GO DHAN HARANA- ଗୋଧନ ହରଣ-ଓଡ଼ିଆ ପାଲା- odiya pala||GAYEEKA SUSHREE JANAKI DEBATA||END PART
HTML-код
- Опубликовано: 10 окт 2024
- GO DHAN HARANA//ଗୋଧନ ହରଣ New topic of odia pala
ଗାୟିକା ବିଦ୍ୟା ଭାରrତୀ ସୁଶ୍ରୀ ଜାନକୀ ଦେବତା ଏବଂ ସାଥି ମାନେ
ଏହି ବିଷୟଟି ନହାଭାରତ ରୁ ଉଧୃତ ହୋଇଅଛି
END PART
ଗାୟିକା ବିଦ୍ୟା ଭାରrତୀ ସୁଶ୍ରୀ ଜାନକୀ ଦେବତା
ଏହି ପାଲା ଗାୟିକା ଙ୍କର ସହଯୋଗୀ ସାଥି ମାନେ ହେଲେ -
ବାୟକ - ଦୁଲ୍ଲବ ସେନାପତି
ଶ୍ରୀପାଳିଆ - ଅଖିଳ ବିହାରୀ ଦେବତା
ପାଳିଆ - ବାଲ୍ମୀକି ସହୂ
ବିଚିତ୍ରାନନ୍ଦ ସହୂ
ମୁରଲୀଧର ସହୂ
This Video has originally Prepared and presented by B R MOVIES
-----------------------------------------------------------------------------------------------------
ପାଲା ର ସଂଜ୍ଞା -
ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବ ପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ ମନୋରଞ୍ଜନ ଧର୍ମୀ କାର୍ଜ୍ୟ କ୍ରମ
ବିଶେଷ କରି ଏହା ସାହିତ୍ୟିକ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ ପାଲା ର ବିଷୟବସ୍ତୁ କୁ ଜିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ , ସେ ପୁରାଣ ଅଷ୍ଟଦଶପୁରଣ , ଭାଗବତ , ରାମାୟଣ ଇତ୍ୟାଦି ର ବିଷୟବସ୍ତୁ କୁ ଆଧାର କରି ତାଙ୍କର କରିଥିବା ବିଷୟ କୁ ବ୍ୟାଖ୍ୟା କରନ୍ତି
ଗୋଟିଏ ପାଲା ଦଳ ରେ ଜଣେ ହେଲେ ବାୟକ ଜିଏ କି ମୃଦଙ୍ଗ ବଜାନ୍ତି , ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ କି ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକା ଙ୍କୁ ସହାୟତା କରନ୍ତି , ଗାୟକ ବା ଗାୟିକା ଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ . ଏଇ ହେଇଚି ପାଲା
----------------------------------------------------------------------------------------
ଏହି ପଲର ପୂର୍ବ ଭାଗ ଗୁଡିକ ଦେଖିବା ପାଇଁ ଦୟାକରି ଆପଣମାନେ ତଳଲିଖିତ ଲିଙ୍କ ର ସାହାଯ୍ୟ ନିଅନ୍ତୁ
Please click the following Links for previous parts of this pala-
• GODHANA HARANA-ODIA PA...
• GO DHAN HARANA-ODIA PA...
• (ଗୋଧନ ହରଣ) GO DHAN HAR...
• GO DHAN HARANA ଗୋଧନ ହର...
• GO DHAN HARANA- ଗୋଧନ ହ...
• GO DHAN HARANA- ଗୋଧନ ହ...
• GO DHAN HARANA- ଗୋଧନ ହ...
For more details please
LIKE | COMMENT | SHARE | SUBSCRIBE -
► Subscribe - / brmovies
► Like us on Face book : - / br.movies.50
► Follow us on Twitter : - se...
► Circle us on G+ - plus.google.co...
Web - www.brmovies.in
-----------------------------------------------------------------------------------------
All the Copyright Reserved By B R MOVIES , if anybody Misuse, Reuse, and Unauthorized Use, Of the same Content May Subject to Copyright Claim Against him.
Uchakotira pala paribesana. Dhanyabad.
Jay jagannath🙏🙏🙏🙏🙏🙏
Akhil bihari debata sundar prabachan ସ୍ୱାମୀ ସ୍ତ୍ରୀ କଳି ସୁନ୍ଦର ଭାବରେ
ଜାନକୀ ଦେବତା ପଳାରେ ବୁଝାଇଲେ ଧନ୍ୟବାଦ୍ ଆଶା କରୁଛି ଆପଣ ଖୁବ୍ ସୁନ୍ଦର ଭାବରେ ପାଲାରେ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ସହିତ ଆପଣ ମାନେ ଆନନ୍ଦ କରିବାର ଅଧିକାର ରହିଛି❤️👍🙏🙏🙏👍
Thanks Janaki bhauni
Jai jagannth
Jay jagannath
Mind blowing
🙏🙏🙏
Thank good pala
Nice
Good
Very nice,pala
ବହୁତ ଭଲ ଗାଉଛନ୍ତି
ମାତ୍ର ଶବ୍ଦ ଉଚ୍ଚାରଣ ନିର୍ଭୁଲ ହେଲେ ଆହୁରି ଭଲ ହୁଅନ୍ତା,
ଯଥା--
ଗାଣିତଜ୍ଞ କୁ ଗଣିତଜ୍ଞ ଉଚ୍ଚାରଣ କଲେ ସୁନ୍ଦର ଲାଗନ୍ତା
Very nice janaki debata mam
Super super & fantastic performance.
Very nice 👍
ଚମତ୍କାର ଭାବରେ ପାଲାର ବିଷୟ ବସ୍ତୁ ପରିବେଷଣ କରିଥିବାରୁ ଆମ୍ଭେ ଗ୍ରାମବାସୀ ବିଶେଷ ଆନନ୍ଦିତ
Super paala
Janaki didi u r the great.
OK.
So nice comedy
Superb
Very nice performance
ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି
B R movies ର ପ୍ରଯୋଜକ ମହାଶୟ ଙ୍କୁ।
ଧନ୍ୟବାଦ ଜଣାଉଛି ଗାୟିକା ମହାଶୟ। ଙ୍କୁ
ଜୟ ଜଗନ୍ନାଥ
Super
Bahut Bhala
Bahut vala pala.
Jay Jagannath 🙏🙏🙏🙏
Nice Pala Sundar kantha
Excellent pala,mam you are best.
Bahut sunder paribesana
Thanks to all
Awesome
Gayika debata nkar pala is the best
Very good commedy
Mam your tone and presentation very nice
So.....nice
Daya Kari Kabi nka Naa kahile aahuri vala laaganta
Susree singing style mast
Pala bhala lagila
Beautiful mangalacharan madam jeee
Super janki madam pala
Bahut Bhalalagila
Excellent job janki madam
Beautiful pari besan
Bhala Lagila
B.r movies please...please...please kalakanthee gouri Bala Swain nkar pala quick uplode karantu.
Bhai kali dekhiba gouri mam nka new pala
@SASANKASEKHAR RATH sir shushri sreemati swain nka pala upload karantu please
Janaki madam nka new episode upload karantu.
Janki mam nka pala adhika upload karantu....
Bahut bhala heaich pala
Jks Pala
Nice topic.
Mam your presentation fantastic.as you stand in contest stage you must presents in contest style
Very beautiful palla 👌👌
Next pala gouri bala swina madma ka pala upload karnuthu please sir please
Jarka karne kramku dhanybad please give contact no
ଭଲ ଲାଗିଲା
କଣ ମାଡାମ କେମିତି ଅଛ ଭଲ ପାଲା
Super 🙏 plise Nest pala
Watched the complete editions of Godhana Harana and Bhishma Sarasajya. Both the Gayeekas were superb in their own fields. I congratulate both of them and wish them good luck and Godspeed in their future. To be frank and honest, I enjoyed Godhana Harana the most as Gayeeka Vidya Bharati Sushree Janaki Debata's rendition of the PALA was far superior. The young Gayeeka has a bright future as she has mastered the art of Pala rendition in the best way. She has a beautiful voice accompanied with rhythmic body movements and catches every beat of the mridangam, which are the key components of a good Pala Gayeeka. Her Odia pronunciations need to be little more polished and she should learn some more vocabularies, which would help her to explain the Chhandas in a better way.
please secend gaikanka pala upload karantu
Jai jagannth
Ati sundar
Nice