Jibana Do Chhakire Ashara Alok Ep 396 30 DEC 2023

Поделиться
HTML-код
  • Опубликовано: 31 дек 2023
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #Jibana Do Chhakire Ashara Alok Ep 396#OdishaTV #OTV

Комментарии • 649

  • @sridharrana274
    @sridharrana274 6 месяцев назад +230

    Kou mane 😂😂mihir Sar😂😂😂 nku miss karicha like kara all frinds

    • @BalaramSwain-ns5yd
      @BalaramSwain-ns5yd 3 месяца назад

      Kahucha ta danta choduchu kahinki kn hasa laguchi sea marigala boli😮

  • @satyanarayansethi3601
    @satyanarayansethi3601 6 месяцев назад +109

    ଶୌମେସ ଭାଇ ଙ୍କ ଉପସ୍ଥାପନା ଓ ବୁଝେଇବା ର ଶୈଳି ବହୁତ ବଢିଆ ଲାଗିଲା 👌👌 ❤❤❤❤

  • @dolagobindasahoo9267
    @dolagobindasahoo9267 6 месяцев назад +17

    ଆଜିର ବିଚାର ମୋତେ ବହୁତ୍ ଭଲ ଲାଗିଲା । ବିଚ୍ଛେଦ ନଥିଲେ ମିଳନର ମାଧୂର୍ଯ୍ୟତାକୁ ଉପଲବ୍ଧି କରି ହୁଏନା ।
    ମୋ ମନ କହୁଛି ଏମାନେ ନିଶ୍ଚୟ ଗୋଟିଏ ସୁଖୀ ଦମ୍ପତି ହୋଇ ସମାଜରେ ଉଭା ହେବେ ।
    ବିଚାରର ଶେଷ ଭାଗ ଶାଶୁ ବୋହୂ ମିଳନ,ବହୁତ୍ ହୃଦୟ ସ୍ପର୍ଶୀ,ଆଖିରେ ଲୁହ ଆସିଗଲା ।
    ଧନ୍ୟବାଦ୍ ସମସ୍ତଙ୍କୁ , ବହୁତ୍ ବହୁତ୍ ଧନ୍ୟବାଦ୍ ,ଜୟ ଜଗନ୍ନାଥ ।

  • @Santoshsahu-hv3ro
    @Santoshsahu-hv3ro 6 месяцев назад +40

    ଶଶୁର, ସାସୁ ପାଇଁ ଅଧିକା ବିଗିଡି ଯାଉଛି ଝିଅର ମା ବି ଅଯଥା ହସ୍ତକ୍ଷେପ କରିଛନ୍ତି ଝିଅର ଶଶୁର ଅଧିକା ସେମାନଙ୍କ ଭିତରେ ପସୁଛନ୍ତି ..ନିଜ ଘରେ ବି ଝିଅ ଥିବ ଲାଜ ଲାଗିବା କଥା

  • @clockwork43
    @clockwork43 6 месяцев назад +8

    କେଉଁମାନେ ମିହିର୍ ସାର୍ ଙ୍କୁ ମିସ୍ କରିଛନ୍ତି like କର !

  • @exploreeverything100
    @exploreeverything100 6 месяцев назад +199

    ମଉସା ପୁରା ସ୍ୱର୍ଗତ ପ୍ରଦିପ ମହାରଥୀ ଭଲି ଦେଖା ଯାଉଛନ୍ତି।

  • @nilukantapradhan8192
    @nilukantapradhan8192 6 месяцев назад +27

    ଆଶାର ଆଲୋକ ପରିବାଙ୍କୁ ଅଶେଷ ଅଶେଷ ଧନୟବାଦ୍

  • @arunkumarprusty1968
    @arunkumarprusty1968 6 месяцев назад +9

    ଅଭିଭାବକ ମାନଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ସଂସାର ଉଚ୍ଛନ୍ନ ହୋଇଛି।

  • @omprasadprusty
    @omprasadprusty 6 месяцев назад +48

    ଗାଲୁଆ ଶଶୁର ଶାଶୁ ବି କିଛି କମ ନୁହେଁ

    • @tapassamal3520
      @tapassamal3520 6 месяцев назад +5

      ଟାଟୃଆଣି ଶାଶୁ ଆଉ ବଦ ମାସ ଶଶୁର😂

    • @rajaprasad1297
      @rajaprasad1297 6 месяцев назад

      Tu bhai bhule kahuchu , tu khali dekhiki amiti kahiba thike karunu

  • @santoshkumarmishra2620
    @santoshkumarmishra2620 6 месяцев назад +24

    ସୁନ୍ଦର ଉପସ୍ଥାପନା.ସୋମେଶ ବାବୁ. ଏପରି ଭଙ୍ଗା ମନ ଓ ଭଙ୍ଗା ଘରକୁ ଏକାଠି କରିବାର ପ୍ରୟାସ ପାଇଁ ଆପଣଙ୍କୁ ସ୍ବାଗତ ନକରି ରହିହେଉନି. ଈଶ୍ବର ଆଶାର ଆଲୋକ ପରିବାରକୁ ଖୁସିରେ ରଖନ୍ତୁ. ଜୟ ଜଗନ୍ନାଥ.

  • @gobindachandramishra171
    @gobindachandramishra171 6 месяцев назад +48

    ଛାଡ଼ ପୁର୍ବ କଥା ଆସ ଆମେ ଦୁହେଁ ବହୁତ ଖୁସିରେ ରହିବା ପାଇଁ ଇଶ୍ଵରଙ୍କୁ ପ୍ରାର୍ଥନା କରିବାजयश्रीराम

  • @purnachandrabastia31
    @purnachandrabastia31 6 месяцев назад +9

    ବହୁତ ବଢିଆ ସମ୍ପର୍କ ବିନା ଜୀବନର ମାନେ କିଛି ନାହିଁ। ବୁଝାମଣା ପ୍ରକୃତ ସମ୍ପର୍କ ❤।ଜୟ ଶ୍ରୀ ରାମ ।
    ଆପଣମାନର ଭଲପାଇବା ଏମିତି ଥାଉ।

  • @munamohanta7101
    @munamohanta7101 6 месяцев назад +43

    ପିଲା ର ବାପା ମା ପାଇଁ ଏମିତି ନାଟ

    • @Santoshsahu-hv3ro
      @Santoshsahu-hv3ro 6 месяцев назад

      ଠିକ କହିଲ ଭାଇ

    • @PADMINIBEHERA-de5rt
      @PADMINIBEHERA-de5rt 6 месяцев назад

      No fast semane nija relation ku bujhiba darakara nije thik thile kehi bahara loka kichhi kariparibe nahi

    • @PADMINIBEHERA-de5rt
      @PADMINIBEHERA-de5rt 6 месяцев назад

      Bapa ma nku kebe dosa deba thik nuha

  • @ashokkumarbehera1581
    @ashokkumarbehera1581 6 месяцев назад +16

    ଭଗବାନ ତୁମ ଦୁହିଙ୍କ ଉପରେ ଆଶିର୍ବାଦ ରହୁ ତୁମର ଜୀବନ ମୁଖ୍ୟମୟ ହେଉ କିନ୍ତୁ ପୁଅ ତୁମେ ତୁମ ସ୍ତ୍ରୀକୁ ସନ୍ଦେହ କରନି । ସନ୍ଦେହ ତୁମ ପରିବାରକୁ ଭାଙ୍ଗି ଦଉଛି । ତୁମ ଦୁହିଁଙ୍କ ଯୋଡି ଅତି ସୁନ୍ଦର ଯୋଡ଼ି

  • @TechnicalGahir
    @TechnicalGahir 6 месяцев назад +8

    mora 300 ru urdha episode dekhi deli mora age 23 only my favourite and best satisfaction show tq otv i hope 1 like

  • @basantakumarpattanayaka8560
    @basantakumarpattanayaka8560 6 месяцев назад +12

    ବୁଢ଼ା ଟି ବହୁତ୍ ଗର୍ବି ଲୋକ ପଇସା କିଛି କାମ ରେ ଆସିବନି ପରିବାର ସବୁକିଛି

  • @barsha-dy3gv
    @barsha-dy3gv 6 месяцев назад +5

    Bhul କହୁଛନ୍ତି ଅସାର ଆଲୋକ ସବୁ ବେଳେ ଝିଅ କୁ ସପୋଟ କରୁଛନ୍ତି ସେଇଥି ପାଇଁ ଝିଅ ମାନେ ଏମିତି କରୁଛନ୍ତି ସେମାନେ ଭାବୁଛନ୍ତି ଆମକୁ ସମସ୍ତେ ସପୋଟ କରୁଛନ୍ତି

  • @BijaykumarSahoo-mx5tc
    @BijaykumarSahoo-mx5tc 4 дня назад +2

    ମତେ ଗୋଟିଏ ଝିଅ ସ୍ତ୍ରୀ ଲୋକ ଦରକାର ଦେଲ ଆଉ କିଛି ଆବଶ୍ୟକତା ନାହିଁ ମୋର୍ କମେଇବା କ୍ଷମତା ଅଛି ଖାଲି ଝିଅ ସ୍ତ୍ରୀ ଲୋକ ଆବଶ୍ୟକ

  • @rabimishra6815
    @rabimishra6815 6 месяцев назад +28

    ଜଣେ ଭଦ୍ର ଆଉ ଅନୁଭବୀ ଭଳି ସୋମେଶ ଭାଇ ଉଭୟ ପକ୍ଷ ଙ୍କୁ ପୁନର୍ମିକନ୍ କରି ଥିବାରୁ ହୃଦୟରୁ ବହୁତ୍ ବହୁତ୍ ଧନ୍ୟବାଦ୍।

  • @U.B675
    @U.B675 6 месяцев назад +4

    ଆଜି କାଲି ସବୁ ଝିଅ କୁ ପାଠ ପଢେଇ ନିଜ ଗୋଡ଼ ରେ ଠିଆ କରି marriage କରିବା କଥା ଯୋଉ ପଇସା ଆପଣ ମାନେ ଯୌତୁକ ରେ ଦେଉ ଛନ୍ତି ସେ ପଇସା ରେ କିଛି ଟ୍ରେନିଂ କରଓ ଆଉ ତାପରେ marriage କରନ୍ତୁ

  • @shantidash5073
    @shantidash5073 6 месяцев назад +9

    ସୋମେସ୍ ଙ୍କ ଉପସ୍ଥାପନା ଵହୁତ।ଭଲ ଲାଗୁଛି ସବୁ ଦିନ ପାଇଁ ଜାରି।ରହୁ।

  • @S.Smile8
    @S.Smile8 6 месяцев назад +6

    ଗଞ୍ଜାମ ପଟେ ବେଶି ଯୌତୁକ ନିର୍ଯାତନା

  • @pradipkumarsahoo2112
    @pradipkumarsahoo2112 6 месяцев назад +17

    ଗାଦିରେ ବସିଥିବା ଲୋକ 100 ru 100 ଭଲ ଲାଗିଲା❤ ଭାଈ ଆପଣଙ୍କୁ 🙏

  • @bijayalaxmisahoo7609
    @bijayalaxmisahoo7609 6 месяцев назад +4

    ସମ୍ପର୍କ ଗୋଟେ ଗଢ଼ିବାକୁ ହେଲେ କେତେ କିଛି ସହିବାକୁ ପଡ଼ିଥାଏ ,
    କିନ୍ତୁ ଭାଙ୍ଗିବାକୁ ହେଲେ ଟିକେ ରାଗ , ଟିକେ ଅହଙ୍କାର ରେ ସବୁ ନଷ୍ଟ ହୋଇଯାଏ 😢
    ସବୁ ପଛ କଥା ଭୁଲି ଆଗକୁ ବଢ଼ିବାକୁ ହେବା ,
    ସ୍ବାମୀ ସ୍ତ୍ରୀ ସମ୍ପର୍କ ହିଁ ସେମିତି , କାହାକୁ ତ ଟିକେ ନଇଁ ବାକୁ ପଡ଼ିବ,😊😊
    ନହେଲେ ସବୁ ନଷ୍ଟ ଭଷ୍ଟ ହେଇଯିବ 😢

  • @pintusahoo-informative
    @pintusahoo-informative 6 месяцев назад +6

    ଝିଅ ଟି କୁ ଗୋଟିଏ କଥା କଷ୍ଟ ହଉଚି ....ପୁଅ ଟି ଯେତେବେଳେ କହୁଚି ତୋତେ ମୋର ପସନ୍ଦ ନୁହଁ,ଆଉ ସନ୍ଦେହ କରିବା ଟା ଝିଅ କୁ କଷ୍ଟ ଦଉଚି

  • @bhanupratapsingh6406
    @bhanupratapsingh6406 6 месяцев назад +8

    ଆଜ୍ଞା ଇଏ ଭଲ ଜନ୍ତୁ ନୁହେଁ😅 କିତ୍ତନ ହେଲା ପରି ହୁଁ ହୁଁ.......ଅବାଜ୍ 😅😂

  • @ajayamallick7732
    @ajayamallick7732 6 месяцев назад +7

    ଏ ପୁଅ ଆଉ ଝିଅ ଭଲ ଝିଅର ରାଗ ଆଉ ପୁଅର ବାପା କଥା କମ କହିଲେ ସବୁ ଠିକ ହେବ

  • @sibanandasahoo2638
    @sibanandasahoo2638 6 месяцев назад +7

    ବହୁତ ସୁନ୍ଦର ଝିଅଟେ, ଭଗବାନ ଭଲରେ ରଖନ୍ତୁ ତାକୁ

  • @mamatasethi2690
    @mamatasethi2690 6 месяцев назад +5

    Bahut sundar presentation.. somesh sir

  • @maheswarparida8745
    @maheswarparida8745 6 месяцев назад +1

    Jay jagannath swami nayana path grami bhava tume🙌 👏👏👏👏👏🥥💐

  • @rasmitasahoo9510
    @rasmitasahoo9510 6 месяцев назад +4

    Satare last seen heart touching 😢😢😢
    Bhari sundar jodi
    🎉🎉🎉🎉🎉🎉

  • @sushantkumarsahoo3087
    @sushantkumarsahoo3087 6 месяцев назад +12

    Bahut bhala episode... Very good massage to Society🙏🙏

  • @BijaykumarSahoo-mx5tc
    @BijaykumarSahoo-mx5tc 4 дня назад

    ଯେଉଁମାନେ ଝିଅ ସ୍ତ୍ରୀ ଲୋକ ଚାହୁଁଛନ୍ତି ନିଜ ପାଇଁ ଜଣେ ସ୍ବାମୀ ଦରକାର ମୁଁ ଅଛି ସ୍ବାମୀ ଦେବି ଭଲ ବହୁତ ବହୁତ ବଢିଆ ସ୍ବାମୀ ଟିଏ କିଏସେ ନେବ କୁହନ୍ତୁ

  • @user-hz6gg3xw9j
    @user-hz6gg3xw9j 6 месяцев назад +6

    One of the greatest episode

  • @Naik19963
    @Naik19963 6 месяцев назад +6

    Otv request.. anubhav vs Brasha. invite korontu..2jono.meshi jibe..jai jagannath ❤🙏

  • @susantakumrsahu1229
    @susantakumrsahu1229 6 месяцев назад +1

    Asha ro aloka bahut bhalo pryass gote bhangijaithiba family ku sajadi deuchanti
    Thanks 🙏🙏🙏🙏🙏🙏🙏🙏

  • @tapanpradhan5788
    @tapanpradhan5788 6 месяцев назад +1

    ଧନ୍ୟ ରେ ଗଞ୍ଜାମ ଲୋକ

  • @krushnadas3927
    @krushnadas3927 6 месяцев назад +1

    ଧନ୍ୟବାଦ❤❤❤❤❤ ଓଟିଭି

  • @sugandhajeeban
    @sugandhajeeban 6 месяцев назад +1

    Great suggestion and best realation ❤❤

  • @barsha-dy3gv
    @barsha-dy3gv 6 месяцев назад +2

    ସେ ଝିଅ over ଆକ୍ଟିଙ୍ଗ କରୁଛି
    ସେ ଝିଅ ର ଅସିଲି କଥା ହେଲା ସେ ଝିଅ ର ଘଇତା ପସନ୍ଦ ନୁହେଁ ସବୁ ଦୋଷ ହେଲା ସେ ଝିଅର ମା ବାହା ଘର କରିବା ପୂର୍ବରୁ ସେ ଝିଅ କୁ ପଚାରିବାର ଥିଲା

  • @soumyaranjanlenka2728
    @soumyaranjanlenka2728 6 месяцев назад +3

    Ki sundar solution.All the best to both of you.

  • @user-lk4lw5ve4u
    @user-lk4lw5ve4u 5 месяцев назад +1

    ଗୋଟେ ଝିଅ ଶାଶୁ ଘରକୁ ଗଲେ ନିଜ ଘର ଛାଡି ଶାଶୁ ଘର ଲୋକଙ୍କ ସହ କେତେଦିନ ଭିତରେ ମନ ମିଶେଇ ଚଳିବ କିଛି ସମୟ ଦରକାର ଝିଅକୁ ଶାଶୂଘର କୁ ନିଜର କରିବାକୁ ହେଲେ ତେଣୁକରି ସ୍ୟାମି ନିଜେ ସ୍ତ୍ରୀ କୁ ସେତିକି ଭଲ ପାଇବା ଦରକାର ମାନେ sopot ଦରକାର ଦୟାକରି ଝିଅ ଟି କୁ ଅଣ ନିଶ୍ୟାସୀ ହେବା କୁ ଦିଅନ୍ତୁ ନାହିଁ 🙏

  • @hatanathparida-ym8wo
    @hatanathparida-ym8wo 6 месяцев назад +5

    Salute to otv

  • @purnachandrabastia31
    @purnachandrabastia31 6 месяцев назад

    ଆଶାର ଆଲୋକ କୁ ବହୁତ ଧନ୍ୟବାଦ। ଆପଣଙ୍କର ଏ ଚେଷ୍ଟା ଦ୍ୱାରା ଆପଣମାନେ ବହୁତ ଭାଂଗି ଯାଇଥିବା ସଂସାର କୁ ଯୋଡି ଛନ୍ତି।❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤.......❤❤❤

  • @kalubiswal9798
    @kalubiswal9798 6 месяцев назад +2

    Jay Jagannath Happy New year Happy life

  • @user-lv5jt6uo4h
    @user-lv5jt6uo4h 6 месяцев назад +6

    anchor nailed here .raga aka . nonsense sasura .Murkha husband. manthara sasu must needed 3 characters to spoil any beauty of relation.

  • @bazarvalue
    @bazarvalue 6 месяцев назад +9

    ଗଞ୍ଜାମ ଜିଲ୍ଲା ଆଉ ପ୍ରମିଳା ନାନୀ କଣ ଠିକା ନେଇଛି ଏମିତି ସୁନ୍ଦର ସୁନ୍ଦର ଆଶାର ଆଲୋକ ଏପିଶୋଡ ତିଆରି କରିବା ପାଇଁ?
    ଶଳେ ଅନ୍ୟ ଜିଲ୍ଲାର ଲୋକ ଚେଷ୍ଟା କରୁ ନାହାନ୍ତି ଆଶା ର ଆଲୋକ ରେ ଭାଗ ନେବା ପାଇଁ, 😂😂😂
    ପ୍ରମିଳା ନାନୀ ପାଇଁ ଆଜି ଆଶାର ଆଲୋକ ସିରିଏଲ୍ ବଞ୍ଚିକି ଅଛି

  • @prasantakumarnayak1303
    @prasantakumarnayak1303 6 месяцев назад

    Otv ku asesa asesa dhanyabad amiti aka realytiswo karithibaru satare asara aloka au aka nutana jibanara banchibara rasta ❤ jay jagannath🙏

  • @PramodBal
    @PramodBal 5 месяцев назад

    ବହୁତ ସୁନ୍ଦର ଯୋଡି କିନ୍ତୁ ଭୁଲ ବୁଝାମଣା ପାଇଁ ସଂସାର ଭାଙ୍ଗି ଯାଇଥିଲା

  • @ajaykumarsahoo6457
    @ajaykumarsahoo6457 6 месяцев назад +7

    somesh babu is best for this episode and solve the all family problem ..so it can replace by mihir sir thank you otv

  • @pingpongcartoon696
    @pingpongcartoon696 6 месяцев назад +1

    ପ୍ରମିଳା ମା best maa❤❤❤pramila maa pari kie କରିପାରିବେନି ଏମିତି କାମ

  • @khantiodiapua1
    @khantiodiapua1 6 месяцев назад +2

    ଶଶୁର ଦେଖିବା କୁ ପ୍ରଦୀପ ମହାରଥୀ ସାନ ଭାଇ ଦେଖିବାକୁ

  • @Editandsphotograph369
    @Editandsphotograph369 Месяц назад

    ସୁନ୍ଦର ଉପସ୍ଥାପନା 🙏

  • @JitandraParida
    @JitandraParida 6 дней назад

    Beautiful ❤️❤️❤️❤️❤️ aasara aalok

  • @abhimanyudhal9266
    @abhimanyudhal9266 9 дней назад

    ସାର୍ ଦୋ ଛକିର ଅର୍ଥ ହେଉଛି ଗୋଟେ ପୁଅ ପାଇଁ ଗୋଟେ ପାଖେ ମା ଆଉ ଗୋଟେ ପାଖେ ମାଇପ ତେଣୁ ପୁଅଟି ଲୁଚି ଲୁଚି କାନ୍ଦେ

  • @bhimagouri7190
    @bhimagouri7190 6 месяцев назад +7

    ସଂସାର ଭିତରେ ଘର ଟେ ତୋଳିଲେ ପଥର ପଡିଲେ ସହି,,ସବୁ କଷ୍ଟ ସହି ଘର କୁ ଜାଅ

  • @Lachhman78
    @Lachhman78 6 месяцев назад +14

    Ethi ru jaha jana paduchi jhia ti bahut bhala.., nijara bhul bujhi puni samastanku nijara kariba pai bahut chesta karichhanti., hele se pua au tara bapa se jhia ra mana ku bunhi paru nahanti.., semane se jhia ku nija ra bhabu nahanti., sata katha kahibaku gale se pua ti vala jana paduni..,kintu se jhia ti ra bahut bhala paiba achhi ta swami prati.., tathapi se pua ra muha dekhi dout rahuchi.., hele mu se jhia pai Jagannath nka pakhare prathana karuchi se jhia jibanare au se vali dukha na asu.....

    • @diptimayeedash7015
      @diptimayeedash7015 6 месяцев назад +1

      Pua ta bapa maa budhia

    • @jayjagannatha6857
      @jayjagannatha6857 6 месяцев назад

      ​@@diptimayeedash7015kn chhoadi heigala au kn stree budhi re chaliba ki

    • @jayjagannatha6857
      @jayjagannatha6857 4 месяца назад

      @deeparanipanda107 bhala katha jail re khusi re rahibi but kichhi ta gote khela kariki jibi semiti kebe nuhe🤣🤣🤣

    • @jayjagannatha6857
      @jayjagannatha6857 4 месяца назад

      @deeparanipanda107 bhauja case deba but FIR lekhibaku hata nathiba 🤣🤣🤣

    • @jayjagannatha6857
      @jayjagannatha6857 4 месяца назад

      @deeparanipanda107 mana ra katha tame janila boli kn samaste janiparibe🤣🤣🤣mora gote lakhya maikina besi udhat hele bas gote goda/hata kati dio sara jiban semiti khandi hei bulu🤣🤣🤣🤣bhul re kebe b jiban ru maribani moha paapa🤣🤣🤣🤣

  • @user-fj3bp3hs9x
    @user-fj3bp3hs9x 6 месяцев назад +2

    Good work sir 💯 thanks for your support 👍

  • @youtubestar.aditya
    @youtubestar.aditya 6 месяцев назад +2

    God bless you

  • @Purusottam143
    @Purusottam143 6 месяцев назад +3

    Jay Jagannath

  • @kunilatasahoo3908
    @kunilatasahoo3908 6 месяцев назад +1

    ପୁଅର ବାପା ପୁରା ସୈତାନ୍, ତା ଯୋଗୁ ଏତିକି କଳି

  • @benudharcreations8464
    @benudharcreations8464 6 месяцев назад

    ଖୁବ ସୁନ୍ଦର ପ୍ରୟାସ🙏🙏

  • @abodhakumarparida1846
    @abodhakumarparida1846 6 месяцев назад +8

    Soumesh is Awesome go ahead

  • @madhusmitasahoo9211
    @madhusmitasahoo9211 6 месяцев назад +5

    Very good

  • @santoshswain3886
    @santoshswain3886 6 месяцев назад +1

    ପିଲାର ବାପା ବହୁତ ଗର୍ବ କରୁଛି।

  • @kiran89242
    @kiran89242 6 месяцев назад +6

    Nai sir a jhio ku pua ghara ku pathao ni next kichhi bada problem se jhio saha hei pare

  • @lingarajpradhan4297
    @lingarajpradhan4297 6 месяцев назад +2

    Somesh bhai very nice ❤❤❤❤❤

  • @sukantigomango4636
    @sukantigomango4636 6 месяцев назад

    God bless u both family

  • @prakashmodijihamarapmmohan511
    @prakashmodijihamarapmmohan511 6 месяцев назад +2

    Very good episode ❤❤

  • @Anishpa.
    @Anishpa. 6 месяцев назад +1

    Somesh bro thanks bht sundar handle kle

  • @sucharitapanigrahy1790
    @sucharitapanigrahy1790 6 месяцев назад +1

    Thanks ashara aloka

  • @SomnanthDalei-id5zr
    @SomnanthDalei-id5zr 6 месяцев назад

    Khub sundor Apasthapona .. 👏👏👏👏

  • @user-ze2kj4hh1u
    @user-ze2kj4hh1u 6 месяцев назад +1

    Sabu episode ru ae episode ta sabuthu badhia

  • @bayagouda9259
    @bayagouda9259 6 месяцев назад

    Thanks sir jaha hou problem solution hela thanks asara aloka TM happy new year 2024somesh sir all TM

  • @helpyouchildren7017
    @helpyouchildren7017 6 месяцев назад +1

    OTV all members thanks

  • @NamitaRaut-um3kh
    @NamitaRaut-um3kh 6 месяцев назад

    Thanks somesh bhai.

  • @RanjitKumarDalai-tx1xb
    @RanjitKumarDalai-tx1xb 6 месяцев назад

    God bless you both Jay Jagannath bande utkal Janani Jay hind

  • @susantasushama1328
    @susantasushama1328 6 месяцев назад +1

    କଥା ରହିଲା ଲକ୍ଷ୍ଯ ଆଉ ଚାଳିସି ହଜାର ସାତଦିନ ରେ ଛୁଆ ରହିବା ଭୁଲ୍ ରହିଲା ପୁଅର ବାପାର ଆଉ ଟିକେ ଝିଅ ର

  • @bichitraparida8503
    @bichitraparida8503 6 месяцев назад +1

    Mu Satare 😢Pakaili pravu samastankara mangala karantu 🙏

  • @anilkumarpanda2615
    @anilkumarpanda2615 6 месяцев назад +1

    ❤❤❤❤❤❤Good job Angry persons are lastly smile and two love birds are bond get together and love is not blind love is always...Lastly thanks asara alok team❤❤❤❤

  • @rajeshghadei8733
    @rajeshghadei8733 6 месяцев назад +1

    Last moment is very heart touching

  • @manishasahoo5340
    @manishasahoo5340 6 месяцев назад +4

    Miss you Mihir sir 😢

  • @Sundirisali-zh5cf
    @Sundirisali-zh5cf 6 месяцев назад +1

    ଏଠି ପୁଅର ଭୁଲ ବେଶୀ 🇳🇪

  • @barsha-dy3gv
    @barsha-dy3gv 6 месяцев назад +4

    ଠିକି କହୁଛନ୍ତି ସେ ଗୋଟେ ଜନ୍ତୁ ସେଇ ଘର ରେ ଆଉ ଗୋଟେ ବହୁ ଅଛି ତାର କିଛି ଅସୁବିଧା ହଉନି ତାର କଣ ପାଈଁ ଅସୁବିଧା ହଉଛି ସେ ଆଉ ଗୋଟେ ଘଇତା ଦେଖିଛି ସେଇଥି ପାଈଁ ଏ ବେଧିଟା ଏମିତି ଉତ୍ପାତ ହଉଛି ଖାଲି ମିଛରେ ଯୌତୁକ କଥା ହଉଛି

  • @user-fi1zm8wn6o
    @user-fi1zm8wn6o 6 месяцев назад

    Bahuta vala lagila ea episode

  • @saisamarthpradhan656
    @saisamarthpradhan656 6 месяцев назад +2

    Pua ra baba bahuta kharp laguchhi

  • @Travelerbabul
    @Travelerbabul 6 месяцев назад +1

    Maind blowing 🎉🎉

  • @santoshkumarswain3188
    @santoshkumarswain3188 6 месяцев назад

    Very good platform..I like u

  • @dhanurdharbehera9303
    @dhanurdharbehera9303 17 дней назад

    Jaya jagannath ❤❤❤❤❤❤

  • @suchitrasahoo267
    @suchitrasahoo267 6 месяцев назад +3

    Last re pura comedy 😜 heigala😊

  • @user-xq2qh5tl6z
    @user-xq2qh5tl6z 6 месяцев назад +4

    good job pramila apa

  • @sankarprasadrath7866
    @sankarprasadrath7866 6 месяцев назад

    God jagannath bless them

  • @maachandimata.nuagaon3583
    @maachandimata.nuagaon3583 6 месяцев назад +2

    ଝିଅ ବହୁତ୍ ଏନୋସେଣ୍ଟ,, ଏମିତି seen ବହୁତ୍ ଅଭାବ।।। 41:47

  • @maachandimata.nuagaon3583
    @maachandimata.nuagaon3583 6 месяцев назад +2

    ପୁଅ ର ବାପ ମା ଙ୍କୁ ଅନୁରୋଧ, ଦୟାକରି ସେ କୁ ବୋହି ଝିଆ ଭାବି ଚଳାନ୍ତୁ 34:34

  • @saratnayak5922
    @saratnayak5922 6 месяцев назад +1

    Bahut bhala lagila

  • @karunakarmohanty89
    @karunakarmohanty89 6 месяцев назад +3

    ମ ଉଷା ପୂଦୀପି ମହାରଥୀ

  • @markandachhatria6422
    @markandachhatria6422 4 месяца назад

    Very nice programme sir many thanks this channel ❤

  • @hemabatibisoyi4572
    @hemabatibisoyi4572 6 месяцев назад +1

    Bhala lagila end point

  • @samendragiri1580
    @samendragiri1580 6 месяцев назад

    Well done Aasha ro Aaloka

  • @satyaranjanpatra-np8yx
    @satyaranjanpatra-np8yx 6 месяцев назад +1

    Ehi episode re soumesh babu nka bujhaiba saili ta khub sundar thila