାୟିକାଙ୍କ ଗାୟନ ଶୈଳୀ ଭଲ ଅଛି ।
Thanks sister god of jagannath
ବହୁତ ସୁନ୍ଦର ଭାବେ ପରିବେଷଣ କରୁଛନ୍ତି ଆଜ୍ଞା, ଭଗବାନ ଆଶୀର୍ବାଦ କରନ୍ତୁ ଆପଣଙ୍କ ଚଲାପଥ କୁସୁମିତ ହେଉ, ଜୟ ଜଗନ୍ନାଥ
Prabhu Sri JAGANATH mahaprabhu tanka Sri charana re tumaku SARANA diantu Mora atiki parthana.GOD BLESS YOU BETA
Bahut bhala paribesn agaku apna gotia bhala gayika hebe jay Gagannth
ଏତେ କମ୍ ବୟସରୁ ଏମତି ସୁନ୍ଦର ଗାୟିକା କେବେ ଦେଖିବାକୁ ମିଳିନଥିଲା ଭଉଣୀ ଚେଷ୍ଟା କର ଭଗବାନ୍ ତୁମକୁ ଭଲ ଗାୟିକା ଟିଏ କରିବେ ଜୟ୍ ଜଗନ୍ନାଥ
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।
Ati sundar kantha feature star gayika................. .
Ba ba BA bhauni bahut bhala karuchha chesta jari rakha agaku ahuri bhala kariba
ଅତି ଉତ୍ତମ, ଉଦ୍ୟମ ଜାରି ରଖ ଭବିଷ୍ୟତ ରେ ନିଶ୍ଚିତ ସୁଖ୍ୟାତି ଅର୍ଜନ କରିବ, ଜୟ ସତ୍ୟ ନାରାୟଣ ❤❤❤❤❤🙏🙏🙏🕉️🕉️🕉️🕉️🕉️🧘♂️🧘♂️🧘♂️🧘♂️💐💐💐💐💐
Jaya Jagannath swami 🎉🎉🎉Very beautiful God bless you dear sister
Bahut bahut dhanya bad.Bahut sundar hauchhi.
Thanks to her parents for stand up the young girl at this platform..... 🙏🙏
ବହୁତ ସୁନ୍ଦର ଗାଉଅଛି।
Bahut Sundar gayika saili
ଜଗତ ର ନାଥ ଜଗନ୍ନାଥଙ୍କ ପାଖରେ ପ୍ରଥାନ କରୁଚି ଭଉଣୀ ର ଚଲା ପଥ ଉଜଳ ହେଉ ଜୟ ଜଗନ୍ନାଥ
Jhia bahuta sundar agaku badichall gad blesse you
👌🤴🧚♀️
ଭୋଉଣି ତମର କଣ୍ଠ ବହୁତ ସୁନ୍ଦର ମାଆ ସାରଳାଙ୍କୁ ପ୍ରାର୍ଥନା କର ,ଆଗକୁ ଜଣେ ଭଲ ଗାୟକ ହୋଇପାରିବ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ତମକୁ ଭଲରେ ରଖନ୍ତୁ, 🙏🏿🙏🏿🙏🏿
ଆହୁରି ଭଲ ହେବ ଆଉ ଟିକେ ଚେଷ୍ଟା କର
Bahut sundar paribesana
ଅତି ମନୋରମ
ପ୍ରୟାସ କରି ଚାଲ, ଆଗକୁ ଜଣେ ସୁନାମ ଧନ୍ୟ ଗାୟିକା ହେବ, ଏଥିରେ ସନ୍ଦେହ ନାହିଁ।
ବହୁତ ବହୁତ ଶୁବେଛା 🌹
Speech less....Exlent voice & performance at this age.God bless you sister.
ବହୁତ ଭଲ❤
ATI Sundar pala parbenana ❤
ବହୁତ ସୁନ୍ଦର ଧନ୍ୟବାଦ
Sundar paribesana karichhanti...jai jagannath 🙏🏻🙏🏻🙏🏻🙏🏻🙏🏻
ପ୍ରୟାସ ଜାରି ରଖିଥାଅ ଆଗକୁ ଜଣେ ସୁପରିଚିତ ସୁନାମଧନ୍ୟ ଗାୟିକା ଟିଏ ହେବ ଥିଲେ ହେଁ ସନ୍ଦେହ ନାହିଁ
Jai jagannath.bahut sundar . bright future
ଅତି ଚମତ୍କାର ପ୍ରଦର୍ଶନ,,, ବାସ୍ ଏତିକି କହିବି 👍👍👍
ପ୍ରଭୁ ଜଗନ୍ନାଥ ତୁମକୁ ଏମିତି ସହାୟ ହୁଅନ୍ତୁ ଆଉ ଆମ କୁ ଏମିତି ଭଗବାନ ଙ୍କ କଥା ଶ୍ରବଣ କରାଉଥାନ୍ତୁ 🙏🏻🙏🏻
ମା ଶାରଳା ଓ ପ୍ରଭୁ ଜଗନାଥ ସବୁ ବେଳେ ସାହା ହୋଇ ଥାଆନ୍ତୁ
Anadi Alekha 🙏 Guru Swami 🙏 Antra 🙏 Jami 🙏
ସୁନ୍ଦର ପ୍ରୟାସ ଓଡ଼ିଆ ପାଲା ସଂସ୍କୃତି କୁ ପ୍ରଚାର ପ୍ରସାର କରିଥିବାରୁ ସାଧୁବାଦ 🙏ଜଣାଉଛି
Clear odia sahitya ucharan god bless you
Jay Jagannatha,Ati Sundar, Good bless you and u will be a good Pala Gagika in future.
Many many thanks, God bless you,
It's great to perform in front of public at this age.....
Bhuta sundr
ମୋ ସୁନା ଭଉଣିତ ସୁନ୍ଦର ଗାଉଛି ଧନ୍ୟ ବାଦ
Jay Jagannath....Didi Odia sanskruti au Parampara bajaay rakha👏👏👏👏👏
Tq
ଜୟ ଜଗନ୍ନାଥ ଅତି ସୁନ୍ଦର ଉପସ୍ଥାପନା
ବହୁତ ସୁନ୍ଦର ଗାୟିକା
ଭଗବାନ ଙ୍କ ଆଶୀର୍ବାଦ ଥାଉ।
Ek sundar pala gayan .god bless you. Khub sighra apan pala Darbar re pahanchi pala bhali ek lok kala ku sara odisha re pramanit kar
ଛୋଟ ଭଉଣୀ କୁ ମୋର ଧନ୍ଯବାଦ। ଆଗକୁ ମାଡି ଚାଲ। 🎉🎉🎉🎉🎉❤❤❤❤❤
Carry on, try to best
ସଂସ୍କାର, ସଂସ୍କୃତି ଓ ପରମ୍ପରା ପ୍ରତି ଏତେ ଦୁର୍ବଳତା ଦେଖି ଛାତି ଗର୍ବରେ ଫୁଲି ଉଠୁଛି । ଏତେ କମ୍ ବୟସରୁ ଏତେ ଅଗାଧ ପାଣ୍ଡିତ୍ୟ ।।। ଆହୁରି ଆଗକୁ ଯାଆନ୍ତୁ ମା ।।।।।
Very good my daughter God bless you
You are blessed with melodius clear voice. Your discourse is heart touching.No doubt you will be star palagayak.Carry on.God may bless you.
Appriceat,God bless you.
ସୁନ୍ଦର ଲାଗୁଛିହେଲେ ଆଗକୁ ଭଲ ହବ 🙏🙏
Om shanti om shanti om shanti thanks🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🙏🌹🙏🌹🙏🌹🌹🙏
Very good performance.... 👌👌👍
ପରବର୍ତୀ ଭାଗ upload କରନ୍ତୁ plz 🙏🙏🙏
No doubt she will be a great palagayak in future if perfect guru will train her❤❤❤❤❤❤❤❤
Wah great , keep it up u r future is bright
Jay jagannaath God bless you beta
ସୁନ୍ଦର ଉପସ୍ଥାପନା 👌
ଅତି ସୁନ୍ଦର ଉପସ୍ଥାପନା....
Am very proud i bless you
Very very nice song sister
Bahut vala pala heu haba🙏🙏🏻🙏🏻🙏🏾🙏🏿🙏🏻🙏🏻🙏🏿👍👍👍❤️❤️❤️👍🎉🎉👍👍👍🙏🏿🙏🏾🙏🏻🙏 au tite val
Bahut Sundar ❤❤❤bhauni
ମୁଁ ନୟାଗଡ଼ିଆ ଭାବେ ଗର୍ବିତ। ଏ ହେଉଛି ମୋ ପରିଚୟ।।
ରୋଷଟ ବାଲା/ ବାଲି ମାନେ ଦେଖ କିଛି। ଶିଖ। ଦେଖିବା କୋଉ ଜଣେ ବ୍ୟକ୍ତି ଏ ଭଉଣୀ ଙ୍କୁ କଟୁ ମନ୍ତବ୍ୟ ଦେବ ଦେଉ
Good very good bahuta sunder
ତୁମର ଭବିଷ୍ୟତ ଉଜ୍ଜଳ ମୟ ହେଉ
Bhaune bahuta pala gauchhante🎉🎉🎉🎉
ମୋଭଉଣିକୁ ଭଗବାନ ଭଲରେ ରଖନ୍ତୁ
Nice,Go up
Very nice 👌👌
Very sweet voice prceed for future will be bright
ଧନ୍ୟବାଦ ଝିଅ ବାଃ ବାଃ ଅତି ସୁନ୍ଦର
Naes bhass didi odisi chhanda tk karbea
ତୁମ କୁ ଅଶେଷ ଅଶେଷ ଧନ୍ୟବାଦ
ଏ,କୁନି,ଝିଅଟିର,ଭବିଷ୍ୟତ ଉଜ୍ଜ୍ବଳ ଜେତେ,ଅଧିକ,ସଂକୀର୍ତ୍ତନ ପରିବେଶଣ କରିବ,ସେତିକି,ମାର୍ଜିତ ହେଇ ହେଇଜିବ ଏଝିଅଟିହେଉ ମନୋରମା,ବେହେରା, ହେଉ,ଏମାନଙ୍କ ଯୋଗୁ ଆମର,ସଂସ୍କ୍ରୁତି ବଞ୍ଚିକିଅଛି ଶୁଣିକି,ଖୂସିଲାଗୁଛି
ବହୁତ୍ ସୁନ୍ଦର୍ ❤❤
ଶୁଦ୍ଧ ଶ୍ଳୋକ ଉଚ୍ଚାରଣରେ ଧ୍ୟାନ ଦିଅ ।
Bahut sundar kintu birala upastapana,
Kamal ki.....................kalakar
Are maa tumanku bhagaban nischyan bahut agaku nebe Jay jagannath saranam all the best
Very good jhia ...
Nice pala
Jay jagannath Mohaprabhu🙏🙏🙏
Jaysriram
Very nice sister
Radhe Radhe
Dress ta helni kintu Sundar voice god is good
Bahuta bala bhagaban ama ngalakarantu
Verygood. Eforts❤
Super bakha
Bahut Sundar
Bahuta bhala
ଅନେକ ଅନେକ ଶୁଭେଚ୍ଛା..... ଭଗବାନ ତୁମକୁ ଅଶେଷ କଳାର ଅଧିକାର ଦେଇଛନ୍ତି...... ଆଗାମୀ ଦିନ ତୁମ ପାଇଁ ମଙ୍ଗଳ ମୟ ହେଉ...ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା
ଜୟ ଜଗନ୍ନାଥ ,🙏 ଅତି ସୁନ୍ଦର ପାଲା ଗାୟିକା ଙ୍କୁ ଧନ୍ୟ ବାଦ
ଅନେକ ଅନେକ ଶୁଭେଚ୍ଛା🙏 🙏
ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପାଦପଦ୍ମରେ କୋଟି ବିନତୀ କି ଆପଣମାନଙ୍କର ଆଗାମୀ ଚଲାପଥ କୁସୁମୀତ ହେଉ 🙏 🙏
19:02
ଉଚ୍ଚକୁଟିର ଗାୟକ ମାନଙ୍କଠାରୁ,ତଥା ପୁରାଣ ମାନଙ୍କରୁ ଆହୁରି ସଂଗ୍ରହ କରନ୍ତୁ,ଉଚ୍ଚ କୁଟୀର ଗାୟିକା ହୋଇ ପାରିବେ,ସନ୍ଦେହ ନାହିଁ
ବହୁତ ସୁନ୍ଦର ଉପସ୍ଥାପନା ଆଗକୁ ବଢ଼ିବାରେ ଅଛି ସେଥି ପାଇଁ ଏଥିରେ ସନ୍ଦେହ ନାହିଁ
ଗାୟିକାଙ୍କ ଗାୟନ ଶୈଳୀ ଭଲ ଅଛି ।
Thanks sister god of jagannath
ବହୁତ ସୁନ୍ଦର ଭାବେ ପରିବେଷଣ କରୁଛନ୍ତି ଆଜ୍ଞା, ଭଗବାନ ଆଶୀର୍ବାଦ କରନ୍ତୁ ଆପଣଙ୍କ ଚଲାପଥ କୁସୁମିତ ହେଉ, ଜୟ ଜଗନ୍ନାଥ
Prabhu Sri JAGANATH mahaprabhu tanka Sri charana re tumaku SARANA diantu Mora atiki parthana.GOD BLESS YOU BETA
Bahut bhala paribesn agaku apna gotia bhala gayika hebe jay Gagannth
ଏତେ କମ୍ ବୟସରୁ ଏମତି ସୁନ୍ଦର ଗାୟିକା କେବେ ଦେଖିବାକୁ ମିଳିନଥିଲା ଭଉଣୀ ଚେଷ୍ଟା କର ଭଗବାନ୍ ତୁମକୁ ଭଲ ଗାୟିକା ଟିଏ କରିବେ ଜୟ୍ ଜଗନ୍ନାଥ
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।
Ati sundar kantha feature star gayika................. .
Ba ba BA bhauni bahut bhala karuchha chesta jari rakha agaku ahuri bhala kariba
ଅତି ଉତ୍ତମ, ଉଦ୍ୟମ ଜାରି ରଖ ଭବିଷ୍ୟତ ରେ ନିଶ୍ଚିତ ସୁଖ୍ୟାତି ଅର୍ଜନ କରିବ, ଜୟ ସତ୍ୟ ନାରାୟଣ ❤❤❤❤❤🙏🙏🙏🕉️🕉️🕉️🕉️🕉️🧘♂️🧘♂️🧘♂️🧘♂️💐💐💐💐💐
Jaya Jagannath swami 🎉🎉🎉Very beautiful God bless you dear sister
Bahut bahut dhanya bad.Bahut sundar hauchhi.
Thanks to her parents for stand up the young girl at this platform..... 🙏🙏
ବହୁତ ସୁନ୍ଦର ଗାଉଅଛି।
Bahut Sundar gayika saili
ଜଗତ ର ନାଥ ଜଗନ୍ନାଥଙ୍କ ପାଖରେ ପ୍ରଥାନ କରୁଚି ଭଉଣୀ ର ଚଲା ପଥ ଉଜଳ ହେଉ ଜୟ ଜଗନ୍ନାଥ
Jhia bahuta sundar agaku badichall gad blesse you
👌🤴🧚♀️
ଭୋଉଣି ତମର କଣ୍ଠ ବହୁତ ସୁନ୍ଦର ମାଆ ସାରଳାଙ୍କୁ ପ୍ରାର୍ଥନା କର ,ଆଗକୁ ଜଣେ ଭଲ ଗାୟକ ହୋଇପାରିବ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ତମକୁ ଭଲରେ ରଖନ୍ତୁ, 🙏🏿🙏🏿🙏🏿
ଆହୁରି ଭଲ ହେବ ଆଉ ଟିକେ ଚେଷ୍ଟା କର
Bahut sundar paribesana
ଅତି ମନୋରମ
ପ୍ରୟାସ କରି ଚାଲ, ଆଗକୁ ଜଣେ ସୁନାମ ଧନ୍ୟ ଗାୟିକା ହେବ, ଏଥିରେ ସନ୍ଦେହ ନାହିଁ।
ବହୁତ ବହୁତ ଶୁବେଛା 🌹
Speech less....
Exlent voice & performance at this age.God bless you sister.
ବହୁତ ଭଲ❤
ATI Sundar pala parbenana ❤
ବହୁତ ସୁନ୍ଦର ଧନ୍ୟବାଦ
Sundar paribesana karichhanti...jai jagannath 🙏🏻🙏🏻🙏🏻🙏🏻🙏🏻
ପ୍ରୟାସ ଜାରି ରଖିଥାଅ ଆଗକୁ ଜଣେ ସୁପରିଚିତ ସୁନାମଧନ୍ୟ ଗାୟିକା ଟିଏ ହେବ ଥିଲେ ହେଁ ସନ୍ଦେହ ନାହିଁ
Jai jagannath.bahut sundar . bright future
ଅତି ଚମତ୍କାର ପ୍ରଦର୍ଶନ,,, ବାସ୍ ଏତିକି କହିବି 👍👍👍
ପ୍ରଭୁ ଜଗନ୍ନାଥ ତୁମକୁ ଏମିତି ସହାୟ ହୁଅନ୍ତୁ ଆଉ ଆମ କୁ ଏମିତି ଭଗବାନ ଙ୍କ କଥା ଶ୍ରବଣ କରାଉଥାନ୍ତୁ 🙏🏻🙏🏻
ମା ଶାରଳା ଓ ପ୍ରଭୁ ଜଗନାଥ ସବୁ ବେଳେ ସାହା ହୋଇ ଥାଆନ୍ତୁ
Anadi Alekha 🙏 Guru Swami 🙏 Antra 🙏 Jami 🙏
ସୁନ୍ଦର ପ୍ରୟାସ ଓଡ଼ିଆ ପାଲା ସଂସ୍କୃତି କୁ ପ୍ରଚାର ପ୍ରସାର କରିଥିବାରୁ ସାଧୁବାଦ 🙏ଜଣାଉଛି
Clear odia sahitya ucharan god bless you
Jay Jagannatha,Ati Sundar, Good bless you and u will be a good Pala Gagika in future.
Many many thanks, God bless you,
It's great to perform in front of public at this age.....
Bhuta sundr
ମୋ ସୁନା ଭଉଣିତ ସୁନ୍ଦର ଗାଉଛି ଧନ୍ୟ ବାଦ
Jay Jagannath....Didi Odia sanskruti au Parampara bajaay rakha👏👏👏👏👏
Tq
ଜୟ ଜଗନ୍ନାଥ ଅତି ସୁନ୍ଦର ଉପସ୍ଥାପନା
ବହୁତ ସୁନ୍ଦର ଗାୟିକା
ଭଗବାନ ଙ୍କ ଆଶୀର୍ବାଦ ଥାଉ।
Ek sundar pala gayan .god bless you. Khub sighra apan pala Darbar re pahanchi pala bhali ek lok kala ku sara odisha re pramanit kar
ଛୋଟ ଭଉଣୀ କୁ ମୋର ଧନ୍ଯବାଦ। ଆଗକୁ ମାଡି ଚାଲ। 🎉🎉🎉🎉🎉❤❤❤❤❤
Carry on, try to best
ସଂସ୍କାର, ସଂସ୍କୃତି ଓ ପରମ୍ପରା ପ୍ରତି ଏତେ ଦୁର୍ବଳତା ଦେଖି ଛାତି ଗର୍ବରେ ଫୁଲି ଉଠୁଛି । ଏତେ କମ୍ ବୟସରୁ ଏତେ ଅଗାଧ ପାଣ୍ଡିତ୍ୟ ।।। ଆହୁରି ଆଗକୁ ଯାଆନ୍ତୁ ମା ।।।।।
Very good my daughter God bless you
You are blessed with melodius clear voice. Your discourse is heart touching.No doubt you will be star palagayak.Carry on.God may bless you.
Appriceat,God bless you.
ସୁନ୍ଦର ଲାଗୁଛି
ହେଲେ ଆଗକୁ ଭଲ ହବ 🙏🙏
Om shanti om shanti om shanti thanks🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🙏🌹🙏🌹🙏🌹🌹🙏
Very good performance.... 👌👌👍
ପରବର୍ତୀ ଭାଗ upload କରନ୍ତୁ plz 🙏🙏🙏
No doubt she will be a great palagayak in future if perfect guru will train her❤❤❤❤❤❤❤❤
Wah great , keep it up u r future is bright
Jay jagannaath God bless you beta
ସୁନ୍ଦର ଉପସ୍ଥାପନା 👌
ଅତି ସୁନ୍ଦର ଉପସ୍ଥାପନା....
Am very proud i bless you
Very very nice song sister
Bahut vala pala heu haba🙏🙏🏻🙏🏻🙏🏾🙏🏿🙏🏻🙏🏻🙏🏿👍👍👍❤️❤️❤️👍🎉🎉👍👍👍🙏🏿🙏🏾🙏🏻🙏 au tite val
Bahut Sundar ❤❤❤bhauni
ମୁଁ ନୟାଗଡ଼ିଆ ଭାବେ ଗର୍ବିତ। ଏ ହେଉଛି ମୋ ପରିଚୟ।।
ରୋଷଟ ବାଲା/ ବାଲି ମାନେ ଦେଖ କିଛି। ଶିଖ। ଦେଖିବା କୋଉ ଜଣେ ବ୍ୟକ୍ତି ଏ ଭଉଣୀ ଙ୍କୁ କଟୁ ମନ୍ତବ୍ୟ ଦେବ ଦେଉ
Good very good bahuta sunder
ତୁମର ଭବିଷ୍ୟତ ଉଜ୍ଜଳ ମୟ ହେଉ
Bhaune bahuta pala gauchhante🎉🎉🎉🎉
ମୋଭଉଣିକୁ ଭଗବାନ ଭଲରେ ରଖନ୍ତୁ
Nice,Go up
Very nice 👌👌
Very sweet voice prceed for future will be bright
ଧନ୍ୟବାଦ ଝିଅ ବାଃ ବାଃ ଅତି ସୁନ୍ଦର
Naes bhass didi odisi chhanda tk karbea
ତୁମ କୁ ଅଶେଷ ଅଶେଷ ଧନ୍ୟବାଦ
ଏ,କୁନି,ଝିଅଟିର,ଭବିଷ୍ୟତ ଉଜ୍ଜ୍ବଳ ଜେତେ,ଅଧିକ,ସଂକୀର୍ତ୍ତନ ପରିବେଶଣ କରିବ,ସେତିକି,ମାର୍ଜିତ ହେଇ ହେଇଜିବ ଏଝିଅଟିହେଉ ମନୋରମା,ବେହେରା, ହେଉ,ଏମାନଙ୍କ ଯୋଗୁ ଆମର,ସଂସ୍କ୍ରୁତି ବଞ୍ଚିକିଅଛି ଶୁଣିକି,ଖୂସିଲାଗୁଛି
ବହୁତ୍ ସୁନ୍ଦର୍ ❤❤
ଶୁଦ୍ଧ ଶ୍ଳୋକ ଉଚ୍ଚାରଣରେ ଧ୍ୟାନ ଦିଅ ।
Bahut sundar kintu birala upastapana,
Kamal ki.....................kalakar
Are maa tumanku bhagaban nischyan bahut agaku nebe Jay jagannath saranam all the best
Very good jhia ...
Nice pala
Jay jagannath Mohaprabhu🙏🙏🙏
Jaysriram
Very nice sister
Radhe Radhe
Dress ta helni kintu Sundar voice god is good
Bahuta bala bhagaban ama ngalakarantu
Verygood. Eforts
❤
Super bakha
Bahut Sundar
Bahuta bhala