ଗୋଟିଏ ଭୂଲ୍ ଅଧା ଆୟ କମ୍// ୬୦-୮୦ ଦିନ ଧାନ ରେ କ'ଣ ଦେବେ//ଧାନ ର ଵେଷ୍ଟ୍ ଫଙ୍ଗି ସାଇଟ୍// Amistar top
HTML-код
- Опубликовано: 18 ноя 2024
- ଗୋଟିଏ ଭୂଲ୍ ଅଧା ଆୟ କମ୍// ୬୦-୮୦ ଦିନ ଧାନ ରେ କ'ଣ ଦେବେ//ଧାନ ର ଵେଷ୍ଟ୍ ଫଙ୍ଗି ସାଇଟ୍// Amistar top
Best careness of paddy cultivation during 60-80 days.Two spray is most important in this period a insecticide and a fungicide, what in this video has been displayed and explained details.
#kurefultv
#dhanachasa
#dhanarefungicide
#dhanareamistertop
#nativi
Your queries -
Amistar top fungicide
Nativo fungicide
Custodia fungicide
Gelileo sansa fungicide
Dhana re fungicide
Dhana chasa pranali
Blast control tricks
Blast diseases medicine
Blast for fungicide
Thanks for watching Kureful tv channel
Dhan baharla sir phul dhariche dele chalba ke sir
ଦାମ ବହୁତ
E samaya re best insecticide kana deba.pls sir kahun.
ଫେମ୍ ନହେଲେ ଆଲାଣ୍ଟୋ
Bhu11 ଧାନ କୁ ଆଜି ରୋଇବାର 50 ଦିନ ହେଲା ସାର କଉ ସାର ଦେଲେ ଭଲ ହେବ ,ଦୟାକରି କୁହନ୍ତୁ । august 10 ରେ ରୁଆ ହେଇଥିଲା ଧାନ
ଯଦି ପିଲ ସାର ଦେଇ ସାରିଛନ୍ତି, ତେବେ ଡିଏପି ୧୨ କେଜି,ପଟାସ ୧୫ କେଜି, କାଲସିଅମ ନାଇଟ୍ରେଡ୍,୫ କେଜି ଦିଅନ୍ତୁ
BPH Lagi keun medicine deba
ଚେସ୍ ଦିଅନ୍ତୁ
Nano urea, sagarika,boron 20 sahita miseiki spray Kari heba ki?
ହେବ ଦେଇ ପାରିବେ
Last dose Sara sahita miseiki dei heba ki?
ଅଲଗା ଅଲଗା ଦେଵେ
@@Kurefultv thanks
Last dose ପଟାସ ଆରୁ ମାନିଆ ସାର୍ ଦେଲେ ହେବାକାଏ ଆଞା
ଦେଇ ପାରିବେ
Dhan garvani hela pare kete dine harvesting lagi ready hesi ??
୨୫-୩୦ ଦିନ
🙏🙏ସାର ରେ ମିଶାଲା ଟା ନାଇନ କେଁ sir
ଏହା ସ୍ପ୍ରେ କରିବା ଭଲ୍
ଲାଷ୍ଟ ଦୋଜ ପଟାସ ଆରୁ ମାନିଆ ସାର୍ ଦେଲେ ହେବାକାଏ ଆଞା
ଦେଇ ପାରିବେ ଆଜ୍ଞା
Sir aji 15 din dhan jaga bar heichhe ken SAR demu
ତୁହି ଖାଲି ଭିଟାମିନ ଦେ
ନମସ୍କାର ଆଜ୍ଞା
ଲେଟ୍ ରେ ଲଗାଇଛନ୍ତି, ସେଥିପାଇଁ ଧାମନ୍ ମଲ୍ଟି ଭିଟାମିନ ୫ କେଜି,ଜିଙ୍କ୍ ସଲଫେଟ୍ ୪ କେଜି, ୟୁରିଆ ୨୦ କେଜି,ରିଜେଣ୍ଟ ଦାନା ୫ କେଜି,ପଟାସ ୧୦ କେଜି ଦିଅନ୍ତୁ
ସାର୍ ମୋର୍ ସନମ୍ ଧାନ କେ ୬୦ ଦିନ ହେଳା ଧାନ ଜମି ନ କେତେ ପାନି ବାନ୍ଧି ରଖିମି ଆଜ୍ଞା
୫-୮ ଇଞ୍ଚ୍ ପାଣି ରଖିବେ
ଆଜ୍ଞା jivras humic acid ସାଙ୍ଗେ NPK 19 19 19 ମିଶେଇ କରି ଦେଇ ହେବା କାଏଁ
ହେବ
ସାର୍- ଧାନ ରୁଆର ୧୨-୧୪ଦିନ ପର୍ଯ୍ୟନ୍ତ ଗଛର ଚେର ଆସୁନି କାରଣ କଣ? ସାର ଆପଣଙ୍କ ଫୋନ୍ ନଂ- ଦିଅନ୍ତୁ 🙏🙏🙏
ବିଳମ୍ବ ରେ ରୁଆ ହେଲେ ଏପରି ହୋଇଥାଏ
Amistar top ସାଙ୍ଗେ କାଣା ମିଶାଜିବା
ମିଶାଇବା ପଡ଼ିବ ନାହିଁ
Moga hele ke medicine dava padwa
ଫିପ୍ରୋନିଲ ପାଉଡର ୪-୫ କେଜି ଏକର, ଦେଇ ପାରିବେ, ଆଗରୁ ଦେଵା କଥା
ତମେ ଯେନ ଭିଡ଼ିଓ କରୁଚ ତମେ କେତେ ଚାଷ କରୁଛ ଆଘ କୁହ. 2 ଦିନ ଆଗନୁ ଗୁଟେ vedio ଦେକିଥିଲି. ସେଥିରେ କହୁଥିଲେ ଧାନ ବାହାରିଲା ବେଳକେ କିଛି ଉସ ନାଇଁ ଦିଅନ ନାହଲେ ନୁକ୍ସାନ ହେବା ବଳୁ ଥିଲେ. ମୁଇଁ ବୁଝି ନାଇଁ ପାର୍ଲି. ମହା ପୁକ ତ ଆସବେ ତାର ଲାଗି କାନା କରା ଯିବା. ପଛେ ଦେବ କାହୁଥିଲେ ଆର ଥିବା ଯେ ଉସ ଦେମା.
ମହାକୁର ଆଜ୍ଞା ନମସ୍କାର
ଆପଣ ଠିକ୍ କହିଛନ୍ତି, ଧାନ ର ନିର୍ଦ୍ଧିଷ୍ଟ ସମୟରେ ଦିଆ ଯାଏ ନାହିଁ,ଫୁଲ ଉଡ଼ାଇବା ସମୟରେ, ସ୍ପ୍ରେ କରାଯାଏ ନାହିଁ,
Katha barta thik nahi kata bal kou katha kahuchi
ଆଗକୁ ଏଥିପ୍ରତି ଦୃଷ୍ଟି ଦେବୁ