ମାଲ୍ ଧାନ ପ୍ରଵଳ ହେଵା ଟ୍ରିକ୍//ଛୋଟ ଧାନ ଅଧିକ ହେବ କିପରି//କମ୍ ଦିନିଆ ଧାନ ରେ ସାର//short duration paddy
HTML-код
- Опубликовано: 30 сен 2024
- ମାଲ୍ ଧାନ ପ୍ରଵଳ ହେଵା ଟ୍ରିକ୍//ଛୋଟ ଧାନ ଅଧିକ ହେବ କିପରି//କମ୍ ଦିନିଆ ଧାନ ରେ ସାର//short duration paddy
How to make large earning in short duration paddy cultivation is the subject of this video with fortilizer management details and timely response needed per week to improve growth penical and size quality, what in this video has been displayed and explained details.
#kurefultv
#shortdurationpaddy
#maladhana
#maladhanafortiliser
#paddyfarming
Your queries -
Short duration paddy cultivation
Mala dhana chasa
Mala dhana ra sara details
Chhota dhana
Short paddy
Dhana chasa pranali
Dhana during kharip
Dhana re sara kemiti dianti
Dhana re sara kipari diajaee
Thanks for watching Kureful tv channel
Sir,maldhan adha baharila ne,adha
Late laguchhe kana sar dele,sabu eka sange bahariba au thik hisabre
fal asba,🙏🙏🙏
ପଟାସ ଓ ବୋରନ୍ ମିଶାଇ ଦିଅନ୍ତୁ
Npk00'52'34
ଜାଗାନେ (npk12'61'00 +npk00'00'50+boron20+nativo)ମିସାଲେ ହେବା କାଏ ଟିକେ କହେବେ sir
ନାଁଟି ଭୋ କୁ ଅଲଗା ଦିଅନ୍ତୁ
Thanku sir
Humic Acid କେ spary କରି କିନା ଦେଇ ହେବା କି ନାଇଁ ଆଜ୍ଞା ଟିକେ କହୁନ
ସ୍ଲାଇନ୍ କେ ପିଇ ଦେଲେ କାମ ଦେଵ କି ଆଜ୍ଞା
1156 dhan rua karbar 42 din heuchhe golai basla na
Mulsar pilsar dia hei chhe
Thod sir kebe dema, kana kana sar
Dema, sir 🙏🙏🙏🙏🙏
ଧାନ ବାହାରିବା ଆଗରୁ,୦୦:୫୨:୩୪ ଏନ୍ ପି କେ ଓ ଵୋରନ୍ ଦିଅନ୍ତୁ
ରୋଇବାର ୩୫/୪୦ ଦିନ ହେଇଛି Humic acid ଆଉ NPK 19 19 19 କୁ ଗୁଟେ ସାଥିରେ ମିଶେଇ କି Spary କରି ଦେଇ ହେବକି ଆଜ୍ଞା
ହେବ
ସାର, ଖରାଦିନ ବିରି, ମୁଗ ର ଭଲ ଭେରାଇଟି ବିହନ ବିଷୟ ରେ ଟିକେ ବତାସ ବେଲେ ଭଲ ହୋତା
ଆଗକୁ ଦେଖି ପାରିବେ
ବଙ୍ଗି ଫୁଟିଛେ କଣା ଦେମୁ sri
ଭିଡିଓ ଅଛି ଦୟାକରି ଦେଖିବାକୁ ଅନୁରୋଧ, ତଥାପି ଲିଙ୍କ୍ ଦେଉଛୁ ତାକୁ କ୍ଲିକ କରି ଦେଖି ପାରିବେ
ruclips.net/video/vrxJVWvEcpc/видео.htmlsi=8EYzJabhNnkeCv6D
Bhu laxmi 1129 august 9 tarikh re
Rua hei chhe mulsar,pilsar dia he chhe, third dose kebe dena,kana dema sir,
୬୦-୭୦ ଦିନ ରେ
ଥାଡ୍ ଡୋଜ୍ ର ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Dhan bahari la ne b diajiba ken
କେବଳ ୦୦:୦୦:୫୦ ଦେଇ ପାରିବେ
Sir bhu. 11. Dhan ra thoda krte din re asba. Ken ken sir. Demu. Tk kahebe. Ken fungicide demu
ସାର୍ ମୋର ଧାନ ସବୁ ବାହାରି ଗଲାଣି କିନ୍ତୁ ଛଡେଇ ଖାଇଯାଉଛି ମୁଁ କି ଔଷଧ ସ୍ପ୍ରେ କରିବି କୁହନ୍ତୁ
ଵାର୍ଡ୍ସ ରିପେଲେଣ୍ଟ ଦେଇ ପାରିବେ
Amar diti dhan kn dele pal naijibar
ଆଜ୍ଞା ଆମର ମାଲ ଧାନ ଜଗାବାର ଟା ୩୦/୩୫ ହେଉଛେ ୟୁରିଆ/ପଟାସ ଦୁଇ ଦିନ ହେଉଛେ ଦେଇଛୁ କାଣା ଦେଲେ ଭଲ ହେବା
୧୫ ଦିନ ପରେ ହ୍ଯୁମିକ୍ ଏସିଡ୍ ଏଵଂ ଇନ୍ ସେକ୍ଟି ସାଇଟ୍ ଦେବେ
Humic acid ଆଉ Npk 19.19.19 ମିଶେଇ କରି ଦେଇ ହେବା କାଏଁ
Padmaja dhan 15 july k buna hei6e bele kete traik tak garvani stage k palei asba .??
ଅକ୍ଟୋବର ୧୦-୧୫ ଭିତରେ
Sar corazan sange amistartop mix dele hebagn
ନାଁ ଦିଅନ୍ତୁ ନାହିଁ, ଅଲଗା ଅଲଗା ଦେଵେ
Kapa kenta kale khop phalaba angya Balangir jilaru
ନମସ୍କାର ଆଜ୍ଞା
ହ୍ଯୁମିକ୍ ଏସିଡ୍ ସହ ଫୁଲ୍ ଵିକ୍ ଏସିଡ୍ ପ୍ରୟୋଗ କରନ୍ତୁ
Dhana ke 60 ru 65 din helan sadha ,chakada,maisha ke advance kan spray karama sir
ନାଁଟି ଭୋ ନହେଲେ ଆମିଷ୍ଟାର୍ ଟପ୍ ଦିଅନ୍ତୁ
Hlo sir short duration 60 dinia annt dhan bhale hebaa kn
ରବି ଋତୁରେ କରି ପାରିବେ
Dhan ke Musa bundhu katidauchhe kanakarajiba
ଆମର ଚେନାଲ୍ ରେ ଭିଡିଓ ରେ, ଦୟାକରି ଦେଖିବାକୁ ଅନୁରୋଧ
🙏🙏🙏🙏🙏
ଜୁହାର ଆଜ୍ଞା ଜୁହାର